ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ଆକ୍ରାନ୍ତ ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ହୋମ୍ କ୍ବାରେଣ୍ଟାଇନ୍ରେ ରହିଛନ୍ତି ଓ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କରୋନା ଟେଷ୍ଟିଂ କରିବା ସହିତ ଆଇସୋଲେସନ୍ରେ ରହିବାକୁ ପାଇଁ ପରାମର୍ଶ ଦେଇଛନ୍ତି।
Feeling the COVID-19 symptoms, I got the test done & reported corona virus positive. I am fine & home quarantined. Request that, those who have come in my contact should isolate themselves & get tested.@CMO_Odisha @Naveen_Odisha @BJD4Odisha
— Ananta Narayan Jena (Bunu Bhai) (@bbsrcentralmla) August 20, 2020
Comments are closed.