ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ‘ନୋ ଫିସିଂ ଜୋନ୍‌’ ନିମନ୍ତେ ପ୍ରଶିକ୍ଷଣ ଶିବିର 

ଗଞ୍ଜାମ: ମତ୍ସ୍ୟବିଭାଗ ତରଫରୁ ଗଂଜାମ ସଂପ୍ରସାରଣ ଅଞ୍ଚଳର ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରେ ମତ୍ସ୍ୟଜୀବୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ଏସ୍‌ ସ୍ବାମୀନାଥନ୍‌ ଫାଉଣ୍ଡେସନର…
Read More...

ସ୍ଥଗିତ ରହିଲା ରାଜ୍ୟପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ; ବଂଶଧାରା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଧନ୍ୟବାଦ…

ଗୁଣପୁର: ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ କରିବା ଦାବୀକୁ ନେଇ ସ୍ଥାନୀୟ ଲୋକେ ଗତ ଦୁଇମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିଲେ। ଏହାକୁ ନେଇ ନିକଟରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ…
Read More...

ସ୍ୱର୍ଗତଃ ନରସିଂହ ମହାପାତ୍ର ସ୍ମୃତି ପୁରସ୍କାର ବିତରଣ ଉତ୍ସବ

ବାଙ୍କୀ: ପବିତ୍ର ଗୁରୁ ଦିବସ ଅବସରରେ ସ୍ଥାନୀୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ସମ୍ମିଳନୀ ପ୍ରକୋଷ୍ଠରେ ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ଶିକ୍ଷାବିତ୍‍ ସ୍ୱର୍ଗତଃ ନରସିଂହ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ…
Read More...

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ: ପବିତ୍ର ଗୁରୁ ଦିବସ ଅବସରରେ କଳାପଥର ସ୍ଥିତ ପ୍ରଭୂପସନ୍ଦ ଭବନ ପ୍ରାଙ୍ଗଣରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁ ବନ୍ଦନ ପର୍ବ ଓ ବରିଷ୍ଠ ନାଗରିକଙ୍କୁ ଭକ୍ତିପୂର୍ଣ୍ଣ…
Read More...

୬୭ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ; ୪ ଗିରଫ

କାଶୀପୁର: ରାୟଗଡ଼ା ଜିଲା କାଶୀପୁର ପୁଲିସ ହାତରେ ଲାଗିଛି ଗଞ୍ଜେଇ ମାପିଆଙ୍କ ଚେର। ଚୋରାଚାଲାଣ କରୁଥିବାବେଳେ କାଶୀପୁର ପୁଲିସ ୪ ଜଣକୁ ଗିରଫ କରିବା ସହ ସେମାନଙ୍କଠାରୁ ୬୭ କେଜି ୨ ଶହ ଗ୍ରାମର ଗେଞ୍ଜଇ ଜବତ କରିଛି।…
Read More...

ବିଦ୍ୟା ଷ୍ଟଡି ପଏଣ୍ଟ ପକ୍ଷରୁ ଗୁରୁଙ୍କୁ ଗଛ ଦେଇ ନିଆରା ଢଙ୍ଗରେ ଗୁରୁ ଦିବସ ପାଳନ

ସାରନଗରୀ : ପ୍ରାକ୍ତନ ରାଷ୍ଟ୍ରପତି ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇଆସୁଅଛି । ପ୍ରତ୍ୟେକ ବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ବିଭିନ୍ନ ସରକାରୀ ଓ ଘରୋଇ…
Read More...

ରହସ୍ୟଜନକ ମୃତ୍ୟୁ, ଦୁର୍ଘଟଣା ନା ହତ୍ୟା

ରେଙ୍ଗାଲିକେମ୍ପ : ଅତାବିରା ନିର୍ବାଚନ ମଣ୍ଡଳୀର ପଥର୍ଲା ସାଳନା ମଝିରେ ରାସ୍ତାର ବାମପର୍ଶ୍ୱରେ ଏକ ବାଇକ୍ ପଡ଼ିଥିବା ଓ ପାଖରେ ଜଣେ ବ୍ୟକ୍ତି ମୁମୂର୍ଷୁ ଅବସ୍ଥାରେ ପଡିରହିଥିବା ଦେଖି କୌଣସି ସହୃଦୟ ବ୍ୟକ୍ତି…
Read More...

ଦିନ ୩ଟା ମୁଖ୍ୟ ଖବର

ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ, ଦେଶର ମୋଟ୍‌ ୪୪ ଶିକ୍ଷକ ରାଷ୍ଟ୍ରୀୟ ପୁରସ୍କାର-୨୦୨୧ରେ ସମ୍ମାନିତ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ…
Read More...

ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ

ନୂଆଦିଲ୍ଲୀ: ପବିତ୍ର ଗୁରୁ ଦିବସ ଅବସରରେ ରବିବାର ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି। ଓଡ଼ିଶାର ଦୁଇ ଜଣଙ୍କ ସମେତ ଦେଶର ମୋଟ୍‌ ୪୪ ଜଣ ଶିକ୍ଷକଙ୍କୁ ଏହି ପୁରସ୍କାରରେ…
Read More...

ଷ୍ଟାଫସିଲେକ୍ସନ କମିଶନ ଦୁର୍ନୀତି ପ୍ରସଙ୍ଗ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ୭ରେ ବିଧାନସଭା ଘେରାଉ କରିବ…

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ରବିବାର ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଷ୍ଟାଫସିଲେକ୍ସନ କମିଶନ ଦୁର୍ନୀତି ଓ ମନ୍ତ୍ରୀ ପ୍ରତାପ…
Read More...

ପଟ୍ଟନାୟିକିଆ-ସୁଆଣ୍ଡୋ ରାସ୍ତାର ନାମ ’ଗୋପବନ୍ଧୁ ମାର୍ଗ’ କରାଯିବା ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ

ସୁଆଣ୍ଡୋ: ଭୁବନେଶ୍ବର-ପୁରୀ ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକଠାରୁ ସୁଆଣ୍ଡୋ ରାସ୍ତାର ନାମ ଗୋପବନ୍ଧୁ ମାର୍ଗ ରଖାଯିବା ଦାବି ନେଇ ଗରିବର ସାଥୀ ଅନୁଷ୍ଠାନ ପକ୍ଷରୁ ରବିବାର ଦସ୍ତଖତ ସଂଗ୍ରହ ଅଭିଯାନ ପୁଣ୍ୟାତ୍ମା…
Read More...

ହାତୀ ଦାନ୍ତ ଜବତ, ୫ ଅଟକ

ବାଲେଶ୍ବର: ହାତୀ ଦାନ୍ତ ଚୋରି ରାକେଟରେ ଖଇରା ଓ ଔପଦା ଲିଙ୍କ। ଶନିବାର ବିଳମ୍ବିତ ରାତିରେ ଔପଦା ବନବିଭାଗ ଖଇରା ଓ ପୁଲିସର ମିଳିତ ସହଯୋଗରେ ଔପଦା ଓ ଖଇରା ଅଞ୍ଚଳରେ ୫ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଛି। ୧୦ଟି…
Read More...

ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ଗାଁରେ ରବିବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ଘର ଭିତରୁ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତଳେ ଚଟାଣରେ ସ୍ତ୍ରୀର ମୃତ୍ୟଦେହ ପଡ଼ିଥିବା…
Read More...

ଆଖଣ୍ଡଳମଣିଙ୍କ ପୀଠରେ ନିଆରା ଭାବେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଆରଡି : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ନିଆରା ଭାବେ ରୀତିନୀତି ଅନୁଯାୟୀ ପାଳିତ ହୋଇଛି ଜନ୍ମାଷ୍ଟମୀ ଉତ୍ସବ। ଏହି ଅବସରରେ ସୋମବାର ଦିନ ଜନ୍ମାଷ୍ଟମୀ ନୀତି ନିମନ୍ତେ ଭୋର ସମୟରେ ଏକ ସ୍ବତନ୍ତ୍ର…
Read More...

କିଆପଲ୍ଲା ପଞ୍ଚାୟତରେ କଲ୍ୟାଣ ମଣ୍ଡପର ଭୂମୀପୂଜନ

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତର ନରଣପୁର ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ତାର ଭୂମୀପୂଜନ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ପୂର୍ବତନ…
Read More...

ପ୍ରେସ୍‍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର

ବାଙ୍କୀ: ବାଙ୍କୀ ପ୍ରେସ୍‍ କ୍ଲବ(ବିଦ୍ୟାରତ୍ନ ଭବନ) ପକ୍ଷରୁ ମଙ୍ଗଳବାର ଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ…
Read More...

ପାର୍ଥ ସାରଥୀ ଧାମ ଖୋଲିବାକୁ ଦାବୀ

ପାତ୍ରପୁର: ଦକ୍ଷିଣ ଓଡ଼ିଶାର ଅନ୍ୟତମ ଧାମ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ ଆନ୍ଧ୍ର ସୀମାନ୍ତ ଜରଡା ଗ୍ରାମରେ ବିଜେ ଶ୍ରୀ ପାର୍ଥସାରଥୀ ଧାମ ସର୍ବ ସାଧାରଣଙ୍କ ଦର୍ଶନ ଲାଗି ଅନୁମତି ଦେବାକୁ ଦାବି ହୋଇଛି। କରୋନା…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ସେପ୍ଟେମ୍ବର ମାସର ଗାଇଡ଼୍‌ଲାଇନ୍‌ ଘୋଷଣା କଲେ ଏସଆରସି- ୩ ସହରରୁ ସପ୍ତାହାନ୍ତ ସଟଡାଉନ୍‌ ହଟିଲା, ରାତି ୧୦ଟାକୁ ଘୁଞ୍ଚିଲା ନାଇଟ୍‌ କର୍ଫ୍ୟୁ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ…
Read More...

ଚାନ୍ଦିପୁରରେ ଡଲଫିନ୍‌, ଦେଖିବାକୁ ଲୋକଙ୍କ ଭିଡ଼

ବାଲେଶ୍ଵର: ବାଲେଶ୍ବର ଜିଲା ଚାନ୍ଦିପୁର ନିକଟ ନଅ ମାଇଲ ନିକଟରେ ମଙ୍ଗଳବାର ଏକ ଜୀବନ୍ତ ଡଲଫିନ ଦେଖିବାକୁ ମିଳିଛି। ଡଲଫିନ ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସ୍ଥାନୀୟ ଲୋକେ ଡଲଫିନକୁ ଧରି କିଛି…
Read More...

ଲାଞ୍ଜିଗଡ ବ୍ଲକରେ ନିରାମୟ ଯୋଜନା ଫେଲ୍‍, ରୋଗୀକୁ ନ ଦେଇ ଜଙ୍ଗଲରେ ଫିଙ୍ଗା ଯାଉଛି ସରକାରୀ ଔଷଧ

ଲାଞ୍ଜିଗଡ଼: ସରକାର ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ନିରାମୟ ଯୋଜନାରେ…
Read More...

ତେଲ ଟ୍ୟାଙ୍କର ଧକ୍କାରେ ଟ୍ରକ ଦୁର୍ଘଟଣାଗ୍ରସ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚାରିଛକ ପାନ୍ଥନୀବାସ ସମ୍ମୁଖରେ ସୋମବାର ବିଳମ୍ବିତ ରାତିରେ ତେଲ ଟ୍ୟାଙ୍କର ଧକ୍କାରେ ଏକ ଆଇଚର ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ…
Read More...

ଦିନ ୩ଟା ମୁଖ୍ୟ ଖବର

ଅପରାହ୍ନ ୩ଟା ୩୦ରେ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ଼୍‌ଲାଇନ୍‌ ନେଇ ସୂଚନା ଦେବେ ଏସଆରସି ଶ୍ରୀମନ୍ଦିରରେ ଗୋବିନ୍ଦା; ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା…
Read More...

ସ୍ୱାୟତ୍ତ ଶାସନ ଦିବସରେ ଗଞ୍ଜାମ ଏନଏସିରେ ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ଯୁବଗୋଷ୍ଠୀ

ଗଞ୍ଜାମ: ଗଞ୍ଜାମ ଏନଏସି ପ୍ରଶାସନର ଅପାରଗତା ଯୋଗୁଁ କୌଣସି ଉନ୍ନୟନ କାର୍ଯ୍ୟ ହେଉନି। ଫଳରେ ଏହାକୁ ନେଇ ସହରବାସୀ ଏକ ପ୍ରକାର ଅତିଷ୍ଠ ହୋଇ ପଡିଲେଣି। ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଲୋକମାନଙ୍କ…
Read More...

ବାଙ୍କୀରେ ୫୫ତମ ସ୍ୱାୟତ୍ତଶାସନ ଦିବସ ପାଳିତ

ବାଙ୍କୀ: ବାଙ୍କୀ ବିଜ୍ଞାପିତ ଅଂଚଳ ପରିଷଦରେ ୫୫ତମ ସ୍ୱାୟତ ଶାସନ ଦିବସ ନିରାଡମ୍ବର ଭାବରେ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ ବାଙ୍କୀ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ…
Read More...

ବିକାଶ ଛୁଇଁନି ହାତୀମରା ଗାଁ, ଗ୍ରାମ ସଂଯୋଗୀ ରାସ୍ତା ଆଣ୍ଠୁଏ ପାଣି କାଦୁଅ

ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡା ବ୍ଲକ ଅଧିନ ଢଁସର ପଞ୍ଚାୟତର ହାତୀମରା ଗାଁ। ସ୍ଥାନୀୟ ମହାପର୍ବତ ପାଦଦେଶରେ ୫୦ ରୁ ଊର୍ଦ୍ଧ୍ବ ଅନୁସୂଚିତ ଜନଜାତି ବର୍ଗର ଗରୀବ ଖଟିଖିଆଙ୍କ ବାସସ୍ଥାନ। ସ୍ଥାନୀୟ ଅଂଚଳରେ…
Read More...

ଇତିହାସରେ ପ୍ରଥମ; ଏକ ସଙ୍ଗେ ଶପଥ ନେଲେ ୯ ବିଚାରପତି

ନୂଆଦିଲ୍ଲୀ: ଭାରତର ଇତିହାସରେ ପ୍ରଥମ। ଏକ ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ଜଣ ନୂଆ ବିଚାରପତି। ମଙ୍ଗଳବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ ଭେଙ୍କଟ ରମଣ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ୯ ନୂଆ…
Read More...

ପୌର କର୍ମଚାରୀ ଦାୟିତ୍ୱବୋଧ ହୁଅନ୍ତୁ

ଟିଟିଲାଗଡ଼: ସ୍ୱାୟତ୍ତ ଶାସନ ଦିବସ ଅବସରରେ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ରାଜେନ୍ଦ୍ର ପାର୍କ ପରିସରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ…
Read More...

ମରଣଯନ୍ତା ପାଲଟିଛି ସିକୋ-ମୟୁରଝାଲିଆ ରାସ୍ତା 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସହିତ ନୟାଗଡ ଜିଲ୍ଲା ରଣପୁର ବ୍ଲକକୁ ସଂଯୋଗ କରୁଥିବା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନସ୍ଥ ସିକୋ-ମୟୁରଝାଲିଆ ରାସ୍ତା ପାଲଟିଛି ମରଣଯନ୍ତା । ପୂର୍ବରୁ ଏହି ରାସ୍ତାରେ…
Read More...

ଭଞ୍ଜବିହାର ଫାଣ୍ଡିର ନୂତନ କୋଠା ଉଦଘାଟିତ

ଗୋପାଳପୁର: ଗୋପାଳପୁର ଥାନା ଅଧୀନରେ ରହିଥିବା ଭଞ୍ଜବିହାର ଫାଣ୍ଡିର ନୂତନ କୋଠାକୁ ସୋମବାର ପୁଲିସ ମହାନିର୍ଦ୍ଦେଶକ ଅଭୟ ଉଦଘାଟନ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ…
Read More...

ରମ୍ଭା ଥାନା ନୂତନ ଗୃହ ଉଦଘାଟନ କଲେ ଡିଜି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ନୂତନ ଗୃହକୁ ସୋମବାର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଉଦଘାଟନ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଡ଼ିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ…
Read More...

ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି ଜଳାତଙ୍କ ଇଞ୍ଜେକ୍ସନ

ମୋହନା: ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି ଜଳାତଙ୍କ ଇଞ୍ଜେକ୍ସନ। ଏହି ଅସୁବିଧା ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଯାଉଥିବାରୁ ଲୋକମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ନେଇ…
Read More...

ସାକ୍ଷୀଗୋପାଳ ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ପାଳିତ

ସୁଆଣ୍ଡୋ: ପୁରୀ ଜିଲାର ଚାରୁ ରତ୍ନଚିରା ତଟ ପ୍ରସିଦ୍ଧ ବୈଷ୍ଣବକ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ ସତ୍ୟବାଦୀ ସାକ୍ଷୀଗୋପୀନାଥଙ୍କ ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଯାଇ…
Read More...

ଜନ୍ମାଷ୍ଟମୀରେ ସିନେପ୍ରେମୀଙ୍କୁ ଖାସ୍‌ ଉପହାର ଦେଲେ ପ୍ରଭାସ ଓ ପୂଜା

ମୁମ୍ବଇ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ସିନେପ୍ରେମୀଙ୍କୁ ଏକ ଖାସ୍‌ ଉପହାର ଭେଟି ଦେଇଛନ୍ତି ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗଡ଼େ।  ପ୍ରଭାସ-ପୂଜା ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ର ଏକ…
Read More...

ବିରଳ ଗ୍ରୁପର ରକ୍ତ ଦାନ କଲେ ଯୁବକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରତିଦିନ ପାଖଆଖ ଅଞ୍ଚଳର ଶହ ଶହ ରୋଗୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ପରିସରରେ ଥିବା ଓଡିଶା ରକ୍ତ ଭଣ୍ଡାରରୁ ପ୍ରତିଦିନ ରୋଗୀମାନେ ରକ୍ତ ନେଇଥାନ୍ତି। ରକ୍ତର…
Read More...

ଜାତୀୟ ରାଜପଥ ଉପରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ

ଭଦ୍ରକ: ଜାତୀୟ ରାଜପଥର ଧାମନଗର ଓଭରବ୍ରିଜ ଉପରେ ରବିବାର ଦିନ ପ୍ରାୟ ୩ଟା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଜଳିଯାଇଛି। ଚଣ୍ଡିଖୋଲରୁ ସିମେଣ୍ଟ ବୋଝେଇ କରି ଟ୍ରକଟି ଭଦ୍ରକ ଅଭିମୁଖେ ଯାଉଥିବାବେଳେ କୌଣସି କାରଣରୁ ହଠାତ…
Read More...

ବାଙ୍କୀରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ବାଙ୍କୀ: ବାଙ୍କୀ ଆଥେଲେଟିକ ଆସୋସିଏସନ୍‍ ପକ୍ଷରୁ ରବିବାର ରାଣୀଶୁକଦେଇ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। କୋଭିଡ କଟକଣା ସହିତ ନିରାଡ଼ମ୍ବର ଭାବରେ ଅନୁଷ୍ଠାନର ଉପସଭାପତି…
Read More...

ଅବକାରୀ ଚଢାଉ: ୫୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ରବିବାର ଭୋରୁ ବିଭିନ୍ନ ଅଂଚଳରେ ଚଢାଉ କରାଯାଇ ୨ ଜଣଙ୍କୁ ଗିରଫ କରାଯିବା ସହ ୫୦ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଡମପଡା ବ୍ଲକ ଅଧିନ ବାଆଁରା…
Read More...

କଣ୍ଟାବାଞ୍ଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ କ୍ରୀଡ଼ା ଦିବସ ପାଳନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । କରୋନା ଆଚରଣ ବିଧି ମଧ୍ୟରେ…
Read More...

ଆକାଂକ୍ଷୀ ଜିଲ୍ଲାଗୁଡିକର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କୋରାପୁଟ ଭଳି ଆକାଂକ୍ଷୀ ଜିଲ୍ଲାରେ ପ୍ରତିଷ୍ଠିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବିକେ ଅଞ୍ଚଳ ତଥା ଆକାଂକ୍ଷୀ ଜିଲ୍ଲା ଭାବରେ ପରିଗଣିତ କଳାହାଣ୍ଡି, ବଲାଙ୍ଗିର ଏବଂ କୋରାପୁଟ ସମେତ ଦେଶର ଶିକ୍ଷା…
Read More...

ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ଓ ବିଧାୟକଙ୍କ କରୋନା ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ତା’ପୂର୍ବରୁ ଆଜି ବାଚସ୍ପତି, ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଇଛି। ବିଧାନସଭା ପରିସରରେ…
Read More...

ଆଜି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଥିବା ଆକର୍ଷଣ ହିଁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗୋଟିଏ ବହୁତ ବଡ଼…

ନୂଆଦିଲ୍ଲୀ: ଆଜି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଯେଉଁ ଆକର୍ଷଣ ଦେଖିବାକୁ ମିଳୁଛି, ତାହାହିଁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗୋଟିଏ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି ବୋଲି ରବିବାର ‘ମନ୍‌ କି ବାତ୍‌’…
Read More...

କୋରିଅରରେ ଗଞ୍ଜେଇ ଚୋରା ଚାଲଣ, ଦୁଇ ଗିରଫ

ଉତ୍ତର ଭୁବନେଶ୍ଵର: କମିଶନରେଟ ପୁଲିସର ସହିଦ ନଗର ଥାନା ପୁଲିସ ରବିବାର ୪୫ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ବେଳେ ଦିଲ୍ଲୀର ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି…
Read More...

ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ

ବିଜେପୁର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ଜିଲ୍ଲାର ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ। ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ସେ ଧରାପଡ଼ିଛନ୍ତି। ତାଙ୍କ ଠାରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ଜବତ…
Read More...

କାଜୁ ବଗିଚାରୁ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଆରମ୍ଭ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପିଙ୍ଗୁ ଗ୍ରାମର କାଜୁ ବଗିଚାରୁ ରବିବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ପଡୋଶୀ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା…
Read More...

ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଗସ୍ତର ଦ୍ବିତୀୟ ଦିନରେ ଜି.ଉଦୟଗିରି ଗସ୍ତ

ଜି.ଉଦୟଗିରି: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତର ଦ୍ବିତୀୟ ଦିନରେ ରବିବାର ଜି.ଉଦୟଗିରିରେ ସକାଳ ପ୍ରାୟ ୧୦ ଘ.୧୫ମି ସମୟରେ ପହଞ୍ଚିଥିଲେ। ପ୍ରଥମେ ଜି.ଉଦୟଗିରି ସ୍ଥିତ…
Read More...

ଭୁଲ ଠିକଣାରେ ଆରଆଇ ପରୀକ୍ଷା ଦେବାକୁ ଆସି ଶତାଧିକ ପରୀକ୍ଷାର୍ଥୀ ନିରାଶ

ଟିଟିଲାଗଡ଼: ଆରଆଇ ପଦ ପାଇଁ ଆଜି ସାରା ରାଜ୍ୟରେ ପରୀକ୍ଷା ଚାଲିଛି। ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ୬ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି। ତେବେ ଶତାଧିକ ପରୀକ୍ଷାର୍ଥୀ ଅଚାନକ ସ୍ଥାନୀୟ ମହିଳା ମହାବିଦ୍ୟାଳୟକୁ…
Read More...

ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଦୋମୁହାଁ ନୀତି ରଖୁଥିବା ଅଭିଯୋଗ କରି କଣ୍ଟାବାଞ୍ଜି ବିଜେଡିର ଜନସଚେତନତା…

କଣ୍ଟାବାଞ୍ଜି : ତୁରକେଲା ବ୍ଲକ ସ୍ଥିତ ମହଖଣ୍ଡ ଗ୍ରାମପଞ୍ଚାୟତରୁ ବିଜେଡିର ଜନସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ନେତୃତ୍ବରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ପଶ୍ଚିମ ଓଡିଶାର…
Read More...

ଦିନ ୩ଟା ମୁଖ୍ୟ ଖବର

ଗତକାଲି ସନ୍ଧ୍ୟାରେ କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ଘଟଣା; ବିସ୍ଫୋରଣରେ ମୃତ ୮୫ଙ୍କ ମଧ୍ୟରେ ୨୮ ତାଲିବାନୀ ଥିବା ସୂଚନା ଆସାମର ଦିସମାଓ ଗାଁ ନିକଟସ୍ଥ ଅମରଙ୍ଗସୋ ଲଙ୍କା ରୋଡରେ ୭ଟି ଟ୍ରକ ଉପରକୁ ଅଜ୍ଞାତ…
Read More...

ପାଣି ଅଭାବରୁ ହୋଇପାରିନି ଧାନ ରୁଆ, ଚିନ୍ତାରେ ଚାଷୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ଓ କରପା ପଞ୍ଚାୟତରେ ପାଣି ଅଭାବରୁ ଧାନ ରୁଆ ହୋଇପାରୁ ନ ଥିବା ଦେଖିବାକୁ ମିଳିଛି । ଧାନ ରୁଆ ହୋଇ ନଥିବାରୁ ଚିନ୍ତାରେ ଚାଷୀ । ଉକ୍ତ ପଞ୍ଚାୟତରେ…
Read More...

ଦୁଇଟି ବସ୍‌ ଗୋଟିଏ ନମ୍ବର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଗୋଟିଏ ନମ୍ବରର ଦୁଇଟି ଯାତ୍ରୀବାହୀ ବସ ଚାଲୁଥିବା ଦେଖିବାକୁ ମିଳିଛି । ପରିବହନ ବିଭାଗକୁ ଆଖିରେ ଧୂଳି ଦେଉଛି ବସ ମାଲିକ । ରାୟଗଡାଠାରୁ କଲ୍ୟାଣସିଂହପୁର…
Read More...

କରୋନାରେ ୨ ଶିଶୁକନ୍ୟା ମୃତ

ଭୁବନେଶ୍ୱର: କରୋନାରେ ରାଜ୍ୟରେ ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଉଭୟ ମୃତ ଶିଶୁ କନ୍ୟାସନ୍ତାନ ବୋଲି ଜଣାପଡ଼ିଛି। ଦୁହିଁଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲାର ୫ ମାସର ଶିଶୁ କନ୍ୟା ଏବଂ ସେ ହୃଦ୍‌ରୋଗରେ ମଧ୍ୟ…
Read More...

ମାଆ ହେଲେ ସାଂସଦ ନୁସରତ ଜାହାଁ

କୋଲକାତା: ମାଆ ହେଲେ ଟିଏମ୍‌ସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ। ଗୁରୁବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ବୁଧବାର ନୁସରତଙ୍କୁ କୋଲକାତାର ଏକ ଘରୋଇ…
Read More...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ- ଓବିସି କ’ଣ ପୋଇଲି ପୁଅ ?

ଭୁବନେଶ୍ୱର: କଂଗ୍ରେସ ଭବନରେ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ପୂର୍ବତନ ସିବିଆଇ ନିର୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ, ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ସୂଚନା ଓଡ଼ିଶାର ଏକମାତ୍ର ଆଇପିଏସ ଭାବେ ସିବିଆଇ ନିର୍ଦେଶକ ହୋଇଥିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ…
Read More...

ବ୍ରଜାଘାତରେ ମହିଳାଙ୍କ ମୃତ୍ୟୁ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋସାଇଁ ଗୁଲୁମୁଣ୍ଡା ପଞ୍ଚାୟତର ରାମଗିରି ଗ୍ରାମରେ ବ୍ରଜାଘାତ ଘଟି ୨୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ଭାସ୍କର ବିଡିକାଙ୍କ…
Read More...

ପ୍ରଥମ ପାନ ଟିକା ନେବା ପାଇଁ ଲୋକେ ଠେଲା ପେଲା, ଅଧିକ ପରିମାଣର ଟିକା ଯୋଗାଇବା ପାଇଁ ଦାବୀ

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଳକରେ ଚାଲିଥିବା କରୋନା ଟିକା ପ୍ରଥମ ପାନ ନେବା ପାଇଁ ଅନେକ ଜାଗାରେ ଦେଖିବାକୁ ମିଳୁଛି ପ୍ରବଳ ଜନ ଗହଳି ସହ ଠେଲା ପେଲା ଓ ଲମ୍ଭା ଧାଡି । ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ…
Read More...

ଦିନ ୩ଟା ମୁଖ୍ୟ ଖବର

ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ପ୍ରଥମ ପର୍ଯ୍ୟାୟରେ ୪ ଶହ ସେବାୟତ ପରିବାରକୁ ଘର ମିଳିବ ଆସନ୍ତା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର…
Read More...

ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥାଇ ଗୋଚର ଜମିରେ ଚାଲିଛି ନିର୍ମାଣ କାର୍ଯ୍ୟ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ପଞ୍ଚାୟତରେ ଥିବା ଗୋଚର ଜମିରେ ଚାଲିଛି କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ । ଗୋଚର ଜମିରେ ନିର୍ମାଣ କାର୍ୟ୍ୟ ନକରିବା ପାଇଁ ସରକାରୀ ନିର୍ଦେଶନାମା ଥିବାବେଳେ ସମ୍ପୃକ୍ତ…
Read More...

ଭିଜିଲାନ୍ସ ଜାଲରେ ବେହେରାପାଲି ପିଇଓ

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ବେହେରାପାଲି ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୀଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଗୁରୁବାର ଏକକାଳୀନ ୩ଟି…
Read More...

ଅନ୍ଧାରୀମୂଲକର ଜାମଢିଅ ଗାଁ: ଅନ୍ଧାରରେ ହଜିଯାଇଛି ବିକାଶର ଆଲୋକ, ସମୂହ ଭୋଟ ବର୍ଜନ ଚେତାବନୀ

ମୋହନା: ସ୍ବାଧିନତାର ସାତଦଶନ୍ଧି ପରେ ଆମ ଦେଶ ଡିଜିଟାଲ ଇଣ୍ଡିଆରେ ପାଦ ଥାପି ବିକାଶମୁଖୀ ହୋଇଚାଲିଛି। କିନ୍ତୁ ଆମ ରାଜ୍ୟରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ସାଧାରଣ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ସାତସପନ…
Read More...

ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବାରିଆ ପଞ୍ଚାୟତର ଭୂବନପଶି ଗ୍ରାମଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ବାରିଆ ପଞ୍ଚାୟତ ବିଜୁ ଜନତାଦଳର ପଞ୍ଚାୟତ ସଭାପତି ଯୁଗଳ କିଶୋର ବାରିକଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ବୁଧବାର…
Read More...

ମୌସୁମୀ ବର୍ଷାର ଲୁଚକାଳି ଖେଳ: ଚାଷ ଜମିରେ ପାଣି ନାହିଁ, ଚିନ୍ତାରେ ଚାଷୀକୂଳ

ଝୁମ୍ପୁରା: ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ପୂର୍ବରୁ ଭାରତୀୟ ପାଣିପାଣ ଆଗୁଆ ସୂଚନା ପ୍ରଦାନ କରିଥିଲେ। ପାଣିପାଗ ବିଭାଗଠାରୁ ଆଗୁଆ ସୂଚନା ପାଇ ଚାଷୀମାନେ ଚାଷ କାମ ଆରମ୍ଭ କରିଥିଲେ। କିନ୍ତୁ ନିଅଣ୍ଟିଆ…
Read More...

ଜବରଦଖଲ ଉଚ୍ଛେଦ ଦାବିରେ ସିକୋ ଆରଆଇ ଅଫିସ ଆଗରେ ଚାଲିଥିବା ଧାରଣା ପ୍ରତ୍ୟାହୃତ 

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମରେ ଥିବା ଦୋଳ ପଡିଆକୁ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ଦୋକାନ ଘର ନିର୍ମାଣ କରି ଭଡା ଲଗାଇଛନ୍ତି। ଫଳରେ ଦୋଳପଡ଼ିଆଟି ଦିନକୁ ଦିନ ସଙ୍କୁଚିତ ହେବାରେ…
Read More...

ନୂତନ ଜିଲା ଅଦାଲତ ପରିସରରେ ବିଭିନ୍ନ ଗୃହପ୍ରକଳ୍ପର ଭୂମିପୂଜନ

ନବରଙ୍ଗପୁର: ନବରଙ୍ଗପୁର ନୂତନ ଜିଲା ଅଦାଲତ ପରିସରରେ ଜିଲା ବିଚାରପତି ଅଶୋକ କୁମାର ପଣ୍ଡାଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟାଳୟର ଗୃହନିର୍ମାଣ ପାଇଁ ଭୂମିପୂଜନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଲ’ କଲେଜ ପରୀକ୍ଷା ଅନଲାଇନରେ ହେବ ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା ଦିଆଯିବ କାନାରା ବ୍ୟାଙ୍କର ୧.୫୯% ଅଂଶ ଅଧିଗ୍ରହଣ କଲେ ରାକେଶ ଝୁନଝୁନୱାଲା…
Read More...

ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କ ଟିକାକରଣ

ନୂଆଦିଲ୍ଳୀ: ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା ଦିଆଯିବ। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଅନୁରୋଧ କରିଛି କେନ୍ଦ୍ର। ଏନେଇ ସବୁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର…
Read More...

ଛୁରା ମାଡ଼ ଘଟଣାରେ ଜଣେ ଗିରଫ

ବ୍ରଜରାଜନଗର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୨୩ ତାରିଖ ଓରିଏଣ୍ଟ ଥାନା ଶାସ୍ତ୍ରୀ ନଗର ଝୁମ୍ପୁଡି ପଡ଼ାରେ ଛୁରା ମାଡ଼ ହୋଇଥିଲା। ସୁଜିତ ସାହୁଙ୍କ ଛୁରା ମାଡ଼ରେ ରାଜୁ ସାହୁ ଆହତ ହୋଇଥିଲେ। ତେବେ ଗତ କାଲି…
Read More...

ଦିନ ୩ଟା ମୁଖ୍ୟ ଖବର

କାନାରା ବ୍ୟାଙ୍କର ୧.୫୯% ଅଂଶ ଅଧିଗ୍ରହଣ କଲେ ରାକେଶ ଝୁନଝୁନୱାଲା ଭିଜିଲାନ୍ସ ଜାଲରେ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ ରାଜଧାନୀ ଦିଲ୍ଲୀର ଗୁରୁଗ୍ରାମରେ ଲୋମଟାଙ୍କୁରା ଘଟଣା ; ୩୦ ମିନିଟ…
Read More...

ଜବରଦଖଲ ଉଚ୍ଛେଦ ଦାବିରେ ଆରଆଇ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଦୋଳପଡ଼ିଆରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଘଟଣାରେ ପ୍ରଶାସନିକ ନୀରବତା ଯୋଗୁଁ ଆଜି ଗ୍ରାମବାସୀମାନେ ସିକୋ ଆରଆଇ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଦୋଳ ପଡ଼ିଆରୁ ଜବରଦଖଲ…
Read More...

ଜାଲ ସାର୍ଟିଫିକେଟ ତିଆରି ଅଭିଯୋଗରେ ଜେରକ୍ସ ଦୋକନରେ ଚଢାଉ

ବାସୁଦେବପୁର: ଜାଲ ସାର୍ଟିଫିକେଟ ତିଆରି ଅଭିଯୋଗରେ ବୁଧବାର ଭଦ୍ରକ ଜିଲା ବାସୁଦେବପୁର ସ୍ଥିତ ବ୍ଲକ ମାର୍ଗରେ ଥିବା ଏକ ଜେରକ୍ସ ଦୋକାନ ଉପରେ ଚଢାଉ କରିଛି ପୁଲିସ। ଦୋକାନୀଙ୍କ ନାମ ଅଶ୍ଵିନୀ ସାମଲ ବୋଲି ଜଣାପଡ଼ିଛି।…
Read More...

ଭିଜିଲାନ୍ସ ଜାଲରେ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ

ଖଡ଼ିଆଳ: ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡ଼ା ଜିଲା ଖଡ଼ିଆଳ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ। ନିଜ ସହକର୍ମୀ ଟିଜିଟି ଶିକ୍ଷକଙ୍କ ସର୍ଭିସ୍‌ ବୁକ୍‌ ଅପଡେଟ୍‌…
Read More...

ଗୋରୁ ବୋଝେଇ ଗାଡ଼ି ଜବତ, ଚାଳକ ଅଟକ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ଥାନା ପୁଲିସ ପାଟ୍ରୋଲିଂ କରିବା ସମୟରେ ପଟ୍ଟନାୟିକିଆ-ଡେଲାଙ୍ଗ ରାସ୍ତାରେ ବୁଧବାର ଏକ ଗୋରୁ ବୋଝେଇ ଗାଡି ଜବତ କରିଥିବା ଜଣାପଡିଛି । ଗୋଟିଏ ପିକ୍ ଅପ ଭ୍ୟାନରେ ନଅଟି ଅଣ୍ଡିରା ବାଛୁରୀ…
Read More...

ବିଦ୍ୟୁତ ଖୁଣ୍ଟ ପଡ଼ି ଶିଶୁପୁତ୍ରର ମୃତ୍ୟୁ 

ବେଗୁନିଆ: ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଫାରିଆ ସାହିରେ ମଙ୍ଗଳବାର ସକାଳେ ଏକ ଶିଶୁପୁତ୍ର ଗାଁ ଦାଣ୍ଡରେ ଖେଳୁଥିବାବେଳେ ତା’ ଉପରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବାରୁ…
Read More...

ଗ୍ରାମାଞ୍ଚଳ ବିକାଶ ଯୋଜନାର ଅସଲ ଚିତ୍ର; ସାଢେ ୩ କିମି ଖଟରେ ବୁହାହେଲେ ରୋଗୀ

ରେଙ୍ଗାଲିକେମ୍ପ : ସ୍ଵାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ରୋଗୀଙ୍କୁ ଖଟିଆରେ ବୁହାଯାଉଛି ଡାକ୍ତରଖାନାକୁ। ଗାଆଁକୁ ପହଞ୍ଚିପାରୁନି ଆମ୍ବୁଲାନ୍ସ । କଦର୍ଯ୍ୟ ରାସ୍ତା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ୮୦.୮୩ % ବେଆଇନ ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା, ୪୮ଟି ଖଣି ଲିଜ୍‍ ଟେଣ୍ଡର ବାତିଲ ପ୍ରଥମ ଥର ପାଇଁ ଗ୍ରୀନଲାଣ୍ଡରେ ବର୍ଷା ;…
Read More...

ବେଆଇନ ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା, ୪୮ଟି ଖଣି ଲିଜ୍‍ ଟେଣ୍ଡର ବାତିଲ

ମାଲକାନଗିରି : ବହୁ ଚର୍ଚ୍ଚିତ ମାଲକାନଗିରି ଜିଲ୍ଲାର ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା ତଦନ୍ତ ପରେ ୪୮ଟି ଲଘୁ ଖଣିଜ ଟେଣ୍ଡରକୁ ରଦ୍ଦ କଲା ଜିଲ୍ଲା ପ୍ରଶାସନା ସୁଚନା ମୁତାବକ ଗତ ମାର୍ଚ୍ଚ ମାସରେ ଏହି ୪୮ଟି ଖଣି…
Read More...

ଦିନ ୩ଟା ମୁଖ୍ୟ ଖବର

ସେପ୍ଟେମ୍ବରରୁ ପୁନଃ ଖୋଲିବ କର୍ତ୍ତାରପୁର ସାହିବ ଆଜି ୪ଟାରେ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଫଳ କାବୁଲରୁ ୟୁକ୍ରେନ ବିମାନ ଅପହରଣ: ଅଜ୍ଞାତ ସଶସ୍ତ୍ରବ୍ୟକ୍ତିଙ୍କ ଦ୍ୱାରା ଅପହୃତ, ଇରାନକୁ ନେଇଗଲେ ବିମାନ…
Read More...

ଆଜି ୪ଟାରେ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଫଳ

କଟକ: ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଫଳ। ମାଟ୍ରିକ ଫଳ ପ୍ରକାଶ ପାଇବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ବୋର୍ଡ ଦ୍ୱାରା ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶିତ…
Read More...

ପଛୁଆ ବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ

ବ୍ରହ୍ମପୁର: ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗଙ୍କ ସଂରକ୍ଷଣ ବଢ଼ାଇବା ପାଇଁ ରାଜ୍ୟର ବିଜେଡ଼ି ସରକାର ଆଗ୍ରହ ଦେଖାଉ ନାହାନ୍ତି । ପ୍ରକୃତ କଥା କହିବାକୁ ଗଲେ ପଛୁଆ ବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ…
Read More...

ସାକ୍ଷୀଗୋପାଳ ଓଭରବ୍ରିଜ୍ ପ୍ରତି ବିପଦ; ବିଭାଗୀୟ ଅଧିକାରୀଙ୍କ ଅବହେଳା ଅଭିଯୋଗ 

ସୁଆଣ୍ଡୋ: ୩୧୬ ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ଓଭରବ୍ରିଜରେ ବର ଓସ୍ତ ଇତ୍ୟାଦି ଗଛ ଉଠି ବ୍ରିଜ ପ୍ରତି ବିପଦ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀ ମାନେ ଏହାକୁ ଦେଖୁଥିଲେ ମଧ୍ୟ ଗଛ ଗୁଡିକ କାଟି ସଫା କରୁ ନାହାନ୍ତି।…
Read More...

କୋଇଲା ବୋଝେଇ ପିକ୍‌ଅପ୍ ଜବତ, ୨ ଗିରଫ

ବାସୁଦେବପୁର: ଚୂଡ଼ାମଣି ସାମୁଦ୍ରିକ ପୁଲିସ ମଙ୍ଗଳବାର ଭୋରରୁ କୋଷ୍ଟ କେନାଲ ଛକରୁ ଏକ କୋଇଲା ବୋଝେଇ ପିକ୍‌ ଅପ୍ ଗାଡିକୁ ଜବତ କରିଛି। ଗାଡିରେ ୮୦ ବସ୍ତା କୋଇଲା ରହିଛି। ଗାଡ଼ିଟି ଧାମରା ଅଞ୍ଚଳରୁ ସୋର ଯାଉଥିଲା।…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ମୁରିବାହାଲ ଏବିଇଓ ଆଫଗାନିସ୍ତାନ ସଙ୍କଟ, ୨୬ରେ ସର୍ବଦଳୀୟ ବୈଠକ ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଗିରଫ, ୫ ବର୍ଷ ହେଲା ଫେରାର ଥିଲା ଜମି ଜାଲିଆତି, ଅନିୟମିତତା, ଅପରାଧିକ…
Read More...

ପ୍ରଶାସନ ସହାୟତାରେ ଘର ଆଗରୁ ହଟିଲା କ୍ୟାବିନ

ବେଗୁନିଆ : ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅଧିନସ୍ଥ ଡଙ୍ଗରପଡା ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଘର ନିକଟରେ ପଡିଥିବା ଏକ କ୍ୟାବିନ ଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଥିବା ସମ୍ପର୍କରେ ଅଭିଯୋଗ କରି ଆସୁଥିଲେ । ସ୍ଥାନୀୟ…
Read More...

ଭିଜିଲାନ୍ସ ଜାଲରେ ଏବିଇଓ

ବଲାଙ୍ଗୀର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମୁରିବାହାଲ ଏବିଇଓ। ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସଙ୍କୁ ସମ୍ବଲପୁର ଭିଜିଲାନ୍ସ…
Read More...

ସାରସ୍ଵତ ମହାବିଦ୍ୟାଳୟରେ କରୋନା ସଚେତନତା ଓ ମାସ୍କ ବଣ୍ଟନ

ରେଙ୍ଗାଲିକେମ୍ପ : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଡଭଗା ସାରସ୍ବତ ମହାବିଦ୍ୟାଳୟରେ ୩୦୦ ଜଣ ଛାତ୍ରଛାତ୍ରୀଙ୍କୁ ମାସ୍କ ବାଣ୍ଟନ ସହ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ…
Read More...

ଦିନ ୩ଟା ମୁଖ୍ୟ ଖବର

ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଗିରଫ, ୫ ବର୍ଷ ହେଲା ଫେରାର ଥିଲା ଜମି ଜାଲିଆତି, ଅନିୟମିତତା, ଅପରାଧିକ ଷଡଯନ୍ତ୍ର ମାମଲାରେ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ତାଲିବାନର ଆଫଗାନିସ୍ତାନ ଦଖଲ ପଛରେ…
Read More...

ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଗିରଫ, ୫ ବର୍ଷ ହେଲା ଫେରାର ଥିଲା

କଟକ: କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ ସୋମବାର ଗିରଫ ହୋଇଛି। ଦୀର୍ଘ ୫ ବର୍ଷ ହେଲା ଫେରାର ଥିବା ଦିଲୁକୁ ରାୟଗଡ଼ାରୁ ଗିରଫ କରାଯାଇଛି। କଟକ ସହରାଞ୍ଚଳ…
Read More...

ଓରମାସ ପକ୍ଷରୁ ଜଗନ୍ନାଥପୁର ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ସହାୟତା; କଳତନ୍ତ ଉଦ୍‍ଘାଟିତ

କଳାପଥର: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଓରମାସ ସହାୟତାରେ ମା’ ମଙ୍ଗଳା ଉତ୍ପାଦକ ଗୋଷ୍ଠୀ ଆନୁକୁଲ୍ୟରେ କଳତନ୍ତ ପ୍ରକଳ୍ପକୁ ପୁର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ…
Read More...

ସାମ୍ନାକୁ ଆସିଲା ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍‌-୨’ର ମୁକ୍ତିଲାଭ ତାରିଖ

ମୁମ୍ବଇ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍‌-୨’ର ମୁକ୍ତିଲାଭ ତାରିଖ ଘୁଞ୍ଚାଇ ଦିଆଯାଇଛି। ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି।…
Read More...

ପଥରକ୍ୱାରୀ ପାଖ ଗାଡ଼ିଆରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲି: କତରବଗା ଥାନା ଅନ୍ତର୍ଗତ ଗୁମଲୋଇର ଏକ କ୍ରସରର ଅନତି ଦୂର ଜଙ୍ଗଲରେ ଥିବା ପଥରକ୍ୱାରୀ ପାଖ ଗାଡିଆରେ ଜନୈକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତଦେହ ଗାଡିଆ ପାଣିରେ ଭାସମାନ ଅବସ୍ଥାରେ…
Read More...

ଟେଲିଫୋନ ଖୁଣ୍ଟିକୁ ଗ୍ରାମର ମଧ୍ୟଭାଗରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ

ଝୁମ୍ପୁରା: ବର୍ତ୍ତମାନ ଟେଲିଫୋନ କମ୍ପାନୀଗୁଡିକ ପ୍ରତିଯୋଗିତା ମୂଳକ ଭାବରେ ବିଭିନ୍ନ ସ୍ଥାନରେ ଟେଲିଫୋନ ଖୁଣ୍ଟି ନିର୍ମାଣ କରିଚାଲିଛନ୍ତି। ଟେଲିଫୋନ ଖୁଣ୍ଟିଗୁଡିକ ବସିବା ଫଳରେ ଜନସାଧାଣଙ୍କ କ’ଣ କ୍ଷତି ହେଉଛି…
Read More...

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ଛତିଶଗଡ଼ ନାରାୟଣପୁର କାଡେମେଟାରେ ମାଓ ଆକ୍ରମଣ; ୨ ଯବାନ ଶହୀଦ ଭୁବନେଶ୍ବର ଏମ୍ସ ଗବେଷକଙ୍କ ଦ୍ବାରା ନୂଆ ଫଙ୍ଗସ୍‌ ଆବିଷ୍କାର, ଅରୁଣାଲୋକେ ନାମରେ ନୂଆ ଫଙ୍ଗସ୍‌ ଆବିଷ୍କାର ବାଣପୁର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା;…
Read More...

ବାଣପୁର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା; ମୃତକଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ…

ଭୁବନେଶ୍ୱର: ବାଣପୁରର ଗମ୍ଭାରୀ ମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କର ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର…
Read More...

ଦିନ ୩ଟା ମୁଖ୍ୟ ଖବର

ବାଣପୁର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା; ମୃତକଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଆଇଆଇଟିରେ ଦୁଇଟି ନୂଆ ବିଲ୍ଡିଂର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ,…
Read More...

ନିଖୋଜ ବ୍ୟକ୍ତିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଲକ୍ଷ୍ମୀପୁର ଗାଁର ମୃତ ହରି କାଶୀଙ୍କ ଚତୁର୍ଥ ପୁଅ ଦେବେନ୍ଦ୍ର କାଶୀ ନିଖୋଜ ଥିବା ନେଇ ବଡଭାଇ ଅର୍ଜୁନ କାଶୀ ଥାନାରେ ଲିଖିତ ଅଭିଯୋଗ…
Read More...

ଚାଟଶାଳୀ ଶିକ୍ଷା ଅଭିଯାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପୂଜାରୀଗୁଡା ପଞ୍ଚାୟତର ଲଟାଗୁଡା ଗାଁରେ ଦିଲ୍ଲୀ ଆତ୍ମ ଶକ୍ତି ଓଡିଶା ଶ୍ରମ ଜୀବୀ ମଞ୍ଚ, ମହିଳା ଶ୍ରମ ଜୀବୀ ମଞ୍ଚ ଓ ରାୟଗଡା ଜନ ଜାଗରଣ ମଞ୍ଚ ତରଫରୁ ମିଶନ…
Read More...

ଭୁବନେଶ୍ୱର ଆଇଆଇଟିରେ ଦୁଇଟି ନୂଆ ବିଲ୍ଡିଂର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱର ଆଇଆଇଟିରେ ଦୁଇଟି ନୂଆ ବିଲ୍ଡିଂର ଉଦଘାଟନ କରିଛନ୍ତି। ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳି ଲେକଚର ହଲ କଂପ୍ଲେକ୍ସ ଉଦଘାଟନ…
Read More...

ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନରେ ଏଥିଲାଗି ଏକ ସ୍ବତନ୍ତ୍ର…
Read More...

ଅତିରିକ୍ତ ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ ହେବ : ଭାରପ୍ରାପ୍ତ ଜିଲାପାଳ

ଯାଜପୁର : ଯାଜପୁର ଜିଲା ପ୍ରାକୃତିକ ବିପର୍ୟ୍ୟୟ ପ୍ରବଣ ଜିଲା । ବିଶେଷ କରି ବନ୍ୟା ଓ ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତି ଘଟିଥାଏ । ଜିଲାରେ ସେଥିପାଇଁ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କ ଜୀବନ ରକ୍ଷା ଓ ସୁରକ୍ଷା ପାଇଁ…
Read More...

ଗୁଣୁପୁର ଥେରୁବାଲି ରେଳ ସଂଯୋଗୀକରଣ ପ୍ରସଙ୍ଗ; ରେଳମନ୍ତ୍ରୀଙ୍କୁ ଦାବୀ ଜଣାଇବା ପାଇଁ ୮୦ କିମି ସାଇକେଲ ଯାତ୍ରା

ଗୁଣୁପୁର: ସାଇକେଲରେ ୮୦ କିଲୋମିଟର ଯାତ୍ରା । ନିଜ ମାଟି ମା'ର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ଉତ୍ସାହୀ ଯୁବଗୋଷ୍ଠୀ । ଗୁଣୁପୁର ଥେରୁବାଲି ପ୍ରସ୍ତାବିତ ରେଳ ପ୍ରକଳ୍ପର କାର୍ୟ୍ୟ ତ୍ୱରାନ୍ୱିତ କରିବା ଦାବୀ ନେଇ…
Read More...