ମୃତ୍ୟୁଶର୍ଯ୍ୟାରେ ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତା

0

କଟକ : ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ର ନାଗପୁରର ଆକୋଲା ଠାରେ ମୃତ୍ୟୁବରଣ ହୋଇଥିବା ସୂଚନାମିଳିଛି। ସେ ଓଡିଶା ଉଚ୍ଚ ନ୍ୟାୟାଳୟରେ ତା-୨୮,୦୯,୧୯୯୪ ରୁ ତା- ୨୫,୦.୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କୁ ୪୩ବର୍ଷ ବୟସ ହୋଇଥିଲାବେଳେ ସେ ଦୀପକ ମିଶ୍ରଙ୍କୁ ଓଡିଶାର ମୁଖ୍ୟ ବିଚାରପତି ପାଇଁ ନାମ ସୁପାରିଶ କରିଥିଲେ। ସେ ଚାକିରିରୁ ଅବସର ନେବା ପରେ ସରକାରଙ୍କ କୌଣସି ପଦକୁ ସେ ଗ୍ରହଣ କରିନଥିଲେ।

Leave A Reply