କରୋନା କବଳରେ ଉର୍ମିଳା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଳା ମାତୋଣ୍ଡକର କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

prayash


ଉର୍ମିଳା ଲେଖିଛନ୍ତି ଯେ, ‘‘ମୋର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ମୋ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି ଓ ମୁଁ ନିଜକୁ ଘରେ ସଙ୍ଗରୋଧରେ ରଖିଛି। ମୁଁ ନିବେଦନ କରୁଛି ଯେ ବିଗତ ଦିନମାନଙ୍କରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ ନିଜ କରୋନା ପରୀକ୍ଷା କରାଇନିଅନ୍ତୁ। ଏଥିସହ ଦୀପାବଳି ସମୟରେ ସମସ୍ତେ ସାବଧାନତା ଅବଲମ୍ବନ କରନ୍ତୁ, ନିଜର ଯତ୍ନ ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ’’।

kalyan agarbati

Comments are closed.