www.samajalive.in
Saturday, December 6, 2025
14.1 C
Bhubaneswar

ମମିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କଲେ ବରିଷ୍ଠ କଂଗ୍ରେସ ନେତା

ଟିଟିଲାଗଡ଼: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ରାଜ୍ୟରେ ତୁମ୍ବିତୁଫାନ ଚାଲିଛି। ଇତି ମଧ୍ୟରେ ଆଜି ରାଷ୍ଟ୍ରୀୟ କଂଗ୍ରେସ ସାଧାରଣ ସମ୍ପାଦକ ରାଣଦୀପ ସିଂ ସୁର୍ଜେୱାଲ, ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର, କଂଗ୍ରେସ ଦଳ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଏକ ହେଲିକେପ୍ଟର ଯୋଗେ ଆସି ମମିତାଙ୍କ ପରିବାରକୁ ଭେଟିଛନ୍ତି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ ଦଳର ସାଧାରଣ ସମ୍ପାଦକ ପରିବାରକୁ ୧ କୋଟି ଟଙ୍କାର ସହାୟତା, ଜଣକୁ ସରକାରୀ ଚାକିରୀ, ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ଗସ୍ତ କାର୍ୟ୍ୟକ୍ରମରେ ଖରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଶୈଳେଶ ସିଂଦେଓ, ସମରେନ୍ଦ୍ର ମିଶ୍ର, ଜିଲା ସଭାପତି ଦିଲୀପ ବେହେରା, ଗୁଣସାଗର ମାଝୀ ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories