www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବୟନଶିଳ୍ପ ପାଇଁ ୧୦ ହଜାର ୬୮୩ କୋଟିର ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ

ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ତଳପୁଟବଗଡ଼ ଗ୍ରାମରେ ସ୍ତ୍ରୀ ଓ ୧୦ ମାସର ଶିଶୁକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

- Advertisement -

ବଡ ନିଷ୍ପତ୍ତି – ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରେ ମିଳିଲା ମହିଳାମାନଙ୍କୁ ଅନୁମତି

ଭାରତ-ପାକ୍‌ ସୀମାଠାରୁ ୪୦ କିମି ଦୂରରେ ଭାରତୀୟ ବାୟୁସେନାର ସମରାଭ୍ୟାସ

ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାରା ରାଶି ଘୋଷଣା, ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା

୬ କୋଟି ସହ ଗ୍ରୁପ୍‌ ‘ଏ’ ସରକାରୀ ଚାକିରୀ ଦିଆଯିବା ଘୋଷଣା

ରବି ଫସଲ ପାଇଁ ବଢିଲା ସର୍ବନିମ୍ନ ସହାୟକ ମୂଲ୍ୟ, ଗହମ କ୍ୱିଣ୍ଟାଲ ପିଛା ଏମଏସପି ୪୦ ଟଙ୍କା ବୃଦ୍ଧି

ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି: ବଢିଲା ଦୈନିକ ଦର୍ଶନ ଅବଧି, ଶନିବାର ମିଳିବ ଜଗା ଦର୍ଶନ

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ମଣିପୁର ପାଇଁ ଭାଜପାର ପ୍ରଭାରୀ ନିଯୁକ୍ତ; ଉତ୍ତର ପ୍ରଦେଶ ଦାୟିତ୍ୱରେ ଧର୍ମେନ୍ଦ୍ର ପ୍ରଧାନ

ଋୁଷ-ଭାରତ ଏନଏସଏ ସ୍ତରୀୟ ଆଲୋଚନା: ଆଫଗାନିସ୍ତାନ, କୂଟନୀତି, ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ

ରାଜ୍ୟରେ ୨୪ ଘଣ୍ଟାରେ ବର୍ଷା ସମ୍ଭାବନା ; ଆସୁଛି ଆଉ ଏକ ଲଘୁଚାପ

ମସରତ ଆଲାମ କଠୋରପନ୍ଥୀ ହୁରିୟାତ କନଫରେନ୍ସ ଅଧ୍ୟକ୍ଷ ନିର୍ବାଚିତ

ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୭୬୨ ନୂଆ କୋଭିଡ ଆକ୍ରାନ୍ତ

ସଂଗରୋଧରୁ ୪୪୩ ଓ ସ୍ଥାନୀୟ ସଂକ୍ରମିତ ୩୧୯

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୦୨ ଜଣ

ଅନୁଗୁଳ ଜିଲାରେ ୨୦, ବାଲେଶ୍ୱର ୧୭, ବରଗଡ ୧୩, ଭଦ୍ରକରେ ୯ ଜଣ ଚିହ୍ନଟ

ବଲାଙ୍ଗିରରେ ୨, କଟକ ୧୧୯, ଦେବଗଡ ୧, ଢେଙ୍କାନାଳ ୯, ଗଞ୍ଜାମ ୪ ଓ ଜଗତସିଂହପୁର ଜିଲାରେ ୨୪ ଜଣ ଚିହ୍ନଟ ହୋଇଛନ୍ତି

ଯାଜପୁରରେ ୧୯, ଝାରସୁଗୁଡା ୪, କଳାହାଣ୍ଡି ୧, କେନ୍ଦ୍ରାପଡା ୨୧, ଖୋର୍ଦ୍ଧାରେ ୩୧୪ ଚିହ୍ନଟ

କୋରାପୁଟରେ ୬, ମାଲକାନଗିରି ୧, ମୟୁରଭଞ୍ଜ ୨୯, ନବରଙ୍ଗପୁର ୨ ଓ ନୟାଗଡରେ ୩ ଜଣ ଚିହ୍ନଟ

ପୁରୀରେ ୧୬, ରାୟଗଡା ୬, ସମ୍ବଲପୁର ୭, ସୋନପୁର ୩, ସୁନ୍ଦରଗଡ ୨୬ ଓ ଷ୍ଟେଟପୁଲରୁ ୭୪ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ଦିନକ ମଧ୍ୟରେ ୮୦୧ ଜଣ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୬୮୫୩ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ବିଜ୍ଞାପନ ପାଉଣା ୧୦୦୦% ବୃଦ୍ଧିକଲେ ନିରଜ ଚୋପ୍ରା

ଦେଶରେ ୩୭,୮୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

ସେହି ସମୟରେ ୩୯,୧୧୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦିନକ ମଧ୍ୟରେ ୩୬୯ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୧,୪୧୧କୁ ବୃଦ୍ଧି

ସଂପ୍ରତି ଦେଶରେ ୩,୯୧,୨୫୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ମଙ୍ଗଳବାର ସଂଧ୍ୟା ସୁଦ୍ଧା ୫୩.୪୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି

ସେହି ସମୟ ମଧ୍ୟରେ ମୋଟ ୭୦.୭୫ କୋଟି ପାନ କୋଭିଡ ଟିକା ଦିଆଯାଇଛି

ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ସାଉଦି ଫେରନ୍ତାଙ୍କ ନିକଟରୁ ଜବତ ହେଲା ୯ କିଲୋ ସୁନା ବିସ୍କୁଟ

ମେକ୍ସିକୋରେ ୭.୦ ତିବ୍ରତାର ଭୂକମ୍ପ ଝଟକା ; ସୁନାମି ନେଇ ସତର୍କ ସୂଚନା ଜାରି

ବିଜ୍ଞାପନ ପାଉଣା ୧୦୦୦% ବୃଦ୍ଧିକଲେ ନିରଜ ଚୋପ୍ରା

ଚାଇନିଜ ଖାଦ୍ୟ ପ୍ରତି ବଢୁଛି ଆଦର ; ଭାରତରେ ଚାଇନିଜ ପ୍ୟାକେଜଡ ଖାଦ୍ୟ ବର୍ଗର ମୋଟାମୋଟି ବଜାର ପ୍ରାୟ ୮୦୦ କୋଟି ଟଙ୍କା

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories