ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ, ଶୁଣିଲେନି ଆଇଆଇସି; ନ୍ୟାୟ ପାଇଁ ମାନାବାଧିକାର କମିଶନରଙ୍କ ଦ୍ବାରସ୍ଥ ହେଲା…

ଭୁବନେଶ୍ୱର: ଦୀର୍ଘ କିଛି ଦିନ ଧରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡ଼ା ଗ୍ରାମ ପଂଚାୟତ ସମେତ ଏକାଧିକ ଗ୍ରାମର ମହିଳାମାନଙ୍କୁ ସେହି ଅଞ୍ଚଳର କିଛି ଅସାମାଜିକ ଯୁବକ ଶାରିରୀକ ତଥା ମାନସିକ…
Read More...

ସମ୍ପତ୍ତି ପାଇଁ ଜୀବନ ଗଲା: ବାପାମା’ ଛେଉଣ୍ଡ ହେଲେ ୪ ପୁଅଝିଅ; ଠେଙ୍ଗାରେ ପିଟି ପିଟି କକାଙ୍କୁ ମାରିଦେଲେ ପୁତରା

ସିନ୍ଧେକେଲା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢିପଦର ଗାଁରେ ଏକ ହତ୍ୟାକାଣ୍ଡ ଘଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜମି ବିବାଦକୁ ନେଇ ପୁତୁରା ମାନେ ନିଜ କକାଙ୍କୁ ପିଟି ପିଟି ହତ୍ୟା…
Read More...

ସିଭିଲ୍‌ ଇଞ୍ଜିନିୟରିଂ ଛାତ୍ରଙ୍କ ଅଭିନବ ଉଦ୍ୟମ; ଛାତ ଉପରେ କରୁଛନ୍ତି ପରିବା ଚାଷ

ପାଟଣା: କରୋନା କଟକଣା ସମୟରେ ଅଧିକାଂଶ ଯୁବକ ଘରେ ହାତ ବାନ୍ଧି ବସିଛନ୍ତି। ତେବେ ଢେଙ୍କିକୋଟର ଜଣେ ସିଭିଲ ଇଂଜିନିୟରିଂ ପାସ୍ କରିଥିବା ଛାତ୍ରଙ୍କ ଛାତ ଉପରେ ପରିବାଚାଷ କରୁଛନ୍ତି। ତାଙ୍କର ଅଭିବନ ଉଦ୍ୟମରେ ପରିବା…
Read More...

ଟ୍ରକ୍‌ ଉପରେ ଚଢ଼ିଗଲା ମାଲ୍‌ବାହୀ ଟ୍ରେନ୍‌, ଡେଇଁପଡ଼ି ଜୀବନ ବଞ୍ଚାଇଲେ ଡ୍ରାଇଭର

ପାରାଦୀପ: ଟ୍ରକ୍‌ ଉପରେ ଚଢ଼ିଗଲା ମାଲବାହୀ ଟ୍ରେନ୍‌, ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଉପରେୁ ଡେଉଁପଡ଼ିଥିଲେ ଡ୍ରାଇଭର। ଟ୍ରେନ୍‌ଟି ଟ୍ରକ୍‌ଟିକୁ କିଛି ବାଟ ଘୋଷାଡ଼ି ନେଇଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି।…
Read More...

ସେପ୍ଟେମ୍ବରରେ ବସିବ ବିଧାନସଭା:ବାଚସ୍ପତି

ଭୁବନେଶ୍ବର: ଆସନ୍ତା ବିଧାନସଭା ଅଧିବେଶନ ସେପ୍ଟେମ୍ବର ମାସରେ ବସିବ। ଏଥିନେଇ ବିଚାର ବିମର୍ଶ ଚାଲିଛି। ଲୋକସଭା ବାଚସ୍ପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ବିଧାନସଭା ଅଧିନେବଶ ଅନୁଷ୍ଠିତ ହେବ। ଏହି…
Read More...

ଜୀବନ ବଞ୍ଚାଇଲା ମଶାରୀ, ଫଣା ଟେକି ବସିଲା ନାଗସାପ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଉତ୍ତରା ଛକ ନିକଟସ୍ଥ ଶଙ୍କର ମୁଦୁଲିଙ୍କ ଫାର୍ମ ହାଉସରେ ଗତକାଲି ଶୋଇଥିଲେ କିଛି ନିର୍ମାଣ ଶ୍ରମିକ। ଅଲେଖ ପ୍ରଧାନ ଏବଂ ଶରତ ନାୟକ ଏକ ମଶାରୀ ଟାଣି ତା’ ଭିତରେ ଶୋଇ ଥିଲେ। ବିଳମ୍ବିତ…
Read More...

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କରୋନା ଆକ୍ରାନ୍ତ, ସ୍ଥାନାନ୍ତର ହେବ ଓପିଡି

ଖୋର୍ଦ୍ଧା: କରାଳ କାୟା ମେଳାଉଛି କରୋନା । ଜିଲା ସମେତ ସଦର ମହକୁମାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ମଙ୍ଗଳବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଆଗ ଧାଡ଼ିର କରୋନା…
Read More...

କୋଭିଡ୍‌ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୪ ମାମଲା

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୪ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୯ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ, ୨ଟି…
Read More...

ଅଧ୍ୟକ୍ଷଙ୍କୁ ହେଲା କରୋନା, ବନ୍ଦ ହେଲା ଯୁକ୍ତ ଦୁଇ ଖାତା ଦେଖା

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲାର ଏକ କଲେଜରେ ଜଣେ ଅଧ୍ୟକ୍ଷ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅଧ୍ୟକ୍ଷ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ…
Read More...

ଧାମରାରେ ବନମହୋତ୍ସବ, ଚାରା ବଣ୍ଟନ କଲା ବନବିଭାଗ

ଧାମରା: ବନବିଭାଗ ତରଫରୁ ଧାମରାରେ ୭୧ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବନ ବିଭାଗ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ଧାମରା ବନପାଳ ଗଦାଧର ବିଶ୍ୱାଳ ନିକଟସ୍ଥ ଚନ୍ଦନୀପାଳ ଠାରେ ଏକ ନର୍ସରୀ…
Read More...

ମହାନଦୀ ପାଣି ପାଇଁ ଓଡିଶାର ସ୍ୱାର୍ଥ ଜଗିଛି କିଏ ; ବିଜେଡି ଓ ବିଜେପି କେବଳ ଭୋଟ ରାଜନୀତିରେ ବିଶ୍ୱାସ…

ଭୁବନେଶ୍ୱର: ମହାନଦୀ ଜଳବିବାଦକୁ ନେଇ ଛତିଶଗଡ ବିଜେପି ସରକାର ଓ ଓଡିଶା ବିଜେଡି ସରକାର ବହୁ ରାଜନୀତି କଲେ। ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସେମାନଙ୍କର ଆନ୍ତରିକତା ନଥିଲା ବୋଲି ଏକ ପ୍ରେସ୍‌ ବାର୍ତ୍ତାରେ ପିସିସି…
Read More...

କରୋନାକୁ ହରାଇଲେ ୮୧ ବର୍ଷୀୟ ବୃଦ୍ଧ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଗୋପୀନାଥ ଡାକୁଆଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ କଥା ହୋଇ ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ। ପରିଣତ…
Read More...

କୋଭିଡ୍‌ ନିୟମ ଉଲ୍ଲଙ୍ଘନ: ରାଜ୍ୟରେ ମୋଟ ୬୯୧୯ଟି ମାମଲା, ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୪.୫ କୋଟି ଜୋରିମାନା ଆଦାୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚସ୍ତରୀୟ ବୈଠକରେ ପୁଲିସ ମହାନିର୍ଦେଶକ ଅଭୟ କହିଥିଲେ ଯେ ରାଜ୍ୟରେ କୋଭିଡ ନିୟମାବଳୀର ଅନୁପାଳନକୁ କଡାକଡି କରାଯାଇଛି। କୋଭିଡ୍‌ ନିୟମ ତଥା ମାର୍ଗଦର୍ଶିକା…
Read More...

କରୋନା ମୁକାବିଲା: ୬୧୨୮ଟି ସିସିଏଚରେ ୬୧,୪୧୦ ଶଯ୍ୟା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା କୋଭିଡ କେୟାର ହୋମ୍‌ ଏବଂ କ୍ଲଷ୍ଟର ଟିଏମ୍‌ସି ସଂପର୍କରେ ସୂଚନା ଦେଇ ପଞ୍ଚାୟତରାଜ ପ୍ରମୁଖ ସଚିବ କହିଥିଲେ ଯେ କରୋନା ଭୂତାଣୁ ସଂକ୍ରମଣ ଭୂତାଣୁକୁ ପ୍ରତିହତ…
Read More...

ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ୯୦୦୦ ବୃଦ୍ଧି କରାଯିବ, ଏଥିପାଇଁ ଘରୋଇ ଚିକିତ୍ସାଳକୁ ଦିଆଯିବ ଅନୁମତି

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭୦୦୦ ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଅଧିକ ଘରୋଇ…
Read More...

କୋବିଦ ମୁକାବିଲା: ଫୋକସରେ ୫ ଜିଲା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥଲେ। କୋଭିଡ୍‌ ମୁକାବିଲା ସହିତ ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଓ ଫୋକସ୍‌…
Read More...

କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ସତ୍କାର କରାଯିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ…
Read More...

କରୋନା ଆକ୍ରାନ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ, ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବେ ସରକାର

ଭୁବନେଶ୍ବର: କରୋନା ଆକ୍ରାନ୍ତ ରୋଗୀ ହୋମ୍‌ ଆଇସୋଲେସନ୍‌ ସୁବିଧା ଥିଲେ ଘରେ ରହି ଚିକିତ୍ସା ପାଇଁ ଅନୁମତି ମିଳିବ। ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଲୋକଙ୍କ ପାଇଁ ଜଣେ ଘରଲୋକ ରହିବେ। ଘରର ସମ୍ପୃକ୍ତ ସାବାଳକ ବ୍ୟକ୍ତି…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୪୦ ମାମଲା

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୧୨ରୁ ଜୁଲାଇ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୪୦ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୩୯ଟି…
Read More...

କରୋନା ଭୂତାଣୁର ଷ୍ଟେବୁଲ୍‍ କଲ୍‍ଚର୍‍ ପ୍ରତିପାଦନରେ ସଫଳ ହେଲା ଆଇଏଲ୍‍ଏସ୍‍

ଭୁବନେଶ୍ୱର: ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନ ସ୍ୱାୟତ୍ତ ସଂସ୍ଥା ଭୁବନେଶ୍ୱରସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ୍‍ ସାଇନ୍‍ସେ୍‍(ଆଇଏଲ୍‍ଏସ୍‍) ଭେରୋ ସେଲ୍‍ର ଉପଯୋଗ କରି ସଂକ୍ରମିତ ରୋଗୀଙ୍କ ନମୁନାରୁ…
Read More...

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର, ଚିକିତ୍ସିତ ହେବେ ଅଳ୍ପ ଲକ୍ଷଣ ଓ ଲକ୍ଷଣ ବିହୀନ କରୋନା…

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର ପ୍ରତିଷ୍ଠା କରାଯିବ, ଯେଉଁଠି ଅଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ। ଏଥିନେଇ ରାଜ୍ୟ ସରକାର ପଦକ୍ଷେପ…
Read More...

ପେଟରୋଗ ଚିକିତ୍ସା ପାଇଁ ଆସିଥିଲେ ହସ୍‌ପିଟାଲ୍‌, ବାହାରିଲା କରୋନା ପଜିଟିଭ୍‌

ପିପିଲି : ପିପିଲି ଦାଣ୍ଡମୁକୁନ୍ଦପୁର ଅଞ୍ଚଳରେ ଭଡାଘରେ ରହୁଥିବା ଏକ ପରିବାରର ଜଣେ ୨୪ ବର୍ଷିୟା ବିବାହିତା ମହିଳା ଗତ କିଛିଦିନ ହେବ ପେଟ ରୋଗରେ ପିଡିତ ଥିଲେ। ଚିକିତ୍ସା ପାଇଁ ସେ ଭୁବନେଶ୍ୱରର କ୍ୟାପିଟାଲ ହସ୍‍ପିଟାଲ…
Read More...

ଧୂମକେତୁ କ’ଣ ଓ ଏହା କେଉଁଠୁ ଆସନ୍ତି?

ଧୂମକେତୁ ବା ଲଞ୍ଜା ତାରା କହିଲେ ଆମେ ବୁଝିଥାଉ ଆକାଶରେ ଦେଖାଯାଉଥିବା ଗୋଟିଏ ବିରାଟ ଲାଞ୍ଜଥିବା ତାରାଟିଏ, ଯାହା କ୍ୱଚିତ୍‍ ଦେଖାଯାଏ। ଲକ୍ଷ ଲକ୍ଷ ସଂଖ୍ୟକ ଧୂମକେତୁ ସୂର୍ଯ୍ୟ ଚାରିପାଖରେ ଅତ୍ୟଧିକ ଉପବୃତ୍ତାକାର କକ୍ଷ…
Read More...

ଥାନାରୁ ଖସି ଦୌଡ଼ୁଥିଲେ, ଚଢ଼ିଗଲା ଟ୍ରକ୍

ରାୟଗଡ଼ା: ରାୟଗଡ଼ା ଥାନା ସମ୍ମୁଖରେ ଅଭାବନୀୟ ଘଟଣା। ପ୍ରେମ ପ୍ରତାରଣା ମାମଲାରେ ଜଣେ ଅଭିଯୁକ୍ତ ଟିକିରି ପୁଲିସ ଦ୍ବାରା ଗିରଫ ହୋଇଥିଲା। ଟିକିରି ପୁଲିସ ପକ୍ଷରୁ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ରାୟଗଡ଼ା…
Read More...

ବ୍ରହ୍ମପୁର ସହର ସୀମା ସିଲ୍‌, ପରବର୍ତ୍ତି ନିର୍ଦେଶ ପର୍ଯ୍ୟନ୍ତ ଯିବାଆସିବା ମନା

ବ୍ରହ୍ମପୁର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ରହ୍ମପୁର ସହରରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆଜି ସାମ୍ବାଦିକ…
Read More...

କୋଭିଡ୍‌ କେୟାର୍‌ ହୋମ୍‌ ପାଇଁ ଘରୋଇ ସଂସ୍ଥାକୁ ମିଳିବ ଅନୁମତି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ନିଜ ଅନୁଷ୍ଠାନ ୧୦ରୁ ୨୦ କର୍ମଚାରୀଙ୍କ ସୁବିଧା ଓ ମାନସିକ ସ୍ବଚ୍ଛତା ପାଇଁ ଘରୋଇ ସଂସ୍ଥା କରିପାରିବେ କୋଭିଡ୍‌ କେୟର୍‌ ହୋମ୍ କରିପାରିବେ। ବଡ଼ ସଂସ୍ଥାମାନଙ୍କୁ କୋଭିଡ୍‌ କେୟାର ସେଣ୍ଟର ପାଇଁ ଅନୁମତି…
Read More...

କୋଭିଡ୍‌ ନିୟମ ଉଲ୍ଲଙ୍ଘନ: ଜବତ ହେଲା ବିବାହ ଭୋଜି, ବର ନାମରେ ଥାନାରେ ମାମଲା

ମୋହନା: ମୋହନା ବ୍ଲକ ଅନ୍ତର୍ଗତ ଗୋଠବୋଲି ଗ୍ରାମରେ ବିବାହ ଭୋଜି ଚାଲିଥିଲା। ହଜାରେ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ଯାଇଥିଲା। ତେବେ ଲୋକେ ଭୋଜି ଖାଇବା ପୂର୍ବରୁ ପହଞ୍ଚିଲେ ମୋହନା ତହସିଲ୍‍ଦାର କଲ୍ୟାଣୀ ସଂଘମିତ୍ରା ଦେବୀ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୮ ମାମଲା, ୪୫ ଗିରଫ

ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୮ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୬ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ମାମଲା ହୋମ୍‌…
Read More...

ମହାକାଶରେ ମହାଜାଗତିକ ଘଟଣା, ଦେଖାଗଲା ଶତାବ୍ଦୀର ପ୍ରଥମ ଧୂମକେତୁ

ଭୁବନେଶ୍ୱର: ଜୁଲାଇ ମାସରେ ମହାକାଶରେ ମହାଜାଗତିକ ଘଟଣା ଦୃଶ୍ୟମାନ ହୋଇଛି। ଆଜି ମହାକାଶରେ ଶତାବ୍ଦୀର ପ୍ରଥମ ଧୂମକେତୁ ଧୂମକେତୁ ଦେଖିବାକୁ ମିଳିଛି। ତେବେ ଭୁବନେଶ୍ବରରେ ଆକାଶ ମେଘାଚ୍ଛନ ଥିବାରୁ ଖାଲି ଆଖିରେ ଏହା…
Read More...

ସଇନ୍ତଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନମହୋତ୍ସବ

ସଇନ୍ତଲା: ଏହି ବ୍ଲକ ଅଧିନସ୍ଥ କୁଇକେଡ଼ା ପଞ୍ଚାୟତର ରେଗାଂଲି ହାଇସ୍କୁଲରେ ବନମହୋତ୍ସବ ପାଳିତ ହୋଇଯାଇଛି। ପରିବେଶ ପ୍ରେମୀ ତଥା ପ୍ରଧାନଶିକ୍ଷକ କୁଳମଣୀ ଯୋଶୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଯୁବକଙ୍କ ଜୀବନ ନେଲା ୧୧ହଜାର କେଭି ବିଦ୍ୟୁତ୍‌ ତାର

ବରପାଲି଼: ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଭୁଲ ଯୋଗୁ ବିନା କାରଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ୧୧ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରବିବାର ବରପାଲି ବ୍ଲକ ବିଶିପାଲି ଗାଁର ଜୈନେକ ୩୭ବର୍ଷିୟ ଯୁବକଙ୍କ…
Read More...

ମୃତ୍ୟୁ ପୁର୍ବରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ସୋର: ଖଇରା ଥାନା ମିଟୁଆଣୀ ଗ୍ରାମର ପିତାମ୍ବର ଲେଙ୍କା ମୃତ୍ୟୁ ପୂର୍ବରୁ ନିଜ ଫେସବୁକ ଲାଇଭ ସହ ନିଜେ ମୃତ୍ୟୁ ସମୟର ଭିଡିଓ ଭାଇରାଲ କରିଛନ୍ତି । ପିତାମ୍ବରଙ୍କ ମୃତ୍ୟୁ ପୁର୍ବରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ…
Read More...

କରୋନା ଚିକିତ୍ସା ପାଇଁ ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ଚିିକିତ୍ସା ଆରମ୍ଭ

ଭୁବନେଶ୍ବର: କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କ୍ଷମତା ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ପ୍ଲାଜ୍‌ମା…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୪ ମାମଲା, ୩୦ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୪ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୨ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୧ଟି…
Read More...

କୋଭିଡ-୧୯ର ମୁକାବିଲା ପାଇଁ ଆରସିଏଫ୍‌ ଆଣିଲା ସେଫ୍‌ରୁଲା ହାତଧୁଆ ଜେଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ କୋଭିଡ ମୁବାବିଲାରେ ସହାୟତା କରିବା ପାଇଁ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର (ଆରସିଏଫ୍‌) ଏକ ହାତଧୁଆ ଆଇପିଏ ଜେଲ୍‌ ପ୍ରସ୍ତୁତ କରିଛି। ଏହାର ନାମ ରଖାଯାଇଛି ଆରସିଏଫ୍‌…
Read More...

କରୋନା ଆକ୍ରାନ୍ତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସେମାନଙ୍କର ଦ୍ରୁତ ଆରୋଗ୍ୟ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତମାନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା…
Read More...

ଯଥାର୍ଥ ଶିକ୍ଷା ଓ ଦକ୍ଷତା ରହିଥିବା ସୁସ୍ଥ ଜନସଂଖ୍ୟା ଗୋଟିଏ ସମୃଦ୍ଧ ଜାତିର ଉତ୍‌ପ୍ରେରକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ କହିଛନ୍ତି ଯେ, ଯଥାର୍ଥ ଶିକ୍ଷା ଓ ଦକ୍ଷତା ରହିଥିବା ସୁସ୍ଥ ଜନସଂଖ୍ୟା ଗୋଟିଏ ସମୃଦ୍ଧ ଜାତିର ଉତ୍‌ପ୍ରେରକ। ଏକ ଉନ୍ନତ ଜାତି ନିର୍ମାଣ…
Read More...

ବାପାଙ୍କ ଠେଙ୍ଗା ମାଡ଼ରେ ପୁଅର ଗଲା ଜୀବନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅନ୍ତର୍ଗତ ଗୋଡିଗାଁ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମରେ ମଦ୍ୟପ ବାପାଙ୍କ ଠେଙ୍ଗା ମାଡ଼ରେ ପୁଅର ଜୀବନ ଚାଲି ଯାଇଛି। ଗତ ରାତିରେ…
Read More...

ପୋଖରୀରେ ପାହାଚରେ ଖସିଲା ଗୋଡ଼, ଗଭୀର ଜଳରେ ବୁଡି ପ୍ରାଣ ହରାଇଲେ ବାଳକ

କେଶଦୁରାପାଳ : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଆର୍ଗଦା ଗ୍ରାମର ଶରତ ଜେନାଙ୍କ ପୁଅ ଆଶୀଷ ଜେନା(୧୨) ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଆଜି ସକାଳ ୯ଟା ସମୟରେ ଅସୁରା ପୋଖରୀରେ ଗାଧୋଉଥିବାବେଳେ ପାହାଚରୁ ଗୋଡ…
Read More...

ବନ ମହୋତ୍ସବ ସପ୍ତାହ : ୫୦ରୁ ଅଧିକ ଔଷଧୀୟ ଚାରା ରୋପଣ

ଭୁବନେଶ୍ବର: ଭିଏସ୍‌ଏସ୍‌ ନଗରରେ ବନ ମହୋତ୍ସବ ସପ୍ତାହ ପାଳନ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…
Read More...

ବିଜେପିର ରାଜ୍ୟ ପଦାଧିକାରୀ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ବୈଠକ; ୬ ମାସ ପାଇଁ ପ୍ରସ୍ତୁତ ହେଲା ରାଜନୈତିକ ଖସଡ଼ା

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ବିଜେପିର ପ୍ରଥମ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ। ଏହି…
Read More...

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ବ୍ୟାପକ ସଚେତନତା ପାଇଁ ଅଫିସରମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶରେ ଦିନକୁ ଦିନ ଜଟିଳ ରୂପ ନେଉଛି । ଏଥିପାଇଁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ସମୀକ୍ଷା ବୈଠକ କରିଥିଲେ । ବ୍ୟକ୍ତିଗତ ଭାବେ ସଫାସୁତୁରା…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୫ ମାମଲା, ୨୧ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୫ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି…
Read More...

ସିମେଣ୍ଟ କାରଖାନାରେ ମିଳୁଛି କମ୍‌ ଦରମା, ପ୍ରତିବାଦରେ ପାଞ୍ଚ ଦିନ ହେଲା କାମକୁ ଆସୁନାହାନ୍ତି ଟ୍ରକ୍‌ଚାଳକ ଓ ହେଲ୍‌ପର

ପଟ୍ଟାଙ୍ଗି: ସିମେଣ୍ଟ କାରଖାନାରେ ଟ୍ରକ୍‌ଚାଳକ ଓ ହେଲ୍‌ପରଙ୍କୁ କମ୍‌ ଦରମା ଦିଆଯାଉଛି। ସେମାନେ ଦିନରାତି ଘର ବାହାରେ ରହୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଦରମା ବୃଦ୍ଧି ଓ…
Read More...

ରାଞ୍ଚି-ବିଜୟୱାଡା ରାଜପଥରେ ସଡ଼କ ଦୁର୍ଘଟଣା: ବାଇକ ଆରୋହୀ ମୃତ, ପଥଚାରୀ ଗୁରୁତର

ଦେବଗଡ:ଦେବଗଡ ଥାନା ଅନ୍ତର୍ଗତ ଦୁଗୁଡା ନିକଟସ୍ଥ କମଳାବଗିଚା ଗ୍ରାମଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ରାଜପଥରେ ଆଜି ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ପଥଚାରୀ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଆରୋହୀଙ୍କର ଘଟଣା…
Read More...

ଡକାୟତି ଅଭିଯୋଗରେ ଯୁବକ ଗିରଫ

କେଶଦୁରାପାଳ:ଡକାୟତି ଅଭିଯୋଗ ରେ ଜଣେ ଯୁବକ ଦେଓଗାଁ ଅଞ୍ଚଳରୁ ଗିରଫ ହୋଇଥିବା ଜଣାପଡ଼ିଛି । ସୁଚନା ରୁ ଜଣାଯାଏ ହରିଚନ୍ଦନପୁର ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ଏକ ଡକାୟତି ହୋଇଥିବା ନେଇ ବରିପାଳ ଗ୍ରାମର ସୁନିଲ…
Read More...

ୟୁଡବ୍ଲୁଇଆଇ ଯୋଜନା: ଟିଟିଲାଗଡ ପୌରାଞ୍ଚଳରେ ୭୮ଟି ପ୍ରକଳ୍ପ ପାଇଁ ୯୪ ଲକ୍ଷ ଟଙ୍କା ମଞ୍ଜୁର, ମିଳିଲା ଚିତ୍ରକରଙ୍କୁ…

ଟିଟିଲାଗଡ଼: ସମ୍ପ୍ରତି କରୋନା ମହାମାରି ସମୟରେ ସଟଡାଉନ, ଲକଡାଉନ ନେଇ ସହରାଞ୍ଚଳରେ ବେରୋଜଗାର ହାର ଦୃତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ବିଶେଷ କରି ବିଭିନ୍ନ ସାମାଜିକ କାର୍ଯ୍ୟ, ରାଜନୈତିକ ସଭାସମିତି ପ୍ରଭୃତି…
Read More...

ବଦଳୁନି ’ଜନନୀ’ର ଦୁଃଖ: କାଶୀପୁରରେ ଏବେ ବି ଗର୍ଭବତୀଙ୍କ ଭରସା ଖଟିଆ ଓ ଷ୍ଟ୍ରେ​‌ଚର୍

କାଶୀପୁର:କେବଳ କାଗଜ କଲମରେ ସୀମିତ ଲୋକଙ୍କ ବିକାଶ। ଏହାର କେନ୍ଦ୍ର ସ୍ଥଳି ପାଲଟିଛି ରାୟଗଡା ଜିଲାର କାଶୀପୁର ବ୍ଲକ। ଗତ ପ୍ରାୟ ୩୦ବର୍ଷ ହେବ ଅନାହାର ଓ ଅଖାଦ୍ୟ ଜନିତ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଜାତୀୟ ଓ…
Read More...

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୯୦୦ କେଜି ମହୁଲ ପୋଚ, ୫୯ ଲିଟର ଦେଶୀ ରନ୍ଧା ମଦ ଜବତ

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକ ସିଦେ୍ଧଶ୍ୱର ବେସରା ଙ୍କ ଆଦେଶ କ୍ରମେ ଅବକାରୀ ନିରୀକ୍ଷକ ଯେସେଫ ୱାଟିୟର ନାଏକ, ଓଆଇସି ବଙ୍ଗୋମୁଣ୍ଡା ଗୋବର୍ଦ୍ଧନ ରଣା, ଏଏସଆଇ ଅଲେଖ ପୁଟେଲ,…
Read More...

୩୦ ଶାଗୁଆନ ଗଣ୍ଡି ଚାଲାଣ ଅଭିଯୋଗ; ଟ୍ରାକ୍ଟର ଜବତ

ଲାଠୋର:ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ବନାଞ୍ଚଳ ଅଧିନ ବେନ୍ଦେର ସଂରକ୍ଷିତ ଜଙ୍ଗଲ ନିକଟ ମାଲପଡା ଗ୍ରାମ ଠାରୁ ଗୁରୁବାର ରାତିରେ ବନବିଭାଗ ବାହାରକୁ ଚାଲାଣ ହେଉଥିବା ଶାଗୁଆନ ଗଣ୍ଡି ବୋଝେଇ ଏକ ଟ୍ରାକ୍ଟରକୁ ଜଗତ…
Read More...

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ବାଦଶ ପରୀକ୍ଷାଫଳ, କରୋନା ପରିସ୍ଥିତି ପାଇଁ ବାହାରିଲାନି ମେଧା ତାଲିକା

ଭୁବନେଶ୍ବର: ଆଜି ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। ଆଇସିଏସ୍‌ଇ ଦଶମ ପାସ୍‌ହାର ୯୯.୩୩% ଏବଂ ଆଇଏସ୍‌ସି ଦ୍ବାଦଶ ପାସ୍‌ହାର ୯୬.୮୪%। ଆଇସିଏସ୍ଇ ଏବଂ ଆଇଏସ୍‌ଇ ୱେବ୍‌ସାଇଟ୍‌ cisce.org…
Read More...

ଠିକାଦାରଙ୍କଠାରୁ ୩୩ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଶ୍ବନାଥପୁର ଜେଇ ତଥା ବନ୍ଧବାରି ଜିପିଟିଏ ସୁବ୍ରତ ମଲ୍ଲିକ। କଳାହାଣ୍ଡି ଜିଲ୍ଲା ଲାଞିଗଡ ବ୍ଳକ କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ମଲ୍ଲିକ ବିଲ୍‌ ପାସ କରାଇବାକୁ ୩୩ହଜାର…
Read More...

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ: ଗାଡ଼ିରୁ ୯୯, ୯୫୦ଟଙ୍କା ଓ ବ୍ଲାଙ୍କ ଚେକ୍ ଜବତ

କୁଚିଣ୍ଡା: କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକଙ୍କ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ବିଭିଗ ପକ୍ଷରୁ ଚଢାଉ କରାଯାଉଥିବା ଜଣାଯାଇଛି। ଭିଭିଲାନ୍ସ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ…
Read More...

ବଡ଼ମ୍ବାରେ କରୋନା ସ୍ଥିତି ସଙ୍ଗୀନ, ଗୋଟିଏ ଦିନରେ ୩୩ ପଜିଟିଭ ଚିହ୍ନଟ, ସପ୍ତାହନ୍ତକୁ ମିଶାଇ ୫ଦିନ ସଟ୍‌ଡାଉନ୍‌

ବଡ଼ମ୍ବା : ଦିନକୁଦିନ ବିଗିିଡ଼ିବାରେ ଲାଗିଛି କଟକ ଜିଲା ବଡ଼ମ୍ବା ବ୍ଲକର କରୋମଣ ସ୍ଥିତି। ଶୁକ୍ରବାର ଏକକାଳୀନ ୩୩ ଜଣ କୋଭିଡ-୧୯ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ…
Read More...

ହାର୍ନିଆ ରୋଗୀଙ୍କୁ କରୋନା; ହସ୍‌ପିଟାଲ୍‌ ସିଲ୍‌, ସବୁ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ

ସାକ୍ଷୀଗୋପାଳ: ସ୍ଥାନୀୟ ମହାବୀର କଲୋନୀସ୍ଥିତ ଗୋପୀନାଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜନୈକ ଯୁବକ ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଡାକ୍ତରଖାନାକୁ ସିଲ୍‌ ପରେ ଏହାର ପରିସର ବିଶୋଧନ କରାଯାଇଛି।…
Read More...

ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏମ୍‌ଏସ୍‌ଏମ୍‌ଇକୁ ମିଳିଛି ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱରୀ: ମହାମାରୀ କୋଭିଡ-୧୯ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ କେତେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସଂପ୍ରତି ରାଜ୍ୟ ଓ ଦେଶରେ ଅର୍ଥନୀତିର ଏହି…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୪ ମାମଲା, ୪୭ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୪ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୧ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି…
Read More...

ଚୁକ୍ତିଭିତିକ କର୍ମଚାରୀଙ୍କ ଦାବୀ ମାନିନିଅନ୍ତୁ ସରକାର

ଭୁବନେଶ୍ୱର: ରାଜ୍ୟରେ ଥିବା ୫୦ ହଜାରରୁ ଅଧିକ ଚୁକ୍ତିଭିତିକ କର୍ମଚାରୀଙ୍କ ପ୍ରତି ସରକାରଙ୍କର ଅବହେଳା ଅକ୍ଷମଣୀୟ । ଏହି କର୍ମଚାରୀଙ୍କ ଭିତରୁ ଅଧିକାଂଶ କରୋନା ମହାମାରୀ ଯୁଦ୍ଧରେ ଆଗାଧାଡ଼ିର ସୈନିକ ଭାବରେ…
Read More...

ପିପିଲି:୬ଟି ବାଲିଘାଟ ନିଲାମ ପ୍ରକ୍ରିୟାର ଟେଣ୍ଡର ପାଇଁ ମେଡିକାଲ ଛକ ଠାରୁ ସବ୍‍ଟ୍ରେଜେରୀ ଛକ ପର୍ଯ୍ୟନ୍ତ ୧୪୪ ଧାରା…

ପିପିଲି :ପିପିଲି ମେଡିକାଲ ଛକ ଠାରୁ ସବ୍‍-ଟ୍ରେଜେରୀ ଅଫିସ୍‍ ଛକ ପର୍ଯ୍ୟନ୍ତ ଶୁକ୍ରବାର ପୂର୍ବାହ୍ନ ୯ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ପିପିଲି ତହସିଲ ଅନ୍ତର୍ଗତ ୬ଟି ବାଲିଘାଟ ନିଲାମ…
Read More...

ମଦ ନେଲା ଜୀବନ; ସ୍ତ୍ରୀ ଦେଲେ ନାହିଁ ଟଙ୍କା, ରାଗିଲେ ସ୍ବାମୀ କଲେ ଆତ୍ମହତ୍ୟା

ଜଂହାପଙ୍କ: ମଦ ପିଇବା ପାଇଁ ସ୍ତ୍ରୀ ଟଙ୍କା ନ ଦେବାରୁ ଏଥିରେ ରାଗିଯାଇ ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ବୌଦ୍ଧ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବୌଦ୍ଧ ଥାନା ଅନ୍ତର୍ଗତ ତେଲିବନ୍ଧ…
Read More...

ଡିଜେଲ ଚୋରା କାରବାର: ବିକ୍ରେତା ଓ ଗ୍ରାହକ ଉଭୟେ ଗିରଫ

ଦେବଗଡ :ଦେବଗଡ ଥାନା ପୁଲିସ ଆଜି ଦେବଗଡ ଥାନାଂଚଳର ବଗଛେରା ଗ୍ରାମରୁ୧୦୦ଲିଟର ଚୋରା ଡିଜେଲ ଜବତ କରିବାସହ ବେଆଇନ ଡିଜେଲ କାରବାର ଅଭିଯୋଗରେ ଉକ୍ତଗ୍ରାମର ଜଣେ ଚୋରା ବ୍ୟବସାୟୀ ଓ ଜଣେ ଗ୍ରାହକଙ୍କୁ ଗିରଫ କରିଛି। ପୁଲିସ…
Read More...

ଚୌଦ୍ବାର ଜେଲ୍‌କୁ ବ୍ୟାପିଲା କରୋନା

ଭୁବନେଶ୍ବର: କଟକ ଚୌଦ୍ବାର ଜେଲ୍‌କୁ କରୋନା ବ୍ୟାପିଲା। ଆଜି କଟକ ଚୌଦ୍ବାର ଜେଲ୍‌ରେ ୮ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ବୋଲି…
Read More...

ପଣ୍ଡିତ ପୁଅ ମାଙ୍କଡ ମାରିଲେ କ’ଣ ଦୋଷ ନାହିଁ : ନିରଞ୍ଜନ

ଭୁବନେଶ୍ୱର: ଏବର୍ଷ କରୋନା ମହାମାରୀରେ ସାରା ଦେଶ ଜର୍ଜରିତ ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ରାଜ୍ୟର ଆର୍ଥିକ ସ୍ଥିତି ବହୁ ଦର୍ବୁଳ ହୋଇ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଗାମୀ ଦୁଇବର୍ଷ ପାଇଁ…
Read More...

କମିଲା ମଦ ଦର: ଏଣିକି ୫୦% ବଦଳରେ ୧୫% କୋବିଦ ଟିକସ

ଭୁବନେଶ୍ବର: ମଦୁଆଙ୍କ ପାଇଁ ଖୁସି ଖବର । ମଦ ଉପରେ ସରକାର କୋବିଦ ଟିକସ ୫୦% ବଦଳରେ ୧୫% ନେବେ । ଫଳରେ ମଦ ଦର କମିଲା । ସୂଚନା ଅନୁସାରେ  ମଦ ଏମ୍‌ଆର୍‌ପିରେ ସ୍ବତନ୍ତ୍ର କୋଭିଡ୍‌ ଫି’ ହ୍ରାସ କରିଛନ୍ତି ସରକାର।…
Read More...

କଟକ ହାଇକୋର୍ଟ ଆଡ୍‌ଭୋକେଟ୍‌ଙ୍କ ଅଭିନବ ପ୍ରତିବାଦ, ରାସ୍ତାରେ ବିକ୍ରି କଲେ ପନିପରିବା

https://youtu.be/wugBG0L_jq4 ଭୁବନେଶ୍ବର: ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ କୋର୍ଟ ବନ୍ଦ। ଫଳରେ ରୋଜଗାର ମଧ୍ୟ ହେଉନାହିଁ। ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା କାଠିକର ପାଠ। କରୋନା ଲକ୍‌ଡାଉନ୍‌ ସେମାନଙ୍କ ରୋଜଗାର…
Read More...

ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣ; ୨୫ଟି କାମରେ ମିଳିବ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର:ବିଜେପି

ପ୍ରବାସୀ ଶ୍ରମିକଙ୍କ ରହିବା ଖାଇବା ପିଇବା ଓ ଯତ୍ନ ନେବା ପାଇଁ ମୋଦି ସରକାର ବ୍ୟବସ୍ଥା କରିଛନ୍ତି। ଅନେକ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ…
Read More...

କରୋନା ପରବର୍ତ୍ତୀ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ଆତ୍ମନିର୍ଭର ଭାରତ ଅଭିଯାନ: ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନରେ ଗରିବଙ୍କ କଲ୍ୟାଣକୁ ପ୍ରଧାନ୍ୟ ଦେବାସହ ଦେଶର ପୁଞ୍ଜିନିବେଶ, ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତିକୁ ପ୍ରୋତ୍ସାହନ ଦେଇଛନ୍ତି।…
Read More...

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଖୁବ୍ ଶୀଘ୍ର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ ଲାଇନ ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ବରିଷ୍ଠ ବିଜେପି…
Read More...

ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍ , ଆୟୁଷ ନିର୍ଦେଶକ ଗିରଫ

ଭୁବନେଶ୍ବର: ମହିଳା ସହକର୍ମୀଙ୍କୁ ମେସେଜ୍‌ ପଠାଇବା ମହଙ୍ଗା ପଡ଼ିଲା। ଏଥିନେଇ ଭୁବନେଶ୍ବର ମହିଳା ଥାନାରେ ସହକର୍ମୀ ଓ ଆୟୁଷ ନିର୍ଦେଶକ ମାମଲା ଦାୟର କରିଥିଲେ। ଆଜି ଉଭୟ ହାଜର ହେବା ପରେ ୫ଘଣ୍ଟା ପର୍ଯ୍ୟନ୍ତ ମାରାଥନ…
Read More...

ଆର୍‌.ଭିନିଲ୍‌ କ୍ରିଷ୍ଣା ହେଲେ ସିଏମ୍‌ଓ କୋଭିଡ୍‌ ପରିଚାଳନା ଓଏସ୍‌ଡି

ଭୁବନେଶ୍ଵର: ଆଇଏଏସ ଆର. ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଓଏସଡି ଭା​‌େ​‌ବ ନିଯୁକ୍ତ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ ପରିଚାଳନା ଓଏସଡି ଭାବେ କାର୍ଯ୍ୟ କରିବେ…
Read More...

କୋଭିଡ୍‌-୧୯ ନିୟମ ଉଲଙ୍ଘନ: ୨୪ ଘଣ୍ଟାରେ ୯ ମାମଲା, ୩୦ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୯ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୬ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୨ଟି…
Read More...

ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ବିୟୋଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ତଥା ଓ ତିର୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗରେ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା…
Read More...

‘ଫୋନରେ ଏସ୍‌ପି’ ବ୍ୟବସ୍ଥାର ତତ୍କାଳ ପ୍ରଭାବ; ଜାତୀୟ ରାଜପଥ କଡ଼ରୁ ହଟିଲା ବେଆଇନ ଟ୍ରକ ପାର୍କିଂ

ବ୍ରଜରାଜନଗର: ଜାତୀୟ ରାଜପଥ କଡ଼ରେ ବେଆଇନ ଟ୍ରକ ପାର୍କିଂ କରୁଥିବା ଟ୍ରାନ୍ସପୋର୍ଟର ଓ ଟ୍ରକ ମାଲିକଙ୍କୁ ଆଜି ଲାଗିଛି ବଡ଼ ଧରଣର ଝଟକା। ବର୍ଷ ବର୍ଷ ଧରି ୪୯-ନମ୍ବର ଜାତୀୟ ରାଜପଥକୁ ନିଜ ଅକ୍ତିଆରରେ ରଖି ବେଧଡ଼କ ଭାବେ…
Read More...

ମହଙ୍ଗା ପଡ଼ିଲା ମନରେଗା ତଦାରଖ, ଗ୍ରାମବାସୀଙ୍କ ଦ୍ବାରା ମହିଳା କନିଷ୍ଠ ଯନ୍ତ୍ରୀ ଅଟକ

କଳାପଥର(ବାଙ୍କୀ):ବାଙ୍କୀ ବ୍ଳକ ଅନ୍ତର୍ଗତ ନୁଆଗାଁ ପଞ୍ଚାୟତର ଖଜୁରିପଦା ଗ୍ରାମରେ ଚାଲିଥିବା ମନରେଗା କାର୍ଯ୍ୟର ତଦାରଖ କରିବାକୁ ଆସିଥିବାବେଳେ ଜୈନେକା ମହିଳା କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହି…
Read More...

ବାଙ୍କୀ ବ୍ଲକର ୩ ପଞ୍ଚାୟତ ୭୨ ଘଣ୍ଟା ସଟ୍‌ଡାଉନ୍‌

କଳାପଥର(ବାଙ୍କୀ):ବାଙ୍କୀ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର, ବଳଭଦ୍ରପୁର ଏବଂ କେନ୍ଦୁପଲ୍ଲୀ ପଞ୍ଚାୟତରେ ଏକାଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହେବାପରେ ସଂପୃକ୍ତ ପଞ୍ଚାୟତକୁ ସ୍ଥାନୀୟ ସରପଞ୍ଚ ୭୨ ଘଣ୍ଟିଆ ସଟ୍ଡାଉନ ଘୋଷଣା…
Read More...

ଅଜଣା ଟ୍ରାକ୍ଟର ଧକାରେ ଯୁବକ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଘଟଗାଁ-ହରିଚନ୍ଦନପୁର ରାସ୍ତାର ରାଜପାଟ ଗ୍ରାମ ପୋଖରୀ ନିକଟରେ ଏକ ଅଜଣା ଟ୍ରାକ୍ଟର ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିବା…
Read More...

ଆରମ୍ଭ ହେଲା ଖର୍ଚକାଟ: ବିମାନ ଓ ଟ୍ରେନ୍ ଯାତ୍ରାରେ କଟକଣା, ନୂଆ ନିଯୁକ୍ତି ଓ ଗାଡ଼ି କିଣା ବନ୍ଦ

ଭୁବନେଶ୍ବର: କରୋନା ପାଇଁ ଆର୍ଥିକ କଟକଣା ଜାରି କରିଛନ୍ତି ସରକାର। କରୋନା ଯୋଗୁ ଆର୍ଥିକ ସଂକଟ ସୃଷ୍ଟି ହୋଇଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅର୍ଥ ବିଭାଗ ପ୍ରମୁଖ ସଚିବ…
Read More...

କରୋନା ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସୁନ୍ଦରଗଡ଼ ଜିଲାପାଳ

ରାଉରକେଲା: ଆଜି ରାଉରକେଲା ସହରରେ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଏବଂ ରାଉରକେଲାକୁ ସଟ୍‌ଡାଉନ୍‌ କରାଯିବା ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଛି। ଏଭଳି ଗୁଜବକୁ କେହି ବିଶ୍ବାସକୁ ନିଅନ୍ତୁ ନାହିଁ।…
Read More...

ମିଳିଛି ଏକ ଲକ୍ଷ ଅନୁଦାନ, ମରାମତି ହେଉନି ଗଙ୍ଗାଧର ମଣ୍ଡପ

ଜଂହାପଙ୍କ: ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରେ ଥିବା ଗଙ୍ଗାଧର ମେହେରଙ୍କ ମଣ୍ଡପ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଚାରିଖମ୍ବରେ ନିର୍ମିତ ଏହି ମଣ୍ଡପର ଦୁଇଟି ପିଲରର କଂକ୍ରିଟ୍‌…
Read More...

ନାବାଳିକା ଗର୍ଭପାତ: ପୁଲିସ ବାବୁଙ୍କ ପରେ ଗିରଫ ହେଲେ ଡ଼ାକ୍ତର

ସୁନ୍ଦରଗଡ଼/କୁଆଁରମୁଣ୍ଡା: ବୀରମିତ୍ରପୁର ନାବାଳିକା ଗର୍ଭପାତ ଓ ଦୁଷ୍କର୍ମ ମାମଲା ତଦନ୍ତ ଆଜି ଏକ ନୂଆ ମୋଡ଼ ନେଇଛି। ଅପ୍ରାଶିତ ଭାବେ କ୍ରାଇମବ୍ରାଞ୍ଚ ଟିମ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ…
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିଲା ମୋଟର ଯାନ ଟିକସ ପଇଠ ଅବଧି

ଭୁବନେଶ୍ବର: ମୋଟର ଗାଡ଼ି/ଅତିରିକ୍ତ ଟିକସ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଏପ୍ରିଲ୍‌-ଜୁନ୍‌ର ମାଲ୍‌ବାହୀ ଗାଡ଼ି ଟିକସ ପୈଠ ଅବଧି ଜୁଲାଇ ୧୫ ଯାଏ ବଢ଼ାଇ ଦିଆଯାଇଛି ବୋଲି ରାଜ୍ୟ ବାଣିଜ୍ୟ ଓ…
Read More...

ଜୁଲାଇ ୯ରୁ ଗଞ୍ଜାମ ଜିଲାର ସହରାଞ୍ଚଳ ସଟ୍‌ଡାଉନ୍‌

ଭୁବନେଶ୍ବର: ଗଞ୍ଜାମ ଜିଲାର ସହରାଞ୍ଚଳକୁ ଜୁଲାଇ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ବ୍ରହ୍ମପୁର…
Read More...

ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଦେବାଶିଷ ଘୋଷ ଗିରଫ

ଭୁବନେଶ୍ବର: ରାଜ୍ୟ କ୍ରାଇମବ୍ରାଞ୍ଚ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ଘୋଷଙ୍କୁ ଆଇପିସି ଧାରା ୩୧୩/୧୬୬/୨୦୧/୧୨୦ (ଖ), ପୋକ୍‌ସୋ ଆଇନ…
Read More...

ମଞ୍ଜୁ ଗଞ୍ଜୁ ଓ ଜ୍ୟୋତି କୁମାରୀ ଜାତୀୟ ମହିଳା ଦଳ ଶିବିର ପାଇଁ ମନୋନୀତ

ଭୁବନେଶ୍ବର: ସର୍ବ ଭାରତୀୟ ଫୁଟବଲ୍‌ ମହାସଂଘ ପକ୍ଷରୁ ଦୁଇ ଜଣ ଯୁବ ଓଡ଼ିଆ ଫୁଟବଳ ଖେଳାଳିଙ୍କୁ ଜାତୀୟ ମହିଳା ଦଳ ଶିବିର ପାଇଁ ମନୋନୀତ କରିଛନ୍ତି। ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍‌ ବର୍ଗରେ ଜାତୀୟ…
Read More...

ଗାଁ ବିକାଶରେ ବାଧକ ସାଜିଛି ରାସ୍ତା

କଳାହାଣ୍ଡି: କଚ୍ଚା ରାସ୍ତା। ଖାଲଖମାରେ ଭର୍ତ୍ତି, ମଝିରେ ମଝିରେ ପଥୁରିଆ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଲୋକେ। ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲାର ତେତେଲପଙ୍ଗା ଗାଁର। ଜିଲ୍ଲାର ଲାଞ୍ଜିଗଡ ବ୍ଲକରେ ଏହାର…
Read More...

ଆଜି ଭୁବନେଶ୍ବରରେ ୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୩ ସୁସ୍ଥ

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ଜଣ ସୁସ୍ଥ ହୋଇଛନ୍ତି। ମୋଟ ୨୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଲୋକାଲ୍‌ କଣ୍ଟାକ୍ଟ ୧୪, କ୍ବାରେଣ୍ଟାଇନ୍ ୧୪ ଓ କୋଭିଡ୍‌ ଯୋଦ୍ଧା ୧ ଚିହ୍ନଟ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୧ ମାମଲା, ୩୧ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୧ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୮ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୩ଟି…
Read More...

ଚଳିତ ମୌସୁମୀରେ ଲଗାଯିବ ୬ କୋଟି ୩୦ ଲକ୍ଷ ଚାରା

ଭୁବନେଶ୍ୱର: ଚଳିତ ମୌସୁମୀରେ ରାଜ୍ୟର ୧ ଲକ୍ଷ ୩୦ ହଜାର ହେକ୍ଟର ଅଞ୍ଚଳରେ ସମୁଦାୟ ୬ କୋଟି ୩୦ ଲକ୍ଷ ବୃକ୍ଷଚାରା ରୋପଣ କରାଯିବ। ଏଥିମଧ୍ୟରୁ ବିଭିନ୍ନ ସହରାଞ୍ଚଳରେ ୪ ଲକ୍ଷ ୯୧ ହଜାର ବୃକ୍ଷଚାରା ରୋପଣ କରାଯିବା ପାଇଁ…
Read More...

ବିଶ୍ବବିଦ୍ୟାଳୟ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ପାଇଁ କେନ୍ଦ୍ରର ଅନୁମତି

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଫାଇନାଲ୍‌ ପରୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ଦେଇଛି। ବିଶ୍ବବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଫାଇନାଲ୍‌…
Read More...

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ଦାସ ଜଣେ…
Read More...

କୋବିଦ ଲଢ଼େଇ ପାଇଁ ନବୀନଙ୍କ ୩ ମନ୍ତ୍ର: ତ୍ୟାଗ, ସଂଯମ ଓ ଶୃଙ୍ଖଳା

ଭୁବନେଶ୍ବର: ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି। ବିନାଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷ ହୋଇଛି। ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ,…
Read More...

ସରିଲା କ୍ରାଇମ୍‌ବ୍ରାଞ୍ଚର ରିମାଣ୍ଡ ଅବଧି, ଜେଲ୍‌ ଗଲେ ଆଇଆଇସି ଆନନ୍ଦ ମାଝୀ

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀଙ୍କୁ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି। ଫଳରେ…
Read More...

ଜାତୀୟ ରାଜପଥ-୧୬ରେ ଲେନ୍‌ ଡ୍ରାଇଭ୍‌ ପ୍ରସ୍ତାବ: ସମୟ ବଞ୍ଚିବ, ଓଭରଟେକିଂ କମିବା ଦ୍ବାରା ଦୁର୍ଘଟଣା କମିବ

ଭୁବନେଶ୍ବର: ଟ୍ରାଫିକ ସୁଗମ କରିବାକୁ କଟକ-ଭୁବନେଶ୍ବର ଜାତୀୟ ରାଜପଥ ୧୬ରେ ଲେନ୍‌ ଡ୍ରାଇଭ୍ ପାଇଁ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଡିସିପି ସାଗରିକା ନାଥ ପ୍ରସ୍ତାବ ଦେଇଛନ୍ତି। ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଦେଇଥିବା…
Read More...

ବିଧାନସଭା କମିଟି ବୈଠକ ବାତିଲ; ଅସନ୍ତୋଷ ପ୍ରକାଶ କଲେ ବିରୋଧୀ

ଭୁବନେଶ୍ବର: ବିଧାନସଭା କମିଟି ବୈଠକକୁ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଗତ ମାସରେ ବିଧାନସଭାର ବିଭିନ୍ନ କମିଟି ବୈଠକ ପାଇଁ ଅନୁମତି ଦେଇଥିଲା।…
Read More...

ସଡ଼କ ଦୁର୍ଘଟଣା: ବାପାଝିଅ ମୃତ, ମା’ ଗୁରୁତର

ଭୁବନେଶ୍ବର: କନ୍ଧମାଳ ଜିଲାର ବାଲିଗୁଡା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବାପାଝିଅଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ବାଲିଗୁଡ଼ା ନିକଟସ୍ଥ ଏନ୍‌ଏଚ୍‌-୫୯ ଜକିକିଆ ଛକ ନିକଟରେ ୨ଟି ବାଇକ୍‌…
Read More...

ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଦେଶୀମଦ

ଭୁବନେଶ୍ବର: ଆସନ୍ତାକାଲିଠାରୁ କାଉଣ୍ଟରରେ ଦେଶୀ ମଦ ଓ ରନ୍ଧା ମଦ ମିଳିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇ ୧ରୁ ଦେଶୀ ମଦର ହୋମ୍‌ ଡେଲିଭରି ଆରେମ୍ଭ ହୋଇଥିଲା। ଆସନ୍ତାକାଲିଠାରୁ ହୋମ୍‌ ଡେଲିଭେରି…
Read More...

ସାତଦିନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଜୁଲାଇ ୧୩ ପର୍ଯ୍ୟନ୍ତ ସାତଦିନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ କୁଳପତି ପ୍ରଫେସର ଦୀପକ କୁମାର ବେହେରା ନିର୍ଦେଶ ଦେଇଛନ୍ତି। କୁଳପତି ପ୍ରଫେସର ବେହେରା କହିଛନ୍ତି ଯେ…
Read More...

ଭୁବନେଶ୍ବରରେ ହେବ ରାପିଡ୍‌ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍‌ କେସ୍‌ ଅଧିକ ବାହାରୁ ଥିବାରୁ ବିଏମ୍‌ସି ପକ୍ଷରୁ ଏହାକୁ ପ୍ରତିହତ କରିବା ପାଇଁ କଡ଼ା…
Read More...

ଭୁବନେଶ୍ବରରେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରେ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୧୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ବାରେଣ୍ଟାଇନ୍‌ ହୋଇଥିବାବେଳେ ୧୦ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଏବଂ ୨ଜଣ କୋଭିଡ୍‌…
Read More...

କଟକ ୪ ହସ୍‌ପିଟାଲ୍‌ରେ କରୋନା ଆତଙ୍କ: ସବୁ ରୋଗୀଙ୍କ ହେବ କୋଭିଡ୍‌ ପରୀକ୍ଷା, ଗୁରୁତର ରୋଗୀଙ୍କୁ କରାଯିବ ଆଣ୍ଟିଜେନ୍‌…

ଭୁବନେଶ୍ବର: କଟକ ସହରର ୪ ହସ୍‌ପିଟାଲ୍‌ରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସେଠାର ଆତଙ୍କ ଖେଳିଯାଇଛି। ଏହି ୪ଟି ହସ୍‌ପିଟାଲ୍‌ରେ କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ…
Read More...