ଗୁରୁପ୍ରିୟା ସେତୁ ଓ ପୋଲାଭରମ୍‍କୁ ବିରୋଧ କରି ମାଓ ପୋଷ୍ଟର ଜାରି

0

ମାଲକାନଗିରି: ଚିତ୍ରକୋଣ୍ଡାରେ ମାଓବାଦୀଙ୍କ ପକ୍ଷରୁ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଗୁରୁପ୍ରିୟା ସେତୁକୁ ବିରୋଧ କରି ଏହି ପୋଷ୍ଟର ମାଓବାଦୀମାନେ ଲଗାଇଛନ୍ତି। ଏହା ସହିତ ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣକୁ ବନ୍ଦ କରିବାକୁ ମାଓବାଦୀମାନେ ଦାବି କରିଛନ୍ତି।
ପାହାଡ ପର୍ବତ ମାନଙ୍କରେ ଥିବା ଖଣିଜ ପଦାର୍ଥକୁ ବିଦେଶୀ କମ୍ପାନୀ ହାତକୁ ଟେକି ଦେଉଛନ୍ତି ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି।

kalyan agarbati
Leave A Reply