www.samajalive.in
Tuesday, December 9, 2025
23.1 C
Bhubaneswar

ଉତ୍ତରାଖଣ୍ଡରେ ବର୍ଷାର ବିତ୍ପାତ ; ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି

ଡେରାଡୁନ : ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ସହ ବର୍ଷାର ବିତ୍ପାତରେ ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି ପାଇଛି। ଗୁରୁବାର ଦିନ ବାଗେଶ୍ୱର ଜିଲ୍ଲାର ସୁନ୍ଦରଧୁଙ୍ଗା ଉପତ୍ୟକାରେ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି।
ସୂଚନା ଅନୁଯାୟୀ, ବାଗେଶ୍ୱର ଜିଲ୍ଲାର ପିନ୍ଦରୀ, ସୁନ୍ଦରଧୁଙ୍ଗା ଏବଂ କାଫ୍ନି ଗ୍ଲାସିଅର୍ ଅଞ୍ଚଳରେ ୫୪ ଜଣ ଲୋକ ଫସି ରହିଛନ୍ତି। ଏଥିସହିତ ସୁନ୍ଦରଡୁଙ୍ଗା ଉପତ୍ୟକାର ମାକଟୋଲି, ଭାନୋଟି ଗ୍ଲାସିଅର୍ ଚାରିପାଖେ ଯାତ୍ରା କରିବାକୁ ଯାଇଥିବା ଚାରିଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି। ୨୦ ଗ୍ରାମବାସୀ ମଧ୍ୟ କଫ୍ନି ଗ୍ଲାସିଅର୍ ରେ ଫସି ରହିଛନ୍ତି । ଜିଲ୍ଲା ସୂଚନା ଅଧିକାରୀଙ୍କ କାର୍ୟ୍ୟାଳୟ ମଧ୍ୟ ଏହା ନିଶ୍ଚିତ କରିଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories