ମାଲିକକୁ ଆକ୍ରମଣକାରୀଠାରୁ ରକ୍ଷା କରିବା ପାଇଁ ଦଉଡି ଆସିଲା ହାତୀ, ଦେଖନ୍ତୁ ଭିଡିଓ

ବ୍ୟାଙ୍ଗକକ୍‌: ପଶୁମାନେ ମାଲିକ ପ୍ରେମୀ । ସେମାନେ ସ୍ନେହ ପାଉଥିବା ଲୋକଙ୍କୁ ବି ସ୍ନେହ ଦେଇଥାଆନ୍ତି । ସେମାନଙ୍କୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପାରନ୍ତି । ଏପରି ଏକ ଘଟଣା ଥାଇଲାଣ୍ଡରେ ଦେଖିବାକୁ…
Read More...

ଜୁନିୟର ଏସିଆନ୍‍ କୁସ୍ତି ଚମ୍ପିଆନ୍‍ସିପ : ଦିବ୍ୟା ଜିତିଲେ ରୌପ୍ୟ

ନୂଆଦିଲ୍ଲୀ : ଏଠାରେ ଆୟୋଜିତ ଜୁନିୟର ଏସିଆନ୍‍ କୁସ୍ତି ଚମ୍ପିଆନ୍‍ସିପର ମହିଳା ଫ୍ରିଷ୍ଟାଇଲ୍‍ ବିଭାଗରେ ଭାରତର ମଲ୍ଲଯୋଦ୍ଧା ଦିବ୍ୟା କାକରନ୍‍ ୬୮ କେଜି ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୫୫ କେଜି ବିଭାଗରେ…
Read More...

ଛେଳି ବିକାଳି ଘରୁ ବାହାରିଲା ୯୦ କିଲୋ ସୁନା, ୧୬୩ କୋଟି ସମ୍ପତ୍ତି

ଚେନ୍ନଇ : ଆୟକର ବିଭାଗ ତାମିଲନାଡୁ ରାଜଧାନୀ ଚେନ୍ନଇର ଜଣେ ଛେଳି ବିକାଳିଙ୍କ ଘରେ ଶୁକ୍ରବାର ଚଢଉ କରି ୯୦ କିଲୋ ସୁନା ଏବଂ ୧୬୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ଛେଳି ବ୍ୟବସାୟୀଙ୍କ ନାମ ନାଗରାଜନ…
Read More...

ବଜାରକୁ ଆସିଲା ଭାରତ ନିର୍ମିତ ପ୍ରଥମ ବିଏମଡବ୍ଲ୍ୟୁ ବାଇକ୍‍

ନୂଆଦିଲ୍ଲୀ : ଜର୍ମାନୀର ବ୍ରାଣ୍ଡେଡ୍‍ ଅଟୋମୋବାଇଲ କମ୍ପାନୀ ବିଏମଡବ୍ଲ୍ୟୁ ନିଜର ପ୍ରଥମ ଭାରତ ନିର୍ମିତ ବାଇକ୍‍ର ବଜାର ପ୍ରବେଶ କରାଇଛି। ଏହି ବାଇକର ଦୁଇଟି ମଡେଲ ରହିଛି। ମଡେଲ ଜି୩୧୦ଆର ଏବଂ ମଡେଲ ଜି୩୧୦ଜିଏସ। ଉଭୟ…
Read More...

କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ମୋଦୀଙ୍କ ସରକାର ସୁରକ୍ଷିତ

ନୂଆଦିଲ୍ଲୀ:   ଲୋକସଭାରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ବାଚନିକ ଭୋଟରେ ଏହା ସପକ୍ଷରେ କମ୍‌ ଓ ବିରୋଧରେ ଅଧିକ ଭୋଟ୍‌ ପଡିଥିଲା । ଏହାପରେ ବାଚସ୍ପତି ଡିଭିଜନ କରିଥିଲେ । ଏହାପରେ ମତ ଗ୍ରହଣ କରାଯାଇଥିଲା । ସଂସଦର…
Read More...

ଚୀନ୍‍ ସହ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‍ ଖେଳିବ ଭାରତ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରେ ଭାରତ ଓ ଚୀନ୍‍ ସିନିୟର ପୁୁରୁଷ ଫୁଟବଲ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳାଯିବ। ୨୦୧୯ ଏସିଆନ୍‍ କପ୍‍ ନିମନ୍ତେ ଭାରତୀୟ ଦଳକୁ ପ୍ରସ୍ତୁତ କରିବା…
Read More...

ସିଙ୍ଗାପୁର ଓପନ୍‍ ବ୍ୟାଡ୍‍ମିଣ୍ଟନ: ସମସ୍ତ ଭାରତୀୟ ପରାସ୍ତ

ସିଙ୍ଗାପୁର : ଏଠାରେ ଚାଲିଥିବା ସିଙ୍ଗାପୁର ଓପନ୍‍ ବ୍ୟାଡ୍‍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଚ୍ୟାଲେଞ୍ଜ୍‍ ସମାପ୍ତ ହୋଇଯାଇଛି। ଗୁରୁବାର ବିଭିନ୍ନ ଇଭେଣ୍ଟରେ ଖେଳିଥିବା ସମସ୍ତ ଭାରତୀୟ ପରାସ୍ତ ହୋଇ ଯାଇଛନ୍ତି।…
Read More...

ଜାଣନ୍ତୁ ମକା ଖାଇବାର ଏହି ୮ଟି ଉପକାରିତା

ଭାରତର ଅଧିକାଂଶ ଲୋକ ମକା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ସେମାନେ ଜାଣନ୍ତି କିି ମକା ଖାଇବା ଦ୍ୱାର ଶରୀରର କ’ଣ ଉପକାର ହୋଇଥାଏ ? ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଜଣାଇବୁ ମକା ଖାଇବା ଦ୍ୱାରା ଶରୀରକୁ କ’ଣ…
Read More...

ଜର୍ମାନୀ ବସ୍‍ ମଧ୍ୟରେ ଯାତ୍ରୀଙ୍କୁ ଛୁରାମାଡ଼, ୧୪ ଆହତ

ବର୍ଲିନ : ଉତ୍ତର ଜର୍ମାନୀର ଲୁବେକ୍‍ ସହରର ଏକ ବସ୍‍ ମଧ୍ୟରେ ଶୁକ୍ରବାର ଜଣେ ଦୁବୃର୍ତ୍ତ ଯାତ୍ରୀଙ୍କୁ ଛୁରାମାଡ କରିଛନ୍ତି। ଛୁରାମାଡରେ ୧୪ଜଣ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଖବରକାଗଜ…
Read More...

ଧୋନି ହରାଇଛନ୍ତି ପୂର୍ବ ଦକ୍ଷତା!

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଦିନିକିଆ କ୍ରିକେଟ୍‍ରେ ଜଣେ ଶ୍ରେଷ୍ଠ ଫିନିସର୍‍ ଭାବେ ଜଣାଶୁଣା। ଶେଷ ମୁହୂର୍ତ୍ତରେ ନିଜ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଭାରତୀୟ ଦଳକୁ…
Read More...

କହ୍ନେୟାଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରୋକ

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ପୂର୍ବତନ ଛାତ୍ର କହ୍ନେୟା କୁମାରଙ୍କ ଉପରେ ଲାଗୁ କରିଥିବା ଜୋରିମାନା ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶୁକ୍ରବାର ହାଇକୋର୍ଟ…
Read More...

ଜଷ୍ଟିସ କେଏସ୍‍ ଜାଭେରି ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି କେଏସ୍‍ ଜାଭେରିଙ୍କ ନାମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରିପତି ଲାଗି ସୁପାରିସ କରାଯାଇଛି। ଶୁକ୍ରବାର ସୁପ୍ରିମକୋର୍ଟ କଲେଜିୟମ୍‍ କେନ୍ଦ୍ର ସରକାରଙ୍କୁ ଏହି…
Read More...

ମହିଳା ହକି ବିଶ୍ୱକପ୍‍ : ଭାରତୀୟ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ : ଇଂଲଣ୍ଡର ଲଣ୍ଡନଠାରେ ଶନିବାରରୁ ଆରମ୍ଭ ହେବାକୁ ଯାଉଛି ମହିଳା ହକି ବିଶ୍ୱକପ୍‍। ଏହି ବିଶ୍ୱକପ୍‍ ଅଗଷ୍ଟ ୫ ଯାଏ ଚାଲିିବ। ବିଶ୍ୱକପ୍‍ରେ ଭାରତ ସମେତ ୧୬ଟି ଦଳ ଭାଗ ନେଇଛନ୍ତି। ବିଶ୍ୱକପ୍‍ରେ ଭାରତୀୟ ଦଳ…
Read More...

ତିବ୍‍ବତରେ ଚୀନ ସେନାର ସମରାଭ୍ୟାସ

ବେଜିଂ : ଚୀନ ସେନାର ସ୍ୱତନ୍ତ୍ର ବାହିନୀ ତିବ୍‍ବତରେ ସମରାଭ୍ୟାସ କରିଛି। ଶୁକ୍ରବାର ଚୀନ ରାଷ୍ଟ୍ରାୟତ୍ତ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚୀନ ସେନା ଲଢୁଆ ଜ୍ଞାନ କୌଶଳର ଅଭ୍ୟାସ କରିଛି। ଅଭ୍ୟାସ ସମୟରେ…
Read More...

୭ ବର୍ଷର ବାଳକୁ ହତ୍ୟାମାମଲାରେ ଏକାଦଶ ଶ୍ରେଣୀ ଛାତ୍ରର ଜାମିନ ଆବେଦନ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୭ ବର୍ଷର ବାଳକକୁ ହତ୍ୟାମାମଲାରେ ଅଭିଯୁକ୍ତ ଏକାଦଶ ଶ୍ରେଣୀ ଛାତ୍ରର ଜାମିନ ଆବେଦନ ସୁପ୍ରିମକୋର୍ଟ ନାମଞ୍ଜୁର କରି ଦେଇଛନ୍ତି । ଗୁରୁଗ୍ରାମରେ ଏକ ବିଦ୍ୟାଳୟର ଶୌଚାଳୟରେ ୭ ବର୍ଷର ବାଳକୁ ଏକାଦଶ ଶ୍ରେଣୀ…
Read More...

ରାଫେଲ୍‍ ରାଜିନାମା ତଥ୍ୟ ପ୍ରକାଶ ଦ୍ୱାରା ଉଭୟ ରାଷ୍ଟ୍ରର କ୍ଷତି ହେବ: ଫ୍ରାନ୍ସ

ନୂଆଦିଲ୍ଲୀ : ରାଫେଲ୍‍ ଯୁଦ୍ଧ ବିମାନ ରାଜିନାମା ସମ୍ବନ୍ଧରେ ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଶୁକ୍ରବାର ଫ୍ରାନ୍ସ ସରକାର ଏନେଇ ଜବାବ ରଖିଛନ୍ତି। ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଜାରି…
Read More...

ସାବଧାନ! ଅନେକ ଦିନ ହେବ ରହିଥିବା ରକ୍ତ ବ୍ୟବହାର କରିବା କ୍ଷତିକାରକ

ନୂଆଦିଲ୍ଲୀ : ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଅନେକ ଦିନ ହେବ ରଖାଯାଇଥିବା ରକ୍ତକୁ ହୃଦରୋଗୀ ଏବଂ ଦୁର୍ଘଟଣାରେ ପିଡୀତ ବ୍ୟକ୍ତି ମାନଙ୍କୁ ଦେବା କ୍ଷତିକାରକ ହୋଇପାରେ। ଏକ ଗବେଷଣାର ତଥ୍ୟ ଅନୁସାରେ, ତାଜା ରକ୍ତ…
Read More...

ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଆଉ ଏକ ଚଳଚ୍ଚିତ୍ର

ମୁମ୍ବଇ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ ବକ୍ସଅଫିସରେ ଜବରଦସ୍ତ ହିଟ ହୋଇଛି। ଏହି ଚଳଚ୍ଚିତ୍ରରେ କାହାଣୀଠାରୁ ଆରମ୍ଭ କରି ପତ୍ୟେକ ଚରିତ୍ରରେ ଅଭିନେତାମାନେ କରିଥିବା ଅଭିନୟକୁ ଦର୍ଶକ ବେଶ…
Read More...

୫୦୧ଟଙ୍କା ନୁହେଁ ୧,୦୯୫ଟଙ୍କାରେ ମିଳିବ ଜିଓ ଫୋନ

ଜିଓର ମନସୁନ ଅଫରର ଶୁୁଭାରମ୍ଭ ଶୁକ୍ରବାର ସନ୍ଧ୍ୟା ୫.୦୧ରେ କରାଯାଇଛି। ମନସୁନ ଅଫର ଅନୁସାରେ ଏବେ ଆପଣ ୫୦୧ଟଙ୍କା ବଦଳରେ ୧,୦୯୫ଟଙ୍କାରେ ଜିଓ ଫୋନ କିଣିପାରିବେ। ପ୍ରଥମେ ଜିଓ କମ୍ପାନୀ ତାର ଅଫର ଅନୁସାରେ…
Read More...

ଭୋଡାଫୋନ୍‍ ଆଣିଲା ସବୁଠୁ ଶସ୍ତା ପ୍ଲାନ, ପଛରେ ପଡ଼ିଲେ ଜିଓ ଏବଂ ଏୟାରଟେଲ

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଏବଂ ଏୟାରଟେଲର ମୁକାବିଲା ପାଇଁ ଭୋଡ଼ାଫୋନ୍‍ ସବୁଠୁ ଶସ୍ତା ପ୍ଲାନ୍‍ ବଜାରକୁ ଛାଡ଼ିଛି। ରିଲାଏନ୍ସ ଜିଓ ଭାରତ ଟେଲିକମ ବଜାରରେ ଏକ ବଡ଼ ବିପ୍ଳବ ଆଣିବା ପରେ ଅନେକ ଟେଲିକମ୍‍ କମ୍ପାନୀ…
Read More...

୨୩ରୁ ମୋଦୀଙ୍କ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୩ରୁ ୨୭ ତାରିଖ ମଧ୍ୟରେ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ କରିବେ। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍‍ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ…
Read More...

ଗୌରୀଲଙ୍କେଶ ହତ୍ୟା ମାମଲାରେ ୭ ଗିରଫ

ବେଙ୍ଗାଲୁରୁ : ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଶୁକ୍ରବାର ୭ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଗିରଫ କରିଛି। କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାଠାରୁ ମୋହନ ନାୟକ (୫୦ ବର୍ଷ)ଙ୍କୁ…
Read More...

ବନ୍ୟା ବିତ୍ପାତ: ବିଶ୍ୱରେ ପ୍ରତି ୫ ଜଣରେ ଜଣେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଜନିତ ବନ୍ୟା କାରଣରୁ ବିଶ୍ୱରେ ପ୍ରତି ୫ ଜଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟୁଛି। ଅର୍ଥାତ୍‍ ପ୍ରତିବର୍ଷ ସମଗ୍ର ବିଶ୍ୱରେ ବନ୍ୟାରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ୨୦% କେବଳ ଭାରତୀୟ…
Read More...

ଅନାସ୍ଥା ଭୋଟିଂରୁ ଦୂରେଇ ରହିଲା ଶିବସେନା

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂରୁ ଏନ୍‍ଡିଏର ପୁରାତନ ସହଯୋଗୀ ଦଳ ଶିବସେନା ଦୂରେଇ ରହିଛି। ଏ ନେଇ ଦଳ ପକ୍ଷରୁ ଶେଷମୂହୂର୍ତ୍ତରେ ନିଷ୍ପତ୍ତି ଗ୍ରହଣ…
Read More...

ଏହି ସହରରେ ବଳାତ୍କାର ଏକ ସାଧାରଣ କଥା, ପ୍ରତି ୩ଜଣରୁ ଜଣେ ବଳାତ୍କାରୀ

କେପ୍‍ ଟାଉନ: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗର ସବୁଠୁ ବିପଦଜନକ ଅଞ୍ଚଳ ଭାବେ ଜଣାଶୁଣା ଡିଏପସ୍ଲୋଟ୍‍ ସହର ଏବେ ନିଜର ବଳାତ୍କାର ସଂସ୍କୃତିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛି। ଏହି ସହରରେ ମହିଳାଙ୍କୁ ବଳାତ୍କାର…
Read More...

ସୁପ୍ରିମକୋର୍ଟ ଯିବେ ଜଷ୍ଟିସ ବିନୀତ ସରଣ

କଟକ : ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ସରଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ସୁପ୍ରିମକୋର୍ଟ କଲେଜିୟମ ଏଥିପାଇଁ ତାଙ୍କ ନାମ ସୁପାରିସ କରିଛନ୍ତି। ଅନ୍ୟପକ୍ଷରେ କଲେଜିୟମ ଓଡିଶା…
Read More...

ସେପ୍ଟେମ୍ବର ୬ରେ ଭାରତ-ଆମେରିକା ୨+୨ କଥାବାର୍ତ୍ତା

ନୂଆଦିଲ୍ଲୀ : ସେପ୍ଟେମ୍ବର ୬ ତାରିଖରେ ନୂଆଦିଲ୍ଲୀଠାରେ ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ୨+୨ କଥାବାର୍ତ୍ତା ହେବ ବୋଲି ଆମେରିକା ଘରୋଇ ବିଭାଗ ଗୁରୁବାର ଘୋଷଣା କରିଛି। ଏହି କଥାବାର୍ତ୍ତା ପୂର୍ବରୁ ଦୁଇ ଥର ବାତିଲ…
Read More...

ଶନିବାର ସନ୍ଧ୍ୟାଦର୍ଶନ

ପୁରୀ : ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଶନିବାର ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ରବିବାର ଶ୍ରୀଜୀଉମାନେ ଶ୍ରୀ ମନ୍ଦିର ବାହୁଡିବେ। ତେବେ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟାପକ…
Read More...

ଆଶ୍ଚର୍ଯ୍ୟ ! ବଦଳି ହେବା ମାତ୍ରେ ଗର୍ଭବତୀ ହୋଇଗଲେ ୮୨ ଶିକ୍ଷୟିତ୍ରୀ

ଲକ୍ଷ୍ନୌ : ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଆନ୍ତଃଜିଲା ବଦଳି ପ୍ରକ୍ରିୟା ଅନୁସାରେ ଉତ୍ତରପ୍ରଦେଶର ବରେଲି ଜିଲାକୁ ବଦଳି ହୋଇ ଆସିଥିବା ୪୧୦ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୮୨ ଜଣ ଗର୍ଭବତୀ ହୋଇଯାଇଛନ୍ତି। ଖୋଦ୍‍…
Read More...

ଆତ୍ମା କ’ଣ ? ଏହା ଭଲ ନା ଖରାପ !

ଆତ୍ମା ବିଷୟରେ ଭଗବତ୍ ଗୀତାରେ ପୌରାଣିକ ତଥ୍ୟ ଉଲ୍ଲେଖ ରହିଛି। କୁହାଯାଏ ଆତ୍ମା ଅବିନାଶୀ ବା ଅକ୍ଷୟ ଅଟେ । ଏହା ଉପରେ କୌଣସି ପ୍ରକାର ପ୍ରଭାବ ପଡି ନଥାଏ। ସ୍ବାଭାବିକ ଭାବରେ ଇଶ୍ବରଙ୍କ ଠାରେ ବିଲୀନ ହେବା ଆତ୍ମାର…
Read More...

ଭାରତରେ କମୁଛି ଏଡ୍‍ସ୍‍ : ଜାତିସଙ୍ଘ ରିପୋର୍ଟ

ନୂଆଦିଲ୍ଲୀ : ଭାରତରେ ନୂଆ ଏଚ୍‍ଆଇଭି ସଂକ୍ରମଣ ଓ ଏଡ୍‍ସ୍‍ ସଂକ୍ରମିତ ଲୋକମାନଙ୍କ ମୃତ୍ୟୁ ବହୁମାତ୍ରାରେ ହ୍ରାସପାଉଛି । ଏଡ୍‍ସ୍‍ ସଂକ୍ରାନ୍ତ ମିଳିତ ଜାତିସଙ୍ଘର ଏଡ୍‍ସ୍‍ ସଂପର୍କୀତ ମିଳିତ ସଂସ୍ଥାର ରିପୋର୍ଟରେ ଏହା…
Read More...

ସମୁଦ୍ର ଗର୍ଭରୁ ମିଳିଲା ୧୧୩ ବର୍ଷ ତଳେ ବୁଡ଼ିଥିବା ରୁଷ ଯୁଦ୍ଧ ଜାହାଜ, ସେଥିରେ ଅଛି ୨୦୦ ଟନ୍‍ ସୁନା!

ସିଓଲ : ଦକ୍ଷିଣ କୋରିଆର ଏକ ଉଦ୍ଧାରକାରୀ ଦଳ ସମୁଦ୍ର ଗର୍ଭରେ ୧୧୩ ବର୍ଷ ତଳେ ବୁଡ଼ିଥିବା ରୁଷର ଏକ ଯୁଦ୍ଧ ଜାହାଜର ଭଗ୍ନାଂବଶେଷକୁ ଠାବ୍‍ କରିବାରେ ସଫଳ ହୋଇଛି । ଏହି ଯୁଦ୍ଧ ଜାହାଜରେ ୨୦୦ ଟନ୍‍ ସୁନା ରହିଥିବା…
Read More...

ଦଣ୍ଡାଦେଶ ଶୁଣି ଅଦାଲତରୁ ଦୌଡ଼ି ପଳାଇଲା ଅଭିଯୁକ୍ତ

ରାତଲାମ : ମଧ୍ୟପ୍ରଦେଶ ରାତଲାମରେ ଏକ ଅଜବ ଘଟଣା ପଦାକୁ ଆସିଛି। ଏଠାରେ ଏକ ଅଦାଲତରେ ବିଚାରପତିଙ୍କ ରାୟ ଶୁଣିବା ପରେ ଜଣେ ଅଭିଯୁକ୍ତ ଦୌଡ଼ି ସେଠାରୁ ଫେରାର ହୋଇଯାଇଛି। ଜଣେ ନାବାଳିକାକୁ ଯୌନ ଶୋଷଣ ମାମଲାରେ ଅଦାଲତ…
Read More...

ବିଭିନ୍ନ ସ୍ଥାନରେ ବଜ୍ରାଘାତ; ୧୧ ମୃତ

କଟକ: ରଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ  ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଥିବା ଖବର ମିଳିଛି। ବାଲେଶ୍ବର ଜିଲା ସୋର ଥାନା ସିଙ୍ଗାଖୁଣ୍ଟା ଗ୍ରାମରେ ୬୮ ବର୍ଷିୟା ବାସନ୍ତୀ ମହାନ୍ତି ନାମକ ଜଣେ…
Read More...

ଭାରତୀୟଙ୍କ ପାଇଁ ହ୍ୱାଟ୍ସଆପ୍‍ର ନୂଆ ନିୟମ : ସୀମିତ ଗ୍ରୁପ୍‍ରେ ହିଁ ଫର୍‍ୱାର୍ଡ଼ କରିପାରିବେ ମେସେଜ୍‍

ହ୍ୱାଟ୍ସଆପ୍‍ରେ ବାରମ୍ବାର ପ୍ରସାର କରାଯାଉଥିବା ଗୁଜବ ଓ ଏ ନେଇ ସୃଷ୍ଟି ହେଉଥିବା ସମସ୍ୟାକୁ ରୋକିବା ପାଇଁ ହ୍ୱାଟ୍ସଆପ୍‍ କମ୍ପାନୀ ଏଭଳି ଏକ ଫିଚର୍‍ର ପରୀକ୍ଷଣ କରୁଛି ଯାହା ଆସିବା ପରେ ବହୁତ ଗ୍ରୁପ୍‍ରେ ମେସେଜ୍‍କୁ…
Read More...

ବର୍ଷା ଦିନିଆ ରୋଗରୁ ରକ୍ଷା ପାଇବାର ଉପାୟ

ବର୍ଷା ଋତୁ ଆରମ୍ଭ ହୋଇସାରିଛି। ଗ୍ରୀଷ୍ମ ପରେ ବର୍ଷା ଜନଜୀବନରେ ଆଶ୍ବସ୍ତି ଆଣିଥିଲେ ମଧ୍ୟ ଏହା ଦ୍ବାରା ଅନେକ ସଂକ୍ରମଣ ରୋଗ ହେବାର ଆଶଙ୍କା ରହିଥାଏ। ଏହି ଋତୁରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ…
Read More...

ଏବେ ଫେରିବେନି  ଜଗା-ବଳିଆ

ନୂଆଦିଲ୍ଲୀ : ଏବେ ଓଡ଼ିଶା ଫେରିବେ ନି  ଜଗା-ବଳିଆ । ବଳିଆର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ଏମ୍ସରୁ ନ ଛାଡିବା ପାଇଁ  ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ…
Read More...

ଅନାସ୍ଥାରେ ଆସ୍ଥା

ସରକାର ଉପରେ ବିରୋଧୀଙ୍କ ଅନାସ୍ଥା ଭାବ ପ୍ରକଟ ନୂଆ ନୁହେଁ; କିନ୍ତୁ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣି ମତଦାନ କରାଯିବା କମ୍ ଦେଖାଯାଏ; ତେଣୁ ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ। ଏଭଳି ଅନାସ୍ଥା ପ୍ରସ୍ତାବ କେତେକ ସମୟରେ…
Read More...

କେନ୍ଦ୍ର-ରାଜ୍ୟ ସମ୍ବନ୍ଧ

ପ୍ରଭାସ ମିଶ୍ର ଭାରତର ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ବିଷୟ। ବିକାଶ ପ୍ରକ୍ରିୟାରେ ଦୁଇ ମୁଖ୍ୟଙ୍କର ଗୁରୁଦାୟିତ୍ବ ରହିଛି। ଏଥିପାଇଁ…
Read More...

ଠାକୁର ପୂଜାର କିଛି ନିର୍ଦ୍ଦିଷ୍ଟ ନିୟମ

ଗୃହରେ ପ୍ରତିଦିନ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏହାର କେତୋଟି ସାଧାରଣ ନିୟମ ଅଛି ଯାହାକୁ ପାଳନ କରିବା ଦ୍ୱାରା ମଙ୍ଗଳ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଠାକୁରଙ୍କୁ ଗୃହରେ ଏପରି ରଖନ୍ତୁ, ଯେପରି ଭଗବାନଙ୍କ ମୁହଁ…
Read More...

ଆଉ ବିଷ କିଣିବାନି!

ସକାଳ ହେଲେ ବ୍ୟାଗ୍ ଧରି ପରିବା ବଜାରରୁ ତଟକା ପନିପରିବା ଆଣିବା ଅନେକ ଲୋକଙ୍କର ଦୈନନ୍ଦିନ ଅଭ୍ୟାସ । ଏଭଳି ଲୋକଙ୍କର ଧାରଣା ଯେ ତଟକା ସବୁଜ ପନିପରିବା ନିରାପଦ, ଭିଟାମିନ୍, ଜୀବସାରରେ ପରିପୂର୍ଣ୍ଣ ଓ ବିଷମୁକ୍ତ ।…
Read More...

ଈଶାନ୍‌ଙ୍କ ସାର୍ଟର କାହାଣୀ

ଧଡ଼କ ଚଳଚ୍ଚିତ୍ରର ଦୁଇ ମୁଖ୍ୟ ଚରିତ୍ର ଜାହ୍ନବୀ କପୁର ଓ ଈଶାନ୍ ଖଟ୍ଟରଙ୍କୁ ନେଇ ଏ ପର୍ଯ୍ୟନ୍ତ ଚର୍ଚ୍ଚା ଥମିନାହିଁ। ନିକଟରେ ଈଶାନ୍‌ଙ୍କ ସମ୍ପର୍କିତ ଅନ୍ୟ ଏକ ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ଗୀତର ଦୃଶ୍ୟରେ ଈଶାନ୍…
Read More...

ସଫଳତା ପାଇଁ ଅର୍ଥ ବାଧକ ନୁହେଁ

ଆଜିକାଲି ଆମ ଦେଶର ପ୍ରତ୍ୟେକ ପ୍ରାନ୍ତରେ ଛତୁ ଫୁଟିଲା ପରି କୋଚିଂ ସେଣ୍ଟରମାନ ଖୋଲିଲାଣି। ଏହା ପଛର କାରଣ ହେଲା ଛାତ୍ରଛାତ୍ରୀମାନେ ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ଭର୍ତ୍ତି ହେବା ନିମନ୍ତେ କୋଚିଂ ହେବେ।…
Read More...

ଜାଣନ୍ତୁ, କେଉଁ ଆଙ୍ଗୁଠିରେ ସିନ୍ଦୂର ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୁଏ

ବିବାହିତ ନାରୀମାନଙ୍କ ପାଇଁ ଶଙ୍ଖା ଓ ସିନ୍ଦୂରର ବିଶେଷ ମହତ୍ତ୍ୱ ରହିଥାଏ। ସିନ୍ଦୂରର ଅନେକ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ବିଶେଷ କରି ମଥାରେ ସିନ୍ଦୂର ଲଗାଇବା ବେଳେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।…
Read More...

ଜାଣନ୍ତୁ,କ’ଣ ରହିଛି ସାଗୁ ଦାନା ଓ ମିଶ୍ରିର ଉପକାରିତା

ବିଭିନ୍ନ ଖାଦ୍ୟର ଭିନ୍ନ ଭିନ୍ନ ଗୁଣ ରହିଛି। ଯାହାକି ଆମ ଶରୀର ପାଇଁ ଖୁବ ଆବଶ୍ୟକ ଅଟେ। ସାଗୁ ଦାନା – ଏହା ପେଟକୁ ବହୁ ପରିମାଣରେ ଥଣ୍ଡା ରଖିବା ସହ ଏସିଡ଼ିଟି ଦୂର କରିଥାଏ। ସ୍ମରଣଶକ୍ତି ବଢାଇଥାଏ। ଶରୀରକୁ ଶକ୍ତି…
Read More...

ପ୍ରଥମେ ଗାଳି ଓ ପରେ କୋଳାକୋଳି

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ବିତର୍କରେ ମୋଦୀଙ୍କୁ ଟାଗେର୍ଟ କରି ରାହୁଳ ଗାନ୍ଧୀ ଗାଳି ଦେବା ପରେ ତାଙ୍କୁ ଆଲିଙ୍ଗନ କରିଛନ୍ତି। ଏହାର ପ୍ରତିବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାହୁଲଙ୍କୁ ଆଲିଙ୍ଗନ କରିବା ସହ…
Read More...

ଥାନାରେ ପ୍ରେମୀଯୁଗଳଙ୍କ ବିବାହ କରାଇଲେ ପୁଲିସ

ମୁଜାଫରନଗର : ପୁଲିସ ଅନେକ ସମୟରେ ପ୍ରେମୀ ଯୁଗଳ ଓ ସେମାନଙ୍କ କାର୍ଯ୍ୟକଳାପକୁ ବିରୋଧ କରିଥାଏ। ହେଲେ ସେହି ପୁଲିସ ପ୍ରେମୀ ଯୁଗଳଙ୍କୁ ଏକାଠି କରାଇବା ଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୁଜାଫରନଗର ଥାନା ଅଧିକାରୀ…
Read More...

ଶତାଦ୍ଦୀର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ ରହିବ ଏହାର ପ୍ରଭାବ

ଗୁରୁ ପୂର୍ଣ୍ଣିମା ରାତିରେ ଚନ୍ଦ୍ର ଗ୍ରହଣ ହେବ। ଶତାଦ୍ଦୀର ଏହି ଚନ୍ଦ୍ରଗ୍ରହଣ ସବୁଠାରୁ ବିଶେଷ ରହିବ ବୋଲି କୁହାଯାଇଛି। ଏହି ଚନ୍ଦ୍ରଗ୍ରହଣ ଅଧିକ ସମୟ ପର୍ଯ୍ୟନ୍ତ ରହିବ।ଏହି ଗ୍ରହଣ ସମଗ୍ର ଦେଶବାସୀ ଦେଖି ପାରିବେ…
Read More...

ମୋଦୀ ସରକାରରେ ମହିଳା ସୁରକ୍ଷିତ ନୁହନ୍ତି : ରାହୁଳ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ସରଗରମ ବିତର୍କ ଜାରି ରହିଛି। ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ କିଛି ସମୟ ପାଇଁ ଗୃହକୁ…
Read More...

ଖାଦ୍ୟ ଖାଇବା ପରେ କରନ୍ତୁ ନାହିଁ ଏହି କାର୍ଯ୍ୟ

ଶରୀରର ପାଇଁ ଖାଦ୍ୟ ବହୁ ଆବଶ୍ୟକ ଅଟେ। ଦୈନିକ ସଭିଏଁ ୪ ରୁ ୫ ଥର ଖାଦ୍ୟ ଖାଇଥାନ୍ତି। ଖାଦ୍ୟ ଖାଇବା ପରେ ଏପରି କିଛି ନିୟମ ରହିଛି, ଯାହାକୁ ମାନିବା ନିତ୍ୟାନ୍ତ ଜରୁରୀ ଅଟେ। ଏହି ନିୟମ ନ ମାନିଲେ ଆମର କ୍ଷତି ହୋଇଥାଏ।…
Read More...

ଝାଟିମାଟି ଘରେ ଭବିଷ୍ୟତ ଗଢା ! ପଲିଥିନ୍ ତଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ମାଲକାନାଗିରି: ଝୁମ୍ପୁଡି ଘର, ଭଙ୍ଗା ବାଉଁଶର ଝାଟି, ମାଟି ପିଣ୍ଡା ଉପରେ ପଲିଥିନ୍ ର ଛପର। ଏଠାରେ ଗଢ଼ା ହେଉଛନ୍ତି ଆମ ଦେଶର ଭବିଷ୍ୟତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଭେଜାଙ୍ଗିୱାଡା-ବି  ଅଙ୍ଗନୱାଡି…
Read More...

ବନ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ; ୨୪ରେ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ

ଭୁବନେଶ୍ବର/ମାଲକାନଗିରି : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଲଘୁଚାପ ଜନିତ ବର୍ଷାର ପ୍ରଭାବ ରାୟଗଡ଼ା ଓ ମାଲକାନଗିରିରେ ଦେଖିବାକୁ ମିଳିଛି । ଆଗକୁ…
Read More...

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ସୁଆଣ୍ତୋ: ପୁରୀ ଜିଲ୍ଲା ସୁଆଣ୍ଡୋ ବାଲିପୁଟ ଗ୍ରାମରେ ଥିବା ପଞ୍ଚାୟତ ହାଇସ୍କୁଲ ପରିସରରେ ଉତ୍କଳ ସ୍ଵାଭିମାନ ମଞ୍ଚ ପକ୍ଷରୁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ହାଇସ୍କୁଲରେ ଉତ୍କଳମଣି…
Read More...

୫ଛାତ୍ରଛାତ୍ରୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ଭଦ୍ରକ: ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଟ୍ରକ ମାଡି ଯିବାରୁ ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ୪ଜଣଙ୍କ ଶବ ସଂସ୍କାର…
Read More...

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଡୁକୁରା ପଞ୍ଚାୟତ ଚୁନୁଡିହା ଗ୍ରାମର ଭାସ୍କର ବେହେରାଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ବେହେରା(୩୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ପୂର୍ବାହ୍ନରେ ବିଲକୁ ଯାଇଥିବା ବେଳେ…
Read More...

ବଜ୍ରପାତରେ ମହିଳା ମୃତ

ବାଲେଶ୍ବର: ସୋର ଥାନା ସିଙ୍ଗାଖୁଣ୍ଟା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ହେଲେ ୬୮ ବର୍ଷିୟା ବାସନ୍ତୀ ମହାନ୍ତି। ଆଜି ସକାଳେ ବିଲରେ କାମ କରୁଥିଲା…
Read More...

ପଞ୍ଜାବୀ ଗାୟକ ଅମନ୍‍ଦୀପ୍‍ ସିଂହଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ : ନିକଟରେ ‘ରେସ୍‍ ୩’ରେ ଗୀତ ଗାଇଥିବା ପଞ୍ଜାବୀ ଗାୟକ ଅମନଦୀପ୍‍ ସିଂହ ଙ୍କ ବିରୋଧରେ ବଳାତ୍କାରର ଅଭିଯୋଗ ଆସିଛି। ଇଭେଣ୍ଟ୍‍ ମ୍ୟାନେଜ୍‍ମେଣ୍ଟ୍‍ ସହ ଜଡ଼ିତ ଜଣେ ମହିଳା ଏହି ଗାୟକଙ୍କ ନାଁ’ରେ ବଳାତ୍କାର…
Read More...

ମଲେଇ ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୫୦୦ ଗ୍ରାମ ତେଲ - ୬ ରୁ ୭ ଚାମଚ ଅଦା, ରସୁଣ ବଟା କଟା ପିଆଜ -୩ଟି ଅଳ୍ପ - କାଜୁ ବଟା ନଡ଼ିଆ ରସ ଲୁଣ - ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଗରମ ମସଲା କଟା ଧନିଆ…
Read More...

ଜାଣନ୍ତୁ, ଜନ୍ମ ବାର ଅନୁସାରେ ବ୍ୟକ୍ତିର ସ୍ୱଭାବ

ଜନ୍ମମୃତ୍ୟୁ ଉଭୟ ଭଗବାନଙ୍କ ହାତରେ ଥାଏ। ପ୍ରତ୍ୟେକ ଦିନ କୋଟି କେଟି ପିଲା ଜନ୍ମ ହୋଇଥାନ୍ତି। ବେଳେବେଳେ ଦେଖାଯାଇଥାଏ କେତେକ ପିଲା ଭାଗ୍ୟଶାଳୀ ହୋଇଥାନ୍ତି। ବିଶେଷ ଦିନ ଓ ବିଶେଷ ମୂହୂର୍ତ୍ତରେ ଜନ୍ମ ହୋଇଥିବା…
Read More...

ଅନାସ୍ଥା ପ୍ରସ୍ତାବ ବିତର୍କ ଆରମ୍ଭ ; ବିଜେଡିର କକ୍ଷତ୍ୟାଗ

ନୂଆଦିଲ୍ଲୀ : କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ଏନଡିଏ ସରକରଙ୍କ ବିରୋଧରେ ଶୁକ୍ରବାର ଲୋକସଭାରେ ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଗୃହରେ ଆଲୋଚନା ଅବା ବିତର୍କ  ଆରମ୍ଭ ହେବା…
Read More...

ଦେଶବ୍ୟାପୀ ଟ୍ରକ ଧର୍ମଘଟ: ଓଡ଼ିଶାରୁ ଗଡ଼ିଲାନି ୨ ଲକ୍ଷ ଟ୍ରକ

ଭୁବନେଶ୍ବର: ଛଅ ଦଫା ଦାବି ନେଇ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଟ୍ରକ ଧର୍ମଘଟ ା ଅଖିଳ ଭାରତୀୟ ​‌େମ​‌ାଟର ପରିବହନ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ‘ଚକା ଜାମ୍‌’ ନାମରେ ଡାକରା ଦିଆଯାଇଥିବା ଏହି ଧର୍ମଘଟ​‌…
Read More...

କ୍ଷୀର୍‍ ସାଗର

ଆବଶ୍ୟକ ସାମଗ୍ରୀ ଛେନା – ୩୦୦ ଗ୍ରାମ ଚିନି – ୧ କପ ଛେଚା ଗୁଜୁରାତି – ୪ରୁ ୫ ଟି ପାଣି – ୩ ରୁ୪ କପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଛେନାରୁ ପାଣି କାଢିବା ନିମନ୍ତେ ଏହାକୁ କନାରେ ବାନ୍ଧି ଭଲ ଭାବେ ଚିପୁଡ଼ି…
Read More...

ଜାଣନ୍ତୁ ! ବିବାହିତା ନାରୀ ପାଇଁ କେଉଁ ଅଳଙ୍କାର ଖୁବ ଗୁରୁତ୍ୱପୂର୍ଣ୍ଣ

ନାରୀଟି ନିଜର ସୌନ୍ଦର୍ଯ୍ୟ ନିମନ୍ତେ ଭିନ୍ନ ଭିନ୍ନ ଅଳଙ୍କାର ଧାରଣ କରିଥାଏ। ପ୍ରତି ଅଳଙ୍କାରର ବହୁ ମହତ୍ୱ ଓ ବିଷେଶତ୍ୱ ରହିଛି। କିଛି ଏପରି ଅଳଙ୍କାର ରହିଛି ଯାହାକୁ କେବଳ ବିବାହିତା ନାରୀମାନେ ପିନ୍ଧିପାରିବେ। ଏହି…
Read More...

ମାଲକାନଗିରିରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା

ମାଲକାନଗିରି: ମାଲକାନଗିରିରେ ଆଜି ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପୋଲାଭରମ ଓ ଗୁରୁପ୍ରିୟା ସେତୁ ଉଦଘାଟନକୁ ବିରୋଧ କରି ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ଡାକରା ଯୋଗୁ ସମସ୍ତ ସରକାରୀ ବସ…
Read More...

ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରିରେ ବନ୍ୟା: ଅନେକ ଅଞ୍ଚଳ ବିଛିନ୍ନ ମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ଆଜି ମାଲକାନଗିରି ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲିମେଳା, କାଲିମେଳା ଓ ଜୟପୁର ମଧ୍ୟରେ…
Read More...

ବିବାହର ୧୧ଦିନ ପରେ ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ

ଝାରସୁଗୁଡା: ଲଇକେରା ଥାନା ଓଡିଆପାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହର ମାତ୍ର ୧୧ଦିନ ପରେ ଜଣେ ନବ ବିବାହିତ ଯୁବକର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଧରଣୀଧର ଲୁହା(୩୫) ଗତ…
Read More...

ଭାରତରେ ୮୦ ଲକ୍ଷ ଗୋତି ଶ୍ରମିକ

ନୂଆଦିଲ୍ଲୀ: ଭାରତରେ ପ୍ରାୟ ୮୦ ଲକ୍ଷ ଲୋକ ଗୋତି ଶ୍ରମିକ ଭାବେ ଜୀବନ ନିର୍ବାହ କରୁଛନ୍ତି। ପ୍ରତି ୧୦୦୦ରେ ହାରାହାରି ୬ ଜଣ ଲେଖାଏଁ ଗୋତି ଶ୍ରମିକ ରହିଛନ୍ତି। ଗ୍ଲୋବାଲ୍‍ ସ୍ଲାଭେରି ଇଣ୍ଡେକ୍ସରୁ ଏହା ଜଣାପଡ଼ିଛି।…
Read More...

ମୋଦିଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୧୪୮୪ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ପାଇଁ ୨୦୧୪ରୁ ଏ ପର୍ଯ୍ୟନ୍ତ କେନ୍ଦ୍ର ରାଜକୋଷରୁ ଖର୍ଚ୍ଚ ହୋଇଛି ୧,୪୮୪ କୋଟି ଟଙ୍କା। ଚାର୍ଟେଡ୍‍ ବିମାନ ଭଡ଼ା, ବିମାନ ମରାମତି ଓ ହଟ୍‍ ଲାଇନ୍‍ ସୁବିଧା…
Read More...

ପୁଣି ଥରେ କେନ୍ଦ୍ର ସରକାର ଫେରାଇ ଦେଲେ କଲେଜିୟମ ସୁପାରିସ

ନୂଆଦିଲ୍ଲୀ: ଦିଲ୍ଳୀ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପିି୍ରମକୋର୍ଟ କଲେଜିୟମ କରିଥିବା ସୁପାରିସକୁ କେନ୍ଦ୍ର ସରକାର ପୁଣି ଥରେ ପ୍ରତ୍ୟାଖ୍ୟାନ କରିଛନ୍ତି। କାଲକାଟା ହାଇକୋର୍ଟ ବିଚାରପତି ଅନିରୁଦ୍ଧ…
Read More...

ହାଇପ୍ରୋଫାଇଲ୍‍ ଲୁଟିଆ ଗ୍ୟାଙ୍ଗ ଲିଡର ଗିରଫ

ନୂଆଦି୍‍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିଠାରୁ ଆରମ୍ଭ କରି ପୁରୀ ରଥଯାତ୍ରାରେ ଭିଡ଼କୁ ଟାର୍ଗେଟ୍‍ କରି ଲୋକଙ୍କୁ ଲୁଟୁଥିବା ଏକ ୬ ଜଣିଆ ଗ୍ୟାଙ୍ଗର ଲିଡରକୁ ପୁଲିସ ଗିରଫ କରିଛି। ପୁରୀ ରଥ ଯାତ୍ରାରୁ…
Read More...

ପ୍ରଥମ ବର୍ଷ ୧୦୦ କୋଟି ରୋଜଗାର ଲକ୍ଷ୍ୟରେ ଜିଓ ଇନ୍‍ଷ୍ଟିଚ୍ୟୁଟ୍‍

ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ୍‍ ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ଜିଓ ଇନ୍‍ଷ୍ଟିଚ୍ୟୁଟ୍‍ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କଠାରୁ ପାଖାପାଖି ୧୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି। ପ୍ରାଥମିକ…
Read More...

ବିଶ୍ୱକପ ହକି: ସହାୟତାର ହାତ ବଢ଼ାଇଲା ଓଏମ୍‍ସି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ବିଶ୍ୱକପ ହକି -୨୦୧୮ ନିମନ୍ତେ ସହାୟତାର ହାତ ବଢ଼ାଇଛି…
Read More...

ଫୁଟ୍‍ବଲ ନିଶାରେ ଦୁଇ ଭାଇ ରଞ୍ଜନ ଓ ସୁନୀଲ

ଭୁବନେଶ୍ୱର: ନିଷ୍ଠା ଥିଲେ ଯେକୌଣସି ପ୍ରତିବନ୍ଧକ ହାର୍‍ ମାନିଥାଏ। ଏହା ପ୍ରମାଣ କରି ଦେଖାଇଛନ୍ତି ଦୁଇ ଭାଇ ରଞ୍ଜନ ସୋରେନ ଓ ସୁନୀଲ ସୋରେନ। ମୁଣ୍ଡ ଗୁଞ୍ଜିବାକୁ ଚାଳ ଟିକିଏ, ଦୁଇଓଳି ମୁଠାଏ ଖାଇବାକୁ ସଂଘର୍ଷ…
Read More...

ନାକଚଣାଦ୍ବାର ସମ୍ମୁଖରେ ତିନିରଥ

ପୁରୀ: ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁରୁବାର ଦକ୍ଷିଣମୋଡ କରାଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ବାରରେ ଥିବା ତିନିରଥକୁ ନାକଚଣାଦ୍ବାର…
Read More...

ଗୁଣ୍ଡିଚାମନ୍ଦିର ଦାରୁବ୍ରହ୍ମଙ୍କ ଜନ୍ମବେଦୀ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପ ଦାରୁବ୍ରହ୍ମଙ୍କ ଜନ୍ମବେଦୀ। ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆବିର୍ଭାବ ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଦାରୁବିଗ୍ରହ ଶ୍ରୀଜଗନ୍ନାଥ,…
Read More...

କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଅମଙ୍ଗ

ନୂଆଦିଲ୍ଲୀ: ଅନୁଗୁଳ ଜିଲା ବଅଁରପାଳରେ ସାଇକଲ ପମ୍ପ ମାଧ୍ୟମରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଘଟଣାରେ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ଅମଙ୍ଗ ହୋଇଛନ୍ତି। ପୀଡ଼ିତ ୫୬ ଜଣ ମହିଳା କୌଣସି…
Read More...

ପାରାଦ୍ବୀପ ସମେତ ସବୁ ବୃହତ୍‌ ବନ୍ଦରାଞ୍ଚଳରେ ହେବ ସୁପର ସ୍ପେଶାଲିଟି ହସ୍ପିଟାଲ

ଭୁବନେଶ୍ବର:ପାରାଦ୍ବୀପ ସମେତ ଦେଶର ସମସ୍ତ ବୃହତ ବନ୍ଦରରେ ଏକ ନୂଆ ଢ଼ାଞ୍ଚାର ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଗୋଲ୍ଡେନ ସେର ମଡେଲ ଢ଼ାଞ୍ଚାରେ ପ୍ରସ୍ତୁତ ହେବାକୁ ଥିବା ଏହି ହସ୍ପିଟାଲ ପ୍ରକଳ୍ପ…
Read More...

ଜେଲରୁ ବାହାରିଲେ ଜୟନାରାୟଣ

ସୋହେଲା: ସୋହେଲା ଥାନା ବନବିରା ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇ ମାର୍ଚ୍ଚରୁ ଜେଲ୍‍ରେ ଥିବା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ମୁକୁଳିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ପୁଲିସ…
Read More...

ଦୁର୍ଘଟଣାରେ ‘ସମାଜ’ ସମ୍ବାଦଦାତା ଧ୍ରୁବ ପାଣିଗ୍ରାହୀଙ୍କ ପରଲୋକ

ଖଡିଆଳ: ନୂଆପଡା ଜିଲାର ବରିଷ୍ଠ ସାମ୍ବାଦିକ ତଥା ‘ସମାଜ’ର ଜିଲା ସମ୍ବାଦଦାତା ଧ୍ରୁବଚରଣ ପାଣିଗ୍ରାହୀ ଗୁରୁବାର ଏକ ବାଇକ୍‍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସକାଳ ୮.୩୦ରେ ନୂଆପଡା ସ୍ଥିତ ନିଜ ବାସଭବନରୁ କୌଣସି କାମରେ…
Read More...

ହାୱଲା ଅପରେଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ:ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆଜି ହାୱଲା ଅପରେଟରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ନୂଆଦିଲ୍ଲୀ ସମେତ ଏହାର ନିକଟବର୍ତ୍ତୀ ଅଞ୍ଚଳରେ…
Read More...

ହାଁସଦାଙ୍କୁ ପ୍ରଥମେ ମନା କଲେ, ପରେ ଡାକିଲେ

ନୂଆଦିଲ୍ଲୀ: ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକରେ ଆଜି ଅସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଥିଲା। ସଂସଦରେ ଅବସ୍ଥିତ ବିଜେଡି କାର୍ଯ୍ୟାଳୟରେ ଚାଲିଥିବା ଦଳୀୟ ବୈଠକରେ ଯୋଗ ଦେବା ପାଇଁ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର…
Read More...

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିକଲା ବିଜେଡି

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋର ପତ୍ନୀ ବେନଜିରକୁ ପେଟ୍ରୋଲ ପମ୍ପ ଆବଣ୍ଟିତ ହୋଇଥିବା ଅଭିଯୋଗ ଉପରେ ଏବେ ରାଜନୀତି ବଢିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶକ୍ରମେ ଘଟଣାର…
Read More...

ବୈଜୟନ୍ତଙ୍କ ଇସ୍ତଫା ପତ୍ର ଗୃହୀତ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗୁରୁବାର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାପତ୍ର ଗୃହୀତ ହେବା ବିଷୟରେ ଲୋକସଭାରେ ଘୋଷଣା କରିଛନ୍ତି। ଫଳରେ ବୈଜୟନ୍ତଙ୍କ ଇସ୍ତଫା ପ୍ରସଙ୍ଗରେ ଗତ କିଛି…
Read More...

ଲିମକା ରେକର୍ଡ଼ରେ ଭିସୁଟ୍‍

ବୁର୍ଲା: ରକେଟ୍‍ ଉତ୍‍କ୍ଷେପଣ କ୍ଷେତ୍ରରେ ଉଚ୍ଚକୋଟୀର ଗବେଷଣା ପାଇଁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‍) ଲିମ୍‍କା ବୁକ୍‍ ଅଫ୍‍ ରେକର୍ଡ଼ସରେ ସ୍ଥାନ ପାଇଛି। ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରି…
Read More...

ଦାଦନ ଶ୍ରମିକ ଲୁହରେ ଭିଜୁଛି କଳାହାଣ୍ଡି

ବିଜୟ ଦ୍ୱିବେଦୀ ଭବାନୀପାଟଣା: କଳାହାଣ୍ଡି ଜିଲାର ଗରିବ, ଆଦିବାସୀଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଯୋଜନା ରହିଛି; କିନ୍ତୁ ଜିଲାର ଦାଦନ ସଂଖ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ…
Read More...

୧୨ଟି ସହରରୁ ସଂଗ୍ରହ ହେଲା ୯୪ ନମୁନା

ଭୁବନେଶ୍ୱର: ମାଛରେ ଫର୍ମାଲିନ୍‍ ମିଶ୍ରଣକୁ ନେଇ ଖାଉଟିଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଭୟର କୌଣସି କାରଣ ନାହିଁ ବୋଲି ସରକାର ଆଶ୍ୱାସନା ଦେଉଛନ୍ତି। ମାଛରେ ବିଷ ଅଛି କି ନାହିଁ ତାହା ସ୍ପଷ୍ଟ…
Read More...

ବିନା କୋଠାରେ ଚାଲିଛି ଶହେବର୍ଷର ବିଦ୍ୟାଳୟ

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଛି। ପିଲାଙ୍କୁ ନିରାପଦ କୋଠାଘରେ ପାଠ ପଢ଼ାଇବା, ବିଜୁଳି, ପାଣି ଆଦି ମୌଳିକ ସୁବିଧା ଯୋଗାଇବା ନିମନ୍ତେ ଆଇନରେ ବ୍ୟବସ୍ଥା ରହିଛି। ମାତ୍ର ଏସବୁ ନିୟମାବଳି ପ୍ରତି…
Read More...

ସାନଭାଇର ଠେଙ୍ଗାମାଡ଼ରେ ବଡ଼ଭାଇର ମୃତ୍ୟୁ

ଦିଗପହଣ୍ଡି: ସାମାନ୍ୟ କାଙ୍କଡ଼ ପାଇଁ ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ତୁଚ୍ଛ ହେବା ସହିତ କାଙ୍କଡ଼ ଗଛ ୁଉପାଡିବାକୁ କେନ୍ଦ୍ର କରି ଦୁଇ ଭାଇର ପରିବାରର ସଦସ୍ୟଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଛି। ଉତ୍ତ୍ୟକ୍ତ ସାନଭାଇର…
Read More...

୫୨ ଘରିଆ ହାତୀଙ୍କ ଉପଦ୍ରବ: ୮ଘର ଭାଙ୍ଗିଲେ, ୩୦ ଏକର ଫସଲ ନଷ୍ଟ

ଚମ୍ପୁଆ (ନି.ପ୍ର)/ଚମ୍ପୁଆ/ହରିଚନ୍ଦନପୁର : ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲରେ ରହିଥବା ୩୨ ଘରିଆ ଓ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମର ୨୦ ଘରିଆ ହାତୀପଲ ଏହିପରି ସମୁଦାୟ ୫୨ ଘରିଆ ହାତୀପଲ ବୁଧବାର…
Read More...

ଟିଟୋ ସାମ୍ରାଜ୍ୟର ସିବିଆଇ ଖୋଳତାଡ଼

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିଟୋ ତେଲ ଟାଙ୍କିର ଅନିୟମିତତାର ଖୋଳତାଡ଼ କରିବାକୁ ସୁପାରିସ କରିବା ପରେ ସିବିଆଇ ଘଣ୍ଟାଚକଟା ଆରମ୍ଭ କରିଛି। ଭାରତୀୟ ତୈଳ…
Read More...

ପାଚେରି ଭୁଶୁଡ଼ି ବାଳିକା ମୃତ

ନିରାକାରପୁର: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଛଣଗିରି ପାଇକସାହିରେ ଗୁରୁବାର ସକାଳେ ପଥର ପାଚେରି ଭୁଶୁଡି ଏକ ବାଳିକାର ମୃତ୍ୟୁ ଘଟିଛି। ମୃତ ବାଳିକାଜଣକ ହେଲେ ପ୍ରଜ୍ଞା ପ୍ରୟଦର୍ଶିନୀ ମହାନ୍ତି (୯)। ତାଙ୍କ ଘର ପୁରୀ…
Read More...

ଶୁକ୍ରବାର ରାଶିଫଳ

ମେଷ: ନୂତନ ଧରଣର ଶିକ୍ଷା ଗ୍ରହଣ କରିବେ। ମିତ୍ର ଲାଭର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହୋଇପାରେ। ସେବକ ସମାଜରେ ସାମିଲ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ବୃଷ:…
Read More...

‘ଟପ୍‍’ ଯୋଜନାରୁ ଜିତୁ ବାଦ୍‍

ନୂଆଦିଲ୍ଲୀ: ତାରକା ବନ୍ଧୁକଚାଳନାକାରୀ (ସୁଟର) ଜିତୁ ରାୟ ଟାର୍ଗେଟ୍‍ ଅଲିମ୍ପିକ୍‍ ପୋଡିୟମ (ଟପ୍‍) ଯୋଜନାରୁ ବାଦ୍‍ ପଡ଼ିଛନ୍ତି। ଜିତୁଙ୍କ ବ୍ୟତୀତ ସୁଟର ଯଶସ୍ୱିନୀ ଦେସୱାଲ୍‍, ଅମନ୍‍ପ୍ରୀତ ସିଂହ ଓ ନୀରଜ କୁମାରଙ୍କୁ…
Read More...

ବୟସ ଜାଲିଆତି ମାମଲାରେ କ୍ରିିକେଟ୍‍ରଙ୍କୁ କଠିନ ଦଣ୍ଡ

ନୂଆଦିଲ୍ଲୀ: ବୟସ ଜାଲିଆତି ମାମଲାରେ କ୍ରିକେଟ୍‍ରଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ନିଷ୍ପତ୍ତି ନେଇଛି। ଦିଲ୍ଲୀରେ ଆୟୋଜିତ ସିଓଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ…
Read More...

ରବି ଶାସ୍ତ୍ରୀଙ୍କ ରିପୋର୍ଟ ଉପରେ ନିର୍ଭର କରୁଛି ମ୍ୟାନେଜରଙ୍କ ଭାଗ୍ୟ

ମୁମ୍ବଇ: ଭାରତୀୟ କ୍ରିକେଟ୍‍ ଦଳର ମ୍ୟାନେଜର ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସୁନୀଲ ସୁବ୍ରମଣ୍ୟମ୍‍ଙ୍କ ଏକବର୍ଷିଆ କାର୍ଯ୍ୟକାଳ ସମାପ୍ତ ହୋଇଥିବା ବେଳେ ତାଙ୍କ ଚୁକ୍ତି ନବୀକରଣ କରାଯିବ କି ନାହିଁ ସେ ସଂପର୍କରେ…
Read More...

ଷ୍ଟିଙ୍ଗ୍‍ ଅପରେସନ୍‍ରେ ଧରାପଡ଼ିଲା ଲାଞ୍ଚ କାରବାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କ୍ରିକେଟ୍‍ ଆସୋସିଏନ୍‍ (ୟୁପିସିଏ)ରେ ଦୁର୍ନୀତି ପ୍ରସଙ୍ଗ ପଦାକୁ ଆସିଛି। ୟୁପିସିଏର ନିର୍ଦେଶକ ଥିବା ରାଜୀବ ଶୁକ୍ଲାଙ୍କ ଅଧୀନରେ କାମ କରୁଥିବା ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ କ୍ରିକେଟ…
Read More...