ମୃତ୍ୟୁଶର୍ଯ୍ୟାରେ ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତା

କଟକ : ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ର ନାଗପୁରର ଆକୋଲା ଠାରେ ମୃତ୍ୟୁବରଣ ହୋଇଥିବା ସୂଚନାମିଳିଛି। ସେ ଓଡିଶା ଉଚ୍ଚ…
Read More...

ତଳେ ପଡିବାରୁ ସ୍ମାର୍ଟ ଫୋନକୁ ରକ୍ଷାକରିବ ‘ଏୟାର ବ୍ୟାଙ୍ଗ’ କଭର

ନୂଆଦିଲ୍ଲୀ : ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ଯୁଗରେ ସ୍ମାର୍ଟଫୋନ ସମସ୍ତ ମଣିଷ ଜୀବନର ଏକ ଅଂଶ। ନିଜର ସ୍ମାର୍ଟଫୋନକୁ ସବୁ ସମୟ ସୁନ୍ଦର ରଖିବାପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରିଥାନ୍ତି। ମୋବାଇଲ କାଚକୁ ରକ୍ଷା କରିବା…
Read More...

ବୁଧବାର ରାଶିଫଳ

ମେଷ: ସନ୍ତାନ ସୁଖ ମିଳିପାରେ। ଆୟ ବୃଦ୍ଧିର ସୁଯାଗ ସୃଷ୍ଟି ହୋଇଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବୃଷ: ଜିରା ଖାଇ…
Read More...

ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶରେ ହେବ ପଲିଥିନ୍‍ ନିଷିଦ୍ଧ

ଲକ୍ଷ୍ନୌ : ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶ ସରକାର ପଲିଥିନ୍‍ ବ୍ୟବହାରକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧୫ରୁ ଉତ୍ତରପ୍ରଦେଶରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ…
Read More...

ସାପ ଖାଇଲା ପିଆଜ

ଭୁବନେଶ୍ୱର : ସାପ ଅଣ୍ଡା ଖାଇବା, ବେଙ୍ଗ ଖାଇବା ଆଦି ଶୁଣିଥିବେ। ହେଲେ ସାପ ପିଆଜ ଖାଇବା କେବେ ଭାବିନଥିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଅନୁଗୁଳ ଜିଲା ଚେନ୍ଦିପଡା ଗ୍ରାମରେ ଏକ ସାପ ୧୧ଟି ପିଆଜ…
Read More...

ବୃଶୃଙ୍ଖଳିତ ଲୋକେ ମିଳିମିଶି କାହାକୁ ମାରିଦେବା ଏକ ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୌଣସି ପରିସ୍ଥିତିରେ ଆଇନକୁ ହାତକୁ ନେବା ଏକ ଅପରାଧ। ତେଣୁ ଗୋଷ୍ଠୀଗତ ଭାବେ ଲୋକେ ମିଳିମିଶି କାହାକୁ ମାରିଦେବା ଏକ ଅପରାଧ। ଗୋରୁ ଚୋରି ହେଉ ଅବା ପିଲା ଚୋରି ଏହା ପଛରେ ଯାହା ବି ଉଦ୍ଦେଶ୍ୟ ଥାଉ ନା…
Read More...

ଗୁଳିକାଣ୍ଡରେ ୧ମୃତ,୧ଆହତ

କୋଟାପାଡ : ଖୋର୍ଦ୍ଧା ଜିଲ୍ଲା ବୋଳାଗଡ ତହସିଲ ଅର୍ନ୍ତଗତ କୋଟପାଡ ଠାରେ ଏକ ଗୁଳିକାଣ୍ଡରେ ଜଣେ ମୃତ୍ୟୁ ବରଣ କରିଥିଲାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁଳିକାଣ୍ଡର କାରଣ ଜଣାପଡିନାହିଁ।
Read More...

ବର୍ଷା ଦିନେ କେଶ ଝଡିବା ଭଳି ସମସ୍ୟା ଦେଖାଯାଉଛି କି? ଆପଣାନ୍ତୁ ଏହି ଉପାୟ

ବର୍ଷା ଦିନେ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଉଛି କି ? ଏହାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ତେବେ ଆଉ ଅବସାଦରେ ରୁହନ୍ତୁ ନାହିଁ। ଏଭଳି ରୋଗର ଉପସମ ପାଇଁ ଆସିଛି ନୂଆ ଉପାୟ। ଏହାକୁ ଆପଣାଇଲେ କେଶ ଝଡ଼ିବା ଭଳି…
Read More...

ଆଳସ୍ୟ ଦୂର କରେ ଏହି ଯୋଗ ମୁଦ୍ରା

ଯୋଗ ସ୍ୱାସ୍ଥ୍ୟ ପାଇଁ ହିତକର। ଏହାର ବିଭିନ୍ନ ମୁଦ୍ରା ଓ ଆସନ ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥିଲା ବେଳେ ଶରୀରକୁ ଫୁର୍ତ୍ତି ରଖିଥାଏ। ତେବେ ଯୋଗର କିଛି ମୁଦ୍ରା ଆଳସ୍ୟ ଦୂର ପାଇଁ ସହାୟକ ହୋଇଥାନ୍ତି। ଏହି…
Read More...

ଦୋଳାରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୁଣ୍ଡା ନିକଟରେ ଆମ୍ବୁଲାନ୍ସର ସୁବିଧା ନଥିବା କାରଣରୁ ପ୍ରସୂତୀଙ୍କୁ ଏକ ବାଉଁସ ଦୋଳା ସାହାଯ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଉଛି।
Read More...

ପଶ୍ଚିମବଙ୍ଗ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ତୃଣମୂଳ କଂଗ୍ରେସର ଅନେକ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ଲାଭ କରିବାକୁ ନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ପ୍ରସଙ୍ଗରେ…
Read More...

ହଟିଲା ଧର୍ମଘଟ, ଚାଲିଲା ବସ୍‍

ବ୍ରହ୍ମପୁର : ତିନି ଦିନର ଧର୍ମଘଟ ପରେ ଗଞ୍ଜାମ ଜିଲ୍ଲାରେ ବସ ଚଳାଚଳ ସ୍ୱଭାବିକ ହୋଇଛି। ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଛି। ଭୁବନେଶ୍ୱରଠାରେ ଘରୋଇ ବସ ମାଲିକ ସଂଘ, ଗଞ୍ଜାମ ବସ ମାଲିକ ସଂଘ,…
Read More...

ଦିଲ୍ଲୀ ମୃତ୍ୟୁ ଘଟଣା: ସମସ୍ତଙ୍କ ଶବ ସଂସ୍କାର

ନୂଆଦିଲ୍ଲୀ : ଦିଲ୍ଲୀ ବୁରାରି ଅଞ୍ଚଳରେ ଗଣଆତ୍ମହତ୍ୟା କରିଥିବା ଭାଟିଆ ପରିବାରର ୧୧ ସଦସ୍ୟଙ୍କର ଶବକୁ ସଂସ୍କାର କରାଯାଇଛି। ସୋମବାର ଅପରାହ୍ଣ ୪ଟା ୪୫ରେ ଦିଲ୍ଲୀର ନିଗମବୋଧ ଘାଟରେ ବନ୍ଧୁ ଓ ପରିଜନଙ୍କ ଉପସ୍ଥିତିରେ…
Read More...

ଭିଏନ୍ନା ଆଣବିକ ସମ୍ମିଳନୀରେ ଯୋଗଦେବ ଇରାନ୍‍

ତେହରାନ୍‍ : ଆସନ୍ତା ଶୁକ୍ରବାର ଅଷ୍ଟ୍ରିଆ ରାଜଧାନୀ ଭିଏନ୍ନାଠାରେ ଅନୁଷ୍ଠିତ ହେବାକୁ ଥିବା ଆଣବିକ ରାଜିିନାମା ସମ୍ପର୍କିତ ସମ୍ମିଳନୀରେ ଇରାନ୍‍ ଅଂଶଗ୍ରହଣ କରିବ। ଏହି ସମ୍ମିଳନୀରେ ଆମେରିକା ଅଂଶଗ୍ରହଣ କରିବ ନାହିଁ…
Read More...

ଯୈାନ ନିର୍ଯାତନା ମାମଲାର ତାଲିକା ମାଗିଲା ୟୁଜିସି

ନୂଆଦିଲ୍ଲୀ : ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ମହିଳା ଓ ଛାତ୍ରୀ ମାନଙ୍କ ପ୍ରତି ହେଉଥିବା ଯୈାନ ନିର୍ଯାତନାର ତାଲିକା ପ୍ରସ୍ତୁତ କରି ୟୁନିଭର୍ସିଟି ଗ୍ରାଣ୍ଟସ କମିସନକୁ ପ୍ରଦାନ କରିବା ପାଇଁ ୟୁଜିସି…
Read More...

ଗ୍ୟାସ୍‍ ଲିକ୍‍ରୁ ଅଗ୍ନିକାଣ୍ଡ, ଦୁଇ ଦୋକାନ ଜଳିଗଲା

ପିପିଲି/ଭୁବନେଶ୍ୱର: ପୁରୀ ଜାତୀୟ ରାଜପଥର ସାତଶଙ୍ଖ ବଜାରରେ ଥିବା ଏକ ଜଳଖିଆ ଦୋକାନର ଗ୍ୟାସ୍‍ ଟାଙ୍କି ଲିକ୍‍ ହୋଇ ଅଗ୍ନିକାଣ୍ଡ ଘଟିବା ଫଳରେ ଦୁଇଟି ଦୋକାନ ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର…
Read More...

ଅମିତ୍‍ ଶାହାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : କଂଗ୍ରେସ ଛାତ୍ର ସଂଗଠନ ପକ୍ଷରୁ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଶାହା ନିଜ କ୍ଷମତାର ଅନୁଚିତ୍‍…
Read More...

ଇସ୍ରାଏଲ ବିରୋଧରେ ବର୍ଷା ଚୋରି ଅଭିଯୋଗ ଆଣିଲେ ଇରାନ ଅଧିକାରୀ!

ତେହେରାନ୍‍ : ସମ୍ପ୍ରତି ଇରାନ୍‍ରେ ମରୁଡି ସଂକଟ ଲାଗି ରହିଛି। ଏଠାକାର ଲୋକେ ଆତୁରତାର ସହ ବର୍ଷା ଅପେକ୍ଷାରେ ଅଛନ୍ତି; କିନ୍ତୁ ଅସ୍ୱାଭାବିକ ପାଣିପାଗରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ। ଏଭଳି ପରିସ୍ଥିତିର…
Read More...

ମାନହାନି ମକଦ୍ଦମା: ଜେଏନ୍‍ୟୁ ଛାତ୍ର ସଂଗଠନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ମାନହାନି ମକଦ୍ଦମାରେ ଜବାହାରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ଛାତ୍ର ସଂଗଠନର ପଦାଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରତ୍ୟେକ ଅଭିଯୁକ୍ତଙ୍କୁ…
Read More...

ମରୱାଡ଼ ରାଜମାତା କୃଷ୍ଣା କୁମାରୀଙ୍କ ପରଲୋକ

ଯୋଧପୁର : ମରୱାଡ ରାଜପରିବାରର ରାଜମାତା ତଥା ପୂର୍ବତନ ସାଂସଦ କୃଷ୍ଣା କୁମାରୀଙ୍କର ମଙ୍ଗଳବାର ପୂର୍ବାହ୍ଣରେ ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ରାଜମାତା ରବିବାର ହୃଦ୍‍ଘାତର ଶିକାର ହେବା ପରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ…
Read More...

ଦଳ ଛାଡ଼ି ବିଜେପିରେ ମିଶିଲେ ଗୁଜରାଟ କଂଗ୍ରେସ ନେତା ବଭାଲିଆ

ଅହମ୍ମଦାବାଦ : ଗୁଜରାଟ କଂଗ୍ରେସ ବିଧାୟତ ତଥା ବରିଷ୍ଠ ନେତା (ପଛୁଆ ବର୍ଗ) କୁଅଁରଜୀ ବଭାଲିଆ ଦଳତ୍ୟାଗ କରି ମଙ୍ଗଳବାର ବିଜେପିରେ ଯୋଗଦେଇଛନ୍ତି। ଏଥିସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ଗୁଜରାଟ…
Read More...

ଚିଦମ୍ବରମ୍‍ଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବଢିଲା

ନୂଆଦିଲ୍ଲୀ : ଆଇଏନ୍‍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କ ଅନ୍ତରୀଣ ସୁରକ୍ଷା ଅବଧି ଅଗଷ୍ଟ ୧ ପର୍ଯ୍ୟନ୍ତ ବୃଦ୍ଧି…
Read More...

ରାମମନ୍ଦିର ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟାସ୍ଥିତ ବିବାଦୀୟ ରାମମନ୍ଦିରରେ ପୂଜାର୍ଚ୍ଚନା ନେଇ ତାଙ୍କୁ ମୌଳିକ ଅଧିକାର ପ୍ରଦାନ ନିମନ୍ତେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ୍‍ ସ୍ୱାମୀ କରିଥିବା ଏକ ଆବେଦନ ଉପରେ ଜରୁରୀ ଶୁଣାଣି କରିବାକୁ…
Read More...

ବିକ୍ଷୋଭକାରୀଙ୍କୁ ଜବତ ପାଇଁ ଲେଜର ବନ୍ଧୁକ

ବେଜିଂ : ବିକ୍ଷୋଭକାରୀଙ୍କୁ ଜବତ କରିବା ପାଇଁ ଚୀନର ଏକ ସଂସ୍ଥା ନୂଆ ପ୍ରକାର ଲେଜର ବନ୍ଧୁକ ତିଆରି କରିଛି। ଏହି ବନ୍ଧୁକ ଅନ୍ୟୂନ ୮୦୦ମିଟର ବା ଗୋଟିଏ କିଲୋମିଟର ଦୂରରୁ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାରେ ସାହାଯ୍ୟ କରିବ।…
Read More...

ମସଜିଦ ଭାଙ୍ଗି କୁମ୍ଭମେଳା ପାଇଁ ଜାଗା ଦେଲେ ମୁସଲମାନ

ଆହ୍ଲାବାଦ : ପୁରୁଣା ଆହ୍ଲାବାଦରେ ହିନ୍ଦୁ ମୁସଲମାନ ଭାଇଚାରର ଏକ ଅନନ୍ୟ ଛବି ଦେଖିବାକୁ ମିଳିଛି। କୁମ୍ଭ ମେଳା ପାଇଁ ରାସ୍ତା ପ୍ରଶସ୍ତୀକରଣ ପାଇଁ ମୁସଲମାନମାନେ ସ୍ୱଇଚ୍ଛାରେ ମସଜିଦ ଭାଙ୍ଗିବାରେ ପ୍ରଶାସନକୁ ସାହାଯ୍ୟ…
Read More...

ରାଜସ୍ଥାନ ହାଇକୋର୍ଟରେ ପୁନଃବିଚାର ପାଇଁ ଆବେଦନ କଲେ ଆଶାରାମ

ନୂଆଦିଲ୍ଲୀ :ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁ ଯୋଧପୁର ନିମ୍ନ ଅଦାଲତ ରାୟ ବିରୁଦ୍ଧରେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପ୍ରିଲ ମାସରେ ଯୋଧପୁର କୋର୍ଟ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରି…
Read More...

ଜାଣନ୍ତୁ ସ୍ୱସ୍ତିକ ଚିହ୍ନର ମହତ୍ତ୍ୱ

ସ୍ୱସ୍ତିର ଅର୍ଥ ହେଉଛି କଲ୍ୟାଣ ବା ମଙ୍ଗଳ। ସେହିଭଳି ସ୍ୱସ୍ତିକର ଅର୍ଥ ଯିଏ କଲ୍ୟାଣ ବା ମଙ୍ଗଳ କରିଥା’ନ୍ତି। ସ୍ୱସ୍ତିକ ଏକ ବିଶେଷ ଚିହ୍ନ, ଯାହାକୁ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତିଆରି କରାଯାଇଥାଏ।…
Read More...

ଟଙ୍କାଏ ଋଣ ପାଇଁ ବ୍ୟାଙ୍କ ନେଇଗଲା ୩.୫ ଲକ୍ଷ ଟଙ୍କାର ସୁନା

ନୂଆଦିଲ୍ଲୀ : ବିଜୟ ମାଲ୍ୟା ଏବଂ ନିରବ ମୋଦୀଙ୍କ ଭଳି ଉଦ୍ୟୋଗପତି ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ନେଇ ଫେରାର ହୋଇଯାଇଥିଲା ବେଳେ ବ୍ୟାଙ୍କଗୁଡ଼ିକ ଅସହାୟ ହୋଇ ବସିରହିଛନ୍ତି। ହେଲେ ମାତ୍ର ଛୋଟ ଛୋଟ…
Read More...

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

କ୍ୱାଲାଲାମ୍ପୁର : ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ନଜୀବ ରଜାକଙ୍କୁ ମଙ୍ଗଳବାର ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ମାଲେସିଆ ଦୁର୍ନୀତି ନିରୋଧୀ ଆୟୋଗ (ଏମଏସିସି) ପକ୍ଷରୁ କୁହାଯାଇଛି ଯେ ଦୁର୍ନୀତି ଓ ହେରଫେର…
Read More...

ନେପାଳରୁ ଉଦ୍ଧାର ହେଲେ ୧୦୪ ମାନସରୋବର ତୀର୍ଥଯାତ୍ରୀ, ଜଣେ ମୃତ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁ ନେପାଳରେ ଫସିରହିଥିବା କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଏପର୍ଯ୍ୟନ୍ତ ନେପାଳରୁ ୧୦୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ଓ ଜଣଙ୍କ ମୃତ୍ୟୁ…
Read More...

ସମ୍ପର୍କ ଉପରେ ସ୍ମାର୍ଟଫୋନର ପ୍ରଭାବ

ଆଜିକାଲି ପ୍ରେମୀ ଯୁଗଳଙ୍କୁ ନିକଟତର କରାଇବାରେ ଡିଜିଟାଲ ଉପକରଣ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ହେଲେ ବହୁବାର ଏହି ଡିଜିଟାଲ ଉପକରଣ ଯୋଗୁଁ ସମ୍ପର୍କରେ ଭୁଲ ବୁଝାମଣା ଓ ତିକ୍ତତା ଦେଖାଯାଉଛି। କାସ୍ପରସ୍କାଏ…
Read More...

ବର୍ଷାଦିନେ କିଭଳି ନେବେ ମେକଅପ୍‍ର ଯତ୍ନ

ବର୍ଷାରେ ସାଙ୍ଗମାନଙ୍କ ସହିତ ମସ୍ତି କରିବାର ମଜା କିଛି ନିଆରା ହୋଇଥାଏ। ବାହାରକୁ ଯିବା ସମୟରେ ହଠାତ୍‍ ବର୍ଷା ହେଲେ ହଇରାଣ ହେବାକୁ ମଧ୍ୟ ପଡିଥାଏ। ତେଣୁ ଏମିତି କିଛି ଜିନିଷ ବ୍ୟାଗ୍‍ରେ ରଖିବା ଦରକାର ଯାହା ଆମେ…
Read More...

ପ୍ରଶାନ୍ତ ଦାସ ଓ ଅଭିନେତା ଶ୍ରୀତମଙ୍କୁ ଇଡି ଜେରା

ଭୁବନେଶ୍ୱର, ୩ା୭ (ନି.ପ୍ର): ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ମଙ୍ଗଳବାର ଅଭିନେତା ଶ୍ରୀତମ ଦାସ ହାଜର ହୋଇଥିଲେ। ଷ୍ଟାର କନସଲ୍‌ଟାନ୍ସି ଚିଟଫଣ୍ଡ୍‌ ମାମଲାରେ ଶ୍ରୀତମଙ୍କୁ ଇଡି ପକ୍ଷରୁ ପ୍ରାୟ ୬ ଘଣ୍ଟା ଧରି ଜେରା…
Read More...

ଶେଷ ପ୍ରି କ୍ୱାର୍ଟରଫାଇନାଲ : ସ୍ୱିଡେନ୍‍-ସ୍ୱିଜରଲାଣ୍ଡ ଏବଂ ଇଂଲଣ୍ଡ- କଲମ୍ବିଆ ମୁକାବିଲା

ସେଣ୍ଟ ପିଟର୍ସବର୍ଗ :  ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର ଆଜି ହେଉଛି ଶେଷ ପ୍ରି କ୍ୱାର୍ଟରଫାଇନାଲ ମ୍ୟାଚ। ପ୍ରଥମ ମ୍ୟାଚ ସ୍ୱିଡେନ୍‍ ଓ ସ୍ୱିଜରଲାଣ୍ଡ   ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ  ୨ୟ ମ୍ୟାଚଟି ଇଂଲଣ୍ଡ ଓ…
Read More...

ଲାଞ୍ଚ ନେଇ ଗିରଫ ହେଲେ ଆସ୍କା ଏନଏସି କ୍ୟାସିୟର

ଗଞ୍ଜାମ: ଲାଞ୍ଚ ନେବା ଅଭିଯୋଗରେ ଆସ୍କା ଏନଏସି କ୍ୟାସିୟର ଦ୍ବାରିକାନାଥ ପାଢୀ ଗିରଫ ହୋଇଛନ୍ତି। ୨୪ହଜାର ୯୨୦ ଟଙ୍କାର ଏକ ବିଲ୍ ବାବଦ ପ୍ରାପ୍ୟ ଦେବା ପାଇଁ ମାନସୀ ସାହୁ ନାମକ ଜଣେ ଯୁବତୀଙ୍କୁ ସେ ୧୮୦୦ ଟଙ୍କା ଲାଞ୍ଚ…
Read More...

ମୃତ୍ୟୁଦଣ୍ଡ ସପକ୍ଷରେ ବଢ଼ୁଛି ସମର୍ଥନ

ନୂଆଦିଲ୍ଲୀ: ଜଘନ୍ୟ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ସପକ୍ଷରେ ଯୁକ୍ତି ଓ ସମର୍ଥନ କ୍ରମଶଃ ଦୃଢ଼ ହେବାରେ ଲାଗିଛି । ଅଧିକାଂଶ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ମୃତ୍ୟୁଦଣ୍ଡ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି ।…
Read More...

ଅନାଦେୟ ଋଣ ସମସ୍ୟାର ସମାଧାନ ପାଇଁ ବିକଳ୍ପ ପୁଞ୍ଜିନିବେଶ ପାଣ୍ଠି

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦେୟ ଋଣ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ସ୍ୱାଧୀନ ସମ୍ପତ୍ତି ପରିଚାଳନା କମ୍ପାନୀ ଓ ଷ୍ଟିୟରିଂ କମିଟିମାନ ଗଠନ କରିବେ। ପ୍ରାୟ ୫୦୦ କୋଟି ଟଙ୍କା ସମ୍ବଳିତ…
Read More...

ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ

କଟକ: ଯୁକ୍ତ ୩ ନାମଲେଖା ପାଇଁ ମଙ୍ଗଳବାର କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଚଳିତ ବର୍ଷ ନାମଲେଖା ପାଇଁ ମୋଟ ୨ଲକ୍ଷ ୨୧ହଜାର ୨୮୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୮୮ ହଜାର ୯୬୦ ଜଣ…
Read More...

ଛୋଟ ଛୁଆଙ୍କୁ ମାଟି ଖାଇବା ଅଭ୍ୟାସରୁ ନିବୃତ୍ତ ରଖିବେ କିପରି?

ଛୋଟ ଛୁଆଙ୍କୁ ମାଟି ଖାଇବାର ଅଭ୍ୟାସ ଖୁବ୍‍ ଶିଘ୍ର ହୋଇଯାଇଥାଏ। ଏହି ଅଭ୍ୟାସ ଦ୍ୱାରା ବାପା-ମା ମାନେ ସର୍ବଦା ଚିନ୍ତିତ ରହିଥାନ୍ତି। ମାଟି ଖାଇବା ଏକ ଖରାପ ଅଭ୍ୟାସ ଅଟେ। ମାଟି ଖାଇବା ଦ୍ୱାରା ଅନେକ ସମୟରେ ଛୋଟ…
Read More...

ନିଆରା ପରମ୍ପରା: ୩କିଲୋ ଗୁଲଗୁଲା ଖାଇ ରେକର୍ଡ଼

ନୂଆଦିଲ୍ଲୀ: କର୍ଣ୍ଣାଟକର ନିଆରା ପରମ୍ପରା ଅନୁଯାୟୀ ଜଣେ ୫୪ବର୍ଷିୟ ବ୍ୟକ୍ତି ୩କିଲୋ ଓଜନ(୬ଖଣ୍ଡ) ଗୁଲଗୁଲା ଖାଇ ନିଆରା ରେକର୍ଡ଼ କରିଛନ୍ତି। ବାଜରାରେ ପ୍ରସ୍ତୁତ ଏଭଳି ଗୁଲଗୁଲା ସାଧାରଣତଃ ଆନ୍ଧ୍ରପଦେଶ ଓ କର୍ଣ୍ଣାଟକର…
Read More...

୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

କଟକ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର,ଆନ୍ଧ୍ର ଉପକୂଳ,ଦକ୍ଷିଣ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନାଗିରି,…
Read More...

ମୁକ୍ତିଲାଭ ପୂର୍ବରୁ ବିବାଦ ଘେରରେ ଜନ୍‍ଙ୍କ “ସତ୍ୟମେବ ଜୟତେ”

ମିିଲାପ ଜାଭେରୀ ନିର୍ଦ୍ଦେଶିତ ଓ ଜନ୍‍ ଆବ୍ରାହମଙ୍କ ଅଭିନିତ ଚଳଚ୍ଚିତ୍ର “ସତ୍ୟମେବ ଜୟତେ” ମୁକ୍ତିଲାଭ କରିବା ପୂର୍ବରୁ ବିବାଦ ଘେରରେ ଫସିଯାଇଛି। “ପରମାଣୁ” ର ସଫଳତା ପରେ ଜନ୍‍ଙ୍କ ଏହି ଆଗାମୀ ଚଳଚ୍ଚିତ୍ରର ଟ୍ରେଲର…
Read More...

ପୁଲିସ୍‌ ଡିଜି ନିଯୁକ୍ତି ନିୟମ ବଦଳିଲା

ନୂଆଦିଲ୍ଲୀ: ଏଣିକି କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ସରକାର ସିଧାସଳଖ ନିଜ ପସନ୍ଦ ମୁତାବକ ପୁଲିସ୍‌ ମୁଖ୍ୟଙ୍କୁ ନିଯୁକ୍ତ କରିପାରିବେ ନାହିଁ । ଏହି ମର୍ମରେ ଆଜି ସୁପି୍ରମକୋର୍ଟ ସମସ୍ତ ରାଜ୍ୟ ଓ…
Read More...

ଭୁଶୁଡିଲା ବ୍ରିଜ, କୁଜାସିଂ-ପାରଳାଖେମୁଣ୍ଡି ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ/ଗଜପତି: ଗଜପତି ଜିଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମ ନିକଟରେ ଏକ ବ୍ରିଜ ଭୁଶୁଡି ପଡିଛି। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ତିନି ଜଣ ବାଇକ୍ ଆରୋହୀ ଆହତ ହୋଇଛନ୍ତି। ସେମାନେ ହେଲେ…
Read More...

୯ଟି କ୍ୟାମେରା ନେଇ ବଜାରରେ ପ୍ରବେଶ କରିବ ନୂଆ ସ୍ମାର୍ଟଫୋନ୍‍

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‍ରେ କ୍ୟାମେରା ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି। ପ୍ରଥମେ ସ୍ମାର୍ଟଫୋନରେ କେବଳ ଗୋଟିଏ କ୍ୟାମେରା(ରେୟାର କ୍ୟାମେରା) ଥିଲା। ପରେ ସ୍ମାର୍ଟଫୋନ ସମ୍ମୁଖରେ ସେଲ୍ଫି ଓ ଭିଡିଓ କଲ ପାଇଁ ଆଉ ଏକ…
Read More...

ଆଙ୍ଗୁଠିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

ଜ୍ୟୋତିଷ ଶାସ୍ତ୍ରରେ ହସ୍ତରେଖା ଦେଖି ଯେକୌଣସି ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହୋଇଥାଏ। କିଛି ବ୍ୟକ୍ତିଙ୍କର ଆଙ୍ଗୁଠି ପତଳା କିମ୍ବା ମୋଟା ହୋଇଥାଏ। କିଛି ବ୍ୟକ୍ତିଙ୍କର ଆଙ୍ଗୁଠି ଲମ୍ବା କିମ୍ବା ଛୋଟ ଆକୃତିର…
Read More...

ବେଆଇନ ଆଧାର କାର୍ଡ ପ୍ରସ୍ତୁତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ : ୟୁଆଇଡିଏଆଇ

ନୂଆଦିଲ୍ଲୀ : ଆଧାର କାର୍ଡ ମାଧ୍ୟମରେ ତଥ୍ୟ ଚୋରୀ ହେଉଥିବା ନେଇ ଅଭିଯୋଗ ପରେ ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ(ୟୁଆଇଡିଏଆଇ) ଏବେ ଆଧାର କାର୍ଡ ପ୍ରସ୍ତୁତି ଓ ସଂଶୋଧନ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।…
Read More...

ଖୋଲାରେ ଶୌଚ କଲେ ୫୦୦ ଟଙ୍କା ଜୋରିମାନା

ସମ୍ବଲପୁର: ଏଣିକି ଖୋଲାରେ ମଳତ୍ୟାଗ କଲେ ଦେବାକୁ ପଡିବ ୫୦୦ ଟଙ୍କା ଜୋରିମାନା। ଏଭଳି ନିଷ୍ପତ୍ତି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନିଆଯାଇଛି। ଏନେଇ ମଙ୍ଗଳବାର ମହାନଗର ନିଗମ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ…
Read More...

ପୁଣି ମାଓ ହିଂସା; ଠିକାଦାରଙ୍କୁ ଗୁଳି କରି ହତ୍ୟା

କଟକ: କିଛି ଦିନର ନିରବତା ପରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଛତିଶଗଡ଼ ସୁକମା ଗୋରାମୁଣ୍ଡାରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଠିକାଦାର ହେଲେ ଉତ୍ତର ପ୍ରଦେଶ…
Read More...

ଗୁଣ ଚିହ୍ନେ ଗୁଣିଆ

ଏଭଳି ଅନେ‌େ‌କ ଥାଆନ୍ତି ଯେଉଁମାନେ ସକଳପ୍ରକାର ସୁବିଧା ସୁଯୋଗ ପାଇ ବାଲ୍ୟକାଳ ଅତିବାହିତ କରିଥାନ୍ତି। ନିଜକୁ ପ୍ରତିଷ୍ଠିତ କରିବା ପାଇଁ ତାଙ୍କ ନିକଟରେ ସବୁ ପ୍ରକାର ସାଧନ ଥାଏ, ହେଲେ ସେମାନେ ଯୋଗ୍ୟ ହୋଇପାରି…
Read More...

ଜଲାଲାବାଦର ଜହ୍ଲାଦ

ମୁସଲମାନବହୁଳ ଆଫଗାନିସ୍ତାନରେ ସଂଖ୍ୟାଲଘୁମାନଙ୍କ ସ୍ଥିତି ଭଲ ନୁହେଁ। ସେମାନେ ସର୍ବଦା ଇସଲାମୀୟ ମୌଳବାଦୀ ଗୋଷ୍ଠୀଙ୍କ ଭୟରେ ଥାଆନ୍ତି। ରବିବାର ଜଲାଲାବାଦଠାରେ ଦଳେ ଶିଖ ପ୍ରତିନିଧିଦଳ ସେ ଦେଶର ରାଷ୍ଟ୍ରପତି ଅସରଫ…
Read More...

ବିଫଳ ନଗର ପ୍ରଶାସନ

ସହର, ନଗରଗୁଡ଼ିକୁ ବାସ ଉପଯୋଗୀ କରିବାସହ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ନଗର ପ୍ରଶାସନ ବିଭାଗର ଦାୟିତ୍ବ। ଏହାକୁ କାର୍ଯ୍ୟକାରୀ କରିବାପାଇଁ ଏନଏସିଠାରୁ ମହାନଗର ନିଗମ ଭଳି ଲୋକପ୍ରତିନିଧିମୂଳକ ବ୍ୟବସ୍ଥା…
Read More...

ବିଡ଼ମ୍ବିତ ନହେଉ ବନମହୋତ୍ସବ

ପ୍ରଫୁଲ୍ଲ କୁମାର ସାହୁ ବୃକ୍ଷ ବିନା କଳ୍ପନା କରାଯାଇ ପାରିବ ନାହିଁ ମଣିଷର ଅସ୍ତିତ୍ୱ। ପ୍ରାଣ ସଞ୍ଚାର ପାଇଁ ପ୍ରଶ୍ୱାସରେ ବାୟୁଠାରୁ ଆରମ୍ଭ କରି ଖାଦ୍ୟ, ବସ୍ତ୍ର, ବାସ ଆଦି ପ୍ରତ୍ୟେକ କ୍ଷେତ୍ରରେ ବୃକ୍ଷର ଅବଦାନ…
Read More...

ଭାରତ-ଆମେରିକା ବୈଠକ ବାତିଲ୍‌ ପଛର କାରଣ ଜଣାପଡ଼ିଲା

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ପ୍ରସ୍ତାବିତ ଭାରତ-ଆମେରିକା ଦ୍ୱିପାକ୍ଷିକ ଆଲୋଚନା ବାତିଲ୍‌ ହୋଇଯାଇଛି । ବୈଠକ ଆଲୋଚନା ସ୍ଥଗିତ ସମ୍ପର୍କରେ ଆମେରିକା ପକ୍ଷରୁ ଘୋଷଣା ହେବା ପରେ ତାହାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା…
Read More...

ଭାରତର ଅସମାନତା : ନିରାକରଣ ନୀତିର ବିକଳ୍ପ

ସତ୍ୟନାରାୟଣ ମହାନ୍ତି ଅସମାନତା ସମ୍ପର୍କରେ କିଛି ପଦକ୍ଷେପ ଗ୍ରହଣ ନକରିବା ବେଶ୍‌ ମହଙ୍ଗା ପଡ଼ିପାରେ। ଅଳ୍ପ କିଛି ଲୋକଙ୍କ ପାଖରେ ଏତେ ବିପୁଳ ପରିମାଣର ଧନ ସଂପତ୍ତି ଠୁଳ ହୋଇଗଲାଣି ଯେ ଧନୀଲୋକେ ହିଁ ରାଜନୀତି,…
Read More...

ଜାମିନରେ ମୁକୁଳିଲେ ସାଂସଦ ରାମଚନ୍ଦ୍ର ହାଁସଦା

କଟକ: ଚିଟ୍ ଫଣ୍ଡ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ମଙ୍ଗଳବାର ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି। ତାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁର ପ୍ରଦାନ କରିଛନ୍ତି। ଏନେଇ…
Read More...

ଥରୁରଙ୍କୁ ଘାରିଛି ଗିରଫ ଭୟ;ଅଗ୍ରୀମ ଜାମିନ ପାଇଁ କୋର୍ଟର ଦ୍ୱାରସ୍ତ

ନୂଆଦିଲ୍ଲୀ: ସୁନନ୍ଦା ପୁସ୍କର ମୃତ୍ୟୁ ଘଟଣାରେ କଂଗ୍ରେସ ନେତା ଶଶି ଥରୁର ଗିରଫ ହେବାର ସମ୍ଭାବନା ଏକ ପ୍ରକାର ନିଶ୍ଚିତ ହୋଇଛି। ଏହି ମାମଲାର ତଦନ୍ତ କରୁଥିବା ପୁଲିସ ସୁନନ୍ଦାଙ୍କ ମୃତ୍ୟୁ ପାଇଁ ଶଶି ଓ ସୁନନ୍ଦାଙ୍କ…
Read More...

ରାଶି ଅନୁସାରେ କଇଁଛ ରଖନ୍ତୁ, ପାଇବେ ଶୁଭଫଳ

ପ୍ରାୟ ସମସ୍ତ ବ୍ୟକ୍ତି ବାସ୍ତୁଶାସ୍ତ୍ରକୁ ମାନିଥାନ୍ତି। ସେହିପରି ଫେଙ୍ଗସୁଇକୁ ମଧ୍ୟ ବର୍ତ୍ତମାନ ମାନି ଅନେକ କାର୍ଯ୍ୟ କରିଥାନ୍ତି। ଫେଙ୍ଗସୁଇର ଉପାୟ ଘରେ କରିବା ଦ୍ୱାରା ସକାରାତ୍ମକ ଶକ୍ତିର ପ୍ରଭାବ…
Read More...

ଆମେରିକା ବିରୋଧରେ ଏକାଠି ହେଲେ ଡବ୍ଲ୍ୟୁଟିଓ ଏବଂ ରୁଷିଆ

ଜୁରିକ୍‍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ ଇସ୍ପାତ୍‍ ଓ ଆଲୁମିନିୟମ୍‍ ଉପରେ ଟିକସ ଲାଗୁ କରିବା ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ) ମାଧ୍ୟମରେ କିଛି ଦେଶ ଏକାଠି ହୋଇଛି। ବିଶ୍ୱ ବାଣିଜ୍ୟ ସଂଗଠନ…
Read More...

ସଡକ ଦୁର୍ଘଟଣାରେ ମା,ଝିଅ ମୃତ ଓ ବାପା ଗୁରୁତର

ଗଞ୍ଜାମ: ସଡକ ଦୁର୍ଘଟଣାରେ ମା ଓ ଝିଅର ମୃତ୍ୟୁ ଘଟିଛି। ଆସ୍କା- କବିସୂର୍ୟ୍ୟନଗର ମୁଖ୍ୟ ରାସ୍ତାର ମୁକୁନ୍ଦପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକରେ ବାପା,ମା ଓ ଝିଅ ଯାଉଥିବା ବେଳେ ଏକ ଟ୍ରକ୍ ପଛରୁ ଧକ୍କା…
Read More...

ବିନା ପାଣିରେ ଔଷଧ ଖାଆନ୍ତୁ ନାହିଁ , ହୋଇଥାଏ ବହୁତ କ୍ଷତିକାରକ

ସାଧାରଣତଃ ଔଷଧ ଖାଇବାକୁ କେହି ଭଲପାଆନ୍ତି ନାହିଁ। ହେଲେ କିଛି ଲୋକ ଅଛନ୍ତି ଯେଉଁମାନେ ବିନା ପାଣିରେ ଔଷଧ ଖାଇଥା’ନ୍ତି। ଯଦି ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ ତେବେ ସାବଧାନ ହୋଇଯାଆନ୍ତୁ। ଆପଣଙ୍କର ଏହି ଅଭ୍ୟାସ ରୋଗ…
Read More...

ପ୍ରାଣୀଜଗତରୁ ସୃଷ୍ଟି ହୋଇଥିଲା ବିଶ୍ୱ ତାପନ ପ୍ରକ୍ରିୟା

ନୂଆଦିଲ୍ଲୀ: ବିଶ୍ୱ ତାପମାତ୍ରା ବୃଦ୍ଧି ପରିବେଶବିତ୍‌ଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଜୀବଜଗତଙ୍କ ପାଇଁ ବିପଦର କାରଣ ହେବ ବୋଲି ଜୈବବିଜ୍ଞାନୀମାନେ ଆଶଙ୍କା କରୁଛନ୍ତି । କିନ୍ତୁ…
Read More...

ବୁରାଡ଼ି କାଣ୍ଡ: ମୃତ ପିତାଙ୍କ ନିର୍ଦେଶରେ ସମୂହ ଆତ୍ମହତ୍ୟା

ନୂଆଦିଲ୍ଲୀ: ବୁରାରିରେ ପରିବାରର ୧୧ଜଣ ସଦସ୍ୟଙ୍କ ସମୂହ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ସୋମବାର ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ଏଭଳି ଘଟଣା ପଛରେ କୌଣସି ଭଣ୍ଡ ତାନ୍ତ୍ରିକର ହାତ ସନ୍ଦେହ କରୁଥିବା…
Read More...

କ୍ୱାର୍ଟରଫାଇନାଲରେ ବ୍ରାଜିଲ-ବେଲ୍‌ଜିୟମ

ମସ୍କୋ :  ତାରକା ଷ୍ଟ୍ରାଇକର ନିଏମାରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଶକ୍ତିଶାଳୀ ବ୍ରାଜିଲ। ସେହିପରି ଦ୍ବିତୀୟ ମ୍ୟାଚ୍‌ରେ ଶକ୍ତିଶାଳୀ ବେଲ୍‌ଜିୟମ…
Read More...

ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଭଦ୍ରକ: ରୋଗୀଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଛି। ଚିକିତ୍ସା ଅବହେଳା ହେତୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ରୋଗୀଙ୍କ ସମ୍ପର୍କୀୟମାନେ ମଙ୍ଗଳବାର…
Read More...

ଅଦା ଖାଇବା ଶରୀର ପକ୍ଷେ ହିତକର

ଘରେ ପ୍ରତିଦିନ ଅଦାର ବ୍ୟବହାର କରାଯାଇଥାଏ। ପ୍ରତ୍ୟେକ ଦିନ ସକାଳୁ ଅଦାରେ ପ୍ରସ୍ତୁତ ଚାହା ପିଇବା ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଅନେକ ତରକାରୀ ଓ ଡାଲିରେ ମଧ୍ୟ ଅଦା ବ୍ୟବହାର କରାଯାଇଥାଏ। ତେଣୁ ପ୍ରତିଦିନ ଖାଦ୍ୟରେ…
Read More...

ଜାପାନକୁ ହରାଇ କ୍ୱାର୍ଟରରେ ବେଲ୍‍ଜିୟମ୍‍

ରୋଷ୍ଟଭ୍‍-ଅନ୍‍-ଡନ୍‍ :  ଚଳିତ ଫିଫା ବିଶ୍ୱକପ୍‍ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ବିଶ୍ୱର ୩ନଂ ଦଳ ବେଲ୍‍ଜିୟମ୍‍। ସୋମବାର ରୋମାଞ୍ଚକର ୬ଷ୍ଠ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ଜାପାନକୁ ୩-୨ ଗୋଲ୍‍ରେ…
Read More...

ଖଟାମିଠା କୋବି ପକୁଡି

ଆବଶ୍ୟକ ସାମଗ୍ରୀ: ଫୁଲ କୋବି- ୧ଟି ଭିନେଗାର- ୧ଚାମଚ ଟମାଟୋ ସସ୍‍- ୧ଚାମଚ ଚିନି- ୨ଚାମଚ ଅଦା(ଛେଚା)- ୧ ଚାମଚ କର୍ଣ୍ଣଫ୍ଲୋର ପାଉଡର- ଅଧା ଚାମଚ ବେକିଙ୍ଗ ପାଉଡର- ୧ଚାମଚ ଲୁଣ- ସ୍ୱାଦ ଅନୁସାରେ ତେଲ-…
Read More...

ଉପା ଅମଳରେ ଦେଶର ଅର୍ଥନୀତି ଭୁଶୁଡ଼ିବାକୁ ଯାଉଥିଲା: ମୋଦି

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ କୋହଳ ନୀତି ଯୋଗୁଁ ଦେଶର ଅର୍ଥନୀତିିରେ ଶୋଚନୀୟ ଅବନତି ଦେଖାଦେଇଥିଲା । କିନ୍ତୁ ଏହାକୁ ଲୁଚାଇବା ପାଇଁ ବଜେଟକୁ ଅତିରଞ୍ଜିତ କରି ଦର୍ଶାଯାଉଥିଲା । କ୍ରମାଗତ ବିଜେପି…
Read More...

ଭାରତ-ଇଂଲଣ୍ଡ ପ୍ରଥମ ଟ୍ୱେଣ୍ଟି -୨୦ ଆଜି

ମାଞ୍ଚେଷ୍ଟର : ଇଂଲଣ୍ଡ ଓ ଭାରତ ମଧ୍ୟରେ ତିନିଟିକିଆ ଟ୍ୱେଣ୍ଟି -୨୦ ସିରିଜର ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ଅନ୍ୟପକ୍ଷରେ ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତ  ଆଇସିସି ଟି-୨୦ ମାନ୍ୟତାରେ …
Read More...

ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବାର ଲାଭ

ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରାଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ହନୁମାନଙ୍କର ଜନ୍ମ ହୋଇଥିଲା। ଏହା ସହିତ ହନୁମାନଙ୍କୁ ମଙ୍ଗଳଗ୍ରହର ନିୟନ୍ତ୍ରକ ମଧ୍ୟ କୁହାଯାଇଥାଏ। ତେଣୁ ଏହି କାରଣରୁ…
Read More...

ମୁମ୍ବଇ : ଫୁଟଓଭର ବ୍ରିଜ ସ୍ଲାବ ଖସି ଯାତାୟତ ପ୍ରଭାବିତ , ୫ ଆହତ

ମୁମ୍ବଇ : ମୁମ୍ବଇର ଅନ୍ଧେରୀ ରେଳ ଷ୍ଟେସନ ନିକଟରେ ମଙ୍ଗଳବାର ସକାଳୁ ଏକ ଫୁଟ୍ ଓଭର ବ୍ରିଜର ସ୍ଳାବ ଖସି ପଡ଼ି ଦୁର୍ଘଟଣା ଘଟିଛି । ସ୍ଲାବ  ଭୁଶୁଡି ପଡିବାରୁ ଯାତାୟତ ପ୍ରଭାବିତ ହୋଇଛି । ବିଶେଷ କରି ଅନ୍ଧେରୀ ରେଳ …
Read More...

ରଥଯାତ୍ରାରେ ବିଭ୍ରାଟ ହେଲେ ଅଧିକାରୀ ଦାୟୀ ରହିବେ

ପୁରୀ : ରଥଯାତ୍ରାରେ ବିଭ୍ରାଟ ସୃଷ୍ଟି ହେଲେ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ…
Read More...

ହୀରାକୁଦକୁ ପାଣି: ମୁଖ୍ୟଯନ୍ତ୍ରୀଙ୍କୁ ଜଳସମ୍ପଦ ସଚିବଙ୍କ ନିର୍ଦେଶ

ଝାରସୁଗୁଡ଼ା : ମହାନଦୀ, କେଲୋ ଓ ଇବ୍‍ ନଦୀରୁ ହୀରାକୁଦ ଜଳଭଣ୍ଡାରକୁ କେତେ ପାଣି ଆସୁଛି ତା’ର ହିସାବ ରଖିବେ ଛତିଶଗଡ଼ ସରକାର। ଗତ ଶନିବାର ସେଠାକାର ଜଳ ସଂପଦ ବିଭାଗ ସଚିବ ନୟାରାୟପୁରରେ ଅବସ୍ଥାପିତ ବିଭାଗୀୟ…
Read More...

ମଙ୍ଗଳବାର ରାଶିଫଳ

ମେଷ: ସ୍ଥିର ଚିତ୍ତ, ଧୀର ବୁଦ୍ଧିରେ କାର୍ଯ୍ୟ କରିବେ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରୁ ଧନଲାଭ ସମ୍ମାନ ମିଳିବ। ବୃଷ:…
Read More...

ହୀରାକୁଦ ଜଳଭଣ୍ଡାରର ବଳକା ଜମି ଆବଣ୍ଟନ

ସମ୍ବଲପୁର,୨ା୭(ବିରାଜ ମିଶ୍ର)–ହୀରାକୁଦ ଜଳଭଣ୍ଡାର ପରିସରରେ ଅବ୍ୟବହୃତ ଅବସ୍ଥାରେ ଥିବା ବଳକା ଜମିକୁ ବିସ୍ଥାପିତ ପରିବାରଙ୍କୁ ଚାଷ ପାଇଁ ଲିଜ୍‍ରେ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ଦିଗରେ ପ୍ରକ୍ରିୟା…
Read More...

ବିଜୁଳି ଦର ବଢ଼ିବ!

ଭୁବନେଶ୍ୱର : ଗ୍ରାହକଙ୍କ ଉପରେ ବିଜୁଳି ଦର ବୃଦ୍ଧିର ବୋଝ ପଡିବାର ଆଶଙ୍କା ଦେଖାଦେଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଦୁ୍ୟତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ବିଦ୍ୟୁତ୍‌ ଶୁଳ୍କ ଅପରିବର୍ତ୍ତିତ ରଖିଥିଲେ। ତେବେ…
Read More...

ନିରବଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ୍‌ ଜାରି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ରେ ସଂଗଠିତ ବହୁ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାର ମାଷ୍ଟରମାଇଣ୍ଡ୍‌ ତଥା ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ୍‌ ରେଡ୍‌ କର୍ଣ୍ଣର…
Read More...

+୨ ପ୍ରଥମ ପର୍ଯ୍ୟାୟ ନାମଲେଖା ; ପ୍ରଥମ ଦିନରେ ୫୭ହଜାର

ଭୁବନେଶ୍ୱର : ରାଜ୍ୟରେ ଥିବା ୨୦୦୧ ଜୁନିଅର କଲେଜରେ ସୋମବାରଠାରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ନାମଲେଖାର ପ୍ରଥମ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ପ୍ରାୟ…
Read More...

କାର୍ତ୍ତିକ ଆୟନଙ୍କ ହାତରେ ଲାଗିଲା ବଡ ଫିଲ୍ମ

ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ‘ସୋନୁ କେ ଟିଟୁ କେ ସ୍ୱିଟି’ରେ ସଫଳତା ପାଇଥିବା କାତ୍ତ୍‍ର୍ିକ ଆୟନଙ୍କୁ ବିଗ ବଜେଟ ଚଳଚ୍ଚିତ୍ରର ଅଫର ମିଳିଛି। ଦିନେଶ ବିଜନଙ୍କ ନିର୍ଦେଶନାରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ର…
Read More...

ଭାରତ-ଇଂଲଣ୍ଡ ପ୍ରଥମ ଟ୍ୱେଣ୍ଟି -୨୦ 

ମାଞ୍ଚେଷ୍ଟର : ଇଂଲଣ୍ଡ ଓ ଭାରତ ମଧ୍ୟରେ ତିନିଟିକିଆ ଟ୍ୱେଣ୍ଟି -୨୦ ସିରିଜର ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ନିକଟରେ ଆୟରଲାଣ୍ଡ ବିପକ୍ଷ ଟ୍ୱେଣ୍ଟି୨୦ ସିରିଜକୁ ୨-୦ରେ ହାତେଇ ନେଇଥିବା ଭାରତୀୟ ଦଳ ଗଭୀର…
Read More...

୯ ଦିନ ପରେ ଗୁମ୍ଫାରୁ ଜୀବନ୍ତ ଉଦ୍ଧାର ହେଲେ ଥାଇଲାଣ୍ଡର ୧୨ ବାଳକ ଓ କୋଚ୍‍

ବ୍ୟାଙ୍କକ୍‍ : ଲୁଆଙ୍ଗ ଗୁମ୍ଫା ଭିତରେ ଫସି ରହିଥିବା ଥାଇଲାଣ୍ଡର ୧୨ କିଶୋର ଫୁଟବଲ ଖେଳାଳି ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ଦୀର୍ଘ ୯ ଦିନ ପରେ ସୋମବାର ଗୁମ୍ଫାରୁ ଜୀବନ୍ତ ଉଦ୍ଧାର କରାଯାଇଛି। ନାରୋଙ୍ଗସାକ୍‍ ପ୍ରଦେଶ…
Read More...

ଭାରତୀୟ ପୁରୁଷ ଦଳରେ ୩ ଓଡ଼ିଆ ; ଦୀପ୍‍ସାନ ଅଧିନାୟକ

କଟକ : ଚଳିତମାସ ୧୪ରୁ ୨୧ ପର୍ଯ୍ୟନ୍ତ ବେଲ୍‍ଜିୟମ୍‍ର ଆଣ୍ଟୱେର୍ପଠାରେ ଅନୁଷ୍ଠିତ ହେବାକୁ ଯାଉଛି ଷଡ଼ରାଷ୍ଟ୍ରୀୟ ୨୩ ବର୍ଷରୁ କମ୍‍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ଭାରତୀୟ ଦଳ ଘୋଷଣା…
Read More...

କେଉଁ ରୋଗରେ ଡାକ୍ତରଙ୍କ ପାଖକୁ ଗଲେ ,ବଢିପାରେ ସମସ୍ୟା

ବେଳେ ବେଳେ ଲୋକମାନଙ୍କ ସାଧାରଣ ରୋଗ ହେଲେ ମଧ୍ୟ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ହେଲେ ଏମାନେ ଜାଣିନଥାନ୍ତି ତାଙ୍କର ଏହିଭଳି ଅଭ୍ୟାସ ସେମାନଙ୍କ ଦେହ ଭଲ କରିବା ବଦଳରେ ଅଧିକ ଖରାପ କରିପାରେ। ତେବେ ଆସନ୍ତୁ ଜାଣିବା…
Read More...

୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର : ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଉପରେ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ…
Read More...

ଭାଷାବିତ୍‍ ଧନେଶ୍ୱର ମହାପାତ୍ରଙ୍କ ପରଲୋକ

କଟକ : ବିଶିଷ୍ଟ ଭାଷାବିତ୍‍ ଧନେଶ୍ୱର ମହାପାତ୍ର(୮୬)ଙ୍କ ସୋମବାର ଅପରାହ୍ଣରେ କଟକର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜୀବନ କୁମାରୀ ମହାପାତ୍ର, ପୁଅ ରେଭେନ୍‍ସା ବିଶ୍ୱବିଦ୍ୟାଳୟ…
Read More...

କ୍ୱାର୍ଟରରେ ବ୍ରାଜିଲ

ସାମାରା : ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ସାମ୍ବା ମ୍ୟାଜିକ୍‍ ଅବ୍ୟାହତ ରହିଛି। ତାରକା ଷ୍ଟ୍ରାଇକର ନିଏମାରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ବ୍ରାଜିଲ।…
Read More...

ପିଡିପିରେ ବିଦ୍ରୋହ; ସରକାର ଗଠନ ଯୋଜନାରେ ବିଜେପି

ଶ୍ରୀନଗର : କ୍ଷମତାଚ୍ୟୂତ ହେବା ପରେ ପିପୁଲ୍ସ ଡେମୋକ୍ରାଟି୍‍ ପାର୍ଟି (ପିଡିପି)ରେ ବିଦ୍ରୋହ ଦେଖାଦେଇଛି। ପାର୍ଟିର ମୁଖ୍ୟ ମେହବୁବା ମୁଫତିଙ୍କୁ ପାର୍ଟି ଚଳାଇବାକୁ ‘ଅଯୋଗ୍ୟ’ ଦର୍ଶାଇ ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳ…
Read More...

ବୁରାଡି କାଣ୍ଡ : ଶୋକ ପାଳନ କରୁଛି ପୋଷା କୁକୁର ‘ଜ୍ୟାକି’

ବୁରାଡି :  ଦିଲ୍ଲୀର ବୁରାଡି ଅଞ୍ଚଳସ୍ଥିତ ସନ୍ଥନଗରେ ଭାଟିଆ ପରିବାରର ୧୧ ଜଣଙ୍କର ମୃତ୍ୟୁ ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଟିଆ ପାରିବାରର ନିକଟ ସଂପର୍କୀୟ ଓ ପାଖ ପଡୋଶୀମାନେ ଏବେ…
Read More...

ଅଭିନେତା ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପୁଅ ନାମରେ ବଳାତ୍କାର ଏବଂ ପ୍ରତାରଣା ଅଭିଯୋଗ

କଲକାତା : ବଲିଉଡ଼ ଅଭିନେତା ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପୁଅ ମାହାକ୍ଷା ଚକ୍ରବର୍ତ୍ତୀ ଏବଂ ପତ୍ନୀ ୟୋଗୀତାଙ୍କ ବିରୋଧରେ ବଳାତ୍କାର, ପ୍ରତାରଣା ନେଇ ମାମଲା ରୁଜୁ କରିବାକୁ ପଶ୍ଚିମବଙ୍ଗର ଆରୋହିଣୀ କୋର୍ଟ ସୋମବାର…
Read More...

କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀଙ୍କ ଝିଅକୁ ବଳାତ୍କାର ଧମକ

ମୁମ୍ବଇ : କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀଙ୍କ ନାବାଳିକା ଝିଅକୁ ବଳାତ୍କାର ଧମକ ଦିଆଯାଇଥିବା ସେ ସୋମବାର ଗୋରେଗାଓଁ ଥାନାରେ ଅଭିଯୋଗ କରିଛନ୍ତି। ଟ୍ୱିଟ୍‍ର ଯୋଗେ ତାଙ୍କ ୧୦ ବର୍ଷର ଝିଅକୁ…
Read More...

ଘୁଙ୍ଗୁଡିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

କିଛି ଲୋକମାନେ ଶୋଇବା ସମୟରେ ଘୁଙ୍ଗୁଡି ମାରିଥାନ୍ତି। ସାଧାରଣତଃ କୌଣସି ଲୋକ ପରିଶ୍ରମ କାରଣରୁ ଅଧିକ ହାଲିଆ ହୋଇଯାଇଥିଲେ ସେ ଶୋଇବା ସମୟରେ ଘୁଙ୍ଗୁଡି ମାରିଥାଏ। ଯାହାଦ୍ୱାରା ଘୁଙ୍ଗୁଡି ମାରୁଥିବା ଲୋକ ପାଖରେ ଯେଉଁ…
Read More...

ଡିଡିସିଏ ଅଧ୍ୟକ୍ଷ ହେଲେ ରଜତ ଶର୍ମା

ନୂଆଦିଲ୍ଲୀ : ଦିଲ୍ଲୀ ଜିଲା କ୍ରିକେଟ ସଂଘ (ଡିଡିସିଏ)ର ନୂଆ ଅଧ୍ୟକ୍ଷ ଭାବେ ଇଣ୍ଡିଆ ଟିଭିର ମୁଖ୍ୟ ସମ୍ପାଦକ ରଜତ ଶର୍ମା ଏବଂ ଉପାଧ୍ୟକ୍ଷ ଭାବେ ରାକେଶ କୁମାର ବଂସଲ ନିର୍ବାଚିତ ହୋଇଛନ୍ତି। ଡିଡିସିଏ ଅଧ୍ୟକ୍ଷ…
Read More...

ଚଳିତ ସପ୍ତାହରେ ସାରା ଭାରତରେ ଭଲ ବର୍ଷା , ଓଡିଶାରେ ପ୍ରବଳ ବର୍ଷିବ:ଆଇଏମ୍‌ଡି

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସାରା ଭାରତରେ ଭଲ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ  ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।  ଗତ ସପ୍ତାହରେ ସାରା ଭାରତରୁ ମୌସୁମୀ ବାୟୁ ବ୍ୟାପୀ ଯାଇଥିଲା।  ସଧାରଣ…
Read More...

ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ଲ’ କମିଶନ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗେ କରିବାକୁ ଆଇନ୍‍ ଆୟୋଗ (ଲ’ କମିଶନ) ସମସ୍ତ ବଡ଼ ରାଜନୈତିକ ଦଳଙ୍କ ସହ ଆଲୋଚନା କରିବା…
Read More...

ସଡକ ଦୁର୍ଘଟଣାରେ ୨ମୃତ

କଲମପୁର/ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୁନାଗଡ ୨୬ନଂ ଜାତୀୟରାଜପଥରେ ଏକ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟଛି।୨୬ନଂ ଜାତୀୟରାଜପଥର କୁର୍ତ୍ତୁଖମାର ନିକଟରେ ଦୁଇଟି ମଟର ସାଇକଲ ମଧ୍ୟରେ ମୁହାଁ…
Read More...

ଜାମ୍ମୁ କାଶ୍ମୀରରେ ସରକାର ଗଠନ ପାଇଁ କଂଗ୍ରେସ ହାତ ଧରିପାରେ ପିଡିପି!

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ସରକାର ଗଠନ ପାଇଁ ପୁଣିଥରେ ରାଜନୀତି ଜୋର ଧରିବାରେ ଲାଗିଛି। କଂଗ୍ରେସ ସହ ମିଶି ସରକାର ଗଠନ ପାଇଁ ପିଡିପି ପ୍ରୟାସ ଆରମ୍ଭ କରିଛି। ଏହି କ୍ରମରେ ସୋମବାର ନୂଆଦିଲ୍ଲୀଠାରେ ପୂର୍ବତନ…
Read More...

ଆଇସିସି ଟି-୨୦ ; ଦ୍ୱିତୀୟ ସ୍ଥାନରେ ଭାରତ

ଦୁବାଇ : ଆଇସିସି ଟି-୨୦ ମାନ୍ୟତାରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟ ରାଙ୍କିଙ୍ଗରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରୀୟ ଦଳ ଏହି ଉପଲବ୍ଧି ହାସଲ କରିଛି। ତେବେ ୧୩୧ ପଏଣ୍ଟ…
Read More...

ପଞ୍ଜାବରେ ଚୋରା ଡ୍ରଗ୍ସ ବେପାରୀଙ୍କୁ ମୃତ୍ୟୁଦଣ୍ଡ!

ଚଣ୍ଡିଗଡ଼ : ଚୋରା ଡ୍ରଗ୍ସ ଚାଲଣ ଏବଂ ଚୋରା ବେପାର ମାମଲାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପଞ୍ଜାବ ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି…
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କେବେ ହେବ ଲୋକପାଳ ନିଯୁକ୍ତି?

ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତିକୁ ନେଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା କେନ୍ଦ୍ର ସରକାରଙ୍କ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କ୍ଷୁବ୍ଧ ହୋଇଛନ୍ତି। ସୁପ୍ରିମକୋର୍ଟ କେବେ ଲୋକପାଳ ନିଯୁକ୍ତି ହେବ ବୋଲି କେନ୍ଦ୍ର…
Read More...