ଯାତ୍ରୀବାହୀ ଵସ ଓଲଟି ୧ଗୁରୁତର, ୮ଆହତ

0

ଖୁଣ୍ଟା: ପୁରୁଣା ବାରିପଦାରେ ଯାତ୍ରୀବାହୀ ଵସ ଓଲଟି ଜଣେ ଗୁରୁତର ଆହତ ଏବଂ ୮ଜଣ ଆହତ ହୋଇଛନ୍ତି। ରୀଙ୍କୁ ନାମକ ଏକ ବସ ଖୁଣ୍ଟାରୁ ବାଲେଶ୍ୱର ଯାଉଥିବା ସମୟରେ ରାସ୍ତାକୁ ଓଲଟି ପଡିଥିଲା। ଆହତଙ୍କ ମଧ୍ୟରେ ଜଣେ କଲେଜ ଛାତ୍ରୀ ଓ ୫ବର୍ଷର ବାଳକ ଅଛନ୍ତି । ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି କୁଆମରା ଡାକ୍ତରଖାନାରେ ଭର୍ତ୍ତି କରିଛି।

Leave A Reply