ରାଜସ୍ଥାନରେ ପ୍ରବଳ ବର୍ଷା: ଜନଜୀବନ ପ୍ରଭାବିତ

0

ଜୟପୁର: ରାଜସ୍ଥାନରେ ବିଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ଜନଜୀବନକୁ ପ୍ରବାବିତ କରିଦେଇଛି। ପ୍ରବଳ ବର୍ଷ କେତେକ ସହରର ରାସ୍ତା ଘାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ସୀକର ଓ ବିକାନିୟର ପ୍ରମୁଖ ଦୁଇ ସହର ସବୁଠାରୁ ବେଶୀମାତ୍ରାରେ ପ୍ରଭାବିତ ହୋଇଛି। କୋଟଗେଟ ଷ୍ଟେସନରେ ପାଣି ପଶିଯିବାରୁ କେତେକ ପେସେଞ୍ଜର ଟ୍ରେନକୁ ବାତିଲ କରିବାକୁ ପଡ଼ିଥିବାବେଳେ ଏକାଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ସୀକର ସହରରେ ୨୪ଘଣ୍ଟା ମଧ୍ୟରେ ୨୩ଏମଏମ ବର୍ଷା ରେକର୍ଡ଼ କରାଯାଇଛି।

Leave A Reply