ଦିନ ୪ଟା ମୁଖ୍ୟ ଖବର

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଦିଲ୍ଲୀରେ ଭୁଷୁଡିଲା ୪ ମହଲା କୋଠା ; ଉଦ୍ଧାରକାର୍ଯ୍ୟ ଜାରି

କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୮ ମୃତ

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ବୃଦ୍ଧି ପାଉଛି ୧୦ଟି ସ୍ଥାନରେ ଜଳସ୍ଥର

ପେଗାସସ୍‍ ଗୁଇନ୍ଦାଗିରି ମାମଲା: ସତ୍ୟପାଠ ଦାଖଲ ପାଇଁ ସରକାର ମନାକଲେ

ଲଘୁଚାପ ଲଗାଣ ବର୍ଷାରେ ମାହାଙ୍ଗାର ଗୋବରୀ ଓ ମଇଜୋରା ନଦୀରେ ବନ୍ୟା: ବହୁ ଗାଁ ଜଳ ମଗ୍ନ, ମେଡ଼ିକାଲରେ ପଶିଲା ପାଣି

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬ କରୋନା ଆକ୍ରାନ୍ତ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୦

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା ତାଲିକା ପ୍ରକାଶ, ୪ ଲକ୍ଷ ୩୫ ହଜାର ୯୨ ଜଣ

ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୬ ହଜାର ୪୬୪ ଜଣ ମନୋନୀତ

ପ୍ରଥମ ପର୍ଯ୍ୟାୟରେ କଳାରେ ୨ ଲକ୍ଷ ୪୭ ହଜାର ୯୦୬, ବିଜ୍ଞାନରେ ୧ ଲକ୍ଷ ୭ ହଜାର ୩୭ ଓ ବାଣିଜ୍ୟରେ ୨୪ ହଜାର ୫୬୦ ଜଣ ନାମ ଲେଖାଇବା ପାଇଁ ମନୋନୀତ

ପ୍ରଥମ ପର୍ଯ୍ୟାୟ +୨ ନାମଲେଖା ତାଲିକାରେ ରେଭେନ୍ସା ଜୁନିଅର କଲେଜ ଆଗରେ: କଳା ୭୯.୩୧%, ବିଜ୍ଞାନ ୯୧.୩୩% ଓ ବାଣିଜ୍ୟ ୮୨%

ରାଜ୍ୟରେ ବର୍ଷା ବିତ୍ପାତ, ଅନେକ ସ୍ଥାନରେ ଜଳବନ୍ଦୀ: ପୁରୀ ଜିଲ୍ଲାରେ ରେକର୍ଡ ବର୍ଷା – ଅସ୍ତରଂଗରେ ୫୩୦ ମି.ମି ଓ କାକଟପୁରର ୫୨୫ ମି.ମି

ବର୍ଷା ପରିମାଣ: ପୁରୀ – ୩୪୨.୫ ମି.ମି, ଜଗତସିଂହପୁର ବାଲିକୁଦା – ୪୪୦ମି.ମି, କଟକ କଣ୍ଟାପଡ଼ା – ୩୮୨ ମି.ମି, କଟକ ନିଆଳି – ୩୭୦ ମି.ମି

ରାଜ୍ୟର ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ

ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ୧୨ଟି ଜିଲାରେ ଅବସ୍ଥିତ ସମସ୍ତ ବିଦ୍ୟାଳୟକୁ ୧୩  ଏଵଂ ୧୪ ତାରିଖ ଦିନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

ଦେଶର ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% କୋଭିଡ ପ୍ରଥମ ପାନ ଟିକା ଦାନ; ଦାଦର ଓ ନଗର ହାଭେଲି, ଡାମ ଓ ଡିୟୁ, ହିମାଚଳ ପ୍ରଦେଶ, ଲଦାଖ, ଲାକ୍ଷାଦ୍ୱୀପ ଓ ସିକିମକୁ ମିଳିଛି ଏହି ସଫଳତା

prayash

ଉତ୍ତର କୋରିଆର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା; ଆମେରିକା ସହିତ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଦୀର୍ଘ ବିବାଦ ଲାଗିରହିଥିବାବେଳେ ଉତ୍ତର କୋରିଆ ଏହି ପରୀକ୍ଷଣ କରିଛି

କେନ୍ଦ୍ରାପଡା : ଡେରାବିଶ ବେଣୀପୁର ଢିହସାହିରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୨ ମୃତ

ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ବର୍ଷା ବିତ୍ପାତ ; ପୁରୀରେ ସର୍ବାଧିକ ୩୪୧ ବର୍ଷା ରେକର୍ଡ

କାବୁଲରେ ସମସ୍ତଙ୍କ ଆଖି ଆଗରେ ଥିଲି: ଆମେରିକା ଓ ଆଫଗାନ ସୈନ୍ୟଙ୍କ ବହୁବାର ଚଢଉରୁ ଖସିଯାଇଛି-ତାଲିବାନ ମୁଖପାତ୍ର

ତାଲିବାନ ଆତଙ୍କିଙ୍କୁ ଦୃଷ୍ଟିରେ ରଖି ଭାରତୀୟ ସେନା ପାଇବେ ନୂଆ ତାଲିମ

ରାଜ୍ୟରେ ଆଉ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସଂଗରୋଧରୁ ୨୭୪ ଓ ସ୍ଥାନୀୟ ସଂକ୍ରମିତ ୧୯୭

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫୭ ଜଣ

ଅନୁଗୁଳ ଜିଲାରେ ୪, ବାଲେଶ୍ୱର ୨୬, ବରଗଡ ୨, ଭଦ୍ରକରେ ୪ ଜଣ ଚିହ୍ନଟ

ବଲାଙ୍ଗୀରେ ୧, କଟକ ୮୧, ଦେବଗଡ ୨, ଢେଙ୍କାନାଳ ୫, ଜଗତସିଂହପୁର ୧୬ ଓ ଯାଜପୁର ଜିଲାରେ ୨୨ ଜଣ ଚିହ୍ନଟ

ଝାରସୁଗୁଡାରେ ୩, କନ୍ଧମାଳ ୧, କେନ୍ଦ୍ରାପଡା ୯, କେନ୍ଦୁଝର ୩, ଖୋର୍ଦ୍ଧାରୁ ୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ
ମାଲକାନଗିରିରେ ୨, ମୟୁରଭଞ୍ଜ ୨୨, ନୟାଗଡ ୭, ପୁରୀ ୧୯, ସମ୍ବଲପୁରରେ ୧, ସୁନ୍ଦର ଗଡ ୧ ଓ ଷ୍ଟେଟପୁଲରୁ ୪୪ ଚିହ୍ନଟ

ରାଜ୍ୟରେ ଦିନକରେ ୮୭୪ ଜଣ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୬୫୪୮ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ଦେଶରେ ୨୭,୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୨୧୯ କରୋନା ଜନିତ ମୃତ୍ୟୁ

ଦେଶରେ ସଂପ୍ରତି ୩,୭୪,୨୬୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୨,୮୭୪କୁ ବୃଦ୍ଧି

 

kalyan agarbati

Comments are closed.