BJD Bijuli 480×75 Mob

ମାଲକାନଗିରିରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା

BJD Bijuli 480×75 Mob
0

ମାଲକାନଗିରି: ମାଲକାନଗିରିରେ ଆଜି ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପୋଲାଭରମ ଓ ଗୁରୁପ୍ରିୟା ସେତୁ ଉଦଘାଟନକୁ ବିରୋଧ କରି ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ଡାକରା ଯୋଗୁ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି । ମାଓବାଦୀ ଜନ ନାଟ୍ୟ ମଣ୍ଡଳୀ ପକ୍ଷରୁ ବିଭିନ୍ନ ସ୍ଥାନରେ ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ପୋଲାଭରମ୍ ପ୍ରକଳ୍ପ ବିରୋଧରେ ବୁଝାଇବା ସହ ବିଭିନ୍ନ ସ୍ଥାନରେ ମାଓ ମେଳି ମଧ୍ୟ କରାଯାଇଛି ।

Leave A Reply