www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ସୀମାନ୍ତରେ ଆକ୍ରମଣର କଡା ଜବାବ ଦେବାକୁ ପିଏଲଏକୁ ପୂର୍ଣ୍ଣ କ୍ଷମତା ଦେଲା ଚୀନ

ରାଜ୍ୟରେ ଆଉ ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ; ୩ ମୃତ

- Advertisement -

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୪୯ ସ୍ଥାନୀୟ ସଂକ୍ରମିତ ୧୭୬

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୧ ଜଣ

ଅନୁଗୁଳ ଜିଲାରେ ୨, ବାଲେଶ୍ୱର ୧୫, ଭଦ୍ରକ ୧୧, କଟକ ୪୦, ଦେବଗଡ ୬, ଢେଙ୍କାନାଳ ୩, ଗଜପତି ୪ ଓ ଜଗତସିଂହପୁର ଜିଲାରୁ ୧୦ ଜଣ ଚିହ୍ନଟ

ଯାଜପୁରରେ ୧୧, ଝାରସୁଗୁଡା ୨, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧା ୨୧୧, କୋରାପୁଟ ୧, ମୟୁରଭଞ୍ଜରେ ୨୦ ଜଣ ଚିହ୍ନଟ ହୋଇଛନ୍ତି

ନବରଙ୍ଗପୁର ଜିଲାରେ ୧, ନୟାଗଡା ୬, ନୂଆପଡା ୩, ପୁରୀ ୮, ରାୟଗଡା ୪, ସମ୍ବଲପୁର ୧୪, ସୋନପୁର ୧, ସୁନ୍ଦରଗଡ ୩ ଓ ଷ୍ଟେଟପୁଲରୁ ୪୫ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୪୧୦ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ରାଜ୍ୟରେ ୪୫୫୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ଆରମ୍ଭ ହେଲା ଅଷ୍ଟମ ଶ୍ରେଣୀ ପାଠପଢା

ଦେଶରେ ୧୪,୩୦୬ ନୂଆ ଆକ୍ରାନ୍ତ, ୪୪୩ ମୃତ

କେବଳ କେରଳରେ ଗୋଟିଏ ଦିନରେ ୮୫୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଏଥିସହିତ ସେହି ରାଜ୍ୟରେ ଗୋଟିଏ ଦିନରେ ୭୧ ଜଣଙ୍କର ମୃତ୍ୟୁ ଘଟିଛି

ଦେଶରେ ଦିନକ ମଧ୍ୟରେ ୧୮,୭୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ଦେଶରେ ୧,୬୭,୬୯୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

କରୋନାରୁ ଆରୋଗ୍ୟ ହାର ୯୮.୧୮%

ରବିବାର ସଂଧ୍ୟା ସୁଦ୍ଧା ୬୦.୦୭ କୋଟି ନମୁନା ପରୀକ୍ଷା କରାଯାଇଛି

ସେହି ସମୟ ମଧ୍ୟରେ ମୋଟ ୧୦୨.୨୭ କୋଟି ପାନ ଟିକା ଦିଆଯାଇଛି

ଆଶ୍ରମ ୩ ସେଟରେ ବଜରଙ୍ଗ ଦଳ କର୍ମୀଙ୍କ ଭଙ୍ଗାରୁଜା

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories