www.samajalive.in
Friday, December 12, 2025
15.1 C
Bhubaneswar

ବିଳମ୍ବିତ ରାତିରେ ଆଗମନ କରିବେ ପ୍ରଭୁ ଯୀଶୁ

ରାଇକିଆ : ବଡ଼ ଦିନ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି । ରାଇକିଆ କାଥଲିକ୍ ଚର୍ଚ୍ଚ ଖ୍ରୀଷ୍ଟ ଧର୍ମାବଲାମ୍ବୀ ପ୍ରଭୁ ଯୀଶୁଙ୍କ ବିଳମ୍ବିତ ରାତିରେ ଧରାପୃଷ୍ଠକୁ ଆଗମନ ନେଇ ଖ୍ରୀଷ୍ଟ ବିଶ୍ବାସୀ ଅପେକ୍ଷାରେ ରହିଛନ୍ତି। ଏନେଇ ସମସ୍ତ ପ୍ରସ୍ତୁତି ସରିଯାଇଛି। ଚର୍ଚ୍ଚକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଯୀଶୁଙ୍କ ଜନ୍ମ ସଦୃଶ୍ୟ ଗୁହାଳ ଗୃହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚର୍ଚ୍ଚ ପକ୍ଷରୁ ସୂଚନା ଆଜି ରାତ୍ରି ୧୦.୩୦ରୁ ଯଜ୍ଞ ଆରମ୍ଭ ହୋଇ ବିଳମ୍ବିତ ରାତ୍ରିରେ ପ୍ରଭୂ ଯୀଶୁ ଖ୍ରୀଷ୍ଟଙ୍କ ଧରାପୃଷ୍ଠକୁ ଆଗମନକୁ ସମସ୍ତଙ୍କ ଅପେକ୍ଷା ରହିଛି । ସ୍ଵତନ୍ତ୍ର ଦିବ୍ୟଯଜ୍ଞ ଧର୍ମ ଯାଜକ ପ୍ରୋଦଷ ନାୟକଙ୍କ ଆୟୋଜନରେ ସହ ଯାଜକ ପୁରୁଷୋତ୍ତମ ନାୟକ, ଯାଜକ ଜେରମ ନାୟକ ସହୋଯୋଗ କରିବେ। ପବିତ୍ର ବାଇବଲ ପଠନ କରାଯାଇ ସାମୁହିକ ପ୍ରାର୍ଥନା କରାଯାଇଛି। ଆସନ୍ତା କାଲି ୨୫ ‘ବଡ଼ ଦିନ’ ୧୦ଟା ରେ ଦିବ୍ୟଯଜ୍ଞ ଆୟୋଜନ କରାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories