ଅନୁରାଗ ଠାକୁର ବିଜେପିର ମୁଖ୍ୟ ହୁଇପ୍‍

0

ନୂଆଦିଲ୍ଲୀ : ଅନୁରାଗ ଠାକୁର ଲୋକସଭାରେ ବିଜେପିର ମୁଖ୍ୟ ହୁଇପ୍‍ ଭାବେ ନିଯୁକ୍ତି ପାଇଛନ୍ତି। ବୁଧବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଠାକୁରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ପୂର୍ବରୁ ରାକେଶ ସିଂହ ଏହି ପଦରେ ରହିଥିଲେ। ତେବେ ରାକେଶଙ୍କୁ ମଧ୍ୟପ୍ରଦେଶ ବିଜେପି ସଭାପତି କରାଯିବା ପରେ ଅନୁରାଗଙ୍କୁ ଏହି ନିଯୁକ୍ତି ଦିଆଯାଇଛି।

Leave A Reply