ନକ୍ସଲ କମାଣ୍ଡର ନିହତ

0

ଛତିଶଗଡ଼: ନକ୍ସଲ ମାନଙ୍କ କମାଣ୍ଡର ଜାରିନା ପୋଟାଇ ଆଜି ସୈନ୍ୟ ମାନଙ୍କ ଦ୍ୱାରା ନିହତ ହୋଇଛନ୍ତି। ଦୀର୍ଘ ୨୦୦୫ ମସିହାଠାରୁ ଜାରିନା ମନପୁର ସଭଡ଼ିଭିଜନ ରାଜନନ୍ଦଗାଁଓ ଜିଲାରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିଲୋ ତା’ନାମରେ ସର୍ବମୋଟ ୍‍ ୧୬ଟି ମାମଲା ରହିଥିଲା। ତାଙ୍କ ନାମରେ୫ଲକ୍ଷ ଟଙ୍କା ପୁରଷ୍କାର ମଧ୍ୟ ଘୋଷିତ ହୋଇଥିଲା।

Leave A Reply