www.samajalive.in
Saturday, December 6, 2025
14.1 C
Bhubaneswar

କୋରିଅରରେ ଗଞ୍ଜେଇ ଚୋରା ଚାଲଣ, ଦୁଇ ଗିରଫ

ଉତ୍ତର ଭୁବନେଶ୍ଵର: କମିଶନରେଟ ପୁଲିସର ସହିଦ ନଗର ଥାନା ପୁଲିସ ରବିବାର ୪୫ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ବେଳେ ଦିଲ୍ଲୀର ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଅନିରୁଦ୍ଧ ମିଶ୍ର ଓ ମନୀଷ କୁମାର ନାମକ ଦୁଇ ଜଣ ଯୁବକ VRL କୋରିଅର ମାଧ୍ୟମରେ ତିନୋଟି ପ୍ୟାକେଟରେ ପୋଷାକ ପଠାଇବା ବାହାନାରେ ୪୫ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଲାଣ କରୁଥିଲେ। ଏହି ଖବର ପାଇ ସହିଦ ନଗର ପୁଲିସ ପହଞ୍ଚି ସବୁ ଗଞ୍ଜେଇ ପ୍ୟାକେଟକୁ ଜବତ କରିଛି। ଏହି ଗଞ୍ଜେଇକୁ ସେମାନେ ବସ ଦ୍ୱାରା ଗଜପତି ମୋହନାରୁ ଭୁବନେଶ୍ୱର ଆଣି ତାକୁ କୋରିଅର ଦ୍ୱାରା ଦିଲ୍ଲୀ ଚାଲାଣ କରିବାକୁ ଉଦ୍ୟମ କରୁଥିଲେ। ଏ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories