www.samajalive.in
Monday, December 15, 2025
24.1 C
Bhubaneswar

ଦିନ ୩ଟା ମୁଖ୍ୟ ଖବର

କାନାରା ବ୍ୟାଙ୍କର ୧.୫୯% ଅଂଶ ଅଧିଗ୍ରହଣ କଲେ ରାକେଶ ଝୁନଝୁନୱାଲା

ଭିଜିଲାନ୍ସ ଜାଲରେ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ

- Advertisement -

ରାଜଧାନୀ ଦିଲ୍ଲୀର ଗୁରୁଗ୍ରାମରେ ଲୋମଟାଙ୍କୁରା ଘଟଣା ; ୩୦ ମିନିଟ ମଧ୍ୟରେ ୫ ଜଣଙ୍କୁ ହତ୍ୟା ; ମୃତକଙ୍କ ମଧ୍ୟରେ ୨ ଶିଶୁ

ତାଲିବାନର କାର୍ୟ୍ୟକଳାପକୁ ଦେଖି ନିଷ୍ପତ୍ତି ନିଆଯିବ- ବାଇଡେନ ; ଜି୭, ୟୁରୋପୀୟ ସଂଘ ଏବଂ ନାଟୋ ଏକତ୍ର ଅଛନ୍ତି

ରାଜଧାନୀରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ ; ୨ ଗିରଫ

୪ ସପ୍ତାହରେ ମଧ୍ୟରେ ପୌର ନିର୍ବାଚନ ପାଇଁ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର (ଡିଡିକେ)ର ପୂର୍ବାବସ୍ଥା ଫେରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବରଗଡ ସାଂସଦ ସୁରେଶ ପୂଜାରୀ , ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ

ପୁରୀ : ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ; ୪ ଘଣ୍ଟା ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୮୭ କରୋନା ଆକ୍ରାନ୍ତ

ସେମାନଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୧୩୧ ଜଣ

ସଂଗରୋଧରୁ ୫୧୫ ଏବଂ ସ୍ଥାନୀୟ ସଂକ୍ରମିତ ୩୭୨ ଜଣଙ୍କୁ ଚିହ୍ନଟ କରାଯାଇଛି

ଅନୁଗୁଳ ଜିଲାରୁ ୨୭, ବାଲେଶ୍ୱର ୫୬, ବରଗଡ ୯, ଭଦ୍ରକ ୯, ବଉଦ ୧ ଓ କଟକ ଜିଲାରୁ ୧୧୯ ଜଣ ଚିହ୍ନଟ

ଦେବଗଡରୁ ୯, ଢେଙ୍କାନାଳ ୧୬, ଗଜପତି ୩, ଗଞ୍ଜାମ ୨, ଜଗତସିଂହପୁର ୩୭, ଯାଜପୁରରୁ ୪୩ ଜଣ ଚିହ୍ନଟ

ଝାରସୁଗୁଡାରୁ ୫, କଳାହାଣ୍ଡି ୧, କନ୍ଧମାଳ ୨, କେନ୍ଦ୍ରାପଡା ୧୫, କେନ୍ଦୁଝର ୧୯ ଓ ଖୋର୍ଦ୍ଧାରୁ ୩୨୩ ଜଣ ଚିହ୍ନଟ

କୋରାପୁଟରୁ ୪, ମାଲକାନଗିରି ୨, ମୟୁରଭଞ୍ଜ ୩୧, ନବରଙ୍ଗପୁର ୨, ନୟାଗଡରୁ ୧୧ ଜଣ ଚିହ୍ନଟ

ନୂଆପଡାରୁ ୩, ପୁରୀ ୩୯, ରାୟଗଡା ୨, ସମ୍ବଲପୁର ୨୧, ସୁନ୍ଦରଗଡ ୭ ଓ ଷ୍ଟେଟପୁଲରୁ ୬୯ ଚିହ୍ନଟ

ରାଜ୍ୟରେ ଦିନକରେ କରୋନାରୁ ୧୦୩୫ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୮୨୨୬ ସକ୍ରିୟ ସଂକ୍ରମିତ ରହିଛନ୍ତି

ରାଜ୍ୟରେ ଦିନକରେ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଜିଲାରେ ସର୍ବାଧିକ ୨୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ

ଜଗତସିଂହପୁର ଜିଲାରେ ୨୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି

ଢେଙ୍କାନାଳ ଜିଲାରେ ୯, ଖୋର୍ଦ୍ଧା ଓ ବାଲେଶ୍ୱରରେ ୩ ଜଣ ଲେଖାଏଁ, ଅନୁଗୁଳ, ଗଞ୍ଜାମ ଓ ପୁରୀରେ ୨ ଜଣ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ

ଦେଶରେ ୩୭,୫୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଏଥିସହିତ ଦିନକ ମଧ୍ୟରେ ୩୪,୧୬୯ ଜଣ କରୋନା ସଂକ୍ରମଣରୁ ସୁସ୍ଥ

ଦେଶରେ ସଂପ୍ରତି ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩,୨୨,୩୨୭

ଦୈନିକ ସଂକ୍ରମଣ ହାର ୨.୧୦% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୨% ;  ଆରୋଗ୍ୟ ହାର ୯୭.୬%

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୧.୧୧ କୋଟି ନମୁନା ପରୀକ୍ଷା ; ସେହି ସମୟ ମଧ୍ୟରେ ୫୯.୫୫ କୋଟି ପାନ ଟିକା ଦିଆଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ଆଫଗାନ ନାଗରିକଙ୍କ ପାଇଁ କାବୁଲ ବିମାନ ବନ୍ଦରକୁ ବାଟ ବନ୍ଦ; ଜଗିରହିଛନ୍ତି ସଶସ୍ତ୍ର ତାଲିବାନ ଆତଙ୍କି

ନାରାୟଣ ରାଣେଙ୍କୁ ଜାମିନ ମଞ୍ଜୁର

ମହାରାଷ୍ଟ୍ରରେ ୬୩ ଦିନ ମଧ୍ୟରେ କରୋନା ଡେଲଟା ପ୍ରକରଣ ଜନିତ ସଂକ୍ରମଣରେ ୩୯୦% ବୃଦ୍ଧି

ଆଫଗାନିସ୍ତାନରୁ ମଙ୍ଗଳବାର ଭାରତ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କରୋନା ସଂକ୍ରମିତ

ଆଜିଠାରୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ

୨୬ରୁ ତିନିଦିନ ପ୍ରବଳ ବର୍ଷା, ଆସୁଛି ଦୁଇଟି ଲଘୁଚାପ

ସଲମାନ୍‌ଙ୍କୁ ଅଟକାଇଥିବା ଓଡ଼ିଆ ଯବାନଙ୍କଠାରୁ ଜବାବ ତଲବ

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories