କୋରାପୁଟରେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌

କୋରାପୁଟ:କରୋନା ସଂକ୍ରମଣକୁ ଦେଖି ଜୁଲାଇ ୩୧ ପର୍ଯ୍ୟନ୍ତ କୋରାପୁଟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ଜିଲାର ୩ ପୌରାଞ୍ଚଳ, ଗୋଟିଏ ଏନ୍‌ଏସି, ୩ ପଞ୍ଚାୟତର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି ବୋଲି କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। କୋରାପୁଟ, ଜୟପୁର, ସୁନାବେଡ଼ା ପୌରାଞ୍ଚଳ, କୋଟପାଡ଼ ଏନ୍‌ଏସି, ଲକ୍ଷ୍ମୀପୁର, ମାଥାଲ୍‌ପୁଟ ଓ ଚାରଙ୍ଗୁଲ ପଞ୍ଚାୟତରେ ମଧ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇ ଦିଆଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Comments are closed.