ଆତର ଉପକାରିତା

0

ବିଭିନ୍ନ ଫଳ ଶରୀରକୁ ବହୁ ପରିମାଣରେ ଭିଟାମିନ ଦେଇଥାଏ। ମାତ୍ର ଆତ ଖାଇବା ଦ୍ୱାରା ଆମର ବହୁ ଉପକାର ହୋଇଥାଏ। ଆତରେ କ୍ୟାଲସିୟମ,ମାଗ୍ନେସିୟମ,ପୋଟାସିୟମ, ଆଇରନ, ଭିଟାମିନ ରହିଛି।
ଏହାକୁ ଖାଇଲେ ହଜମ କ୍ରିୟାରେ କୌଣସି ଅସୁବିଧା ହୁଏ ନାହିଁ।
ଏହା ସ୍ନାୟୁକୁ ଶକ୍ତ ରଖିଥାଏ।
ହାଡ଼କୁ ଶକ୍ତ ରଖିଥାଏ।
ଏହା ନିୟମିତ ଖାଇବା ଦ୍ୱାରା ମୁହଁ ମଧ୍ୟ ଉଜ୍ଜଳ ରହିଥାଏ।
ଏହା କେଶ ବଢାଇବାରେ ସହାୟକ ହୋଇଥାଏ।
ଏହା ସ୍ମରଣ ଶକ୍ତି ଓ ଏକାଗ୍ରତା ବଢାଇଥାଏ।

kalyan agarbati
Leave A Reply