ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଚଢାଇ କରି ୧୩୦ପେଟି ବିଦେଶୀ ନକଲି ମଦ ଜବତ କରିଛି। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏସଆଇ ବିଶ୍ୱ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଦୁଇ ଜଣ ସବ ଇନ୍ସପେକ୍ଟର ସମେତ ୧୫ ଜଣିଆ ଟିମ ଆସି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ। , ଅନ୍ତରଝୋଲି ନିକଟରେ ଅତର୍କିତ ଭାବେ ଚଡାଉ କରି ୧୩୦ପେଟି ବିଦେଶୀ ନକଲି ମଦ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ୧୦ଲକ୍ଷ ୬୦ ହଜାର ରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। । ଏହି ନକଲି ମଦ ରାୟଗଡ଼ା ରାୟଗଡା ସ୍ଥିତ ମଦ ପ୍ରସ୍ତୁତ କାରଖାନାରୁ ( ଏନଡିପି ) ଟିକସ ଫାଙ୍କି ଆଣି ଥାଏପରନ୍ତି ବୋଲି ତଦନ୍ତକାରୀ ଅଧିକାରୀଙ୍କ ମତ ପ୍ରକାଶ କରିଛନ୍ତି।
Popular Categories



