mission shakti banner

ଲଗାଣ ବର୍ଷା ଯୋଗୁଁ ଦେବଗଡ଼ ଜିଲାରେ ବ୍ୟାପକ କ୍ଷୟକ୍ଷତି: ରାସ୍ତା ଉପରେ ପ୍ରବାହିତ ହେଲା ନଦୀ ଜଳ,ଭାଙ୍ଗିଲା…

ଦେବଗଡ:ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଘରଦ୍ୱାରା ଭୁଷୁଡି ପଡିବାସହ ରାସ୍ତା ଘାଟ ଓ ଚାଷଜମି ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇପଡିଛି। ଏହିବର୍ଷା ଗତ ମଙ୍ଗଳବାର ଠାରୁ…
Read More...

ବର୍ଷାଜଳ ଖଲାସ ନହେବାରୁ ଦୁଇ ହଜାର ହେକ୍ଟର ଧାନଜମି ଜଳମଗ୍ନ; ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ସୁଆଣ୍ଡୋ/ସାକ୍ଷୀଗୋପାଳ:ପୁରୀଜିଲା ନୂଆଗାଁ ଡ୍ରେନେଜରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଦୁଇ ହଜାର ହେକ୍ଟର ଧାନଜମି ଜଳମଗ୍ନ ହୋଇପଡିଛି। ପ୍ରତିବର୍ଷ ଏହି ସମସ୍ୟା ଲାଗି ରହିଥିବା ଦୃଷ୍ଟିରୁ ଏ ଅଞ୍ଚଳର ଚାଷୀମାନେ…
Read More...

ସ୍କୁଲ ଖୋଲିବା ପରେ ପରୀକ୍ଷା ନିଷ୍ପତ୍ତି:ମନ୍ତ୍ରୀ

ସ୍କୁଲ ଛୁଟି ବଢ଼ିଥିବାରୁ ପରୀକ୍ଷା ନେଇ ଆଶା ଓ ଆଶଙ୍କା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସ୍କୁଲ ଖୋଲିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ। ପୂଜା…
Read More...

ମହରମ୍‌ ଶୋଭାଯାତ୍ରା ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ମହରମ୍‌ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମହରମ୍‌ ଶୋଭାଯାତ୍ରା ପାଇଁ ଆଗତ ଜନସ୍ବାର୍ଥ ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ଆଜି ମହରମ୍‌…
Read More...

ହୀରାକୁଦ ଡ୍ୟାମ୍‌ର ଜଳସ୍ତର ରହିଛି ୬୨୧.୫୬ ଫୁଟ, ଖୋଲିଲା ଆଉ ୪ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲାଗଲା। ଏବେ ମୋଟ ୧୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଛି। ହୀରାକୁଦରେ ଯେତିକି ପାଣି ପଶୁଛି, ତା’ର ଅଧା ନିଷ୍କାସନ ହେଉଛି। ଏବେ ହୀରାକୁଦକୁ ୫ଲକ୍ଷ ୨୪ହଜାର…
Read More...

ପ୍ରପ୍ରବଳ ବନ୍ୟା ଜଳରେ ଗାଁ ଭିତରକୁ ପଶିଆସିଛି ବିରାଟ କୁମ୍ଭୀର, ଲୋକେ ଆତଙ୍କିତ

ଯାଜପୁର: ରାଜ୍ୟର ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦତ୍ତପୁର ଗାଁ ଜଳାର୍ଣ୍ଣବ ହୋଇଯାଇଛି। ପ୍ରବଳ ବନ୍ୟା ଜଳରେ ଗାଁ ଭିତରକୁ ଏକ ବିରାଟ କୁମ୍ଭୀର ପଶିଆସିଛି। ଏଠାରେ ବୈତରଣୀର ଶାଖା ନଦୀ କାଣି ନଦୀରୁ ଏକ ବିରାଟ…
Read More...

ଆରଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର, କୂଳ ଲଂଘିଲା ବୈତରଣୀ

ଆରଡି: ବୈତରଣୀ ଉପର ମୁଣ୍ଡରେ ବନ୍ୟାଜଳ ବୃଦ୍ଧି ସାଙ୍ଗକୁ ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବ୍ରାହ୍ମଣୀ ନଦୀ ବନ୍ୟା ଜଳରେ ଧର୍ମଶାଳା ବ୍ଲକ ଦେଉଳି…
Read More...

୧୦ ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ପଦୋନ୍ନତି

ଭୁବନେଶ୍ବର: ଓଡ଼ିଶା ପୁଲିସ ସେବାରେ କାର୍ଯ୍ୟରତ ୧୦ଜଣ ଡିଏସ୍‌ପିଙ୍କୁ ଏଏସ୍‌ପି ଭାବେ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ଆଜି ଏଥିନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡ଼ିଶା ପୁଲିସ…
Read More...

ବେଆଇନ୍ ମଦ ଭାଟିରେ ପୁଲିସ୍ ପକ୍ଷରୁ ଚଢ଼ାଉ: ୬୦ ଲିଟର ମହୁଲି ମଦ ଜବତ, ୩ ଗିରଫ

ଫୁଲବାଣୀ, : କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପୁଲିସ ତରଫରୁ ଦେଶୀ ମଦ ଭାଟିରେ ଚଢ଼ାଉ କରାଯାଇଛି। ଚଢ଼ାଉ କରାଯାଇ ଘଟଣାସ୍ଥଳରୁ ୧୨୦କେଜି ମହୁଲ ପୋଚ ନଷ୍ଟ କରିବାସହ ୬୦ ଲିଟର ମହୁଲି ମଦ ଜବତ କରିଛି। ସାରଙ୍ଗଡ଼ ପୁଲିସ…
Read More...

ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା : ‘ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ, ଲୋକଙ୍କ ପାଇଁ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ ‘ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ । ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି । ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ…
Read More...

ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା : ‘ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ, ଲୋକଙ୍କ ପାଇଁ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ ‘ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ । ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି । ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ…
Read More...

ଦୁର୍ଗାପୂଜା ପାଇଁ ହାଇକୋର୍ଟରେ ଆବେଦନ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଦୁର୍ଗା ସାର୍ବଜନୀନ ଦୁର୍ଗାପୂଜା ହେବ କି ନାହିଁ ସେଥିପାଇଁ ଆଶଙ୍କା ପ୍ରକାଶ ପାଇଛି। ତେଣୁ କଟକ ବାଲୁବଜାର ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଲାଗି ଅନୁମତି…
Read More...

ଭିସୁଟ୍‌-ଇସ୍ରୋ ଏମ୍‌ଓୟୁ: କୃତ୍ରିମ ରକେଟ ଓ ଉପଗ୍ରହ ମଡେଲ ତିଆରି ପାଇଁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେବ ଇସ୍ରୋ

ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଓ ଆର୍ଥିକ ସହାୟତା ପାଇଁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) ଏବଂ ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ମଧ୍ୟରେ ଏମ୍‌ଓୟୁ…
Read More...

ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଯାଉ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ନିଟ୍‌ ଓ ଜେଇଇ ପରୀକ୍ଷା ତାରିଖ ଘୁଞ୍ଚାଯାଉ। ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ଚିଠି…
Read More...

ବଢ଼ିବ ବର୍ଷାର ବେଗ, ବନ୍ୟା ଆଶଙ୍କା ନାହିଁ

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ…
Read More...

ଲଘୁଚାପ ସକ୍ରିୟ, ପ୍ରଭାବରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ୧୧ ଜିଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ବର: ଉତ୍ତର ବଙ୍ଗୋପ ସାଗରେ ସୃଷ୍ଟି ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଏଥିପାଇଁ ରାଜ୍ୟର ୧୧ଟି ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି…
Read More...

ମହିଳାଙ୍କ ପେଟରୁ ବାହାରିଲା ୧୪କେଜି ଓଜନର ଟ୍ୟୁମର

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଣ୍ଡାବଜାର ସ୍ଥିତ ଉଷା ମେମୋରିଆଲ କ୍ଲିନିକରେ ଅସ୍ତ୍ରୋପଚାର ବେଳେ ଜଣେ ମହିଳାଙ୍କ ପେଟରୁ ବାହାରିଛି ୧୪ କେଜି ଓଜନର ଟ୍ୟୁମର। ପେଟ ମଧ୍ୟରୁ ଏତେ ବଡ ଟ୍ୟୁମର ବାହାରିବା…
Read More...

୪ଦିନ ହେଲା ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବିଦ୍ୟୁତ ବିଭାଗର ନିଘା ନାହିଁ

ନବରଙ୍ଗପୁର: ନବରଙ୍ଗପୁର ସହର ମଧ୍ୟରେ ଥିବା ବିଦ୍ୟତ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି। ହେଲେ ଏଥିପ୍ରତି ବିଦ୍ୟୁତ ବିଭାଗର ନିଘାନଥିବା ଅଭିଯୋଗ େହୋଇଛି। ଗତ ଚାରିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଦଶହରା…
Read More...

‘ଦୋସ୍ତି ଫାଉଣ୍ଡେସନ୍‍’ ପକ୍ଷରୁ ବୃଦ୍ଧା ଆଶ୍ରମରେ ଚାରା ରୋପଣ

ଭୂବନେଶ୍ବର:ସାମାଜିକ ଅନୁଷ୍ଠାନ ‘ଦୋସ୍ତି ଫାଉଣ୍ଡେସନ୍‌’ ପକ୍ଷରୁ ସୁନ୍ଦରପଦା ନିକଟ ପିପୁଲ ଫାଉଣ୍ଡେସନର ବୃଦ୍ଧା ଆଶ୍ରମରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଶ୍ରମର ଅନ୍ତେବାସୀଙ୍କୁ ଲୁଗା…
Read More...

କରୋନା ମହାମାରୀ ଜନିତ ସଂକଟକୁ କୃଷି କ୍ଷେତ୍ର ପାଇଁ ସୁଯୋଗରେ ପରିଣତ ଲାଗି କୃଷିବିଜ୍ଞାନୀଙ୍କୁ ଆହ୍ୱାନ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅନ୍‌ଲାଇନ୍ ମାଧ୍ୟମରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ,…
Read More...

ଓଡ଼ିଶାରେ ସବୁଜିମା ବୃଦ୍ଧି ପାଇଁ ଯୋଜନା, ମନରେଗା ମାଧ୍ୟମରେ ବ୍ୟୟ ହେବ ୬୦୨କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ମନରେଗା ଯୋଜନା ମାଧ୍ୟମରେ ୬୦୨ କୋଟି ଟଙ୍କା ବ୍ୟୟ କରି ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ସବୁଜିମା ବୃଦ୍ଧି କରିବା…
Read More...

ବଲାଙ୍ଗିର ଡାକଘରେ କରୋନା, ୩ କର୍ମଚାରୀ ଆକ୍ରାନ୍ତ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସୋମବାର ୫୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ନିକଟତର ହୋଇଛି।…
Read More...

ବାପାମା’ ଛେଉଣ୍ଡ ଅସହାୟ ଭାଇଭଉଣୀଙ୍କୁ ଫୁଲବାଣୀ ଚାଇଲ୍ଡ ଲାଇନ୍‌ର ସହାୟତା

ଫୁଲବାଣୀ:ଦାଦନ ଖଟିବାକୁ ଯାଇ ବାପା ଗୋପାଳ କହଁରଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତି ସମୟରେ ଗତ ଏପ୍ରେଲ୍ ୪ ତାରିଖରେ ଏକମାତ୍ର ଭରସା ଥିବା ମାଆ ମାଳତି କହଁରଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଫଳରେ ପିତାମାତାଙ୍କୁ ହରାଇ…
Read More...

ଗାଁ ମୁଣ୍ଡରେ ଜଗିଛି ଗାଡି, ରାଜ୍ୟ ବାହାରକୁ କାମ ପାଇଁ ଯିବେ ପ୍ରବାସୀ

ବଲାଙ୍ଗିର: ସରିଲା ନୂଆଖାଇ ଏବେ ଆରମ୍ଭ ହେବ ମାନବ ଚାଲାଣ। କରୋନା ପାଇଁ ସମସ୍ତ ଶ୍ରମିକ ବାହାର ରାଜ୍ୟରୁ ଆସି ଘରେ ଥିବା ବେଳେ ଏବେ ପୁଣି ଫେରିବାକୁ ଆରମ୍ଭ କରିଛନ୍ତି। ଅନେକ ଗାଁ ଛାଡି ବଇନା ନେଇ କାମ ପାଇଁ…
Read More...

କର୍ମଚାରୀଙ୍କୁ କରୋନା: ରାଜସ୍ୱ ପର୍ଷଦ ମୁଖ୍ୟଶାଖା କାର୍ଯ୍ୟାଳୟ ୩ଦିନ ପାଇଁ ବନ୍ଦ

କଟକ: ରାଜସ୍ୱ ପର୍ଷଦ(ମୁଖ୍ୟଶାଖା)ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‍ ଚିହ୍ନଟ ହେବାରେ ରାଜସ୍ୱ ପର୍ଷଦ ସଚିବଙ୍କ ନିର୍ଦେଶକ୍ରମେ ଅଗଷ୍ଟ ୨୪ରୁ ୨୬ ପର୍ଯ୍ୟନ୍ତ ୩ ଦିନ(୭୨ଘଣ୍ଟା) ପାଇଁ ରାଜସ୍ୱ ପର୍ଷଦ…
Read More...

ଧର୍ମାନୁଷ୍ଠାନ କେବେ ଖୋଲିବ ସ୍ପଷ୍ଟ କରନ୍ତୁ ସରକାର

କଟକ: କରୋନା କଟକଣା ପାଇଁ ରାଜ୍ୟରେ ମାର୍ଚ୍ଚ ମାସରୁ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଳରେ ଦୀର୍ଘ ମାସ ହେଲା ଧର୍ମାନୁଷ୍ଠାନ ବନ୍ଦ ରହିଛି। ତେଣୁ…
Read More...

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପ୍ରମାଣ ଖୋଜୁଛି କ୍ରାଇମ୍‌ ବ୍ରାଞ୍ଚ, ଫରେନ୍‌ସିକ୍‌ ବିଭାଗକୁ ଲାଇ ଡିଟେକ୍‌ସନ୍‌ ଟେଷ୍ଟ…

ଭୁବନେଶ୍ବର: ସମାଜ ସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ଆଜି ଫରେନ୍‌ସିକ୍‌ ବିଭାଗକୁ ଲାଇ ଡିଟେକ୍‌ସନ୍‌ ଟେଷ୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ଆବେଦନ ଆବେଦନକରିଛି। ତଦନ୍ତ ଘେରରେ ଥିବା…
Read More...

ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ଫୁଲବାଣୀ: କଞ୍ଜlଲଘୁ ହିଂସାକୁ ବିରୋଧ କରି ଆଇଏନ୍‌ପିପିଏଫ୍‌ ପକ୍ଷରୁ ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି। ବାଲିଗୁଡା ଥାନାର ନକ୍ସଲ ପ୍ରଭାବିତ ରାଇପଙ୍ଗା ଗ୍ରାମରେ ଲାଗିଥିବା ଏହି ମାଓ ବିରୋଧୀ…
Read More...

ଆର୍‌ଟି-ପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ନିୟୋଜିତ ହୋଇଛି ୪ଟି ଭ୍ରାମ୍ୟମାଣ ନମୁନା ପରୀକ୍ଷଣ ୟୁନିଟ୍‌-ଅନନ୍ୟା…

ଭୁବନେଶ୍ବର: କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ଅନନ୍ୟା ଦାସ ସିଏମ୍‌ସିରେ କୋଭିଡ୍‌ ସ୍ଥିତି ସଂପର୍କରେ ବିଶ୍ଳେଷଣ କରି କହିଛନ୍ତି ଯେ ଦୈନିକ ପୂର୍ବାହ୍ନ ୧୦ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସିଡିଏସ୍ଥିତ ଉନ୍ନୀତ…
Read More...

ଘର ଉପରେ ପଡିଲା ପୁରୁଣା ବଡ ବରଗଛ, ଅଳ୍ପକେ ବର୍ତ୍ତିଲେ ପରିବାର

ପାଟଣା: ଦୁଇଶହ ବର୍ଷ ପୁରୁଣା ବରଗଛ ଉପୁଡ଼ି ପଡ଼ିବାରୁ ଅଳ୍ପକେ ଏକ ପରିବାର ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଗ୍ରାମର ଆଜି ଭାରତ ଚନ୍ଦ୍ର ନାଏକଙ୍କ…
Read More...

ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା, କହିଲେ ଚାଷୀ ଭାଇଙ୍କ କଠିନ ପରିଶ୍ରମର ଉତ୍ସବ ହେଉଛି…

ସମ୍ବଲପୁର: ଓଡ଼ିଶାର ଗଣପର୍ବ ନୂଆଘାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ‘ନୂଆଁଖାଇ’। ସେମାନଙ୍କର ଝାଳବୁହା ପରିଶ୍ରମ…
Read More...

ପାଞ୍ଚ ମାସରେ ୧.୭୮ କୋଟି ଟିକଟ ବାତିଲ କରିଛି ରେଳବାଇ, ବୁକିଂ ଆୟଠାରୁ, ଫେରସ୍ତ ହୋଇଛି ଅଧିକ ଅର୍ଥ

ନୂଆଦିଲ୍ଲୀ,୨୪ା୮ :କରୋନା ମହାମାରୀ କାରଣରୁ ଚଳିତବର୍ଷ ରେଳବାଇକୁ ଏହାର ବହୁ ଟ୍ରେନର ଚଳାଚଳ ରଦ୍ଦ କରିବାକୁ ପଡିଛି।  ଏହାଫଳରେ ବିଗତ ପାଞ୍ଚ ମାସ ମଧ୍ୟରେ ରେଳବାଇକୁ ୧.୭୮ ​କୋଟି ଟିକଟ ବାତିଲ କରିବାକୁ ପଡିଛି। ସୂଚନା…
Read More...

ତ୍ବରିତ ହେବ ଶିଳ୍ପ ଗତିବିଧି:୬୫,୦୦୦ କୋଟିର ନ୍ୟାସନାଲ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ, ପରସ୍ପର ସହ ଯୋଡିହେ​ବେ​‌ ୨୦୦…

ନୂଆଦିଲ୍ଲୀ,୨୪ା୮ :ଦେଶରେ ଆର୍ଥିକ କ୍ଷେତ୍ରରେ କାରବାରକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। କରୋନା ମହାମାରୀ ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଯେ…
Read More...

ଆଜି ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ, ସର୍ବଧିକ ଖୋର୍ଦ୍ଧା ଜିଲାରୁ ସୁସ୍ଥ ହେଲେ ୨୬୫

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ରାଜ୍ୟରେ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ। ଖୋର୍ଦ୍ଧାରୁ ସର୍ବାଧିକ ୨୭୬, ଗଞ୍ଜାମରୁ ୨୬୫, ସୁନ୍ଦରଗଡ଼ରୁ ୧୬୮, କଟକରୁ ୧୭୨ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ…
Read More...

ଗୋପାଳପୁର ହଳଦିଆ ପଦର ରେଳଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ମୃତଦେହ ଜବତ ପରେ ପୁଲିସର ତଦନ୍ତ ଆରମ୍ଭ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନୂତନ ବସଷ୍ଟାଣ୍ଡ ପଛପଟେ ଥିବା ରେଳ ଧାରଣାରୁ ଜନୈକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ ପରେ ତଦନ୍ତ ଆରମ୍ଭ କରିଛି।…
Read More...

ଭୁବନେଶ୍ବରରେ ଆଜି ପୁଣି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୭୦

ଭୁବନେଶ୍ବର: ଆଚାର୍ଯ୍ୟ ବିହାରରୁ ୧୨ ଜଣ, ସାଲିଆ ସାହି ଓ ରିଜର୍ଭ ପୁଲିସରୁ ୯ ଜଣଙ୍କ ସମେତ ଆଜି ଭୁବନେଶ୍ବରରେ ପୁଣି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୨୦୨ଜଣ ଓ ଲୋକାଲ୍‌…
Read More...

ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ଯାଜପୁର:ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡ଼ିଆ ପଞ୍ଚାୟତର ବାଲିକୁଦା ଘାଟରେ। ମୃତକ ହେଲେ ବାଲିକୁଦା ଗ୍ରାମର କୁଳମଣି ପ୍ରଧାନ…
Read More...

ଶିଶୁପୁତ୍ର ଜନ୍ମ ପରେ ମହିଳାଙ୍କ ମୃତ୍ୟୁ, ନର୍ସିଂହୋମ୍‌ ଆଗରେ ପରିବାର ସଦସ୍ୟଙ୍କ ଧାରଣା

ସୋର: ଶିଶୁପୁତ୍ର ଜନ୍ମ ଦେବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପ୍ରସୂତିଙ୍କ ମୃତ୍ୟୁ ପରେ ନର୍ସିଂହୋମ୍‌ ଆଗରେ ପରିବାର ସଦସ୍ୟ ଧାରଣା ଦେଇଛନ୍ତି। ଖଇରା ଅଞ୍ଚଳରୁ ଜଣେ ମହିଳା ପ୍ରସବ ପାଇଁ ନର୍ସିଂହୋମ୍‌ରେ ଭର୍ତ୍ତି…
Read More...

ତାରାଙ୍କ ଘରେ କଂଗ୍ରେସ ନେତା ଏକାଠି ; ରମେଶ କହିଲେ ବିଧାୟକ ସଂଖ୍ୟା ୯ରୁ ୯୦ ହେବ

ଭୁବନେଶ୍ବର: ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ତାରାଙ୍କ ଘରେ ଏକାଠି ହୋଇଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା । ଏହି ନେତାମାନଙ୍କ ଏକାଠି ହେବା ପଛରେ ‘ନୂଆଁଖାଇ’ ଜୁହାର ଓ ଭେଟଘାଟ କୁହାଯାଉଥିଲେ ମଧ୍ୟ ଏହାକୁ ନେଇ…
Read More...

କଟକ ସଦ୍‌ଗୁରୁ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ: ଜିଲାପାଳ

କଟକ: କଟକ ଜିଲାରେ କରୋନା ସ୍ଥିିତି ନେଇ ଜିଲାପାଳଙ୍କ ସୂଚନା। ଜିଲାରେ ପୂର୍ବରୁ ୧୫୦ ବେଡ୍‌ର ଅଶ୍ବିନୀ ହସ୍‌ପିଟାଲ୍‌ ଥିଲା। ବର୍ତ୍ତମାନ ୧୫୦ ବେଡ୍‌ର ସଦ୍‌ଗୁରୁ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି।…
Read More...

ଶ୍ରୀମନ୍ଦିରର ସେବକ ଏବଂ କର୍ମଚାରୀଙ୍କ ପାଇଁ ଖୋଲିଲା କରୋନା ସେବା କେନ୍ଦ୍ର

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ସେବକ ଏବଂ କର୍ମଚାରୀମାନଙ୍କ ପାଇଁ ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ‘ହୋଟେଲ ନିଉ ରକ୍ ବେ’ ଠାରେ ଏକ କରୋନା ସେବା କେନ୍ଦ୍ର ଖୋଲାଯାଇଛି। କରୋନା ପଜିଟିଭ…
Read More...

ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ପଥର ଛେଚି ଯୁବକଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ‌ପେଣ୍ଠ ସାହିରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଛି। ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ପଥର ଛେଚି ଦେବାରୁ ସେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ…
Read More...

କୋଭିଡ୍‍ କଟକଣା ମାନି ଅଗ୍ରପୂଜ୍ୟଙ୍କୁ ଆରାଧନା

ଭୁବନେଶ୍ୱର: ଆଜି ଥିଲା ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ। ଧରାପୃଷ୍ଠକୁ ଅବତରଣ କରିଥିଲେ ବିଘ୍ନବିନାଶକ ଶ୍ରୀବିନାୟକ। ଏହି ଅବସରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ଅଗ୍ରପୂଜ୍ୟଙ୍କୁ ଆରାଧନା କରିଥିଲେ…
Read More...

ପାରମ୍ପରିକ ଟେରାକୋଟା ଶୈଳୀରେ ପୂଜା ପାଇଲେ ଶ୍ରୀଗଣେଶ

ଭୁବନେଶ୍ୱର: ରାଜ୍ୟର ସବୁଆଡ଼େ କରୋନା ପାଇଁ ସିଦ୍ଧିଦାତା ବିନାୟକଙ୍କ ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ମଧ୍ୟ ବିଧିରକ୍ଷା ପାଇଁ ନିରାଡ଼ମ୍ବରଭାବେ ପୂଜା…
Read More...

ଖୋର୍ଦ୍ଧା ଜିଲାରେ ୭୪% ଗ୍ରାମ ଗ୍ରୀନ୍‌ ଜୋନ୍,ଆରୋଗ୍ୟ ହାର ବଢୁଛି

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଦିନକୁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତକରିବା ପାଇଁ ଦିନକୁ ପ୍ରାୟ ୧୫୦୦ କୋଭିଡ୍‌ ଟେଷ୍ଟିଂ କରାଯାଉଛି। ସେଥିପାଇଁ ଖୋର୍ଦ୍ଧା ଜିଲାରେ କରୋନା…
Read More...

ଏବେ ଭୁବନେଶ୍ବରରେ କରୋନା ସ୍ଥିତି ପିକ୍‌ରେ ରହିଛି-ବିଏମ୍‌ସି କମିଶନର

ଭୁବନେଶ୍ବର: ଗଲା ମାସରେ ଭୁବନେଶ୍ବରରେ ସେରୋଲୋଜିକାଲ୍‌ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ବଳ୍ପ ଆଣ୍ଟିବଡ଼ି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ…
Read More...

ନବରଙ୍ଗପୁର ଜିଲା ୨ ଦିନ ପାଇଁ ସଟ୍‌ଡାଉନ୍‌

ନବରଙ୍ଗପୁର: ନବରଙ୍ଗପୁର ଜିଲାକୁ ୨ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ ଅଜିତ୍‌ କୁମାର ମିଶ୍ର । ପ୍ରତିଦିନ ନବରଙ୍ଗପୁର ଜିଲାରେ କରୋନା…
Read More...

ବଙ୍ଗୋପ ସାଗରରେ ୨୪ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପ ସାଗରେ ଅଗଷ୍ଟ ୨୪ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। ଏହା ଅଗଷ୍ଟ ୨୪ରୁ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହାର ପ୍ରଭାବରେ ପୂର୍ବ ଭାରତ ଏବଂ କେନ୍ଦ୍ରୀୟ ଭାରତରେ ପ୍ରବଳ ବର୍ଷା ହେବ। ଫଳରେ ରାଜ୍ୟରେ ଆଜି…
Read More...

ବେଆଇନ ପଥର ଚାଲାଣ ଟ୍ରକ୍‌ ଜବତ କଲେ ତହସିଲଦାର, ହତ୍ୟା ଧମକ ଦେଇ ଛଡ଼ାଇନେଲେ ଡ୍ରାଇଭର

ବେଗୁନିଆ: ବେଗୁନିଆ ବ୍ଲକ ବାଘମାରି ଠାରେ ବେଆଇନ ଭାବେ ପଥର ଚାଲାଣ କରୁଥିବା ଦୁଇଟି ଗାଡିକୁ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଜବତ କରିଥିଲେ। କିନ୍ତୁ ଗାଡି ଦୁଇଟିର ଡ୍ରାଇଭର ଏବଂ ମାଲିକ ଲୋକମାନଙ୍କୁ ମେଳି କରି…
Read More...

୩୫ଲିଟର ମହୁଲି ମଦ ଜବତ,୨ ଗିରଫ

ହରଭଙ୍ଗା: ହରଭଙ୍ଗା ବ୍ଲକ ହରଭଙ୍ଗା ଥାନା ଅର୍ନ୍ତଗତ ମହାଲ୍ଲିକପଡା ଏବଂ ଶୁଲୀଭଙ୍ଗା ଭଳି ଦୁଇଟି ପୃଥକ ପୃଥକ ସ୍ଥାନରେ ଶୁକ୍ରବାର ଅବକାରୀ ବିଭାଗ ଚଢଉ କରି ୩୫ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏହି ମାମଲାରେ ଅବକାରୀ…
Read More...

ଓଡ଼ିଶା ଦେଶରେ ଦ୍ବିତୀୟ: କରୋନା ପରୀକ୍ଷାରେ ବହୁ ଆଗୁଆ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା

କରୋନା ପରୀକ୍ଷାରେ ଓଡ଼ିଶା ଦେଶରେ ଦ୍ବିତୀୟ। ଦିନକରେ ଏକ ନିୟୁତ ଲୋକସଂଖ୍ୟାରେ ଟେଷ୍ଟ ହାରରେ ଓଡ଼ିଶା ଦ୍ବିତୀୟ। ୧୦ଲକ୍ଷ ନମୁନା ପରୀକ୍ଷା ବର୍ଗରେ ପ୍ରଥମ ସ୍ଥାନରେ ଗୋଆ; ଜାତୀୟ ହାରଠୁ ଓଡିଶାରେ ହୋଇଛି ଅଧିକ ନମୂନା…
Read More...

ନିର୍ବାଚନ ଲାଗି କମିଶନଙ୍କ ମାର୍ଗଦର୍ଶିକା: ଅନ୍‌ଲାଇନ୍‌ରେ ନାମାଙ୍କନ, ଭୋଟ ଦେବାବେଳେ ମାସ୍କ-ଗ୍ଲୋଭ୍ସ

କରୋନା ସମୟରେ ନିର୍ବାଚନ ପରିଚାଳନା ନେଇ ଗାଇଡ୍‌ଲାଇନ୍‌ ଜାରି କଲେ ଭାରତୀୟ ନିର୍ବାଚନ କମିଶନ। ନିର୍ବାଚନ ଓ ଉପନିର୍ବାଚନରେ ଅନ୍‌ଲାଇନ୍‌ରେ ଦାଖଲ ହେବ ପ୍ରାର୍ଥୀପତ୍ର। ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଉପଲବ୍ଧ…
Read More...

ବାସ ଉଜାଡି ଦେଲା ବର୍ଷା, ଅସହାୟ ଭିନ୍ନକ୍ଷମଙ୍କ ସରକାରୀ ସହାୟତାକୁ ଅପେକ୍ଷା

ପାଟଣାଗଡ: ୨୦୧୯ ସୁଦ୍ଧା ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘର କରିବାର ସ୍ୱପ୍ନ ଦେଖାଇଥିଲେ ସରକାର। ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ୨୬ ହଜାର ୪୭୩ ଜଣଙ୍କୁ ପକ୍କା ଘର ଯୋଗାଇ ଦିଆଗଲାଣି। ତେବେ…
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ପରିଚୟ ଫାଉଣ୍ଡେସନ୍‌

ଭୁବନେଶ୍ୱର:କରୋନା ସମୟରେ ଯୋଦ୍ଧା ସାଜି ନିଜ କର୍ତ୍ତବ୍ୟ ପରାୟଣତାର ପରିଚୟ ଦେଇଥିବା ଓ ସମାଜ ପାଇଁ ସେବା କରିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରିଛି ପରିଚୟ ଫାଉଣ୍ଡେସନ୍। ଭର୍ଚୁଆଲ୍‌ ମାଧ୍ୟମରେ ସଂସ୍କୃତି ଓ ପର୍ୟ୍ୟଟନ…
Read More...

କୋଭିଡ୍‍ ଡ୍ୟୁଟିକୁ ନେଇ ବଢୁଛି ଚିନ୍ତା: ଜିଲାପାଳଙ୍କ ନିର୍ଦେଶନାମାକୁ ମାନୁ ନାହାନ୍ତି ବିଇଓ ଏବଂ ବିଆର୍‍ସିସି,…

ଫୁଲବାଣୀ: କୋଭିଡ୍‍ ଡ୍ୟୁଟିକୁ ନେଇ ଚିନ୍ତାର ପଡ଼ିଯାଇଛନ୍ତି ଶିକ୍ଷକମାନେ। ବିଇଓ ଏବଂ ବିଆର୍‍ସିସି ନିଜ ପସନ୍ଦର ଶିକ୍ଷକଙ୍କୁ କୋଭିଡ୍‍ ଡ୍ୟୁଟି ପାଇଁ ନିୟୋଜିତ କରୁଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।…
Read More...

ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ, ବିଧାୟକଙ୍କ ନେତୃତ୍ବରେ ବିଜେପିର ଧାରଣା

ପୁରୀ: ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ କରାଯାଇ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ବଗଲା ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଇଛି। ଏହି ଅବସରରେ ବିଜେପି ପକ୍ଷରୁ କୁହାଯାଇଛି ଯେ ଲଜିଂ…
Read More...

୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣୀ

ଫୁଲବାଣୀ: ଫୁଲବାଣୀ ଜିଲା କୋଷାଗାରର ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଡିଭିଜନ୍‌ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଫୁଲବାଣୀରେ ଅବସରପ୍ରାପ୍ତ ସହକାରୀ…
Read More...

ସଦରଥାନା ଦଳେଇପୁଟରେ ବୋମାମାଡ଼ ଘଟଣା, ୨ ଗିରଫ

ଖୋର୍ଦ୍ଧା: ସଦରଥାନା ଦଳେଇପୁଟରେ ବୋମାମାଡ଼ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି ବୋଲି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ବୋମାମାଡ଼ ଘଟଣା ପଛରେ ସୁପାରି କିଲର୍‌ଙ୍କ ହାତ ରହିଛି। ପୁଲିସ…
Read More...

କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ଦିଆଯିବ ନାହିଁ-ଡିସିପି

କଟକ: ରାତି ପାହିଲେ ଗଣେଶ ପୂଜା। କଟକ ସହରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। କଟକ ଡିସିପି ପ୍ରତୀକ ସିଂହ କଟକରେ ସାର୍ବଜନୀନ ଗଣେଶ…
Read More...

ଯୁକ୍ତ ଦୁଇରେ ନାମଲେଖା ଅନ୍‌ଲାଇନ୍‌ ନାମଲେଖା ଆରମ୍ଭ, ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେଧାତାଲିକା

ଭୁବନେଶ୍ବର: ଆଜିଠାରୁ ରାଜ୍ୟର ଜୁନିୟର କଲେଜରେ ତଥା ହାୟର ସେକେଣ୍ଡାରି ସ୍କୁଲ(ଏଚ୍‌ଏସ୍‌ଏସ୍‌)ରେ ଯୁକ୍ତ ଦୁଇ ପ୍ରଥମ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠୁ…
Read More...

ଆଗଲପୁର ବ୍ଲକକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର, ଅଭିଯୋଗ ଆଣିଲେ ବିଧାୟକ

ବଲାଙ୍ଗିର: ରାଜ୍ୟ ସରକାର ବଲାଙ୍ଗିର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଗଲପୁର ବ୍ଲକକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ। ଆଗଲପୁର ଫାଣ୍ଡିକୁ ଥାନା ମାନ୍ୟତା,…
Read More...

ବିଭାଗୀୟ ସ୍ଥାୟୀ କମିଟି ୬ଙ୍କର ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକ

ଭୁବନେଶ୍ୱର: ଆଜି ବିଧାନସଭାର ପ୍ରକୋଷ୍ଠ ନଂ-୫୯ରେ ବିଭାଗୀୟ ସ୍ଥାୟୀ କମିଟି ୬ଙ୍କର ବୈଠକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…
Read More...

ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ ୮ ଅତିରିକ୍ତ ଏସ୍‌ପି

ଭୁବନେଶ୍ବର: ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ ୮ ଅତିରିକ୍ତ ଏସ୍‌ପି। ହରେକୃଷ୍ଣ ବେହେରା, ପ୍ରତାପ ସ୍ବାଇଁ, ନାରାୟଣ ପଣ୍ଡା, ନାରାୟଣ ମହାନ୍ତି, ଅମରେନ୍ଦ୍ର ରଣା, ଯଶୋବନ୍ତ ସେନାପତି, ପ୍ରଦୀପ ଦାସ, ମନୋଜ ମହାନ୍ତ…
Read More...

ବଲାଙ୍ଗିରରେ ରେକର୍ଡ ଭାଙ୍ଗିଲା କରୋନା, ଆଜି ୧୭୩ ନୁଆ ରୋଗୀ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିରରେ ରେକର୍ଡ ଭାଙ୍ଗିଲା କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ପ୍ରଥମ ଥର ପାଇଁ ଶହେରୁ ଉର୍ଦ୍ଧ କରୋନା ରୋଗୀ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଗତକାଲି ମାତ୍ର ଗୋଟିଏ କରୋନା ରୋଗୀ…
Read More...

ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ିଛି, ବନ୍ୟା ପରିସ୍ଥିତି ନାହିଁ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ଜନିତ ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସମୀକ୍ଷା କରିଛନ୍ତି। ଏସ୍‌ଆର୍‌ସି ଏବଂ ବିଭିନ୍ନ ଜିଲାର ଜିଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ କଥା ହେଲେ। ଗତ…
Read More...

ଗଣେଶ ପୂଜା ପାଇଁ ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

ଭୁବନେଶ୍ବର: ଗଣେଶ ପୂଜା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପ୍ରସଙ୍ଗ। ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ଏ ନେଇ ସମ୍ପୃକ୍ତ ଅଧିକାରୀଙ୍କ ପାଖକୁ ଯିବାକୁ କହିଲେ କୋର୍ଟ। ଟୁଇନ୍‌ ସିଟିରେ…
Read More...

ବଢୁଛି ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ହାତୀନଦୀ ଗର୍ଭକୁ ଛଡ଼ାଯାଉଛି ୨୧୬.୫୮କ୍ୟୁସେକ୍ ଜଳ

ମୁଖୀଗୁଡା: ଲଘୁଚାପଜନିତ ବର୍ଷା ଜୟପାଟଣା ଅଞ୍ଚଳରେ ଲାଗି ରହିଥିବା ଯୋଗୁଁ ବ୍ଲକରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୪ମି.ମି ବର୍ଷା ରେକର୍ଡ କରାଯାଉଛି। ହାତୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଛି।…
Read More...

ଆନୁଷ୍ଠାନିକ କ୍ବାରେଣ୍ଟାଇନ୍‌ ଶେଷ ପ୍ରବାସୀଙ୍କୁ ମିଳିଛି ୧୨୪କୋଟି ୯୮ଲକ୍ଷ ପ୍ରୋତ୍ସାହନ ରାଶି, ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ…
Read More...

ପ୍ରଫେସର ଜଗନ୍ନାଥ ଲେଙ୍କା ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ସଦସ୍ୟ

ଭୁବନେଶ୍ବର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଜଗନ୍ନାଥ ଲେଙ୍କା ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ୍ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗ ପୂର୍ବତନ ମୁଖ୍ୟ ଓ…
Read More...

ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ଆକ୍ରାନ୍ତ ନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ଓ ସେ ସୁସ୍ଥ ଅଛନ୍ତି…
Read More...

କଣ୍ଟେନ୍‌ମେଣ୍ଟ ଜୋନ୍‌ ମୁକ୍ତ ଦାବିରେ ରାସ୍ତା ଅବରୋଧ

ଫୁଲବାଣୀ/ବ୍ରାହ୍ମଣୀଗାଁ:କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁକୁ ଗତ ୧ ତାରିଖଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଆଜି ୧୮ଦିନରେ ପହଞ୍ଚିଛି ଏହି କଣ୍ଟେନମେଣ୍ଟ ଜୋନ୍। ଏହି…
Read More...

ଡାବୁଗାଁ ବିଧାୟକଙ୍କ ଚାଷକାମକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି, କହିଲେ ପ୍ରେରଣାଦାୟୀ।

ନବରଙ୍ଗପୁର : ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ବିଭିନ୍ନକାର୍ଯ୍ୟ ନେଇ ସବୁବେଳେ ଚର୍ଚ୍ଚିତ ରହୁଥିବାବେଳେ ଏବେ ସେ ନିଜଚାଷ ଜମିରେ କାମ କରି ପ୍ରଶଂସିତ ହୋଇଛନ୍ତି। ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ତାଙ୍କର…
Read More...

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ହୋମଗାର୍ଡ

ବଲାଙ୍ଗିର:ସୋମବାର ରାତିରେ ମନୋହରପୁର ପୁଲିସ କଲୋନି ରାସ୍ତାରେ ବାଇକ୍ରେ ଯାଉଥିବା ଜଣେ ହୋମଗାର୍ଡ ଓ ଅନ୍ୟ ୨ ସାଥୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ପୁଲିସ ଉଦ୍ଧାର କରି…
Read More...

ଚିନ୍ତାରେ ମୂର୍ତ୍ତିକାରିଗର,ଦ୍ୱନ୍ଦରେ ଛାତ୍ରଛାତ୍ରୀ

ଫୁଲବାଣୀ:କରୋନା କଟକଣା ଯୋଗୁଁ ଗତ ଦିନରେ ଯେଉଁ ସବୁ ପର୍ବ ପର୍ବାଣି ପଡ଼ିଛି ତାହାକୁ ନିରାଡାମ୍ବର ଭାବେ ପାଳନ କରାଯାଇଛି। ଏପରିକି ସ୍ୱାଧୀନତା ଦିବସରେ ମଧ୍ୟ କେବଳ ଜାତୀୟ ପତ୍ତକା ଉତ୍ତୋଳନ କରାଯାଇଛି କିନ୍ତୁ କଟକଣା…
Read More...

କୋଭିଡ୍-୧୯ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୧ ମାମଲା, ୨୩ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୧ ଟି ମାମଲା ଦାୟର କରାଯାଇଛି। ସେଥିମଧ୍ୟରୁ ୯ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି…
Read More...

କରୋନା ମୁକାବିଲା:ଅଞ୍ଚଳ ଭିତ୍ତିକ ରଣକୌଶଳ ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ୍‌ ପରିସ୍ଥିତି ସମ୍ପର୍କରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରେ…
Read More...

୪ଦିନ ହେଲା ଶତକ ମାରୁଛି କରୋନା, ପୁଣି ୧୬ଯୋଦ୍ଧାଙ୍କ ସମେତ ୧୨୦ ଆକ୍ରାନ୍ତ

ରାୟଗଡା: ପ୍ରତିଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖା। ଗତ ଚାରିଦିନ ହେଲା ଶତକ ମାରୁଛି କରୋନା ଏବଂ ୨୪ଘଣ୍ଟାରେ ୨ଜଣଙ୍କ ମୁଣ୍ଡ ନେଲାଣି ଏହି ମହାମାରୀ। କରୋନା ଆକ୍ରାନ୍ତଙ୍କ ତାଲିକା ବିଗତ ଚାରିଦିନରୁ ରାୟଗଡାରେ…
Read More...

ମଞ୍ଜରୀଦେବୀ ନର୍ସିଂ କଲେଜ ହେବ କୋଭିଡ୍ କେୟାର ସେଣ୍ଟର

ଭୁବନେଶ୍ୱର : ବାଲିଅନ୍ତା ପଞ୍ଚାୟତ ରୋଡ୍‌ସ୍ଥିତ ମଞ୍ଜରୀ ଦେବୀ ନର୍ସିଂ କଲେଜକୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରାଯିବ ବୋଲି ସ୍ଥିର ହୋଇଛି। ଏନେଇ ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ବରିଷ୍ଠ…
Read More...

ଅନ୍‍ଲାଇନ୍‌ରେ ବିଦ୍ୟୁତ୍‍ ହେବ ସେବା ଯୋଗାଣ କାର୍ଯ୍ୟ, ସବୁ ବିତରକ କମ୍ପାନୀଙ୍କ ପାଇଁ ଗୋଟିଏ ପୋର୍ଟାଲ୍‍

ଭୁବନେଶ୍ୱର: ୫ଟି ସିଦ୍ଧାନ୍ତ କାର୍ଯ୍ୟାନ୍ୱୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ବିଜୁଳି ସଂଯୋଗ ଓ ବିଦ୍ୟୁତ୍‍ ସେବା ଯୋଗାଣ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଖୁବ୍‍ ଶୀଘ୍ର ଅନ୍‍ଲାଇନ୍‍ ବ୍ୟବସ୍ଥା ମାଧ୍ୟମରେ କରାଯିବ।…
Read More...

ରାୟଗଡ଼ା ଡେପୁଟି କଲେକ୍ଟର ନିଲମ୍ବିତ

ରାୟଗଡା: ରାୟଗଡା ମୁଖ୍ୟାଳୟରେ ଅବସ୍ଥାପିତ ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଲମ୍ବନ କରାଯାଇଛି। କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ…
Read More...

ବର୍ଷେ ହେଲା ଠିକାଶ୍ରମିକଙ୍କୁ ମିଳିନି ଦରମା, ସମସ୍ୟା ସମାଧାନ ପାଇଁ ଦାବି

ବେଗୁନିଆ: ଖୋର୍ଦ୍ଧା ଟେଲିକମ ଜିଲ୍ଲାରେ କାର୍ୟ୍ୟ କରୁଥିବା କାଜୁଆଲ ଠିକା ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ବେଗୁନିଆ ଟେଲିଫୋନ ଏକ୍ସଚେଞ୍ଜ ପରିସରରେ ଏକ ସଭା ଆୟୋଜନ ହୋଇଥିଲା। ଖୋର୍ଦ୍ଧା ଟେଲିକମ ଏସଡ଼ିଓଙ୍କ…
Read More...

ନବଗଠିତ ଜାତୀୟ ଶିକ୍ଷା ନୀତି ଏକ ଯୁଗାନ୍ତକାରୀ ପଦକ୍ଷେପ

ଗୋପାଳପୁର:ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଆୟୁକ୍ୟୁଏସି ସେଲ ପକ୍ଷରୁ, ଜାତୀୟ ଶିକ୍ଷା ନୀତି ୨୦୨୦ ସମନ୍ଧୀୟ ଏକ ଜାତୀୟ ସ୍ତରୀୟ ୱେବିନାର ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଆଜି ଅନୁଷ୍ଠିତ ଆଲୋଚନା ଚକ୍ର ତଥା ୱେବିନାରରେ…
Read More...

କଣ୍ଡୁରୀକଟା ନିକଟରେ ଘାଇ, ଚାଷ ଜମିରେ ଲହଡ଼ି ଭାଙ୍ଗୁଛି ପାଣି

ବ୍ରଜରାଜନଗର: ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାନ୍ଦନୀମାଲ ପଞ୍ଚାୟତ କେଛୋବାହାଲ ଗ୍ରାମର କଣ୍ଡୁରୀକଟା ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଛି। ଫଳରେ ଅନେକ ଚାଷ ଜମିକୁ ପାଣି ପଶିଯାଇ ଫସଲ ନଷ୍ଟ ହୋଇଛି। ଲଘୁଚାପ ଜନିତ ଲଗାଣ…
Read More...

ବହି ଭିତରେ କଟିଂ କରି କରୁଥିଲା ବ୍ରାଉନସୁଗାର ସପ୍ଲାଏ , ଏସଟିଏଫ ହାତରେ ଧରାପଡ଼ିଲା ଏମ୍‌ବିଏ ଛାତ୍ର 

ବାଲେଶ୍ବର: ବାଲେଶ୍ବର ଏସଟିଏଫ ଟିମ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ଜଣେ ଏମବିଏ ଛାତ୍ରଙ୍କୁ ଗିରଫ କରିଛି। ବାଲେଶ୍ବର ମଛୁଆସାହି ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୧ କେଜି ୩୨୫ ଗ୍ରାମ…
Read More...

ଲକ୍‍ଡାଉନ୍‍ବେଳେ ହୋଇଥିଲା ନାଳ ସଫେଇ, ତିନି ମାସ ହେଲା ମିଳିଲାନି ପ୍ରାପ୍ୟ

ରାୟଗଡା: କରୋନା ଲଢେଇରେ ଯୋଦ୍ଧା ରୂପେ ଅଭିୟତ ସଫେଇ କର୍ମଚାରୀଙ୍କୁ ପୌରପ୍ରଶାସନର ଉଦାସିନତା। ତିନିମାସ ପୂର୍ବେ ନାଳ ସଫେଇ କରିଥିବା ସ୍ୱୟଂ ଶାସିତ ଗୋଷ୍ଠୀ ସଦସ୍ୟାଙ୍କୁ ମିଳୁନି ପ୍ରାପ୍ୟ। ଟଙ୍କା ନଦେଇ ଠକୁଛ…
Read More...

ବଲାଙ୍ଗିରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା, ୨୪ ଘଣ୍ଟାରେ ୬୬ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିରରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ୬୬ ଜଣ ରୋଗୀଙ୍କୁ ମିଶାଇ ବଲାଙ୍ଗିର କରୋନା ପଜିଟିଭ୍‌ ସଂଖ୍ୟା ଏକ ହଜାରକୁ ବୃଦ୍ଧି ପାଇଛି। ବଲାଙ୍ଗିରରେ ଗତ କିଛି…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୫ ମାମଲା, ୩୧ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୫ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି…
Read More...

ରାଷ୍ଟ୍ରପତି ପଦକ ପାଇବେ ଆସିଷ୍ଟାଣ୍ଟ ସବ୍‌ଜେଲର

ବାଙ୍କୀ:ବାଙ୍କୀ ଉପଖଣ୍ଡ ଉପକାରାଗାରର ଆସିଷ୍ଟାଣ୍ଟ୍ ସବ୍‌ଜେଲର୍ ସରୋଜ କୁମାର ଲେଙ୍କା ଚଳିତ ବର୍ଷ ରାଷ୍ଟ୍ରପତି ପଦକ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ମିଳିଛି। ଅଗଷ୍ଟ ୧୪ ତାରିଖରେ ମିନିଷ୍ଟର ଅଫ ହୋମ୍…
Read More...

ବ୍ୟାଙ୍କଗୁଡିକର ଗୃହ ଋଣ ପୁନର୍ଗଠନ ​ଯୋଜନା, ଇଏମ୍‌ଆଇ ପଇଠ ଉପରେ ଗ୍ରାହକଙ୍କୁ ମିଳିପାରେ ଅଧିକ ମହଲତ

ମୁମ୍ବଇ:ଭାରତୀୟ ଷ୍ଟେଟ୍‌‌ ବ୍ୟାଙ୍କ (ଏସ୍‌ବିଆଇ) ସମେତ ଦେଶର ଅନ୍ୟ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ସେମାନଙ୍କର ଗୃହ ଋଣର ପୁନର୍ଗଠନ ​‌ଯୋଜନା କରୁଛନ୍ତି। ଏଥିରେ ବ୍ୟାଙ୍କ ଗ୍ରାହକଙ୍କୁ ଇଏମ୍‌ଆଇ ପଇଠ ଉପରେ ଅଧିକ…
Read More...

କୋଭିଡ୍ ପରୀକ୍ଷାକୁ ଗ୍ରାମବାସୀଙ୍କ ବିରୋଧ, ପୁଲିସ ସୁରକ୍ଷାରେ ହେଲା ନମୁନା ସଂଗ୍ରହ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ଜିଲା ପ୍ରଶାସନ ତରଫରୁ ପ୍ରତ୍ୟେକ ଗ୍ରାମରେ…
Read More...

ସ୍ବାଭାବିକ ହେଉ ସାରଙ୍ଗଡ ବଜାର, ସରପଞ୍ଚଙ୍କ ନିକଟରେ ଦାବି ରଖିଲା ବଣିକ ସଂଘ

ଫୁଲବାଣୀ/କ.ନୂଆଗାଁ:କନ୍ଧମାଲ ଜିଲ୍ଲା କ.ନୁଆଗାଁ ବ୍ଲକର ସାରଙ୍ଗଡ ପଞ୍ଚାୟତର ବଜାର ଓ ସାଧାରଣ ଜୀବନ ଯାତ୍ରାକୁ ସ୍ୱଭାବିକ କରିବା ନିମନ୍ତେ ସରପଂଚକୁ ଦେଲେ ଦାବୀପତ୍ର। ସାରଙ୍ଗଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଦୟନୀୟ ସ୍ଥିତିରେ ପରିବାର

କଲମପୁର: ଗତ ୯ ତାରିଖ ଠାରୁ ଲଘୁଚାପ ଜନିତ ପ୍ରଭାବରେ ଆରମ୍ଭ ହେଇଥିବା ଲଗାଣ ବର୍ଷା ଯୋଗୁଁ ବହୁ ମାଟି କାନ୍ଥରେ ନିର୍ମିତ ଘର ଭାଙ୍ଗିଯାଇଥିବା ସୁଚନା ମିଳିଛି।  ପ୍ରାପ୍ତ ସୁଚନା ଅନୁସାରେ ଥୁଆମୁଳ ରାମପୁର ଅଞ୍ଚଳରେ…
Read More...

ମୃଣ୍ମୟ କାରୀଗରଙ୍କ ପେଟରେ କରୋନା ମାଡ

କଲମପୁର: ଏବେ ଆରମ୍ଭ ହେଇଛି ପାର୍ବଣର ଋତୁ। ଏହି ଋତୁରେ ପ୍ରତି କିଛି ଦିନ ଅନ୍ତରରେ ବିଭିନ୍ନ ପୂଜା ଓ ଜାନି ଯାତ୍ରା ଲାଗି ରହିଥାଏ। ଏହି ଜାନିଯାତ୍ରା ମାଧ୍ୟମରେ ମୃଣ୍ମୟ କାରୀଗରଙ୍କୁ ରୋଜଗାର ମିଳିଥାଏ। କିନ୍ତୁ ଚଳିତ…
Read More...

ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାକାରବାରର ପର୍ଦ୍ଦାଫାସ, ୨ଗିରଫ

ବେତନଟୀ: ଜାତୀୟ ରାଜପଥ ପାଲଟିଛି ଚୋରା ବ୍ୟବସାୟୀଙ୍କ ଭୁସ୍ୱର୍ଗଃ। ଦୈନିକ ବିଭିନ୍ନ ସାମଗ୍ରୀର ଚୋରା କାରବାର ଏହି ୧୮ନଂ ଜାତୀୟ ରାଜପଥରେ ଚାଲିଥିବାବେଳେ କାହାରି ନିକଟରେ ଖବର ନଥିବାରୁ ଅନାୟାସରେ ଚୋରା ବ୍ୟବସାୟୀ…
Read More...

ବନ୍ଦ କୋଠରୀରୁ ମିଳିଲା ଟିଡିସି ଫିଲ୍ଡଅଫିସରଙ୍କ ଝୁଲନ୍ତା ମୃତଦେହ

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ କଲୋନୀସ୍ଥିତ ଏକ ସରକାରୀ କ୍ୱାର୍ଟରରୁ ନବରଙ୍ଗପୁର ଟାଉନ ଥାନା ପୁଲିସ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଏହି ଶବ ଟିଡିସି ଫିଲ୍ଡଅଫିସର ପୁରୁଷୋତ୍ତମ ଭୋଇଙ୍କର ବୋଲି ଜଣାପଡିଛି। ଗତକାଲି…
Read More...

‘ଲାଏ ଡ଼ିଟେକ୍ସନ ଟେଷ୍ଟ’ ପରେ ହତ୍ୟାକାରୀକୁ ଗିରଫ କଲା ପୁଲିସ

ଠାକୁରମୁଣ୍ଡା ମୟୁରଭଞ୍ଜ ଜିଲ୍ଲା ମହୁଲଡିହି ଥାନା ଅନ୍ତର୍ଗତ ଧାତକିଡ଼ିହା କଲୋନୀ ସାହିର କଲେଜ ଛାତ୍ରୀ ସୁନୟନାଙ୍କୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଘଟଣାର ୪୫ ଦିନ ପରେ ପର୍ଦ୍ଦାଫାଶ ହୋଇଛି। ‘ଲାଏ ଡ଼ିଟେକ୍ସନ ଟେଷ୍ଟ’…
Read More...

ବଦଳିଲେ କମିଶନରରେଟ୍‌ ପୁଲିସ ଥାନା ଅଧିକାରୀ

ଭୁବନେଶ୍ବର: ପୁଲିସ କମିଶନରେଟ ପକ୍ଷରୁ ୨ଜଣ ଆଡିସ୍‌ନାଲ୍‌ ଡିସିପି, ୧୭ଜଣ ଆଇଆଇସି, ୫ଜଣ ଏସ୍‌ଆଇ ଏବଂ ଜଣେ ଏଏସ୍‌ଆଇଙ୍କୁ ବଦଳି କରାଯାଇଛି। କମିଶନରରେଟ୍‌ ପୁଲିସ ଅଧୀନରେ ଥିବା ବିଭିନ୍ନ ଥାନାର ଆଇଆଇସିଙ୍କୁ ଅଦଳବଦଳ…
Read More...

ଅଗଷ୍ଟ ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତା ଅଗଷ୍ଟ ୧୯ ତାରିଖ ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ…
Read More...

ମାଟିତଳୁ ବାହାରିଲା ପିତଳ ଚକ୍ର

ସୁଆଣ୍ଡୋ: ପୁରୀଜିଲା ସତ୍ୟବାଦୀ ଥାନା ବଳପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ମିଲ ଘର ପଛପଟ ବାଡି ମାଟି ତଳୁ ଗୋଟିଏ ପିତଳ ଚକ୍ର ବାହାରିଥିବା ଜଣାପଡିଛି । ଏହାକୁ ଦେଖିବା ପାଇଁ ରବିବାର ସକାଳୁ ସହସ୍ରାଧିକ ଲୋକଙ୍କ ସମାଗମ…
Read More...

କୋଭିଡ୍‌-୧୯ ନିମୟ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୬ ମାମଲା, ୨୪ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୬ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି…
Read More...