ମହମ୍ମଦ ସାମିଙ୍କୁ ସମନ

କଲକାତା : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସ୍ଥାନୀୟ ଏକ କୋର୍ଟ ସମନ୍‍ ଜାରି କରିଥିବା ଜଣାପଡ଼ିଛି। ସାମିଙ୍କ ପତ୍ନୀ ହସିନ୍‍ ଜାହାଁନ୍‍ଙ୍କ ଅଭିଯୋଗକ୍ରମେ କୋର୍ଟ ଏହି ସମନ୍‍ ଜାରି କରିଛନ୍ତି। ହସିନ୍‍ଙ୍କୁ ସାମି…
Read More...

ଦିନିକିଆରୁ ଧୋନି ଅବସର ନେବେ ନାହିଁ: ରବି ଶାସ୍ତ୍ରୀ

ଲଣ୍ଡନ : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ବର୍ତ୍ତମାନ ଦିନିକିଆ କ୍ରିକେଟ୍‍ରୁ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସୂଚନାଥାଉକି ଧୋନି ଦିନିକିଆରେ ପୂର୍ବଭଳି…
Read More...

ୟୁଟ୍ୟୁୁବ ବଦଳାଇଲା ଭାଗ୍ୟ: ଅଣ୍ଡା ବିକାଳି ହେଲେ ଗାୟକ

ନୂଆଦିଲ୍ଲୀ : ପ୍ରଯୁକ୍ତିବିଦ୍ୟା ଯୁଗରେ ଇଣ୍ଟରନେଟ ବହୁ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରୁଥିବାବେଳେ ଅନ୍ୟ କେତେଜଣ ଏହାର ନକାରାତ୍ମକ ପ୍ରଭାବରେ ଭବିଷ୍ୟତ ନଷ୍ଟ କରି ବସୁଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ…
Read More...

ଶୁକ୍ରବାର ମୁକ୍ତିଲାଭ କରିବ ‘ଧଡକ୍‍’

ନୂଆଦିଲ୍ଲୀ : ଶଶାଙ୍କ ଖେତାନ ନିର୍ଦେଶିତ ଜାହ୍ନବି କପୁର ଏବଂ ଇଶାନ ଖତର ଅଭିନୀତ ଚଳଚ୍ଚିତ୍ର ଧଡକ ଆସନ୍ତାକାଲି (ଶୁକ୍ରବାର) ମୁକ୍ତିଲାଭ କରିବ। ଏହା ହେଉଛି ମରାଠୀ ଚଳଚ୍ଚିତ୍ର ‘ସଇରାତ’ର ରିମେକ୍‍। ୨୦୧୬ରେ ମୁକ୍ତିଲାଭ…
Read More...

ଅଙ୍ଗୁର ଖାଆନ୍ତୁ ଅବସାଦରୁ ମୁକ୍ତି ପାଆନ୍ତୁ

ନ୍ୟୁୟର୍କ : ଯଦି ଆପଣ ଅବସାଦ ଭଳି ରୋଗର ଶିକାର ହେବାକୁ ଚାହୁନାହାନ୍ତି ତେବେ ପ୍ରତିଦିନ ଅଙ୍ଗୁର ଖାଆନ୍ତୁ। ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଅଙ୍ଗୁର ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ସକରାତ୍ମକ…
Read More...

ମହାକବି ଗୋପାଳ ଦାସ ନୀରଜଙ୍କ ପରଲୋକ

ନୂଆଦିଲ୍ଲୀ : ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ ଗୀତିକାର ଗୋପାଳ ଦାସ ନୀରଜ ଆଉ ନାହାନ୍ତି। ଶୁକ୍ରବାର ୯୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ମଙ୍ଗଳବାର ହଠାତ ସେ ଅସୁସ୍ଥ  ହୋଇପଡିବାରୁ ତାଙ୍କୁ ଆଗ୍ରାର ଲୋଟସ୍…
Read More...

ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ବୃଦ୍ଧି

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ୨୦୧୭ରେ ବାଂଲାଦେଶର ହିନ୍ଦୁଙ୍କ ସଂଖ୍ୟା ୨ ପ୍ରତିଶତ ବୃଦ୍ଧି ପାଇଥିଲା।…
Read More...

ୟୁପିରୁ କେହି ଜଣେ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ: ଅଖିଳେଶ

ଭୋପାଳ : ଉତ୍ତରପ୍ରଦେଶରୁ କେହି ଜଣେ ନେତା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି। ତେବେ ଏହି ପ୍ରଧାନମନ୍ତ୍ରୀ ପଦରେ କିଏ ବସିବ ତାହା ସେ ସ୍ପଷ୍ଟ କରି…
Read More...

୧୦ମ ଶ୍ରେଣୀ ଛାତ୍ରକୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ : ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରକୁ ତାର କେତେକ ସାଥୀ ଛାତ୍ର ପିଟିପିଟି ହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ଜ୍ୟୋତିନଗର ଏସକେଭି ସ୍କୁଲ ପରିସରରେ ବୁଧବାର ଏହି ହତ୍ୟାକାଣ୍ଡ…
Read More...

ଓବାମାଙ୍କ ସହ ନାଚିବାବେଳେ ଜେଜେ ମା’ଙ୍କ ଗୋଡ଼ ଭାଙ୍ଗିଲା

ନାଇରୋବି : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଏବେ ତାଙ୍କ ପୈତୃକ ଗାଁ କେନିଆର ନାୟଙ୍ଗୋମା କୋଗେଲୁରେ ସମୟ ବିତାଉଛନ୍ତି। ନାୟଙ୍ଗୋମାରେ ଓବାମା ଏକ ସ୍କୁଲକୁ ଉଦ୍‍ଘାଟନ କରିଛନ୍ତି। ଓବାମାଙ୍କ ସାବତ ଭଉଣୀ…
Read More...

୫୨ ପିଢିର ହୋଟେଲ

ବଂଶାନୁକ୍ରମିକ ବ୍ୟବସାୟକୁ ନେଇ ଜାପାନର ନିଶିଆନା ଓସିଏନ ହୋଟେଲ ଏବେ ଚର୍ଚ୍ଚାକୁ ଆସିଛି। ଏହି ହୋଟେଲ ଗୋଟିଏ କିମ୍ବା ଦୁଇଟି ନୁହେଁ ପୂରା ୫୧ଟି ପିଢି ଅତିକ୍ରମ କରିସାରିଛି। ଅର୍ଥାତ ଗୋଟିଏ ବଂଶର ୫୨ତମ ପିଢି ଏହି…
Read More...

ପଦ୍ମଶ୍ରୀ, ଅର୍ଜୁନ ପୁରସ୍କାର ଫେରାଇବାକୁ ସାହିଦ୍‍ଙ୍କ ପତ୍ନୀଙ୍କ ଧମକ

ବାରାଣସୀ : ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ମହମ୍ମଦ ସାହିଦ୍‍ଙ୍କ ଗତ ୨୦୧୬ ଜୁଲାଇ ୨୦ରେ ପରଲୋକ ହୋଇଯାଇଥିଲା। ସାହିଦ୍‍ଙ୍କ ସ୍ମୃତିରକ୍ଷା ନିମନ୍ତେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଯେଉଁ ପଦକ୍ଷେପ ନେବାକୁ…
Read More...

ଭୁଲ୍‍ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କଲା ଏଫଆଇଏଚ୍‍

ନୂଆଦିଲ୍ଲୀ : ଲଣ୍ଡନରେ ଆସନ୍ତା ଶନିବାରରୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ୱକପ୍‍ ହକି ଟୁର୍ଣ୍ଣାମେଣ୍ଟ। ଏହି ପ୍ରତିଯୋଗିତା ଆୟୋଜନ କରୁଥିବା ବିଶ୍ୱ ହକି ମହାସଂଘ (ଏଫଆଇଏଚ୍‍) ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ…
Read More...

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୁଧବାର ମଧ୍ୟ ରାତ୍ରିରୁ ହ୍ରାସ ପାଇଥିଲେ ବି ଏହା ଆଶାନୁରୂପ ହୋଇନାହିଁ। ଏ କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ହ୍ରାସ ପାଇଥିବା ଦରରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି…
Read More...

ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ ବିରୋଧରେ ଗଣପ୍ରତିବାଦ

ଭୁବନେଶ୍ୱର : ସ୍ୱାମୀ ଅଗ୍ନିବେଶଙ୍କୁ ଝାଡଖଣ୍ଡରେ ବିଜେପି ଯୁବ ମୋର୍ଚ୍ଚା ଏବଂ ଏବିଭିବି ଦ୍ୱାରା ହୋଇଥିବା ଆକ୍ରମଣକୁ ବିରୋଧକରି ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନଠାରେ ଏକ ଗଣ ପ୍ରଦିବାଦ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ପେନ୍‍କିଲର ଖାଉଥିଲେ ସାବଧାନ, ହୋଇପାରେ କ୍ଷତିକାରକ

ନୂଆଦିଲ୍ଲୀ : ଶରୀର ପୀଡା ବା ଦରଜ ହେବା ଏକ ସାଧାରଣ କଥା। ବେଳେ ବେଳେ କଠିନ ପରିଶ୍ରମ କରିଥିଲେ ଶରୀର ପୀଡା ହୋଇଥାଏ, ଆଉ କେତେବେଳେ ଦେହ ଖରାପ ଥିଲେ ହେହ ପୀଡା ହୋଇଥାଏ। ଆଉ ମଧ୍ୟ କିଛି ଲୋକଙ୍କର ଶାରୀରିକ ଦୁର୍ବଳତା…
Read More...

ହୋଣ୍ଡା ପକ୍ଷରୁ ‘ଝାଜ୍‍’ କାରର ବଜାର ପ୍ରବେଶ

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ହୋଣ୍ଡା ପକ୍ଷରୁ ନୂଆ କାର ମଡେଲ ‘ଝାଜ’ର ବଜାର ପ୍ରବେଶ କରାଯାଇଛି। ଇନ୍ଧନ ଅନୁସାରେ ଝାଜ କାର ପେଟ୍ରୋଲ ଏବଂ ଡିଜେଲରେ ଚାଲି ପାରିବ। ଝାଜର ୪ଟି ମଡେଲ ପେଟ୍ରୋଲ ଏବଂ…
Read More...

ସବୁଦିନ ପାଇଁ ମନେରହିବ ୨୦୧୮ ବିଶ୍ୱକପ୍‍

ମସ୍କୋ:୩୨ଟି ପ୍ରତିଯୋଗୀ ଦଳଙ୍କ ସହ ସମସ୍ତ ପ୍ରଶଂସକ ୨୦୧୮ ଫୁଟ୍‍ବଲ ବିଶ୍ୱକପ୍‍ ଦେଖି ସ୍ୱଦେଶ ଫେରି ଯାଇଛନ୍ତି। ମାସେକାଳ ଚାଲିଥିବା ଏହି ଫୁଟ୍‍ବଲ ମହାକୁମ୍ଭରେ ଯବନିକା ପଡ଼ିଛି। ତେବେ ଏହା ଏପରି ଏକ ବିଶ୍ୱକପ୍‍ ଥିଲା;…
Read More...

ଅନସ୍ଥା ପ୍ରସ୍ତାବ : ନବୀନଙ୍କ ଆଦେଶ ପ୍ରତୀକ୍ଷାରେ ବିଜେଡି ସାଂସଦ 

ଭୁବନେଶ୍ୱର : ମୋଦୀ ସରକାରଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଲୋକସଭାରେ ବିତର୍କ ହେବ। ଏହି ସମୟରେ ବିଜୁ ଜନତା ଦଳ (ବିଜେଡି)ର ସମସ୍ତ ସାଂସଦ ଲୋକସଭାରେ ଉପସ୍ଥିତ ରହିବେ। ତେବେ ସେମାନେ…
Read More...

ହକି: ନ୍ୟୁଜିଲାଣ୍ଡକୁ ୪-୨ରେ ହରାଇଲା ଭାରତ

ବାଙ୍ଗାଲୋର : ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‍ ଜିତିନେଇଛି ଭାରତୀୟ ପୁରୁଷ ହକି ଦଳ। ଗୁରୁବାର ଏଠାରେ ଖେଳା ଯାଇଥିବା ୩ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ର ପ୍ରଥମ ମ୍ୟାଚ୍‍ରେ ନ୍ୟୁଜିଲାଣ୍ଡକୁ…
Read More...

ଋଦ୍ଧିମାନଙ୍କ କାନ୍ଧରେ ହେବ ଅସ୍ତ୍ରୋପଚାର

କଲକାତା : ଭାରତୀୟ ୱିକେଟରକ୍ଷକ-ବ୍ୟାଟସମ୍ୟାନ୍‍ ଋଦ୍ଧିମାନ ଶାହାଙ୍କ କାନ୍ଧରେ ଅସ୍ତ୍ରୋପଚାର କରାଯିବ। କିଛିଦିନ ତଳେ ଋଦ୍ଧିମାନଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଚିକିତ୍ସା ପରେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ…
Read More...

ଛାତ୍ରଙ୍କ ହାତ ଭାଙ୍ଗିଲେ ଶିକ୍ଷକ

କଟକ : କଟକ ଜିଲା ମାହାଙ୍ଗା ବ୍ଲକ ଅର୍ନ୍ତଗତ କୁଆଁପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାଡମାରି ଜଣେ ଛାତ୍ରର ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକ ସୁରେଶ ମହାପାତ୍ର ଅଷ୍ଟମ ଶ୍ରେଣୀ ଛାତ୍ର…
Read More...

ଅନାସ୍ଥା ପ୍ରସ୍ତାବ ଓ ଏନେଇ ତଥ୍ୟ

ଦେଶର ଶାସନ କ୍ଷମତା ନିଜ ନିକଟରେ କାଏମ ରଖିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସର୍ବପ୍ରଥମେ ଲୋକସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିଥାଏ। ସରକାରରେ ଥିବା ରାଜନୈତିକ ଦଳ ସଂଖ୍ୟାଗରିଷ୍ଠତା ହରାଇଥିବା ପ୍ରମାଣ…
Read More...

ଆସ୍ଥା ଭୋଟ୍‍ : ମୋଦୀ ସରକାରକୁ ସମର୍ଥନ କରିବ ଶିବସେନା

ମୁମ୍ବଇ : ବିରୋଧୀ ଦଳ ଦ୍ୱାରା ଆଗତ ଆସ୍ଥା ଭୋଟ୍‍ ଉପରେ ଶୁକ୍ରବାର ଭୋଟିଂ ବେଳେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଶିବସେନା ସମର୍ଥନ କରିବ। ଏ ନେଇ ଗୃହରେ ଉପସ୍ଥିତ ରହିବା ଲାଗି ଦଳର ସମସ୍ତ ସାଂସଦଙ୍କୁ…
Read More...

ଚୀନ ବଜାରକୁ ଆସିଲା ଜିଓମିର ନୂଆ ସ୍ମାର୍ଟଫୋନ୍‍ ‘ଏମଆଇ ମ୍ୟାକ୍ସ-୩’

ନୂଆଦିଲ୍ଲୀ : ଜିଓମିର ନୂଆ ସ୍ମାର୍ଟଫୋନ ଏମଆଇ ମ୍ୟାକ୍ସ-୩ର ବଜାର ପ୍ରବେଶ ନେଇ ଚାଲିଥିବା କଳ୍ପନା-ଜଳ୍ପନାର ଗୁରୁବାର ଅନ୍ତ ଘଟିଛିି। କାରଣ ଜିଓମି କମ୍ପାନୀର ଏମଆଇ ମ୍ୟାକ୍ସ-୩ ସ୍ମାର୍ଟଫୋନ ଚୀନ ବଜାରରେ ପ୍ରବେଶ…
Read More...

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧୁସୂଦନ ପାଢୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସି.ଜେ ବେଣୁଗୋପାଳଙ୍କୁ…
Read More...

ସାମୂହିକ ଆକ୍ରମଣ ପାଇଁ ସାମାଜିକ ଗଣମାଧ୍ୟମ ଦାୟୀ: ରାଜନାଥ

ନୂଆଦିଲ୍ଲୀ : ଗୁଜବକୁ ଭିତ୍ତି କରି ସାମୂହିକ ଆକ୍ରମଣ ପୂର୍ବକ ପିଟି ପିଟି ହତ୍ୟା କରିବା ଭଳି ଘଟଣାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଲୋକସଭାରେ ତୀବ୍ର ନିନ୍ଦା କରିଛନ୍ତି। ଏଭଳି ଘଟଣା ପାଇଁ ସାମାଜିକ…
Read More...

ଦିଲ୍ଲୀ କ୍ଷମତା କନ୍ଦଳ : ଉପରାଜ୍ୟପାଳଙ୍କ ପକ୍ଷ ରଖିବାକୁ ୩ ବରିଷ୍ଠ ଓକିଲ ନିଯୁକ୍ତ କଲା କେନ୍ଦ୍ର

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରଶାସନିକ ଏବଂ ଦୁର୍ନୀତି ନିବାରଣ ଶାଖା (ଏସିବି) ଉପରେ ଉପରାଜ୍ୟପାଳ ଅନୀଲ୍‍ ବୈଜଲ୍‍ଙ୍କ କ୍ଷମତା କାଏମ ରଖିବା ଲାଗି କେନ୍ଦ୍ର ସରକାର ଯତ୍‍ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି। କ୍ଷମତା କନ୍ଦଳରେ…
Read More...

କାୟା ବିସ୍ତାର କରିଛି ‘ଜାଲ୍‍ ସନ୍ଦର୍ଭ’ କାରବାର

ନୂଆଦିଲ୍ଲୀ,୧୯ା୭: ଭାରତରେ ବ୍ୟାପକ ଭାବେ ଜାଲ୍‍ ସନ୍ଦର୍ଭ ପ୍ରକାଶନ କାରବାର ଚାଲିଥିବା ଜଣାପଡିଛି। ଜାଲ୍‍ ବା ମିଥ୍ୟା ସନ୍ଦର୍ଭ ପ୍ରକାଶ କରି ତାହାକୁ ଅନ୍ତର୍ଜାତୀୟସ୍ତରର ବୋଲି ଦର୍ଶାଯାଉଛି। ଗୋଟିଏ ସନ୍ଦର୍ଭ ପ୍ରକାଶ…
Read More...

ସାବଧାନ ! ରେଳ ଟିକେଟ୍‍ କାଉଣ୍ଟରରେ ବିକ୍ରି ହେଉଛି ନକଲି ଟିକେଟ୍‍

ନୂଆଦିଲ୍ଲୀ : ରେଲୱେ ସାଧାରଣ (ଅଂସରକ୍ଷିତ) ଟିକେଟ୍‍ କାଉଣ୍ଟରରେ ନକଲି ଟିକେଟ୍‍ ବିକ୍ରି ହେଉଥିବାର ଖବର ସାମ୍ନାକୁ ଆସିଛି। ଫଳରେ ରେଳ ଯାତ୍ରୀମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି। ରେଳ କର୍ମଚାରୀ, ରେଳ ଷ୍ଟେସନ୍‍…
Read More...

ଅନାସ୍ଥା ପ୍ରସ୍ତାବରେ ଭୋଟ ଦେବେନି ଟିଡିପି ସାଂସଦ ଦିବାକର ରେଡ୍ଡୀ

ନୂଆଦିଲ୍ଲୀ/ହାଇଦରାବାଦ : ଲୋକସଭାରେ ଶୁକ୍ରବାର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବାବେଳେ ଏହା ପୂର୍ବରୁ ତେଲୁଗ ଦେଶମ ପାର୍ଟି (ଟିଡିପି) ସାଂସଦ…
Read More...

ଆସନ୍ତାକାଲିଠାରୁ ଟ୍ରକ ଧର୍ମଘଟ ; ଦେଶବ୍ୟାପୀ ସାମିଲ ହେ​ବେ ୯୩ ଲକ୍ଷ ଟ୍ରକ

ଭୁବନେଶ୍ବର: ଛଅ ଦଫା ଦାବି ନେଇ ଶୁକ୍ରବାରଠାରୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ଅନିର୍ଦ୍ଦିଷ୍ଟକାଳ ଟ୍ରକ ଧର୍ମଘଟ । ଅଖିଳ ଭାରତୀୟ ​ମୋଟର ପରିବହନ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ‘ଚକା ଜାମ୍‌’ ଡାକରା…
Read More...

୭୦ ବର୍ଷ ପରେ ଇସ୍ରାଏଲ ‘ଇହୁଦୀ ରାଷ୍ଟ୍ର’ ଘୋଷିତ

ଜେରୁଜେଲମ : ଇସ୍ରାଏଲର ସଂସଦ ନେସେଟରେ ଗୁରୁବାର ବିବାଦୀୟ ‘ଇହୁଦୀ ରାଷ୍ଟ୍ର ବିଧେୟକ’ (ଜିଉସ୍‍ ନେସନ୍‍ ବିଲ) ପାରିତ ହୋଇଛି ଓ ଏହି ବିଧେୟକ ଆଇନରେ ପରିଣତ ହୋଇଛି। ଫଳରେ ପ୍ରତିଷ୍ଠା ଲାଭ କରିବାର ଦୀର୍ଘ ୭୦ ବର୍ଷ ପରେ…
Read More...

୨୦୧୮-୧୯ରେ ଭାରତ ୭.୩ % ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି : ଏଡଇବି

ନୂଆଦିଲ୍ଲୀ : ଭାରତ ଏସିଆରେ ଦ୍ରୁତ ବିକାଶୋନ୍ମୁଖୀ ରାଷ୍ଟ୍ରଭାବେ ନିଜର ସ୍ଥିତି ବଜାୟ ରଖିଛି ଓ ଚଳିତ ଆର୍ଥିକ ବର୍ଷରେ  ୭.୩ % ଅଭିବୃଦ୍ଧି ଲକ୍ଷ୍ୟ ହାସଲ ପାଇଁ ସଠିକ୍‍ ଦିଗରେ ଅଗ୍ରସର ହେଉଛି  ବୋଲି ଏସୀୟ ଉନ୍ନୟନ…
Read More...

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ବିଜେଡି

ନୂଆଦିଲ୍ଲୀ: ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା  ଦାବି କରିଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ବିଜେଡି ସାସଂଦ ପ୍ରତାପ ଦେବ ଧର୍ମେନ୍ଦ୍ରଙ୍କର ଇସ୍ତଫା ଦାବି କରିଛନ୍ତି ।  …
Read More...

ଏୟାରସେଲ-ମାକ୍ସିସ ମାମଲା : ସିବିଆଇର ନୂଆ ଅଭିଯୋଗଫର୍ଦରେ ପି.ଚିଦମ୍ବରମଙ୍କ ସମେତ ୧୮ ଜଣଙ୍କ ନାମ

ନୂଆଦିଲ୍ଲୀ : ଏୟାରସେଲ-ମାକ୍ସିସ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦମ୍ବରମ ଏବଂ ତାଙ୍କ ପୂଅ କାର୍ତ୍ତି ଚିଦମ୍ବରମଙ୍କୁ ମିଶାଇ ୧୮ ଜଣଙ୍କ ନାମରେ ଦିଲ୍ଲୀର ପଟିଆଲା…
Read More...

ଭଦ୍ରକ ରାଣୀତାଲ ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ମାଡିଗଲା  ଟ୍ରକ, ୫ ମୃତ, ୬ ଗୁରୁତର

ଭଦ୍ରକ: ଅପରାହ୍ଣ ୪ଟା। ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀମାନେ ମନଖୁସିରେ ଘରକୁ ଫେରୁଥିଲେ। ସମସ୍ତେ ଥିଲେ ଗୋଟିଏ ଗାଁର। ସେମାନଙ୍କ ମଧ୍ୟରୁ ୫ ଜଣ ଯେ ଘରକୁ ବାହୁଡ଼ିବେ ନାହିଁ,…
Read More...

ବ୍ୟବସାୟୀଙ୍କ ଘରୁ ୧୦୦ କିଲୋ ସୁନା, ୧୦ କୋଟି ନଗଦ ଟଙ୍କା ଜବତ

ଲକ୍ଷ୍ନୌ : ଲକ୍ଷ୍ନୌର ବିଶିଷ୍ଟ ବ୍ୟବସାୟୀ କହ୍ନେୟାଲାଲ ରସ୍ତୋଗି ଏବଂ ଅଜୟ ରସ୍ତୋଗିଙ୍କ ଘର ଏବଂ ବିଭିନ୍ନ ଠିକଣାରେ ଆୟକର ବିଭାଗ ଏକକାଳୀନ ଚଢଉ କରି ୧୦୦ କିଲୋ ସୁନା ଏବଂ ୧୦ କୋଟି ଟଙ୍କା ନଗଦ ଜବତ କରିଛି। ଜବତ ୧୦୦…
Read More...

ଜନ୍ମ ନେଲା ସବୁଠାରୁ ଛୋଟ ଶିଶୁ : ଓଜନ ମାତ୍ର ୩୭୫ ଗ୍ରାମ୍‍

ଦକ୍ଷିଣ ପୂର୍ବ ଏସିଆରେ ସବୁଠାରୁ ଛୋଟ ଶିଶୁ ଜନ୍ମ ନେଇଥିବା ବିଷୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି। ସୂଚନା ମୁତାବକ, ହାଇଦ୍ରାବାଦର ରେନ୍‍ବୋ ଡ଼ାକ୍ତରଖାନାରେ ଏକ ଛୋଟ ଶିଶୁକନ୍ୟା ଜନ୍ମ ନେଇଛି…
Read More...

ଗୁରୁପ୍ରିୟା ସେତୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ମାଲକାନଗିରି :  ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତ କରି ଗୁରୁପ୍ରିୟା ସେତୁ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ  କରିଛନ୍ତି।…
Read More...

ଲୋକପାଳ ମନୋନୟନ କମିଟି ବୈଠକ ବର୍ଜନ କରିବେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ : ଜୁଲାଇ ୧୯ (ଗୁରୁବାର)ରେ ଅନୁଷ୍ଠିତ ହେବାକୁ ଥିବା ଲୋକପାଳ ମନୋନୟନ କମିଟିର ବୈଠକକୁ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଗଡ଼ଗେ ବର୍ଜନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର…
Read More...

ଶ୍ରୀମନ୍ଦିରକୁ ଫେରିବା ପାଇଁ ଶ୍ରୀଜୀଉଙ୍କ ପ୍ରସ୍ତୁତି ଆରମ୍ଭ, ରଥର ହେଲା ଦକ୍ଷିଣ ମୋଡ

ପୁରୀ:  ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀ ଗୁଣ୍ଡିଚାରୁ ନବଦିନାତ୍ମକ ଯାତ୍ରାରେ ବାହାରିଥିଲେ ପ୍ରଭୁ ଶ୍ରୀ ଜଗନ୍ନାଥ । ପତ୍ନୀ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡି ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଥିଲେ ।…
Read More...

୭ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ; ୨୪ ଘଣ୍ଟା ମଧ୍ୟରେ ପୁଣି ଲଘୁଚାପ

ଭୁବନେଶ୍ବର : ରାଜ୍ୟର ଉପକୂଳବର୍ତ୍ତୀ ୭ଟି ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ,…
Read More...

୨୦ମିନିଟର ବ୍ରେକ: ଚାଲିଗଲା ଚାକିରୀ

ସୁସେକ୍ସ: ବ୍ରିଟେନ ରେଳବାଇରେ କାର୍ଯ୍ୟତ ଜନୈକ କର୍ମଚାରୀ ମାତ୍ର ୨୦ମିନିଟ ବ୍ରେକ ନେବାରୁ ତାଙ୍କୁ ଚାକିରୀ ହରାଇବାକୁ ପଡ଼ିଛି। ପିଟର ଲି ନାମକ ଏହି ବ୍ୟକ୍ତି ବ୍ରିଟେନ ରେଳବାଇରେ ୪୪ବର୍ଷ ଧରି କାର୍ଯ୍ୟରତ ଥିଲେ।…
Read More...

 କିଙ୍ଗ୍ ଖାନଙ୍କ ବଦାନ୍ୟତା: ଏସିଡ୍ ପୀଡ଼ିତାଙ୍କୁ କରୁଛନ୍ତି ସହାୟତା

ବଲିଉଡର କିଙ୍ଗ୍ ଖାନ୍ ଭାବେ ଜଣାଯାଉଥିବା ଶାହରୁଖ୍ ଜଣେ ଦରଦୀ ମଣିଷଟିଏ। ତାଙ୍କ ଘନିଷ୍ଠ ବନ୍ଧୁମାନେ କହନ୍ତି, ସୁପରଷ୍ଟାର୍‌ ଭାବେ ପରିଚିତ ତାଙ୍କର ଏଇ ବନ୍ଧୁଜଣକ କିନ୍ତୁ ଖୁବ୍ ସାଧାରଣ ମଣିଷଟିଏ ଭଳି ବ୍ୟବହାର…
Read More...

ଧର୍ମ ଚକ୍ରବର୍ତ୍ତୀ

ପୁତ୍ର ଭୂମିଷ୍ଠ ହେବାର ଠିକ୍‌ ପରେପରେ ହିମାଳୟର ସିଦ୍ଧ କ୍ଷେତ୍ରରୁ ଅସିତା ନାମକ ଜଣେ ତପସ୍ବୀ ଆସି ପହଞ୍ଚିଥିଲେ ରାଜ ପ୍ରାସାଦରେ। ପିତା ଶୁଦ୍ଧୋଧନଙ୍କୁ କହିଥିଲେ- ‘ ବାଳକ ରୂପରେ ଆପଣଙ୍କ ପ୍ରାସାଦରେ ଭଗବାନ ହିଁ…
Read More...

ବାସି ମାଛର ଖୁସି

ଅଳ୍ପ କେତେକ ସ୍ଥାନକୁ ଛାଡ଼ିଦେଲେ ସହରୀ ଓଡ଼ିଆ ବାସିମାଛ ଖାଇବାକୁ ବାଧ୍ୟ ହୁଅନ୍ତି। ସଜମାଛ ସ୍ଥାନୀୟଭାବେ ନମିଳିବାରୁ ଓଡ଼ିଶାର ଖାଉଟି ଆନ୍ଧ୍ରର ବରଫଦିଆ ମାଛ ଖାଇବାରେ ମୋଟାମୋଟି ଅଭ୍ୟସ୍ତ। ଓଡ଼ିଶାର ବିଡ଼ମ୍ବନା…
Read More...

ଗୁଣ୍ଡାଦମନ ଅଭିଯାନ

ଆଇନର ଶାସନ ବ୍ୟବସ୍ଥାରେ ବାହୁବଳୀ ଓ ଅପରାଧୀଙ୍କ ସ୍ଥାନ ନାହିଁ। ଏହା ସତ୍ତ୍ବେ ସମାଜବିରୋଧୀ ତତ୍ତ୍ବ ଯେତେବେଳେ ସକ୍ରିୟ ହୁଅନ୍ତି ଏବଂ ସବୁ ଆଇନକାନୁନ୍‌ ଫାଙ୍କି ଆତଙ୍କରାଜ ଚଳାଇ ନିଜର ସାମ୍ରାଜ୍ୟ ବିସ୍ତାର କରନ୍ତି…
Read More...

ବଜାରକୁ ଆସୁଛି ନୂଆ ୧୦୦ଟଙ୍କା

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ସହ ଖୁବ୍‍ ଶୀଘ୍ର ବଜାରକୁ ଆସୁଛି ନୂଆ ୧୦୦ଟଙ୍କିଆ ନୋଟ୍‍। ବାଇଗଣି ରଙ୍ଗର ନୂଆ ନୋଟ ସିରିଜ୍‍ରେ ନିର୍ମିତ ହୋଇଥିବାବେଳେ ଏହାର ବିପରୀତ ଦିଗରେ ସ୍ୱତନ୍ତ୍ର…
Read More...

ଭାରତୀୟ ଗଣତନ୍ତ୍ରରେ ଅସୁସ୍ଥ ପରମ୍ପରା

ପ୍ରଦୋଷ ପଟ୍ଟନାୟକ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଯୁଗାନ୍ତକାରୀ ରାୟ ଓ ନିର୍ଣ୍ଣାୟକ ସିଦ୍ଧାନ୍ତ ସ​‌େ​‌ତ୍ତ୍ବ ଜାତୀୟ ରାଜଧାନୀ ଦିଲ୍ଲୀରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର…
Read More...

ଜାଣନ୍ତୁ: କେଉଁ ସମୟରେ କେଉଁ ପୋଷାକ ପିନ୍ଧିବା ଉଚିତ

ପୋଷାକ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧିର ଏକ ମୁଖ୍ୟ କାରଣ ଅଟେ। ଘରେ ହେଉ, ପୂଜା ପର୍ବ ହେଉ, ବାହାଘର,ବ୍ରତଘର, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ହେଉ ପ୍ରତ୍ୟେକ ଜାଗାରେ ସମସ୍ତେ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାନ୍ତି। ଏଥି…
Read More...

‘ବର୍ବର ହତ୍ୟା’ର ଇତିହାସ

ପ୍ରୀତୀଶ ଆଚାର୍ଯ୍ୟ ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଇଂରେଜ ଉପନିବେଶବାଦ ବିରୋଧରେ ଆମେରିକାରେ ସଶସ୍ତ୍ର ମୁକ୍ତି ସଂଗ୍ରାମ ଚାଲିଥିଲା। ସେତେବେଳେ ଚାର୍ଲସ୍୍‌ ଲିନ୍‌ଚ ନାମକ ଜଣେ ମୁକ୍ତି ସଂଗ୍ରାମୀ ନିଜ ବୁଦ୍ଧିରେ…
Read More...

ମହିଳାଙ୍କୁ ବାନ୍ଧି ଲୁଟ

ସୋର: ମହିଳାଙ୍କୁ ବାନ୍ଧି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୋର ଥାନା ଅନ୍ତର୍ଗତ ସରସ୍ବତୀପୁର ଗ୍ରାମର ଦୈତାରୀ ବିଶ୍ବାଳଙ୍କ ସ୍ତ୍ରୀ ଘରେ ଏକୁଟିବା ବେଳେ ୨ଜଣ ଦୁବୁର୍ତ୍ତ ଘର ଭିତରକୁ ପଶିଥିଲେ। ଘରେ ପଶି କବାଟ ବନ୍ଦ କରି…
Read More...

ରାଜ୍ୟସଭାରେ ୱାଇଫାଇ ସେବା

ନୂଆଦିଲ୍ଲୀ: ଏଣିକି ରାଜ୍ୟସଭାରେ ୱାଇଫାଇ ସେବା ଆରମ୍ଭ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ଏମ ବେଙ୍କୟା ନାଇଡ଼ୁ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସାଂସଦମାନେ ଏହି ୱାଇଫାଇ ଦ୍ୱାରା ସରକାରୀ ୱେବସାଇଟ ଓ ଲୋକସଭା, ରାଜ୍ୟସଭା…
Read More...

ଭାବିପତ୍ନୀଙ୍କ ଘରଲୋକଙ୍କୁ ଖୁସି କରିବାକୁ ଚାହୁଁଛନ୍ତି କି? ତେବେ ଭେଟିବା ପୁର୍ବରୁ ଧ୍ୟାନ ଦିଅନ୍ତୁ ଏହି କଥା ଉପରେ

ଯଦି ଆପଣ ପସନ୍ଦ କରୁଥିବା ଝିଅର ଘର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ଓ ଖୁସି କରିବାକୁ ଚାହୁଁଛନ୍ତି ତେବେ କିଛି କଥା ରହିଛି ଯାହା ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ। ଝିଅ ଘରଲୋକ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପେ ପରଖି…
Read More...

ଗ୍ରାମବାସୀଙ୍କ ସହ ଭିଡିଓ କନଫେରେସିଙ୍ଗ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ

ରାୟଗଡା: ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମୀଣ ବିଦ୍ୟୁତିକରଣ ଓ ଗୃହ ବିଦ୍ୟୁତ ସଂଯୋଗୀକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗ୍ରାମବାସୀଙ୍କ ସହ ସିଧା ସଳଖ କଥା ହୋଇଛନ୍ତି। ରାୟଗଡା ବ୍ଲକର ଲାକୁବାଡି…
Read More...

୫ମ ଓ ୮ମରେ ପିଲାଙ୍କୁ ଫେଲ୍‍ କରାଯିବ

ନୂଆଦିଲ୍ଲୀ: ସରକାରଙ୍କ ଶିକ୍ଷା ଆଇନରେ ଘଡିକେ ଘୋଡା ଛୁଟିବା ଭଳି ହୋଇଛି। ପୂର୍ବରୁ ସ୍କୁଲ ପିଲାମାନଙ୍କୁ ୮ମ ପର୍ଯ୍ୟନ୍ତ କୌଣସି ଶ୍ରେଣୀରେ ଫେଲ କରା ନଯିବାକୁ ଆଇନ ପ୍ରଣୟନ ହୋଇଥିବାବେଳେ ଏହାକୁ ଏବେ ପରିବର୍ତ୍ତନ…
Read More...

ଜାଣନ୍ତୁ: ବାସ୍ତୁ ଅନୁଯାୟୀ ଝାଡ଼ୁର ବ୍ୟବହାର

ପ୍ରତିଦିନ ଘରେ ନିଶ୍ଚୟ ଝାଡ଼ୁର ବ୍ୟବହାର ହୋଇଥାଏ। ଝାଡ଼ୁୁ ମା’ଲକ୍ଷ୍ମୀଙ୍କ ଏକ ରୂପ ବୋଲି ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହାକୁ ଗୃହରେ ସ୍ୱତନ୍ତ୍ର ସ୍ଥାନରେ ରଖିବା ଉଚିତ। ଏହାକୁ ଘରର ସମ୍ମୁଖରେ ରଖାଯାଏ…
Read More...

ସାକ୍ଷୀଗୋପୀନାଥଙ୍କ ପବିତ୍ର ଚନ୍ଦନ ପୋଖରୀ ପାଣି ବିଷାକ୍ତ!

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀ ସାକ୍ଷୀଗୋପୀନାଥଙ୍କ ପବିତ୍ର ଚନ୍ଦନ ପୋଖରୀ ପାଣି ବିଷାକ୍ତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରକାରର ମାଛ ରୋହି ,ଭାକୁର ଆଦି ମରି ଦୁଇ ଦିନ ଧରି ଭାସୁଥିବାର ଦେଖାଯାଇଛି । ମାଛ ଗୁଡିକ…
Read More...

ରଥଯାତ୍ରାରେ ଟିଭି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଅସଦାଚରଣ କରି ରାସ୍ତାରେ ଆଣ୍ଠେଇଥିଲେ ଅଭିଯୁକ୍ତ

ପୁରୀ: ରଥଯାତ୍ରାରେ ହିନ୍ଦୀ ଟିଭି ଅଭିନେତ୍ରୀଙ୍କୁ ଅସଦାଚରଣ କରିବା କିଛି ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ଅସଦାଚରଣ କରିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଉଠ୍‌ବସ୍‌ କରାଇବା ସହ ସ୍ଥାନୀୟଲୋକ ସେମାନଙ୍କୁ…
Read More...

ଗ୍ୟାସ ସିଲିଣ୍ଡର ଫାଟି ଆହତଙ୍କର ମୃତ୍ୟୁ

ଝାରସୁଗୁଡା: ଗ୍ୟାସ ସିଲିଣ୍ଡର ଫାଟି ୨ ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଦୀର୍ଘ ୧୩ଦିନ ଧରି ଇଣ୍ଡିଆନ ଗ୍ୟାସ ଏଜେନ୍ସିର ଶୈଳେନ୍ଦ୍ର ମଣ୍ଡଳ ଡାକ୍ତରଖାନାରେ ଚିକିତ୍ସା ହେବା ପରେ ଆଜି ତାଙ୍କର ମୃତ୍ୟୁ ହୋଇ…
Read More...

ପାହାଡ଼ ତଳକୁ ଖସିଲା ବସ;୧୪ମୃତ:୧୭ଆହତ

ଚମ୍ବା: ଉତ୍ତରାଖଣ୍ଡ ରାଜ୍ୟସରକାରଙ୍କ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ୨୫୦ମିଟର ପାହାଡ଼ ତଳକୁ ଖସିପଡ଼ିବାରୁ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ଜଣ ଆହତ ହୋଇଛନ୍ତି। ତେହେରି ଜିଲାର ଚମ୍ବା ସହରଠାରୁ ୧୫କିମି ଦୂରରେ…
Read More...

ଏହି ଖାଦ୍ୟ ଖାଇଲେ ଦୂର ହୋଇଥାଏ ଏସିଡ଼ିଟି

ଦୈନନ୍ଦିନ ଜୀବନରେ ସାଧାରଣତଃ ଠିକ ଭାବେ ଓ ଠିକ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ଏସିଡ଼ିଟି ହୋଇଥାଏ। ଏହା ଦ୍ୱାରା ଗଳା ପୋଡ଼ା ହୁଏ। ଖାଦ୍ୟ ଖାଇବାକୁ ଆଗ୍ରହ ହୋଇ ନ ଥାଏ। ପେଟ ମଧ୍ୟ ବ୍ୟଥା ହୋଇଥାଏ। ମାତ୍ର ବହୁ ଏପରି…
Read More...

ଜିଡିପି ମାପିବାକୁ ବିଜୁଳି ଖର୍ଚ୍ଚକୁ ଅନୁଧ୍ୟାନ କଲା ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ: ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରାୟନ ଲାଗୁ କରିଥିଲେ। ଏହାର ପ୍ରଭାବ ୨୦୧୬-୧୭ ଆର୍ଥିକ ବର୍ଷ ଉପରେ କିପରି ପଡ଼ିଲା ଏହାର ଆକଳନ କରିବାକୁ ବିଶ୍ୱବ୍ୟାଙ୍କ ଭିନ୍ନ ପ୍ରକାର ମାଧ୍ୟମ ଆପଣେଇଛି। ଦେଶର…
Read More...

ଏହି ଘରୋଇ ଉପଚାର କରିବ ଭାତୁଡ଼ି ସମସ୍ୟାରୁ ମୁକ୍ତି

ଚେହେରାରେ ଦେଖାଯାଉଥିବା ଭାତୁଡ଼ି ସୁନ୍ଦରତାକୁ ନଷ୍ଟ କରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ବହୁ ଟଙ୍କା ଖର୍ଚ୍ଚ କରିଥା’ନ୍ତି। ହେଲେ କିଛି ଘରୋଇ ଉପଚାର ରହିଛି ଯାହାକୁ ଆପଣେଇବା ଦ୍ୱାରା ଏହି ସମସ୍ୟାକୁ ଦୂର…
Read More...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଟକ: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି। ମୃତ ମହିଳା କଟକ ଜିଲ୍ଲା କହ୍ନେଇପୁର ପଞ୍ଚାୟତର ବଡ଼ପୋଖରୀ ଗାଁର ରାମ ମୀନା ସିଂ। ଗତକାଲି ସନ୍ଧ୍ୟା ସମୟରେ ମୀନା କେଉଁ ଆଡେ ନିଖୋଜ…
Read More...

ଜାଣନ୍ତୁ, ଚୁଡି ପିନ୍ଧିବାର ସଠିକ ନିୟମ

ପ୍ରାଚୀନ କାଳରୁ ହିଁ ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କ ସୌନ୍ଦର୍ଯ୍ୟ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ରହିଛି। ଚୁଡି ସୌନ୍ଦର୍ଯ୍ୟ ବଢାଇବା ସହ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଠିକ ରଖିଥାଏ। ଗ୍ରହମାନଙ୍କର…
Read More...

ମା’ଲକ୍ଷ୍ମୀଙ୍କ ପୂଜାରେ ଏହି କାର୍ଯ୍ୟ କରନ୍ତୁ ବଦଳଯିିବ ଭାଗ୍ୟ

ଧନର ଦେବୀ ମା’ଲକ୍ଷ୍ମୀଙ୍କ ପୂଜାରେ ସ୍ୱତନ୍ତ୍ର ଏପରି କିଛି ନିୟମ ଅଛି, ଯାହାକୁ ମାନିବା ଦ୍ୱାରା ଆମର ବହୁ ଉନ୍ନତି ହୋଇଥାଏ। ଲକ୍ଷ୍ମୀଙ୍କର ମୂର୍ତ୍ତିକୁ ଖଟୁଲିରେ ରଖି ତାହାକୁ ଏକ ସାଲୁ କନା ଦ୍ୱାରା ଘୋଡ଼ାଇବା ଉଚିତ।…
Read More...

ସମ୍ବଲପୁର ମାଛରୁ ମିଳିଲା ଫର୍ମାଲିନ

ସମ୍ବଲପୁର: ସମ୍ବଲପୁରରେ ଆନ୍ଧ୍ର ମାଛରୁ ଫର୍ମାଲିନ ମିଳିଛି। ସମ୍ବଲପୁରରେ ଯାଞ୍ଚ ସମୟରେ ୨ଟି ମାଛରେ ଫର୍ମାଲିନ ଥିବା ଜଣା ପଡିଛି। କୁଲୁଥକାନିରେ ଥିବା ମାଛ ମାର୍କେଟରୁ ଏହି ଫର୍ମାଲିନ ମାଛ ମିଳିଥିବା ସୂଚନା ମିଳିଛି।…
Read More...

ଜାଣନ୍ତୁ, ରଙ୍ଗ ଅନୁସାରେ ଲକି କ୍ୟାଟ (ବିଲେଇ) ରଖିବାର ଲାଭ

ଗୋଟିଏ ପଟେ ଭାରତରେ ବିଲେଇକୁ ଅଶୁଭ ବୋଲି କୁହାଯାଇଥିବା ବେଳେ ଫେଙ୍ଗସୁଇରେ ଜାପାନୀ ବିଲେଇକୁ ସୁଖ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ବୋଲି ମାନିଥାନ୍ତି। ଫେଙ୍ଗସୁଇ ଅନୁସାରେ ଲୋକମାନେ ନିଜ ଘର,ବ୍ୟବସାୟ ସ୍ଥଳୀ ଓ…
Read More...

୮ ମାଓବାଦୀ ନିହତ : ୬ଟି ରାଇଫଲ୍‍ ସହ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି/ରାୟପୁର : ଛତିଶଗଡ଼ରେ ସୁରକ୍ଷା ବାହିନୀ ଯବାନମାନଙ୍କ ସହ ଗୁଳି ବିନିମୟରେ ୮ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ବସ୍ତର ଅଞ୍ଚଳର ଦନ୍ତେୱାଡା ଜିଲ୍ଲାରେ ଏହି ଘଟଣା…
Read More...

୨.୫ ଲକ୍ଷ ନିଟ୍‍ ପରୀକ୍ଷାର୍ଥୀଙ୍କ ତଥ୍ୟ ଚୋରି!

ନୂଆଦିଲ୍ଲୀ:୨୦୧୮ ନିଟ୍‍ ପରୀକ୍ଷା ଦେଇଥିବା ୨ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀଙ୍କ ତଥ୍ୟ ଚୋରି କରି ନେଇଥିବା ଏକ ୱେବ୍‍ସାଇଟ୍‍ ଦାବି କରିଛି। ୱେବ୍‍ସାଇଟ୍‍ରେ ପରୀକ୍ଷାର୍ଥୀଙ୍କ ନାମ, ରୋଲ୍‍ ନଂ, ର୍ୟାଙ୍କ ଓ ମୋବାଇଲ୍‍…
Read More...

ସାଙ୍କେତିକ ପ୍ରଶ୍ନପତ୍ରରେ ପରୀକ୍ଷା କରିବ ସିବିଏସ୍‍ଇ

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ପ୍ରଘଟ ସମସ୍ୟାକୁ ଏଡ଼ାଇବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସାଙ୍କେତିକ ପ୍ରଶ୍ନପତ୍ର ପ୍ରଚଳନ କରିବା ପାଇଁ ଚିନ୍ତା କରିଛି। ଚଳିତ…
Read More...

ଆଖୁର ଏଫ୍‍ଆରପି ୨୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଖୁର ଫେୟାର ଆଣ୍ଡ ରେମୁନିରେଟିଭ୍‍ ପ୍ରାଇସ୍‍ ବା ଏଫଆରପି (ଯେଉଁ ମୂଲ୍ୟରେ ଚିନି କାରଖାନା ଆଖୁ ଚାଷୀଙ୍କଠାରୁ ଆଖୁ କିଣୁଛନ୍ତି)ମୂଲ୍ୟ ବୃଦ୍ଧି କରିଛନ୍ତି। ସରକାରୀ ନିଷ୍ପତ୍ତି ପରେ ଆଖୁ…
Read More...

ଗାନ୍ଧି ଜୟନ୍ତୀରେ କଏଦୀଙ୍କ ପାଇଁ ଆସିବ ସର୍ବକ୍ଷମା ଯୋଜନା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ ତାରିଖରେ ପାଳିତ ହେବାକୁ ଯାଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ। ଏହି ଅବସରରେ ଦେଶର ବିଭିନ୍ନ ଜେଲ୍‍ରେ ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ମୁକ୍ତ କରିବାକୁ ସରକାର…
Read More...

ପରୀକ୍ଷାର୍ଥୀ ଦେଖିପାରିବେ ଉତ୍ତରଖାତା:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଣିକି ପରୀକ୍ଷାର୍ଥୀମାନେ ସେମାନଙ୍କ ଉତ୍ତରଖାତା ଦେଖିପାରିବେ। ସୁପ୍ରିମକୋର୍ଟ ଏହି ମର୍ମରେ ଆଜି ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ଏହି ପ୍ରସଙ୍ଗରେ ଆଲ୍ଲାହାବାଦ୍‍ ହାଇକୋର୍ଟ…
Read More...

ଭୂଗର୍ଭରେ ଲୁଚି ରହିଛି ବିପୁଳ ହୀରା

ୱାଶିଂଟନ୍‍: ଭୂପୃଷ୍ଠର ଅତଳ ଗର୍ଭରେ ଲୁଚି ରହିଛି କୋଟି କୋଟି ଟନ୍‍ ହୀରା। ଏହି ରହସ୍ୟ ଏବେ ଉନ୍ମୋଚନ କରିଛନ୍ତି ମାସାଚୁସେଟ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍‍ନୋଲଜିର ଏକ ଗବେଷକ ଦଳ। ଗବେଷକଙ୍କ ସୂଚନା ଅନୁଯାୟୀ,…
Read More...

୨୦ରୁ ଟ୍ରକ୍‌ ଧର୍ମଘଟ

ଭୁବନେଶ୍ବର: ଛଅ ଦଫା ଦାବି ନେଇ ଶୁକ୍ରବାରଠାରୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ଅନିର୍ଦ୍ଦିଷ୍ଟକାଳ ଟ୍ରକ ଧର୍ମଘଟ ା ଅଖିଳ ଭାରତୀୟ ​ମୋଟର ପରିବହନ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ‘ଚକା ଜାମ୍‌’ ନାମରେ ଡାକରା…
Read More...

ନନ୍ଦିଘୋଷ ଚକଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ:  ହେରାପଞ୍ଚମୀ ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଚକ ଭାଙ୍ଗିଛନ୍ତି ମହାଲକ୍ଷ୍ମୀ। ବୁଧବାର ହେରାପଞ୍ଚମୀ ତିଥିରେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିଥିଲେ। ଶ୍ରୀଜଗନ୍ନାଥଙ୍କ…
Read More...

ବାହୁଡ଼ା ପ୍ରସ୍ତୁତି: ଆଜି ରଥ ଦକ୍ଷିଣ ମୋଡ଼

ପୁରୀ: ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ବାହୁଡା ପ୍ରସ୍ତୁତି। ଗୁରୁବାର ତିନିରଥ ଦକ୍ଷିଣମୋଡ କରାଯିବ। ଗୁଣ୍ଡିଚା ମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ତିନିରଥ ନାକଚଣା ଦ୍ବାରକୁ ନିଆଯିବ। ଆଗାମୀ ୨୨ତାରିଖ ଦିନ…
Read More...

‘ସ୍କିଲ୍‍ ଅନ୍‍ ହୁଇଲ୍ସ’ଯୋଜନାର ଶୁଭାରମ୍ଭ ​‌

ଭୁବନେଶ୍ୱର:ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷା ଦେଲେ ଚଳିବ ନାହିଁ, ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷ କରି ଗଢ଼ି ତୋଳିବାକୁ ପଡିବ। ଇଞ୍ଜିନିୟରିଂ କ୍ଷେତ୍ର ହେଉ ଅବା କୃଷି, ଖାଦ୍ୟ,…
Read More...

୫ଜଣିଆ ସ୍ୱାସ୍ଥ୍ୟଟିମ୍‍ର ନୂଆଦିଲ୍ଲୀ ଗସ୍ତ: ପରଖିବେ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ଏମ୍‍ସରେ ଫେବୃଆରୀରେ ଜଗା-ବଳିଆଙ୍କ ଯୋଡାମୁଣ୍ଡର ବିରଳ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେନେଇ ଏକ ଟିମ୍‍ ୨୦ତାରିଖରେ ନୂଆଦିଲ୍ଲୀ ଏମ୍‍ସ…
Read More...

ଦଶମ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ସଂଶୋଧନ ୨୦ରୁ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ମାଟ୍ରିକ ପରୀକ୍ଷା ନିମନ୍ତେ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଶୋଧନ ନିମନ୍ତେ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟା ନିମନ୍ତେ…
Read More...

ତାମିଲନାଡୁରେ ୨୭ ଦାଦନ ବନ୍ଧକ ଘଟଣା:  ୩ ଜିଲାପାଳଙ୍କୁ ରିପୋର୍ଟ ତଲବ

ଭବାନୀପାଟଣା,୧୮ା୭(ନି.ପ୍ର.): ତାମିଲନାଡୁ ରାଜ୍ୟର ଥିରୁଭେଲ୍ଲର ଜିଲାରେ ଇଟାଭାଟିରେ ବନ୍ଧକ ଥିବା କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ୨୭ ଜଣ ଦାଦନ ଶ୍ରମିକଙ୍କ ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ…
Read More...

ତାମିଲନାଡୁରେ ନିର୍ଯାତିତ ୭ ଶ୍ରମିକ ଉଦ୍ଧାର

ବାଣପୁର : ଅଧିକ ଅର୍ଥ ରୋଜଗାରର ପ୍ରଲୋଭନରେ ତାମିଲନାଡୁ ଯାଇ ସେଠାରେ ୩ମାସ ଧରି ନିର୍ଯାତନାର ଶିକାର ହୋଇ ଫେରିଥିବା ୨ ନାବାଳିକାଙ୍କ ସହ ୪ ଯୁବତୀ ଓ ଜଣେ ଯୁବକଙ୍କୁ ମଙ୍ଗଳବାର ରାତିରେ ବାଲୁଗାଁ ବସ୍‍ଷ୍ଟାଣ୍ଡ ନିକଟରୁ…
Read More...

ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ। ଛାତ, ଚଟାଣ ଓ କାନ୍ଥ ଦୁର୍ବଳ ଥିବା ଜଣାପଡ଼ିଛି । ଗରୁଡସ୍ତମ୍ଭ ଉପର ଛାତତଳେ ନୂଆ କଳଙ୍କିବିହୀନ ଷ୍ଟିଲବିମ୍‌ ଲଗାଇବାକୁ ସ୍ଥିର କରାଯାଇଛି।…
Read More...

ଓଡ଼ିଶା ବିଧାନ ପରିଷଦ: ଖୁବ୍‌ଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବ କମିଟି

ଭୁବନେଶ୍ବର : ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ବିଧାନସଭାରେ ସଙ୍କଳ୍ପ ପାରିତ ହେବ। ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାର ଏ ସଂକ୍ରାନ୍ତ ବିଧେୟକ ଆସିବ। ସଂସଦର ଅନୁମୋଦନ ପରେ ଏହି ବିଧେୟକ ରାଷ୍ଟ୍ରପତିଙ୍କ ସ୍ବୀକୃତି…
Read More...

ଘୋଷଣା ହେଲା ନାହିଁ ବୈଜୟନ୍ତଙ୍କ ଇସ୍ତଫା

ନୂଆଦିଲ୍ଲୀ: ଲୋକସଭା ଅଧ୍ୟକ୍ଷ ତଥା ବାଚସ୍ପତି ସୁମିତ୍ରା ମହାଜନ ଗତ କିଛି ଦିନ ମଧ୍ୟରେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। ବାଚସ୍ପତି ସୁମିତ୍ରାଙ୍କ ଦ୍ୱାରା ଘୋଷିତ ଆଠ ଜଣ…
Read More...

ଦିନକରେ ଆଖି ବୁଜିଲେ ଦୁଇ ନବବଧୂ

ଦେବଗଡ଼/ବଲାଙ୍ଗିର: ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ଦୁଇଟି ସ୍ଥାନରେ ଦୁଇଜଣ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯୌତୂକ ପାଇଁ ଉଭୟଙ୍କୁ ହତ୍ୟା କରାଯାଇଥିବା ସେମାନଙ୍କର ପରିବାରବର୍ଗ ଅଭିଯୋଗ କରିଛନ୍ତି ।…
Read More...

ଅଭିବୃଦ୍ଧିରେ ଭୁବନେଶ୍ୱର ବିମାନ ବନ୍ଦର ଦେଶରେ ଦ୍ୱିତୀୟ

ନୂଆଦିଲ୍ଲୀ: ଗତ ୨୦୧୭-୧୮ ବର୍ଷରେ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟାରେ ୩୯.୪ ପ୍ରତିଶତ ବୃଦ୍ଧି ଘଟିଛି। ଦ୍ରୁତ ଅଭିବୃଦ୍ଧି ଘଟୁଥିବା ଦେଶର ୨୦ଟି ବିମାନ ବନ୍ଦର ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର…
Read More...

ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା: ଶରଧାବାଲିରୁ…

ଶ୍ରୀଜଗନ୍ନାଥ ଭାବ ବିନୋଦିଆ ଠାକୁର ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁ ଭକ୍ତବତ୍ସଳ । ଭାବ ବିନୋଦିଆ ଠାକୁର । ବିପଦରେ ପଡି ଆତ୍ମସମର୍ପଣ କଲେ ମହାପ୍ରଭୁ ଦୁଃଖ ଦୂର କରନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପ…
Read More...

ଗୁରୁବାର ରାଶିଫଳ

ମେଷ: ମନରେ ଗର୍ବଭାବ ଜାତ ହୋଇପାରେ। ମନରେ ପ୍ରସନ୍ନତା ଦେଖା ଦେବ। ଉନ୍ନତ ମାର୍ଗରେ ଆଗକୁ ବଢ଼ି ପାରନ୍ତି। କର୍ମକ୍ଷେତ୍ରରେ ଉପଯୁକ୍ତ ସିଦ୍ଧାନ୍ତ ଗ୍ରହଣ କରିବେ। ଧୈର୍ଯ୍ୟବାନ ହେବେ। ଧନ ଭୋଗର ସୂଚନା ମିଳୁଛି। ବୃଷ:…
Read More...

ଘରକୁ ଫେରିଲେ ‘ୱାଇଲ୍ଡ ବୋର୍ସ’ର ୧୨ ଖେଳାଳି

ଚିଆଙ୍ଗ୍‍ ରାଇ ଥାମ୍‍ ଲୁଆଙ୍ଗ୍‍ ଗୁମ୍ଫାର ମରଣମୁହଁରୁ ଫେରି ଚିକିତ୍ସାଧୀନ ଥିବା ଥାଇଲାଣ୍ଡର ୧୨ ବାଳୁତ ଫୁଟବଲ ଖେଳାଳି ବୁଧବାର ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ତିନିଟି ମିନି ବସ୍‍ରେ ‘ୱାଇଲ୍ଡ ବୋର୍ସ’ ଦଳର ଏହି…
Read More...

ଗତବର୍ଷ ୧୦୬ ସୈନିକ ସହିଦ ହୋଇଛନ୍ତି

ନୂଆଦିଲ୍ଲୀ : କାର୍ଯ୍ୟରତ ଅବସ୍ଥାରେ ଗତବର୍ଷ ୧୦୬ଜଣ ସୈନିକ ସହିଦ ହୋଇଛନ୍ତି। ସହିଦ ହୋଇଥିବା ସୈନିକଙ୍କ ମଧ୍ୟରେ ୮ଜଣ ଅଫିସର ପାହ୍ୟାର ବୋଲି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ କହିଛନ୍ତି। ବୁଧବାର ଲୋକସଭା…
Read More...

ଏସ୍‍ସି/ଏସ୍‍ଟି ବର୍ଗଙ୍କ ଅଧିକାର ସୁରକ୍ଷିତ: ରାଜନାଥ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି (ଏସ୍‍ସି/ଏସ୍‍ଟି) ବର୍ଗର ଜନତାଙ୍କ ଅଧିକାର କେହି କ୍ଷୁଣ୍ଣ କରିପାରିବେ ନାହିଁ। ଏ ସମ୍ପର୍କିତ ଆଇନରେ ମଧ୍ୟ କୌଣସି ପରିବର୍ତ୍ତନ କରାଯିବ ନାହିଁ; ବରଂ ସେମାନଙ୍କ ଅଧିକାରର…
Read More...

ଟିଟୋ ପେଟ୍ରୋଲ ପମ୍ପର ସିବିଆଇ ତଦନ୍ତ

ଭୁବନେଶ୍ୱର: ଟିଟୋ ସମ୍ପର୍କୀୟଙ୍କ ନାମରେ ଥିବା ଆଇଓସିଏଲ୍‍ର ଦୁଇଟି ପ୍ରେଟୋଲ୍‍ ପମ୍ପର ସିବିଆଇ ତଦନ୍ତ ହେବ। କେନ୍ଦ୍ରାପଡା ବଡ଼ବଜାରଠାରେ ଥିବା ସୟଦ ବ୍ରଦର୍ସ ଫିଲିଂ ଷ୍ଟେସନ ଓ ପାରାଦ୍ୱୀପ ପୋର୍ଟ ଭିତରେ ଥିବା କୋକୋ…
Read More...

ଶ୍ରେଣୀଗୃହରେ ସର୍ପାଘାତ; ଛାତ୍ରୀ ମୃତ

ଆନନ୍ଦପୁର/ଘସିପୁରା,: ଆନନ୍ଦପୁର ବ୍ଲକର ବାରିଗାଁ ୟୁଜିୟୁପି ସ୍କୁଲ ଶ୍ରେଣୀଗୃହରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀର ସାପ କାମୁଡାରେ ମୃତ୍ୟୁ ଘଟିଛି। ପ୍ରତିବାଦରେ ଏଥିନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି।…
Read More...

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଲଘୁଚାପ ପଶ୍ଚିମକୁ ଅଗ୍ରସର ହେବା ପରେ ରାଜ୍ୟରେ ବର୍ଷା କମିଛି। ବୁଧବାର କାଁ ଭାଁ ବର୍ଷା ହୋଇଛି। ଅପରାହ୍ଣ ୫.୩୦ ସୁଦ୍ଧା ବାରିପଦାରେ ସର୍ବାଧିକ ୨୦ ଓ ବାଲେଶ୍ବରରେ ୧୭ ମିଲିମିଟର ବର୍ଷା ହୋଇଛି। ଗତ ୨୪…
Read More...

ସୋହେଲା ଯୁବକଙ୍କ ସହ ପାକିସ୍ତାନର ସମ୍ପର୍କ

ବରଗଡ଼: ବରଗଡ଼ ଜିଲ୍ଳା ସୋହେଲା ଅଞ୍ଚଳରୁ ଗିରଫ ଜଣେ ଯୁବକଙ୍କ ସହ ପାକିସ୍ତାନ ସଂଯୋଗ ସମ୍ପର୍କ ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଯୁବକଙ୍କ ନାମ ମହମ୍ମଦ ଅନୀଶ ଏବଂ ଛତିଶଗଡ଼ ପୁଲିସ ସେ ବ୍ୟବହାର କରୁଥିବା ଏକ…
Read More...