୨ ଏଜେଣ୍ଟ ସମେତ ୪ ଗିରଫ

ବ୍ରହ୍ମପୁର: ମୃତ ବ୍ୟକ୍ତିଙ୍କ ନାମରେ ଜୀବନ ବୀମା କରି ଅର୍ଥ ହଡପ ଉଦ୍ୟମ ଫସର ଫାଟିଛି। ବୀମା କମ୍ପାନୀର ଏଜେଣ୍ଟଙ୍କୁ ହାତର କରି ନିଜ ସ୍ତ୍ରୀ ଓ ମା’ଙ୍କ ନାମରେ ଅର୍ଥ ହଡପ ଉଦ୍ୟମ ଅଭିଯୋଗରେ ୨ଟି ପୃଥକ ମାମଲାର ତଦନ୍ତ…
Read More...

୧୬୦କିଲୋ ସୁନାରେ ଆଚ୍ଛାଦିତ ହେବ ସ୍ୱର୍ଣ୍ଣ ମନ୍ଦିରର ୪ଦ୍ୱାର

ଅମୃତସର: ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିର ଅଧିକ ସ୍ୱର୍ଣ୍ଣିମ ହେବ। ଏହାର ଚାରି ପ୍ରବେଶ ପଥ ୧୬୦କିଲୋ ସୁନାରେ ଆଚ୍ଛାଦିତ ହେବ। ଏ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାରିଗର ସୁନା ଚଦର ପ୍ରସ୍ତୁତି କାମ ଶେଷ କରିବା…
Read More...

ଏଫ୍‍ଆଇଏଚ୍‍ ମାନ୍ୟତାର ୫ମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ପରିଷଦ (ଏଫ୍‍ଆଇଏଚ୍‍) ତରଫରୁ ମଙ୍ଗଳବାର ପ୍ରକାଶିତ ମାନ୍ୟତାରେ ଭାରତୀୟ ପୁରୁଷ ହକି ଦଳ ଗୋଟିଏ ସ୍ଥାନ ଉପରକୁ ଉଠି ୫ନଂରେ ରହିଥିବା ଜଣାପଡ଼ିଛି। କିଛିଦିନ ତଳେ ଖେଳାଯାଇଥିବା…
Read More...

ସେପ୍ଟେମ୍ବରରେ ବିଜେନ୍ଦ୍ରଙ୍କ ଟାଇଟଲ ଲଢ଼େଇ!

କଲକାତା : ଭାରତୀୟ ପେସାଦାର ବକ୍ସର ବିଜେନ୍ଦ୍ର ସିଂହ ଆସନ୍ତା ସେପ୍ଟେମ୍ବରରେ ରାଜ୍ୟଗୋଷ୍ଠୀ ସୁପର ମିଡ଼ିଲ୍‍ୱେଟ୍‍ ଟାଇଟଲ ପାଇଁ ବକ୍ସିଂ ରିଙ୍ଗ୍‍କୁ ଓହ୍ଲାଇବାର ଆଶା ରହିଛି। ସୂଚନାଥାଉକି ଚଳିତମାସ ପ୍ରାରମ୍ଭରେ…
Read More...

ନାଗସାପକୁ ରୋକିଲା ପୋଷା ବିରାଡ଼ି

ମାଲକାନାଗିରି : ମାଲକାନାଗିରି ଜିଲା ସଦର ମହକୁମାଠାରେ ମଙ୍ଗଳବାର ସକାଳେ ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ନାକଟି ମନ୍ଦିର ସାହିର ପୁଲିସ କର୍ମଚାରୀ କାର୍ତ୍ତିକ ଗୁଣ୍ଠାଙ୍କ ଘରେ ଏକ ଚାରି ଫୁଟର ନାଗସାପ…
Read More...

ଅବସର ନେଲେ କାହିଲ୍‍

ସିଡ୍‍ନି : ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ଗୋଲ୍‍ ସ୍କୋର କରିଥିବା ଟିମ୍‍ କାହିଲ୍‍ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ କାହିଲ ଅଷ୍ଟ୍ରେଲିଆ ତରଫରୁ ୧୦୭ଟି ମ୍ୟାଚ୍‍ ଖେଳି ୫୦ଟି ଗୋଲ୍‍ ସ୍କୋର…
Read More...

ବିଶ୍ୱକପ ହକି: ଗ୍ରାଉଣ୍ଡ ତଦାରଖ କଲେ ନ୍ୟୁଜିଲାଣ୍ଡ ହକି ପ୍ରତିନିଧି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ପ୍ରତିଯୋଗିତା ଲାଗି ପ୍ରସ୍ତୁତି, ପରିବେଶ ,ରହଣୀ ଲାଗି ହୋଟେଲ…
Read More...

ଅରୁଣାଚଳ-ତିବ୍‍ବତ୍‍ ସୀମରେ ଚୀନ ପ୍ରତିଷ୍ଠା କଲା ପାଣିପାଗ କେନ୍ଦ୍ର

ବେଜିଂ/ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ସୀମା ନିକଟ ତିବ୍‍ବତରେ ଚୀନ ପକ୍ଷରୁ ଏକ ମାନବିହୀନ, ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଆଞ୍ଚଳିକ ସଂଘର୍ଷ ସ୍ଥିତିରେ ଦେଶର ସେନା, ବିମାନ ଏବଂ…
Read More...

ବିଶ୍ୱକପ ହକି: ଗ୍ରାଉଣ୍ଡ ତଦାରଖ କଲେ ନ୍ୟୁଜିଲାଣ୍ଡ ହକି ପ୍ରତିନିଧି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ପ୍ରତିଯୋଗିତା ଲାଗି ପ୍ରସ୍ତୁତି, ପରିବେଶ ,ରହଣୀ ଲାଗି ହୋଟେଲ…
Read More...

ୱେଷ୍ଟଇଣ୍ଡିଜ ଦିନିକିଆଦଳକୁ ଫେରିଲେ ରସେଲ୍‍

ଗାଏନା : ୱେଷ୍ଟଇଣ୍ଡିଜ ଦିନିକିଆ ଦଳକୁ ଫେରିଛନ୍ତି ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍‍। ଦୁଇବର୍ଷ ପରେ ରସେଲ୍‍ ୱେଷ୍ଟଇଣ୍ଡିଜ ଦିନିକିଆ ଦଳକୁ ଫେରିଛନ୍ତି। ଆସନ୍ତା ୨୨ରୁ ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ…
Read More...

ଜୁଭେଣ୍ଟସକୁ ଚମ୍ପିଆନ୍‍ସ ଲିଗ୍‍ ବିଜୟୀ କରାଇବା ମୁଖ୍ୟ ଲକ୍ଷ୍ୟ: ରୋନାଲ୍‍ଡୋ

ଟୁରିନ୍‍ (ଇଟାଲୀ): ଇଟାଲୀର ପ୍ରଖ୍ୟାତ ଫୁଟବଲ୍‍ କ୍ଲବରେ ଯୋଗ ଦେଇଛନ୍ତି ପର୍ତ୍ତୁଗାଲ୍‍ର ତାରକା ଫରୱାର୍ଡ କ୍ରିଷ୍ଟିଆନୋ ରୋନାଲ୍‍ଡୋ। ପୂର୍ବରୁ ସ୍ପେନର ରିଅଲ୍‍ ମାଦ୍ରିଦ୍‍ ତରଫରୁ କ୍ଲବ ଫୁଟବଲ ଖେଳୁଥିବା…
Read More...

ଘରେ ରଖନ୍ତୁ ଏହି ୫ଟି ଔଷଧୀୟ ଗଛ, ନିରାମୟ ଜୀବନ ପାଇଁ ଉପଯୋଗୀ

ବିଷାକ୍ତ ବାୟୁ, ରାସାୟନିକ ପଦାର୍ଥ ଏବଂ ଯନ୍ତ୍ରରେ ବନ୍ଧା ଜୀବନ ଶୈଳୀ ଦିନକୁ ଦିନ ଜୀବନ ଯାତ୍ରାକୁ ଜଟିଳ କରିବାରେ ଲାଗିଛନ୍ତି। ଫଳରେ ଏକ ନିରାମୟ ଏବଂ ଆରୋଗ୍ୟ ଜୀବନ ବିତାଇବା କଷ୍ଟସାଧ୍ୟ ହୋଇପଡିଛି। ତେବେ କିଛି…
Read More...

ସ୍ୱଦେଶ ଫେରିଲା ବିଶ୍ୱ ଚମ୍ପିଆନ୍‍ ଫ୍ରାନ୍‍ସ

ପ୍ୟାରିସ୍‍ : ରୁଷିଆରେ ଖେଳାଯାଇଥିବା ଫିଫା ବିଶ୍ୱକପ୍‍ର ଫାଇନାଲ ମ୍ୟାଚ୍‍ରେ କ୍ରୋଏସିଆକୁ ପରାସ୍ତ କରି ଚମ୍ପିଆନ୍‍ ହୋଇଥିବା ଫ୍ରାନ୍‍ସ ଦଳ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ବିଶ୍ୱବିଜୟୀ ଦଳର ଖେଳାଳିଙ୍କୁ ସ୍ୱାଗତ…
Read More...

କ୍ରୋଏସିଆ ଫୁଟବଲ ଦଳକୁ ଭବ୍ୟ ସ୍ୱାଗତ

ଜାଗରେବ : ରୁଷିଆରେ ଖେଳାଯାଇଥିବା ଫିଫା ବିଶ୍ୱକପ୍‌ରେ ଉପବିଜେତା ହୋଇଥିବା କ୍ରୋଏସିଆ ଦଳ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନରୁ ଓହ୍ଲାଇଲା ପରେ ଖେଳାଳିଙ୍କୁ…
Read More...

ରାହୁଲଙ୍କ ନୂଆ ସିଡବ୍ଲ୍ୟୁସି: ବାଦ୍‌ ପଡ଼ିଲେ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ମଙ୍ଗଳବାର ନୂଆ କରି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ଗଠନ କରିଛନ୍ତି। ଏହି ସିଡବ୍ଲ୍ୟୁସିରୁ ଦିଗ୍‍ବିଜୟ ସିଂହ, ଜନାର୍ଦ୍ଦନ ଦ୍ୱିବେଦୀ, କମଲ ନାଥ, ସୁଶୀଲ କୁମାର ସିନ୍ଦେ,…
Read More...

କଂଗ୍ରେସ ଅସୁବିଧା ସୃଷ୍ଟି କରୁଥିବା କହିନାହିଁ: କୁମାରସ୍ୱାମୀ

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଦଳୀୟ ସଭାରେ କାନ୍ଦିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିବାବେଳେ ଏଥିପାଇଁ କଂଗ୍ରେସକୁ ଦାୟୀ କରାଯାଉଛି। କାରଣ କୁମାରସ୍ୱାମୀଙ୍କ ନେତୃତ୍ୱ କର୍ଣ୍ଣାଟକ…
Read More...

ଅନୁରାଗ ଠାକୁର ବିଜେପିର ମୁଖ୍ୟ ହୁଇପ୍‍

ନୂଆଦିଲ୍ଲୀ : ଅନୁରାଗ ଠାକୁର ଲୋକସଭାରେ ବିଜେପିର ମୁଖ୍ୟ ହୁଇପ୍‍ ଭାବେ ନିଯୁକ୍ତି ପାଇଛନ୍ତି। ବୁଧବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଠାକୁରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ପୂର୍ବରୁ…
Read More...

ଆଜିଠାରୁ ୟାହୁ ମେସେଞ୍ଜର ବନ୍ଦ

ନୂଆଦିଲ୍ଲୀ : ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ୍‍ ୟାହୁ ୧୭ ଜୁଲାଇରୁ ସମ୍ପୁର୍ଣ୍ଣରୂପେ ଇଣ୍ଟରନେଟ ମେସେଜ ସେବାକୁ ବନ୍ଦ କରିଦେଇଛି। ଫଳରେ ୟାହୁ ମେସେଜ କମ୍ପାନୀ ଏବେ ନିଜ ବ୍ୟବହାରକାରୀମାନଙ୍କୁ କୌଣସି ସୁବିଧା ପ୍ରଦାନ…
Read More...

ଏସୀୟ କ୍ରୀଡ଼ା ହକି: ପ୍ରଥମ ମ୍ୟାଚ୍‌ରେ ହଂକଂକୁ ଭେଟିବ ଭାରତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ହକି ପୁରୁଷ ବିଭାଗରେ ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍‌ରେ ହଂକଂକୁ ଅଗଷ୍ଟ ୨୨ରେ ଭେଟିବ। ଭାରତୀୟ ଦଳ ପୁଲ୍‌ ଏ’ରେ ରହିଛି। ଏହି ପୁଲ୍‌ରେ ଭାରତ…
Read More...

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହେଲେ ଜେଫ ବୋଜସ୍‍

ନୂଆଦିଲ୍ଲୀ : ଅନଲାଇନ ସପିଂ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ ବୋଜସ୍‍ ବିଶ୍ୱର ସବୁଠୁ ବଡ଼ ଧନୀ ବୋଲି ବ୍ଲୁମବର୍ଗ ବିଲିୟନ୍ସ ଇଣ୍ଡେକ୍ସ ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଅନୁସାରେ ଜେଫ ବୋଜସ୍‍ଙ୍କ ସମୁଦାୟ…
Read More...

ଛୁଆ ଦିନେ ଅଦ୍ଭୁତ କାର୍ଯ୍ୟ କରୁଥିଲେ ଜାନଭୀ କାପୁର!

ମୁମ୍ବଇ : ନିଜର ପ୍ରଥମ ଚଳଚ୍ଚିତ୍ର ଧଡକର ପ୍ରଚାର ବେଳେ ବଲିଉଡ ଅଭିନେତ୍ରୀ ଜାନଭୀ କାପୁର ନିଜ ଜୀବନର ଏକ ବଡ଼ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଜାନଭୀ ନିକଟରେ ବମ୍ବେ ଟାଇମ୍ସକୁ ସାକ୍ଷାତକାର ଦେବା ଅବସରରେ କହିଥିଲେ ଯେ…
Read More...

ଚେସ୍‍ ପ୍ରତିଭା ଆରୁଷୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ୧୪ତମ ଏସୀୟ ବିଦ୍ୟାଳୟ ଚେସ୍‍ ଚମ୍ପିଆନସିପରେ ଉଲ୍ଲେଖନୀୟ ସଫଳତା ସହ ୫ଟି ପଦକ ବିଜୟୀ ହୋଇଥିବା ଓଡ଼ିଆ ଝିଅ ଆରୁଷୀ ଶ୍ରୀଚନ୍ଦନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର…
Read More...

କାହିଁକି ଆନନ୍ଦ ଆହୁଜାଙ୍କୁ ବିବାହ କଲେ ସୋନମ ?

ନୂଆଦିଲ୍ଲୀ : କିଛି ଦିନ ତଳେ ବଲିଉଡ଼ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଆହୁଜା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ ସୋନମ କାହିଁକି ଆନନ୍ଦଙ୍କୁ ବିବାହ କରିବା ପାଇଁ ଉଚିତ୍‍ ମନେ କଲେ, ତାହା ସମସ୍ତଙ୍କ ପାଇଁ…
Read More...

ସଲମାନଙ୍କ ‘ଦଶ କା ଦମ’ ରେ କମଲ ହାସନ କରିବେ ‘ବିଶ୍ୱରୂପମ-୨’ର ପ୍ରମୋସନ

ନୂଆଦିଲ୍ଲୀ : କମଲ ହାସଲ ପୁଣିଥରେ ଚଳଚ୍ଚିତ୍ର ବିଶ୍ୱରୂପମ-୨ ମାଧ୍ୟମରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି। ଏହାହେବ ବିଶ୍ୱରୂପମର ଦ୍ୱିତୀୟ ଭାଗ। ସେ ଏବେ ଏହି ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ…
Read More...

ଅଙ୍କ ଜ୍ୟୋତିଷ : ଆସନ୍ତୁ ଜାଣିବା ଜୁଲାଇ ୧୮ କେଉଁ ମାନଙ୍କ ପାଇଁ ଶୁଭ

ଜ୍ୟୋତିଷ ଶାସ୍ତ୍ରରେ ରାଶିର ଗୁରୁତ୍ୱ ଭଳି ଅଙ୍କ ଶାସ୍ତ୍ରରେ ସଂଖ୍ୟାର ବିଶେଷ ମହତ୍ୱ ରହିଛି। ଯେପରି ନାମ ଅନୁସାରେ ରାଶି ରହିଥାଏ ସେହିପରି ପ୍ରତି ସଂଖ୍ୟା ଅନୁସାରେ ଅଙ୍କ ଜ୍ୟୋତିଷ ରହିଥାଏ। ଜନ୍ମ ତାରିଖ ମିଶାଇବା ପରେ…
Read More...

ମହିଳା ସଂରକ୍ଷଣ ଭଳି ତିନି ତଲାକ ଓ ନିକହା ହଲାଲା ବିଧେୟକକୁ ରାହୁଲ ସମର୍ଥନ କରନ୍ତୁ : ବିଜେପି

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଧେୟକକୁ ସଂସଦରେ ଗୃହୀତ କରାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିବା ପରେ ସରକାରଙ୍କ ପକ୍ଷରୁ ଏକ ନୂଆ ବୁଝାମଣା…
Read More...

ଧାରା ୩୭୭ର ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ସମ୍ମତି ଭିତ୍ତିକ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୩୭୭ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷଣ…
Read More...

୧୯ରେ ଲୋକପାଳ ମନୋନୟନ କମିଟି ବୈଠକ

ନୂଆଦିଲ୍ଲୀ : ଜୁଲାଇ ୧୯ରେ ଲୋକପାଳ ମନୋନୟନ କମିଟିର ବୈଠକ ବସିବ। ଏଥିରେ ବିସ୍ତୃତ ଆଲୋଚନା ପରେ କମିଟି ଲୋକପାଳ ପଦରେ ନିଯୁକ୍ତି ଲାଗି ଏକ ନାମ ତାଲିକା ସୁପାରିସ କରିବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର…
Read More...

୧୮ ବଳାତ୍କାରୀଙ୍କୁ ନିର୍ଧୁମ ଛେଚିଲେ ଓକିଲ

ଚେନ୍ନଇ : ସାତ ମାସ ଧରି ଜଣେ ୧୧ବର୍ଷିୟା ନାବାଳିକାକୁ ଯୌନ ନିର୍ଯାତନା ଦେଇ ଆସୁଥିବା ୧୮ଅଭିଯୁକ୍ତଙ୍କୁ ଚେନ୍ନଇସ୍ଥିତ ମହିଳା କୋର୍ଟ ପରିସରରେ ଓକିଲମାନେ ନିର୍ଧୁମ ଛେଚିଛନ୍ତି। କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଜୁଲାଇ ୩୧…
Read More...

ଭିଡରେ ପିଟି ପିଟି ମାରି ଦେବା ଘଟଣା: ମାର୍ଗଦର୍ଶିକା ଜାରି କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ପିଲାଚୋର ଓ ଗୋ ଚାଲାଣକାରୀ ଅଭିଯୋଗରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କୁ ଉତ୍ୟକ୍ତଲୋକ ପିଟି ପିଟି ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି  । ଏହାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ…
Read More...

କଟକ ମାଛରେ ଫର୍ମାଲିନ ନାହିଁ ; ସି.ଏମ.ସି

କଟକ : ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଧ୍ରା ମାଛରେ ଫର୍ମାଲିନ ମିଳିବାପରେ ଆଜି କଟକ ମାଛ ବଜାର ଏବଂ ଗୋଦାମରେ କଟକ ମହାନଗର ନିଗମ ଦ୍ୱାରା ଚଢଉ କରାଯାଇଥିଲା। କଟକ ମହାନଗର ନିଗମ ଦ୍ୱାରା ଆଠଟି ମାଛକୁ ନମୁନା ପାଇଁ ରାଜ୍ୟ…
Read More...

ଇଣ୍ଟେକ୍ସ ‘ଇଣ୍ଡି ୫’ ସ୍ମାର୍ଟଫୋନ୍‍ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଅଗ୍ରଣୀ ବୈଦ୍ୟୁତିକ ସାମଗ୍ରୀ ନିର୍ମାଣକାରୀ କମ୍ପାନୀ ଇଣ୍ଟେକ୍ସ ପକ୍ଷରୁ ‘ଇଣ୍ଡି ୫’ ନାମକ ନୂଆ ସ୍ମାର୍ଟ ଫୋନ୍‍ର ବଜାର ପ୍ରବେଶ କରାଯାଇଛି। ଏବେ ଏହା କେବଳ ଫ୍ଲିପ୍‍କାର୍ଟରେ ଉପଲବ୍ଧ ରହିଛି। ଅନଲାଇନରେ…
Read More...

ଜାମ୍ମୁ କାଶ୍ମୀରରେ ହିଂସା ବଢଉଛନ୍ତି ୭୯ ହ୍ୱାଟସ୍‍ଆପ୍‍ ଗ୍ରୁପ୍‍, ହଜାରେ ନମ୍ବର ବାହାର ଦେଶର

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ୭୯ଟି ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ ଯୁବକଙ୍କୁ ଉତ୍ତେଜିତ କରିବା ସହ ଘୃଣା ଏବଂ ହିଂସା ବଢାଇବାର କାର୍ଯ୍ୟ କରୁଛନ୍ତି। ଏହି ୭୯ ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ରେ ୬ ହଜାର ୩୮୬ଟି ଫୋନ୍‍ ନମ୍ବର…
Read More...

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବକୁ ୧୨ ଦଳର ସମର୍ଥନ

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ବିରୋଧରେ ବୁଧବାର ସଂସଦର ମୌସୁମୀ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳଗୁଡିକ ଏକାଠି ହୋଇଛନ୍ତି। ଏହି ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସ ସମେତ ୧୨…
Read More...

୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

କଟକ: କାଠଯୋଡି ପୋଲ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଜଳେଶ୍ବରରୁ ଭୁବନେଶ୍ବର ଆସୁଥିବା ଏକ ସ୍କପିଓ ଗାଡିକୁ କଟକ କାଠଯୋଡି ପୋଲ ଉପରେ ଅଟାକଇଥିଲା। ଘଟଣାସ୍ଥଳରୁ ଏକ ସ୍କପିଓ…
Read More...

ସାବଧାନ ! ଫ୍ରିଜରେ ରଖନ୍ତୁ ନାହିଁ ଚକଟା ଅଟା

ପ୍ରାୟତଃ ରାତିରେ ଚକଟା ଅଟା ବଳି ପଡି ଥାଏ, ତାହାକୁ ଆମେ ରାତିରେ ଫ୍ରିଜରେ ରଖି ସକାଳୁ ରୁଟି ପ୍ରସ୍ତୁତ କରି ଖାଇଥାଉ। କିନ୍ତୁ ଏହା ଶରୀର ପାଇଁ ଯେ କ୍ଷତିକାରକ ତାହା ସମସ୍ତଙ୍କୁ ଜଣା ନଥାଏ। ଏହା ଆମ ଶରୀରରେ ଅନେକ…
Read More...

 ସ୍ୱାମୀ ଅଗ୍ନିବେଶଙ୍କୁ ନିର୍ଧୁମ ପିଟିଲେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ

ପାକୁଡା: ଝାଡଖଣ୍ଡର ପାକୁଡା ଜିଲାରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ସାମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ନିର୍ଧୁମ ମାଡ ମାରିଛନ୍ତି । ସ୍ୱାମୀ ଅଗ୍ନିବେଶଙ୍କର ସେଠାରେ ଏକ କାର୍ଯ୍ୟକ୍ରମ ଥିଲା । ଯୁବାମୋର୍ଚ୍ଚାର…
Read More...

ବଳାତ୍କାର ଉଦ୍ୟମ, ପୁଲିସ୍‍କୁ ଗଛରେ ବାନ୍ଧି ପିଟିଲେ

ଫରିଦକୋଟ : ପଞ୍ଜାବର ଫରିଦକୋଟଠାରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରୁଥିବା ଜଣେ ପୁଲିସ୍‍ କର୍ମୀଙ୍କୁ ଲୋକେ ଗଛରେ ବାନ୍ଧି ନିର୍ଧୁମ ଛେଚିଛନ୍ତି। ସୂଚନା ଅନୁସାରେ ନିଶାସକ୍ତ ଅବସ୍ଥାରେ ଜଣେ ପୁଲିସ୍‍ କର୍ମୀ…
Read More...

ଫୋର୍ବ୍ସ : ଦାମୀ କଳାକାର ତାଲିକାରୁ ବାଦ୍‍ ପଡ଼ିଲେ ଶାହାରୁଖ, ସଲମାନଙ୍କ ଆଗରେ ଅକ୍ଷୟ

ଫୋର୍ବ୍ସ ଦ୍ୱାରା ପ୍ରସ୍ତୁତ ଦୁନିଆର ୧୦୦ ସବୁଠାରୁ ଦାମୀ କଳାକାରଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପୁଣି ଥରେ ସଲମାନ ଖାନ ଓ ଅକ୍ଷୟ କୁମାର ରହିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ତାଲିକାରେ…
Read More...

ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଆଶଙ୍କା, ପ୍ରସ୍ତୁତ ରହିବା ପାଇଁ ଜିଲାପାଳମାନଙ୍କୁ ନିର୍ଦେଶ ଦେଲେ ରାଜ୍ୟ…

ଭୁବନେଶ୍ୱର/ କଟକ:   ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲାମାନଙ୍କରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୧୯  ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ବିଭିନ୍ନ ନଦୀମାନଙ୍କରେ ଜଳସ୍ତର…
Read More...

କାଲି ମୌସୁମୀ ଅଧିବେଶନ: ୨୦୧୪ରୁ ଅଟକି ରହିଛି ମୋଦି ସରକାରଙ୍କ ୪୦ଟି ବିଲ୍‍

ନୂଆଦିଲ୍ଲୀ: ସଂସଦରେ ବୁଧବାରଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଅପରପକ୍ଷରେ ଗୃହ ଅଚଳ ଯୋଗୁଁ ଅଟକି ରହିଥିବା ଅଧ୍ୟାଦେଶ, ବିଲର ତାଲିକା ଲମ୍ବି ଚାଲିଛି। ୨୦୧୪ରୁ କେବଳ ୪୦ଟି ବିଲ ସଂସଦରେ ଗୃହିତ ହେବା…
Read More...

ମହାନଦୀ କାନ୍ଦଣା ଓ ସରକାରୀ ପଛଘୁଞ୍ଚା

ହେମନ୍ତ କୁମାର ପଣ୍ଡା ମହାନଦୀରେ ଛତିଶଗଡ ସରକାର ନିର୍ମାଣ କରିଥିବା ବ୍ୟାରେଜ ଯୋଗୁଁ ଜଳପ୍ରବାହ କମିଯାଇଥିବା ତଥ୍ୟ ସାର୍ବଜନୀନ ହେବା ପରେ ତଥା ରାଜ୍ୟବାସୀଙ୍କ ହୃଦ୍‌ବୋଧ ହେବା ପରେ ରାଜ୍ୟସରକାର ନିର୍ମାଣାଧୀନ…
Read More...

ଅସୀମ ଐଶ୍ବର୍ଯ୍ୟ

ମେବାରର ରାଣୀଥିଲେ ମୀରାବାଈ। ପ୍ରଖ୍ୟାତ ଗୁରୁ ରବିଦାସଙ୍କର ଶିଷ୍ୟା ଥିଲେ ସେ। ଗୁରୁ ରବିଦାସ ଥିଲେ ନୀଚ ଜାତିର। ​‌େ​‌ସ ସମୟରେ ସମାଜରେ ଉତ୍କଟ ଜାତିବାଦ ପ୍ରଥା ପ୍ରଚଳିତ ଥିଲା। ନିମ୍ନ ବର୍ଗଙ୍କୁ ଅତି ଘୃଣ୍ୟ…
Read More...

ଚମ୍ପିଆନ୍‌ ‘ଲି ବ୍ଲ୍ୟୁଜି’

ସୁଯୋଗ ଓ ଦୁ​‌​‌ର୍ଯାଗ ବାହାରେ ଖେଳର ଅସଲ ସତ୍ୟଟି ହେଲା ଶକ୍ତିଶାଳୀ, କୌଶଳୀ ଦଳ ବିଜୟ ହାସଲ କରେ। ଏକବିଂଶ ଫିଫା ବିଶ୍ବକପ୍‌ରେ ତାହାହିଁ ଘଟିଛି। ଶକ୍ତିଶାଳୀ ତଥା ଅଭିଜ୍ଞ ଫ୍ରାନ୍ସଦଳ (ଲି ବ୍ଲ୍ୟୁଜି ନାମରେ ଖ୍ୟାତ)…
Read More...

ପାକ୍‌ ନିର୍ବାଚନ ଓ ଭାରତ

ପାକିସ୍ତାନରେ ଚଳିତମାସ ଶେଷ ସପ୍ତାହରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ଫଳାଫଳ ସେ ଦେଶ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ଭାରତଭଳି ପଡ଼ୋଶୀଙ୍କ ପାଇଁ ତା’ଠାରୁ ଅଧିକ ଗୁରୁତ୍ବ ରଖେ। ଏହାର କାରଣ ହେଲା ସେଠାରେ ଯଦି ନୂଆଦଳ…
Read More...

ରଖେ ହରି ମାରେ କିଏ ! ବନ୍ୟାରେ ବୁଡି ଯାଉଥିବା କାରରୁ ଉଦ୍ଧାର ପାଇଲେ ପରିବାର

ତୋଲଜା: ରଖେ ହରି ମାରେ କିଏ ! ଏହି ଉକ୍ତିର ସତ୍ୟତା ମୁମ୍ବାଇରେ ଦେଖିବାକୁ ମିଳିଛି। ବନ୍ୟ ସ୍ରୋତରେ ଭାସି ଯାଉଥିବା ଏକ କାରରୁ ପରିବାର ସମସ୍ତ ସଦ୍ୟସଙ୍କୁ ଉଦ୍ଧାର କରାଯାଇଛି। ମୁମ୍ବାଇର ତୋଲଜା ଘୋଟଗାଁରେ ଏହି ଘଟଣା…
Read More...

ମହିଳାଙ୍କ ଏହି ଭୁଲ ସ୍ୱାମୀ ଓ ପିଲାଙ୍କ ଭାଗ୍ୟ ଖରାପ କରିଥାଏ

ଘରର ଭାଗ୍ୟ ମହିଳାଙ୍କ ଉପରେ ନିର୍ଭର କରିଥାଏ। ମହିଳାମାନେ ଯେପରି କାର୍ଯ୍ୟ କରିବେ ତାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ମହିଳାମାନେ ଘରେ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।…
Read More...

ପଶ୍ଚିମବଙ୍ଗର ନବ ନିର୍ବାଚିତ ୩୫ ପଞ୍ଚାୟତ ପ୍ରତିନିଧି ଝାଡ଼ଖଣ୍ଡରେ ଆଶ୍ରିତ

ବୋକାରୋ: ପଶ୍ଚିମବଙ୍ଗର ମାଲଦା ଜିଲାର ୩୫ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ପୁଲିସ ଓ ଟିଏମସି କର୍ମୀଙ୍କ ଭୟରେ ଝାଡ଼ଖଣ୍ଡରେ ଆତ୍ମଗୋପନ କରିଛନ୍ତି। ନବ ନିର୍ବାଚନିତ ଏହି ପ୍ରତିନିଧି ବିଜେପି ସମର୍ଥନରେ ନିର୍ବାଚନ…
Read More...

ଟଙ୍କା ଲୁଟ ଅଭିଯୋଗରେ ୪ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବରଗଡ: ପାଇକମାଲ ଖରିଆରୋଡର ଜଣେ ବ୍ୟବସାୟୀଙ୍କ ଠାରୁ ୬ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ୪ଜଣ ଗିରଫ ହୋଇଛନ୍ତି। ଗତ ଜୁନ ୧୮ତାରିଖରେ ଖରିଆରୋଡର ବ୍ୟବସାୟୀ ବିକାଶ ଅଗ୍ରୱାଲଙ୍କ ଠାରୁ କିଛି ଦୁବୁର୍ତ୍ତ ୬ଲକ୍ଷ ଟଙ୍କା ଲୁଟ…
Read More...

ଜାଣନ୍ତୁ ଘୁଙ୍ଗୁଡ଼ି ମାରିବାର କାରଣ ଓ ଏହାର ପ୍ରତିକାର

ସାରାଦିନର ବ୍ୟସ୍ତତା ପରେ ରାତିରେ ଯେତେବେଳେ ବିଛଣାକୁ ଯାଆନ୍ତି, ସେତେବେଳେ ପାଖରେ ଶୋଇଥିବା ବ୍ୟକ୍ତିଙ୍କ ଘୁଙ୍ଗୁଡ଼ିର ଶବ୍ଦ ଆପଣଙ୍କୁ ଶୋଇବାକୁ ଦେଇନଥାଏ। ସେହିପରି ଆପଣଙ୍କ ଘୁଙ୍ଗୁଡ଼ିର ଶବ୍ଦ ମଧ୍ୟ କାହା ଶୋଇବାରେ…
Read More...

ଶୀତଳ ଯୁଦ୍ଧରେ ମହାକାଶରେ ମୁହାଁ ମୁହିଁ ହୋଇଥିଲେ ଆମେରିକା ଓ ଋଷ୍‌

ନୂଆଦିଲ୍ଲୀ: ଆମେରିକାର ଓ ଋଷ୍‌ ମଧ୍ୟରେ କାହିଁ କେତେ କାଳରୁ ଶୀତଳ ଯୁଦ୍ଧ ଚାଲି ଆସିଛି । ଏହି ଦୁଇ ଦେଶ ମଧ୍ୟରେ ସାମ୍ନା ସାମ୍ନି ଯୁଦ୍ଧ ହୋଇ ନଥିଲେ ବି ଆଜି ପର୍ଯ୍ୟନ୍ତୁ ଶୀତଳ ଯୁଦ୍ଧ ଚାଲିଛି । ଏପରି କି ବିଭିନ୍ନ…
Read More...

କାର ଭିତରୁ ମିଳିଲା ୧୬୩କୋଟି ଟଙ୍କା ଓ ୧୦୦କିଲୋ ସୁନା

ଚେନ୍ନଇ: ଆୟକର ବିଭାଗ ଏକ ବଡ଼ ଧରଣର ଚଢଉ କରି ବ୍ୟାପକ ମାତ୍ରାର କଳା ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଚଢଉରେ ଆୟକର ବିଭାଗ ୧୬୩କୋଟି ଟଙ୍କା ସମେତ ୧୦୦କିଲୋ ସୁନା ଉଦ୍ଧାର କରିଛି। ଚେନ୍ନଇର ଏକ ରାସ୍ତା…
Read More...

ଜୁଲାଇ ୨୩ରୁ ବନ୍ଦ ରହିବ ସମସ୍ତ ମାଙ୍ଗଳିକ କାର୍ଯ୍ୟ,ଜାଣନ୍ତୁ କାରଣ ?

ହିନ୍ଦୁ ଧର୍ମରେ ଏକାଦଶୀର ବିଶେଷ ମହତ୍ତ୍ବ ରହିଥାଏ। ଏଥିମଧ୍ୟରୁ ଦେବଶୟନୀ ଓ ଦେବଉଠନୀ ଏକାଦଶୀ ସ୍ବତନ୍ତ୍ର । ଦେବଶୟନୀ ଏକଦଶୀ​‌ ଦିନ ଠାରୁ ସବୁ ଶୁଭ କାର୍ଯ୍ୟ ବନ୍ଦ ହେଉଥିବା ବେଳେ ଦେବଉଠନୀ ଏକାଦଶୀରୁ ସମସ୍ତ ଶୁଭ…
Read More...

ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଛାତ୍ର ଗିରଫ

ଭଦ୍ରକ: ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ମଙ୍ଗଳବାର ଦିନ ଧାମନଗର ପୁଲିସ ସଂପକ୍ତ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି…
Read More...

ଅସାଧ୍ୟ ରୋଗରେ ପୀଡିତ ଯାଆଁଳା ଭାଇ

ଝାରସୁଗୁଡା: ଅସାଧ୍ୟ ରୋଗରେ ବଞ୍ଚିବା କଷ୍ଟକର ହୋଇ ପଡିଛି ଯାଆଳାଁ ଭାଇଙ୍କ ଜୀବନ। ବୟସ ବଢିବା ସହ ତାଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଝାରସୁଗୁଡା ଲଖନପୁର ବ୍ଲକର ୧୯ଖଣ୍ଡ ମୌଜାର ଚାରପାଲି ପଞ୍ଚାୟତର ମୁରଲିପାଲି…
Read More...

ପାପୁଲି ରେଖାରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟ କିପରି !!

ପ୍ରତ୍ୟେକ ବ୍ୟକ୍ତିର ହାତ ପାପୁଲିରେ ବହୁତ ପ୍ରକାରର ଚିହ୍ନ ରହିଥାଏ। ସେଥିମଧ୍ୟରୁ କିଛି ଶୁଭ ହୋଇଥାଏ ତ କିଛି ଅଶୁଭ ହୋଇଥାଏ। ବ୍ୟକ୍ତିର ପାପୁଲିରେ ରହିଥିବା ଅନେକ ରେଖା ମଧ୍ୟରୁ ଭାଗ୍ୟ ରେଖାର ବିଶେଷ ମହତ୍ତ୍ୱ ରହିଛି।…
Read More...

ଦିବ୍ୟାଙ୍ଗ ନାବାଳିକାଙ୍କୁ ୭ମାସ ବଳାତ୍କାର, ୧୮ ଅଭିଯୁକ୍ତ ଗିରଫ

ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଣେ ୧୧ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୧୮ ଜଣ ଗିରଫ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଆପାଟମେଣ୍ଟରେ କାର୍ଯ୍ୟରତ ଥିବା ଜଗୁଆଳି,…
Read More...

ଆଜି ବିଶ୍ୱ ଇମୋଜି ଦିବସ:ଯୋଡ଼ିବ ଆହୁରି ୭୦ଇମୋଜି

ନୂଆଦିଲ୍ଲୀ: ଯୋଗାଯୋଗ ତଥା ସଞ୍ଚାର ଦୁନିଆରେ ମୋବାଇଲ ବ୍ୟାପକ ପରିବର୍ତ୍ତନ ଆଣିଥିବାବେଳେ ଡିଜିଟାଲ ମେସେଜିଂ ବ୍ୟବସ୍ଥାରେ ଇମୋଜି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନର ସଭ୍ୟତାରେ ଇମୋଜି ନିତ୍ୟ…
Read More...

ରାହୁଳଙ୍କୁ ବ୍ୟକ୍ତିଗତ ଆକ୍ଷେପ: ଦଳୀୟ ନେତାଙ୍କୁ ପଦରୁ ହଟାଇଲେ ମାୟାବତୀ

ଲକ୍ଷ୍ନୌ: ରାହୁଳ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା ଜନୈକ ବିଏସପି ନେତାଙ୍କ ପାଇଁ। ବିଏସପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜୟପ୍ରକାଶ ଲକ୍ଷ୍ନୌରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଳ…
Read More...

ଗୁରୁପ୍ରିୟା ସେତୁ ଓ ପୋଲାଭରମ୍‍କୁ ବିରୋଧ କରି ମାଓ ପୋଷ୍ଟର ଜାରି

ମାଲକାନଗିରି: ଚିତ୍ରକୋଣ୍ଡାରେ ମାଓବାଦୀଙ୍କ ପକ୍ଷରୁ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଗୁରୁପ୍ରିୟା ସେତୁକୁ ବିରୋଧ କରି ଏହି ପୋଷ୍ଟର ମାଓବାଦୀମାନେ ଲଗାଇଛନ୍ତି। ଏହା ସହିତ ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣକୁ ବନ୍ଦ…
Read More...

ବନକଲାଗି ନିମନ୍ତେ ରାତି ୮ ରୁ ୧୧ ପର୍ୟ୍ୟନ୍ତ ଦର୍ଶନ ବନ୍ଦ

ପୁରୀ:ତିନିଠାକୁର ଆଡପ ମଣ୍ଡପକୁ ବିଜେ କରିଛନ୍ତି। ଜନ୍ମବେଦିରେ ତିନି ଠାକୁର ପହଞ୍ଚିବା ପରେ ଅନେକ ରୀତିନୀତି ଆରମ୍ଭ ହୋଇଛି। ଗୁଣ୍ଡିଚା ମନ୍ଦିର ପରିସରରେ ଅନେକ ଭକ୍ତଙ୍କ ସମାଗମ ଦେଖାଦେଇଛି। ଆଜି ତିନି ଆଡପମଣ୍ଡପରେ…
Read More...

ଗୁଜରାଟ ବନ୍ୟାରେ ୨୯ ମୃତ, ଆହୁରି ବର୍ଷିବ ୫ ଦିନ

ଅହମଦାବାଦ : ଅବିରତ ବର୍ଷା ଯୋଗୁଁ ଗୁଜରାଟର ବହୁତ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜି ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏହା ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ବନ୍ୟା ଯୋଗୁଁ ହୋଇଥିବା ବେଳେ ବାକି ୧୯ ଜଣଙ୍କ ମୃତ୍ୟୁ ବିଜୁଳି ଓ…
Read More...

ରୁଷିଆର ମହିଳା ଗୁପ୍ତଚର ଆମେରିକାରୁ ଗିରଫ

ୱାସିଂଟନ୍: ରୁଷିଆର ଜଣେ ମହିଳା ଗୁପ୍ତଚରଙ୍କୁ ଆମେରିକାରରେ ଗିରଫ କରାଯାଇଛି। ୨୯ ବର୍ଷିୟା ମାରିୟା ବୁଟିନା ନାମକ ମହିଳା ଭିନ୍ନ ନାମରେ ଆମେରିକାରେ ରହୁଥିବା ବେଳେ ଆମେରିକାର ରାଜନୀତିକୁ ପ୍ରଭାବିତ କରିବାକୁ ଚେଷ୍ଟା…
Read More...

ବ୍ରିଜ୍ ତଳକୁ ଓଲଟି ପଡିଲା ବସ୍, ୩୨ ଆହତ

ବିଷମକଟକ: ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ସାହାଡା ନିକଟସ୍ଥ ଅନ୍ଧାରୀନଳା ବ୍ରିଜ୍ ତଳକୁ ବସ୍ ଓଲଟି ପଡିଛି। ଆଜି ସକାଳ ପ୍ରାୟ ସାଢେ ୯ରୁ ୧୦ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ବସଟି ଭାରସ୍ୟାମ ହରାଇ ପ୍ରାୟ ୨୦…
Read More...

ବିଜେପି ନେତା ଜୟନାରାୟଣଙ୍କୁ ଜାମିନ

କଟକ: ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ…
Read More...

ଆରପାରିରେ ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁରୀ

ମୁମ୍ବାଇ : ହିନ୍ଦୀ ଧାରାବାହିକ ଓ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁରୀଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ନିକଟରେ ତାଙ୍କୁ “ନିମ୍‍କି ମୁଖିଆ”…
Read More...

କାନାଡାରୁ ଛାତ୍ରୀଙ୍କୁ ଆପତ୍ତିଜନକ ମେସେଜ

ଝାରସୁଗୁଡା: ଦିନକୁ ଦିନ ନୂଆ ଟେକନୋଲୋଜି ଓ ବହୁ ଶସ୍ତାରେ ନେଟପ୍ୟାକ୍‍ ମିଳୁଥିବାରୁ ଯୁବ ପିଢି ସୋସିଆଲ ମିଡିଆରେ ଆବଶ୍ୟତା ଠାରୁ ଅଧିକ ସମୟ ବିତାଉଛନ୍ତି। ଏଥିରେ କେବଳ ଅପରାଧ ନୁହେଁ ଲୋକେ ଅନେକ ଠକେଇର ମଧ୍ୟ ଶିକାର…
Read More...

ରୂପା ଜବତ,୨ ଅଭିଯୁକ୍ତ ଥାନାରେ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଣିନୂଆ ଗାଆଁ ପୁଲିସ୍ ପକ୍ଷରୁ ଚଢଉ କରାଯାଇଥିଲା। ଅନ୍ଧପସରା ରାସ୍ତା ନିକଟରେ ଗାଡି ଯାଞ୍ଚ ବେଆଇନ ଭାବେ ରୂପା କାରବାର ହେଉଥିବାର ଜଣା ପଡିଥିଲା। ଚଢଉ ବେଳେ ପୁଲିସ ୩୫୦କିଲୋ ରୂପା ଜବତ…
Read More...

ବ୍ରେଡ଼ ମାଲପୁଆ

ଆବଶ୍ୟକ ସାମଗ୍ରୀ: ପାଉଁରୁଟି- ୪ଟି ଚିନି- ୧ କପ୍‍ ପେସ୍ତା ବାଦାମ- ୭ ରୁ ୮ଟି ବାଦାମ- ୭ ରୁ ୮ଟି ଫଳ ରଙ୍ଗ- ଆବଶ୍ୟକ ଅନୁଯାୟୀ ଘିଅ- ଆବଶ୍ୟକ ଅନୁଯାୟୀ ରାବିଡ଼ି ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ…
Read More...

ଜନ୍ମ ତାରିଖରୁ ଜାଣନ୍ତୁ ଘରେ କ’ଣ ରଖିଲେ ଶୁଭ ଫଳ ମିଳିବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ବିଭିନ୍ନ ବସ୍ତୁର ପ୍ରଭାବ ରହିଛି। ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ବସ୍ତୁ ନିଜ ବାସ ଗୃହରେ ରଖିଲେ ଏହାର ସୁଫଳ ମିଳିଥାଏ। ନିଜ ଜନ୍ମ ତାରିଖ ଅନୁସାରେ ବି ବାସ୍ତୁ ଦ୍ରବ୍ୟ…
Read More...

ଜନ୍ମବେଦୀରେ ଦାରୁବ୍ରହ୍ମ; ଆଜି ମିଳିବ ଆଡ଼ପ ଅବଢ଼ା

ଜନ୍ମବେଦୀରେ ବିଜେ କରିଛନ୍ତି ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତମୟ ହୋଇଛି। ଆଡ଼ପମଣ୍ଡପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ମଙ୍ଗଳବାର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନ୍ନବ୍ୟଞ୍ଜନ ଅର୍ପଣ…
Read More...

ଆଜି ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ

ମଙ୍ଗଳବାର ସ୍ଥାନୀୟ ଲିଡ୍‍ସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ସିରିଜ ବର୍ତ୍ତମାନ ୧-୧…
Read More...

ଉତ୍ତରପ୍ରଦେଶ ସର୍ବାଧିକ ଘୃଣା ଅପରାଧ ପ୍ରବଣ ରାଜ୍ୟ

ମିରଟ୍‍: ଘୃଣା ଜନିତ ଅପରାଧ ଘଟଣା ଉତ୍ତର ପ୍ରଦେଶରେ ସର୍ବାଧିକ ବୋଲି ଆମ୍‍ନେଷ୍ଟି ଇଣ୍ଟରନ୍ୟାଶ୍‍ନାଲ୍‍ ନାମକ ଏକ ବେସରକାରୀ ସଂସ୍ଥା କହିଛି। ମାନବାଧିକାର ପାଇଁ କାମ କରୁଥିବା ଉକ୍ତ ସଂସ୍ଥାର ରିପୋର୍ଟ ଅନୁଯାୟୀ ଚଳିତ…
Read More...

ନିର୍ମାଣ ସଂସ୍ଥାରୁ ୧୦୦ କେଜି ସୁନା, ୧୬୦ କୋଟି ଟଙ୍କା ଜବତ

ଚେନ୍ନାଇ: ମେସର୍ସ ଏସ୍‍ପିକେ ଆଣ୍ଡ କମ୍ପାନୀ ନାମକ ଏକ ନିର୍ମାଣ ସଂସ୍ଥାରୁ ଆୟକର ବିଭାଗର ଅଧିକାରୀମାନେ ୧୦୦ କେଜି ସୁନା ଓ ନଗଦ ୧୬୦ କୋଟି ଟଙ୍କା ଜବତ କରିଛନ୍ତି। ଚଢ଼ଉ ବେଳେ ଏତେ ପରିମାଣର ସମ୍ପତ୍ତି ଜବତ ହେବା ଦେଶରେ…
Read More...

୫.୭୭%କୁ ବଢ଼ିଲା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଜୁନ୍‍ ମାସରେ ପାଇକାରୀ ମୁଦ୍ରାସ୍ପୀତି ୫.୭୭ପ୍ରତିଶତକୁ ବୃଦ୍ଧି ପାଇଛି। ପନିପରିବା ଓ ତୈଳ ଦର ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ଗତ ମେ’ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୪.୪୩ ପ୍ରତିଶତ…
Read More...

ଫାରୁକ୍‍ ଅବଦୁଲ୍ଳାଙ୍କ ନାମରେ ସିବିଆଇ ଚାର୍ଜସିଟ୍‍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍‍ଦୁଲ୍ଲାଙ୍କ ନାମରେ ସିବିଆଇ ଚାର୍ଜସିଟ୍‍ ଦାଖଲ କରିଛି। ଜମ୍ମୁ-କଶ୍ମୀର କ୍ରିକେଟ୍‍ ଆସୋସିଏସନ୍‍ ଦୁର୍ନୀତି ମାମଲାରେ ଫାରୁକ୍‍ଙ୍କ ସହିତ ଅନ୍ୟ…
Read More...

ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ସମେତ ୬ଜଣଙ୍କୁ ନୋଟିସ୍‍

ଭୁବନେଶ୍ୱର/ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ଧୁକ ଚାଳନା ଶିକ୍ଷା ଦେବା ଏବଂ ପକ୍ଷୀଙ୍କ ମାଂସ ରାନ୍ଧି ଖାଇବା ଭଳି ଏକ ଗର୍ହିତ ଭିଡିଓ ଭାଇରାଲ ଘଟଣା ଏବେ ନୂଆ ମୋଡ ନେବାକୁ ଯାଉଛି।…
Read More...

ଗାଁରେ ପଶୁଛି ସମୁଦ୍ର ପାଣି

ପୁରୀ: ଗ୍ରାମବାସୀଙ୍କୁ ସୁରକ୍ଷା ଦେଇପାରୁନି ରିଙ୍ଗବନ୍ଧ। ଏବେ ବି ଭାସିଯିବାର ଚିନ୍ତା ଘାରିଛି ୧୫ଟି ଗାଁର ବାସିନ୍ଦାଙ୍କୁ। ଲଘୁଚାପ ବର୍ଷା ହେଲେ ସେମାନେ ସାରାରାତି ଅନିଦ୍ରା। କେତେବେଳେ ଯେ ସମୁଦ୍ର ଜୁଆର ଏବଂ…
Read More...

ବୁଡ଼ାଇଲା ଲଘୁଚାପ

ଭୁବନେଶ୍ୱର: ଦୁର୍ବଳ ଥିବା ମୌସୁମି ଲଘୁଚାପ ପ୍ରଭାବରେ ସକ୍ରିୟ ହୋଇଛି। ଗତ ୪୮ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି, ଗଜପତି, ରାୟଗଡ଼ା ଆଦି ଜିଲାରେ ଅତି ପ୍ରବଳ ବର୍ଷା ଯୋଗୁଁ…
Read More...

ଫଟୋ ପ୍ରଦର୍ଶନୀରେ ଭକ୍ତଙ୍କ ଭିଡ଼

ପୁରୀ: ରଥଯାତ୍ରା ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶରଧାବାଲିରେ ଆୟୋଜନ କରାଯାଇଛି ଫଟୋ ପ୍ରଦର୍ଶନୀ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆକର୍ଷଣୀୟ ଫଟୋ ଗୁଡିକ ସେଥିରେ ସ୍ଥାନ ପାଇଛି। ତାହାକୁ ଦେଖିବା ପାଇଁ…
Read More...

ବର୍ଷା ବୁଡ଼ାଇଲା ବେପାର

ବର୍ଷା ବୁଡାଇଲା ରଥଯାତ୍ରା ବେପାର। ତିନିଦିନ ହେଲା ହାତବାନ୍ଧି ବସିଛନ୍ତି ବ୍ୟବସାୟୀ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଜାତୀୟ ପଲ୍ଲିଶ୍ରୀ ମେଳାରେ ଆଣ୍ଠୁଏ ଉଚ୍ଚର ପାଣି ଜମାହୋଇ ରହିଛି। ମେଳାଭିତରେ ପଶିବାକୁ ରାସ୍ତା…
Read More...

ଗୁଣ୍ଡିଚା ମନ୍ଦିରରେ ବସିଲା ଦାନବାକ୍ସ

ପୁରୀ: ସେବକଙ୍କୁ ନୁହେଁ, ଦାନବାକ୍ସରେ ଦିଅ। ଭକ୍ତଙ୍କୁ ଏପରି ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଗୁଣ୍ଡିଚା ମନ୍ଦିର ଭିତରେ ୬ଟି ଦାନବାକ୍ସ ସୋମବାର ବସାଯାଇଛି। ସର୍ବୋଚ୍ଚ…
Read More...

ନିଜେ ଭିଜିଲେ; ଭକ୍ତଙ୍କୁ ଭିଜାଇଲେ

ପୁରୀ: ରଥରେ ବସି ଭିଜିଲେ ଚତୁର୍ଦ୍ଧାମୂର୍ତ୍ତି। ଭକ୍ତଙ୍କୁ ବି ଭିଜାଇଲେ। କିନ୍ତୁ କେହି କାହାକୁ ଛାଡ଼ିପାରିଲେ ନାହିଁ। ଲଗାଣ ବର୍ଷା ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କଲା। ବର୍ଷାଭିଜା କାଳିଆ ଠାକୁରଙ୍କୁ…
Read More...

ଉତ୍କଳମଣି ଗୋପବନ୍ଧୁଙ୍କୁ  ଭାରତ ରତ୍ନ ପ୍ରଦାନ ପାଇଁ ଦାବି ତୀବ୍ର 

ଭୁବନେଶ୍ୱର: ଉତ୍କଲମଣି ଗୋପବନ୍ଧୁଙ୍କୁ  ଭାରତରତ୍ନ  ଉପାଧିରେ ସମ୍ମାନିତ କରିବା ପାଇଁ ଦାବି ଜୋର ଧରିଛି । ଗରିବ , ନିସହାୟ ଲୋକଙ୍କର ସେବା ପାଇଁ ଗୋପବନ୍ଧୁ ନିଜ ଜୀବନକୁ ଉତ୍ସଗ କରିଥିଲେ । ଉତ୍କଳମଣିଙ୍କର ୯୦ ତମ…
Read More...

ପରଲୋକ ପରେ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଶରୀର ଦାନ

ଢେଙ୍କାନାଳ : ଗଣେଶ ବଜାରସ୍ଥିତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ପରଲୋକ ହୋଇଯାଇଛି। ମୃତକଙ୍କ ଇଚ୍ଛା ଅନୁଯାୟୀ ପରିବାରବର୍ଗ ତାଙ୍କ ଶରୀରକୁ ଦାନ କରିଥିବା ଜଣାଯାଇଛି। ରାଜସ୍ୱ ବିଭାଗର ଅବସରପ୍ରାପ୍ତ ସୁପରଭାଇଜର…
Read More...

ମଙ୍ଗଳବାର ରାଶିଫଳ

ମେଷ: ଯୋଜନାରେ ତ୍ରୁଟି ଦେଖା ଦେବ। ନିରବ ଚିନ୍ତନରେ ମାର୍ଗ ଦର୍ଶନ କରିପାରନ୍ତି। ଉନ୍ନତି ପଥରେ ଆଗକୁ ବଢ଼ିବେ। ଚିତ୍ତ ପ୍ରସନ୍ନ ରହିବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ମନରେ ପ୍ରସନ୍ନତା ଆସିବ। ସୁଖୀ ହେବେ।…
Read More...

ବୁଥ ସହ ନିଜକୁ ଯୋଡ଼ିବ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସମନ୍ବୟ କମିଟିର ପ୍ରଥମ ବୈଠକ ସୋମବାର ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାରଙ୍କ ଚାଷୀମାରଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଛି। ଉଭୟ…
Read More...

ଜୟବିଜୟ ଦ୍ୱାର ସ୍ଥିତି ସଂକଟାପନ୍ନ; ତୁରନ୍ତ ମରାମତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ

ପୁରୀ: ସଂକଟାପନ୍ନ ହୋଇଛି ଶ୍ରୀମନ୍ଦିର ଜୟବିଜୟ ଦ୍ୱାର। ଜଗମୋହନ ଓ ନାଟମଣ୍ଡପ ସଂଯୋଗସ୍ଥଳ ଉପରେ ଫାଟ ଦେଖାଦେଇଛି। ଫାଟ ମେଲୁଥିବାରୁ ବିଶେଷଜ୍ଞ ଉଦ୍‍ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ମରାମତି ଆରମ୍ଭ କରିବାକୁ ଭାରତୀୟ…
Read More...

ଆଡପ ମଣ୍ଡପରେ ବିଜେ କଲେ ଚତୁର୍ଦ୍ଧା ବିଗ୍ରହ

ପୁରୀ:  ସୋମବାର ସନ୍ଧ୍ୟାରେ  ଗୋଟି ପହଣ୍ଡିରେ  ଆଡପ ମଣ୍ଡପରେ  ଚତୁର୍ଦ୍ଧା ବିଗ୍ରହ ବିଜେ କରିଛନ୍ତି । ସୋମବାର ସନ୍ଧ୍ୟା ୫ଟା୪୦ ରେପୁଷ୍ପାଞ୍ଜଳୀ, ୫ଟା ୪୫ରେ ମଦନମୋହନ ବିଜେ, ୬ଟା .୦୫ରେ ସୁଦର୍ଶନଙ୍କ ପହଣ୍ଡି, ୬ଟା ୨୦…
Read More...

ଜନ୍ମବେଦୀରେ ଦାରୁବ୍ରହ୍ମ; ଆଜି ମିଳିବ ଆଡ଼ପ ଅବଢା

ପୁରୀ: ଜନ୍ମବେଦୀରେ ବିଜେ କରିଛନ୍ତି ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତମୟ ହୋଇଛି। ଆଡ଼ପମଣ୍ଡପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ମଙ୍ଗଳବାର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନ୍ନବ୍ୟଞ୍ଜନ…
Read More...

ବାରଙ୍ଗ ଏନ୍‌ଏସ୍‌ଟିଆଇରୁ ନୂଆ ଧର୍ମପଦ ସୃଷ୍ଟି ହେବେ : ଧର୍ମେନ୍ଦ୍ର

ଭୁବନେଶ୍ୱର/ନରାଜ :ଓଡିଶାର ପିଲାମାନଙ୍କୁ ପ୍ରଶିକ୍ଷିତ କରି ରୋଜଗାରକ୍ଷମ କରାଇ ତାଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ରାସ୍ତା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଏହାକୁ ଦୃଷ୍ଟିରେ ରଖି…
Read More...

ଇସ୍ତଫା ଦେଲେ ରଘୁନାଥ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହେବା ପରେ ଶିଳ୍ପୀଗୁରୁ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ଓଡ଼ିଶା ଲଳିତକଳା ଏକାଡେମୀ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର…
Read More...

ରାସ୍ତାରେ ଯୁବକଙ୍କ ଗଳାକାଟି ହତ୍ୟା

କାଶୀନଗର: କାଶୀନଗର ଥାନା ଅନ୍ତର୍ଗତ ଭୂପତି ଲକ୍ଷ୍ମୀପୁର ଗ୍ରାମର ଚିପୁର ସଞ୍ଜିବ(୪୦) ନାମରେ ଜଣେ ଯୁବକକୁ ଖାରଡ଼ା ଓ ସୀତାପୁର ଗ୍ରାମ ମଧ୍ୟସ୍ଥଳୀରେ ତୀକ୍ଷ୍ମ ଅସ୍ତ୍ର ଦ୍ୱାରା ବେକକୁ ହାଣି ଦୁର୍ବୃତ୍ତମାନେ ନିର୍ମମ…
Read More...

୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ଓଡ଼ିଶାର ତାଳଚେରସ୍ଥିତ ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରାଯାଇଛି ା ନୂଆଦିଲ୍ଲୀଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
Read More...

ପୋଖରୀରେ ବୁଡ଼ି ୨ଶିଶୁ କନ୍ୟା ମୃତ

ଘଟଗାଁ : ଘଟଗାଁ ବ୍ଲକ ଅର୍ନ୍ତଗତ ବଡଜାମ୍ମୁପଶି ପଞ୍ଚାୟତର ଢିପା ସାହିର ୨ଜଣ ଶିଶୁକନ୍ୟା ପୋଖରୀରେ ବୁଡିଯାଇ ପ୍ରାଣ ହରାଇଛନ୍ତି। ଢିପାସହିର ଲଷ୍ଣଣ ମୁଣ୍ଡାଙ୍କ ୪ବର୍ଷର ଝିଅ ବୈଜୟନ୍ତି ମୁଣ୍ଡା ଓ ଦୁଷ୍ମନ୍ତ ମୁଣ୍ଡାଙ୍କ…
Read More...

ଜିମା ଅବଧି ଶେଷ, ଜେଲ୍‍ ଗଲା ଟିଟୋ

କେନ୍ଦ୍ରାପଡ଼ା/ଭୁବନେଶ୍ୱର: କ୍ରାଇମ୍‍ବ୍ରାଞ୍ଚ ସ୍ପେଶାଲ୍‍ ଟାସ୍କଫୋର୍ସ(ଏସ୍‍ଟିଏଫ୍‍) ହାତରେ ଧରାପଡିଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀର ୩ ପର୍ୟ୍ୟାୟ ଜିମା ଅବଧି ଶେଷ ହେବା ପରେ ସୋମବାର ସେ…
Read More...

ନ୍ୟୁୟର୍କ ରାସ୍ତାରେ ନାଚିଲେ ପ୍ରିୟଙ୍କା ; ଭିଡିଓ ଭାଇରାଲ

ନ୍ୟୁୟର୍କ : ନ୍ୟୁୟର୍କର ରାସ୍ତାରେ ନାଚିଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ଅଭିନେତ୍ରୀ ପ୍ରିୟଙ୍କାଙ୍କ ରାସ୍ତାରେ ନାଚିବା କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ପ୍ରିୟଙ୍କା ନିଜର ଆଗାମି ହଲିଉଡ…
Read More...

ଭୁବନେଶ୍ୱର-ବ୍ୟାଙ୍କକ୍‍ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ଭୁବନେଶ୍ୱର: ଭୁବନେଶ୍ୱର-ବ୍ୟାଙ୍କକ୍‍ ବିମାନ ଚଳାଚଳକୁ ଏୟାର ଇଣ୍ଡିଆ ପକ୍ଷରୁ ବାତିଲ କରାଯାଇଛି। ସେହିପରି ଭୁବନେଶ୍ୱର-ବେଙ୍ଗାଲୁରୁ ବିମାନ ସେବାକୁ ମଧ୍ୟ ଏୟାର ଇଣ୍ଡିଆ ପ୍ରତ୍ୟାହାର କରିନେଇଛି। ତେବେ ହଜ୍‍ ଯାତ୍ରା…
Read More...

ରାହୁଲଙ୍କ ଡେରିରେ ନିଦ ଭାଙ୍ଗିଲା: ବିଜେଡି

ନୂଆଦିଲ୍ଲୀ: ସଂସଦରେ ମହିଳା ସଂରକ୍ଷଣ ବିଧେୟକ ଗୃହୀତ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପତ୍ରକୁ ବିଜେଡି ସମାଲୋଚନା କରିଛି। ବିଜେଡି ରାଜ୍ୟସଭା…
Read More...