www.samajalive.in
Saturday, December 6, 2025
23.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଚୀନ ଓ ରୁଷ ପରେ ଆମେରିକା ପରୀକ୍ଷା କଲା ହାଇପରସୋନିକ ପ୍ରଯୁକ୍ତି

କୋଭିଡ ଟିକାକରଣରେ ଓଡ଼ିଶାର କୀର୍ତ୍ତିମାନ ସ୍ଥାପନ; ୩.୫ କୋଟି ପାନରୁ ଅଧିକ ଟିକାଦାନ

- Advertisement -

ଆଜିଠାରୁ ମହାରାଷ୍ଟ୍ରରେ ଖୋଲୁଛି ସିନେମା ହଲ, ଥିଏଟର

ମୁମ୍ବଇ କ୍ରୁଜ ନିଶାସେବନ ମାମଲା: ଜଣେ ନିଶାଦ୍ରବ୍ୟ ଚାଲାଣକାରୀ ଅଟକ

ଦେଶରେ ଚିହ୍ନଟ ହେଲେ ୧୫,୭୮୬ ନୂଆ କରୋନା ଆକ୍ରାନ୍ତ; ୨୩୧ ମୃତ

ଦିନକ ମଧ୍ୟରେ କରୋନାରୁ ୧୮,୬୪୧ ଜଣ ସୁସ୍ଥ ହୋଇଛନ୍ତି

ଏପର୍ଯ୍ୟନ୍ତ ମୋଟ ୩,୩୫,୧୪,୪୪୯ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୧,୭୫,୭୪୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ଜଣାଯାଇଛି

ଗୁରୁବାର ସୁଦ୍ଧା ମୋଟ ୫୯,୭୦,୬୬,୪୮୧ ନମୁନା ପରୀକ୍ଷା କରାଯାଇଛି

ସେହି ସମୟ ମଧ୍ୟରେ ମୋଟ ୧୦୦.୫୯ କୋଟି ପାନ ଟିକା ଦିଆଯାଇଛି

କଂଗ୍ରେସ ଛାଡିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି, ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ରାଜ୍ୟରେ ୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ମୃତ

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୭୨ ଓ ସ୍ଥାନୀୟ ସଂକ୍ରମିତ ୧୯୫

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୮୬ ଜଣ ରହିଥିବା ଜଣାଯାଇଛି

ଅନୁଗୁଳ ଜିଲାରୁ ୪, ବାଲେଶ୍ୱର ୧୬, ବରଗଡ ୧, ଭଦ୍ରକ ୬, ବଲାଙ୍ଗିର ୧, ବଉଦ ୫ ଓ କଟକରୁ ୩୬ ଜଣ ଚିହ୍ନଟ

ଗଞ୍ଜାମରେ ୨, ଜଗତସିଂହପୁର ୧୩, ଝାରସୁଗୁଡା ୨, କେନ୍ଦ୍ରାପଡା ୯, କେନ୍ଦୁଝର ୨, ଖୋର୍ଦ୍ଧାରୁ ୨୪୩ ଚିହ୍ନଟ ହୋଇଛନ୍ତି

ନବରଙ୍ଗପୁର ଜିଲାରେ ୧, ନୟାଗଡ ୬, ପୁରୀ ୫, ରାୟଗଡା ୧୩, ସମ୍ବଲପୁର ୧୪, ସୋନପୁର ୧, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୫୭ ନୂଆ ଆକ୍ରାନ୍ତ

ଦିନକ ମଧ୍ୟରେ ୫୭୩ ଜଣ ସୁସ୍ଥ ହୋଇଛନ୍ତିସଂପ୍ରତି ରାଜ୍ୟରେ ୪୭୪୭ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories