ପିଲାଙ୍କୁ ଭରସା କାଠ ନିଶୁଣି

ଲମତାପୁଟ: ସ୍ଥାନୀୟ ଉପାପଡା ନଦୀ ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଏହି ସମସ୍ୟା ହୋଇଥିବା ବେଳେ ଛାତ୍ରଛାତ୍ରୀ ଓ ଜନସାଧାରଣ ଏହାର ଶିକାର ହେଉଛନ୍ତି।…
Read More...

ନାହାଦା ହୁଡ଼ାରେ ମିଳିଲା ପ୍ରାଚୀନ ସଭ୍ୟତାର ସନ୍ଧାନ

ନିଆଳି: ପ୍ରାଚୀନଦୀ ଓଡ଼ିଶାର ଏକ ପୁରାତନ ନଦୀ ହୋଇଥିବା ବେଳେ ଦିନେ ଏହି ଉପତ୍ୟକାରେ ପ୍ରାଚୀନ ସଭ୍ୟତା ଓ ସଂସ୍କୃତି ଗଢ଼ି ଉଠିଥିଲା। କାଳକ୍ରମେ ତାହା ବିଲୁପ୍ତ ହୋଇଗଲା। କିନ୍ତୁ ଏବେ ଏହାର ସନ୍ଧାନ ମିଳୁଛି। ପ୍ରାଚୀ…
Read More...

କୋହଲିଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା ପଏଣ୍ଟ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା ତାଲିକାରେ ତାଙ୍କ ୧ନଂ ସ୍ଥାନକୁ ଆହୁରି ମଜ୍‍ଭୁତ କରିଛନ୍ତି। କୋହଲି ଜୀବନର ଶ୍ରେଷ୍ଠ ଆଇସିସି ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା…
Read More...

ଋଣ ଖିଲାପକାରୀଙ୍କ ପାଇଁ ନୂଆ ଯୋଜନା

ନୂଆଦିଲ୍ଲୀ:ଦେଶରେ ବ୍ୟାଙ୍କ ଋଣ ଠକେଇ କରି ବିଦେଶ ପଳାୟନ କରୁଥିବା ବଡଧରଣର ଋଣ ଖିଲାପକାରୀଙ୍କ ବିରୋଧ କଡା ପଦକ୍ଷେପ ଗ୍ରହଣ କରିବାକୁ ସରକାର ଯୋଜନା କରୁଛନ୍ତି ା ଏପରିକି ସେମାନଙ୍କ ବିଦେଶ ପଳାୟନ ଉପରେ ରୋକ୍‌…
Read More...

ଅବସର ଘୋଷଣା କରିବେ ଧୋନି !

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍‍ରୁ ଅବସର ନେବା ଚର୍ଚ୍ଚା କିଛି ନୂଆ ନୁହେଁ। ତେବେ ମଙ୍ଗଳବାର ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୮ ୱିକେଟରେ ହାରି ସିରିଜ୍‍ ହରାଇବା ପରେ ଏହି…
Read More...

ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ ଭାରତୀୟ ନୌସେନାର ଯୁଦ୍ଧ ଜାହାଜକୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛି। ସମୁଦ୍ର ଗର୍ଭରେ ସ୍ୱତନ୍ତ୍ର ଗୋତାଖୋର (ସି-ଡାଇଭର୍ସ)ଙ୍କ ଦ୍ୱାରା ଭାରତୀୟ ନୌସେନାର ଯୁଦ୍ଧ…
Read More...

କ୍ରିକେଟ୍‍ ଏକାଡେମୀ ଖୋଲିବେ ତେନ୍ଦୁଲକର

ମୁମ୍ବଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଖୁବ୍‍ଶୀଘ୍ର କ୍ରିକେଟ୍‍ ଏକାଡେମୀ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ସଚିନ କହିଥିଲେ କ୍ରିକେଟ୍‍ ଏକାଡେମୀ ପ୍ରତିଷ୍ଠା…
Read More...

ଜିମ୍ବାୱେ ବିପକ୍ଷରେ ଦିନିକିଆ ସିରିଜ୍‍ ଜିତିଲା ପାକିସ୍ତାନ

ବୁଲାୱାୟୋ : ଘରୋଇ ଜିମ୍ବାୱେ ବିପକ୍ଷରେ ଦିନିକିଆ ସିରିଜ୍‍କୁ ଜିତିନେଇଛି ପାକିସ୍ତାନ। ଜିମ୍ବାୱେକୁ କ୍ରମାଗତ ୩ୟ ଦିନିକିଆ ମ୍ୟାଚ୍‍ରେ ପରାସ୍ତକରି ପାକିସ୍ତାନ ଏବେ ୫ ମ୍ୟାଚ୍‍ର ସିରିଜ୍‍ରେ ୩-୦ରେ ଆଗୁଆ ହୋଇ ସିରିଜ୍‍…
Read More...

ଜୁନିୟର ହକି: ଭାରତୀୟ ମହିଳା ଦଳ ବିଜୟୀ; ପୁରୁଷ ଦଳର ମ୍ୟାଚ୍‍ ଡ୍ର

ଆଣ୍ଟୱେର୍ପ (ବେଲ୍‍ଜିୟମ୍‍) : ଏଠାରେ ଚାଲିଥିବା ଜୁନିୟର ହକି ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଭାରତୀୟ ମହିଳା ଦଳ ବିଜୟୀ ହୋଇଥିବା ବେଳେ ଭାରତୀୟ ପୁରୁଷ ଦଳ ତା’ର ମ୍ୟାଚ୍‍ ଡ୍ର ରଖିଛି। ୬-ରାଷ୍ଟ୍ରୀୟ ୨୩ ବର୍ଷରୁ କମ୍‍…
Read More...

୩ ଲକ୍ଷ ୫୦ ହଜାର ଡଲାର ଦାନକଲେ ଏମ୍‍ବାପେ

ପ୍ୟାରିସ୍‍ : ଫିଫା ବିଶ୍ୱକପ୍‍ରେ ଚମ୍ପିଆନ୍‍ ହୋଇଥିବା ଫ୍ରାନ୍‍ସ ଫୁଟବଲ ଦଳର ତାରକା ଯୁବ ଖେଳାଳି ଏମ୍‍ବାପେ ବିଶ୍ୱକପ୍‍ ସମୟରେ ବୋନ୍‍ସ ଆକାରରେ ପାଇଥିବା ୩ ଲକ୍ଷ ୫୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ୨ କୋଟି ୪୦…
Read More...

ଋଷଭ ନୂଆ ମୁହଁ; ଭୁବନେଶ୍ୱର ବାଦ୍‍

ନୂଆଦିଲ୍ଲୀ : ଘରୋଇ ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ର ପ୍ରଥମ ୩ଟି ମ୍ୟାଚ୍‍ ପାଇଁ ୧୮ଜଣିଆ ଭାରତୀୟ କ୍ରିକେଟ୍‍ ଦଳ ବୁଧବାର ଘୋଷଣା କରାଯାଇଛି। ବିସିସିଆଇ ପକ୍ଷରୁ ଘୋଷିତ ଏହି…
Read More...

ସବୁଠୁ ଲମ୍ବା ଯାତ୍ରା କରୁଥିବା ବିମାନ

ନ୍ୟୁୟର୍କ : ସିଙ୍ଗାପୁର ଏୟାରଲାଇନ୍ସ ଚଳିତ ବର୍ଷ ବିଶ୍ୱର ସବୁଠୁ ଦୀର୍ଘ ପଥ ଯାତ୍ରା କରୁଥିବା ଏକ ବ୍ୟବସାୟିକ ଅବିରାମ ଯାତ୍ରୀବାହୀ ବିମାନ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। ଏହି ବିମାନ ସିଙ୍ଗାପୁରଠାରୁ…
Read More...

ପୁଣି ଦେବଦୂତ ସାଜିଲେ ଯବାନ

କୋଣ୍ଡାଗାଓ : ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଛନ୍ତି ଯବାନ। ଯନ୍ତ୍ରଣାରେ ପୀଡ଼ିତ ଜଣେ ଆଦିବାସୀ ମହିଳାଙ୍କୁ ଭାରରେ ବୋହି ଦୀର୍ଘ ୧୦ କିଲୋମିଟର କାଦୁଅ ପଚପଚ ରାସ୍ତା ଅତିକ୍ରମ କଲେ ଆଇ.ଟି.ବି.ପି ଯବାନ ।…
Read More...

ଅନ୍ୟ ଏକ ହଲିଉଡ ଧାରାବାହିକରେ ପ୍ରିୟଙ୍କା

ମୁମ୍ବଇ: ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ବଲିଉଡର ପ୍ରଥମ ଅଭିନେତ୍ରୀ ଯିଏ କି, ହଲିଉଡ ଧାରାବାହିକରେ ଅଭିନୟ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ଆମେରିକାର ଟିଭି ଧାରାବାହିକ ‘କ୍ୱାଣ୍ଟିକୋ’ରେ ଅଭିନୟ କରି ହଲିଉଡରେ ନିଜର…
Read More...

ପ୍ରତିଦିନ କଫି ପିଉଛନ୍ତି କି? ହୋଇପାରେ ମସ୍ତିଷ୍କ ରୋଗ

ନୂଆଦିଲ୍ଲୀ : ଆପଣ କ’ଣ କଫି ପିଇବାକୁ ଭଲପାଆନ୍ତି କି? ଆପଣ କ’ଣ ପ୍ରତିଦିନ କଫି ନପିଇ ରହିପାରିବେ ନାହିଁ? ଯଦି ହଁ, ତେବେ ଏକ ଗବେଷଣାରୁ ଜଣାପଡିଛି କଫି ପିଇବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ। ତେବେ ଆସନ୍ତୁ…
Read More...

୨୧ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କରୁଛି ଭାରତ ; ଲୋକସଭାରେ ସରକାରଙ୍କର ସୂଚନା

ନୂଆଦିଲ୍ଲୀ : ଭାରତ ସରକାର ୨୧ଟି ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କରୁଛନ୍ତି । ୧୫,୭୦୦ ମେଗାୱାଟ  କ୍ଷମତା ବିଶିଷ୍ଟ ଏହି ୨୧ଟି ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କର୍ଯ୍ୟ ଜାରି ରହିଛି। ତେବେ ବର୍ତ୍ତମାନ କାର୍ଯ୍ୟକ୍ଷମ…
Read More...

ଏପିଏସ୍‍ସି ଦୁର୍ନୀତି: ବିଜେପି ସାଂସଦଙ୍କ ଝିଅ ସମେତ ୧୯ ଗିରଫ

ନୂଆଦିଲ୍ଲୀ : ଆସାମ ପବ୍ଲିକ ସର୍ଭିସ କମିଶନ (ଏପିଏସ୍‍ସି) ଦ୍ୱାରା ପରିଚାଳିତ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତିକୁ ନେଇ ଜଣେ ବିଜେପି ସାଂସଦଙ୍କ ଝିଅ ସମେତ ୧୯ଜଣ ଅଫିସରଙ୍କୁ ଗିରଫ କରାଯାଇଛି। ୨୦୧୬ରେ ହୋଇଥିବା…
Read More...

ପାଣିରେ ଲୁଣ ମିଶାଇ ପିଇବାର ଉପକାରିତା

ଆମେ ସମସ୍ତେ ଜାଣିଛେ ଅଧିକ ପରିମାଣର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ। କିନ୍ତୁ କ’ଣ ଆପଣ ଜାଣନ୍ତି, ପ୍ରତିଦିନ ପାଣିରେ ଲୁଣ ମିଶାଇ ପିଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ପ୍ରାକୃତିକ ଉପାୟରୁ ପ୍ରସ୍ତୁତ…
Read More...

ଗୁଗଲ ଉପରେ ୩୪ ହଜାର କୋଟି ଟଙ୍କାର ଜୋରିମାନା

ବ୍ରୁସେଲ୍ସ : ଗୁଗଲ ଉପରେ ୟୁରୋପୀୟ ସଂଘ (ଇୟୁ) ବୁଧବାର ୫୦୦ କୋଟି ଡଲାର (ପ୍ରାୟ ୩୪,୦୦୦ କୋଟି ଟଙ୍କା) ଜୋରିମାନା ଲଗାଇଛି। ତିନି ବର୍ଷର ତଦନ୍ତ ପରେ ପ୍ରତିଦ୍ୱନ୍ଦ୍ୱିତା ନିୟମ ଉଲ୍ଲଙ୍ଘନ ମାମଲାରେ ଗୁଗଲ ଦୋଷୀ…
Read More...

ବଢିପାରେ ସୁପ୍ରିମକୋର୍ଟ, ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟର ବିଚାରପତିମାନଙ୍କ ଅବସର ବୟସସୀମା ୨ ବର୍ଷ ବୃଦ୍ଧି କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏ ନେଇ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି। ଏଣୁ ଚଳିତ…
Read More...

ନିଦା ଖାନ୍‍ଙ୍କ ତିନି ତଲାକ୍‍ ରଦ୍ଦ

ଲକ୍ଷ୍ନୌ : ତତ୍କାଳ ତିନି ତଲାକ୍‍ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରି ଚର୍ଚ୍ଚାକୁ ଆସିଥିବା ନିଦା ଖାନ୍‍ଙ୍କୁ ବୁଧବାର ବଡ଼ଧରଣର ସଫଳତା ମିଳିଛି। ତିନି ତଲାକ୍‍ ଦ୍ୱାରା ତାଙ୍କ ବିବାହ ବିଚ୍ଛେଦକୁ ବରେଲିର ଏକ କୋର୍ଟ…
Read More...

କଠୁଆ ମାମଲାର ମୁଖ୍ୟ ଅଭିଯୁକ୍ତର ଓକିଲ ଅତିରିକ୍ତ ଆଡଭୋକେଟ୍‍ ଜେନେରାଲ ନିଯୁକ୍ତ

ଶ୍ରୀନଗର : କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତର ଓକିଲ ଅସୀମ ସାହାଣୀଙ୍କୁ ଜାମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଅତିରିକ୍ତ ଆଡଭୋକେଟ୍‍ ଜେନେରାଲ ପଦବୀରେ ନିଯୁକ୍ତ କରାଯାଇଛି। ପ୍ରମୁଖ…
Read More...

ସାମ୍ବିଧାନିକ ଉଚ୍ଚପଦାଧିକାରୀଙ୍କ ଯାନ ପଞ୍ଜିକୃତ ହେବା ଆବଶ୍ୟକ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳଙ୍କ ଭଳି ସାମ୍ବିଧାନିକ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ଯାନବାହନ ନିଶ୍ଚିତ ପଞ୍ଜିକୃତ ହେବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ ବୁଧବାର ଏକ…
Read More...

ବୃହସ୍ପତିର ୧୨ଟି ନୂତନ ଉପଗ୍ରହ ଠାବ

ୱାଶିଂଟନ୍‍ : ସୌରମଣ୍ଡଳର ସର୍ବବୃହତ୍‍ ଗ୍ରହ ବୃହସ୍ପତିର ୧୨ଟି ନୂତନ ଉପଗ୍ରହ ଠାବ କରାଯାଇଛି। ଏହି ଗ୍ରହର ମୋଟ ଉପଗ୍ରହ ସଂଖ୍ୟା ଏବେ ୭୯ରେ ପହଞ୍ଚିଛି। ଆମେରିକାର କାର୍ନେଜ୍‍ ଇନଷ୍ଟିଚ୍ୟୁସନର ବୈଜ୍ଞାନିକ ସ୍କଟ୍‍…
Read More...

ବିଜେପି ଏବଂ ଆରଏସ୍‍ଏସ୍‍ ଦେଶରେ ‘ହିନ୍ଦୁ ତାଲିବାନ’ ଆରମ୍ଭ କରୁଛନ୍ତି : ଥରୁର

ନୂଆଦିଲ୍ଲୀ : ବିଜେପି ପୁନଶ୍ଚ ସରକାର ଗଠନ କଲେ ଭାରତ ‘ହିନ୍ଦୁ ପାକିସ୍ତାନ’ରେ ପରିଣତ ହେବ ବୋଲି ମନ୍ତବ୍ୟ ଦେଇ ବିବାଦ ମଧ୍ୟକୁ ଟାଣି ହୋଇ ଆସିଥିବା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‍ ପୁଣି ଏକ ବିବାଦୀୟ ମନ୍ତବ୍ୟ…
Read More...

ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ ; ସାମିଙ୍କ ପ୍ରତ୍ୟାବର୍ତ୍ତନ ବାଦ୍‌ ପଡିଲେ ଭୁବନେଶ୍ୱର କୁମାର

ମୁମ୍ବଇ :  ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ  ଟେଷ୍ଟ ସିରିଜର ପ୍ରଥମ  ତିନୋଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା  କରାଯାଇଛି। ବୁଧବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ଦଳରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ…
Read More...

ଜାମ୍ମୁ କାଶ୍ମୀରରେ ୩୦ଟି ଚ୍ୟାନେଲର ପ୍ରସାରଣ ବନ୍ଦ ପାଇଁ ନିର୍ଦେଶ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ହିଂସାର ପ୍ରସାର କରୁଥିବା ଓ ଅରାଜକତା ସୃଷ୍ଟି କରୁଥିବା ଇସଲାମିକ ଏବଂ ପାକିସ୍ତାନରେ ଅବସ୍ଥିତ ୩୦ଟି ଚ୍ୟାନେଲର ପ୍ରସାରଣ ବନ୍ଦ ପାଇଁ ଜାମ୍ମୁ କାଶ୍ମୀର ରାଜ୍ୟପାଳ ଏନ୍‍ଏନ୍‍ ଭୋରା…
Read More...

ଭାରତର ଏପରି ଗାଁ ଯେଉଁଠାରେ ହନୁମାନଙ୍କ ନାଁ ନେବା ପାପ

ସାରା ଦେଶରେ ରାମ ଭକ୍ତ ପ୍ରଭୁ ହନୁମାନଙ୍କର ପୂଜା କରାଯାଉଥିବା ବେଳେ ଭାରତରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ହନୁମାନଙ୍କ ନାଁ ନେବା ମଧ୍ୟ ପାପ ବୋଲି ବିବେଚିତ ହୋଇଥାଏ। ଆଶ୍ଚର୍ଯ୍ୟର କଥା ଏହାର କାରଣ ହେଉଛନ୍ତି ଜଣେ…
Read More...

ଶୁକ୍ରବାର ଅନାସ୍ଥା ପ୍ରସ୍ଥାବ ଉପରେ ଆଲୋଚନା!

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ବିରୋଧରେ ବୁଧବାର ଲୋକସଭା ମୌସୁମୀ ଅଧିବେଶନରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି। କଂଗ୍ରେସ ଏବଂ ଟିଡିପି ନେତୃତ୍ୱରେ…
Read More...

ମୌସୁମୀ ଅଧିବେଶନ : ଓଡ଼ିଆରେ ଶପଥ ନେଲେ ରଘୁନାଥ ମହାପାତ୍ର

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନ କାଳରେ ୪୬ଟି ବିଲ୍‍ ଓ ଦୁଇଟି ଅର୍ଥବିଲ୍‍ ସମେତ ୪୮ଟି ବିଲ୍‍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ପଳାତକ ଅର୍ଥନୈତିକ ଅପରାଧ…
Read More...

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ସମ୍ବିଧାନ ବିରୋଧୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେରଳର ଐତିହାସିକ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି। ବୁଧବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଆରଏଫ…
Read More...

ରାଜସ୍ଥାନରେ ପ୍ରବଳ ବର୍ଷା: ଜନଜୀବନ ପ୍ରଭାବିତ

ଜୟପୁର: ରାଜସ୍ଥାନରେ ବିଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ଜନଜୀବନକୁ ପ୍ରବାବିତ କରିଦେଇଛି। ପ୍ରବଳ ବର୍ଷ କେତେକ ସହରର ରାସ୍ତା ଘାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ସୀକର ଓ ବିକାନିୟର ପ୍ରମୁଖ ଦୁଇ ସହର…
Read More...

ପେନସନ ଟଙ୍କା ନଦେବାରୁ ବାପା-ମା’କୁ ହତ୍ୟା କଲା ପୁଅ

ପାଟନା: ଦାବି ମୁତାବକ ପେନସନ ଟଙ୍କା ନଦେବାରୁ ନିଜ ପିତା-ମାତାକୁ ହତ୍ୟା କରିଛି ଜନୈକ ପୁତ୍ର। ପାଟନା ଜିଲାରେ ଘଟିଥିବା ଏଭଳି ଜଘନ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ପାଟନାର ବେଚୁ ତଲାଠାରେ ବାସବାସ କରୁଥିବା…
Read More...

ବିଜେପି ଛାଡିଲେ ଚନ୍ଦନ ମିତ୍ର ; ତୃଣମୂଳରେ ଯୋଗଦେବେ

ନୂଆଦିଲ୍ଲୀ : ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ପାୟୋନିୟରର ସଂପାଦକ ଚନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଘନିଷ୍ଠ ସହଯୋଗୀ ଶ୍ରୀ…
Read More...

କାମରେ ଅବହେଳା;୨୨୫କେନ୍ଦ୍ର କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ୨୨୫ଜଣ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟ ସୂଚାରୁ ଭାବେ ସମ୍ପନ୍ନ ନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ର ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ କ୍ଷମତା ତାଲିକା…
Read More...

ଉତ୍ତର କୋରିଆକୁ ପରମାଣୁ ନିରସ୍ତ୍ରିକରଣ କରିବା ନେଇ ଆମେରିକା ବ୍ୟଗ୍ର ନୁହେଁ : ଟ୍ରମ୍ପ୍‍

ୱାଶିଂଟନ୍‍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ କହିଛନ୍ତି ଯେ କିମ୍‍ ଜଙ୍ଗ୍‍ ଉନ୍‍ଙ୍କ ସହ ତାଙ୍କର ହୋଇଥିବା ବୁଝାମଣା ଅନୁସାରେ ଉତ୍ତର କୋରିଆକୁ ପରମାଣୁ ନିରସ୍ତ୍ରିକରଣ କରିବା ନେଇ ସେ ବ୍ୟଗ୍ର ନୁହନ୍ତି ।…
Read More...

ଆତର ଉପକାରିତା

ବିଭିନ୍ନ ଫଳ ଶରୀରକୁ ବହୁ ପରିମାଣରେ ଭିଟାମିନ ଦେଇଥାଏ। ମାତ୍ର ଆତ ଖାଇବା ଦ୍ୱାରା ଆମର ବହୁ ଉପକାର ହୋଇଥାଏ। ଆତରେ କ୍ୟାଲସିୟମ,ମାଗ୍ନେସିୟମ,ପୋଟାସିୟମ, ଆଇରନ, ଭିଟାମିନ ରହିଛି। ଏହାକୁ ଖାଇଲେ ହଜମ କ୍ରିୟାରେ କୌଣସି…
Read More...

ଯାତ୍ରୀବାହୀ ଵସ ଓଲଟି ୧ଗୁରୁତର, ୮ଆହତ

ଖୁଣ୍ଟା: ପୁରୁଣା ବାରିପଦାରେ ଯାତ୍ରୀବାହୀ ଵସ ଓଲଟି ଜଣେ ଗୁରୁତର ଆହତ ଏବଂ ୮ଜଣ ଆହତ ହୋଇଛନ୍ତି। ରୀଙ୍କୁ ନାମକ ଏକ ବସ ଖୁଣ୍ଟାରୁ ବାଲେଶ୍ୱର ଯାଉଥିବା ସମୟରେ ରାସ୍ତାକୁ ଓଲଟି ପଡିଥିଲା। ଆହତଙ୍କ ମଧ୍ୟରେ ଜଣେ କଲେଜ…
Read More...

ଦାନ୍ତ ମୂଳରୁ ରକ୍ତ ବାହାରୁଛି କି, କରନ୍ତୁ ଏପରି ଚିକିତ୍ସା

ସକାଳେ ଦାନ୍ତ ଘଷିବା ସମୟରେ ବେଳେବେଳେ ଦାନ୍ତ ମୂଳରୁ ରକ୍ତ ବାହାରିଥାଏ। ଆମେ ତାକୁ ଧ୍ୟାନ ଦେଇ ନଥାଉ। ଏହାକୁ ଧ୍ୟାନ ନ ଦେବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ଘରୋଇ ଉପାୟ ଦ୍ୱାରା ଆମେ ଦାନ୍ତ…
Read More...

ଜାଭଲିନ୍ ଥ୍ରୋ’ :  ଫ୍ରାନ୍ସରେ ନିରଜ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଫ୍ରାନ୍ସରେ ଚାଲିଥିବା ସଟ୍‍ଭିଲେ ଆଥ୍‍ଲେଟିକ୍‍ ମିଟ୍‍ରେ ଭାରତର ନିରଜ ଚୋପ୍ରା ଜାଭଲିନ୍ ଥ୍ରୋରେ  ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗୋଲ୍‍ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା…
Read More...

ଘରେ ଲାଫିଙ୍ଗ୍‍ ବୃଦ୍ଧ ରଖିବାର କାରଣ ଜାଣନ୍ତୁ

ଲାଫିଙ୍ଗ ବୃଦ୍ଧକୁ ସର୍ବଦା ଘରର ମୁଖ୍ୟଦ୍ୱାର ନିକଟରେ ରଖନ୍ତୁ। ଯେପରି ଏହା ଗୃହରେ ପ୍ରବେଶ କରିବା ପରେ ଘରର ସଦସ୍ୟ ମାନଙ୍କ ନଜରେ ଆସୁଥିବ। ଏହ ଦ୍ୱାରା ପରିବାରର ଉନ୍ନତି ଘଟିିଥାଏ। ଏହାଙ୍କ ଯୋଗୁ ଘରେ ସୁଖଶାନ୍ତି ଓ…
Read More...

ସେବକ-ପ୍ରଭୁ

କନ୍ୟାମାନଙ୍କ ଶିକ୍ଷା ଲାଭ ନିମନ୍ତେ ପଞ୍ଜାବର କିଛି ଉତ୍ସାହୀ ବୁଦ୍ଧିଜୀବୀ ରାଜ୍ୟରେ ଏକ କନ୍ୟା ଗୁରୁକୁଳ ସ୍ଥାପନ ନିମନ୍ତେ ମନସ୍ଥ କଲେ। ଏଭଳି ଏକ ମହତ କାର୍ଯ୍ୟ ପାଇଁ ଅର୍ଥସଂଗ୍ରହ ନିମନ୍ତେ ବଦାନ୍ୟ ବ୍ୟକ୍ତିମାନେ…
Read More...

ସଂସଦରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ସଂସଦର ମୌସୁମୀ ଅଧିବେଶନରେ ସରକାର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବୁଧବାର ସଂସଦ ବାହାରେ ଗଣମାଧ୍ୟମକୁ  ଶ୍ରୀ ମୋଦୀ…
Read More...

କୁମାର-କାନ୍ଦଣା

କର୍ଣ୍ଣାଟକରେ ଏଚଡି କୁମାରସ୍ବାମୀଙ୍କ ନେତୃତ୍ବରେ ମେଣ୍ଟ ସରକାର ଗଠନ ସମୟରେ ଆମେ ଏହି ସ୍ତମ୍ଭରେ କହିଥିଲୁ ଯେ ନାଟକ ସରିନାହିଁ। ସତକୁ ସତ ଦୁଇ ମାସ ନଯାଉଣୁ ତାହା ଦେଖିବାକୁ ମିଳିଲାଣି। ସତରେ ହେଉ ବା ମିଛରେ, ମେଣ୍ଟ…
Read More...

ନିର୍ଦେଶ ପାଳିତ ହେଉ

ଗୋସୁରକ୍ଷା ନାମରେ ଗତବର୍ଷଠାରୁ ଦେଶରେ ହେଉଥିବା ହତ୍ୟାକାଣ୍ଡ ନେଇ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାପ୍ରକଟ କରିବା ସହ ସଂସଦକୁ ଏ ନେଇ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ନିର୍ଦେଶ ଦେବା ସ୍ବାଗତଯୋଗ୍ୟ।…
Read More...

ମୌସୁମୀ ଅଧିବେଶନରେ ଲଢ଼େଇ

ବିଭୂତି ପତି ଜୁଲାଇ ୧୮(ଆଜି)ରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନରେ ଶାସକ ଭାରତୀୟ ଜନତା ଦଳ ଏବଂ କଂଗ୍ରେସ୍ ନେତୃତ୍ୱ ନେଉଥିବା ବିରୋଧୀ ଦଳଗୁଡିକ ମଧ୍ୟରେ ଘମାଘୋଟ ଲଢେଇ ଫଳରେ ଉଭୟ ରାଜ୍ୟସଭା ଓ…
Read More...

୫୫ ବର୍ଷ ବୟସରେ ବିଧାୟକ ସ୍ନାତକ ଛାତ୍ର

ଉଦୟପୁର : ରାଜସ୍ଥାନର ଉଦୟପୁର ଗ୍ରାମୀଣ ବିଧାନସଭା ଆସନର ବିଧାୟକ ଫୁଲ୍‍ ସିଂହ ମୀନା ୫୫ ବର୍ଷ ବୟସରେ ସ୍ନାତକ ପ୍ରଥମ ବର୍ଷରେ ପାଠ ପଢୁଛନ୍ତି। ବିଧାୟକ ଫୁଲ୍‍ ସିଂହ ମୀନାଙ୍କ ୫ଝିଅ ଏହି ବୟସରେ ପାଠ ପଢିବା ପାଇଁ ତାଙ୍କ…
Read More...

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ; ୪୮ଟି ବିଲ୍‍ ଉପସ୍ଥାପନା ସମ୍ଭାବନା

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନ କାଳରେ ୪୬ଟି ବିଲ୍‍ ଓ ଦୁଇଟି ଅର୍ଥବିଲ୍‍ ସମେତ ୪୮ଟି ବିଲ୍‍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ମୁସଲମାନ ମହିଳା ବିବାହ ସୁରକ୍ଷା…
Read More...

୫୬ ବର୍ଷରେ ହର୍ଷିଲ ଉପତ୍ୟକାର ରୂପ

ଉତ୍ତରାଖଣ୍ଡର ସୁଇଜରଲ୍ୟାଣ୍ଡ ଭାବେ ଜଣାଯାଉଥିବା ‘ହର୍ଷିଲ’ ଉପତ୍ୟକା ଏକ ନୂତନ ପରିଚୟ ପାଇଛି ବୋଲି ସ୍ଥାନୀୟ ଲୋକଙ୍କ ମତ। ୧୯୬୨ ଚୀନ୍ ଯୁଦ୍ଧ ପରେ ଏଇ ସ୍ଥାନକୁ ପର୍ଯ୍ୟଟକ ଯିବା ନିମିତ୍ତ ବିଭିନ୍ନ କଟକଣା ଜାରି…
Read More...

ମିଗ୍‍ ବିମାନ ଦୁର୍ଘଟଣାଗ୍ରସ୍ତ:ପାଇଲଟ ମୃତ

କାଗଡ଼ା: ହିମାଚଳପ୍ରଦେଶର କାଗଡ଼ା ନିକଟରେ ବାୟୁସେନାର ମିଗ-୨୧ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଚଲାଉଥିବା ପାଇଲଟଙ୍କୁ ବିମାନ ଖରାପ ହେବାର ପୂର୍ବାନୁମାନ ଜଣାପଡ଼ିବା କ୍ଷଣି ସେ ବିମାନରୁ ଜରୁରୀଅବତରଣ ପ୍ରକ୍ରିୟାକୁ…
Read More...

ଆଲିୟାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା

ସିନେତାରକା ଯେ କେବଳ ନିଜ ଜୀବନଶୈଳୀକୁ ଅତି ସୁନ୍ଦର ଓ ବିଳାସମୟ କରିବାକୁ ଚାହିଁଥାନ୍ତି, ତା’ ନୁହେଁ। ବରଂ ନିଜ ଆୟରୁ କେତେଜଣ ତାରକା ଅନ୍ୟକୁ ମଧ୍ୟ ସହଯୋଗର ହାତ ବଢ଼ାଇଥାନ୍ତି। ନିକଟରେ ଏହିଭଳି ଏକ ପଦକ୍ଷେପ…
Read More...

ନକ୍ସଲ କମାଣ୍ଡର ନିହତ

ଛତିଶଗଡ଼: ନକ୍ସଲ ମାନଙ୍କ କମାଣ୍ଡର ଜାରିନା ପୋଟାଇ ଆଜି ସୈନ୍ୟ ମାନଙ୍କ ଦ୍ୱାରା ନିହତ ହୋଇଛନ୍ତି। ଦୀର୍ଘ ୨୦୦୫ ମସିହାଠାରୁ ଜାରିନା ମନପୁର ସଭଡ଼ିଭିଜନ ରାଜନନ୍ଦଗାଁଓ ଜିଲାରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିଲୋ…
Read More...

ହାଇଦ୍ରାବାଦୀ ବିରିଆନୀର ସ୍ବାଦ

କେବଳ ଭାରତୀୟ ନୁହନ୍ତି, ବରଂ ବିଦେଶୀ ପର୍ଯ୍ୟଟକ ମଧ୍ୟ ଭଲଭାବେ ଅବଗତ ଭାରତର ସୁଆଦିଆ ବ୍ୟଞ୍ଜନ ସମ୍ପର୍କରେ। ଲଣ୍ଡନର ପଞ୍ଚତାରକା ହୋଟେଲର ସେଫ୍ ରିଚାର୍ଡଙ୍କ ମତରେ ଭାରତର ୩ଟି ପ୍ରାନ୍ତରେ ସବୁଠୁ ସୁଆଦିଆ ବିରିଆନୀ…
Read More...

୪୭ବର୍ଷରେ କନ୍ୟାର ପିତା: ସମାଲୋଚନାକୁ ଭୟ କରି ନବଜାତକୁ ହତ୍ୟା କଲେ ଦମ୍ପତ୍ତି

ଜଲପାଇଗୁଡ଼ି: ପରିଣତ ବୟସରେ ସନ୍ତାନକୁ ଜନ୍ମ ଦେଇ ସମାଜର ସମାଲୋଚନାର ଶିକାର ହେବା ଭୟରେ ଏକ ଦମ୍ପତ୍ତି ନିଜ ନବଜାତ ଶିଶୁକୁ ହତ୍ୟା କରିବା ଘଟଣା ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…
Read More...

ମା’ଙ୍କ ପାଇଁ ଗିନିଜ୍ ରେକର୍ଡରେ ସ୍ଥାନ ପାଇଲେ ପ୍ରେରଣା

ପ୍ରକୃତରେ ଆମେ କେବଳ କଥାରେ କହୁଛେ ଯେ ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଉଛି ହେଲେ ଘଟଣା ଓ ସ୍ଥିତି ସମ୍ପୂର୍ଣ୍ଣ ବିପରୀତ ବୋଲି କହିଛନ୍ତି ସିକନ୍ଦରାରାଓ ନିବାସୀ ଉଷା ଶର୍ମା। ମଧ୍ୟବିତ୍ତ ପରିବାରର ଝିଅ ହେଉଛନ୍ତି…
Read More...

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗୃହିତ

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ବୁଧବାର ଆରମ୍ଭ ହୋଇଛି। ମୋଦୀ ସରକାରଙ୍କ ଦ୍ୱାରା ଆଗତ ଏକାଧିକ ବିଲର ଲମ୍ବା ତାଲିକା ଏହି ଅଧିବେଶନରେ ଗୃହିତ ହେବ ଏଭଳି ଆଶା ରଖିଛି କେନ୍ଦ୍ର ସରକାର। ତେବେ ବିପକ୍ଷର ହୋ-ହାଲ୍ଲା…
Read More...

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ

ଶ୍ରୀକ୍ଷେତ୍ରରେ ଆଜି ପାଳନ ହେବ ପବିତ୍ର ହେରାପଞ୍ଚମୀ। ପରମ୍ପରା ଅନୁଯାୟୀ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଓ ଭଉଣୀଙ୍କୁ ନେଇ ଏହି ଯାତ୍ରରେ ଆସିଥିବାରୁ ମହାଲକ୍ଷ୍ମୀ ଅଭିମାନରେ ନନ୍ଦିଘୋଷ ରଥକୁ…
Read More...

ମୃତ ବ୍ୟକ୍ତିଙ୍କ ଶବ ରଖି ରାସ୍ତାରୋକ

ବରଗଡ: ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ବିଜେପୁର ଠାରେ ରାସ୍ତାରୋକ କରାଯାଇଛି। ଆଜି ଅପରାହ୍ନ ସମୟରେ ଏକ ଅଜଣା ବାଇକ ମହିମା ସାଧୁ ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମହିମାଙ୍କର…
Read More...

ରଥ ଯାତ୍ରାରେ କଂଗ୍ରେସର ଟ୍ୱିଟ୍‍କୁ ନେଇ ବିବାଦ

ନୂଆଦିଲ୍ଲୀ: କେନ୍ଦ୍ରରେ ରାହୁଳ ଗାନ୍ଧି କଂଗ୍ରେସକୁ ମୁସଲିମ ଦଳ କହିଛନ୍ତି କି ନାହିଁ ଏହାକୁ ନେଇ ବିବାଦ ଥମି ନଥିବାବେଳେ ରଥ ଯାତ୍ରାକୁ ନେଇ କଂଗ୍ରେସ ଦ୍ୱାରା କରା ଯାଇଥିବା ଟ୍ୱିଟ୍‍କୁ ନେଇ ବିବାଦ ଦେଖା ଦେଇଛି।…
Read More...

“ପନ-ଷ୍ଟାର’ ଧାରାବାହିକର “ଓଲ୍ଡ ମ୍ୟାନ’ଙ୍କ ଇଚ୍ଛାପତ୍ରରୁ ପୁଅ ବାଛନ୍ଦ

ନୂଆଦିଲ୍ଲୀ: ହିଷ୍ଟ୍ରି ଚ୍ୟାନେଲର ଲୋକପ୍ରିୟ ଧାରାବାହିକ "ପନ ଷ୍ଟାର' ଧାରାବାହିକରେ ଚିତ୍ରଣ "ଓଲ୍ଡ ମ୍ୟାନ' ରିଚାର୍ଡ ହ୍ୟାରିସନ୍‍ ତାଙ୍କ ମୃତ୍ୟୁ ପୂର୍ବରୁ ଇଚ୍ଛାପତ୍ରରୁ ତାଙ୍କ ପୁଅକୁ ବାଛନ୍ଦ କରିଛନ୍ତି। ହ୍ୟାରିସନ…
Read More...

ହରିଣ ଉଦ୍ଧାର

ସୁଆଣ୍ଡୋ:ସତ୍ୟବାଦୀ ବ୍ଲକ ଅଳଗୁମ ବେଢା ଉପର ବଉଳ ସାହି ସୁରାଲାଗି ବରଗଛ ନିକଟରେ ଆଜି ସକାଳେ ଗ୍ରାମବାସୀମାନେ ଏକ ହରିଣକୁ ଧରିଥିଲେ। ସକାଳେ ଗ୍ରାମବାସୀମାନେ ବିଲକୁ ଯିବା ସମୟରେ ହରିଣକୁ ଦେଖିଥିଲେ । ଗ୍ରାମର କିଛି…
Read More...

ମତ୍ସ୍ୟ ବିଭାଗ ତରଫରୁ ସ୍ପଷ୍ଟୀକରଣ; ମାଛରେ ନାହିଁ ଫର୍ମାଲିନ

କଟକ; ଫର୍ମାଲିନ ସନ୍ଦେହରେ କଟକ,ଭୁବନେଶ୍ୱର,ବ୍ରହ୍ମପୁର,ରାଉରକେଲା ଆଦି ବିଭିନ୍ନ ଅଞ୍ଚଳରେ ସିଏମସି ଓ ବିଏମସି କର୍ତ୍ତୁପକ୍ଷ ତରଫରୁ ଚଢଉ କରାଯାଇଥିଲା।ଆଜି ବିଭିନ୍ନ ମାଛ ମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା…
Read More...

ଆମ୍ବୁଲାନ୍ସ ଦ୍ୱାର ନଖୋଲିବାରୁ ଶିଶୁର ମୃତ୍ୟୁ

ରାୟପୁର : ଛତିଶଗଡ଼ର ସ୍ଥିତ ରାୟପୁର ଠାରେ ଡ଼ାକ୍ତରଖାନା ନେଉଥିବା ସମୟରେ ଆମ୍ବୁଲାନ୍ସର ଦ୍ୱାର ନଖୋଲିବାରୁ ଅଢେଇ ମାସ ଶିଶୁର ମୃତ୍ୟୁ ଘଟିଛି। ବିହାରର ଗୟା ଜିଲାରେ ବାସ କରୁଥିବା ଅମ୍ବିକା ସିଙ୍ଗ୍‍ଙ୍କ…
Read More...

ବିବାହିତ ମହିଳା ଏହି ଦ୍ରବ୍ୟ କାହା ସହ ବାଣ୍ଟନ୍ତୁ ନାହିଁ

ବିବାହ ପରେ ଜଣେ ନାରୀକୁ ଶାଶୁ ଘରେ ଅନେକ ନୂଆ ସମ୍ପର୍କ ମିଳିଥାଏ। ଶାଶୁ ଘରେ ଅନେକ ମହିଳା ଯଥା- ଶାଶୁ, ଯାଆ, ନଣନ୍ଦଙ୍କ ସହ ମିଶି ଚଳିବାକୁ ପଡିଥାଏ। ନିଜର ଅନେକ ଜିନିଷ ତାଙ୍କ ସହ ବାଣ୍ଟି ଚଳିବାକୁ ପଡିଥାଏ। ଏମିତି…
Read More...

ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀର ମୃତ୍ୟୁ

ପୁରୀ: ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ ପୁରୀ ଜିଲା କାକଟପୁର ଅଞ୍ଚଳର ନାମ ତ୍ରିଲୋଚନ ମଲ୍ଲିକ। ଆଜି ଭୋର ସମୟରେ ତ୍ରିଲୋଚନଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମଙ୍ଗଳବାର…
Read More...

ଅଣ୍ଡା ପୁର

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୪ଟି କଟା ପିଆଜ – ୨ଟି କଟା କ୍ୟାପସିକମ – ୧ଟି କଟା ରସୁଣ – ୧ଟି ଅଦା ରସୁଣ ବଟା -୫ ଚାମଚ ମଟର ଛୁଇଁ – ୫ରୁ ୬ଟି ଲୁଣ - ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ କଟା ଧନିଆ…
Read More...

ଧନପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ, ଯଦି କିଛି ବିଶେଷ ଦିଗ ପ୍ରତି ଆମେ ଧ୍ୟାନ ଦେବା ତେବେ ପରିବାର ସଦସ୍ୟଙ୍କର ରୋଜଗାର ବଢିପାରିବ। ଘରର ବାସ୍ତୁଦୋଷ ଦୂର ହୋଇଗଲେ ଦେବୀ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇ ସେହିଠାରେ ବାସ କରନ୍ତି।…
Read More...

ଦକ୍ଷିଣମୁଖୀ ଗଣେଶଙ୍କୁ ପୂଜା କଲେ କଣ ଶୁଭ ଫଳ ମିଳିଥାଏ

ବିଘ୍ନକର୍ତ୍ତା ଗଣେଶଙ୍କୁ ସର୍ବ ପ୍ରଥମେ ପୂଜା କରିବାର ବିଧି ରହିଛି। ପ୍ରତି ପୂଜାରେ ମଧ୍ୟ ପ୍ରଭୁ ଗଣେଶଙ୍କୁ କଳସ ଭାବେ ସ୍ଥାପନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ। ମାତ୍ର ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରଭୁଙ୍କର…
Read More...

ଭିଜିଲାନ୍ସ ହାତରେ ଧରା ପଡିଲେ ସ୍ୱାସ୍ଥ୍ୟକର୍ମୀ

କଟକ: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସିଏମସି ସ୍ୱାସ୍ଥ୍ୟକର୍ମୀ। ସ୍ୱାସ୍ଥ୍ୟକର୍ମୀଙ୍କ ନାମ ସୁନୀଲ ଦାସ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଜେରା କରୁଛି। ସୁନୀଲଙ୍କ କନିକା ଛକ ସ୍ଥିତ…
Read More...

ଜାଣନ୍ତୁ, ବର୍ଷାଦିନେ ମୁହଁର ଯତ୍ନ କିପରି ନେବେ

ଝିଅମାନେ ନିଜ ତ୍ଵଚାକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ତ୍ଵଚାରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତ୍ଵଚାର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ। ଆସନ୍ତୁ ଜାଣିବା…
Read More...

କାଦୁଅ ରାସ୍ତାରେ ଜୀବନ ହାରିଲେ ମହିଳା।

ମାଲକାନଗିରି: ଖଇରପୁଟ ବ୍ଲକର ସଦର ପଞ୍ଚାୟତର କାଦଗୁଡା ଗ୍ରାମର ଜମ୍ବତି କଂସାରି (୫୫) ନାମକ ମହିଳା ଜଣକ ଆଜି ହଠାତ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ କୁ ଫୋନ କରିଥିଲେ । ରାସ୍ତା ନିର୍ମାଣ କାର୍ୟ୍ୟ…
Read More...

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୨ ମୃତ

ନୂଆଦିଲ୍ଳୀ: ଗ୍ରେଟର ନୋଇଡ଼ା ଅଞ୍ଚଳରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିଛି। କୋଠା ତଳେ କେତେଜଣ ରହିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିଥିଲେ ମଧ୍ୟ ୨୦ ରୁ ୩୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।…
Read More...

୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାଇଁ ୧୧, ୩୩୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କ ସମେତ ୫ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ୧୧,୩୩୬ କୋଟି ଟଙ୍କା ଦେଇଛନ୍ତି। ସରକାରୀ ପୁଞ୍ଜି ସହାୟତା ପାଇବାକୁ ଥିବା…
Read More...

ଆଇଆଇଟି, ଆଇଆଇଏମ୍‍ ଛାତ୍ରଛାତ୍ରୀଙ୍କୁ ମିଳୁଛି ଦ୍ୱିଗୁଣ ଦରମା

ମୁମ୍ବଇ: ଅନ୍ୟ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜ ତୁଳନାରେ ଆଇଆଇଟି ଓ ଆଇଆଇଏମ୍‍ ଛାତ୍ରୀଛାତ୍ରୀଙ୍କୁ ଦ୍ୱିଗୁଣରୁ ଅଧିକ ଦରମାରେ ଚାକିରି ମିଳୁଛି। ଜଣେ ସାଧାରଣ ଇଞ୍ଜିନିୟରଙ୍କ ତୁଳନାରେ ଆଇଆଇଟିରୁ ଡିଗ୍ରୀଧାରୀ…
Read More...

ପାଣିଭଣ୍ଡାର – ବଧିସାହି ଗୁଳିକାଣ୍ଡ ଘଟଣା: ଜେଲ୍‌ଗଲେ ୭ ଅଭିଯୁକ୍ତ

ଶରଣକୁଳ: ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଓ ବଧିସାହି ଗ୍ରାମ ମଧ୍ୟରେ ପାଣି ନିଷ୍କାସନ ନେଇ କେନାଲ ଖୋଳା ଘଟଣାରେ ଗୁଳିକାଣ୍ଡ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ୭ ଅଭିଯୁକ୍ତଙ୍କୁ…
Read More...

୫କିମି ଭାରରେ ବୁହା ହୋଇ ରାସ୍ତାକୁ ଆସିଲେ ଗର୍ଭବତୀ

ଭବାନୀପାଟଣା: କଳାହାଣ୍ଡି ଜିଲାର ବହୁ ଦୁର୍ଗମ ଅଞ୍ଚଳରୁ ରୋଗୀମାନେ ଜିଲା ଓ ବ୍ଲକ ମହକୁମା ସ୍ଥିତ ଡାକ୍ତରଖାନାକୁ ଆସିବାକୁ ହେଲେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ମଙ୍ଗଳବାର ଥୁ.ରାମୁପର ବ୍ଲକ ବିରିକୋଟ…
Read More...

ବୁଧବାର ରାଶିଫଳ

ମେଷ: ପ୍ରତାରିତ ହେବା ଆଶାକରାଯାଏ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ନେତ୍ର ପୀଡ଼ା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରିବାରେ ଦକ୍ଷ ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।…
Read More...

ଦିବ୍ୟାଙ୍ଗ ଦର୍ଶନ ସହାୟତା କେନ୍ଦ୍ର ଉଦ୍‍ଘାଟିତ

ପୁରୀ: ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଦର୍ଶନ ସହାୟତା କେନ୍ଦ୍ର ମଙ୍ଗଳବାର ଶରଧାବାଲିରେ ଉଦ୍‍ଘାଟିତ ହୋଇଛି । ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ବରିଷ୍ଠ…
Read More...

ପୁରୀ ଘୋଷଯାତ୍ରା: ଶରଧାବାଲିରୁ…

ଗ୍ରାହକଙ୍କ ଭିଡ଼ ଜମୁଛି ପୁରୀ: ତିନିଦିନ ଧରି ଲଘୁଚାପ ବର୍ଷା ଯୋଗୁଁ ପଲ୍ଲୀଶ୍ରୀ ମେଳାରେ ଗ୍ରାହକଙ୍କ ଭିଡ ନଥିଲା । ଦୋକାନ ବଜାର ବନ୍ଦକରି ବସି ରହିଥିଲେ ଦେଶର ୧୫ଟି ରାଜ୍ୟରୁ ଆସିଥିବା ବ୍ୟବସାୟୀ । ମଙ୍ଗଳବାର ପାଗରେ…
Read More...

ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ: ରାଜ୍ୟପାଳ

ପୁରୀ: ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଅନନ୍ୟ । ଶ୍ରୀଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ । ଜୟଦେବଙ୍କ ଗୀତଗୋବିନ୍ଦରେ ଉତ୍ସର୍ଗର ବାର୍ତ୍ତା ରହିଛି । ଏଠାରେ ମାଟି ନୃତ୍ୟକରେ, ପଥର କଥାକୁହେ । ଘୁଙ୍ଗୁର…
Read More...

ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋର୍‌ଦାର

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକ୍ରିୟା ଜୋରଦାର କରିଛନ୍ତି। ନିର୍ବାଚନ ପାଇଁ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ ସମେତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ…
Read More...

ମଝି ସମୁଦ୍ରରେ ଅଟକିଲା ଟ୍ରଲର

ପୁରୀ: ମଝି ସମୁଦ୍ରରେ ବିପଦରେ ଥିବା ଏକ ଟ୍ରଲରକୁ ଛାଡ଼ି ଉଦ୍ଧାରକାରୀ ଦଳ ଅଧାରୁ ଛୁ’ ମାରିଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରଲରରେ ଥିବା କର୍ମଚାରୀ ଆଶଙ୍କାରେ ଦିନ ଗଣୁଛନ୍ତି। ୨ଦିନ ଧରି ଲଗାଣ ବର୍ଷା, ପବନରେ…
Read More...

ଜବରଦଖଲକାରୀଙ୍କୁ ମିଳିବ ଜମି

ଭୁବନେଶ୍ୱର:ବସ୍ତିବାସିନ୍ଦାଙ୍କ ଲାଗି ନିକଟରେ ସରକାର ମାଗଣାରେ ଜମି ଯୋଗାଇବାପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିବାବେଳେ ଏବେ ଜବରଦଖଲକାରୀଙ୍କୁ ନିର୍ଦିଷ୍ଟ ପରିମାଣର ଜମି ଯୋଗାଇବାପାଇଁ ଅଣ୍ଟା ଭିଡ଼ିଛନ୍ତି।…
Read More...

ଚେସ୍‍ ପ୍ରତିଭା ଆରୁଷୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ୧୪ତମ ଏସୀୟ ବିଦ୍ୟାଳୟ ଚେସ୍‍ ଚମ୍ପିଆନସିପରେ ଉଲ୍ଲେଖନୀୟ ସଫଳତା ସହ ୫ଟି ପଦକ ବିଜୟୀ ହୋଇଥିବା ଓଡ଼ିଆ ଝିଅ ଆରୁଷୀ ଶ୍ରୀଚନ୍ଦନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର…
Read More...

ଭାରତ ବିପକ୍ଷରେ ଇଂଲଣ୍ଡ ଦିନିକିଆ ସିରିଜ୍‍ ଜିତିଲା

ଲିଡ୍‍ସ: ଭାରତ ବିପକ୍ଷରେ ଦିନିକିଆ ସିରିଜ୍‍କୁ ୨-୧ରେ ଜିତିନେଇଛି ଘରୋଇ ଇଂଲଣ୍ଡ। ମଙ୍ଗଳବାର ଖେଳା ଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‍ରେ ଭାରତକୁ ୮ ୱିକେଟରେ ଇଂଲଣ୍ଡ ପରାସ୍ତ କରିଛି। ବୋଲରଙ୍କ ଚମତ୍କାର…
Read More...

ଆଡ଼ପ ମଣ୍ଡପ ଦର୍ଶନ ପାଇଁ ବଢୁଛି ଭିଡ଼

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ଜମିଛି। ଜନ୍ମବେଦୀରେ ବସି ଭକ୍ତଙ୍କ ଦୁଃଖସୁଖ ଶୁଣୁଛନ୍ତି ଦାରୁବ୍ରହ୍ମ। ଆଡ଼ପ ଅବଢାର ଦିବ୍ୟ ବାସନାରେ ମହକି ଉଠୁଛି…
Read More...

ଭାରୀଯାନରେ ଜିପିଏସ୍‍ ଭେଳିକି; ୩୦ କୋଟିର ଦୁର୍ନୀତି ଗନ୍ଧ

ଯାଜପୁର ଅଫିସ: ଖଣି ଲୁଟ୍‍ ଉପରେ ଅଙ୍କୁଶ ପ।।ଇଁ ଖଣିଜ ପରିବହନ କରୁଥିବା ଗାଡିଗୁଡିକରେ ଜିପିଏସ୍‍ (ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଲଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ୨୦୧୬ ଅକ୍ଟୋବର ୧୯ରେ ଏ ନେଇ ଉଚ୍ଚ ସ୍ତରୀୟ…
Read More...

ଟିଟୋର ୮ ସହଯୋଗୀଙ୍କୁ ଉଠାଇନେଲା ଏସ୍‍ଟିଏଫ୍‍

ଭୁବନେଶ୍ୱର/କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀର ୮ ଜଣ ସହଯୋଗୀଙ୍କୁ କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ ଉଠାଇ ଆଣିଛି। ସେମାନେ କଟକରୁ କେନ୍ଦ୍ରାପଡ଼ା ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଟିଟୋର…
Read More...

ନରାଜରେ ପ୍ରତିରକ୍ଷା ନିର୍ମାଣ ପୁଞ୍ଜ ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର: କଟକ ଜିଲାର ନରାଜଠାରେ ଏକ ପ୍ରତିରକ୍ଷା ମାନୁଫାକ୍‌ଚରିଂ ପୁଞ୍ଜ ପ୍ରତିଷ୍ଠା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ଗ୍ରୁପକୁ ପ୍ରସ୍ତାବ ଦେଇଛନ୍ତି ା ରାଜ୍ୟରେ ଅନ୍ୟ ପ୍ରକଳ୍ପରେ ଏବଂ ଗ୍ରୁପର…
Read More...

ପିପିଲି ପୂର୍ବତନ ବିଧାୟକଙ୍କୁ ମିଳିଲା ଜାମିନ

କଟକ: ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓରଫ କେଦାର ଓ ତାଙ୍କ ପୁତ୍ର ପ୍ରିୟବ୍ରତ ସାମନ୍ତରାୟଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ପ୍ରକାଶ କରି…
Read More...

ଚିଟ୍‌ଫଣ୍ଡ କମିସନ : ଅର୍ଥ ଫେରସ୍ତ ପାଇଲେ ୧୧ଜମାକାରୀ

କଟକ: ଚିଟ୍‌ଫଣ୍ଡ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ କାର୍ଯ୍ୟାଳୟରେ ଏକ କମ୍ପାନୀ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଛି। କମିସନଙ୍କ ନିର୍ଦ୍ଦେଶକ୍ରମେ ବିଭୁ କଲ୍ୟାଣ ଇନଫ୍ରା ପ୍ରାଇଭେଟ ଲିମିଟେଡ…
Read More...

ଏସ୍‍ସିବିରେ ୮ସନ୍ଦିଗ୍ଧ ‘ନିପା’ ଭାଇରସ ଆକ୍ରାନ୍ତ

କଟକ: କଟକ ବଡ଼ ଡାକ୍ତରଖାନାରେ ମଙ୍ଗଳବାର ୮ଜଣ ନିପା ଭାଇରସ ଆକ୍ରାନ୍ତ ମଙ୍ଗଳବାର ସକାଳେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ସମସ୍ତ ଆକ୍ରାନ୍ତଙ୍କୁ ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ରଖାଯାଇଛି। ସେମାନଙ୍କ…
Read More...

ଓଡ଼ିଶା ହେବ ୧ ନମ୍ବର, ଗାଁ ହେବ ବିକାଶର କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଗାଁର ବିକାଶ ଉପରେ ଗୁରୁତ୍ବ ଦେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ଆମ ଗାଁ ଆମ ବିକାଶ’ କାର୍ୟ୍ୟକ୍ରମ। ଗ୍ରାମାଞ୍ଚଳର ସର୍ବାଙ୍ଗୀଣ ବିକାଶ ଏହି…
Read More...

ଶ୍ରୀମନ୍ଦିରରେ ପ୍ରଶାସକ ପଦ ଉଚ୍ଛେଦ କର : ଶଙ୍କରାଚାର୍ଯ୍ୟ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଶାସକ ପଦ ଉଚ୍ଛେଦ କରି ପ୍ରବନ୍ଧକ ନିଯୁକ୍ତ କରିବାକୁ ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ଶରଧାବାଲିରେ ଅନୁଷ୍ଠିତ…
Read More...

​‌ଟ୍ରେଲର ଧକ୍କାରେ ମା-ପୁଅ ମୃତ

ଛତ୍ରପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥରେ ଏକ ​‌ଟ୍ରେଲର ଧକ୍କାରେ ମା-ପୁଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। କାଳିଆବାଲି ଗ୍ରାମରୁ ଏକ ଲୁନା ଏକ୍ସଏଲ (ନଂ ଓଡି୦୭ କିୟୁ…
Read More...

ଲଘୁଚାପ ଛତିଶଗଡ଼ ମୁହାଁ

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୭୨ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୌସୁମି ପ୍ରଭାବରେ ସକ୍ରିୟ ଥିବା ଲଘୁଚାପ ଏବେ ଛତିଶଗଡ଼ ଏବଂ ଏହାର…
Read More...