www.samajalive.in
Sunday, December 7, 2025
14.1 C
Bhubaneswar

ପୌର କର୍ମଚାରୀ ଦାୟିତ୍ୱବୋଧ ହୁଅନ୍ତୁ

ଟିଟିଲାଗଡ଼: ସ୍ୱାୟତ୍ତ ଶାସନ ଦିବସ ଅବସରରେ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ରାଜେନ୍ଦ୍ର ପାର୍କ ପରିସରରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଜାତୀୟ ପତକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ନିଜ ଉଦବୋଧନରେ ପୌର କର୍ମଚାରୀ ଦାୟିତ୍ୱବୋଧ ସହ ନାଗରିକଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଉଲ୍ଲେଖନୀୟ କାର୍ୟ୍ୟ ନେଇ ପୌର ବରିଷ୍ଠ କିରାଣୀ ସାଧୁ ପ୍ରସାଦ ବେହେରା, ସୁପରଭାଇଜର ନନ୍ଦିନୀ ହୋତା, ବୀଣାପାଣି ମିଶ୍ର, ସଫେଇ କର୍ମଚାରୀ ସୁନ୍ଦର ଲୁହା, ପଙ୍କଜିନୀ ଚୌଧୁରୀଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌର ସ୍ୱାସ୍ଥ୍ୟ ଅଧିକାରୀ ଶିଶିରକାନ୍ତ ସାହୁ, କିରାଣୀ ମନୋଜ ନାଏକ, ଯନ୍ତ୍ରୀ ନୀଳକଣ୍ଠ କିଷାନ, ସିଇଓ ଶୁଭଶ୍ରୀ ସାହୁ, ପରିମଳ ଅଧିକାରୀ ଶୁଭସ୍ମିତା ଧଳ, ଶୁକଦେବ ପଟେଲ, ହିମାଂଶୁ ମହାରଣା, ଚିତ୍ତରଞ୍ଜନ ସାହୁ, ଉମାକାନ୍ତ ପୁଟେଲ, ଶିବାନନ୍ଦ କୁଅଁର, ରତ୍ନାକର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories