www.samajalive.in
Monday, December 15, 2025
24.1 C
Bhubaneswar

ଅପରାହ୍ନ ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ମତଦାନ

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଅପରାହ୍ନ ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ଭୋଟିଂ ହୋଇଛି । କବିସୂର୍ଯ୍ୟନଗର ବିଧାନସଭା କ୍ଷେତ୍ର ପାଇଁ ୫୬.୬୬ ପ୍ରତିଶତ ମତଦାନ ହୋଇଥିବାବେଳେ କଣ୍ଟାବାଞ୍ଜିରେ ୫୫.୧୫ ପ୍ରତିଶତ ଭୋଟିଂ ହୋଇଛି । ସେହିଭଳି କଣ୍ଟାମାଳ- ୫୫.୩୦ ପ୍ରତିଶତ, ଖଲ୍ଲିକୋଟ- ୫୮.୨୩ ପ୍ରତିଶତ, ଲୋଇସିଂହା- ୫୮.୪୫ ପ୍ରତିଶତ, ପଦମପୁର- ୬୫.୩୨ ପ୍ରତିଶତ, ପାଟଣାଗଡ-୬୦.୧ ପ୍ରତିଶତ, ଫୁଲବାଣୀ- ୫୯.୨୫ ପ୍ରତିଶତ, ପୋଲସରା-୫୮.୬୬ ପ୍ରତିଶତ, ରଘୁନାଥପାଲି- ୫୮.୨୫ ପ୍ରତିଶତ, ରାଜଗାଙ୍ଗପୁର- ୫୭.୫୮ ପ୍ରତିଶତ, ରାଉରକେଲା- ୫୫.୧୬ ପ୍ରତିଶତ, ସାନଖେମୁଣ୍ଡି- ୫୭.୩୯ ପ୍ରତିଶତ, ସୋନପୁର- ୭୧.୩୫ ପ୍ରତିଶତ, ସୋରଡା- ୪୭.୮୦ ପ୍ରତିଶତ, ସୁନ୍ଦରଗଡ- ୬୨ ପ୍ରତିଶତ, ତଳସରା- ୬୫ ପ୍ରତିଶତ, ଟିଟିଲାଗଡରେ ୬୧.୯୧ ପ୍ରତିଶତ ଭୋଟିଂ ହୋଇଛି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories