nua o banner

କପିଳାସପଡା ହତ୍ୟାକାଣ୍ଡର ପର୍ଦ୍ଦାଫାଶ; ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଜ୍ୱାଇଁ

ରେଙ୍ଗାଲି: ରେଙ୍ଗାଲି ଥନା ଅନ୍ତର୍ଗତ କପିଳାସପଡା ଗ୍ରାମର ଅନତି ଦୂରରେ ଗତ ୨୯ ତାରିଖ ବୁଧବାର ଦିନ ରାମ କିସାନ(୬୦) ନାମକ ବୃଦ୍ଧଙ୍କୁ ନୃସଂଶ ଭାବରେ ହତ୍ୟା କରାଯାଇଥିଲା। ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ…
Read More...

ବର୍ଷା ଅଭାବରୁ ଚାଷ ପାଇଁ ଜମିରେ ପାଣି ନାହିଁ; କାମରେ ଲାଗୁନି ଜଳସେଚନ ପ୍ରକଳ୍ପ

ଟିଟିଲାଗଡ଼: ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା। ହେଲେ ସମ୍ପ୍ରତି ଅବସ୍ଥା ଆଉ ଚାଷ ଅନୁକୁଳ ହୋଇରହିନାହିଁ। ଶ୍ରାବଣ ମାସରେ ଆକାଶରୁ ମେଘ ଉଭାନ ହୋଇଛି। ଏନେଇ ଟିଟିଲାଗଡ ବ୍ଲକର ବିଭିନ୍ନ…
Read More...

ଦୀର୍ଘଦିନ ପରେ ମୁଖ୍ୟରାସ୍ତାରେ ପଡିରହିଥିବା ଗଛ ସଫାହେଲା

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ପକାରୀ ଗ୍ରାମ ପଂଚାୟତର ମୁଖ୍ୟ ରାସ୍ତା ଉପରେ ଏକ ବିରାଟକାୟ ବୃକ୍ଷ ଦୀର୍ଘଦିନ ହେଲା ପଡ଼ିରହିବା ଯୋଗୁଁ ରାସ୍ତା ଅବରୋଧ ହେବା ସହିତ…
Read More...

ପ୍ଲାଜମା ଦାନ ପାଇଁ ମାଲକାନଗିରି ଜିଲାରୁ  ୪୮ ଜଣ ଆଗ୍ରହୀ

ପ୍ଲାଜମା ଦାନ ପାଇଁ ମାଲକାନଗିରି ଜିଲାରୁ ୪୮ ଜଣ ଆଗ୍ରହୀ ଭୁବନେଶ୍ୱର:  କୋଭିଡ-୧୯ ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ଲାଗି ପ୍ଲାଜମା ଚିକିତ୍ସା ବିଶେଷ ସହାୟକ ହେଉଥିବା ବେଳେ ଆଜି ମାଲକାନଗିରି ଜିଲାରୁ ୪୮ ଜଣ…
Read More...

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଷ୍ଟାଫ ନର୍ସ କରୋନା ପଜିଟିଭ ଚିହ୍ନଟ

କୋରାପୁଟ: ଷ୍ଟାଫ ନର୍ସ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଓପିଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। କେବେଳ…
Read More...

ଉଗ୍ରରୂପ ଧାରଣ କରୁଛି କରୋନା; ଦିନକରେ ଗୋଟିଏ ପରିବାରର ୧୨ ଚିହ୍ନଟ

ବଲାଙ୍ଗିର: ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି କରୋନା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ବଲାଙ୍ଗିର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଗୋଟିଏ ପରିବାରର…
Read More...

ୱାଟର ଟ୍ୟାଙ୍କ ଇଣ୍ଡିକେଟର ନିର୍ମାଣ କଲେ ଦନ୍ତ ଡାକ୍ତରୀ  ଛାତ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସୌମ୍ୟ ରଞ୍ଜନ ପାତ୍ର ଦନ୍ତ ଡାକ୍ତରୀ ଛାତ୍ର ରୂପେ ଇଣ୍ଟର୍ନସିପ କରୁଛନ୍ତି। ମହାମାରୀ କରୋନା ଯୋଗୁଁ ଘରେ ରହି ସମୟକୁ ଅପଚୟ ନକରି  ଅତି ସ୍ୱଳ୍ପ ଖର୍ଚରେ ତିଆରି…
Read More...

କାୟା ମେଲାଉଛି କରୋନା, କମିବାର ନା ଧରୁ ନାହିଁ

ରାଉରକେଲା : ଦିନକୁ ଦିନ ବଢ଼ି ଚାଲିଛି କରୋନା। କମିବାର ନା ଧରୁ ନାହିଁ। ଜିଲାରେ କରେନା କାୟା ବିସ୍ତାର କରୁଛି। ଗତ ୨୪ ଘଣ୍ଟାରେ ୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଉରକେଲା ସହରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ…
Read More...

ଚେକଡ୍ୟାମରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଦେବଗଡ:ବାରକୋଟ ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଥିବା ଯୌତୁକ ନାଳ ଚେକଡ୍ୟାମରୁ ଆଜି ଜଣେ ନାବାଲିକାର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ନାବାଳିକା ଜଣକ ଅନୁଗୁଳ ଜିଲା ପାଳଲହଡା ଥାନା ଅନ୍ତର୍ଗତ ପଟାମୁଣ୍ଡା…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୧ ଟି ମାମଲା, ୧୭ ଗିରଫ

ଭୁବନେଶ୍ୱର :ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୧ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୭ ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ…
Read More...

ରାଜ୍ୟରେ ୫ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଛି କୋଭିଡ୍‌ ପରୀକ୍ଷା, ଦୈନିକ ଟେଷ୍ଟିଂ କ୍ଷମତା ୨୦,୦୦୦

ଭୁବନେଶ୍ୱର: ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ପ୍ରତିହତ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇତି ମଧ୍ୟରେ ୨୮ ଜଣ ପ୍ଲାଜ୍‌ମା…
Read More...

ପ୍ରକାଶ ପାଇଲା ଭିସୁଟ୍ ଅନ୍‌ଲାଇନ୍‌ ପରୀକ୍ଷାଫଳ

ବୁର୍ଲା:ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌), ବୁର୍ଲା, ସମ୍ବଲପୁରର ବି. ଟେକ୍‌ ଓ ବି. ଆର୍କ ଶେଷ ସେମିଷ୍ଟର ପରୀକ୍ଷାର ଅନ୍‌ଲାଇନ୍‌ ଫଳାଫଳ ଆଜି ଘୋଷିତ ହୋଇଛି । ସ୍ନାତକ ଓ ସ୍ନାତକୋତ୍ତର ଶେଷ…
Read More...

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ…
Read More...

ସଚେତନ ହେଲେ ଗଠନ ହୋଇପାରିବ ହେପାଟାଇଟ୍ସ ମୁକ୍ତ ଭାରତ

ଭୁବନେଶ୍ୱର : ଯକୃତ ବା ଲିଭର ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମେ ତାହାର ଯତ୍ନ ନେବା ଆବଶ୍ୟକ। ନ ହେଲେ ସେହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେପାଟାଇଟସ୍ ‘ବି’ର ଶିକାର ହୋଇ ମାରାତ୍ମକ କ୍ୟାନ୍ସରରେ…
Read More...

ଜଗି ରହିଲା କୁକୁର: ନାଗ ସାପ କବଳରୁ ବର୍ତ୍ତିଲେ ପରିବାର

ସାରନଗରୀ: କୁକୁର ଯୋଗୁ ଏକ ନିଶ୍ଚିତ ବିପଦ ଟଳିଛି । ପରିବାର ଲୋକେ ନାଗସାପ କବଳରୁ ରକ୍ଷା ପାଇପାରିଛନ୍ତି । ଏଭଳି ଘଟଣା  ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ,ଲାଠିକଟା ବ୍ଲକ…
Read More...

ବୃହତ ଉଠାଜଳସେଚନ ପ୍ରକଳ୍ପ, ୯ କୋଟି ଟଙ୍କା ଖର୍ଚ୍ଚ ପରେ ଜମି ପଡିଆ

ବେଲଗାଁ: ସରକାରୀ ସ୍ତରରେ ଚାଷୀ ଅବହେଳାର ଶିକାର ହୋଇ ତଳିତଳାନ୍ତ ହୋଇଚାଲିଥିବା ଅଭିଯୋଗ ହୋଇଆସିଛି। ଏପରିକି ଚାଷୀଙ୍କ ନାମରେ ଜଳସେଚନ ଯୋଜନା ମଧ୍ୟ ହରିଲୁଟ ହୋଇଚାଲିଥିବା ତେଲନଦୀରେ ନିର୍ମିତ ବେଲଗାଁ ବୃହତ ଉଠାଜଳସେଚନ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୨୦ ମାମଲା, ୨୧ ଗିରଫ

ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୦ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୮ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୧ଟି ମାମଲା…
Read More...

ହରିଦାସପୁର-ପାରାଦ୍ବୀପ ରେଳ ଚଳାଚଳା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହରିଦାସପୁର ଓ ପାରାଦୀପ ମଧ୍ୟରେ ରେଳ ଚଳାଚଳ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ୮୨ କିଲୋମିଟର ବିଶିଷ୍ଟ ଏହି ରେଳପଥ ଯୋଗୁଁ…
Read More...

ମୁଖ୍ୟଶାସନ ସଚିବଙ୍କ ଭିଡ଼ିଓ କନ୍‌ଫରେନ୍‌ସିଂ, ଦିନକୁ ୧୦୦୦ କରୋନା ପରୀକ୍ଷା ପାଇଁ ପରାମର୍ଶ

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କ ସହ ଜିଲ୍ଲାମାନଙ୍କରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟତଃ ପର୍ଯ୍ୟବେକ୍ଷଣ, କୋଭିଡ୍‌…
Read More...

ରେଙ୍ଗାଳୀ ଓ କୁଳୁମା ପଞ୍ଚାୟତ ସଟଡାଉନ ଘୋଷଣା କଲେ ସରପଞ୍ଚ

କଣିହାଁ: ରେଙ୍ଗାଳୀ ଓ କୁଳୁମା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସଂକ୍ରମଣ ଆଶଙ୍କାରେ ଏହି ଦୁଇ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସଟ୍‌ଡାଉନ୍‌ ସମୟରେ ଲୋକେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ…
Read More...

ଉଦ୍ଧାରକାରୀ ମିନିଟ୍ରକ୍‌ ଘଟାଇଲା ଦୁର୍ଘଟଣା, ପାଚେରୀରେ ଚାପି ହୋଇଗଲେ ମହିଳା

ଆଠଗଡ: ଆଠଗଡ ହାଉସିଂବୋର୍ଡ ଛକଠାରେ ମଙ୍ଗଳବାର ସକାଳ ପ୍ରାୟ ୬.୩୦ମିନିଟରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡିଛି। ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ଲାଗୁଥିବା ଏକ କ୍ରେନଲଗା ମିନିଟ୍ରକ…
Read More...

ବାଜି ଲାଗିଛି ବିଦ୍ୟାର୍ଥୀଙ୍କ ଜୀବନ, କରୋନା କଟକଣା ସତ୍ତ୍ବେ ଶିକ୍ଷକ କରୁଛନ୍ତି ଟିଉସନ

ସାରନଗରୀ: ଶିକ୍ଷା ବ୍ୟବସ୍ଥାରେ ଲାଗିଛି କରୋନା ଛାଟ। ସୁନ୍ଦରଗଡ଼ ଜିଲା ସମେତ ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସେପଟେ ସ୍କୁଲ, କଲେଜ ବନ୍ଦ ରହିଛି । ଘରୋଇ ଟିଉସନ ଓ ଘରୋଇ କୋଚିଙ୍ଗ ସେଣ୍ଟର…
Read More...

ବିଶ୍ବ ପ୍ରକୃତି ସଂରକ୍ଷଣ ଏବଂ ହେପାଟାଇଟିସ୍‌ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ କହିଛନ୍ତି ପ୍ରାକୃତିକ ସମ୍ପଦ ଏବଂ ଧରିତ୍ରୀ ମାତାର ପ୍ରାଚୁର୍ଯ୍ୟର ପୋଷଣୀୟ ପରିଚାଳନା ସହିତ ମାନବ ଜାତିର ସ୍ୱାସ୍ଥ୍ୟ ଓ…
Read More...

ଗାଁକୁ ଅଡୁଆ କ୍ୱାକ, କରୋନା ଲକ୍ଷଣ ରୋଗୀଙ୍କୁ ଦେଉଛନ୍ତି ଔଷଧ

ବଲାଙ୍ଗିର: କରୋନା ସଂକ୍ରମଣ ସମୟରେ ଏବେ କ୍ୱାକ ମାନେ ଅଡୁଆ ସାଜିଛନ୍ତି। ଗାଁରେ ଥିବା କ୍ୱାକ ମାନେ ସ୍ଥାନୀୟ ରୋଗୀ ମାନଙ୍କ ଚିକିତ୍ସା କରୁଥିବା ବେଳେ ଏମାନଙ୍କ ପାଇଁ କରୋନା ସଂକ୍ରମଣ ବଢିବାର ଯଥେଷ୍ଟ ସମ୍ଭାବନା…
Read More...

କଣ୍ଟା ସାଜିଛି କରୋନା, ଉଜୁଡୁଛି ଜୀବନ ଜୀବିକା

ସାରନଗରୀ/ରାଉରକେଲା: ଧିରେ ଧିରେ ସର୍ବଗିଳା ହୋଇ ପଡ଼ିଲାଣି କରୋନା ମହାମାରୀ। ରାଜ୍ୟରେ ପ୍ରତିଦିନ କରୋନା ସଂଖ୍ୟା ବଢିବାରେ ଲାଗିଛି। ଏହା ଗରିବ, ନିମ୍ନ ମଧ୍ୟବିତ ଓ ମଧ୍ୟବିତଙ୍କ ଚିନ୍ତା ବଢାଇଛି। ବିଶେଷ କରି ଦକ୍ଷିଣ…
Read More...

କେନ୍ଦ୍ରାପଡା ଦେବାଶିଷ ହତ୍ୟା ମାମଲା, ମାନବାଧିକାର କମିଶନକୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର: ଗତ ୪ ତାରିଖ ଦିନ କେନ୍ଦ୍ରାପଡା ଜମଧର ଗ୍ରାମରୁ ପୁରୀକୁ ଡକାଇ ଦେବାଶିଷ ସେଠିଙ୍କୁ ହତ୍ୟା କରାଯାଇଥିବା ମାମଲା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଦୋଷୀ ପୋଲିସ…
Read More...

ପ୍ଲାଜ୍‌ମା ଥେରାପିରୁ ମିଳୁଛି ସୁଫଳ, ରାଜ୍ୟର କାହାରିକୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାକୁ ପ୍ଲାଜମା ବ୍ୟାଙ୍କର ପରିକଳ୍ପନା କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍‌ସିବି ପରେ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ରାଜ୍ୟର…
Read More...

କରୋନା ମୁକାବିଲା: ଭୁବନେଶ୍ବରରେ ଚାଲିଛି ୩ ପ୍ରକାର କୋଭିଡ୍‌ ପରୀକ୍ଷା

ଭୁବନେଶ୍ବର: କୋଭିଡ୍‌ ମୁକାବିଲାକୁ ଆହୁରି ତ୍ୱରିତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସଂପ୍ରତି ୩ ପ୍ରକାର କୋଭିଡ୍‌ ପରୀକ୍ଷା କରାଯାଉଛି । ଗୋଷ୍ଠୀ ସଂକ୍ରମଣର ମାତ୍ରା, ସଂକ୍ରମଣ ଚିହ୍ନଟ ଏବଂ ରୋଗ…
Read More...

ସବୁଥାନାରେ ରହିବ ଅଭ୍ୟର୍ଥନା କକ୍ଷ; ମାର୍ଗଦର୍ଶିକା ଜାରି କଲେ ଡ଼ିଜିପି ଅଭୟ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଲୋକଙ୍କ ଅଭିଯୋଗ ବୁଝିବା ପାଇଁ ରାଜ୍ୟର ସମସ୍ତ ଥାନା ନିମନ୍ତେ ପୁଲିସ ମହାନିର୍ଦେଶକ(ଡିଜିପି) ଅଭୟ ମାର୍ଗଦର୍ଶିକା ଜାରି କରିଛନ୍ତି। ଥାନାଗୁଡ଼ିକରେ କାର୍ଯ୍ୟରତ ପୁଲିସ କର୍ମଚାରୀ…
Read More...

ଜାତୀୟ ସ୍ବାର୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ଦେଶକୁ ସୁରକ୍ଷା ପ୍ରଦାନ କରନ୍ତି ସିଆର୍‌ପିଏଫ୍‌ ଯବାନ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ବାହିନୀ (ସିଆର୍‌ପିଏଫ୍‌)ର ‘ରାଇଜିଂ ଡେ’ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେକୌଣସି କଠିନ ପରିସ୍ଥିତିରେ ମଧ୍ୟ ଜାତୀୟ…
Read More...

ସଟ୍‌ଡାଉନ୍‌ ପରେ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା, ଲୋକଙ୍କ ପାଇଁ ବଢ଼ିଲା ସମସ୍ୟା

ଭୁବନ: ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରୁ ଜଣେ ୨୫ ବର୍ଷୀୟ ଯୁବକ ଓ ୪ ନମ୍ବର ବ୍ୱାର୍ଡରୁ ଜଣେ ୪୨ ବର୍ଷୀୟା ମହିଳାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଲା ପରେ ଗତକାଲି ସଂଧ୍ୟାରେ ଏନଏସି ପ୍ରଶାସନ ତରଫରୁ ଉକ୍ତ…
Read More...

ମା’ପୁଅଙ୍କୁ ପଛପଟୁ ଧକ୍କାଦେଲା ହାଇୱା, ଛିଞ୍ଚାଡ଼ି ହୋଇ ପଡ଼ିଲେ ମା’, ଘଟଣାସ୍ଥଳରେ ପୁଅର ଜୀବନ ଗଲା

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳରେ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଭାରିଯାନ ଧକ୍କାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଟାଉନଥାନା ତାଲପଟିଆ ଫାଣ୍ଡି ଅନ୍ତର୍ଗତ ଟାଙ୍ଗରପାଲି…
Read More...

ପରିବହନ ମନ୍ତ୍ରୀଙ୍କ କରୋନା ସମୀକ୍ଷା, ପ୍ଲାଜମା ଦାନ ପାଇଁ ଆହ୍ୱାନ

ଝାରସୁଗୁଡ଼ା: ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଝାରସୁୁଗୁଡ଼ା ଗସ୍ତରେ ଆସି ଜିଲାରେ କୋଭିଡ ପରିଚାଳନାର ସମୀକ୍ଷା କରିବା ସହ କରୋନା ମୁକ୍ତ ହୋଇଥିବା ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଆହ୍ୱାନ କରିଛନ୍ତି। ଜିଲାରେ…
Read More...

ଆନୁଷ୍ଠାନିକ କ୍ବାରେଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀଙ୍କୁ ମିଳିଲା ୧୦୬ କୋଟି ୬୫ ଲକ୍ଷ ୬୦ ହଜାର ଟଙ୍କା,…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା …
Read More...

କଳାହାଣ୍ଡି ଜିଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଇଏସ୍‌ଓ ପ୍ରମାଣପତ୍ର

ଭୁବନେଶ୍ବର: ଉଚ୍ଚ ମାନର ସମନ୍ୱିତ ଅଙ୍ଗନବାଡ଼ି ସେବା ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କଳାହାଣ୍ଡି ଜିଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଇ.ଏସ୍‌.ଓ ପ୍ରମାଣପତ୍ର ମିଳିଥିବାରୁ…
Read More...

ଗଞ୍ଜାମ ଜିଲା ଆରୋଗ୍ୟଙ୍କ ନିଆରା ଉଦ୍ୟମ: ପ୍ଲାଜ୍‌ମା ଦାନ ପାଇଁ ପାଲଟିଲେ ‘କୋଭିଡ୍‌ ବନ୍ଧୁ’, ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ପ୍ଲାଜ୍‌ମା ଦାନ ପାଇଁ କୋଭିଡ୍‌ ଆରୋଗ୍ୟ ନିଆରା ଉଦ୍ୟମ କରିଛନ୍ତି। କରୋନ ଆକ୍ରାନ୍ତ ପରେ ଆରୋଗ୍ୟ ଲାଭ କରିଥିବା କିଛି ବ୍ୟକ୍ତି ପ୍ଲାଜ୍‌ମା ଦାନ…
Read More...

କରୋନା ମୁକାବିଲା: ୬୭୯୮ ଗ୍ରାମ ପଞ୍ଚାୟତରେ ୬,୬୨୨ ଟି କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା

କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୬,୬୨୨ ଟି କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା ହୋଇଛି। ଏଥିରେ ମୋଟ ୬୬,୫୯୨…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୨ ମାମଲା, ୨୬ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୨ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୨୦ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୨ଟି…
Read More...

କାଳିଆ ଟଙ୍କା ଫେରସ୍ତ ପାଇଁ ଅଯୋଗ୍ୟଙ୍କୁ ନୋଟିସ କରିବା ଦୁର୍ଭାଗ୍ୟଜନକ:ଜୟଦେବ ଜେନା

ଭୁବନେଶ୍ୱର:ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନା ଏକ ପ୍ରେସ୍‌ ବାର୍ତ୍ତାରେ କହିଛନ୍ତି ଯେ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ କରିବା ଦୁର୍ଭାଗ୍ୟଜନକ। ସେମାନେ ରାଜ୍ୟ…
Read More...

ମାଲକାନଗିରିରେ କୋଭିଡ୍‌ ମୁକାବିଲା ପାଇଁ ନିଷ୍ଠାପର ଉଦ୍ୟମ ଆବଶ୍ୟକ: ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର କୋଭିଡ-୧୯ ପରିଚାଳନା ଓ ପ୍ଲାଜମା ଦାନ କାର୍ଯ୍ୟକ୍ରମର ଦାୟିତ୍ୱ ଗ୍ରହଣ ପରେ ଆଜି ଇଲେକ୍ଟ୍ରୋନିସ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା…
Read More...

କୋରାପୁଟରେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌

କୋରାପୁଟ:କରୋନା ସଂକ୍ରମଣକୁ ଦେଖି ଜୁଲାଇ ୩୧ ପର୍ଯ୍ୟନ୍ତ କୋରାପୁଟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ଜିଲାର ୩ ପୌରାଞ୍ଚଳ, ଗୋଟିଏ ଏନ୍‌ଏସି, ୩ ପଞ୍ଚାୟତର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି ବୋଲି କୋରାପୁଟ…
Read More...

ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ ୨୨ ଡିଏସ୍‌ପି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି କରାଯାଇଛି। ପଦୋନ୍ନତି ପାଇବା ପରେ ସେମାନଙ୍କୁ ରାଜ୍ୟର ବିଭିନ୍ନ ଜିଲାରେ ଅତିରିକ୍ତ ଏସ୍‌ପି(ଏଏସ୍‌ପି) ଭାବେ…
Read More...

କଟକ ଏସ୍‌ସିବିରେ ୧୮ଜଣଙ୍କଠାରୁ ସଂଗୃହୀତ ହେଲା ୩୬ ୟୁନିଟ୍‌ ପ୍ଲାଜ୍‌ମା

କଟକ: କଟକ ଏସ୍‌ସିବିରେ ୧୮ଜଣଙ୍କଠାରୁ ୩୬ ୟୁନିଟ୍‌ ପ୍ଲାଜ୍‌ମା ସଂଗୃହିତ ହୋଇଛି ଏବେ ସେଥିମଧ୍ୟରୁ ୩୦ ବୋତଲ ପ୍ଲାଜ୍‌ମା ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌କୁ ପଠାଯାଇଛି। ଆଉ ୬ ବୋତଲ ପ୍ଲାଜ୍‌ମା ସଂରକ୍ଷିତ ଅଛି, ଆଜି ଆଉ…
Read More...

ରଥ ଖୋଲିବା ଓ ଗଢ଼ିବା ପାଇଁ ଗଠନ ହେଲା କମିଟି

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି। ସେବାୟତ ଓ ପୁଲିସ ପ୍ରଶାସନ ଦ୍ବାରା ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଥର ପୁରୀ…
Read More...

ଛିଡ଼ିଗଲା ମଲ୍ଲିଫୁଲ ଗଜରା… ଚାଲିଗଲେ ଦୀପା

ସଂକ୍ଷେପରେ ଦୀପା.. ନାମ: ଦୀପା ସାହୁ ସ୍ବାମୀ: ମନୀନ୍ଦ୍ରନାଥ ଦତ୍ତ ଜନ୍ମ: ୨୫ ଅକ୍ଟୋବର ୧୯୮୫ ଠିକଣା: ଢେଙ୍କାନାଳ ଭୁବନେଶ୍ୱର: ଆରପାରିରେ ଆଲ୍‌ବମ୍ ଅଭିନେତ୍ରୀ ଦୀପା ସାହୁ। ଓଡ଼ିଆ ଆଲ୍‌ବମ୍‌ କୁଇନ୍‌…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୨ ମାମଲା, ୩୦ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୨ ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍‌ ଡାଉନ୍‌ ସଂପର୍କିତ ଅଟେ । ୩୦ ଜଣଙ୍କୁ ବିଭିନ୍ନ…
Read More...

ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ କୋଭିଡ ସଚେତନତା ପଦଯାତ୍ରା

ଭୁବନେଶ୍ୱର:ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ବିଜେବି ନଗର ସ୍ଥିତ ଅରବିନ୍ଦ କଲୋନୀ ଓ କେଦାର ଗୌରୀ ନିକଟସ୍ଥ ନାଳମୁହଁ ଭୋଇ ସାହିରେ କୋଭିଡ ସଚେତନତା ପଦଯାତ୍ରା ଓ କୋଭିଡ ବିଶୋଧନ କାର୍ୟ୍ୟକ୍ରମ ଅନୁଷ୍ଠିତ…
Read More...

ସ୍ବିଡେନ୍‌ ସରକାରଙ୍କ କଳା ପରାମର୍ଶଦାତା ନିଯୁକ୍ତ ହେଲେ ପି.କେ.ମହାନନ୍ଦିଆ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ସ୍ବିଡେନ୍‌ ସରକାରଙ୍କ ପକ୍ଷରୁ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ପ୍ରଦାନ କରାଯାଇଛି। ସ୍ବିଡେନ୍‌…
Read More...

ନଦୀରେ ଗାଧୋଉଥିଲେ ଚାରି ସାଙ୍ଗ, ଜଣକୁ ଟାଣିନେଲା କୁମ୍ଭୀର

ରାଜକନିକା: କେନ୍ଦ୍ରାପଡ଼ା ଜିଲାର ରାଜକନିକା  ଖରସ୍ରୋତା ନଦୀରେରେ ଗାଧୋଉଥିଲେ ଚାରି ସାଙ୍ଗ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ନଦୀ ଭିତରକୁ ଟାଣିନେଲା କୁମ୍ଭୀର ଓ ଅନ୍ୟ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର ହେଲା। ଏଭଳି…
Read More...

ରେଭେନ୍ସା ବିଶ୍ବବିଦ୍ୟାଳୟରେ କରୋନା, କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡ଼ିବା ପରେ ନିଆଯିବ ପଦକ୍ଷେପ

କଟକ: କଟକ ସହରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଜଣେ ୨୧ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ…
Read More...

ଆକ୍ଟିଭ୍‌ ସର୍ଭେଲାନ୍ସ ଅନୁସାରେ କଟକ ସହରରେ ଚାଲିଛି ଟେଷ୍ଟିଂ, କୋଭିଡ୍‌ ଭଲ୍ୟୁଣ୍ଟର ଭାବେ ପ୍ଲାଜ୍‌ମା ଦାନ ପାଇଁ…

ଭୁବନେଶ୍ବର: କଟକ ସହରରେ କୋଭିଡ୍‌ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସ୍‌ମିଟ୍‌ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା କଟକ ସହରର କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ଏବଂ ସିଏମ୍‌ସି…
Read More...

କଳାହାଣ୍ଡି ଡେପୁଟି କଲେକ୍ଟର ଅନୀଶା ଦାସ ନିଲମ୍ବିତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଏଏସ୍‌ ଅନୀଶା ଦାସଙ୍କୁ ନିଲମ୍ବିନ କରାଯାଇଛି। ଏଥିନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ…
Read More...

କରୋନା ମୃତକଙ୍କ ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ହେବ ସତ୍କାର

ଭୁବନେଶ୍ବର: କରୋନା​‌େ​‌ର ମୃତକଙ୍କ ସତ୍କାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା। କରୋନା ସଂକ୍ରମିତଙ୍କ ମୃତଦେହ ସତ୍କାର ନେଇ ସମସ୍ତ ଜିଲାପାଳ ଓ ମ୍ୟୁନିସପାଲ୍‌ କମିଶନରଙ୍କୁ ଏସ୍‌ଆର୍‌ସି…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୨୬ ମାମଲା, ୩୬ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୬ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୨୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି…
Read More...

ଲାୟନ୍ସ କ୍ଲବ ଭୁବନେଶ୍ବର ସିଟି ପକ୍ଷରୁ ଗ୍ରାମବାସୀଙ୍କୁ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଯୋଜନାରେ ୧୦୦କିଟ୍‌ ବିତରଣ

ଭୁବନେଶ୍ବର:ଲାୟନ୍ସ କ୍ଲବ ଅଫ୍ ଭୁବନେଶ୍ବର ସିଟି ଅଫ୍ ଡିଷ୍ଟ୍ରିକ୍ଟ ୩୨୨ସି୪ ପକ୍ଷରୁ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ପାତ୍ରପଡ଼ା ଜନ ସେବା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୦୦…
Read More...

ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଗଜପତି ଅତିରିକ୍ତ ଜିଲାପାଳଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ସଂଘର ଏକ ସ୍ୱତନ୍ତ୍ର ଅଧିବେଶନ ୟୁନିଟ-୩ ଖାରବେଳ ନଗର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଜପତିରେ ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରୁଥିବା ସ୍ୱର୍ଗତ…
Read More...

ମିଳୁନି ସରକାରୀ ସହାୟତା, ଖୋଲା ଆକାଶଣ ତଳେ ବିତୁଛି ଜୀବନ

ଟିଟିଲାଗଡ଼: ବୟସର ଅପରାହ୍ଣରେ ଜୀବନ। ପ୍ରାକୃତିକ ଦୁର୍ବିପାକ ତଥା ପ୍ରବଳ ବର୍ଷାରେ ଭାଙ୍ଗିରୁଜି ଯାଇଛି ଘରଦ୍ବାର। ଖୋଲା ଆକାଶ ତଳେ ବିତୁଛି ଜୀବନ। ସରକାରୀ ସହାୟତା ପାଇଁ ଦିନ ପରେ ଦିନ ଗଡ଼ି ଚାଲିଛି। କିନ୍ତୁ ମିଳୁନି…
Read More...

ସପ୍ତାହନ୍ତ ସଟଡାଉନର ସପ୍ତମ ଦିନ, କଡ଼ାକଡ଼ି ଯାଞ୍ଚ କରୁଛି ପୁଲିସ

ଭୁବନ : ଢେଙ୍କାନାଳ ଜିଲ୍ଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜୁଲାଇ ୩୧ ପର୍ୟ୍ୟନ୍ତ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ଜୁଲାଇ ୩୧ ପର୍ଯ୍ୟନ୍ତ ଘୋଷଣା…
Read More...

କରୋନା ବଦଳାଇ ଦେଲା ଜୀବନଶୈଳୀ, ଆନ୍ତର୍ଜାତୀୟ କରାଟେ ଖେଳାଳି ପାଲଟିଲେ ପରିବା ବିକାଳି

ରାଉରକେଲା : କ୍ରୀଡ଼ା କ୍ଷେତ୍ରରେ କରୋନା ମାଡ଼। କରାଟେ ପ୍ରଶିକ୍ଷଣ ପରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଥିଲେ। ଏହାପରେ କରାଟେ ପ୍ରଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ। କିନ୍ତୁ କରୋନା…
Read More...

ପଶ୍ଚିବ ବଙ୍ଗରେ ଲକ୍‌ଡାଉନ୍‌, ବାତିଲ ହେଲା ଟ୍ରେନ୍‌

ଭୁବନେଶ୍ବର: ପଶ୍ଚିମ ବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମଗ୍ର ରାଜ୍ୟରେ ଜୁଇାଇ ୨୫ ଓ ୨୯କୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାସହିତ ଜୁଲାଇ ଓ…
Read More...

ଚିକିତ୍ସାଧୀନ ଗୁରୁତର ରୋଗୀଙ୍କୁ କରୋନା, ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁ ସିଲ୍‌

ପୁରୀ: ଆଜି ପୁରୀ ଜିଲା ମୁଖ୍ୟସଦର ମହକୁମା ଚିକିତ୍ସାଳୟ ଆଇସିୟୁରେ ଚିକିତ୍ସାଧୀନ ଜଣେ ରୋଗୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଅଧିକ ରୋଗୀ ତଥା କର୍ମଚାରୀଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ ଆଜି ପୁରୀ ଜିଲା…
Read More...

ପ୍ରଥିତଯଶା କଥାକାର ତଥା ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

https://youtu.be/xQPAV8IYlUk ଭୁବନେଶ୍ୱର : ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର-୨୦୧୯…
Read More...

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ: ବିଏମ୍‌ସି କମିଶନର

ଭୁବନେଶ୍ବର: ଗତ କିଛି ଦିନ ହେବ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ବରରେ କରୋନା ସ୍ଥିତି ନେଇ ବିଏମ୍‌ସି ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏବଂ ବିଏମ୍‌ସି କମିଶନର…
Read More...

କୁକୁର ପ୍ରଜନନ ଓ ବିପଣନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: କୁକୁର ପ୍ରଜନନ ଓ ବିପଣନ ଏବଂ ପୋଷା ଜୀବଜନ୍ତୁ ଦୋକାନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି ବୋଲି କଟକ ରାଜ୍ୟ ପଶୁକଲ୍ୟାଣ ପରିଷଦ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ସୂଚନା ଦେଇଛନ୍ତି।…
Read More...

ଚୌଦ୍ୱାରରେ ପ୍ରତିଷ୍ଠା ହେଉ ବିଶ୍ୱସ୍ତରୀୟ ଟେକ୍ସଟାଇଲ୍‌ ପାର୍କ, ଭର୍ଚୁଆଲ୍‌ ବୈଠକରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ…

ଭୁବନେଶ୍ୱର : ଆଜି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓଟିଏମ୍‌ ଚୌଦ୍ୱାର, େପପ୍‌ସି, ଜଗତପୁର ଓ ବଲାରପୁର କାଗଜ କଳ ଉପରେ ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

କରୋନା ନେଲା ସରପଞ୍ଚଙ୍କ ଜୀବନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ

ଭଞ୍ଜନଗର: ପ୍ରଥମେ ଜ୍ବର ଏବଂ ତା’ପରେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଡାକ୍ତରଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ବେ କରୋନା ଯୋଦ୍ଧା ତଥା…
Read More...

ପ୍ଲାଜ୍‌ମା ଦାନକୁ ଉତ୍ସାହିତ କରିବେ ମନ୍ତ୍ରୀ: ୩୦ ଜିଲା ନିମନ୍ତେ ୨୦ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଲେ ନବୀନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଅପରପକ୍ଷରେ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଆରୋଗ୍ୟ ହାର ଅଧିକ ରହିଛି। କରୋନା ଆରୋଗ୍ୟଙ୍କ ପ୍ଲାଜ୍‌ମା ଦାନ ଦ୍ବାରା ଜଣେ…
Read More...

ବ୍ରିଜ୍‌ ନିକଟରୁ ମିଳିଲା ବିଜେପିଙ୍କ କର୍ମୀ ମୃତଦେହ, ଘଟଣାର ସାଇଣ୍ଟିଫିକ୍‌ ଦଦନ୍ତ ଦାବି

ବ୍ରିଜ୍‌ ନିକଟରୁ ମିଳିଲା ବିଜେପି କର୍ମୀଙ୍କ ମୃତଦେହ, ଘଟଣାର ସାଇଣ୍ଟିଫିକ୍‌ ଦଦନ୍ତ ଦାବି ବୌଦ୍ଧ/ ମନମୁଣ୍ଡା : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡାବାହଲି ବ୍ରିଜ ନିକଟରେ ଜଣେ ଯୁବକଙ୍କ…
Read More...

ପାଠରେ ଡ଼ୋରି ବାନ୍ଧିଛି କରୋନା: କିଏ କରୁଛି ହଳ, କିଏ ଚରାଉଛି ଗାଈ

ମାଲକାନଗିରି (ଗୋପୀ ପଟ୍ଟନାୟକ): କରୋନା କଟକଣା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଗାଡ଼ି ଦେଇଛି। ସ୍ମାର୍ଟଫୋନ୍‌ ଅଭାବରୁ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି।…
Read More...

ଗଞ୍ଜାମରେ ଅଧିକ ସ୍କ୍ରିନିଂ ଚାଲିଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ସପ୍ତାହକ ମଧ୍ୟରେ ସ୍ଥିତି…

ଭୁବନେଶ୍ବର: ଗତ ସପ୍ତାହରୁ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହା ମଧ୍ୟରେ ୩୦ଟି ଗ୍ରାମ ରେଡ୍‌ରୁ ଗ୍ରୀନ୍‌ ଜୋନ୍‌କୁ ଆସିପାରିଛି। ଏବେ ଗ୍ରାମାଞ୍ଚଳରେ ସ୍କ୍ରିନିଂ ଚାଲିଛି। ଆକ୍ରାନ୍ତଙ୍କୁ ଖୋଜି ଖୋଜି…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୨୬ ମାମଲା, ୬୦ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୬ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୨୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି…
Read More...

ଏପଟେ କରୋନା ସେପଟେ ଉଚ୍ଚେଦ, ସର୍ବହରା ହେଲେ ଶତାଧିକ ବ୍ୟବସାୟୀ

ବଲାଙ୍ଗିର: କିଛି ମାସର ନୀରବତା ପରେ ପୁଣି ବଲାଙ୍ଗିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା । କରୋନା ପାଇଁ ଏହି ଉଚ୍ଚେଦ କାମ ବନ୍ଦ ରହିଥିବା ବେଳେ ପୁଣି ଏହାର ଆରମ୍ଭ କରାଯାଇଛି । ଗତ ଦୁଇ ଦିନ…
Read More...

ଏଣିକି ଗ୍ରାମାଞ୍ଚଳରେ ଲାଗୁ ହେବ ହୋମ୍‌ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା, ପରିବର୍ତ୍ତିତ ନିର୍ଦେଶନାମା ଜାରି କଲେ…

ଭୁବନେଶ୍ବର: ଏଣିକି ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ମିଳିପାରିବ ହୋମ୍‌ କ୍ବାରେଣ୍ଟାଇନ୍‌ ସୁବିଧା। ଗଁାକୁ ଯାଉଥିବାବ୍ୟକ୍ତି ନିଜ ଘରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିପାରିବେ। ଆଜି ହୋମ୍‌ କ୍ବାରେଣ୍ଟାଇନ୍‌…
Read More...

କନ୍ଧମାଳକୁ ଗ୍ରାସ କରୁଛି କରୋନା, ସପ୍ତାହନ୍ତ ସହ ଆଉ ଦୁଇଦିନ ସଟ୍‌ଡାଉନ୍‌

ଫୁଲବାଣୀ: କନ୍ଧମାଳ ଜିଲାକୁ ଗ୍ରାସ କରୁଛି କରୋନା। ଗୋଟିଏ ପରେ ଗୋଟିଏ ବ୍ଲକ୍‌ରେ କରୋନା ନିଜର କାୟା ବିସ୍ତାର କରିଚାଲିଛି। ଇତି ମଧ୍ୟରେ ଥିବା ୧୨ ଟି ବ୍ଳକ ମଧ୍ୟରୁ ୧୧ ଟି ବ୍ଳକରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା…
Read More...

କରୋନା ଛଡ଼ାଇ ନେଲା ବୃତ୍ତି: ଆଲ୍‌ବମ୍‌ କୁଇନ୍‌ ପାଲଟିଲେ ଫଳ ବିକାଳି

ଭୁବନେଶ୍ବର: ଦିନେ ଯିଏ ସେଲିବ୍ରିଟି ଥିଲା ଆଜି ସେ ହେଉଛନ୍ତି ପରିବା ବିକାଳି। ଯାହାଙ୍କୁ ଦିନେ ଦେଖିବା ପାଇଁ ଲୋକେ ଲମ୍ବା ଲାଇନ୍‌ ଲଗାଉ ଥିଲେ ଏବେ ସେ ଅପେକ୍ଷା କରୁଛନ୍ତି ଲୋକଙ୍କୁ। ପରଦା ଉପରେ ନାଚଗୀତ ଓ ଅଭିନୟ…
Read More...

କାଶରୁ ଜଣାପଡ଼ିବ କରୋନା ପଜିଟିଭ୍‌, ଆର୍‌ଏମ୍‌ଆର୍‌ସିରେ ଚାଲିଛି ଗବେଷଣା

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ସାରା ବିଶ୍ବରେ ଉଦ୍ୟମ ଜାରି ରହିଛି। ଏହାକୁ ପ୍ରତିହତ କରିବା ଲାଗି ବିଭିନ୍ନ ଦେଶ ପଦକ୍ଷେପ ନେଉଛନ୍ତି ଓ ଗବେଷଣା ଜାରି ରଖିଛନ୍ତି। ତେବେ କାଶ,…
Read More...

କଟକ ଡିସିପି ପ୍ରତୀକ ସିଂହଙ୍କୁ ସମ୍ବର୍ଦ୍ଧନା

କଟକ: ବକ୍ସିବଜାର ବଣିଆା ସାହି ପୂଜା କମିଟି ତରଫରୁ ନୂତନ କଟକ ଡିସିପି ପ୍ରତୀକ୍ ସିଂହଙ୍କୁ ତାଙ୍କ କାର୍ୟ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂଜା କମିଟିର ସଭାପତି ଶିବେନ୍ଦ୍ର ହାତୀ ଏବଂ ସାଧାରଣ ସମ୍ପାଦକ ବିରଞ୍ଚି…
Read More...

ୟୁଜିସି ମାର୍ଗଦର୍ଶିକାର ପୁନଃର୍ବିଚାର ପାଇଁ ଅନୁରୋଧ, ବିକଳ୍ପ ମୂଲ୍ୟାୟନ ନିଷ୍ପତ୍ତିକୁ ଅନୁମତି ଦେବାକୁ କେନ୍ଦ୍ରକୁ…

ଭୁବନେଶ୍ୱର: ଜୁଲାଇ ୬ ତାରିଖରେ ୟୁଜିସି ଦ୍ୱାରା ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ଅଣ୍ଡରଗ୍ରାଜୁଏଟ୍‌ ଏବଂ େପାଷ୍ଟଗ୍ରାଜୁଏଟ୍‌ ଶେଷବର୍ଷ ସେମିଷ୍ଟାର ପରୀକ୍ଷାବାଧ୍ୟତାମୂଳକ…
Read More...

ଘରେ ପଶିଲା ବର୍ଷା ଜଳ, ପ୍ରଭାବିତ ହେଲେ ୪୦ ପରିବାର

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ବାମଣ୍ଡା ପଞ୍ଚାୟତର ବିରିଗଡ କେନାଲଉପର ସାହିରେ ଗୁରୁବାର ପାହାଡିଆ ବର୍ଷା ଜଳ ପାଣି ଲୋକଙ୍କ ଘରେ ପଶି କୃତ୍ରିମ ବନ୍ୟା ସୃଷ୍ଟି କରିଛି। ଏଥିରେ ପଞ୍ଚାୟତର ୪ନଂ…
Read More...

ଦେଶରେ ସ୍ବାଧୀନତା ଦିବସ ପାଳନ ନେଇ ଗାଇଡ୍‌ଲାଇନ୍ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଚଳିତ ବର୍ଷ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଏଥିପାଇଁ ଦେଶରେ କିଭଳି ସ୍ବାଧୀନତା ଦିବସ…
Read More...

ପ୍ଲାଜମା ଥେରାପିକୁ ଗୁରୁତ୍ୱ, ଆଇଜିଏଚ ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ବ୍ରହ୍ମପୁର ଏମ୍‌କେସିଜିରେ ଖୋଲିବ ପ୍ଲାଜ୍‌ମା…

ଭୁବନେଶ୍ବର: ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଏବଂ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ। କରୋନା ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ସୁସ୍ଥ କରିବା ପାଇଁ କରୋନା…
Read More...

ରାଜ୍ୟରେ ବଢ଼ୁଛି କରୋନା ଆରୋଗ୍ୟ: ବିବ୍ରତ ନ ହେବାକୁ ପରାମର୍ଶ ଦେଲେ ଅତିରିକ୍ତ ମୁଖ୍ୟ ସଚିବ

https://youtu.be/PmXJbAZWkow ଭୁବନେଶ୍ବର: ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ରାଜ୍ୟରେ ଆରୋଗ୍ୟ ହାର ବଢୁଛି, ମୃତ୍ୟୁ ହାର କମୁଛି। ତେଣୁ କରୋନା ଆକ୍ରାନ୍ତ ସଂଖ୍ୟ ବୃଦ୍ଧି…
Read More...

ଭୁବନେଶ୍ବରରୁ ଆଜି ୧୨୬କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୮୧

ଭୁବନେଶ୍ବର: ଆଜି ଭୁବନେଶ୍ବର ସହରରେ ଆଉ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୬ରୁ ୯୩ କ୍ବାରେଣ୍ଟାଇନ୍ ଏବଂ ୩୩ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି। ମଞ୍ଚେଶ୍ବର ଏକ ଅଟାକଳର ଆଉ ୩୫ ଆକ୍ରାନ୍ତ ଚିହ୍ନଟ ବୋଲି…
Read More...

କଟକ ସହରରୁ ଆଜି ୩୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: କଟକ ସହରରୁ ଆଜି ୩୪ ପଜିଟିଭ୍‌ ଚିହ୍ନଟ ହୋଇଛି। ୩୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ କ୍ବାରେଣ୍ଟାଇନ୍‌, ୨୧ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ୮ ଲୋକାଲ୍‌ କେସ୍‌ ରହିଛି। ପୁରୀଘାଟ ତଳ…
Read More...

କନ୍ଧମାଳ ଜିଲାରେ ସବୁ ବ୍ୟାଙ୍କ ୭ ଦିନ ପାଇଁ ବନ୍ଦ

ଫୁଲବାଣୀ: କନ୍ଧମାଳ ଜିଲରେ ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ୍ ବାହାରିବା ପରେ ସାମ୍ଭାବ୍ୟ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲାର ସମସ୍ତ…
Read More...

ବାଙ୍ଗାଲୋର ଗ୍ୟାସ ଦୁର୍ଘଟଣା: ରୋଜଗାର ପାଇଁ ଯାଇଥିଲେ, ହେଲେ ଫେରିଲା ମୃତ ଦେହ; କାନ୍ଦବୋବାଳିରେ ଫାଟିଗଲା ଗାଁ

ଫୁୁଲବାଣୀ:ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ଘଟିଥିବା ଗ୍ୟାସ ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକର ୨ଜଣ ଯୁବତୀଙ୍କ ସମେତ କୋଟଗଡ଼ ବ୍ଲକର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀଙ୍କୁ ମିଶାଇ ୪ଜଣଙ୍କର…
Read More...

‘କଣ୍ଟାକ୍ଟ ଟ୍ରେସିଂ’ ପାଇଁ ଭୁବନେଶ୍ବରରେ ଖୋଲିଲା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ବର: କୋଭିଡ୍‌-୧୯ ସଂକ୍ରମଣ ସ୍ଥିତିରେ ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା (କଣ୍ଟାକ୍ଟ ଟ୍ରେସିଂ) ଏକ ବଡ଼ ଆହ୍ୱାନ। ଏହି କଣ୍ଟାକ୍ଟ ଟ୍ରେସିଂ ପାଇଁ ଭୁବନେଶ୍ୱର ମହାନଗର ନିଗମ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୦ଟି ମାମଲା, ୩୨ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୦ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ, ୧ଟି…
Read More...

‘ସହରୀ ବାଘ’ ନିରବିଲା ପରେ ଝୁରୁଛି ‘ସୁନାପଞ୍ଜୁରୀ’; ଅଭିନୟ ସମ୍ରାଟଙ୍କୁ ଅଶ୍ରୁଳ ବିଦାୟ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର,୨୧।୭: ଆଉ ପରଦାରେ ସେ ହସାଇବେନି କି କାହା ଆଖିରୁ ଲୁହ ଝରାଇବେନି। ​‌େ​‌କହି ତାଙ୍କୁ ପରଦାରେ ବାପା କିମ୍ବା ଭାଇ ବୋଲି ଡାକିବେନି। ରୁପା ଶଗଡ଼ିରେ ସେ ବସିବେନି କି ଜଗା ହାତରେ ପଘା…
Read More...

ଫୁଲବାଣୀ ଆଦର୍ଶ ଥାନା ସିଲ୍, ଗଛମୂଳରେ ଥାନା କାମ

ଫୁଲବାଣୀ: କନ୍ଧମାଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଫୁଲବାଣୀ ଆଦର୍ଶ ଥାନାର ଜଣେ ଏସଆଇଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏସ୍‌ଆଇ କରୋନା ଆକ୍ରାନ୍ତ ହେବା ପରେ…
Read More...

ସାଂସଦ ଅନୁମୋଦନ କଲେ ୧୪ଟି ପିଏମ୍‌ଜିଏସ୍‌ୱାଇ ରାସ୍ତା, ଅଞ୍ଚଳବାସୀଙ୍କ ମଧ୍ୟରେ ଆସ୍ୱସ୍ତି

ଦେବଗଡ:ଚଳିତ ୨୦୨୦-୨୧ ଆର୍ଥୀକ ବର୍ଷରେ ଜିଲା ପ୍ରଶାସନ ଏବଂ କମିଟି ଦ୍ୱାରା ପ୍ରସ୍ତାବିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ.)ଅଧୀନରେ ଦେବଗଡ ଜିଲାର ମୋଟ ୧୪ ଟି ରାସ୍ତାକୁ ସମ୍ବଲପୁର ଲୋକସଭା ସଦସ୍ୟ…
Read More...

କରୋନା କଟକଣା: ୨ ପଞ୍ଚାୟତର ୨ଟି ଗ୍ରାମକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ବଙ୍ଗୋମୁଣ୍ଡା/ସିନ୍ଧେକେଲା:ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକରେ ଆଜି ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ଲୋକଙ୍କ କରୋନା ଆକ୍ରାନ୍ତ ବ୍ୟାପୀବା ଆଶଙ୍କାରେ ୨ଟି ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି।…
Read More...

କରୋନା ମୁକାବିଲା: ଜୁଲାଇ ୨୩ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଫିରିଙ୍ଗିଆ ସଟଡାଉନ

ଫୁଲବାଣୀ: କନ୍ଧମାଳ ଜିଲାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଫିରିଙ୍ଗିଆ ବ୍ଲକ ପ୍ରଶାସନ ପକ୍ଷରୁ ଆଗାମୀ ଜୁଲାଇ ୨୩ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ…
Read More...

ମୌସୁମୀ ଏବେ ବାଟବଣା, ଉଭାନ ହେଲା ବର୍ଷା; ଇନ୍ଦ୍ରାବତୀ ଜଳ ସେଚନ ଭରସାରେ ଚାଷୀ

କଲମପୁର: ଶ୍ରାବଣର ୧୫ ଦିନ ବିତି ସାରିଛି। ଏବେ ଝିପି ଝିପି ବର୍ଷା ଲାଗି ରହିବା ସହ ଚାଷୀ ତାର ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା କଥା। ଏହି ସମୟରେ ଚାଷ ଜମିରେ ରୁଆ ଓ ବିହୁଡା କାର୍ଯ୍ୟ ଜାରି ରହିଥାଏ। କିନ୍ତୁ…
Read More...

ପିତାର ମୃତଦେହ ନେବାକୁ ଆସିଲାନି ପୁଅ, ସତ୍କାର କଲା ସ୍ବେଚ୍ଛାସେବୀ ସଂଗଠନ

ବଲାଙ୍ଗିର: ପିତା ମରିଯିବା ଖବର ପାଇବା ପରେ ତାଙ୍କର ମୃତଦେହ ନେବାକୁ ପୁଅ ଆସିଲା ନାହିଁ। ସ୍ବେଚ୍ଛାସେବୀ ସଂଗଠନ ମୃତଦେହକୁ ନେଇ ଗଁାକୁ ଗଲା। ସେଠାରେ ପୁଅକୁ ବୁଝାସୁଝା କରିବା ପରେ ସ୍ବେଚ୍ଛାସେବୀ ସଂଗଠନ ତାଙ୍କ…
Read More...

ଓୟୁଏଟି ଡିନ୍‌ଙ୍କ ଚାଷୀଙ୍କୁ ପରାମର୍ଶ: ବ୍ୟସ୍ଥ ହୁଅନ୍ତୁ ନାହିଁ, ଖାଲୁଆ ଜାଗା ପାଇଁ ଧାନ ବୁଢ଼ା ହୋଇ ନଥିବ

ଭୁବନେଶ୍ବର: ଉପକୂଳର ୬ ଜିଲ୍ଲା ଓ କୋରାପୁଟର ବନ୍ଧୁଗାଁ ବ୍ଲକରେ କମ୍ ବର୍ଷ ହୋଇଛି। ଜୁନ ଶେଷରେ ଯଦି ବୁଣାବୁଣି ହୋଇଥିବ ତାହେଲେ ମାସେ ଭିତରେ ଫସଲ ଅବସ୍ଥା ଭଲ ରହିଥିବ। ବେଉଷଣ କରିବା ବୟସ ଯାଇନି। ନୂଆ ଧାନ ପାଇଁ ବୟସ…
Read More...

ଭାରତକୁ ସୁରକ୍ଷା ଦେବ ଡ୍ରୋନ୍‌ ‘ଭାରତ’

ନୂଆଦିଲ୍ଲୀ: ସମ୍ପ୍ରତି ଭାରତ ଓ ଚୀନ୍‌ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝାକୁ କିଭଳି ଦମନ କରାଯାଇପାରିବ ସେଥିପାଇଁ ଭାରତୀୟ ସେନାବାହିନୀ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଡିଆର୍‌ଡିଓ ଚଣ୍ଡିଗଡ଼ ଲ୍ୟାବ୍‌…
Read More...

ଖଟ ଉପରକୁ ଉଠିଯାଇ ହାତରେ କାମୁଡ଼ିଦେଲା ଚିତିସାପ, ଶରୀରରେ ବିଷ ସଞ୍ଚାର ପରେ ଭାଙ୍ଗିଲା ନିଦ

ବଡ଼ସାହି: ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବଡ଼ସାହି ବ୍ଲକ ବଳଭଦ୍ରପୁର ଗ୍ରାମରେ ଜଣେ ନାବାଳିକାର ସାପ କାମୁଡାରେ ମୃତ୍ୟୁ ଘଟିଛି। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନାବାଳିକାଙ୍କ ନାମ ବିଷ୍ଣୁପ୍ରିୟା ମହାନ୍ତ। ବଳଭଦ୍ରପୁର…
Read More...

କରୋନାକୁ ଡରନା: ଗଞ୍ଜାମ ଜିଲାରେ ଯୁଦ୍ଧ ଜିତିଲେ ୯୫ ବର୍ଷୀୟ ବୃଦ୍ଧ

ସୋରଡ଼ା: କରୋନାକୁ ମାତ ଦେଇଛନ୍ତି ଗଞ୍ଜାମ ଜିଲାର ଜଣେ ୯୫ ବର୍ଷୀୟ ବୃଦ୍ଧ। ଟାଟା କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଛନ୍ତି। ଦୃଢ ମନୋବଳ ଓ ଠିକଣା ସମୟରେ ଚିକିତ୍ସା ସେବା ପାଇଲେ ଜଣେ କରୋନାକୁ ମାତ…
Read More...

କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୫ ମାମଲା, ୫୫ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୮ ଟି ମାମଲା ଦାୟର କରାଯାଇଛି। ସେଥିମଧ୍ୟରୁ ୧୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି…
Read More...