ଜାଲ ସାର୍ଟିଫିକେଟ ତିଆରି ଅଭିଯୋଗରେ ଜେରକ୍ସ ଦୋକନରେ ଚଢାଉ

ବାସୁଦେବପୁର: ଜାଲ ସାର୍ଟିଫିକେଟ ତିଆରି ଅଭିଯୋଗରେ ବୁଧବାର ଭଦ୍ରକ ଜିଲା ବାସୁଦେବପୁର ସ୍ଥିତ ବ୍ଲକ ମାର୍ଗରେ ଥିବା ଏକ ଜେରକ୍ସ ଦୋକାନ ଉପରେ ଚଢାଉ କରିଛି ପୁଲିସ। ଦୋକାନୀଙ୍କ ନାମ ଅଶ୍ଵିନୀ ସାମଲ ବୋଲି ଜଣାପଡ଼ିଛି। ପୂର୍ବରୁ ଲୋକମାନେ ବାରମ୍ବାର ତାଙ୍କ ନାମରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ଚଢାଉ କରାଯାଇଛି।

kalyan agarbati

Comments are closed.