ବନ୍ୟାରେ ବର୍ଷକର ଅମଳ ଧୋଇଯିବା ଆଶଙ୍କା; ୫ଦିନ ହେଲା ଶହଶହ ଏକର ଚାଷଜମିରେ ଲହଡି ମାରୁଛି ବନ୍ୟାପାଣି

ଆରଡି: ଚାନ୍ଦବାଲି ବ୍ଲକରେ ପ୍ରବାହିତ ହେଉଥିବା ବୈତରଣୀ ନଦୀରେ ଦେଖାଦେଇଥିବା ବନ୍ୟା ତଳମୁଣ୍ଡରେ ଅର୍ଥାତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଞ୍ଚାୟତରେ ସମାନ୍ୟ ବନ୍ୟାପାଣି କମିଛି। ହେଲେ ସୋମବାର ପୂର୍ଣ୍ଣିମା…
Read More...

୧୦୮ ଫାର୍ମାସିଷ୍ଟଙ୍କ ମହାନତା: ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଲେ ୩ କିମି ରାସ୍ତା

ମୋହନା: କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ତଥା ମୌଳିକ ସମସ୍ୟାର ସମାଧାନ ପାଇଁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଳକର…
Read More...

ଦାୟିତ୍ବ ଗ୍ରହଣ ପରେ ଆକ୍ସନ ମୋଡ଼୍‌ରେ ମୁଖ୍ୟମନ୍ତ୍ରୀ ଚନ୍ନି

ଚଣ୍ଡିଗଡ: ଚରଣଜିତ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତିି। ଏହାପରେ ସେ ତାଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ…
Read More...

ଜିଲ୍ଲା ପ୍ରଶାସନର ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ…
Read More...

କୋଠ ଘର ଛାଡ଼ି ପ୍ରକାଶଙ୍କ ପରିବାର ଏବେ ଭଡାଘରେ; ଆବାସ ଯୋଜନା ତାଙ୍କ ପାଇଁ ସାତସପନ

ଚିକିଟି: ସାଧାରଣ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାକୁ ସରକାର ବହୁବିଧ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନା ଓ ପେଟକୁ ମୁଠାଏ ଖାଇବା ପାଇଁ ଖାଦ୍ୟସୁରକ୍ଷା ଯୋଜନା ଭଳି…
Read More...

ରାଜଧାନୀରେ ନାଳରେ ଭାସିଯାଇ ଛାତ୍ର ମୃତ୍ୟୁ ଘଟଣା; ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ରାଜଧାନୀରେ ନାଳରେ ଭାସିଯାଇ ପ୍ରାଣ ହରାଇଥିବା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ରିଲିଫ୍ କୋଡ୍ ଅନୁସାରେ ଜ୍ୟୋତିପ୍ରକାଶଙ୍କ…
Read More...

ରୋଟାରୀ ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା

ଛତ୍ରପୁର: ସାଂପ୍ରତିକ ସାମାଜିକ ବ୍ୟବସ୍ଥାରେ ଆମ ଜିଲ୍ଲାର ଛାତ୍ରଛାତ୍ରୀ ଖୁବ ପରିଶ୍ରମୀ ଓ ସେମାନେ ଭଲ ପାଠ ପଢୁଛନ୍ତି କିନ୍ତୁ ଉତ୍ତମ ବ୍ୟକ୍ତିତ୍ୱ ବିକାଶ ଏବଂ ଦୁର୍ବଳ ଯୋଗାଯୋଗ ଦକ୍ଷତା ଯୋଗୁଁ ସେମାନେ ଭବିଷ୍ୟତରେ…
Read More...

୬ ମାସ ହେଲା ଦରମାରୁ ବଞ୍ଚିତ ଆତ୍ମା କର୍ମଚାରୀ; ନିୟମିତ ଦରମା ଓ ମହଙ୍ଗାଭତ୍ତା ଦାବୀରେ ୨୦ରୁ ସମୂହଛୁଟି

ନବରଙ୍ଗପୁର: ନବରଙ୍ଗପୁର କୃଷି, ବୈଷୟିକ ପରିଚାଳନା ସଂସ୍ଥା(ଆତ୍ମା)ରେ କାର୍ଯ୍ୟରତ କର୍ମଚାରୀମାନେ ନିର୍ଦ୍ଦେଶକ, ରାଜ୍ୟ ନୋଡାଲ ଅଧିକାରୀ, କୃଷି ସଚିବଙ୍କ ଉଦ୍ଦେଶ୍ୟରେ ଜିଲା ମୁଖ୍ୟ କୃଷି ଅଧିକାରୀ ଟଙ୍କଧର ସାହୁଙ୍କୁ…
Read More...

ବୈତରଣୀ ନଦୀର ତଳମୁଣ୍ଡରେ କମୁଛି ବନ୍ୟାଜଳ, ୪ଟି ପଞ୍ଚାୟତର ବହୁ ଗାଁ ଏବେବି ପାଣି ​ଘେ​‌ରରେ

ଆରଡ଼ି: ବୈତରଣୀ ନଦୀର ତଳମୁଣ୍ଡରେ ବନ୍ୟାପାଣି କମିବାରେ ଲାଗିଛି। ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଜୁଆର ସମୟରେ ବନ୍ୟାପାଣି ନିଷ୍କାସନ ଠିକ ଭାବେ ହେଉ ନ ଥିବାରୁ ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ଟି ପଞ୍ଚାୟତର…
Read More...

ମନୋରମା ମହାପାତ୍ରଙ୍କ ବିୟୋଗରେ ଶୋକସଭା

ପିପିଲି: ପ୍ରଖ୍ୟାତ ସାହିତ୍ୟିକା, ସମାଜସେବିକା, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନାର ସାବଲୀୟ ଓ ଲାଳିତ୍ୟ ଭାଷ୍ୟକାର, ସୁବକ୍ତା, ଲୋକସେବକ ମଣ୍ଡଳର ପ୍ରାକ୍ତନ ଆଜୀବନ ସଦସ୍ୟା ତଥା ‘ସମାଜ’ର ପ୍ରାକ୍ତନ କାର୍ଯ୍ୟକାରୀ…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ବିଶିଷ୍ଟ ଓଡିଆ ସାହିତ୍ୟିକା ତଥା ଶତବାର୍ଷିକୀ ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦିକା ସମାଜସେବୀ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ରାଷ୍ଟ୍ରୀୟ…
Read More...

ଦେଶର ପ୍ରଥମ ରାଜ୍ୟ ଭାବେ ନାଗାଲାଣ୍ଡରେ ବିନା ବିରୋଧୀରେ ଚାଲିବ ସରକାର

କୋହିମା: ନୂଆ ଇତିହସ ରଚିବାକୁ ଯାଉଛି ନାଗାଲାଣ୍ଡ। ଦେଶର ଏକମାତ୍ର ରାଜ୍ୟ ଭାବେ ଏଠାରେ ବିନା ବିରୋଧୀରେ ସରକାର ଚାଲିବ। ନାଗାଲାଣ୍ଡର ସମସ୍ତ ରାଜନୈତିକ ଦଳ ବିନା ବିରୋଧୀ​‌ରେ ଏକାଠି ସରକାର ଚଳାଇବାକୁ ନିଷ୍ପତ୍ତି…
Read More...

ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ବିୟୋଗରେ ଶୋକ

କଳାପଥର: ଉଭୟ ଓଡିଆ ଓ ବଙ୍ଗଳା ଭାଷାର ବିଶିଷ୍ଟ ସୁଲେଖିକା, ସାହିତ୍ୟ ଏକାଡେମୀ, ସୋଭିଏତ ନେହେରୁ ସମ୍ମାନ ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମନୀତ ତଥା ଶତାୟୁ ଦୈନିକ ଖବର କାଗଜ ‘ସମାଜ’ର ପୂର୍ବତନ କାର୍ଯ୍ୟ…
Read More...

ବିଧାନସଭା ନିର୍ବାଚନ ପୂର୍ବରୁ ଡାକ୍ତରଙ୍କ ପାଇଁ ଯୋଗୀ ସରକାରଙ୍କ ବଡ଼ ଘୋଷଣା; ବଢିବ ଅବସର ବୟସ

ଲକ୍ଷ୍ନୌ: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଡାକ୍ତରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର। ରାଜ୍ୟରେ ଡାକ୍ତରମାନଙ୍କ ଅବସର ବୟସ ବୃଦ୍ଧି କରାଯିବ। ଡାକ୍ତରଙ୍କ ଅବସର ବୟସ ୬୫ ଥିବା ବେଳେ ଏବେ ଏହାକୁ…
Read More...

ରେଙ୍ଗାଲିକେମ୍ପ ଟାଟା ପାୱାର ପଶ୍ଚିମ ଓଡ଼ିଶା ବଣ୍ଟନ ବିଭାଗରେ ବିଶ୍ଵକର୍ମା ପୂଜା

ରେଙ୍ଗାଲିକେମ୍ପ :  ଅତାବିରା ଏନ୍ଏସି ସ୍ଥିତ ରେଙ୍ଗାଲିକେମ୍ପରେ ଥିବା ସେକ୍ସନ-୩ ଟାଟା ପାୱାରର ପଶ୍ଚିମ ଓଡ଼ିଶା ବଣ୍ଟନ ବିଭାଗ ଲିମିଟେଡରେ ଆଜି କରୋନା କଟକଣା ନିୟମ ପାଳନ ପୂର୍ବକ ରୀତି ନୀତି ଅନୁସାରେ ଷୋଡ଼ଶ ତମ…
Read More...

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା

ବାଲେଶ୍ବର: ବିପଦ ସଂକେତରୁ ଊର୍ଦ୍ଧ୍ବରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ରାଜଘାଟ ରେଳବାଇ ଗେଜ୍ ଠାରେ ସୁବର୍ଣ୍ଣରେଖାର ଜଳପତ୍ତନ ୧୦.୩୬ ମିଟର ବିପଦ ସଂକେତ ଥିଲା ବେଳେ ଆଜି ଦିନ ୩ଟାରେ ୧୦.୭୫ ମିଟରରେ ପ୍ରବାହିତ…
Read More...

ଦୁଃଖ ଦେଉଛି ବୈତରଣୀ; ୪ ପଞ୍ଚାୟତର ୨୦ଟି ଗାଁ ପାଣି ଘେରରେ

ଆରଡି: ବୈତରଣୀ ନଦୀରେ ଆସିଥିବା ବନ୍ୟାପାଣି ତଳମୁଣ୍ଡରେ ବଢିବାରେ ଲାଗିଛି। ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଞ୍ଚାୟତର ୨୦ଗୋଟି ଗାଁ ଏବେ ବନ୍ୟାଘେରରେ। ସେହିପରି ୧୨ଟି…
Read More...

ଜାତୀୟ ଶ୍ରମଶିକ୍ଷା ଦିବସ ଓ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ସହର ସ୍ଥିତ ଭାରତୀ ଵିଦ୍ୟା ପୀଠ ସଭା କକ୍ଷଠାରେ ଜାତୀୟ ଶ୍ରମଶିକ୍ଷା ଦିବସ ଅବସରରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡର ୬୩ ତମ ପ୍ରତିଷ୍ଠା ଦିବସ…
Read More...

ମୋଦୀଙ୍କ ଦୀର୍ଘାୟୁ କାମନା କରି ମୋହନାରେ ୭୧ ଦୀପ ଦାନ

ମୋହନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିନ ଅବସରରେ ମୋହନା ଗ୍ରାମ ଦେବତୀ ମନ୍ଦିରଠାରେ ୭୧ଟି ଦୀପ ପ୍ରଜ୍ଜଳନ କରି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ସାଧାରଣ ଲୋକେ । ଏହି କାର୍ୟ୍ୟକ୍ରମରେ ପୂର୍ବତନ…
Read More...

ରାଉରକେଲାରେ ହେବ ସ୍ମାର୍ଟ ଗ୍ରୀଡ ଷ୍ଟେସନ: ଦିବ୍ୟ ଶଙ୍କର ମିଶ୍ର

ରାଉରକେଲା: ରାଉରକେଲାଠାରେ ସ୍ବତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରାଯିବ। ରାଜ୍ୟ ଶକ୍ତି, ଶିଳ୍ପ, ଏମଏସଏମଇ ଏବଂ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୁରୁବାର ସଂଧ୍ୟାରେ ମହାନଗର ନିଗମ ସମ୍ମିଳନୀର କକ୍ଷରେ…
Read More...

ବଡି ବିଲ୍ଡର ମନୋଜ ପାଟିଲଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ସାହିଲ ଖାନଙ୍କ ନାଁରେ ମାମଲା ରୁଜୁ

ମୁମ୍ବଇ: ପୂର୍ବତନ ମିଷ୍ଟର ଇଣ୍ଡିଆ ତଥା ବଡି ବିଲ୍ଡର ମନୋଜ ପାଟିଲଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଅଭିନେତା ସାହିଲ ଖାନ ଓ ଅନ୍ୟ ୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏନେଇ ଶୁକ୍ରବାର ସୂଚନା ଦେଇଛି…
Read More...

ମୋଦୀଙ୍କ ୭୧ତମ ଜନ୍ମଦିନରେ ଫଳ ବଣ୍ଟନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି । ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ…
Read More...

ତାଲିବାନୀ ବେଶରେ ଆମେରିକା ରାଷ୍ଟ୍ରପତି: ଲେଖାହୋଇଛି- ‘ତାଲିବାନକୁ ପୁଣି ମହାନ ଶକ୍ତି ରୂପେ ଗଢି ତୋଳିବା’

ୱାଶିଂଟନ: ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଇତି ମଧ୍ୟରେ ତାଙ୍କର ଏକ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୋଷ୍ଟରରେ…
Read More...

ପାନୀୟ ଜଳ ପ୍ରକଳ୍ପକୁ ମରାମତି କରିବାରେ ଆଗ୍ରହ ପ୍ରକାଶ କରୁନି ଗ୍ରାମ୍ୟଜଳ ଯୋଗାଣ ବିଭାଗ

ଝୁମ୍ପୁରା : ସଂପ୍ରତି ସରକାର ପ୍ରତି ପରିବାର ପାଖରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ସରକାର ପାଣି ପାଇଁ ପ୍ରତି ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି ସତ କିନ୍ତୁ…
Read More...

ବିପଦସଙ୍କୁଳ ଗୃହରେ ଚାଲିଛି ଝୁମ୍ପୁରା ରାଜସ୍ୱ କାର୍ଯ୍ୟାଳୟ

ଝୁମ୍ପୁରା: ସଂପ୍ରତି ସରକାର ରାଜସ୍ୱ ବିଭାଗକୁ ଅଧିକ ଗୁରୁତ୍ୱ ଦେବା ସହିତ ପ୍ରତି ୨ରୁ ୩ ଟି ପଞ୍ଚାୟତକୁ ନେଇ ଗୋଟାଏ ରାଜସ୍ୱ କାର୍ଯ୍ୟାଳୟ ଖୋଲି ଲୋକଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି।…
Read More...

ଆରଡି ଅଞ୍ଚଳରେ ବଢିବାରେ ଲାଗିଛି ବୈତରଣୀ ନଦୀର ବନ୍ୟାଜଳ

ଆରଡି: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁ ବୈତରଣୀ ନଦୀରେ ଆସିଛି ୨ୟ ବନ୍ୟାଜଳ। ଏବେ ବୈତରଣୀ ଉପରମୁଣ୍ଡରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ତଳମୁଣ୍ଡରେ ଅର୍ଥାତ ଭଦ୍ରକ ଜିଲାର…
Read More...

ଆସନ୍ନ ମରୁଡିର ପ୍ରତିକାର ଏବଂ ଦରବୃଦ୍ଧି ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଗଞ୍ଜାମ: ଆସନ୍ନ ମରୁଡିର ପ୍ରତିକାର ଏବଂ ଦରବୃଦ୍ଧି ବିରୁଦ୍ଧରେ ସିପିଆଇ(ଏମ) ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ୧୭ ଦଫା ସମ୍ବଳିତ ଏକ ଦାବୀ ପତ୍ର ଏବିଡିଓ଼ଙ୍କୁ ପ୍ରଦାନ…
Read More...

ଭାର୍ଗବୀରେ ପ୍ରଥମ ବନ୍ୟା; ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧରେ ପାଟ୍ରୋଲିଂ

ସୁଆଣ୍ଡୋ: ଭାର୍ଗବୀରେ ପ୍ରଥମ ବନ୍ୟାଜଳ ଆସିଛି। ସାମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ବଳଂଗା ଜଳ ସମ୍ପଦ ବିଭାଗ ପଷରୁ ନଦୀବନ୍ଧରେ ଗତକାଲିଠାରୁ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ଜଳସ୍ରୋତ ତୀବ୍ର ରହିବା ହେତୁ ନଦୀପଠାରୁ ମାଟି…
Read More...

ପ୍ରତିରକ୍ଷା ମନ୍ତ୍ରଣାଳୟର ଦୁଇ ନୂଆ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟର ଦୁଇଟି ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟ କମ୍ପ୍ଲେକ୍ସ ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଏଭେନ୍ୟୁରେ…
Read More...

ମିଳିଲାନି ଭତ୍ତା, ନିରାଶ ହେଲେ ଅସହାୟ

କଳାପଥର: ପ୍ରତ୍ୟେକ ମାସର ୧୫ ତାରିଖରେ ଗାଁ ଗହଳିର ଅସହାୟବୃଦ୍ଧ, ବୃଦ୍ଧା, ବିକଳାଙ୍ଗମାନଙ୍କୁ ଭତ୍ତା ବଣ୍ଟନ କରାଯିବାକୁ ସରକାର ନିୟମ କରିଛନ୍ତି। ଏପରିକି ଯେଉଁ ଅସହାୟ ଭତ୍ତା ବଣ୍ଟନ ସ୍ଥାନକୁ ଆସି ନ ପାରିବେ ତାଙ୍କୁ…
Read More...

ନବରଙ୍ଗପୁର ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା

ନବରଙ୍ଗପୁର: ଜିଲା ଅଦାଲତ ଓ ଜିଲା ଆଇନଜୀବୀ ସଂଘର ମିଳିତ ଆନକୁକୂଲ୍ୟରେ ନବରଙ୍ଗପୁରର ବରିଷ୍ଠ ଆଇନଜୀବୀ ତାରିଣୀ ଚରଣ ପାଡୀ (୭୪)ଙ୍କର ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଜିଲାର ସମସ୍ତ ଅଦାଲତ ଦିନକ…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ମହାନଦୀରେ ଆସିପାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା – ଏସଆରସି ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ଶପଥ ନେଲେ ଲେଫଟନାଣ୍ଟ ଜେନେରାଲ ଗୁରମିତ ସିଂହ ପାଣି ଘେରରେ ଶତାଧିକ କଲେଜ, +୨ ଓ +୩ ନାମଲେଖା ବାଧାପ୍ରାପ୍ତ…
Read More...

ଉତ୍ତରାଖଣ୍ଡ ରାଜ୍ୟପାଳ ଭାବେ ଶପଥ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ

ଡେରାଡୁନ: ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ବୁଧବାର ଶପଥ ନେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ଗୁରମିତ ସିଂହ। ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି…
Read More...

ହଙ୍ଗର ପ୍ରକଳ୍ପ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ କର୍ମଶାଳା

ପାଟଣା : ନୂଆଦିଲ୍ଲୀ ସ୍ଥିତ ହଙ୍ଗର ପ୍ରକଳ୍ପ ପକ୍ଷରୁ କେନ୍ଦୁଝର ଜିଲ୍ଲା ଶାଖାଙ୍କ ସହଯୋଗରେ ଆଜି ପାଟଣା ବ୍ଲକ ସଭାଗୃହରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ହଙ୍ଗର ପ୍ରକଳ୍ପର…
Read More...

ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀଙ୍କ ଦେହାନ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତ ରେ ଥିବା ନିୟନଗିରି ପାହାଡରେ ବସବାସ କରୁଥିବା ବିରଳ ଡଙ୍ଗରିଆ କନ୍ଧର ବିକାଶ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ରହିଛି । ଉକ୍ତ…
Read More...

ବନ ବିଭାଗ ପକ୍ଷରୁ ଶାଳ ପଟା ଜବତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗ ପକ୍ଷରୁ ୬ ଖଣ୍ଡ ଶାଳ ପଟା ଜବତ କରାଯାଇଛି । ରାତ୍ର ପାଟ୍ରୋଲିଂ କରିବା ବେଳେ ପାହାନ୍ତିଆ ସମୟରେ ଏକ ବାଇକ ଯୋଗେ କାଠ ନେଇ ଯାଉଥିବା ଦେଖି ପିଛା…
Read More...

ସ୍ଥାୟୀ ବନାଞ୍ଚଳ ଅଧିକାରୀ ପଦବୀ ଖାଲି

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ରେଞ୍ଜରେ ସ୍ଥାୟୀ ବନାଞ୍ଚଳ ଅଧିକାରୀ ନଥିବା ଯୋଗୁଁ ବହୁ ସମସ୍ୟାରେ ଗତିକରୁଥିବା ଜଣାପଡୁଛି । ଚଳିତ ବର୍ଷ ଅପ୍ରେଲ ମାସ ୧୩ ତାରିଖରେ ଉକ୍ତ ରେଞ୍ଜରେ ଥିବା ବନାଞ୍ଚଳ…
Read More...

ବିଜେପି ଜିଲାସଭାପତିଙ୍କ ଘରେ ବିଳମ୍ବିତ ରାତିରେ ବିସ୍ଫୋରଣ; ଜୋରଦାର ଯାଞ୍ଚ ଜାରି

ଡେରାଡୁନ୍: ଉତ୍ତରାଖଣ୍ଡର ନୈନିତାଲ ବିଜେପି ଜିଲା ସଭାପତି ପ୍ରଦୀପ ବିଷ୍ଟଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ବିସ୍ଫୋରଣର କାରଣ ବିଷୟରେ ଯାଞ୍ଚ…
Read More...

ବୈତରଣୀରେ ସମ୍ଭାବ୍ୟ ବନ୍ୟାକୁ ନେଇ ନଦୀକୂଳିଆ ଭୟଭୀତ

ଆରଡି: ଲଘୁଚାପ ଜନିତ ଲଗାଣ ବର୍ଷାରେ ଉପରମୁଣ୍ଡରେ ବଢିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର। ତଳମୁଣ୍ଡରେ ଅର୍ଥାତ ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ପଞ୍ଚାୟତରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଭୟଭୀତ…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ଅକ୍ଟୋବର ୧ରୁ +୨ ଅଫଲାଇନ ପରୀକ୍ଷା ଅକ୍ଟୋବର ୧ରୁ ୧୧ ଯାଏ ଚାଲିବ ପରୀକ୍ଷା ରବିବାର ମଧ୍ୟ ପରୀକ୍ଷା ହେବା ନେଇ ସିଏଚଏସଇର ସୂଚନା ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ୧୧.୩୯%କୁ ବୃଦ୍ଧି ଚାନ୍ଦିପୁର…
Read More...

ଭୂତକୋଠି ପାଲଟିଛି ଗୋଦାମଗୃହ, କେନ୍ଦ୍ରକୁ ଭଡ଼ା ଗଣୁଛି ଯୋଗାଣ ବିଭାଗ

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ୫ଶହ ମେଟ୍ରିକ ଟନ୍‍ ଗୋଦାମ ଗୃହ କାର୍ଯ୍ୟରେ ଲାଗୁ ନ ଥିବାରୁ ଏହା ବର୍ତମାନ ଭୂତକୋଠିରେ ପରିଣତ ହୋଇଛି। ରାଜ୍ୟ ସରକାରଙ୍କ…
Read More...

ବର୍ଷା ବିତ୍ପାତ; ଧୋଇନେଲା ଖୁଣ୍ଟପଡା ଗାଁ ରାସ୍ତା

ହରଭଙ୍ଗା: ଲଗାଣ ବର୍ଷା ବିତ୍ପାତରେ ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହରଭଙ୍ଗା ବ୍ଲକ ଅର୍ନ୍ତଗତ ବାଣିଭୂଷଣପୁର ପଂଚାୟତର ଖୁଣ୍ଟପଡା ଗାଁ ରାସ୍ତା ଶଗଡିଆ ନାଳର ବନ୍ୟାପାଣିରେ ଧୋଇ ହୋଇଯାଇଛି। ଫଳରେ ଗ୍ରାମର…
Read More...

ସର୍ବଭାରତୀୟ ସମର ଷ୍ଟୋକ ଚମ୍ପିୟାନସିପରେ ନବରଙ୍ଗପୁରର ହିମାଂଶୁଙ୍କ ସଫଳତା

ନବରଙ୍ଗପୁର: ଜାମ୍ମୁକାଶ୍ମୀର ଶ୍ରୀନଗରର ଶେର ଏ କାଶ୍ମୀର ଇଣ୍ଡୋର ଷ୍ଟାଡିୟମଠାରେ ଶେଷ ହୋଇଥିବା ସର୍ବଭାରତୀୟ ସମର ଷ୍ଟୋକ ଚମ୍ପିୟାନସିପରେ ନବରଙ୍ଗପୁରର ହିମାଂଶୁ ପଟ୍ଟନାୟକ ଓଡିଶା ଦଳ ପକ୍ଷରୁ ପ୍ରତିନିଧିତ୍ଵ କରି ଆଇସ…
Read More...

ଅମରାବତୀରେ ଡଙ୍ଗା ଓଲଟି ବୁଡ଼ିଗଲେ ଗୋଟିଏ ପରିବାରର ୧୧ଜଣ: ଶିଶୁ ସମେତ ୩ ଜଣଙ୍କ ମୃତଦେହ ଉଦ୍ଧାର, ୮ ନିଖୋଜ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀଠାରେ ମଙ୍ଗଳବାର ସକାଳ ୧୦ଟା ସମୟରେ ଘଟିଛି ଏକ ଦୁଃଖଦ ଘଟଣା। ୱାର୍ଦ୍ଧା ନଦୀରେ ଡଙ୍ଗା ଓଲଟି ଗୋଟିଏ ପରିବାରର ୧୧ ଜଣ ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ…
Read More...

ଫୁଲୁଛି ମହାନଦୀ; ବନ୍ୟା ଆଶଙ୍କା

ହରଭଙ୍ଗା: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଦୁଇଦିନ ଧରି ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ସୋମବାରଠାରୁ ମହାନଦୀରେ ଜଳସ୍ତର ଅହେତୁକଭାବେ ବୃଦ୍ଧି ପାଇବାରେ ଲାଗିଛି। ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା…
Read More...

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ସନ୍ଦିଗ୍ଧ ଚିହ୍ନଟ; ୫ ଅଟକ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ । କେନ୍ଦ୍ର ଭିତରୁ ୫ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ବାଲେଶ୍ୱର ପୋଲିସ । ପଡୋଶୀ ଦେଶର ଏଜେଣ୍ଟଙ୍କୁ…
Read More...

ନିଟ୍‌ରେ ବିଫଳ ହେବା ଭୟରେ ଛାତ୍ରଙ୍କ ଆତ୍ମହତ୍ୟା; ଥିଲେ ଦ୍ବାଦଶ ଟପ୍ପର

ଚେନ୍ନାଇ: ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ବିଫଳ ହେବା ଭୟରେ ଆତ୍ମହତ୍ୟା କଲେ ପରୀକ୍ଷାର୍ଥୀ। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁରେ। ଯେଉଁଦିନ ଡାକ୍ତରୀ ପାଠ୍ୟକ୍ରମ ପାଇଁ ‘ନିଟ୍‌’ ପରୀକ୍ଷା ରଦ୍ଦ କରିବାକୁ ତାମିଲନାଡୁ…
Read More...

ପୁଷ୍ପ କୃଷି ମିଶନ ତରଫରୁ ଫୁଲ ଚାଷ ଓ ଚାରା ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମ 

ନବରଙ୍ଗପୁର: ନବରଙ୍ଗପୁର ଡିଆରଡିଏ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସିଏସଆଇଆର ଓ ଏନବିଆରଆଇ ଲକ୍ଷ୍ନୌ ପକ୍ଷରୁ ଫୁଲ ଚାଷ ଓ ଚାରା ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା…
Read More...

ସମସ୍ୟା ଘେରରେ ମୋହନା ବ୍ଲକବାସୀ, ପ୍ରଶାସନର ନିଘା ନାହିଁ

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଲକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବେ ପରିଚିତ । ଏଠିକାର ବିକାଶ ସାତ ସପନ। କେବଳ ମୋହନାରେ ରହିଛି ଅନେକ ସମସ୍ୟା। ବର୍ଷା ଦିନ ହେଉ କି ଅଦିନିଆ ଲଘୁଚାପ ଜନିତ ବର୍ଷା ହେଲେ ଲୋକେ…
Read More...

ଦିନ ୪ଟା ମୁଖ୍ୟ ଖବର

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ ଦିଲ୍ଲୀରେ ଭୁଷୁଡିଲା ୪ ମହଲା କୋଠା ; ଉଦ୍ଧାରକାର୍ଯ୍ୟ ଜାରି କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୮ ମୃତ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ…
Read More...

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ଭୂପେନ୍ଦ୍ର ପଟେଲ। ସୋମବାର ଗୁଜରାଟ ଗାନ୍ଧିନଗର ସ୍ଥିତ ରାଜଭବନରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ୧୭ତମ…
Read More...

ମନରେଗାରେ ଦୁର୍ନୀତି; ୭ ଲକ୍ଷ ଟଙ୍କା ହଡପ ଅଭିଯୋଗ 

କଲ୍ୟାଣସିଂହପୁର:  ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୋଲମା ପଞ୍ଚାୟତର ମାଣ୍ଡି ପଦର ଗ୍ରାମରେ ନିମ୍ନ ମାନର ମନେରେଗାରେ କେନାଲ କାମ କରି ୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ୨୦୨୦ ମସିହାର…
Read More...

ଲଘୁଚାପ ଲଗାଣ ବର୍ଷାରେ ମାହାଙ୍ଗାର ଗୋବରୀ ଓ ମଇଜୋରା ନଦୀରେ ବନ୍ୟା: ବହୁ ଗାଁ ଜଳ ମଗ୍ନ, ମେଡ଼ିକାଲରେ ପଶିଲା ପାଣି

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାହାଙ୍ଗାର ଗୋବରୀ ନଦୀ ଓ ମଇଜୋରାରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ହଜାର ହଜାର ହେକ୍ଟର ଚାଷ…
Read More...

ଗାଁ ଦାଣ୍ଡ ଜଳାର୍ଣ୍ଣବ ସହିତ ସଙ୍କୁଚିତ, ଲୋକେ ହନ୍ତସନ୍ତ 

ବେଗୁନିଆ: ବେଗୁନିଆ ବ୍ଲକ ଅଧିନସ୍ଥ ବେଗୁନିଆ ପଞ୍ଚାୟତର ନୂଆସାହି ରାସ୍ତାରେ ବର୍ଷା ଜଳ ଜମି ରହିବା ଯୋଗୁଁ ଏବଂ ଲୋକମାନେ ଦାଣ୍ଡ ମଝିରେ ଘର କରିବା ଦାଣ୍ଡ ଉପରେ ମାଟି, ବାଲି, ପଥର ଚିପ୍ସ ଏବଂ ମେଟାଲ ଆଦି ଗଦାଇ ରଖିବା…
Read More...

ପଙ୍ଗାରସିଂହ ପଞ୍ଚାୟତରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୧୨୫ ୟୁନିଟ ରକ୍ତ ସଂଗ୍ରହ, ବୃକ୍ଷ ରୋପଣ 

ବେଗୁନିଆ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଆହ୍ୱାନରେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗାଙ୍କ ସଂଯୋଜନାରେ ଓଡିଶା ମୋ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ବୁଢାଗଣେଶ ପୂଜା; ଲାଗିହେଲା ୧୦୮ ଭୋଗ ଥାଳି

ଆରଡି: ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବୁଢା ଗଣେଶଙ୍କ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଭୋର ଦ୍ବାରଫିଟା ଯିବା ପରେ ମଙ୍ଗଳ…
Read More...

୩୦୦ ଗ୍ରାମ ବ୍ରାଉନସୁଗାର୍ ଜବତ, ୨ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲା ଜଳେଶ୍ୱର ସହର ଉପକଣ୍ଠ ରାଜପୁରରେ ଶୁକ୍ରବାର ଚଢାଉ କରି ୩୦୦ ଗ୍ରାମ ବ୍ରାଉନସୁଗାର୍ ଜବତ କରିଛି ଜଳେଶ୍ବର ପୁଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି…
Read More...

ମଣିଷର ମାଟି ଓ ପ୍ରକୃତି ସହିତ ଅନାବିଳ ସମ୍ପର୍କର ପ୍ରତୀକ- ଆଦ୍ୟପର୍ବ ନୂଆଖାଇ

ରେଙ୍ଗାଲି: ସୃଷ୍ଟି ସର୍ଜନା କାଳରୁ ମାଟି ଏବଂ ପ୍ରକୃତି ସହିତ ମଣିଷର ଅତି ନିବିଡ ସମ୍ପର୍କ ରହିଛି। ପ୍ରକୃତିରୁ ଉତ୍ପାଦିତ ଶସ୍ୟ, ଫଳ ମୂଳ ହିଁ ମଣିଷକୁ ବଞ୍ଚିରହିବାର ଖୋରାକ୍‍ ଯୋଗାଇବା ସହିତ ଜୀବନ ଜୀବିକା ମଧ୍ୟ…
Read More...

ଟ୍ରକ ଧକ୍କାରେ ଛିଣ୍ଡିଲା ୩୩ କେଭି ବିଦ୍ୟୁତ ତାର; କିଛି ସମୟ ପାଇଁ ରାଜପଥରେ ଯାତାୟତ ବାଧାପ୍ରାପ୍ତ

ଗଞ୍ଜାମ: ଗଞ୍ଜାମ ସହର ନିକଟ ୧୬ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ଛକରେ ଶୁକ୍ରବାର ମାଲ ବୋଝେଇ ଟ୍ରକ ବିଦ୍ୟୁତ ଖମ୍ବକୁ ଧକ୍କା ଦେବା ଫଳରେ ୩୩କେଭି ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଟ୍ରକଟି ରାସ୍ତା ପାର୍ଶ୍ୱରେ ଓଲଟି…
Read More...

ଭବାନୀପୁର ଆସନ ପାଇଁ ମମତାଙ୍କ ପ୍ରାର୍ଥୀପତ୍ର ଦାଖଲ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ଅଲୀପୁରରେ ମମତା ଭବାନୀପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ…
Read More...

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ବର: ବିଧାନସଭା ଆଗରେ କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି ବରିଷ୍ଠ ନେତା…
Read More...

ଥାନା ସମ୍ମୁଖରୁ ମା’ ଦୁର୍ଗାଙ୍କ ମନ୍ଦିରରୁ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଚୋରି

ରେଙ୍ଗାଲିକ୍ୟାମ୍ପ: ଅତାବିରା ଜାତୀୟ ରାଜପଥ କଡ ତଥା ଥାନା ସମ୍ମୁଖରେ ଥିବା ମା' ଦୁର୍ଗାଙ୍କ ମନ୍ଦିରରୁ ଆଜି ବଡ ଧରଣର ଡ଼କାୟତି ହୋଇଛି। ଯାହା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ପଣ୍ଡିତ ଧର୍ମୁ ସକାଳେ ପୂଜାର୍ଚ୍ଚନା ପାଇଁ…
Read More...

ବିଦ୍ୟାଳୟରେ ବିଧିରକ୍ଷା ପାଇଁ ଗଣେଶ ପୂଜା; ଆସିଲେନି ଛାତ୍ରଛାତ୍ରୀ 

ସୁଆଣ୍ଡୋ: ଆବାହମାନ କାଳରୁ ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜା ଶିକ୍ଷାନୁଷ୍ଠାନମାନଙ୍କରେ ପାଳନ କରାଯାଇ ଆସୁଛି । ମାତ୍ର ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିରେ ବିଦ୍ୟାଳୟରେ…
Read More...

କରଞ୍ଜମାଳ ପଞ୍ଚାୟତରେ ନକଲି ସାର କଳାବଜାରୀ, ନକଲି ଦୋକାନୀ ନାମରେ ଅଭିଯୋଗ

ଧାମରା: ଧାମରା ଅଞ୍ଚଳରେ ଥିବା ସମବାୟ ସମିତିମାନଙ୍କରେ ସାରର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ନକଲି ସାର ଚାଷୀମାନଙ୍କୁ ଅସୁବିଧାରେ ପକାଉଛି। ଘଟଣାରୁ ପ୍ରକାଶ ବଇଁଚାରେ ଥିବା ଫକିର ପଟନାୟକଙ୍କ ସାର ଦୋକାନରୁ…
Read More...

ଦୁଇଟି ବଳାତ୍କାର ଓ ଗୋଟିଏ ଛାତ୍ରୀ ଅସଦାଚରଣ ମାମଲା; ୪ଜଣ ନିର୍ଦୋଷ ସାବ୍ୟସ୍ତ

ନବରଙ୍ଗପୁର: ଦୁଇଟି ବଳାତ୍କାର ଓ ଗୋଟିଏ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୪ ଜଣ ଅଭିଯୁକ୍ତ ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ପ୍ରତାପ ଚନ୍ଦ୍ର ପଟ୍ଟନାୟକ ବିଦ୍ୟାଳୟରେ ମଧ୍ୟାହ୍ନ…
Read More...

ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ମାଟିର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ଆଜି ପାଳନ କରାଯାଇଛି । ଜିଲ୍ଲାପ୍ରଶାସନ, ପୌରପାଳିକା…
Read More...

ଭେଣ୍ଡିଂ ଜୋନ ନିର୍ମାଣ ନେଇ ଦାବୀ ପତ୍ର ଦେଲେ ଦୁଇ ବଣିକ ସଂଘ

ଗଞ୍ଜାମ: ଗଞ୍ଜାମ ସହର ମଧ୍ୟରେ ଦୀର୍ଘ ଦିନ ହେଲା ଭେଣ୍ଡିଂ ଜୋନ ନିର୍ମାଣ ନହେବା ଯୋଗୁଁ ଉଠା ଦୋକାନୀମାନେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଫଳରେ ଏନେଇ ଗୁରୁବାର ଦିନ ବଡ଼ ବଜାର ବଣିକ ସଂଘ ଓ଼ ମାଆ ନାରାୟଣୀ ବଣିକ…
Read More...

ଦିନ ୪ଟା ମୁଖ୍ୟ ଖବର

ଭାରତ-ପାକ୍‌ ସୀମାଠାରୁ କିଛି କିଲୋମିଟର ଦୂରରେ ରାଜସ୍ଥାନର ବାରମେରଠାରେ ଜାତୀୟ ରାଜପଥରେ ନିର୍ମିତ ଜରୁରୀକାଳିନ ବିମାନ ଅବତରଣ ସ୍ଥଳ ଉଦ୍‌ଘାଟିତ ଆତଙ୍କବାଦର ପ୍ରୋତ୍ସାହନ ପାଇଁ ଆଫଗାନିସ୍ତାନକୁ ବ୍ୟବହାର କରିବାକୁ…
Read More...

ରକ୍ତ ଖୋଜୁଛି ରକ୍ତ ଭଣ୍ଡାର

ନବରଙ୍ଗପୁର: ମୃତ୍ୟୁ ମୁଖରେ ପଡିଥିବା ଲୋକଙ୍କୁ ନିଜର ରକ୍ତଦାନ କରି ତାକୁ ନୂଆ ଜୀବନ ଦେବଠାରୁ କିଛି ବଡ଼ ପୁଣ୍ୟ ନାହିଁ। ରକ୍ତ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ନବରଙ୍ଗପୁର ଜିଲ୍ଲାରେ…
Read More...

ପାକ୍‌ ସୀମା ନିକଟରେ ଜରୁରୀକାଳିନ ଅବତରଣ ସ୍ଥଳ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଭାରତ-ପାକ୍‌ ସୀମାଠାରୁ କିଛି କିଲୋମିଟର ଦୂରରେ ରାଜସ୍ଥାନର ବାରମେରଠାରେ ଜାତୀୟ ରାଜପଥରେ ନିର୍ମିତ ଜରୁରୀକାଳିନ ବିମାନ ଅବତରଣ ସ୍ଥଳକୁ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସଡ଼କ…
Read More...

ବାସୁଦେବପୁର ପୌରପାଳିକା କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାରେ ଗୁରୁବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ କରିଛନ୍ତି। କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ନାମରେ ଥାନାରେ ମିଥ୍ୟା ଅଭିଯୋଗ କରାଯାଇଥିବା ପ୍ରତିବାଦରେ ଅନ୍ୟ…
Read More...

ଶ୍ରୀଜଗନ୍ନାଥ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ କଳାକାର

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ସିଦ୍ଧ ବଳରାମ ପୀଠରେ ସତ୍ୟବାଦୀ କଳା ସଂସ୍କୃତି ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶୁଭ ସୁନ୍ଦର ଘଟୁଆରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଶ୍ରୀଜଗନ୍ନାଥ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବୟନଶିଳ୍ପ ପାଇଁ ୧୦ ହଜାର ୬୮୩ କୋଟିର ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ତଳପୁଟବଗଡ଼ ଗ୍ରାମରେ ସ୍ତ୍ରୀ ଓ ୧୦ ମାସର ଶିଶୁକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ବଡ ନିଷ୍ପତ୍ତି –…
Read More...

ନବରଙ୍ଗପୁରରେ ୩ବର୍ଷ ହେଲା ୭୦୦ ଶିକ୍ଷକ ପଦବୀ ଖାଲି, ୧୧୦ଟି ବିଦ୍ୟାଳୟ ବନ୍ଦ କଲେ ରାଜ୍ୟ ସରକାର

ନବରଙ୍ଗପୁର: ଆଦିବାସୀ ଅଧ୍ୟୁସିତ ଓ ପଛୁଆ ନବରଙ୍ଗପୁର ଜିଲା ଶିକ୍ଷାକ୍ଷେତ୍ରରେ ବହୁ ପଛରେ ପଡିଛି। ଏହଜିଲାରେ ପ୍ରାୟ ୪୫ ପ୍ରତିଶତ ସାକ୍ଷରତା ହାର ରହିଛି। ଯାହାଫଳରେ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେବାର ଜରୁରୀ…
Read More...

ଦ୍ରୁତ ଗତିରେ ଘଟୁଛି ବେଳାଭୂମି ଅବକ୍ଷୟ, ଚିନ୍ତାରେ ଅଞ୍ଚଳବାସୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଉପକୂଳ ଅଞ୍ଚଳରେ ଗତ କିଛି ବର୍ଷ ହେଲା ବେଳାଭୂମିର ଅବକ୍ଷୟ ଦ୍ରୁତ ଗତିରେ ବଢ଼ି ଚାଲିଛି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ସମୁଦ୍ରର ଉଚ୍ଚ…
Read More...

ସ୍ତ୍ରୀ ଓ ୧୦ ମାସର ଶିଶୁକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ତଳପୁଟବଗଡ଼ ଗ୍ରାମରେ ବୁଧବାର ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ଲୁହା କଟା ବ୍ଲେଡରେ ସ୍ତ୍ରୀ ଓ ୧୦ ମାସର ଶିଶୁର ବେକକୁ କାଟି ହତ୍ୟା କରିବା ପରେ ନିଜେ ସ୍ୱାମୀ ମଧ୍ୟ…
Read More...

ଭାରତ-ପାକ୍‌ ସୀମାଠାରୁ ୪୦ କିମି ଦୂରରେ ଭାରତୀୟ ବାୟୁସେନାର ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବୁଧବାର ଭାରତ-ପାକ୍ ସୀମାଠାରୁ ମାତ୍ର କିଛି କିଲୋମିଟର ଦୂରରେ ରାଜସ୍ଥାନର ବାରମର ସହରର ଜାତୀୟ ରାଜପଥରେ ଥିବା ଏୟାରଷ୍ଟ୍ରିପରେ ସମରାଭ୍ୟାସ ଆରମ୍ଭ କରିଛି। ଭାରତୀୟ ବିମାନ C130, An-32…
Read More...

ଦିନ ୩ଟା ମୁଖ୍ୟ ଖବର

ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାରା ରାଶି ଘୋଷଣା, ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ୬ କୋଟି ସହ ଗ୍ରୁପ୍‌ ‘ଏ’ ସରକାରୀ ଚାକିରୀ ଦିଆଯିବା ଘୋଷଣା ରବି ଫସଲ…
Read More...

ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି: ବଢିଲା ଦୈନିକ ଦର୍ଶନ ଅବଧି, ଶନିବାର ମିଳିବ ଜଗା ଦର୍ଶନ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ନେଇ ନୂଆ ଏସ୍ଓପି ଜାରି କରାଯାଇଛି। ଶ୍ରୀଜିଉଙ୍କ ଦୈନିକ ଦର୍ଶନ ଅବଧି ୨ ଘଣ୍ଟା ବୃଦ୍ଧି କରାଯିବା ସହ ଏଣିକି ଶନିବାର ମଧ୍ୟ ଶ୍ରୀମନ୍ଦିର ଖୋଲା ରହିବ। ବୁଧବାର ଭିଡିଓ…
Read More...

ଦୁର୍ଘଟଣାରେ ଗୁରୁତର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ସ୍ୱାଇଁଙ୍କ ଅକାଳ ବିୟୋଗ

ପାଟଣା : ସାହାରପଡ଼ା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ(୪୭) ଗତ ୪ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିଲେ। ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ର ହାଡ଼ ଚୁରମାର ହୋଇ ଯାଇଥିଲା। ନିଜ ଗ୍ରାମ…
Read More...

ବନ୍ଧୁ ମିଳନ ଓ ସମ୍ମାନ ସମାରୋହ

ବେଗୁନିଆ: ୧୯୮୬ ମସିହା ମାଟ୍ରିକ ବ୍ୟାଚ ଡିଙ୍ଗର ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଓ ଗୁରୁ ସମ୍ମାନ ସମାରୋହ ମା'ବରମୂଳେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ…
Read More...

ବାଘମାରୀ ପେଟ୍ରୋଲ ଟାଙ୍କି ସମ୍ମୁଖ ଟ୍ରକରୁ ଚୋରି ଘଟଣା: ସମସ୍ତ ଜିନିଷ ଉଦ୍ଧାର, ୪ ଜଣଙ୍କୁ କୋର୍ଟ ଚାଲାଣ 

ବେଗୁନିଆ : ବାଘମାରୀ ପେଟ୍ରୋଲ ଟାଙ୍କି ଆଗରେ ଥିବା ୩ଟି ଟ୍ରକରୁ ଗତ ୫ ତାରିଖ ଦିନ ରାତିରେ ବାଘମାରୀ ଗ୍ରାମର ଦୁଇଜଣ ଯୁବକ ବୁଲୁ ମହାନ୍ତି ଏବଂ ମନୋରଞ୍ଜନ ବେହେରା ୨ ଟି ବ୍ୟାଟେରୀ, ଜଗ ରଡ଼ ଏବଂ ରେଞ୍ଚି ସହିତ ଅନ୍ୟ ଏକ…
Read More...

ଖୋର୍ଦ୍ଧା ଜିଲ୍ଲା ଆଦିବାସୀ ମହାସଭାର ୭ମ ସମ୍ମିଳନୀ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଛିମାପଲ୍ଲୀ ଗ୍ରାମରେ ଆଜି ଖୋର୍ଦ୍ଧା ଜିଲ୍ଲା ଆଦିବାସୀ ମହାସଂଘର ୭ମ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ…
Read More...

“ସମାଜ” ପ୍ରଭାବ: ଆରଏମ୍‍ସିର ଉତ୍ତରଫାଟକ ନିକଟରେ ସଫେଇ

ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକା ଗାନ୍ଧୀନଗର ଅଞ୍ଚଳର ନିୟନ୍ତ୍ରୀତ ବଜାର କମିଟି(ଆରଏମସି)ର ମୁଖ୍ୟ ଉତ୍ତରଫାଟକ ଆଗରେ ନାଳର ନର୍ଦ୍ଦମା ଅଳିଆ ପାଣି ପ୍ରଭାବିତ ହୋଇ ଜନସାଧାରଣ ହଇରାଣ ହରକତ ହେଉଥିବା ସଂପର୍କୀତ ସବିଶେଷ…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ପ୍ରକାଶ ପାଇଲା ବିଜେବି ସ୍ବାୟଂଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ କଳାରେ ପାସ୍‌ ହାର ୯୩.୬୮, ବିଜ୍ଞାନରେ ୯୬.୮୯, ବାଣିଜ୍ୟରେ ୯୫.୬ ପ୍ରତିଶତ ମନସ୍ତତ୍ତ୍ବ ବିଭାଗର ପ୍ରଗତି ଗୁରୁ କଳା ବିଭାଗର ଟପ୍ପର ସହ…
Read More...

ଗ୍ରାମଦେବୀ ମନ୍ଦିରରୁ ଅଳଙ୍କାର ଲୁଟ୍‌; ସପ୍ତାହରେ ଦୁଇଟି ବଡ଼ ଧରଣର ଲୁଟ୍‌ ପରେ ବି ପୁଲିସ ହାତ ଖାଲି

ଗୁଣୁପୁର: ରାତି ଅଧରେ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ରାୟଗଡା ଜିଲ୍ଲା ଗୁଣୁପୁର ଗ୍ରାମଦେବୀଙ୍କ ମନ୍ଦିରରୁ ମା’ଙ୍କ ଲାଗି ହେଉଥିବା ସୁନା ଓ ରୁପା ଅଳଙ୍କାର ସବୁ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଆଜି…
Read More...

ଅନାବନା ଗଛଲତାରେ ପୋତି ହୋଇଗଲାଣି ବଡ଼ଡୁମୁରିଆ ଗ୍ରାମସେବକ କାର୍ଯ୍ୟାଳୟ

ଝୁମ୍ପୁରା: ସଂପ୍ରତି ସରକାର ଚାଷୀମାନଙ୍କ ଚାଷର ହେଉଥିବା ରୋଗପୋକକୁ ଦମନ କରିବା ପାଇଁ ପରାମର୍ଶ ଦେବା ସହିତ ଚାଷୀମାନେ କେଉଁ ସମୟରେ କେଉଁ ଚାଷ କରିବେ, କେଉଁ ପ୍ରଣାଳୀରେ ଚାଷ କଲେ ଅଧିକ ଲାଭବାନ ହୋଇ ପାରିବେ ତାର…
Read More...

ଗଞ୍ଜାମ ସହରର ପାନୀୟ ଜଳ ଓ ଜେଏମଏଫସି କୋର୍ଟ ପ୍ରତିଷ୍ଠା ନେଇ ବିଧାନସଭାରେ ପ୍ରଶ୍ନ ରଖିଲେ ଛତ୍ରପୁର ବିଧାୟକ

ଗଞ୍ଜାମ: ଗଞ୍ଜାମ ସହରରେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା ଓ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ଚଳିତ ବିଧାନସଭାରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପ୍ରଶ୍ନ କରବା ପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି।…
Read More...

ଦିନ ୩ଟା ମୁଖ୍ୟ ଖବର

ସମଲେଇ ପୀଠରେ ପହଞ୍ଚିଲା ନୂଆଖାଇ ପାଇଁ ନୂଆ ଧାନ ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସଙ୍କ ଘରେ ପୁଲିସ ଚଡାଉ ମାନସ ଦାସଙ୍କ ଭୁବନେଶ୍ବର ଘରେ ଯାଞ୍ଚ କରୁଛି ଖୋର୍ଦ୍ଧା ପୁୂଲିସ ଲାଞ୍ଜିଗଡ ବ୍ଲକ ପ୍ରଶାସନର…
Read More...

ବର୍ଷାରେ ଭିଜି ବେପାର କରୁଛନ୍ତି ଉଠାଦୋକାନୀ

ଗଞ୍ଜାମ: ଗଞ୍ଜାମ ସହର ମଧ୍ୟ୍ୟରେ ବ୍ୟବସାୟ କରୁଥିବା ଉଠାଦୋକାନୀମାନଙ୍କ ଅବସ୍ଥା କହିଲେ ନସରେ । କେତେବେଳେ ଖରା ତ କେତେବେଳେ ଶୀତ କାକର ପୁଣି କେତେବେଳେ ବର୍ଷାରେ ଭିଜି ଭିଜି ବେପାର କରିବାକୁ ପଡିଥାଏ । ସେମାନଙ୍କ…
Read More...

ଚମ୍ପାଦେଇପୁରରେ ସମାଜ ମଙ୍ଗଳ ଯୋଜନାର ଆବେଦନ ଶିବିର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକର ବିଭିନ୍ନ ଗାଁରେ ଆଜି ମଧ୍ୟ ଅନେକ ଲୋକ ସରକାରଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି।ଅନେକ ବୃଦ୍ଧ ବୃଦ୍ଧା, ବିକଳାଙ୍ଗ ଓ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି।…
Read More...

ଲାଞ୍ଜିଗଡ ବ୍ଲକ ପ୍ରଶାସନର ନିଜସ୍ୱ ଅଭିଯାନ ମିଶନ ସୂର୍ଯ୍ୟୋଦୟ ସଫଳ; ଦାଦନ ନ ଯାଇ ମନରେଗାରେ କାମ କଲେ ଶ୍ରମିକ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ଦାଦନ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ଲୋକେ ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଇ ବିକଳାଙ୍ଗ ଓ ଶବ ହୋଇ ଘରକୁ ଫେରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବ୍ଲକ…
Read More...

ମରୁଡି ଅଞ୍ଚଳ ଗସ୍ତ କଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

କଲ୍ୟାଣସିଂହପୁର: ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦେଶକ୍ରମେ ରାୟଗଡା ଜିଲ୍ଲାରେ ହେଇଥିବା ମରୁଡି ଅଞ୍ଚଳକୁ କଳାହାଣ୍ଡି ଜିଲ୍ଲାର ବିଜେପି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗସ୍ତ କରିଛନ୍ତି।…
Read More...

ବିଳମ୍ବିତ ରାତିରେ ଡ୍ରେସ୍ ଦୋକାନର ଆଜବେଷ୍ଟସ ତାଡ଼ି ଚୋରୀ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କେନ୍ଦେଇପଶି ବଜାରରେ ଗତ କାଲି ବିଳମ୍ବିତ ରାତିରେ ରୀତାଞ୍ଜଳୀ ନାମକ ଏକ ଡ୍ରେସ୍ ଦୋକାନର ଆଜବେଷ୍ଟସ ତାଡ଼ି ଦୁର୍ବୃତ୍ତମାନେ ବହୁ ଡ୍ରେସ୍ ସହ ନଗଦ ଟଙ୍କା ଚୋରି କରି…
Read More...

କରୋନା ଉଜାଡି ଦେଲା ଗଣେଶ ପୂଜା ମୂର୍ତ୍ତି ବେପାର

ସୁଆଣ୍ଡୋ : ଆଉ ମାତ୍ର କେତେଟା ଦିନ ପରେ ଗଣେଶ ପୂଜା । ବିଦ୍ୟାଳୟ, ମହାବିଦ୍ୟାଳୟଠାରୁ ଆରମ୍ଭ କରି ଯୁବକସଂଘ, କ୍ଲବ, ସାହିଛକ, ବଜାର, ଗଳିକନ୍ଦି ତଥା ଘରେ ଘରେ ଗଣେଶ ପୂଜା କରାଯିବ । ଏହାକୁ ନଜରରେ ରଖି ମୂର୍ତ୍ତି…
Read More...

ଅତାବିରାର ତିନି ଜଣ ଶିକ୍ଷକ ପାଇଲେ ନିଶିଗନ୍ଧା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ରେଙ୍ଗାଲିକେମ୍ପ : ଗୁରୁଦିବସ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧା ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଗୁରୁଦିବସ ଓ ଶ୍ରେଷ୍ଠ ଶିକ୍ଷକ ସମ୍ବର୍ଦ୍ଧନା ମହୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲା ଅତାବିରା…
Read More...

ସାମ୍ବାଦିକ ଚିହ୍ନଟ ପାଇଁ ଏସପିଙ୍କୁ ଭେଟିଲା ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ 

ନବରଙ୍ଗପୁର: ସାରା ରାଜ୍ୟରେ ଦିନକୁ ଦିନ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାଵ ବଢିଚାଲିଛି, ଯଦ୍ୱାରା କି ସରକାରୀ ଏବଂ ବେସରକାରୀ କାର୍ଯ୍ୟରେ ବାଧା ଉପୁଜୁଛି।  ଫଳରେ କାର୍ଯ୍ୟରତ ସାମ୍ବାଦିକଙ୍କ ମର୍ଯ୍ୟାଦାରେ ହାନି…
Read More...

ଚକ୍ରଧର ସାହୁ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଭାଲିଆଗୋରା ଚକ୍ରଧର ସାହୁ ସ୍ମାରକୀ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁଦିବସ ଅବସରରେ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ଲକ…
Read More...

୧୦ଦଫା ଦାବୀ ନେଇ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ

ହରଭଙ୍ଗା: ୧୦ ଦଫା ଦାବୀ ନେଇ ବୌଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ୬ଘଣ୍ଟିଆ ବନ୍ଦ ଡାକରା ହରଭଙ୍ଗା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସୋମବାର ସକାଳ ୬ଟାରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବ୍ଲକ ସଦରମହକୁମା…
Read More...

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ କୌଶଳ ବିକାଶ କେନ୍ଦ୍ର ପରିସରରେ ନିଖିଳ ଉତ୍କଳ ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଙ୍ଘ ପକ୍ଷରୁ ସଭାପତି ସାଧୁରାମ ଭତ୍ରାଙ୍କ ସଭାପତିତ୍ବରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ମଙ୍ଗଳ…
Read More...