www.samajalive.in
Friday, December 12, 2025
23.1 C
Bhubaneswar

ବଜାରକୁ ଆସୁଛି ନୂଆ ୧୦୦ଟଙ୍କା

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ସହ ଖୁବ୍‍ ଶୀଘ୍ର ବଜାରକୁ ଆସୁଛି ନୂଆ ୧୦୦ଟଙ୍କିଆ ନୋଟ୍‍। ବାଇଗଣି ରଙ୍ଗର ନୂଆ ନୋଟ ସିରିଜ୍‍ରେ ନିର୍ମିତ ହୋଇଥିବାବେଳେ ଏହାର ବିପରୀତ ଦିଗରେ ସ୍ୱତନ୍ତ୍ର ଐତିହାସିକ ସ୍ଥଳକୁ ସ୍ଥାନିତ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ଫଟୋକୁ ନୋଟରେ ମଝିରେ ସ୍ଥାନ ଦିଆଯାଇଛି। ସେହିପରି ଆଶୋକ ସ୍ତମ୍ଭ ନୋଟର ଡାହାଣ ପାଶ୍ୱର୍ରେ ସ୍ଥାନ ପାଇଛି। ସେହିପରି ବାମ ପାଶ୍ୱର୍ରେ ନୋଟ୍‍ ଛପା ଯାଇଥିବା ମସିହାକୁ ଉଲ୍ଲେଖ କରାଯାଇଛି। ଏହି ନୋଟ୍‍ରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋକୁ ସ୍ଥାନିତ କରାଯାଇଥିବାବେଳେ ନୋଟ୍‍ରେ ଦେବନାଗରୀ ଲିପିକୁ ସ୍ଥାନ ଦିଆଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories