nua o banner

ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୦୧୮ ମନୋନୀତ ପ୍ରାର୍ଥୀଙ୍କୁ ଦିଆଯିବ ଅନ୍‌ଲାଇନ୍‌ ଟ୍ରେନିଂ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟରେ ଅନ୍‌ଲାଇନ୍‌ ପ୍ରଶିକ୍ଷଣ ପ୍ରଦାନ ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନମାନଙ୍କର ପ୍ରସ୍ତୁତି ଓ ଆନୁଷଙ୍ଗିକ ଭିତ୍ତିଭୂମି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ…
Read More...

କରୋନା ମୁକାବିଲାରେ ନିୟୋଜିତ ୩୩୮ ଦମକଳ କେନ୍ଦ୍ର, ବିଶୁଦ୍ଧିକରଣ ହୋଇଛି ୪୭,୧୦୩ଟି ସ୍ଥାନ

ଭୁବନେଶ୍ୱର: ମହାମାରୀ କୋଭିଡ୍‍-୧୯କୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦ୍ୱାରା ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନ, ହସ୍ପିଟାଲ୍‍, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ…
Read More...

ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡିସିନ୍‌ ସେବା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟେଲି ମେଡିସିନ୍‌ ସେବା। କୋଭିଡ୍‌ କଟକଣା ପରିସ୍ଥିତି ଦୃଷ୍ଟିରୁ ସାଧାରଣ ରୋଗୀଟିଏ ଡାକ୍ତରଖାନା ଯିବା ସମ୍ଭବ ହୋଇପାରୁ ନଥିବାବେଳେ ଡାକ୍ତରୀ ପରାମର୍ଶ ପାଇପାରୁ…
Read More...

ସ୍ବାମୀସ୍ତ୍ରୀଙ୍କୁ କରୋନା, ଅଟୋକୁ ଖୋଜୁଛନ୍ତି ଲୋକେ

ପାଟଣା : ସ୍ବାମୀସ୍ତ୍ରୀଙ୍କୁ କରୋନା। ସେମାନେ ଯାତ୍ରା କରିଥିବା ଅଟୋକୁ ଖୋଜୁଛି ପ୍ରଶାସନ। ୪୦ରୁ ଅଧିକ ଅଟୋକୁ ଠାବ କରାଯାଇଥିଲେ ମଧ୍ୟ କେଉଁ ଅଟୋରେ ସେମାନେ ଆସିଥିଲେ ତାହା ଜାଣିବା କଷ୍ଟକର ହୋଇପଡ଼ିଛି। ସ୍ବାମୀସ୍ତ୍ରୀ…
Read More...

ଆଣ୍ଟିଜେନ୍‌ ଟେଷ୍ଟ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ: ସାରଙ୍ଗଡ଼ ହେଲା ସାନିଟାଇଜ୍, ବେଆଇନ ଭାବେ ଚାଲିଥିବା କ୍ଳିନିକ୍ ସିଲ୍

ଫୁଲବାଣୀ/କ.ନୂଆଗାଁ:କନ୍ଧମାଳ ଜିଲା କେ.ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଡ଼ ଗ୍ରାମର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ଆଣ୍ଟିଜେନ୍ ଟେଷ୍ଟ୍ରରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ତାଙ୍କର…
Read More...

ଅପହଞ୍ଚ ଇଲାକାର ଅସରନ୍ତି କଥା: ସାପ କାମୁଡ଼ାରେ ୪ଘଣ୍ଟା ମୃତ୍ୟୁ ସହିତ ସଂଘର୍ଷ, ମେଡ଼ିକାଲ୍‌ ପହଞ୍ଚିଲା ପରେ ଯୁବକଙ୍କ…

ଖଜୁରିପଡା: କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା କିଭଳି ଅପହଞ୍ଚ ହୋଇଛି ତାହାର ଏକ ନଗ୍ନ ନମୂନା ନିକଟରେ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ସାପକାମୁଡ଼ିବା ପରେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ତାଙ୍କୁ…
Read More...

କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହନ: ଡ଼ାକ୍ତରଙ୍କୁ ଦିନକୁ ହଜାରେ, ନର୍ସ, ଫାର୍ମାସିଷ୍ଟଙ୍କୁ ୫୦୦

ଭୁବନେଶ୍ବର: ଆଗଧାଡ଼ିର କରୋନା ଯୋଦ୍ଧା ତଥା କୋଭିଡ୍‌ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ମିଳିବ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। କରୋନା ଚିକିତ୍ସା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କୁ…
Read More...

କରୋନା ଭ୍ୟାକ୍‌ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ୍‌ ଆରମ୍ଭ, ୨୦୨୧ ଫେବୃୟାରୀରେ ଉପଲବ୍ଧ ହୋଇପାରେ ଭ୍ୟାକ୍‌ସିନ୍

ଭୁବନେଶ୍ବର: ମହାମାରୀ କରୋନା ତା’ର ପ୍ରଭାବ ବିସ୍ତାର କରିଚାଲିଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତେବେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ…
Read More...

ଫନୀ ସହାୟତା ଦାବି କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ତହସିଲ କାର୍ଯ୍ୟାଳୟରେ ଗଣଧାରଣା

ସାକ୍ଷୀଗୋପାଳ: ସତ୍ୟବାଦୀ ତହସିଲ ଅଞ୍ଚଳର ଫନୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀମାନେ ସହାୟତା ଦାବି କରି ଷଷ୍ଠ ଥର ନିମନ୍ତେ ଆଜି ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ।  ଏ…
Read More...

ଗର୍ଭବତୀ ମହିଳାଙ୍କୁ ହେଲା କରୋନା, ଢେଙ୍କାନାଳରେ ୫ ନର୍ସିଂହୋମ୍‌ ସିଲ୍‌

ଭୁବନେଶ୍ବର: ଢେଙ୍କାନାଳରେ ୫ଟି ନର୍ସିଂହୋମ୍‌ ସିଲ୍‌ ହୋଇଛି। ଜଣେ ପ୍ରସୂତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପାଳ ପଦକ୍ଷେପ ନେଇଛନ୍ତି। ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ଡେଲିଭରି…
Read More...

ଲୁଟ୍‌ ପାଇଁ ଭଡ଼ାରେ ମିଳୁଛି ବାଇକ୍; ସଫଳ ହେଲେ ଭଡ଼ା ସହ ଲୁଟ୍‌ମାଲ୍‌ରୁ ଭାଗ

ଭୁବନେଶ୍ବର: ଲୁଟ୍‌ ପାଇଁ ଅଭିନବ ଉଦ୍ୟମ ଆପଣେଇଛନ୍ତି ଲୁଟେରା। ଏବେ ନିଜ ବାଇକ୍‌ ନୁହେଁ, ଲୁଟ୍‌ ପାଇଁ ବ୍ୟବହାର ହେଉଛି ଭଡ଼ା ବାଇକ୍‌। ପୁଲିସ୍‌କୁ ଚକ୍‌ମା ଦେଖାଇ ପ୍ରତିଦିନ ନୂଆ ନୂଆ ବାଇକ୍‌ରେ ଆସୁଛନ୍ତି ଲୁଟେରା।…
Read More...

ସାରଙ୍ଗଡ଼ ହେଲା କଣ୍ଟେନମେଣ୍ଟ ଜୋନ୍‌, ଜିଲା ପ୍ରଶାସନ ପହଞ୍ଚାଇବ ଅତ୍ୟାବଶ୍ୟକ ସାମଗ୍ରୀ

କ.ନୂଆଗାଁ: କନ୍ଧମାଳ ଜିଲା ଅନ୍ତର୍ଗତ କ.ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଡ଼ ଗ୍ରାମର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କରୋନା ଆକ୍ରାନ୍ତ…
Read More...

ଆଇନଜୀବୀ ପାଲଟିଲେ ସୁପରସ୍ପ୍ରେଡର‌‌‌; ଫୁଲବାଣୀ ସହର ହେଲା କଣ୍ଟେନ୍‌ମେଣ୍ଟ ଜୋନ୍, ଉପକଣ୍ଠ ଗ୍ରାମଗୁଡ଼ିକ ବଫର୍‌ ଜୋନ୍

ଫୁଲବାଣୀ: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ଫୁଲବାଣୀ ସହରକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଏବଂ ଏହାର ଉପକଣ୍ଠଗ୍ରାମଗୁଡ଼ିକୁ ବଫର୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ଏହି ନିୟମ ଅନିର୍ଦ୍ଧିଷ୍ଟକାଳ…
Read More...

ମାଟିରେ ଗାତ ଖୋଳି ପ୍ରସ୍ତୁତ ହେଉଛି ମଦ; ଚଢ଼ାଉ ସମୟରେ କେହି ନଥାନ୍ତି ଦାବିଦାର

ବଡ଼ସାହି: ମହାମାରୀ କରୋନା ସଂକ୍ରମଣ ପ୍ରାରମ୍ଭ ତଥା ମାର୍ଚ୍ଚ ମାସରୁ ଅବକାରୀ ବିଭାଗର ନିଷ୍କ୍ରିୟତାର ସୁଯୋଗରେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଚୋରା ଦେଶୀ ମଦ ପ୍ରସ୍ତୁତି ଠାରୁ ବେପାର ବେଧଡ଼କ ଚାଲିଛି। ଏସବୁ ଅଞ୍ଚଳରେ…
Read More...

ବାଲେଶ୍ବର ଜିଲାରେ ବିରଳ କଇଁଛ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲାର ସୋର ବ୍ଲକ ଅନ୍ତର୍ଗତ ସାଜନପୁର ପଞ୍ଚାୟତ ସୁଜନପୁର ଗ୍ରାମରୁ ଏକ ବିରଳ କଇଁଛ ଉଦ୍ଧାର ହୋଇଥିବା ଜଣାପଡିଛି। ଏହି ଗ୍ରାମର ବାସୁଦେବ ମହାପାତ୍ର ନିଜ ବିଲରେ କାମ କରୁଥିବା ବେଳେ ଏହି କଇଁଛ…
Read More...

କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି: ସିଏମ୍‌ସି କମିଶନର

ଭୁବନେଶ୍ବର: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା କଟକ ଜିଲାରେ ବଢୁଛି। କଟକ ଜିଲାରେ ବେଶି କୋଭିଡ୍‌ କେସ୍‌ ଦେଖାଯାଉ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଜିଲାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୨୧ ମାମଲା, ୨୯ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୩ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୨୧ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି…
Read More...

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଭର୍ଚୁଆଲ୍‌ ବୈଠକ; ଡିପିଆର ଓ ବିନିଯୋଗ ପତ୍ର ଉଚିତ ସମୟରେ ନଦେଲେ…

ଭୁବନେଶ୍ୱର: ଖାରବେଳ ଭବନସ୍ଥିତ ଏମ୍‌ଏସ୍‌ଏମ୍‌ଇ ବିଭାଗ ସମ୍ମିଳନୀ କକ୍ଷଠାରେ ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମାନଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଏମ୍‌ଏସ୍‌ଏମ୍‌ଇ…
Read More...

ସାରଙ୍ଗଡ଼କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ଚିଠି; ଫୁଲବାଣୀ ଓ ବାଲିଗୁଡ଼ା ପାଇଁ ନିଷ୍ପତ୍ତି ଆଜି

ଫୁଲବାଣୀ:କନ୍ଧମାଳ ଜିଲାରେ ବର୍ତ୍ତମାନ ମାତ୍ର ୧୫ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ ୮ଜଣ ସୁସ୍ଥହୋଇ ନିଜ ନିଜ ଘରକୁ ଫେରିଥିବାର ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।…
Read More...

କାରିଗରଙ୍କୁ କନ୍ଦାଉଛି କରୋନା; ବାସ ଖୋଜୁଛନ୍ତି ବିଶ୍ବକର୍ମା !

କୋରାପୁଟ:କୌଳିକ ବୃତ୍ତିକୁ ଜାବୁଡ଼ି ଧରି ପିଢ଼ି ପରେ ପିଢ଼ି ନିଜର ପେଷାକୁ ନିଶାରେ ପରିଣତ କରିଥିବା କାରିଗର ଆଜି କାନ୍ଦୁଛି। କାରିଗରୀ ବିଦ୍ୟାରେ ନିପୁଣ, ତଥାପି ପ୍ରୋତ୍ସାହନ ଶୂନ। ଯେଉଁ କଳା ଓ କାରିଗରୀ ବିଦ୍ୟା ପାଇଁ…
Read More...

ଅପହଞ୍ଚ ଇଲାକାର ପରିବର୍ତ୍ତିତ ଚିତ୍ର: ଆଦିବାସୀଙ୍କ ବଦଳିଛି ଚିନ୍ତାଧାରା, ବଢ଼ିଛି ବିଶ୍ୱାସ

କୋରାପୁଟ: ଦୀର୍ଘଦିନର ପରିଶ୍ରମ ଓ ତୃଣମୂଳସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ପରେ ଦୁର୍ଗମ ଓ ଅପହଞ୍ଚ ଇଲାକାର ଚିତ୍ର ବଦଳିଛି। ଆଦିବାସୀଙ୍କ ଚିନ୍ତାଧାରା ବଦଳିଛି, ବ୍ୟବହାରିକ ପରିବର୍ତ୍ତନ ହୋଇଛି, ବିପଦ ଆଶଙ୍କା…
Read More...

ଅବଳା ନୁହେଁ ଅଲୋଡ଼ା, ଜୀବିକା ପାଇଁ ଯୌବନରେ ବେଡ଼ି !

କୋରାପୁଟ: କିଏ କହେ ଝିଅ ଜନମ ପର ଘରକୁ। ଆଜିର ସମାଜରେ ଅବଳା ଅନେକଙ୍କ ପାଇଁ ଅଲୋଡ଼ା ହୋଇଥାଇପାରନ୍ତି, ସମାଜରେ କନ୍ୟା ଭ୍ରୁଣ ଘଟଣା ବଢ଼ିଥାଇପାରେ, ଈଶ୍ୱରଙ୍କ ସେବାରେ ସମର୍ପିତ ନିର୍ମଳା ଓ ଦୀପାଳି କିନ୍ତୁ ଅଲୋଡ଼ା…
Read More...

ଗଞ୍ଜାମ ପାଇଁ ନୂଆ ରଣକୌଶଳ: ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ର ଓପିଡି ଓ ଏମର୍ଜେନ୍ସିକୁ ତୁରନ୍ତ ଖୋଲାଯିବ

ଭୁବନେଶ୍ବର: ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜିଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।…
Read More...

କରୋନା ଯୋଦ୍ଧାଙ୍କୁ କରୋନା: ଗାଁରେ ଖେଳିଥିଲେ କ୍ରିକେଟ୍‌, ଚାଲିଛି କଣ୍ଟାକ୍ଟ ଟ୍ରେସିଂ

ପିପିଲି: କରୋନା ଯୋଦ୍ଧାଙ୍କଠାରେ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସେ ଗାଁରେ ଥିବାବେଳେ ସାଙ୍ଗସାଥୀଙ୍କ ସହ କ୍ରିକେଟ ଖେଳିଥିଲେ। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ତାଙ୍କ…
Read More...

ସମ୍ବଲପୁର ଜିଲାରେ ଦେଢଶହ ଟପିଲା କରୋନା ଆକ୍ରାନ୍ତ, ୨୨ କରୋନା ଯୋଦ୍ଧା ସଂକ୍ରମିତ

ସମ୍ବଲପୁର: ସମ୍ବଲପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଶହ ଟପିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁଯାୟୀ ଶନିବାର ରାଜ୍ୟରେ ୫୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରେ…
Read More...

୧୦ ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର : ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ୧୦ଟି ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଅନୁଗୁଳ…
Read More...

ବାପାଙ୍କୁ କରୋନା:୧୪ଘଣ୍ଟା ଧରି ପଡ଼ି ରହିଲା ଝିଅର ମୃତଦେହ; ଭୟରେ ପାଖ ମାଡ଼ିଲେନି ଗ୍ରାମବାସୀ

ଭଞ୍ଜନଗର: ପ୍ରଥମେ ମା’କୁ ହେଲା କରୋନା, ସେ ସୁସ୍ଥ ହୋଇ ଫେରିବା ଘରକୁ। ଏହାପରେ ବାପା ହେଲେ କରୋନା ଆକ୍ରାନ୍ତ। ବାପାଙ୍କୁ ଚିକିତ୍ସା ପାଇଁ ନିଆଗଲା କୋଭିଡ୍‌ କେୟାର୍‌ ସେଣ୍ଟରକୁ। ବାପାଙ୍କୁ କୋଭିଡ୍‌ କେୟାର୍…
Read More...

ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡ ପାଇଁ ପ୍ରମୁଖ ସଚିବଙ୍କ ଅର୍ଥ ଦାନ

ଭୁବନେଶ୍ୱର:ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ବ୍ୟକ୍ତିଗତ ଭାବେ ୨୦ ହଜାର ଟଙ୍କା ଚେକ୍‌ ଆକାରରେ ଦାନ କରିଛନ୍ତି । ଏହି…
Read More...

ତେଲନଦୀ ପୋଲ ଉପରେ ଦୁଇ ଟ୍ରକ ମୁହାଁମୁହିଁ, ସୁରକ୍ଷା ପାଚେରି ଉପରକୁ ଚଢିଯାଇ ଝୁଲିପଡିଲା

ବେଲଗାଁ: ଜାତୀୟ ରାଜପଥ ୫୯ ଏବଂ ୨୬ ଉପରେ ରହିଥିବା ବେଲଗାଁ ତେଲନଦୀ ପୋଲରେ ଆଜି ଭୋର ସମୟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଟ୍ରକ୍‌ ଦୁଇଟି ପୋଲତଳକୁ ଖସିପଡ଼ିବାରୁ ଅଲ୍ପକେ ବର୍ତ୍ତିଯାଇଥିବା…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୨୦ଟି ମାମଲା, ୨୫ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୦ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି…
Read More...

କୋହଳ ହେଲା ଆଇଆଇଟିରେ ନାମଲେଖା

ନୂଆଦିଲ୍ଲୀ: ଯୁକ୍ତ ଦୁଇ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାର କିଛି ବିଷୟ ଦେଶର ଅନେକ ବୋର୍ଡ/ପରିଷଦ ସ୍ଥଗିତ ରଖିବା ପରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) କର୍ତ୍ତପକ୍ଷ ଏଥର ନାମଲେଖା…
Read More...

ଜୁଲାଇ ୨୦ରୁ ମିଳିବ ଟେଲି ମେଡ଼ିସିନ୍‌ ସେବା; ଡାକ୍ତରଙ୍କ ସହ ସିଧାସଳଖ କଥା ହୋଇ ରୋଗୀ ପାଇପାରିବେ ଚିକିତ୍ସା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କୋଭିଡ୍‌-୧୯ର ସଂକ୍ରମଣ ଓ କଟକଣା ସମୟରେ ରାଜ୍ୟବାସୀଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଟେଲି ମେଡିସିନ୍‌ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ…
Read More...

ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ : ଭାରତ ସବୁ କ୍ଷେତ୍ରରେ ଆଗକୁ ବଢୁଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ ଅଧିବେଶନରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ବୋଧନ ଦେବେ। ପ୍ରଧାନମନ୍ତ୍ରୀ…
Read More...

ବିଜେପୁରରେ ଲକ୍ଷାଧିକ ଟଙ୍କାର ମାଦକ ଦ୍ରବ୍ୟ ଜବତ, ୩ ଗିରଫ

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ବିଜେପୁର ଥାନା ଅଞ୍ଚଳରୁ ପ୍ରାୟ ୨ଲକ୍ଷ ୫୦ହଜାର ମୂଲ୍ୟର ନିଶା ଔଷଧ, ଇଞ୍ଜେକ୍‍ସନ୍‍ ଓ ମାଦକଦ୍ରବ୍ୟ ଜବତ ସାଙ୍ଗକୁ ଏହି ଘଟଣାରେ ୩ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏକ ବୋଲେରୋ…
Read More...

ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ କମିଶନଙ୍କ ସହ ଭର୍ଚୁଆଲ୍‌ ଅଧିବେଶନ

ଫୁଲବାଣୀ:କୋଭିଡ୍-୧୯ ସଙ୍କଟ କେବଳ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ନାହିଁ ଏହା ବିଶ୍ୱ ଅର୍ଥନିତି ଉପରେ ମଧ୍ୟ ପ୍ରଭାବ ପକାଇଛି। ଏହି ସଙ୍କଟ ସ୍ୱାସ୍ଥ୍ୟ ,ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ପିଲାମାନଙ୍କ ମଧ୍ୟରେ…
Read More...

ଚାଳ ଛପର ଘରେ ବିତୁଛି ଜୀବନ, ସହାୟତାର ହାତ ବଢ଼ାଇବକୁ ନିବେଦନ

ଟିଟିଲାଗଡ଼: ପରିଣତ ବୟସରେ ଚାଳ ଛପର ଘରେ ବିତୁଛି ଜୀବନ। ନିଜର ବୋଲି କେହି ନାହିଁ। ମାଟି ଛପର ଘରଟିଏ ପାଲଟିଛି ଆଶ୍ରା। ଅସରାଏ ବର୍ଷାରେ ଘରେ ପାଣି ପଶି ଯାଉଛି। ଛପର କରିବାକୁ ସମ୍ବଳ ନାହିଁ। ବହୁ ଦୁଃଖକଷ୍ଟରେ ଜୀବନ…
Read More...

ଗଞ୍ଜାମ୍‌ରେ କରୋନା ଭୟାବହତା: ଲୋକମାନେ ଜୀବନ ଓ ମୃତ୍ୟୁକୁ ଅତିନିକଟରୁ ଦେଖୁଛନ୍ତି-ପ୍ରଦୀପ ମାଝି

ନବରଙ୍ଗପୁର: ରାଜ୍ୟସରକାର କରୋନା ମହାମାରୀ ସମୟରେ କେବିକେ ଅନ୍ତର୍ଗତ ନବରଙ୍ଗପୁର ଜିଲା ସମେତ କୋରାପୁଟ,ମାଲକାନଗିରି,କଳାହାଣ୍ଡି.ବଲାଙ୍ଗୀର ଓ କନ୍ଧମାଳ ୬ଟିଜିଲାର ଶତାଧିକ ଡାକ୍ତର ଓ ଲାବରେଟାରୀ ଟେକ୍ନିସିଆନଙ୍କୁ ଗଞାମ…
Read More...

କରୋନା ସଂକଟ ସମୟରେ ରୋଜଗାର କରିବା ଝୁଙ୍କ୍‌ ଆଣିଦେଲା ନୂଆ ପରିଚୟ

ଟିଟିଲାଗଡ଼: କରୋନା ଆଣିଦେଲା ନୂଆ ପରିଚୟ। ଦୃଢ଼ ଆତ୍ମବିଶ୍ବାସ ଦ୍ବାରା ନିଜକୁ ରୋଜଗାରକ୍ଷମ କରାଇପାରିଛନ୍ତି ସେ। ମାସ୍କ ତିଆରି ସାଙ୍ଗକୁ ଜ୍ୟାକେଟ୍‌, ସାଟ୍, କୁର୍ତ୍ତା ତିଆରି କରି ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।…
Read More...

ସମାଜର ମଙ୍ଗଳ ନିମନ୍ତେ ସ୍ଥାୟୀ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଅନ୍ତୁ ଯୁବ ଉଦ୍ୟୋଗୀ:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆତ୍ମନିର୍ଭର ହେବା ପାଇଁ ଆହ୍ୱାନ କରିଛନ୍ତି। ସାଂପ୍ରତିକ ସମୟରେ ନୂଆ ନୂଆ ଇନୋଭେସନ ବା ନବସୃଜନ ମାଧ୍ୟମରେ ସାମାଜିକ ଏବଂ ଅର୍ଥନୈତିକ ଆହ୍ୱାନକୁ…
Read More...

ସ୍ବାମୀ ସାଜିଲା ସ୍ତ୍ରୀ ହନ୍ତା, ମା’କୁ ବଞ୍ଚାଇପାରିଲାନି ଝିଅ

ଭଞ୍ଜନଗର: ଗଞ୍ଜାମ ଜିଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଅଢେଇଗାଁ ଗ୍ରାମରେ ରଶ୍ମିତା ଗୌଡ ନାମକ ଜଣେ ୩୮ ବର୍ଷର ମହିଳାଙ୍କୁ ତାଙ୍କ ସ୍ୱାମୀ ଡାକ ଗୌଡ ଅତି ନୃଂଶସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ…
Read More...

ସ୍ବାଭିବିକ ସ୍ଥିତି ଫେରିନାହିଁ, ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ: ପୁଲିସ କମିଶନର

ଭୁବନେଶ୍ବର: ରାଜ୍ୟର ୪ ଜିଲା ଓ ରାଉରକେଲା ମହାନଗର ଆଜି ରାତି ୯ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ। ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲା ସହିତ ରାଉରକେଲା ମହାନଗରନିଗମ ଲକ୍‌ଡାଉନ୍‌ କରାଯିବ। ତେବେ…
Read More...

ଲକ୍‌ଡାଉନ୍‌ ସମୟରେ ଯୁକ୍ତ ଦୁଇ ଖାତାଦେଖା ପାଇଁ ଜିଲାପାଳ ନିଷ୍ପତ୍ତି ନେଇପାରିବେ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ଯୁକ୍ତ ଦୁଇ ଖାତା ଦେଖାପାଇଁ ଜିଲାପାଳ ନିଷ୍ପତ୍ତି ନେଇପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଗତକାଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ…
Read More...

କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୧ ମାମଲା, ୨୩ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୧୫ରୁ ଜୁଲାଇ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୧ ଟି ମାମଲା ଦାୟର କରାଯାଇଛି। ଏଥିମଧ୍ୟରୁ ୮ଟି ମାମଲା…
Read More...

କୋଭିଡ୍ ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ସରକାରଙ୍କ ଦ୍ୱାରା ବ୍ୟାପକ ‘ତ୍ରି-ସ୍ତରୀୟ’ ବ୍ୟବସ୍ଥା ସୃଷ୍ଟି…

ଭୁବନେଶ୍ବର: ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କର ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକଙ୍କ ସହ ଡ଼ିଜିଟାଲ୍ ମୋଡ୍‌ରେ ଆଜି ଆଲୋଚନା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ…
Read More...

୨୦୨୦-୨୧ ଖରିଫ ଧାନ ସଂଗ୍ରହ, ଚାଷୀଙ୍କ ନାମ ପଞ୍ଜୀକରଣ ଅଗଷ୍ଟ ୧ରୁ

ଭୁବନେଶ୍ୱର: ସର୍ବନିମ୍ନ ସହାୟକ ମୂଲ୍ୟରେ ୨୦୨୦-୨୧ ବର୍ଷରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ପ୍ରକି୍ରୟା ଅଗଷ୍ଟ ୧ ତାରିଖରୁ ଆରମ୍ଭ କରାଯିବ। ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର…
Read More...

କଳାହାଣ୍ଡି ଜିଲା ସମ୍ବନ୍ଧରେ ଏନ୍‌ସିଇଆର୍‌ଟିବହିରେ ବିଭ୍ରାନ୍ତିକର ତଥ୍ୟ; କେନ୍ଦ୍ର ମାନବସଞ୍ଚଳବିକାଶ ମନ୍ତ୍ରୀଙ୍କ ସହ…

ଭୁବନେଶ୍ୱର: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ୱାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ‘ଏନ୍‌ଭର୍ଣ୍ଣମେଣ୍ଟାଲ୍‌ ସାଇନ୍ସ’ (ଇଭିଏସ୍‌) ପୁସ୍ତକରେ ଓଡ଼ିଶାର କଳାହାଣ୍ଡି ଜିଲା…
Read More...

ଅସାମାଜିକ ଯୁବକଙ୍କ ଉନ୍ମତକାଣ୍ଡ, ଗର୍ଭବତୀ ମହିଳାଙ୍କ ପେଟକୁ ମାରିଲେ ଗୋଇଠା, ହେଲା ପ୍ରିମାଚ୍ୟୁର ଡେଲିଭରୀ

ଭୁବନେଶ୍ବର: ଭଦ୍ରକ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି। ଉତୁକୁଡ଼ା ଗ୍ରାମ ପଞ୍ଚାୟତର ବୁରୁଜାଲ ଗ୍ରାମର କିଛି ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରାଯାଇଛି। ଏହି ଅଞ୍ଚଳରେ…
Read More...

ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ, ଶୁଣିଲେନି ଆଇଆଇସି; ନ୍ୟାୟ ପାଇଁ ମାନାବାଧିକାର କମିଶନରଙ୍କ ଦ୍ବାରସ୍ଥ ହେଲା…

ଭୁବନେଶ୍ୱର: ଦୀର୍ଘ କିଛି ଦିନ ଧରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡ଼ା ଗ୍ରାମ ପଂଚାୟତ ସମେତ ଏକାଧିକ ଗ୍ରାମର ମହିଳାମାନଙ୍କୁ ସେହି ଅଞ୍ଚଳର କିଛି ଅସାମାଜିକ ଯୁବକ ଶାରିରୀକ ତଥା ମାନସିକ…
Read More...

ସମ୍ପତ୍ତି ପାଇଁ ଜୀବନ ଗଲା: ବାପାମା’ ଛେଉଣ୍ଡ ହେଲେ ୪ ପୁଅଝିଅ; ଠେଙ୍ଗାରେ ପିଟି ପିଟି କକାଙ୍କୁ ମାରିଦେଲେ ପୁତରା

ସିନ୍ଧେକେଲା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢିପଦର ଗାଁରେ ଏକ ହତ୍ୟାକାଣ୍ଡ ଘଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜମି ବିବାଦକୁ ନେଇ ପୁତୁରା ମାନେ ନିଜ କକାଙ୍କୁ ପିଟି ପିଟି ହତ୍ୟା…
Read More...

ସିଭିଲ୍‌ ଇଞ୍ଜିନିୟରିଂ ଛାତ୍ରଙ୍କ ଅଭିନବ ଉଦ୍ୟମ; ଛାତ ଉପରେ କରୁଛନ୍ତି ପରିବା ଚାଷ

ପାଟଣା: କରୋନା କଟକଣା ସମୟରେ ଅଧିକାଂଶ ଯୁବକ ଘରେ ହାତ ବାନ୍ଧି ବସିଛନ୍ତି। ତେବେ ଢେଙ୍କିକୋଟର ଜଣେ ସିଭିଲ ଇଂଜିନିୟରିଂ ପାସ୍ କରିଥିବା ଛାତ୍ରଙ୍କ ଛାତ ଉପରେ ପରିବାଚାଷ କରୁଛନ୍ତି। ତାଙ୍କର ଅଭିବନ ଉଦ୍ୟମରେ ପରିବା…
Read More...

ଟ୍ରକ୍‌ ଉପରେ ଚଢ଼ିଗଲା ମାଲ୍‌ବାହୀ ଟ୍ରେନ୍‌, ଡେଇଁପଡ଼ି ଜୀବନ ବଞ୍ଚାଇଲେ ଡ୍ରାଇଭର

ପାରାଦୀପ: ଟ୍ରକ୍‌ ଉପରେ ଚଢ଼ିଗଲା ମାଲବାହୀ ଟ୍ରେନ୍‌, ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଉପରେୁ ଡେଉଁପଡ଼ିଥିଲେ ଡ୍ରାଇଭର। ଟ୍ରେନ୍‌ଟି ଟ୍ରକ୍‌ଟିକୁ କିଛି ବାଟ ଘୋଷାଡ଼ି ନେଇଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି।…
Read More...

ସେପ୍ଟେମ୍ବରରେ ବସିବ ବିଧାନସଭା:ବାଚସ୍ପତି

ଭୁବନେଶ୍ବର: ଆସନ୍ତା ବିଧାନସଭା ଅଧିବେଶନ ସେପ୍ଟେମ୍ବର ମାସରେ ବସିବ। ଏଥିନେଇ ବିଚାର ବିମର୍ଶ ଚାଲିଛି। ଲୋକସଭା ବାଚସ୍ପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ବିଧାନସଭା ଅଧିନେବଶ ଅନୁଷ୍ଠିତ ହେବ। ଏହି…
Read More...

ଜୀବନ ବଞ୍ଚାଇଲା ମଶାରୀ, ଫଣା ଟେକି ବସିଲା ନାଗସାପ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଉତ୍ତରା ଛକ ନିକଟସ୍ଥ ଶଙ୍କର ମୁଦୁଲିଙ୍କ ଫାର୍ମ ହାଉସରେ ଗତକାଲି ଶୋଇଥିଲେ କିଛି ନିର୍ମାଣ ଶ୍ରମିକ। ଅଲେଖ ପ୍ରଧାନ ଏବଂ ଶରତ ନାୟକ ଏକ ମଶାରୀ ଟାଣି ତା’ ଭିତରେ ଶୋଇ ଥିଲେ। ବିଳମ୍ବିତ…
Read More...

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କରୋନା ଆକ୍ରାନ୍ତ, ସ୍ଥାନାନ୍ତର ହେବ ଓପିଡି

ଖୋର୍ଦ୍ଧା: କରାଳ କାୟା ମେଳାଉଛି କରୋନା । ଜିଲା ସମେତ ସଦର ମହକୁମାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ମଙ୍ଗଳବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଆଗ ଧାଡ଼ିର କରୋନା…
Read More...

କୋଭିଡ୍‌ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୪ ମାମଲା

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୪ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୯ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ, ୨ଟି…
Read More...

ଅଧ୍ୟକ୍ଷଙ୍କୁ ହେଲା କରୋନା, ବନ୍ଦ ହେଲା ଯୁକ୍ତ ଦୁଇ ଖାତା ଦେଖା

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲାର ଏକ କଲେଜରେ ଜଣେ ଅଧ୍ୟକ୍ଷ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅଧ୍ୟକ୍ଷ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ…
Read More...

ଧାମରାରେ ବନମହୋତ୍ସବ, ଚାରା ବଣ୍ଟନ କଲା ବନବିଭାଗ

ଧାମରା: ବନବିଭାଗ ତରଫରୁ ଧାମରାରେ ୭୧ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବନ ବିଭାଗ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ଧାମରା ବନପାଳ ଗଦାଧର ବିଶ୍ୱାଳ ନିକଟସ୍ଥ ଚନ୍ଦନୀପାଳ ଠାରେ ଏକ ନର୍ସରୀ…
Read More...

ମହାନଦୀ ପାଣି ପାଇଁ ଓଡିଶାର ସ୍ୱାର୍ଥ ଜଗିଛି କିଏ ; ବିଜେଡି ଓ ବିଜେପି କେବଳ ଭୋଟ ରାଜନୀତିରେ ବିଶ୍ୱାସ…

ଭୁବନେଶ୍ୱର: ମହାନଦୀ ଜଳବିବାଦକୁ ନେଇ ଛତିଶଗଡ ବିଜେପି ସରକାର ଓ ଓଡିଶା ବିଜେଡି ସରକାର ବହୁ ରାଜନୀତି କଲେ। ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସେମାନଙ୍କର ଆନ୍ତରିକତା ନଥିଲା ବୋଲି ଏକ ପ୍ରେସ୍‌ ବାର୍ତ୍ତାରେ ପିସିସି…
Read More...

କରୋନାକୁ ହରାଇଲେ ୮୧ ବର୍ଷୀୟ ବୃଦ୍ଧ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଗୋପୀନାଥ ଡାକୁଆଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ କଥା ହୋଇ ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ। ପରିଣତ…
Read More...

କୋଭିଡ୍‌ ନିୟମ ଉଲ୍ଲଙ୍ଘନ: ରାଜ୍ୟରେ ମୋଟ ୬୯୧୯ଟି ମାମଲା, ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୪.୫ କୋଟି ଜୋରିମାନା ଆଦାୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚସ୍ତରୀୟ ବୈଠକରେ ପୁଲିସ ମହାନିର୍ଦେଶକ ଅଭୟ କହିଥିଲେ ଯେ ରାଜ୍ୟରେ କୋଭିଡ ନିୟମାବଳୀର ଅନୁପାଳନକୁ କଡାକଡି କରାଯାଇଛି। କୋଭିଡ୍‌ ନିୟମ ତଥା ମାର୍ଗଦର୍ଶିକା…
Read More...

କରୋନା ମୁକାବିଲା: ୬୧୨୮ଟି ସିସିଏଚରେ ୬୧,୪୧୦ ଶଯ୍ୟା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା କୋଭିଡ କେୟାର ହୋମ୍‌ ଏବଂ କ୍ଲଷ୍ଟର ଟିଏମ୍‌ସି ସଂପର୍କରେ ସୂଚନା ଦେଇ ପଞ୍ଚାୟତରାଜ ପ୍ରମୁଖ ସଚିବ କହିଥିଲେ ଯେ କରୋନା ଭୂତାଣୁ ସଂକ୍ରମଣ ଭୂତାଣୁକୁ ପ୍ରତିହତ…
Read More...

ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ୯୦୦୦ ବୃଦ୍ଧି କରାଯିବ, ଏଥିପାଇଁ ଘରୋଇ ଚିକିତ୍ସାଳକୁ ଦିଆଯିବ ଅନୁମତି

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭୦୦୦ ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଅଧିକ ଘରୋଇ…
Read More...

କୋବିଦ ମୁକାବିଲା: ଫୋକସରେ ୫ ଜିଲା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥଲେ। କୋଭିଡ୍‌ ମୁକାବିଲା ସହିତ ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଓ ଫୋକସ୍‌…
Read More...

କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ସତ୍କାର କରାଯିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ…
Read More...

କରୋନା ଆକ୍ରାନ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ, ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବେ ସରକାର

ଭୁବନେଶ୍ବର: କରୋନା ଆକ୍ରାନ୍ତ ରୋଗୀ ହୋମ୍‌ ଆଇସୋଲେସନ୍‌ ସୁବିଧା ଥିଲେ ଘରେ ରହି ଚିକିତ୍ସା ପାଇଁ ଅନୁମତି ମିଳିବ। ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଲୋକଙ୍କ ପାଇଁ ଜଣେ ଘରଲୋକ ରହିବେ। ଘରର ସମ୍ପୃକ୍ତ ସାବାଳକ ବ୍ୟକ୍ତି…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୪୦ ମାମଲା

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୧୨ରୁ ଜୁଲାଇ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୪୦ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୩୯ଟି…
Read More...

କରୋନା ଭୂତାଣୁର ଷ୍ଟେବୁଲ୍‍ କଲ୍‍ଚର୍‍ ପ୍ରତିପାଦନରେ ସଫଳ ହେଲା ଆଇଏଲ୍‍ଏସ୍‍

ଭୁବନେଶ୍ୱର: ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନ ସ୍ୱାୟତ୍ତ ସଂସ୍ଥା ଭୁବନେଶ୍ୱରସ୍ଥିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ୍‍ ସାଇନ୍‍ସେ୍‍(ଆଇଏଲ୍‍ଏସ୍‍) ଭେରୋ ସେଲ୍‍ର ଉପଯୋଗ କରି ସଂକ୍ରମିତ ରୋଗୀଙ୍କ ନମୁନାରୁ…
Read More...

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର, ଚିକିତ୍ସିତ ହେବେ ଅଳ୍ପ ଲକ୍ଷଣ ଓ ଲକ୍ଷଣ ବିହୀନ କରୋନା…

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର ପ୍ରତିଷ୍ଠା କରାଯିବ, ଯେଉଁଠି ଅଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ। ଏଥିନେଇ ରାଜ୍ୟ ସରକାର ପଦକ୍ଷେପ…
Read More...

ପେଟରୋଗ ଚିକିତ୍ସା ପାଇଁ ଆସିଥିଲେ ହସ୍‌ପିଟାଲ୍‌, ବାହାରିଲା କରୋନା ପଜିଟିଭ୍‌

ପିପିଲି : ପିପିଲି ଦାଣ୍ଡମୁକୁନ୍ଦପୁର ଅଞ୍ଚଳରେ ଭଡାଘରେ ରହୁଥିବା ଏକ ପରିବାରର ଜଣେ ୨୪ ବର୍ଷିୟା ବିବାହିତା ମହିଳା ଗତ କିଛିଦିନ ହେବ ପେଟ ରୋଗରେ ପିଡିତ ଥିଲେ। ଚିକିତ୍ସା ପାଇଁ ସେ ଭୁବନେଶ୍ୱରର କ୍ୟାପିଟାଲ ହସ୍‍ପିଟାଲ…
Read More...

ଧୂମକେତୁ କ’ଣ ଓ ଏହା କେଉଁଠୁ ଆସନ୍ତି?

ଧୂମକେତୁ ବା ଲଞ୍ଜା ତାରା କହିଲେ ଆମେ ବୁଝିଥାଉ ଆକାଶରେ ଦେଖାଯାଉଥିବା ଗୋଟିଏ ବିରାଟ ଲାଞ୍ଜଥିବା ତାରାଟିଏ, ଯାହା କ୍ୱଚିତ୍‍ ଦେଖାଯାଏ। ଲକ୍ଷ ଲକ୍ଷ ସଂଖ୍ୟକ ଧୂମକେତୁ ସୂର୍ଯ୍ୟ ଚାରିପାଖରେ ଅତ୍ୟଧିକ ଉପବୃତ୍ତାକାର କକ୍ଷ…
Read More...

ଥାନାରୁ ଖସି ଦୌଡ଼ୁଥିଲେ, ଚଢ଼ିଗଲା ଟ୍ରକ୍

ରାୟଗଡ଼ା: ରାୟଗଡ଼ା ଥାନା ସମ୍ମୁଖରେ ଅଭାବନୀୟ ଘଟଣା। ପ୍ରେମ ପ୍ରତାରଣା ମାମଲାରେ ଜଣେ ଅଭିଯୁକ୍ତ ଟିକିରି ପୁଲିସ ଦ୍ବାରା ଗିରଫ ହୋଇଥିଲା। ଟିକିରି ପୁଲିସ ପକ୍ଷରୁ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ରାୟଗଡ଼ା…
Read More...

ବ୍ରହ୍ମପୁର ସହର ସୀମା ସିଲ୍‌, ପରବର୍ତ୍ତି ନିର୍ଦେଶ ପର୍ଯ୍ୟନ୍ତ ଯିବାଆସିବା ମନା

ବ୍ରହ୍ମପୁର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ରହ୍ମପୁର ସହରରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆଜି ସାମ୍ବାଦିକ…
Read More...

କୋଭିଡ୍‌ କେୟାର୍‌ ହୋମ୍‌ ପାଇଁ ଘରୋଇ ସଂସ୍ଥାକୁ ମିଳିବ ଅନୁମତି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ନିଜ ଅନୁଷ୍ଠାନ ୧୦ରୁ ୨୦ କର୍ମଚାରୀଙ୍କ ସୁବିଧା ଓ ମାନସିକ ସ୍ବଚ୍ଛତା ପାଇଁ ଘରୋଇ ସଂସ୍ଥା କରିପାରିବେ କୋଭିଡ୍‌ କେୟର୍‌ ହୋମ୍ କରିପାରିବେ। ବଡ଼ ସଂସ୍ଥାମାନଙ୍କୁ କୋଭିଡ୍‌ କେୟାର ସେଣ୍ଟର ପାଇଁ ଅନୁମତି…
Read More...

କୋଭିଡ୍‌ ନିୟମ ଉଲ୍ଲଙ୍ଘନ: ଜବତ ହେଲା ବିବାହ ଭୋଜି, ବର ନାମରେ ଥାନାରେ ମାମଲା

ମୋହନା: ମୋହନା ବ୍ଲକ ଅନ୍ତର୍ଗତ ଗୋଠବୋଲି ଗ୍ରାମରେ ବିବାହ ଭୋଜି ଚାଲିଥିଲା। ହଜାରେ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ଯାଇଥିଲା। ତେବେ ଲୋକେ ଭୋଜି ଖାଇବା ପୂର୍ବରୁ ପହଞ୍ଚିଲେ ମୋହନା ତହସିଲ୍‍ଦାର କଲ୍ୟାଣୀ ସଂଘମିତ୍ରା ଦେବୀ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୮ ମାମଲା, ୪୫ ଗିରଫ

ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୮ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୬ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ମାମଲା ହୋମ୍‌…
Read More...

ମହାକାଶରେ ମହାଜାଗତିକ ଘଟଣା, ଦେଖାଗଲା ଶତାବ୍ଦୀର ପ୍ରଥମ ଧୂମକେତୁ

ଭୁବନେଶ୍ୱର: ଜୁଲାଇ ମାସରେ ମହାକାଶରେ ମହାଜାଗତିକ ଘଟଣା ଦୃଶ୍ୟମାନ ହୋଇଛି। ଆଜି ମହାକାଶରେ ଶତାବ୍ଦୀର ପ୍ରଥମ ଧୂମକେତୁ ଧୂମକେତୁ ଦେଖିବାକୁ ମିଳିଛି। ତେବେ ଭୁବନେଶ୍ବରରେ ଆକାଶ ମେଘାଚ୍ଛନ ଥିବାରୁ ଖାଲି ଆଖିରେ ଏହା…
Read More...

ସଇନ୍ତଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନମହୋତ୍ସବ

ସଇନ୍ତଲା: ଏହି ବ୍ଲକ ଅଧିନସ୍ଥ କୁଇକେଡ଼ା ପଞ୍ଚାୟତର ରେଗାଂଲି ହାଇସ୍କୁଲରେ ବନମହୋତ୍ସବ ପାଳିତ ହୋଇଯାଇଛି। ପରିବେଶ ପ୍ରେମୀ ତଥା ପ୍ରଧାନଶିକ୍ଷକ କୁଳମଣୀ ଯୋଶୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଯୁବକଙ୍କ ଜୀବନ ନେଲା ୧୧ହଜାର କେଭି ବିଦ୍ୟୁତ୍‌ ତାର

ବରପାଲି଼: ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଭୁଲ ଯୋଗୁ ବିନା କାରଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ୧୧ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରବିବାର ବରପାଲି ବ୍ଲକ ବିଶିପାଲି ଗାଁର ଜୈନେକ ୩୭ବର୍ଷିୟ ଯୁବକଙ୍କ…
Read More...

ମୃତ୍ୟୁ ପୁର୍ବରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ସୋର: ଖଇରା ଥାନା ମିଟୁଆଣୀ ଗ୍ରାମର ପିତାମ୍ବର ଲେଙ୍କା ମୃତ୍ୟୁ ପୂର୍ବରୁ ନିଜ ଫେସବୁକ ଲାଇଭ ସହ ନିଜେ ମୃତ୍ୟୁ ସମୟର ଭିଡିଓ ଭାଇରାଲ କରିଛନ୍ତି । ପିତାମ୍ବରଙ୍କ ମୃତ୍ୟୁ ପୁର୍ବରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ…
Read More...

କରୋନା ଚିକିତ୍ସା ପାଇଁ ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ଚିିକିତ୍ସା ଆରମ୍ଭ

ଭୁବନେଶ୍ବର: କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କ୍ଷମତା ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ପ୍ଲାଜ୍‌ମା…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୪ ମାମଲା, ୩୦ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୪ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୨ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୧ଟି…
Read More...

କୋଭିଡ-୧୯ର ମୁକାବିଲା ପାଇଁ ଆରସିଏଫ୍‌ ଆଣିଲା ସେଫ୍‌ରୁଲା ହାତଧୁଆ ଜେଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ କୋଭିଡ ମୁବାବିଲାରେ ସହାୟତା କରିବା ପାଇଁ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର (ଆରସିଏଫ୍‌) ଏକ ହାତଧୁଆ ଆଇପିଏ ଜେଲ୍‌ ପ୍ରସ୍ତୁତ କରିଛି। ଏହାର ନାମ ରଖାଯାଇଛି ଆରସିଏଫ୍‌…
Read More...

କରୋନା ଆକ୍ରାନ୍ତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସେମାନଙ୍କର ଦ୍ରୁତ ଆରୋଗ୍ୟ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତମାନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା…
Read More...

ଯଥାର୍ଥ ଶିକ୍ଷା ଓ ଦକ୍ଷତା ରହିଥିବା ସୁସ୍ଥ ଜନସଂଖ୍ୟା ଗୋଟିଏ ସମୃଦ୍ଧ ଜାତିର ଉତ୍‌ପ୍ରେରକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ କହିଛନ୍ତି ଯେ, ଯଥାର୍ଥ ଶିକ୍ଷା ଓ ଦକ୍ଷତା ରହିଥିବା ସୁସ୍ଥ ଜନସଂଖ୍ୟା ଗୋଟିଏ ସମୃଦ୍ଧ ଜାତିର ଉତ୍‌ପ୍ରେରକ। ଏକ ଉନ୍ନତ ଜାତି ନିର୍ମାଣ…
Read More...

ବାପାଙ୍କ ଠେଙ୍ଗା ମାଡ଼ରେ ପୁଅର ଗଲା ଜୀବନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅନ୍ତର୍ଗତ ଗୋଡିଗାଁ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମରେ ମଦ୍ୟପ ବାପାଙ୍କ ଠେଙ୍ଗା ମାଡ଼ରେ ପୁଅର ଜୀବନ ଚାଲି ଯାଇଛି। ଗତ ରାତିରେ…
Read More...

ପୋଖରୀରେ ପାହାଚରେ ଖସିଲା ଗୋଡ଼, ଗଭୀର ଜଳରେ ବୁଡି ପ୍ରାଣ ହରାଇଲେ ବାଳକ

କେଶଦୁରାପାଳ : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଆର୍ଗଦା ଗ୍ରାମର ଶରତ ଜେନାଙ୍କ ପୁଅ ଆଶୀଷ ଜେନା(୧୨) ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଆଜି ସକାଳ ୯ଟା ସମୟରେ ଅସୁରା ପୋଖରୀରେ ଗାଧୋଉଥିବାବେଳେ ପାହାଚରୁ ଗୋଡ…
Read More...

ବନ ମହୋତ୍ସବ ସପ୍ତାହ : ୫୦ରୁ ଅଧିକ ଔଷଧୀୟ ଚାରା ରୋପଣ

ଭୁବନେଶ୍ବର: ଭିଏସ୍‌ଏସ୍‌ ନଗରରେ ବନ ମହୋତ୍ସବ ସପ୍ତାହ ପାଳନ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…
Read More...

ବିଜେପିର ରାଜ୍ୟ ପଦାଧିକାରୀ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ବୈଠକ; ୬ ମାସ ପାଇଁ ପ୍ରସ୍ତୁତ ହେଲା ରାଜନୈତିକ ଖସଡ଼ା

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ବିଜେପିର ପ୍ରଥମ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ। ଏହି…
Read More...

କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ବ୍ୟାପକ ସଚେତନତା ପାଇଁ ଅଫିସରମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶରେ ଦିନକୁ ଦିନ ଜଟିଳ ରୂପ ନେଉଛି । ଏଥିପାଇଁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ସମୀକ୍ଷା ବୈଠକ କରିଥିଲେ । ବ୍ୟକ୍ତିଗତ ଭାବେ ସଫାସୁତୁରା…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୫ ମାମଲା, ୨୧ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୫ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି…
Read More...

ସିମେଣ୍ଟ କାରଖାନାରେ ମିଳୁଛି କମ୍‌ ଦରମା, ପ୍ରତିବାଦରେ ପାଞ୍ଚ ଦିନ ହେଲା କାମକୁ ଆସୁନାହାନ୍ତି ଟ୍ରକ୍‌ଚାଳକ ଓ ହେଲ୍‌ପର

ପଟ୍ଟାଙ୍ଗି: ସିମେଣ୍ଟ କାରଖାନାରେ ଟ୍ରକ୍‌ଚାଳକ ଓ ହେଲ୍‌ପରଙ୍କୁ କମ୍‌ ଦରମା ଦିଆଯାଉଛି। ସେମାନେ ଦିନରାତି ଘର ବାହାରେ ରହୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଦରମା ବୃଦ୍ଧି ଓ…
Read More...

ରାଞ୍ଚି-ବିଜୟୱାଡା ରାଜପଥରେ ସଡ଼କ ଦୁର୍ଘଟଣା: ବାଇକ ଆରୋହୀ ମୃତ, ପଥଚାରୀ ଗୁରୁତର

ଦେବଗଡ:ଦେବଗଡ ଥାନା ଅନ୍ତର୍ଗତ ଦୁଗୁଡା ନିକଟସ୍ଥ କମଳାବଗିଚା ଗ୍ରାମଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ରାଜପଥରେ ଆଜି ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ପଥଚାରୀ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଆରୋହୀଙ୍କର ଘଟଣା…
Read More...

ଡକାୟତି ଅଭିଯୋଗରେ ଯୁବକ ଗିରଫ

କେଶଦୁରାପାଳ:ଡକାୟତି ଅଭିଯୋଗ ରେ ଜଣେ ଯୁବକ ଦେଓଗାଁ ଅଞ୍ଚଳରୁ ଗିରଫ ହୋଇଥିବା ଜଣାପଡ଼ିଛି । ସୁଚନା ରୁ ଜଣାଯାଏ ହରିଚନ୍ଦନପୁର ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ଏକ ଡକାୟତି ହୋଇଥିବା ନେଇ ବରିପାଳ ଗ୍ରାମର ସୁନିଲ…
Read More...

ୟୁଡବ୍ଲୁଇଆଇ ଯୋଜନା: ଟିଟିଲାଗଡ ପୌରାଞ୍ଚଳରେ ୭୮ଟି ପ୍ରକଳ୍ପ ପାଇଁ ୯୪ ଲକ୍ଷ ଟଙ୍କା ମଞ୍ଜୁର, ମିଳିଲା ଚିତ୍ରକରଙ୍କୁ…

ଟିଟିଲାଗଡ଼: ସମ୍ପ୍ରତି କରୋନା ମହାମାରି ସମୟରେ ସଟଡାଉନ, ଲକଡାଉନ ନେଇ ସହରାଞ୍ଚଳରେ ବେରୋଜଗାର ହାର ଦୃତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ବିଶେଷ କରି ବିଭିନ୍ନ ସାମାଜିକ କାର୍ଯ୍ୟ, ରାଜନୈତିକ ସଭାସମିତି ପ୍ରଭୃତି…
Read More...

ବଦଳୁନି ’ଜନନୀ’ର ଦୁଃଖ: କାଶୀପୁରରେ ଏବେ ବି ଗର୍ଭବତୀଙ୍କ ଭରସା ଖଟିଆ ଓ ଷ୍ଟ୍ରେ​‌ଚର୍

କାଶୀପୁର:କେବଳ କାଗଜ କଲମରେ ସୀମିତ ଲୋକଙ୍କ ବିକାଶ। ଏହାର କେନ୍ଦ୍ର ସ୍ଥଳି ପାଲଟିଛି ରାୟଗଡା ଜିଲାର କାଶୀପୁର ବ୍ଲକ। ଗତ ପ୍ରାୟ ୩୦ବର୍ଷ ହେବ ଅନାହାର ଓ ଅଖାଦ୍ୟ ଜନିତ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ଜାତୀୟ ଓ…
Read More...

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୯୦୦ କେଜି ମହୁଲ ପୋଚ, ୫୯ ଲିଟର ଦେଶୀ ରନ୍ଧା ମଦ ଜବତ

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଅଧିକ୍ଷକ ସିଦେ୍ଧଶ୍ୱର ବେସରା ଙ୍କ ଆଦେଶ କ୍ରମେ ଅବକାରୀ ନିରୀକ୍ଷକ ଯେସେଫ ୱାଟିୟର ନାଏକ, ଓଆଇସି ବଙ୍ଗୋମୁଣ୍ଡା ଗୋବର୍ଦ୍ଧନ ରଣା, ଏଏସଆଇ ଅଲେଖ ପୁଟେଲ,…
Read More...

୩୦ ଶାଗୁଆନ ଗଣ୍ଡି ଚାଲାଣ ଅଭିଯୋଗ; ଟ୍ରାକ୍ଟର ଜବତ

ଲାଠୋର:ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ବନାଞ୍ଚଳ ଅଧିନ ବେନ୍ଦେର ସଂରକ୍ଷିତ ଜଙ୍ଗଲ ନିକଟ ମାଲପଡା ଗ୍ରାମ ଠାରୁ ଗୁରୁବାର ରାତିରେ ବନବିଭାଗ ବାହାରକୁ ଚାଲାଣ ହେଉଥିବା ଶାଗୁଆନ ଗଣ୍ଡି ବୋଝେଇ ଏକ ଟ୍ରାକ୍ଟରକୁ ଜଗତ…
Read More...

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ବାଦଶ ପରୀକ୍ଷାଫଳ, କରୋନା ପରିସ୍ଥିତି ପାଇଁ ବାହାରିଲାନି ମେଧା ତାଲିକା

ଭୁବନେଶ୍ବର: ଆଜି ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। ଆଇସିଏସ୍‌ଇ ଦଶମ ପାସ୍‌ହାର ୯୯.୩୩% ଏବଂ ଆଇଏସ୍‌ସି ଦ୍ବାଦଶ ପାସ୍‌ହାର ୯୬.୮୪%। ଆଇସିଏସ୍ଇ ଏବଂ ଆଇଏସ୍‌ଇ ୱେବ୍‌ସାଇଟ୍‌ cisce.org…
Read More...

ଠିକାଦାରଙ୍କଠାରୁ ୩୩ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଶ୍ବନାଥପୁର ଜେଇ ତଥା ବନ୍ଧବାରି ଜିପିଟିଏ ସୁବ୍ରତ ମଲ୍ଲିକ। କଳାହାଣ୍ଡି ଜିଲ୍ଲା ଲାଞିଗଡ ବ୍ଳକ କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ମଲ୍ଲିକ ବିଲ୍‌ ପାସ କରାଇବାକୁ ୩୩ହଜାର…
Read More...

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ: ଗାଡ଼ିରୁ ୯୯, ୯୫୦ଟଙ୍କା ଓ ବ୍ଲାଙ୍କ ଚେକ୍ ଜବତ

କୁଚିଣ୍ଡା: କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକଙ୍କ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ବିଭିଗ ପକ୍ଷରୁ ଚଢାଉ କରାଯାଉଥିବା ଜଣାଯାଇଛି। ଭିଭିଲାନ୍ସ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ…
Read More...