ମୋହନାଠାରୁ ରା.ଉଦୟଗିରି ମଧ୍ୟରେ ୨ ଶହରୁ ଊର୍ଦ୍ଧ୍ୱ ଖାଲଖମା, ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି

ମୋହନା: କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ଜାତୀୟ ରାଜପଥ ନିର୍ମାଣ ଓ ମରାମତି ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ଏପରିକି ପରିବହନ ବିଭାଗ ମଧ୍ୟ ମନ ମୁତାବକ ଗାଡି ଚାଳକ ଓ ମାଲିକଙ୍କଠାରୁ…
Read More...

ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ(ଏମ୍‌) ଦଳ ପକ୍ଷରୁ ପ୍ରତିବାଦ ସଭା

ଗଞ୍ଜାମ: ଦୈନିକ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରବୃଦ୍ଧି ବିରୁଦ୍ଧରେରେ ଆଜି ସିପିଆଇ(ଏମ୍‌) ଆଞ୍ଚଳିକ କମିଟି ପକ୍ଷରୁ ପ୍ରତିବାଦ ସଭା ବ୍ଲକ ଆଗରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତ୍ରିବେଣୀ ମଠ ଛକଠାରୁ ଏକ…
Read More...

ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ

ଗଞ୍ଜାମ:ଗଞ୍ଜାମ ଏନଏସି କାର୍ଯ୍ୟାଳୟ ପରିସରରେ ବୁଧବାର "ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏନଏସି କର୍ମଚାରୀ ବିପିନ ବାରିକ ସଂଯୋଜନାରେ କରିଥିଲେ।…
Read More...

ଆଦିତ୍ୟ ମହାପାତ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

କଟକ : ବରିଷ୍ଠ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ତାଙ୍କ ନିଯୁକ୍ତ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି  ଭାରତୀୟ ସମ୍ବିଧାନରେ…
Read More...

ରେଳ ଧାରଣା କଡରେ ବେଆଇନ ବ୍ଲାଷ୍ଟିଂ ଘଟଣା; ଠିକା ସଂସ୍ଥାର ଦୁଇ କର୍ମଚାରୀ କୋର୍ଟ ଚାଲାଣ

ଟିଟିଲାଗଡ଼: ଗତକାଲି ବଲାଙ୍ଗୀର ଟିଟିଲାଗଡ଼ ରେଳ ରାସ୍ତାରେ ଟିଟିଲାଗଡ଼ ନିକଟରେ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ ଆସୁଥିବା ସମୟରେ ବେଆଇନ ବ୍ଲାଷ୍ଟିଂ ଘଟଣାରେ ରେଳ ଠିକା ସଂସ୍ଥାର ଦୁଇ କର୍ମଚାରୀ ଗିରଫ ସହ କୋର୍ଟ ଚାଲାଣ…
Read More...

କାର୍ତ୍ତିକ ମାସରେ ସାକ୍ଷୀ ଗୋପୀନାଥଙ୍କ ଛତୁଆ ଭୋଗ ଏକ ଅନନ୍ୟ ପରମ୍ପରା

ସୁଆଣ୍ଡୋ: ସତ୍ୟବାଦୀ ସାକ୍ଷୀ ଗୋପୀନାଥଙ୍କ ପାଖରେ କାର୍ତ୍ତିକ ମାସରେ ଛତୁଆ ଭୋଗ ଏକ ଅନନ୍ୟ ପରମ୍ପରା। ବହୁଳ ଭାବରେ ଏହି ମାସରେ ଛତୁଆ ଭୋଗ କରାଯାଇଥାଏ । ଶ୍ରୀ ଗୋପାଳ ପଶ୍ଚିମାଞ୍ଚଳର ଠାକୁର ହୋଇଥିବାରୁ ସବୁଦିନ ଗହମ…
Read More...

ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ଶିଶୁବିକାଶ ଅଧିକାରୀ

ଆରଡି: ରାଜ୍ୟ ଶିଶୁବିକାଶ ଅଧିକାରୀ ଅନୁପମା ସାହୁ ମଙ୍ଗଳବାର ଆରଡିପୀଠ ନିକଟସ୍ଥ ନାନ୍ଦପୁର ପଞ୍ଚାୟତ କୋଇଲିଖା ଭାଇବ୍ରେଟର ଅଙ୍ଗନବାଡି କେନ୍ଦ୍ରର ପରିଦର୍ଶନ କରିଛନ୍ତି। ରାଜ୍ୟ ଶିଶୁବିକାଶର ଡବ୍ଲ୍ୟୁସିଡି ଅନୁପମା…
Read More...

ସାହି ପୂଜା ଚାନ୍ଦା ନ ଦେବାରୁ ବିରୋଧ, ଗାଁ ଛାଡ଼ି ଥାନାରେ ଅଭିଯୋଗ କଲେ ଖ୍ରୀଷ୍ଟିଆନ ଆଦିବାସୀ ଦମ୍ପତି

ପାଟଣା: ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ଗ୍ରାମ ଝାଟିଆଳି ସାହିରେ ସାର୍ବଜନୀନ ପୂଜା କାର୍ଯ୍ୟ ପାଇଁ ଗୋଟିଏ ପରିବାର ସାହି ଚାନ୍ଦା ଦେବାକୁ ରୋକ ଠୋକ ମନା କରିଦେଇଥିଲେ। ଏପରିକି ସେ ଖ୍ରୀଷ୍ଟିଆନ ହୋଇସାରିଥିବାରୁ ପୂଜା…
Read More...

ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବଲାଣିପଶି ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବଲାଣିପଶି ଗ୍ରାମର ନୃସିଂହ ଚରଣ ମହାନ୍ତ(୩୮) ଆଜି ନିଜ ବଗିଚାରେ ପନିପରିବା ଚାଷରେ…
Read More...

କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ମତ୍ସ୍ୟ ଚାଷ ସମ୍ପର୍କିତ ସଚେତନତା ଶିବିର

କଲମପୁର: ଜିଲ୍ଲା ମତ୍ସ୍ୟ ଚାଷ ବିଭାଗ ଓ ହେଡସ ସ୍ୱେଚ୍ଛାସେବୀ ସଂସ୍ଥାର ସହଯୋଗରେ କଲମପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସଭାଗୃହଠାରେ ବ୍ଲକ କୃଷି ଅଧିକାରୀ ଅନନ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ଚାଷ…
Read More...

ବର୍ଷାରେ ଭାଙ୍ଗିଲା ଘର; ଅସହାୟ ଅବସ୍ଥାରେ ଦୁଇ ପରିବାରର ୭ ସଦସ୍ୟ

କଲମପୁର: ସୋମବାର ସଂଧ୍ୟାରେ ଦୀର୍ଘ ଦେଢ ଘଣ୍ଟା ଧରି ଲାଗି ରହିଥିଲା ବର୍ଷା ସହିତ ପବନ ଓ ଘଡ ଘଡି। ଏହି ବର୍ଷା ଏବଂ ପବନ ପ୍ରଭାବରେ ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ଦୁଇ ପରିବାରର ଘର ଭାଙ୍ଗିଯାଇଛି। ଯାହାରି ଫଳରେ ଅସହାୟ…
Read More...

ମଙ୍ଗଳ ବିଭାଗ ଶିକ୍ଷକଙ୍କ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

ନବରଙ୍ଗପୁର: ନବରଙ୍ଗପୁର ନୂତନ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କୁ ମଙ୍ଗଳ ବିଭାଗ ଶିକ୍ଷକ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସ୍ୱାଗତ ଜଣାଇଛନ୍ତି। ଏହି ଅବସରରେ ସଂଘର ସଭାପତି ସାଧୁରାମ ଭାତରା,…
Read More...

ସୁଆଣ୍ଡୋରେ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଅତିରିକ୍ତ ଜିଲାପାଳ

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ସରକାରଙ୍କ ପକ୍ଷରୁ ଚାଲିଥିବା ଐତିହ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମଙ୍ଗଳବାର ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହୁ ସମୀକ୍ଷା କରିଛନ୍ତି ।…
Read More...

ଦୀପାବଳିରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିବ ମହାଦୀପ; ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆରଡି: ଆସନ୍ତା ୪ରେ ପବିତ୍ର ଦୀପାବଳି ଉତ୍ସବ। ଏହି ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଥାଏ ମହାଦୀପ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଉଭୟ…
Read More...

ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ଓ ଜଳଛାୟା ପ୍ରକଳ୍ପ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଆସି କୋଷଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକର ବିଭିନ୍ନ…
Read More...

ଭିଜିଲାନ୍ସ ଜାଲରେ ତହସିଲଦାର; ଜଣେ ଲୋକ ୫ଟି ପାନ୍‌ କାର୍ଡ଼

କଟକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ପୁରୀ ଜିଲା ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ତହସିଲଦାରଙ୍କ ପୁରୀ ସରକାରୀ ବାସଭବନ ଏବଂ କଟକ ସିଡିଏରେ ଥିବା…
Read More...

ଅଚାନକ ବ୍ଲାଷ୍ଟିଂ, ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ

ଟିଟିଲାଗଡ଼: ବଲାଙ୍ଗୀର ଟିଟିଲାଗଡ଼ ରେଳ ଷ୍ଟେସନ ମଧ୍ୟରେ ବାଞ୍ଜିଝାଲ ଜଙ୍ଗଲ ନିକଟରେ ଅଚାନକ ପଥର ବ୍ଲାଷ୍ଟିଂ ଯୋଗୁଁ ଏକ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ସୂଚନା ମୁତାବକ,…
Read More...

ପୋଖରୀରେ ପହଁରୁଥିବା ବେଳେ ବୁଡିଗଲେ ଯୁବକ; ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ବାଲେଶ୍ବର: ବାଲେଶ୍ବର ସହର ନିକଟସ୍ଥ ତାମୁଳିଆରେ ମଙ୍ଗଳବାର ପୋଖରୀରେ ପହଁରୁଥିବା ବେଳେ ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ଅଜୟ ସେଠୀ ବୋଲି ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ…
Read More...

ଦରଦାମ ବୃଦ୍ଧି ନେଇ ବିଜେଡିର ପ୍ରତିବାଦ

ନବରଙ୍ଗପୁର/ପାପଡାହାଣ୍ଡି: ଦର ଦାମ ବୃଦ୍ଧିରେ ଲାଗୁନି ଲଗାମ, ଅହେତୁକ ଭାବେ ବଢି ଚାଲିଛି ଦରଦାମ । ଯାହାକୁ ନେଇ ରାଜ୍ୟ ବିଜେଡିର ଡାକରାରେ ଆଜି ସାରା ରାଜ୍ୟରେ ମହିଳା ବିଜେଡି ଦଳ ତରଫରୁ ବିକ୍ଷୋଭ ଓ ପ୍ରତିବାଦ…
Read More...

ହରଭଙ୍ଗାରେ ନୂତନ ବିଡିଓଙ୍କ ଯୋଗଦାନ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ସୋମବାର ନୂତନ ବିଡିଓ ଭାବେ ସ୍ମିତା ରଥ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ବୌଦ୍ଧ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟ ୩୧ରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଅବସର…
Read More...

ଚିକିଟିରେ ବିଜେଡିର ପ୍ରତିବାଦ ସଭା

ଚିକିଟି: ବିଜେଡି ସୁପ୍ରିମୋଙ୍କ ନିର୍ଦେଶକ୍ରମେ ବିଧାୟିକା ଉସାଦେବୀଙ୍କ ନେତୃତ୍ୱରେ ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ଓ ଚିକିଟି ବ୍ଲକର ବିଜୁ ଜନତା ଦଳ ତରଫରୁ ପ୍ରତିବାଦ ଓ ବ୍ଲକ ଘେରାଉ କରାଯାଇଥିଲା । ପେଟ୍ରୋଲ,…
Read More...

ତାଳପଦର ଉଚ୍ଚ ବିଦ୍ୟାଳୟରେ ମହାପୁରୁଷଙ୍କ ଚିତ୍ର: ନାହାନ୍ତି ଗାନ୍ଧିଜୀ, ଭଲଭାବେ ଅଙ୍କାଯାଇନାହିଁ ସୁବାଷ ବୋଷଙ୍କ ଚିତ୍ର

ତାଳପଦର: ବିଜେପୁରର ତାଲପଦର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପୁରୁଣା ଘର ନବୀକରଣ ହୋଇଥିବା ବେଳେ ହତାରେ ବିଭିନ୍ନ ମହାପୁରୁଷଙ୍କ ଚିତ୍ର ସ୍ଥାନ ପାଇଛି। ମାତ୍ର ସେମାନଙ୍କ ମଧ୍ୟରେ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ…
Read More...

ଲକ୍ଷ ଲକ୍ଷ ଟଙ୍କାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବାଟବଣା

ତାଳପଦର: ବିଜେପୁରର ତାଳପଦର ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭରୁ ବାଟବଣା ହୋଇଯାଇଛି। ତାଳପଦର ଗ୍ରାମରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଗାଁ ସାରା ପାଇପ ଫାଟି ପାଣି…
Read More...

ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିଜେଡିର ରଣହୁଙ୍କାର

ରେଙ୍ଗାଲିକ୍ୟାମ୍ପ : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ଖାଉଟିମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବିରୁଦ୍ଧରେ ଆଜି ବିଜୁ ଜନତା ଦଳ ମହିଳା ମାନଙ୍କ ଦ୍ଵାରା ହଜାର ହଜାର ସଂଖ୍ୟାରେ ବ୍ଲକ…
Read More...

ଏଥର ଦୀପାବଳିରେ ପରିବେଶ ଉପଯୋଗୀ ବାଣକୁ ଅନୁମତି

କଟକ: ଏଥର ଦୀପାବଳିରେ ଫୁଟିବ ପରିବେଶ ଉପଯୋଗୀ ବାଣ(ଗ୍ରୀନ କ୍ରାକର)। ନୀଖିଳ ଓଡ଼ିଶା ବାଣ ବ୍ୟବସାୟୀ ସଂଘର ଆବେଦନକୁ ଗ୍ରହଣ କରି ଏହିଭଳି ବାଣ ଫୁଟାଇବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ନିର୍ଦିଷ୍ଟ ସର୍ତ୍ତ ଆଧାରରେ…
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ୭ ଆହତ, ଜଣେ ଗୁରୁତର

କନ୍ଧମାଳ : କନ୍ଧମାଳ ଜିଲ କେ.ନୂଆଗାଁ ଅଞ୍ଚଳରେ ସୋମବାର ଘଟିଛି ଏକ ବଡ଼ ସଡ଼କ ଦୁର୍ଘଟଣା। ଏକ ଅଟୋ କୁଡୁତୁଲିରୁ କଞ୍ଜାମେଣ୍ଡି ଆସୁଥିବା ବେଳେ କୁଡୁତୁଲି ନିକଟ ଏକ ପୋଲ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୭…
Read More...

ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀ ସଂଘର ଆନ୍ଦୋଳନ ପାଇଁ ସଜବାଜ

କନ୍ଧମାଳ: ସରକାରଙ୍କ ବୈମାତୃକ ମନୋଭାବ ନେଇ ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀ ସଂଘ କନ୍ଧମାଳର ଏକ ବୈଠକ ମାଷ୍ଟରପଡା ଫୁଲବାଣୀଠାରେ ଅନୁଷ୍ଠିତ ହୋଇଯାଇଛି । ସରକାର ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ…
Read More...

ତୁଷୁରା ଡାକ୍ତରଖାନାରେ ଡାକ୍ତର ମରୁଡି

ଗୁଡଭେଲା : ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ରୋଗୀଙ୍କ ସମ୍ପର୍କୀୟମାନେ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଛନ୍ତି। ରବିବାର ଦିନ ଏହିଭଳି ଏକ ଘଟଣା ଘଟିଛି।  ତୁଷୁରା ସହର…
Read More...

ଢୁଲୁ ଘାଟିରେ ଟ୍ରାକ୍ଟର ଓଲଟି ଚାଳକ ମୃତ, ଜଣେ ଆହତ

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଢୁଲୁ ଘାଟିରେ ଗତ ରାତିରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଓଲଟି ପଡିବାରୁ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଆହତ…
Read More...

କୋଏଲ ନଦୀରେ ବୁଡ଼ି ଛାତ୍ର ନିଖୋଜ

ରାଉରକେଲା: କୋଏଲ ନଦୀ ହମିରପୁର ଘାଟରେ ଗାଧୋଇବା ସମୟରେ ଭାସି ଯାଇ ଜଣେ ଛାତ୍ର ନିଖୋଜ ଥିବା ଜଣାପଡ଼ିଛି। ଛାତ୍ରଜଣକ ହେଉଛନ୍ତି ସେକ୍ଟର-୬ ଅଞ୍ଚଳର ନବମ ଶ୍ରେଣୀର ଛାତ୍ର ବିବେକ କୁମାର ସିଂହ। ସୂଚନା ଅନୁସାରେ,…
Read More...

ଅସୁରକ୍ଷିତ ଘୋଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରୁଣା କୋଠା ଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଅସୁରକ୍ଷିତ ଘୋଷଣା ପରେ ଆଜି ଏହାର ଭଙ୍ଗା କାମ ଆରମ୍ଭ ହୋଇଛି। ରବିବାର ପାଇଁ ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ରହିଛି। ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ ପୁଲିସ…
Read More...

ସର୍ଦ୍ଦାର ପଟେଲଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶ ଆଭ୍ୟନ୍ତର ଓ ବାହ୍ୟ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ପାଇଁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଉପଲକ୍ଷେ ଭିଡ଼ିଓ ବାର୍ତ୍ତାରେ ମୋଦୀ କହିଛନ୍ତି,…
Read More...

କରୋନା କବଳରେ ଉର୍ମିଳା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଳା ମାତୋଣ୍ଡକର କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। I've tested positive for #COVID19 I'm fine n…
Read More...

ସର୍ଦ୍ଦାର ପଟେଲ ହେଉଛନ୍ତି ପ୍ରେରଣାର ଉତ୍ସ: ଶାହ

ଗାନ୍ଧିନଗର: ସାରା ଦେଶରେ ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି। ଗୁଜରାଟର କାଭେଡିଆଠାରେ ପ୍ରତିଷ୍ଠା କରାଯାଇଥିବା ବିଶ୍ୱର ସର୍ବୋଚ୍ଚ ଏକତାର ପ୍ରତିମୂର୍ତ୍ତି ନିକଟରେ…
Read More...

ଖାତକୁ ଖସିଲା ବୋଲେରୋ: ୧୩ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ଡେରାଡୁନ୍: ଉତ୍ତରାଖଣ୍ଡର ଚକରାତାରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ୧୦ଟା ସମୟେରେ ଚକରାତାର ଭରମ ଖତ ସ୍ଥିତ ବାୟଲା ଗାଁରୁ ବିକାଶନଗର ଯାଉଥିବା ଏକ ବୋଲେରୋ ବାୟଲା-ପିଙ୍ଗୁୱା ରାସ୍ତାରେ…
Read More...

ଯୁବକଙ୍କୁ ଗୁଳିମାଡ଼ ସହ ଭୁଜାଲିରେ ହାଣି ହତ୍ୟା

ବାଲେଶ୍ବର: ବାଲେଶ୍ବର ଜିଲା ସଦର ଥାନା ଅନ୍ତର୍ଗତ କୁରୁଡା ଛକରେ ରବିବାର ଜଣେ ଯୁବକଙ୍କୁ ଗୁଳିମାଡ଼ ସହ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଛି। ଯୁବକଜଣକ ହେଉଛନ୍ତି ଶାସନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପାଟଣା…
Read More...

ନିର୍ବାଚନ ପୂର୍ବରୁ ନିକଟ ପଞ୍ଚାୟତରେ ଗ୍ରାମକୁ ସାମିଲ କରାଯାଉ

ପାତ୍ରପୁର: ସରକାର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦବୀ ନିମନ୍ତେ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ତାଲିକାର ଆପତ୍ତି ଅଭିଯୋଗ ଗ୍ରହଣ ପରେ ଚୂଡାନ୍ତ ତାଲିକା ପ୍ରସ୍ତୁତି ପାଇଁ…
Read More...

ଆର୍ଯ୍ୟନଙ୍କ ଜାମିନ ଆଦେଶ ଜାରି: ଆଜି ଜେଲରୁ ମୁକୁଳି ପାରନ୍ତି, ମାନିବାକୁ ପଡ଼ିବ ଏସବୁ ସର୍ତ୍ତ

ନୂଆଦିଲ୍ଲୀ: ମୁମ୍ବଇ କ୍ରୁଜ୍‌ ଜାହଜରେ ଡ୍ରଗ୍ସ ମାମଲାରେ ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ଜାମିନ ମିଳିବା ପରେ ଶୁକ୍ରବାର ବେଲ୍‌ ଅର୍ଡର ଜାରି କରାଯାଇଛି। ସେ ଆଜି ଜେଲରୁ ମୁକୁଳି ପାରନ୍ତି।…
Read More...

ପୁଇଁତଳା ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ

ଗଞ୍ଜାମ: ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ସେଥିରେ ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ଅଜୟ କୁମାର ବାରିକ, ଉପସଭାପତି…
Read More...

କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କର ଶୁକ୍ରବାର ପରଲୋକ ଘଟିଛି। ହୃଦଘାତରେ ଶିକାର ହୋଇ ସେ ଆଜି ସକାଳେ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି…
Read More...

ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଅଶୋକ ମେହେଟା ସଭା ଗୃହରେ ସରକାରଙ୍କ ନିର୍ଦେଶକ୍ରମେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ୟ୍ୟାଳୟର ସମସ୍ତ…
Read More...

ଟିଏମସିରେ ମିଶିଲେ ଟେନିସ୍‌ ଚମ୍ପିୟନ୍‌ ଲିଏଣ୍ଡର ପେସ୍‌ ଓ ଅଭିନେତ୍ରୀ ନଫିସା ଅଲୀ

ପଣଜୀ: ଲୋକପ୍ରିୟ ଟେନିସ୍‌ କ୍ରୀଡ଼ାବିତ୍‌ ଲିଏଣ୍ଡର ପେସ୍‌ ଗୋଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଆଜି ବଲିଉଡ଼ ଅଭିନେତ୍ରୀ ନଫିସା…
Read More...

ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନାଇ: ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚେନ୍ନାଇର କୌଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଟିମ୍‌ର କହିବାନୁସାରେ, ତାଙ୍କୁ ସମୟାନ୍ତର…
Read More...

କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲା: ଆର୍ଯ୍ୟନ୍‌ଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ: ମୁମ୍ବଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ଜାମିନ ଆବେଦନ ଉପରେ ଲଗାତାର ୩ ଦିନର ଶୁଣାଣି ପରେ…
Read More...

ବ୍ଲକସ୍ତରୀୟ ରକ୍ତଦାନ ଶିବିର ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ସ୍ଥିତ ମା’ପାଦୁକାଇ ମନ୍ଦିର ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ…
Read More...

ଆଠ କିଲୋମିଟର ଜଙ୍ଗଲ ରାସ୍ତା ସଫା କଲେ ଗ୍ରାମବାସୀ

ପାତ୍ରପୁର: ପାତ୍ରପୁର ବ୍ଲକର ଦୁର୍ଗମ ବୁରାତ।ଲ ପଞ୍ଚାୟତର ମହାଲିମ୍ବ ଗ୍ରାମବାସୀ ପୁଣି ଗ୍ରାମକୁ ସଂଯୋଗ ରାସ୍ତା ସଫା କରିଥିବା ଦେଖିବାକୁ ମିଳିଛି। ଯାହାକି ଅଂଚଳର ବିଭିନ୍ନର ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।…
Read More...

ରୁସ୍‌ରେ ପୁଣି ଲକ୍‌ଡାଉନ୍‌

ମସ୍କୋ: ରୁସ୍‌ରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଔଷଧ ଓ କିଛି ଜରୁରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି।…
Read More...

ରେଳ ଓଭରବ୍ରିଜ ନିର୍ମାଣ ସ୍ଥାନାନ୍ତର ଦାବୀରେ ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘର ଗଣଧାରଣା

ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ବଜାରରେ ପ୍ରସ୍ତାବିତ ରେଳ ଓଭର ବ୍ରିଜ ନିର୍ମାଣ ସ୍ଥାନାନ୍ତର ଦାବୀ କରି ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ତରଫରୁ ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି ।…
Read More...

୫ଶହ ମିଟର ରାସ୍ତା ନିର୍ମାଣକୁ ୯ ମାସ ବିତିଲା: କାମ ଅଧାରଖି ଠିକାଦାର ଚମ୍ପଟ, ଅଧିକାରୀ କହୁଛନ୍ତି ବାଲି ମିଳୁନି

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମ ସୁଆଣ୍ଡୋକୁ ଚନ୍ଦନପୁର ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ଦେଇ ଯିବାକୁ ହୋଇଥାଏ । ଉକ୍ତ ରାସ୍ତାରେ ଗଲେ ମାତ୍ର ୫ ଶହ ମିଟର ଯିବା ପରେ ସୁଆଣ୍ଡୋ ଗାଁ। ଏହି ରାସ୍ତା…
Read More...

ମମିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କଲେ ବରିଷ୍ଠ କଂଗ୍ରେସ ନେତା

ଟିଟିଲାଗଡ଼: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ରାଜ୍ୟରେ ତୁମ୍ବିତୁଫାନ ଚାଲିଛି। ଇତି ମଧ୍ୟରେ ଆଜି ରାଷ୍ଟ୍ରୀୟ କଂଗ୍ରେସ ସାଧାରଣ ସମ୍ପାଦକ ରାଣଦୀପ ସିଂ ସୁର୍ଜେୱାଲ, ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା…
Read More...

କାର୍ତ୍ତିକ ମାସର ନିଆରା ପରମ୍ପରା ‘ଆକାଶ ଦୀପ’

ସାରନଗରୀ : ଧର୍ମ ମାସ କାର୍ତ୍ତିକରେ ଚାଲିଛି ବ୍ରତଧାରୀ ଓ ହବିଷ୍ୟାଳିଙ୍କ ପୂଜାର୍ଚ୍ଚନା । ଚଳିତ ବର୍ଷ କୋଭିଡ଼ କଟକଣାରେ ଦେବାଳୟରେ ଚାଲିଛି ପୂଜାର୍ଚ୍ଚନା । କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବା ଲାଗି ଆଧ୍ୟାତ୍ମିକ…
Read More...

ବନ୍ଦ ହୋଇ ପଡିଛି ଚାରିଛକ ଶୌଚାଳୟ, ଯାତ୍ରୀ ହନ୍ତସନ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାରର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡରେ ରହିଥିବା ଗ୍ରାମ୍ୟଉନ୍ନୟନ ବିଭାଗର ଏକ ସୁଲଭ ଶୌଚାଲୟ ଦୀର୍ଘବର୍ଷ ହେଲା ବନ୍ଦ ହୋଇପଡିଛି।ଯାହାଫଳରେ ଶୌଚପାଇଁ ଏହି…
Read More...

ପିଇବା ପାଣି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗାଁ ଲୋକ

ଗୁଡଭେଲା : ନଦୀ ଖଣ୍ଡୀରେ ବାସ କରିଥିଲେ ମଧ୍ୟ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକ। ପିଇବା ପାଣିର ସ୍ଥାୟୀ ସମାଧାନ ନ କଲେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ କରି ବସିବୁ ବୋଲି ଗୁଡଭେଲା ବ୍ଳକ…
Read More...

ତୁଷୁରାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ ପୂର୍ବତନ ସାଂସଦ କଲିକେଶ ସିଂଦେଓ

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକର ତୁଷୁରାକୁ ଆଜି ପୂର୍ବତନ ସାଂସଦ କଲିକେଶ ସିଂ ଦେଓ ଆସି ପ୍ରଥମେ ବଲାଙ୍ଗୀରର ସର୍ବପୁରାତନ ମହିପୁର ଆଦିବାସୀ ଆଶ୍ରମ ସ୍କୁଲ୍ ପରିଦର୍ଶନ କରିଥିଲେ। ସ୍କୁଲର ଭଲମନ୍ଦ…
Read More...

କୀଟନାଶକ ଔଷଧ ଖାଇ ମହିଳା ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡ଼ା ଗାଁର ବିଜୟ କୁନାକାଙ୍କ ସ୍ତ୍ରୀ ସୁକାନ୍ତି କୁନାକା(୨୦)ଙ୍କର କୀଟନାଶକ ଔଷଧ ଖାଇ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଜଣାପଡିଛି…
Read More...

ରିଲିଜ୍‌ ହେଲା ‘ତଡ଼ପ୍‌’ର ଟ୍ରେଲର; ଦେଖନ୍ତୁ ନବାଗତ ଆହାନଙ୍କ ଜବରଦସ୍ତ ଅଭିନୟର ଝଲକ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ‘ତଡ଼ପ୍‌’ ଜରିଆରେ ବଲିଉଡ଼ରେ ଏଣ୍ଟି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଚଳଚ୍ଚିତ୍ରରେ ଆହାନ ଅଭିନେତ୍ରୀ ତାରା ସୁତାରିଆଙ୍କ ସହ ଏକାଠି ଅଭିନୟ…
Read More...

ଶ୍ରୀଜୀଉଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର…
Read More...

ପଶ୍ଚିମାଞ୍ଚଳ ପୁଲିସ ରେଞ୍ଜ କାର୍ଯ୍ୟାଳୟ ଉଦଘାଟିତ

ରାଉରକେଲା : ପଶ୍ଚିମାଞ୍ଚଳ ପୁଲିସ ରେଞ୍ଜ କାର୍ଯ୍ୟାଳୟର ନୂତନ କୋଠା ବୁଧବାର ଉଦଘାଟିତ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଆଭାସୀ ବ୍ୟବସ୍ଥାରେ ଏହାକୁ ଉଦଘାଟନ କରିଛନ୍ତି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ରେଞ୍ଜ…
Read More...

ସମସ୍ୟାରେ ସନ୍ତୁଳିତ ଖାରିଗୁମାବାସୀ, ରାସ୍ତା ଓ ପାଣି ସମସ୍ୟା ଉତ୍କଟ

ମୋହନା: ସ୍ଥାନୀୟ ବ୍ଲକଠାରୁ ୧୨ କିମି ଦୂରରେ ଅବସ୍ଥିତ ଖାରିଗୁମା ଗ୍ରାମ। ଏଠି ସାଧାରଣତଃ ଆଦିବାସୀ ଓ ଅନ୍ୟ ସଂପ୍ରଦାୟର ଲୋକେ ବସବାସ କରନ୍ତି । ଏହି ଗ୍ରାମରେ ରହିଥିବା ୪ଟି ସାହି ଶବର ସାହି, କୁଇ ସାହି, ଓଡ଼ିଆ ସାହି…
Read More...

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ଭୁବନେଶ୍ବର: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା…
Read More...

ସଙ୍କୁଳ ସ୍ତରୀୟ ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

କଲମପୁର : ସ୍ଥାନୀୟ ଅମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସଙ୍କୁଳ ସ୍ତରୀୟ ଯୁବ ରେଡ଼କ୍ରସ ସ୍ଵେଚ୍ଛାସେବୀମାନଙ୍କର ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ…
Read More...

ଜିଲ୍ଲାପାଳଙ୍କ ଗଞ୍ଜାମ ବ୍ଲକର ସ୍କୁଲ ପରିଦର୍ଶନ

ଗଞ୍ଜାମ: ଗଞ୍ଜାମ ବ୍ଲକର ଆଦର୍ଶ ବିଦ୍ୟାଳୟ ଶତ୍ରୁସୋଲ ଏବଂ ନୀଳାଦ୍ରପୁର ଗ୍ରାମର ଲବଣ ଶ୍ରମିକ ଉଚ୍ଚ ବିଦ୍ୟାଳୟ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ସୁବଳୟା ପଂଚାୟତର…
Read More...

ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ

ଯାଜପୁର : ଦୁର୍ନୀତି ଏକ ଦୁସ୍ଥ ମାନସିକତା। ଏହା ବ୍ୟକ୍ତି, ପରିବାର ଓ ସମାଜକୁ ରୁଗ୍‌ଣ କରିଦିଏ । ତେଣୁ ଏହାର ବିଲୋପ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ…
Read More...

ରିଲିଜ୍‌ ହେଲା ‘ତଡ଼ପ୍’ର ଟିଜର୍‌; ଆସନ୍ତାକାଲି ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ୍ ଶେଟ୍ଟୀଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ତଡ଼ପ୍‌’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ଏଥିସହ ଫିଲ୍ମର ଟ୍ରେଲର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରାଯାଇଛି।…
Read More...

କର୍କଟକୁ ହରାଇଲେ ମହେଶ ମାଞ୍ଜରେକର

ମୁମ୍ବଇ: କର୍କଟରେ ପୀଡ଼ିତ ଥିବା ଲୋକପ୍ରିୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ ମହେଶ ମାଞ୍ଜରେକର ଏବେ କର୍କଟମୁକ୍ତ ହୋଇଛନ୍ତି। ଏନେଇ ମହେଶ ନିଜେ ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାରର ଦୁଇ ମାସ ପରେ ସେ…
Read More...

ରାଜ୍ୟ ପୁଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ ଅନୁଷ୍ଠିତ

କଟକ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଏକ ଶପଥ ପାଠ କାର୍ୟ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ…
Read More...

ହାତୀ ଦଳିଦେଲା ୧୦ଭରଣରୁ ଊର୍ଦ୍ଧ୍ବ ଧାନ ଫସଲ, ଚିନ୍ତାରେ ଚାଷୀ

ଚିକିଟି: ଦିଗପହଣ୍ଡି ବନାଞ୍ଚଳରେ ଦୁଇଦିନ ହେଲା ଏକ ହାତୀପଲ ଆସି ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଡେରା ପକେଇଛନ୍ତି। ଖେମୁଣ୍ଡି କଲେଜ ନିକଟସ୍ଥ ମୌଳାଭଣଜା ରାଧାନଗର ଗାଁର ବାବୁ ଗୌଡ଼ ଏବଂ ମଧୁସୂଦନ ଗୌଡ଼ଙ୍କ ସମେତ ଅନ୍ୟ…
Read More...

ମୃତ ଛାତ୍ରୀଙ୍କ ମାଆଙ୍କୁ ଗୁରୁ କଲ୍ୟାଣ ପାଣ୍ଠିରୁ ସହାୟତା

ଚିକିଟି: ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ସ୍ଥିତ କେଜିବିଭିରେ ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ଚଞ୍ଚଲା ମଳିକଙ୍କ ନିଜ ଘରେ ଛୁଟିରେ ଯାଇଥିବାବେଳେ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା । ଗତ କାଲି ଚିକିଟି…
Read More...

ଡାଲା ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବାଇକ ଓ ଡାଲା ଅଟୋ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା…
Read More...

ତାଲିମ ପାଇଁ ଆସିଥିବା ମହିଳା ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ଆତ୍ମହତ୍ୟା

ପୁଣେ: ମହାରାଷ୍ଟ୍ରର ପୁଣେରେ ତିନି ମାସିଆ ମିଲିଟାରୀ ତାଲିମ ପାଇଁ ଆସିଥିବା ଜଣେ ମହିଳା ଲେଫ୍ଟନାଣ୍ଟ କର୍ଣ୍ଣେଲ ବୁଧବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଣେ ପୁଲିସର କହିବାନୁସାରେ, ମହିଳା ସେନା ଅଧିକାରୀ…
Read More...

ସାରନଗରୀର ପ୍ରକୃତିପ୍ରେମୀ ପଦ୍ମଲୋଚନ; ଗଛ ଓ ମଣିଷ ମଧ୍ୟରେ ବାନ୍ଧିଛନ୍ତି ଅଦୃଶ୍ୟ ଡୋରି

ସାରନଗରୀ : ଗଛ ପରିବେଶକୁ ସୁରକ୍ଷା କବଚ ପ୍ରଦାନ କରିଥାଏ । ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ ହେଲେ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଦକ୍ଷିଣ ରାଉରକେଲା ଅଞ୍ଚଳର ଜଣେ…
Read More...

ବିନା ଭକ୍ତ ଓ ରକ୍ତରେ ପ୍ରସିଦ୍ଧ ଏବଂ ବିରଳ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଅନୁଷ୍ଠିତ

ଭବାନୀପାଟଣା: କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ତଥା ବିରଳ ଛତର ବିଜୟ ଯାତ୍ରା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଇତିହାସରେ ଦ୍ୱିତୀୟ ଥର ବିନା ଭକ୍ତ ଓ ରକ୍ତରେ ବୁଧବାର ଶାନ୍ତି ଶୃଙ୍ଖଳା ସହିତ…
Read More...

ଶିକ୍ଷକ ଦମ୍ପତିଙ୍କ ଘରୁ ନଗଦ ଟଙ୍କା ଓ ସୁନା ଗହଣା ଲୁଟ୍‌

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ଏସବିଆଇ ଶାଖା ନିକଟରେ ଥିବା ଶିକ୍ଷକ କଲୋନୀରେ ଏକ ବଡ ଧରଣର ଲୁଟ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମତେ, ଶିକ୍ଷକ ଦାମୋଦର ରାଉତ ଏବଂ ତାଙ୍କ ପତ୍ନୀ…
Read More...

କର୍କଟରେ ଶଯ୍ୟାଶାୟୀ କାର୍ତ୍ତିକ; ଖୋଜୁଛନ୍ତି ସହାୟତାର ହାତ

ରେଙ୍ଗାଲିକେମ୍ପ: ଦୁର୍ଭାଗ୍ୟ ସାଙ୍ଗକୁ ଅର୍ଥାଭାବ ମଣିଷର ମେରୁଦଣ୍ଡ ଭାଙ୍ଗିଦେଇପାରେ ଆଜି କାର୍ତ୍ତିକଙ୍କୁ ଦେଖିଲେ ବେଶ୍ ବୁଝିହୁଏ। ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାଡ଼ ନଂ ୧ ମାର୍କେଟ ପଡାର କାର୍ତ୍ତିକ…
Read More...

ଆଖଣ୍ଡଳମଣିଙ୍କ ପୀଠରେ ଜୟଦୁର୍ଗାଙ୍କ ମହାସପ୍ତମୀ ପୂଜା; ସର୍ବମଙ୍ଗଳା ବେଶରେ ଦର୍ଶନ ଦେଲେ ମା’

ଆରଡି: ପବିତ୍ର ଶାରଦୀୟ ଦୁର୍ଗାପୂଜା ପାଇଁ ପଲ୍ଲିଠାରୁ ସହର ସବୁଠି ଉତ୍ସବମୁଖର। ଆରଡ଼ିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ପବିତ୍ର ମୂଳାଷ୍ଟମୀଠାରୁ ଷୋଡଶ ଦିବସୀୟ ପୂଜା…
Read More...

କନକ ଦୁର୍ଗା ପୀଠରେ ଅଷ୍ଟପ୍ରହର ନାମ ଯଜ୍ଞ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଟୁଆକୁଦା ଗ୍ରାମର ମା’ କନକ ଦୁର୍ଗା ପୀଠରେ ପବିତ୍ର ନବ ରାତ୍ର ପୂଜା ଅବସରରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଧିବାସ, କଳସ ଯାତ୍ରା ସୋମବାର ଦିନ…
Read More...

ଶୋଷ ମେଣ୍ଟାଇ ପାରୁନି ନଳକୂପ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ଦୀର୍ଘ ଆଠ ବର୍ଷରୁ ଊର୍ଦ୍ଧ୍ୱ ହେବ ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଏବେବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସରକାର ବାହାଦୁର…
Read More...

ଆଶ୍ବସ୍ତି: ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ନିଜ ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ବସ୍ତିକର ଖବର। ଡ୍ରଗ୍ସ କ​ଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ…
Read More...

ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ

ଗଞ୍ଜାମ: ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ମଙ୍ଗଳବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ମନ୍ଦିରର ଦୀପ ଗୃହରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ନବରାତ୍ର ପୂଜା ଚାଲିଥିବା ସମୟରେ ଏହି ଅଘଟଣ…
Read More...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ପିଇଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର…
Read More...

ସୁଗନ୍ଧିତ ଫସଲ ମୂଲ୍ୟଯୁକ୍ତ ସାମଗ୍ରୀର ଲୋକାର୍ପଣ କାର୍ଯ୍ୟକ୍ରମ

ନବରଙ୍ଗପୁର: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ବିଜ୍ଞାନ ସାମଗ୍ରୀ ଓ କାରିଗରୀ ବିଦ୍ୟା ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ଉନ୍ନତି ପ୍ରକଳ୍ପ ଜରିଆରେ ସୁଗନ୍ଧିତ ଫସଲର ମୂଲ୍ୟଯୁକ୍ତ ସାମଗ୍ରୀ ଲୋକାର୍ପଣ କାର୍ୟ୍ୟକ୍ରମ…
Read More...

ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା’ଉତ୍ତରାୟଣୀ

ପିପିଲି: ପୁରୀ ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ସାତଶଙ୍ଖ ସ୍ଥିତ ମା’ଉତ୍ତରାୟଣୀଙ୍କ ପୀଠରେ ଷୋଡଶ ପୂଜା ସମସ୍ତ ରୀତିନୀତି ଅନୁଯାୟୀ ଚାଲିଥିବା ବେଳେ ସୋମବାର ଠାକୁରାଣୀ ଅନ୍ନପୂର୍ଣ୍ଣା ବେଶରେ…
Read More...

ଲଖିମପୁର ହିଂସା ପ୍ରତିବାଦରେ ଏକଦିବସୀୟ ମହାରାଷ୍ଟ୍ର ବନ୍ଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ୪ଜଣ କୃଷକଙ୍କ ହତ୍ୟା ପ୍ରତିବାଦରେ ସୋମବାର ମହାରାଷ୍ଟ୍ରରେ ଏକଦିବସୀୟ ବନ୍ଦ ପାଳନ କରାଯାଉଛି। ମହାରାଷ୍ଟ୍ର ରାଜ୍ୟର ଶାସକ ‘ମହାବିକାଶ ଆଘାଡୀ’ ମେଣ୍ଟରେ ଥିବା ଶିବସେନା,…
Read More...

ଜମ୍ମୁ-କଶ୍ମୀର: ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ସୋମବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଜେସିଓ(ଜୁନିୟର କମିଶନ୍‌ଡ ଅଫିସର)ଙ୍କ ସମେତ ୫ ଯବାନ ଶହୀଦ ହୋଇଛନ୍ତି। ସୂଚନା ଅନୁସାରେ, ଚମରେର ଜଙ୍ଗଲରେ…
Read More...

ଆହୁରି ୨ ଦିନ ଜେଲରେ ରହିବେ ଆର୍ଯ୍ୟନ, ୧୩କୁ ଘୁଞ୍ଚିଲା ଶୁଣାଣି

ମୁମ୍ବଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମସ୍ୟା ବଢିବାରେ ଲାଗିଛି। ସେସନ୍‌ କୋର୍ଟରେ ୧୧ ଅକ୍ଟୋବରରେ ହେବାକୁ ଥିବା ଶୁଣାଣି ଏବେ ୧୩ ଅକ୍ଟୋବରରେ ହେବ। ତେଣୁ ଆର୍ଯ୍ୟନଙ୍କୁ…
Read More...

ରୁଷ୍‌ରେ ୨୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ୧୬ ମୃତ

ମସ୍କୋ: କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ରବିବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ମସ୍କୋ ସମୟାନୁସାରେ ସକାଳ ପ୍ରାୟ ୯ଟା ୨୩ ମିନିଟରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା…
Read More...

ଧର୍ମଶାଳା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ଯାଜପୁର : ଧର୍ମଶାଳା ବ୍ଲକ ଅଧିନସ୍ଥ କଳ୍ପତରୁ ଦାସ ଷ୍ଟାଡିୟମ ଜାରକାଠାରେ ଧର୍ମଶାଳା ବିଜୁ ମହିଳା ଜନତା ଦଳର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ବିଜୁ ମହିଳା ଜନତା ଦଳର ନିର୍ବାଚନ ମଳୀର…
Read More...

ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପିତ

ସୁଆଣ୍ଡୋ: କରୋନା ମହାମାରୀରୁ ମାନବ ସମାଜକୁ ରକ୍ଷା କରିବା ଲକ୍ଷ୍ୟ ନେଇ ସତ୍ୟବାଦୀ ବ୍ଲକ ବଳପୁର ପଣ୍ଡା ସାହିରେ ବିଶ୍ୱଶାନ୍ତି ମହାଯଜ୍ଞ କରାଯାଇଛି, ଯାହାକି ଆଜି ଉଦ୍‌ଯାପିତ ହୋଇଛି । ଭାର୍ଗବୀ ନଦୀ ବାରୁଣି ସ୍ନାନ…
Read More...

ଫଳ ଓ ପନିପରିବା ଚାଷ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କରୁଁଆମୁଣ୍ଡା ଗ୍ରାମପଞ୍ଚାୟତର ନାରୀ ଶକ୍ତିର ସଭ୍ୟାମାନଙ୍କୁ ନେଇ ସର୍ଗିଗୁଡାଠାରେ ଉଦ୍ୟାନ ବିଭାଗ ଟିଟିଲାଗଡ଼ ଓ ବଲାଙ୍ଗୀର ଗ୍ରାମ୍ୟ ଉଦ୍ୟୋଗ ସମିତି କଣ୍ଟାବାଞ୍ଜିର ମିଳିତ ସହଯୋଗରେ…
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର; ୧୧୫ ୟୁନିଟ ରକ୍ତ ସଂଗୃହୀତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳିପଶି ଲକ୍ଷ୍ମୀ ନାରାୟଣ ଉଚ୍ଚବିଦ୍ୟାଳୟରେ ରବିବାର ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପାଟଣା…
Read More...

ପ୍ରଶାସନିକ ସେବା ପରୀକ୍ଷାରେ ଅତୁନଙ୍କ ସଫଳତା

ମୋହନା: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ଗ୍ରାମର ଅତୁନ କୁମାର ପାତ୍ର ୭୪ତମ ସ୍ଥାନରେ ରହି କୃତିତ୍ୱ ହାସଲ କରି ବେଶ୍‌ ଚର୍ଚ୍ଚାରେ ସାଉଁଟିଛନ୍ତି। ସେ ଉତ୍ତୀର୍ଣ୍ଣ ହେବା ଶୁଣି…
Read More...

ଘର ଉପରେ ଓଲଟିଲା ଗେଟି ଭର୍ତ୍ତି ଟ୍ରକ୍‌: ୪ ମୃତ, ୪ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ଦମୋହ ଜିଲାରେ ଘଟିଛି ଏକ ଦୁଃଖଦ ଘଟଣା। ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଗୋଟିଏ ଘର ଉପରେ ଚଢିଯିବା ଫଳରେ ଘରେ ଶୋଇଥିବା ତିନି ଶିଶୁଙ୍କ ସମେତ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ତିନି ଶିଶୁ ଭାଇଭାଉଣୀ…
Read More...

’ସୁପର ଡାନ୍ସର ଚାପ୍ଟର ୪’: ବାଜି ମାରିନେଲେ ଫ୍ଲୋରିନା

ମୁମ୍ବଇ: ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟାଲିଟି ଶୋ’ ‘‘ସୁପର ଡାନ୍ସର ଚାପ୍ଟର ୪’’ର ବିଜେତା ହୋଇଛନ୍ତି ଆସାମ ଜୋରହାଟର ଫ୍ଲୋରିନା ଗୋଗୋଇ। ଶନିବାର ପ୍ରସାରିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫିନାଲେରେ…
Read More...

ସାପ କାମୁଡ଼ାରେ ବିଧବା ମହିଳାଙ୍କ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ ପଞ୍ଚାୟତ ସଦରର ବିଧବା ମହିଳା ତୁଲୁସା ପ୍ରଧାନୀ(୭୨)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ନେବାରୁ ଜଣା ପଡ଼ିଲା ଯେ, ଗତକାଲି…
Read More...

ରଣ୍ଢା ପ୍ରସିଦ୍ଧ ମା’ପଶ୍ଚିମେଶ୍ୱରୀ ବୁଡି ଠାକୁରାଣୀଙ୍କ ପାଞ୍ଚଦିନିଆ ଯାତ୍ରା କୋଭିଡ କଟକଣା ସହ ଆରମ୍ଭ

ଗୋପାଳପୁର: କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ରଣ୍ଢା ପ୍ରସିଦ୍ଧ ମା’ ପଶ୍ଚିମେଶ୍ୱରୀ ବୁଡି ଠାକୁରାଣୀଙ୍କ ପାଞ୍ଚଦିନିଆ ଯାତ୍ରା । ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ କଟକଣା ନିୟମ ଅନୁସାରେ ମାଙ୍କୁ ଗ୍ରାମ…
Read More...

ଅତାବିରା ‘ଆମ ପୁଲିସ ସମିତି’ର ଜନସମ୍ପର୍କ ଅଭିଯାନ

ରେଙ୍ଗାଲିକେମ୍ପ : ଅତାବିରା ପୁଲିସ ପକ୍ଷରୁ ଅତାବିରା ଥାନା ପରିସରରେ ‘ଆମ ପୁଲିସ ସମିତି’ର ସ୍ଵତନ୍ତ୍ର ଜନ ସୁସମ୍ପର୍କ କାର୍ୟ୍ୟକ୍ରମ ଥାନା ଅଧିକାରୀ ଦିଲିପ୍ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳରେ…
Read More...

ଟାଟା ପାୱାରର ଗରୀବମାରଣ ନୀତି ବିରୋଧରେ ଦଳିତ ମହାସଂଘର ଧାରଣା

ପିପିଲି: ବିଦ୍ୟୁତ୍‍ ବିତରଣକାରୀ ସଂସ୍ଥା ଟାଟା ପାୱାର କଂପାନୀର ଗରୀବମାରଣ ନୀତିକୁ ବିରୋଧ କରି ବିଭିନ୍ନ ଦାବି ନେଇ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ଶୁକ୍ରବାର ପିପିଲି ସ୍ଥିତ ବିଦ୍ୟୁତ ବିଭାଗ…
Read More...

ସ୍ୱୟଂ ସହାୟକ ଗୋଷ୍ଠୀର ଅଭ୍ୟୁଦୟ ବିକାଶର ବିପ୍ଳବ ସାଜିଛି

ଯାଜପୁର : ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ଆଂଚଳିକ କାର୍ୟ୍ୟାଳୟ, ଚଣ୍ଡିଖୋଲ ସହଯୋଗରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ…
Read More...