ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରାର୍ଥୀମାନେ ସେମାନଙ୍କ ଫଳାଫଳ ୟୁପିଏସସି ୱେବସାଇଟ୍‍ରୁ ଜାଣିପାରିବେ। ଜୁନ୍‍ ୩ରେ ଏହି…
Read More...

ପରିବାରର ୬ ଜଣଙ୍କ ଆତ୍ମହତ୍ୟା

ହଜାରିବାଗ: ଦିଲ୍ଲୀର ବୁରାରି ଅଞ୍ଚଳ ଭଳି ଝାଡଖଣ୍ଡର ହଜାରିବାଗ ଜିଲାରେ ରବିବାର ଗୋଟିଏ ପରିବାରର ୬ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ମହିଳା, ୨ଜଣ ପୁରୁଷ ଓ ୨ଜଣ ପିଲା ଅଛନ୍ତି। ଘରୁ ମିଳିଥିବା…
Read More...

ପଥର ଛେଚି ରାଜମିସ୍ତ୍ରୀଙ୍କୁ ହତ୍ୟା

ଛତ୍ରପୁର: ପଥରରେ ଛେଚି ଜଣେ ରାଜମିସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚମାଖଣ୍ଡି ଥାନା ଅନ୍ତର୍ଗତ ନୂଆନଗରଡିହ ଚାରଣ ପଡିଆରୁ ମୃତଦେହ ଉଦ୍ଧାର ପରେ ଏଭଳି ଅଭିଯୋଗ ହୋଇଛି।…
Read More...

ବଂଶଧାରା ବିପଦ ସଙ୍କେତ ଟପିଲା

ବ୍ରହ୍ମପୁର(ବ୍ୟୁରୋ)/ପାରଳାଖେମୁଣ୍ଡି/କାଶୀନଗର/ଭୁବନେଶ୍ବର:  ଲଘୁଚାପ ବର୍ଷାରେ ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲାର ବିଭିନ୍ନ…
Read More...

୧୦ କୁଇଣ୍ଟାଲ ଗ‌େଞ୍ଜେ‌ଇ ଜବତ, ୩ ଗିରଫ

ମାଲକାନଗିରି: ଅଭିନବ ଉପାୟରେ ଏଠାରୁ ହରିଆଣାକୁ ଚାଲାଣ ହେଉଥିଲା ୧୦ କୁଇଣ୍ଟାଲ ୪ କିଲୋଗ୍ରାମ ଗଞ୍ଜେଇ। ତେବେ ଚିତ୍ରକୋଣ୍ଡା ପୁଲିସ କୌଶଳକ୍ରମେ ସବୁ ଗଞ୍ଜେଇକୁ ରବିବାର ଜବତ କରିବା ସହ ଏହି ମାମଲାରେ ୩ ଜଣ ଅନ୍ତର୍ଜାତୀୟ…
Read More...

ବର୍ଷା ଆହୁରି ୪୮ ଘଣ୍ଟା

ଭୁବନେଶ୍ବର/ବ୍ରହ୍ମପୁର/ଭବାନୀପାଟଣା : ଲଘୁଚାପ ବର୍ଷାରେ ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା…
Read More...

୨୦୧୯ ସାଧାରଣ ନିର୍ବାଚନ ପାଇଁ ନେତା ନିର୍ବାଚନ : ମୋଦୀ ସବୁଠାରୁ ଆଗରେ

ଚେନ୍ନଇ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏବେ ଚର୍ଚ୍ଚା ଚାଲିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିିନ୍ନ ରଣନୀତି ପ୍ରସ୍ତୁତ କରାଯାଉଛି। ତେବେ ଆଇ-ପ୍ୟାକ ପକ୍ଷରୁ ଏନଏଏଫ ୱେବସାଇଟ ମାଧ୍ୟମରେ ନାଗରିକମାନଙ୍କୁ…
Read More...

ଏମ୍ସରେ ଖୋଲିବ ଆଉ ୧୦ ମୋଡୁଲାର ଓଟି, ୨୦୦ ଶଯ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଖୁବ୍‍ ଶୀଘ୍ର ଆଉ ୧୦ଟି ମୋଡୁଲାର ଅସ୍ତ୍ରୋପଚାର କକ୍ଷ(ଓଟି) ଖୋଲିବ। ଏଥିସହିତ ବିଭିନ୍ନ ୱାର୍ଡରେ ଆଉ ୨୦୦ଟି ଶଯ୍ୟା ପାଇଁ ବ୍ୟବସ୍ଥା କରାଯିବ। ପେଟ୍‍ ସିଟି ସ୍କାନ୍‍ ସୁବିଧା ଓ…
Read More...

ମେଣ୍ଟ ରାଜନୀତିର ଯନ୍ତ୍ରଣାରେ ଛଟପଟ କୁମାରସ୍ୱାମୀ

ବେଙ୍ଗାଲୁରୁ : ଜଟିଳ ମେଣ୍ଟ ରାଜନୀତିର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀ। ଏମିତିକି ତାଙ୍କ ଆଖିରେ ଲୁହ ରହୁନାହିଁ। ଶନିବାର ଏଠାରେ ଏକ କାର୍ଯ୍ୟକ୍ରମରେ ସେ ମେଣ୍ଟ ସରକାର…
Read More...

ବନ୍ୟା ପାଣିରେ ଭାସି ଜଣେ ନିଖୋଜ ଅନ୍ୟ ଜଣେ ଉଦ୍ଧାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ର ଡଙ୍ଗରବାତାଲିମା ଗ୍ରାମର କାଳିଆ ମାଝୀ (୩୮) ଏବଂ ସିମିଲଭଟ୍ଟା ଗ୍ରାମର କୃଷ୍ଣ ମାଝୀ (୩୫) ଲାଞିଗଡ ବଜାର ରୁ ବଜାରରୁ ବଂଶଧାରା ନଦୀ ପାର ହୋଇ…
Read More...

ଫ୍ରାନସ ଫିଫା ବିଶ୍ବକପ୍ ଚମ୍ପିଆନ

ମସ୍କୋ : ଫ୍ରାନ୍‍ସ ଚଳିତ ଫିଫା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ରବିବାର ସ୍ଥାନୀୟ ଲୁଝ୍‍ନିକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଫ୍ରାନ୍‍ସ ୪-୨ ଗୋଲରେ କ୍ରୋଏସିଆକୁ ପରାସ୍ତ…
Read More...

ଆଲିଆଙ୍କ ପୂରୁଣା ପୋଷାକ ନିଲାମ ରାଶି ଦ୍ୱାରା ୪୦ ଘରେ ଜଳିଲା ଆଲୁଅ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କମ ବୟସରେ ନିଜର ଅଭିନୟ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଅଭିନୟ କରିବା ସହ ଆଲିଆ ସାମାଜିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଭିନେତ୍ରୀ ଆଲିଆ ନିଜର…
Read More...

୧୦ହଜାର କ୍ଲବରେ ଧୋନି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ନୂଆ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ଇଂଲଣ୍ଡ-ଭାରତ ଦିତ୍ୱୀୟ ଦିନିକିଆ ମ୍ୟାଚରେ ଏହି ରେକର୍ଡ କରିଛନ୍ତି। ପୂର୍ବତନ ଅଧିନାୟକ ଧୋନି…
Read More...

ହୋମଗାର୍ଡଙ୍କୁ ଟାଙ୍ଗିଆରେ ହତ୍ୟା

ତଲସରା : ସୁନ୍ଦରଗଡ ଜିଲା ତଲସରା ଥାନା ଅର୍ନ୍ତଗତ ତଲସରା ଜଙ୍ଗଲ ନିକଟରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ତଲସରା ଜଙ୍ଗଲର ଏକ ପୂଜାସ୍ଥଳ ନିକଟରେ ଜଣେ ହୋମଗାର୍ଡଙ୍କୁ ହତ୍ୟା କରାଯାଇଛି। ମୃତ ହୋମଗାର୍ଡ ଜଣକ…
Read More...

କାନ କାଟିଲା ଯାଆ

ସୋର : ବାଲେଶ୍ୱର ଜିଲା ସୋର ଥାନା ଅର୍ନ୍ତଗତ କେଶରିପୁର ବଗଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଗଦା ଗ୍ରାମର ପ୍ରିୟଙ୍କାଲତା ମଲ୍ଲିକଙ୍କୁ ତାଙ୍କ ବଡ ଯାଆ କଟୁରିରେ କାନ କାଟିଦେଇଛନ୍ତି। ପ୍ରିୟଙ୍କାଙ୍କ ବଡ ଯାଆ…
Read More...

କର୍ବର ମହିଳା ସିଙ୍ଗଲ୍‌ସ ଚମ୍ପିଆନ

ଲଣ୍ଡନ : ଜର୍ମାନୀର ଆଞ୍ଜେଲିକ୍‌ କର୍ବର ଚଳିତବର୍ଷ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୧୧ଶ ସିଡ୍‌…
Read More...

ଦ୍ୱିତୀୟ କୋଣାର୍କର ସ୍ବପ୍ନ ସାକାର ହେବ : ରଘୁନାଥ ମହାପାତ୍ର

ରଘୁନାଥ ମହାପାତ୍ର  ଓଡ଼ିଶାରେ ଦ୍ୱିତୀୟ କୋଣାର୍କ ନିର୍ମାଣ ପ୍ରସ୍ତାବର ପ୍ରବକ୍ତା । ୭୫ ବର୍ଷ ବୟସ୍କ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ପଥରର ନିଖୁଣ କାରୁକାର୍ଯ୍ୟ କ୍ଷେତ୍ରରେ ବେଶ୍‍ ପ୍ରସିଦ୍ଧି…
Read More...

ଥାଇଲାଣ୍ଡ ଓପନ୍‍ : ସିନ୍ଧୁ ରନର୍ସଅପ୍‍

ବ୍ୟାଙ୍କକ୍‍ : ଭାରତର ପିଭି ସିନ୍ଧୁ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସରେ ରନର୍ସଅପ୍‍ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୪ର୍ଥ ସିଡ୍‍ ଜାପାନର…
Read More...

ଚୋରି ଧନ ଫେରାଇ କ୍ଷମା ପ୍ରାର୍ଥନା କଲା ଚୋର

କେରଳ : କେରଳର ଅମ୍ବାଲପ୍ପୁଜାଃ ଥାନା ଅଞ୍ଚଳରେ ଜଣେ ଚୋର ଚୋରି କରିଥିବା ଗହଣା ମାଲିକଙ୍କୁ ଫେରାଇ ତା’ସହ ଏକ କ୍ଷମାପତ୍ର ମଧ୍ୟ ଛାଡ଼ି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଆଜିର ଯୁଗରେ ଚୋରର ଏଭଳି ପଶ୍ଚାତାପ ଘଟଣା…
Read More...

ଭେଙ୍କଟେଶ୍ବରଙ୍କୁ ସାଢ଼େ ୧୩କୋଟି ଦେଲେ ଦୁଇ ପ୍ରବାସୀ ଭାରତୀୟ

ହାଇଦରାବାଦ : ତିରୁପତି ଭେଙ୍କଟେଶ୍ୱର ମନ୍ଦିରକୁ ଦୁଇ ଜଣ ପ୍ରବାସୀ ଭାରତୀୟ ଭକ୍ତ ସାଢ଼େ ୧୩କୋଟି ଟଙ୍କା ଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଇକା ରବି ଓ ଗୁତିକୋଣ୍ଡା ଶ୍ରୀନିବାସ୍‍ ଏହି ପରିମାଣର ଚେକ୍‍…
Read More...

କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ସମର୍ପିତ : ପ୍ରଧାନମନ୍ତ୍ରୀ

ମିର୍ଜାପୁର(ୟୁପି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ମିର୍ଜାପୁର ଠାରେ ବନ୍‍ସାଗର କେନାଲ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଦେଢ଼ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇପାରିବ। ବିଶେଷକରି …
Read More...

ଆସାମର ପ୍ରଥମ ଲିଙ୍ଗ ପରିବର୍ତ୍ତନକାରୀ ବିଚାରପତି

ଗୁଆହାଟୀ : ଆସାମର ପ୍ରଥମ ତଥା ଭାରତର ତୃତୀୟ ଲିଙ୍ଗ ପରିବର୍ତ୍ତନକାରୀ ବିଚାରପତି ଭାବେ ସ୍ୱାତୀ ବିଧାନ ବରୁଆ ଶନିବାର କାର୍ଯ୍ୟାରମ୍ଭ କରିଛନ୍ତି। ସେ ଅନ୍ୟ ୨୦ଜଣଙ୍କ ସହ ଆସାମ ବିଚାର ବିଭାଗରେ ନିଯୁକ୍ତି ପାଇଛନ୍ତି।…
Read More...

ସପ୍ତାହେ ବନ୍ଦ ରହିବ ତିରୁପତିଙ୍କ ଦର୍ଶନ

ହାଇଦରାବାଦ : ମରାମତି ଓ ବୈଦିକ ରୀତିନୀତି ପାଇଁ ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଆସନ୍ତା ମାସରେ ସର୍ବସାଧାରଣଙ୍କ ପାଇଁ ୬ଦିନ ବନ୍ଦ ରହିବ। ପ୍ରତି ୧୨ବର୍ଷରେ ଅଷ୍ଟବନ୍ଧନ ମାଲଲ୍ୟ ମହାସମ୍ପ୍ରୋକ୍ଷନମ୍‍ ଅନୁଷ୍ଠିତ…
Read More...

ଫାଇନାଲରେ ପିଟାନା ରେଫେରି

ମସ୍କୋ :  ଫ୍ରାନ୍‍ସ ଓ କ୍ରୋଏସିଆ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚକୁ ପରିଚାଳନା କରିବେ ଆର୍ଜେଣ୍ଟିନା ରେଫେରି ନେଷ୍ଟର ପିଟାନା। ଲାଇନ୍ସମ୍ୟାନ ଭାବେ ତାଙ୍କୁ ଏହି ମ୍ୟାଚରେ ସହାୟତା କରିବେ ସ୍ୱଦେଶର…
Read More...

ପ୍ଲାଷ୍ଟିକ ବିନା ଦୁଇ ନିୟୁତ ବର୍ଷ

ଏଇ ମାତ୍ର ପଚିଶିତିରିଶ ବର୍ଷ ଭିତରେ ସମସ୍ତ ପ୍ରାକୃତିକ ଉପକରଣକୁ ପ୍ରତିହତ କରି ପ୍ଲାଷ୍ଟିକ ତା’ର ସାମ୍ରାଜ୍ୟ ଦ୍ରୁତଗତିରେ ବିସ୍ତାର କରିଚାଲିଛି। କଂସା, ପିତଳ ବାସନ, ଖଲି, କଦଳୀପତ୍ର ବଦଳରେ ପ୍ଲାଷ୍ଟିକବାସନ, କାଠ…
Read More...

ଦେଶ, ରାଷ୍ଟ୍ର, ଧର୍ମ

ବୁଦ୍ଧିଜୀବୀମାନେ ଏ ସଂସାରର ନିର୍ମାଣ କରିନାହାନ୍ତି କି ତାଙ୍କ ବୌଦ୍ଧିକ ଶକ୍ତିରେ ଏ ସଂସାର ଚଳେନାହିଁ। ଏ ସଂସାରର ନିର୍ମାଣ କରନ୍ତି ସାଧାରଣ ଲୋକେ, ଯେଉଁମାନେ ବିଦ୍ୟାବୁଦ୍ଧି ଆୟତ୍ତ କରିଥିବାର ପ୍ରଦର୍ଶନ କରନ୍ତି…
Read More...

ଇଞ୍ଜେକ୍ସନ ନେଇ ନାବାଳକଙ୍କ ମୃତ

ପଟ୍ଟାମୁଣ୍ଡାଇ: କ୍ୱାକ୍ର ଇଞ୍ଜେକ୍ସନ ନେଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉିତ୍ତେଜନା ପ୍ରକାଶ ପାଇଥିଲା। ମୃତ ନାବାଳକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ବାଲିକଣା ଗାଁରେ ସୁବ୍ରତ…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥଟଣା

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥ ଟଣା ହୋଇଛି। ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ହୋଇଥିଲା । ଆଜି ସକାଳେ ହଜାର ହଜାର ଭକ୍ତ ରଥାରୂଢ ପ୍ରଭୁଙ୍କ ଦର୍ଶନ କରିଥିଲେ । ଆଜି ଅପରାହ୍ନରେ…
Read More...

ଭାବ ଭରା ଟ୍ୱିଟ୍‍ ସହ ନିଜ ରୋଗାଗ୍ରସ୍ତ ଫଟୋ ଦେଲେ ଇରଫାନ

ଖୁବ୍‍ କ୍ୱଚିତ୍‍ ଲୋକଙ୍କୁ ହେଉଥିବା ଏକ ପ୍ରାଣଘାତି ରୋଗରେ ଆକ୍ରାନ୍ତ ହୋଇଥିବା ବଲିଉଡ଼ର ପ୍ରଖ୍ୟାତ ଅଭିନେତା ଇରଫାନ ଖାନ ଚଳିତ ଦିନରେ ଲଣ୍ଡନରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏହା ଇରଫାନ ଏକ ଟ୍ୱିଟ୍‍ ମାଧ୍ୟମରେ…
Read More...

ଟିଟୋର ଦୁଇ ସହଯୋଗୀ ଗିରଫ

କଟକ: ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସହଯୋଗୀ ଆଜି ଗିରଫ ହୋଇଛନ୍ତି। ସେକ୍ ସୟଦ ଓ ବାବୁଲା ପତିଙ୍କୁ ଏସ୍‌ଟିଏଫ୍ ପୁଲିସ ଗିରଫ କରିଛି। ସେମାନଙ୍କ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଅନ୍ୟ ପକ୍ଷରେ…
Read More...

ଯକୃତ ଓ ବୃକକ ଖରାପ ହେବାର ମୁଖ୍ୟ କାରଣ କଣ

ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ଭିନ୍ନ ଭିନ୍ନ କାର୍ଯ୍ୟ ରହିଛି। ଏମାନଙ୍କ ବିନା ଶରୀରର କୌଣସି ଅସ୍ଥିତ୍ୱ ନାହିଁ। ଏହି ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯକୃତ ଓ ବୃକକ ଆମ ଅଜାଣତରେ ବିଭିନ୍ନ୍‍ କାରଣ ହେତୁ ଖରାପ ହୋଇଥାଏ ।…
Read More...

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ

ଭବାନୀପାଟଣା: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ସମେତ ନର୍ଲା, ମଦନପୁର ରାମପୁର ବ୍ଲକ ବହୁ ଅଞ୍ଚଳ ଜଳମଗ୍ନରେ ରହିଛି । ଭବାନୀପାଟଣା…
Read More...

ସୂର୍ଯ୍ୟ ପୂଜାର ଚମତ୍କାରିତା

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ବ୍ରହ୍ମାଣ୍ଡର ଆତ୍ମା ବୋଲି ଉଲ୍ଲେଖ ରହିଛି। ପଞ୍ଚ ଦେବତା ମଧ୍ୟରେ ସୂର୍ଯ୍ୟ ହେଉଛନ୍ତି ୩ୟ ଦେବତା ବୋଲି ମଧ୍ୟ ମାନ୍ୟତା ରହିଛି। ସୂର୍ଯ୍ୟଙ୍କ ଉପାସନା କରିବା ଦ୍ୱାରା ଜ୍ଞାନ , ସୁଖ…
Read More...

ଟ୍ରେନରେ ଯମଜ ସନ୍ତାନ ପ୍ରସବ:ଛିଡ଼ା ରହିଲା ଟ୍ରେନ

ମୁମ୍ବଇ: ରବିବାର ସକାଳେ ଜନୈକା ମହିଳା ଟ୍ରେନରେ ଜମଜ ସନ୍ତାନ ପ୍ରସବ କରିଛନ୍ତି। ସକାଳ ପ୍ରାୟ ୮ଟା ବେଳେ ବିଶାଖାପଟନମ ଏକ୍ସପ୍ରେସ କଲ୍ୟାଣ ଷ୍ଟେସନରେ ପହଞ୍ଚି ଥିଲା। ଏହି ସମୟରେ ଟ୍ରେନରେ ଯାତ୍ରା କରୁଥିବା ତବସୁମ୍‍…
Read More...

ସର୍ଦ୍ଦିରୁ ନାକ ବନ୍ଦ ହେଉଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ପାଗ ପରିବର୍ତ୍ତନ ହେବା ଦ୍ୱାରା ଲୋକମାନେ ସର୍ଦ୍ଦି, ଜର ଆଦି ରୋଗର ଶିକାର ହୋଇ ବିବ୍ରତ ହୋଇଥା’ନ୍ତି। ସର୍ଦ୍ଦିରେ ନାକ ବନ୍ଦ ହେବାଦ୍ୱାରା ମୁଣ୍ଡବ୍ୟଥା ହେବା ସହ ଶ୍ୱାସକ୍ରିୟାରେ ମଧ୍ୟ ବାଧା ଉପୁଜିଥାଏ। ଏହି ସମସ୍ୟାରୁ…
Read More...

ମହିଳା ଆଇନଜୀବୀକୁ ବଳାତ୍କାର ଅଭିଯୋଗରେ ଆଇନଜୀବୀ ଗିରଫ

ନୂଆଦିଲ୍ଲୀ: ସାକେତ ଜିଲା କୋର୍ଟରେ ଜନୈକା ମହିଳା ଆଇନଜୀବୀଙ୍କୁ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ମହିଳା ଆଇନଜୀବୀଙ୍କୁ ତାଙ୍କ ସହଯୋଗୀ ଆଇନଜୀବୀ ବଳାତ୍କାର କରିଥିବା ପୁଲିସ ନିକଟରେ ଅଭିଯୋଗ ହେବା ପରେ ପୁଲିସ…
Read More...

ଖୋଜା ପଡିଛି ମାଛରେ ଫର୍ମାଲିନ୍; ବଜାରରେ ଚଢଉ

କଟକ: ଭୁବନେଶ୍ବର ପରେ କଟକ ସହରରେ ଥିବା ବିଭିନ୍ନ ମାଛ ବଜାର ଓ ଗୋଦାମରେ ସିଏମସି ପକ୍ଷରୁ ଚଢଉ କରାଯାଇଛି। କଟକ ସେମନାର ଛକ, ପ୍ରେସ ଛକ ଓ କୃଷକ ବଜାରରେ ଥିବା ମାଛ ଦୋକାନ ଉପରେ ଖାଦ୍ୟ ନିରୀକ୍ଷକ ତନଖି କରିଛନ୍ତି।…
Read More...

ମୁମ୍ବଇରେ ୨୦୦୦ମହିଳା ନିରୁଦ୍ଦିଷ୍ଟ

ମୁମ୍ବଇ: ବିଗତ ୫ବର୍ଷ ମଧ୍ୟରେ କେବଳ ମୁମ୍ବଇରୁ ୨୬୦୦୦ନାବାଳିକା ଓ ମହିଳା ନିରୁଦ୍ଦିଷ୍ଟ ହୋଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫାଡ଼ନାୱିସ୍‍ଙ୍କ କାର୍ଯ୍ୟାଳୟ ଏଭଳି ସୂଚନା ଦେଇଛି। ନିରୁଦ୍ଦିଷ୍ଟ…
Read More...

ପୁଣି ଯୌତୁକ ପାଇଁ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼: ​‌ଯୌତୁକ ଜୁଇରେ ଜଳିଗଲା ଆଉ ଜଣେ ବୋହୂ। ଯୌତୁକ ପାଇଁ ସ୍ତ୍ରୀକୁ ପିଟିପିଟଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଡୁଲିଙ୍ଗାରେ ଘଟିଯାଇଛି।…
Read More...

ପାହାଳରେ ୩ଟି ଗାଡି ଦୁର୍ଘଟଣାଗ୍ରସ୍ତ

କଟକ: ୧୬ ନମ୍ବର ଜାତୀୟ ରାଜପଥ ପାହାଳ ନିକଟରେ ୩ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଥମେ ଏକ ଟ୍ରକ୍ ଗୋଟିଏ କାରକୁ ଧକ୍କା ଦେଇଥିଲା । ଏହି ସମୟରେ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ଭାରସ୍ୟମ ହରାଇ ପୁଣି ସେହି କାରର…
Read More...

ରୁପଦେଇପୁର ଗାଁ ବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ସୁଆଣ୍ଡ: ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି। ସୁଆଣ୍ଡୋ - ପୁଣ୍ୟତ୍ମା ଗୋପବନ୍ଧୁଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି  ପୁରୀ ଜିଲାର ରୁପଦେଇପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି।…
Read More...

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

ରେଢ଼ାଖୋଲ:ସମ୍ବଲପୁର ଜିଲା ରେଢ଼ାଖୋଲସ୍ଥିତ ବନଖଣ୍ଡର ସାନ ହିନ୍ଦୋଳ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ପଡ଼ିଯାଇଥିବା ହାତୀ ଛୁଆକୁ ଉଦ୍ଧାର ହୋଇଛି। ହାତୀ ଛୁଆର ବୟସ ପ୍ରାୟ ୫ ବର୍ଷ ପ୍ରାୟ ହେବ ବୋଲି ଅନୁମାନ…
Read More...

ହଜାରିବାଗରେ ବୁରାଡ଼ି ଅନୁରୂପ ଘଟଣା; ପୁରା ପରିବାର ମୃତ

ହଜାରିବାଗ: ଦିଲ୍ଲୀ ବୁରାଡ଼ି ଘଟଣାର ରହସ୍ୟ ସମ୍ପୂର୍ଣ୍ଣ ରୂପେ ଲୋକଲୋଚନକୁ ଆସି ନଥିବାବେଳେ ଅନୁରୂପ ଏକ ଘଟଣା ଝାଡ଼ଖଣ୍ଡର ହଜାରିବାଗରେ ଘଟି ଯାଇଛି। ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ସମଗ୍ର ସହରବାସୀଙ୍କୁ ଚକିତ…
Read More...

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହିସବୁ ସଙ୍କେତ

ମୃତ୍ୟୁ ଦୁନିଆର ସବୁଠାରୁ ବଡ଼ ରହସ୍ୟ ଅଟେ। ମୃତ୍ୟୁର ପରବର୍ତ୍ତୀ ଦୁନିଆ ସମ୍ବନ୍ଧରେ ବହୁତ ଲୋକ ବହୁତ କିଛି କହିଥା’ନ୍ତି, ହେଲେ ବାସ୍ତବରେ ମୃତ୍ୟୁ ପରେ କ’ଣ ହୋଇଥାଏ ସେ ବିଷୟରେ କାହାକୁ ଜଣା ନଥାଏ। ସ୍ୱର୍ଗ ଓ ନର୍କର…
Read More...

ପିଲା ଚୋର ସନ୍ଦେହରେ ଗୁଗୁଲ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା

ବେଙ୍ଗାଲୁରୁ: ସମ୍ପ୍ରତି ସୋସିଆଲ ମିଡିଆରେ ପ୍ରଚାରିତ ଗୁଜବ ପାଇଁ ଏକାଧିକ ନୀରିହ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଏହି ତାଲିକାରେ ଗୁଗୁଲ ପରି କମ୍ପାନୀ ମଧ୍ୟ ବାଦ ଯାଇ ନାହିଁ। ଗୁଗୁଲରେ କାର୍ଯ୍ୟରତ ଜନୈକ ଇଞ୍ଜିନିୟରଙ୍କୁ…
Read More...

ପୁନାରେ ରଥଯାତ୍ରା ଉତ୍ସବ ପାଳନ

ପୁନା: ପ୍ରବାସୀ ଓଡିଆଙ୍କ ଦ୍ୱାରା ଶ୍ରୀଜୀଉଙ୍କ ରଥଟଣା ଯାତ୍ରା ପୁନାରେ ଗତ୧୪ଜୁଲାଇରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଉତ୍ସବ ଅବସରରେ ପୁନେର ଖଡ଼କିସ୍ଥିତ ଜଗନ୍ନାଥ ମନ୍ଦିରରେ ହଜାରହଜାର ଭକ୍ତଙ୍କ ସମାଗମ…
Read More...

ଟେଷ୍ଟି ଚିକେନ

ଚିକେନ - ୫୦୦ ଗ୍ରାମ ଆଳୁ – ୨ଟି ସୋରିଷ ତେଲ – ୮ ରୁ ୧୦ ଚାମଚ କଟା ପିଆଜ – ୩ଟି ଅଦା , ରସୁଣ ବଟା ଲୁଣ - ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଜିରା ଗୁଣ୍ଡ ତେଜପତ୍ର – ୨ଟି ବଡ଼…
Read More...

ବିଏସଏଫ ଯବାନ ଓ ନକ୍ସଲ ମୁହାଁମୁହିଁ, ୨ ଯବାନ ସହିଦ

ମାଲକାନାଗିରି: ଛତିଶଗଡ଼ର କଙ୍କେର୍ ଜିଲ୍ଲାରେ ବାରକୋଟ ଗାଁରେ ବିଏସଏଫ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ କନେଷ୍ଟବଳ ପ୍ରାଣ ହରାଇଥିବା ବେଳେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି। ଆହତ…
Read More...

ଶରଧାବାଲିରେ ତିନି ଠାକୁର

ପୁରୀ : ଶରଧାବାଲିରେ ତିନି ଠାକୁର ପହଞ୍ଚି ସାରିଛନ୍ତି। ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅଟକି ରହିଥିବା ନନ୍ଦିଘୋଷ ରଥ ଆଜି ଶରଧାବାଲିରେ ପହଞ୍ଚିଛି। ଗତକାଲି ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ…
Read More...

ଗୋଦାବରୀ ନଦୀରେ ଡଙ୍ଗା ବୁଡି ଘଟଣା; ୬ ମୃତଦେହ ଉଦ୍ଧାର

ଅମରାବତି: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲା ଦେଇ ପ୍ରବାହିତ ହେଉଥିବା ଗୌତମୀ ନଦୀରେ ଶନିବାର ଅପରାହ୍ନରେ ଡ଼ଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ସହ…
Read More...

ଅଗଷ୍ଟରେ ଆଇଆଇଟି ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ଜଟଣୀ : ରଥଯାତ୍ରା ଅବସରରେ ତୋଷାଳି ଭବନ ଠାରେ ଥିବା ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ପ୍ରଶାସନିକ କାର୍ଯ୍ୟାଳୟ ଅରୁଗୁଳସ୍ଥିତ ଏହାର ସ୍ଥାୟୀ କ୍ୟାମ୍ପସ୍‍କୁ ସ୍ଥାନାନ୍ତର ହୋଇଛି। ଏହି ସ୍ଥାନାନ୍ତର ସହ…
Read More...

ଶ୍ରୀଗୁଣ୍ଡିଚାରେ ଦ୍ୱିତୀୟ କୋଣାର୍କର ଭୂମିପୂଜନ

ଭୁବନେଶ୍ୱର : ପୁରୀ-ଭୁବନେଶ୍ୱର ରାସ୍ତା ସାକ୍ଷିଗୋପାଳଠାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଶନିବାର ଭୂମିପୂଜନ ସମ୍ପନ୍ନ ହୋଇଛି। ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର…
Read More...

କୋଟିଏ ଟଙ୍କାର ଗାଡ଼ି ପୋଡ଼ିଲେ ମାଓବାଦୀ

ମାଲକାନଗିରି : ମାଲକନରିଗି ସୀମାନ୍ତ ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲା ଅନ୍ତର୍ଗତ ଚିନ୍ତୁର ଥାନା ଅନ୍ତର୍ଗତ ଇଦୁରୁପାଲ୍ଲୀ ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜେସିବି ମେସିନ, ଟ୍ରଲର,…
Read More...

ଶହେ ପ୍ରଶ୍ନରେ ପାଣି ପିଇଲେ ବେନଜିର

ଭୁବନେଶ୍ୱର : ଏସ୍‍ଟିଏଫ୍‍ ହେପାଜତରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ଜେରା ବେଳେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ଲାଗି ପତ୍ନୀ ବେନଜିରଙ୍କ ମୁଣ୍ଡରେ ସବୁ ଲଦି ଦେଇଥିଲେ। ବେନଜିର ସବୁ ବୁଝୁଥିଲେ ବୋଲି ଟିଟୋ ଏସ୍‍ଟିଏଫ୍‍…
Read More...

ଜେରା ହେବେ ଟିଟୋ ପରିବାରର ୧୦ ସଦସ୍ୟ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍ମାନ୍‍ ଅଲ୍ଲୀକୁ ତୃତୀୟ ଥର ଲାଗି ଜିମାରେ ଆଣିବା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏସ୍‍ଟିଏଫ ଜେରା କରିଛି। ତା’ ପରିବାର ୧୦ ସଦସ୍ୟଙ୍କୁ ପଚରାଉଚରା ଲାଗି ଏକ…
Read More...

ନନ୍ଦନକାନନରେ ବନ୍ଦ ସଫାରୀ ଚାଲିଲା

ନନ୍ଦନକାନନ :  ୭ ମାସ ଧରି ବନ୍ଦ ଥିବା ବାଘ, ସିଂହ, ତୃଣଭୋଜି ସଫାରୀକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ନୂତନ ଠିକାଦାରଙ୍କ ଦ୍ୱାରା ସଫାରୀ ବୁଲିବା ପାଇଁ ୪ଟି ବସ୍‌ର ବ୍ୟବସ୍ଥା ହୋଇଛି। ଏହାକୁ ସାଂସଦ ପ୍ରସନ୍ନ…
Read More...

ଆଜି ପୁଣି ଟଣାହେବ ନନ୍ଦିଘୋଷ ରଥ

ପୁରୀ : ନନ୍ଦିଘୋଷ ରଥପାଇଁ ପ୍ରଶାସନକୁ ଭାଙ୍ଗିବାକୁ ପଡିଛି ସୂଚନା କେନ୍ଦ୍ର । କାଟିବାକୁ ପଡିଛି ଗୋଟିଏ ଗଛ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅଟକି ରହିଛି ।…
Read More...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଲୀଳା କ୍ଷେତ୍ର ; “ଶରଣ ଶ୍ରୀକ୍ଷେତ୍ର ମାରଦା”

ଗଞ୍ଜାମ ଜିଲ୍ଲାରେ ରହିଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଲୀଳା କ୍ଷେତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା। ୨୭୬ ବର୍ଷ ଧରି ଏଠାକାର ଲୋକ ଏବେ ମଧ୍ୟ ଆଶ ରଖିଛନ୍ତି ଯେ ତିନି ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ଶ୍ରୀ…
Read More...

ଫ୍ରାନ୍‍ସ-କ୍ରୋଏସିଆ ଫାଇନାଲ ଆଜି

ମସ୍କୋ : ପ୍ରାୟ ଏକ ମାସ ଧରି ରୁଷରେ ଚାଲିଥିବା ଫୁଟବଲ ମହାସମର ବର୍ତ୍ତମାନ ଅନ୍ତିମ ଲଗ୍ନରେ ପହଞ୍ଚିଛି। ଆସନ୍ତାକାଲି ଅର୍ଥାତ ରବିବାର ସ୍ଥାନୀୟ ଲୁଝ୍‍ନିକି ଷ୍ଟାଡିୟମରେ ଫ୍ରାନ୍‍ସ ଓ କ୍ରୋଏସିଆ ମଧ୍ୟରେ…
Read More...

ଓଡ଼ିଶାରୁ ସୋନାଲ, ରଘୁନାଥ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ୪ ଜଣ ପ୍ରତିଭାଧରଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ତଥା ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା…
Read More...

ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ ; ୨ମୃତ, ୫ଆହତ

ନୟାଗଡ଼/ଶରଣକୁଳ : ରାସ୍ତା ଉପରେ ନାଳଖୋଳି ଚାଷ ଜମିରୁ ପାଣି ନିଷ୍କାସନକୁ ନେଇ ଦୁଇଗାଁ ମଧ୍ୟରେ ଶନିବାର ଗୋଷ୍ଠୀ ସଂଘର୍ଷ ଘଟି ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା…
Read More...

ଦ୍ୱିତୀୟ ଦିନିକିଆ : ଭାରତ ୮୬ ରନରେ ପରାସ୍ତ

ଲଣ୍ଡନ : ଜୋ ରୁଟ୍‍ଙ୍କ ଶତକ ବଳରେ  ଇଂଲଣ୍ଡ  ଶନିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତକୁ ୮୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ତିନିଟିକିଆ ସିରିଜକୁ ୧-୧ ସ୍ଥିତିକୁ ଆଣିବାରେ ସଫଳ…
Read More...

ରବିବାର ରାଶିଫଳ

ମେଷ: ଯୋଗଦେଇଥିବା କାର୍ଯ୍ୟରେ ନୂତନ ପନ୍ଥା ନିର୍ଦ୍ଧାରଣ ହୋଇପାରେ। ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି; ମାତ୍ର କୌଶଳ ପ୍ରୟୋଗ କରି କୃତକାର୍ଯ୍ୟ ହେବେ। ପ୍ରିୟଭାଷୀ ଓ ଧନ ବାହନଯୁକ୍ତ ହେବେ। ବଳବାନ ହେବେ। ବୃଷ:…
Read More...

ପିସିସି ସମନ୍ବୟ କମିଟି ଗଠିତ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମନ୍ନୟ କମିଟି ଗଠନ କରାଯାଇଛି। କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…
Read More...

ଫିଫା ବିଶ୍ୱକପ୍‍ : ତୃତୀୟ ସ୍ଥାନ ହାସଲ କଲା ବେଲ୍‍ଜିୟମ

ସେଣ୍ଟ ପିଟସବର୍ଗ : ଫିଫା ବିଶ୍ୱକପ୍‍ରେ ତୃତୀୟ ସ୍ଥାନ ହାସଲ କରିଛି ବେଲ୍‍ଜିୟମ। ତୃତୀୟ ସ୍ଥାନ ନିମନ୍ତେ ଇଂଲଣ୍ଡ ଓ ବେଲ୍‍ଜିୟମ ମଧ୍ୟରେ ଏଠାରେ ମ୍ୟାଚ୍‍ ଖେଳାଯାଇଥିଲା। ଏହି ମ୍ୟାଚ୍‍ରେ ବେଲ୍‍ଜିୟମ ୨-୦ ଗୋଲ୍‍ରେ…
Read More...

ସକ୍ରିୟ ହେଉଛି ଲଘୁଚାପ ; ୨୪ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବା ସହିତ ଆସନ୍ତା…
Read More...

ଥାଇଲାଣ୍ଡ ଓପନ୍‍ : ଫାଇନାଲରେ ସିନ୍ଧୁ

ବ୍ୟାଙ୍କକ୍‍  : ଭାରତର ପିଭି ସିନ୍ଧୁ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍‍ ବ୍ୟାଡମିଣ୍ଟନ୍‍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ୨ୟ ସିଡ୍‍ ସିନ୍ଧୁ…
Read More...

ବାୟୁ ସେନା କ’ଣ ଆଇନରୁ ଊର୍ଦ୍ଧ୍ବରେ : ଦିଲ୍ଳୀ ହାଇକୋର୍ଟ

ନୂଆଦିଲ୍ଲୀ : ମଦ ପିଇବା ଅଭ୍ୟାସକୁ ନେଇ ଜଣେ ଅଧିକାରୀଙ୍କୁ ଦୁଇ ମାସରୁ ଅଧିକ ଦିନ ଏକ ମନୋରୋଗ ୱାର୍ଡରେ ରଖାଯିବା ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ ଭାରତୀୟ ବାୟୁ ସେନାକୁ ଭର୍ତ୍ସନା କରିଛନ୍ତି। ବିଚାରପତି ଏସ୍‍…
Read More...

କପି ରୋକିବା ପାଇଁ ରାଜ୍ୟରେ ୧୦ ଘଣ୍ଟା ଇଣ୍ଟରନେଟ୍‍ ସେବା ବନ୍ଦ

ଜୟପୁର : ରାଜସ୍ଥାନରେ କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ କପି ରୋକିବ ପାଇଁ ରାଜ୍ୟ ବ୍ୟାପୀ ସକାଳ ୮ରୁ ସନ୍ଧ୍ୟା ୬ଟା (୧୦ ଘଣ୍ଟା) ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ୍‍ ସେବା ବନ୍ଦ ରଖାଯାଇଥିଲା। ରାଜ୍ୟର ୬୬୪ଟି କେନ୍ଦ୍ରରେ…
Read More...

ଜଗନ୍ନାଥଙ୍କ ଅଜା ସିଦ୍ଧ ବଳରାମଙ୍କର ରଥଯାତ୍ରା

ସୁଆଣ୍ଡୋ: ମହାପ୍ରଭୁ  ଶ୍ରୀ ଜଗନ୍ନାଥଙ୍କର  ଅଜା ରୂପେ ମାନ୍ୟତା ପାଇଥିବା, ସତ୍ୟବାଦୀ ବକୁଳବନ ନିକଟରେ ବହୁ କାଳରୁ ପୂଜାପାଇ ଆସୁଥିବା ସିଦ୍ଧବଳରାମଙ୍କ ରଥଯାତ୍ରା ଶନିବାରରେ ଅନୁଷ୍ଠିତ ହୋଇଯାଇଛି । ରଥ ଯାତ୍ରାର ନୀତି…
Read More...

ଟ୍ରମ୍ପଙ୍କ ବିରୋଧରେ ଲଣ୍ଡନରେ ସଡ଼କକୁ ଓହ୍ଲାଇଲେ ୨.୫ ଲକ୍ଷ ଲୋକ

ଲଣ୍ଡନ : ସମ୍ପ୍ରତି ବ୍ରିଟେନ୍‍ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲଣ୍ଡନରେ ବିରୋଧ ପ୍ରଦର୍ଶନର ସମ୍ମୁଖୀନ ହେବାକୁ ପଡ଼ିଛି। ଶୁକ୍ରବାର ପ୍ରାୟ ଅଲେଢ ଲକ୍ଷ ଲୋକ ଲଣ୍ଡନଠାରେ ସଡ଼କକୁ ଓହ୍ଲାଇ…
Read More...

ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ

ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ ରଥର ଅନ୍ୟ ନାମ- ଚକ୍ରଧ୍ବଜ ବା ଗରୁଡ ଧ୍ବଜ ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୪୨ ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଞ୍ଚ ରଥର ଚକ ସଂଖ୍ୟା- ଷୋଡଶ ସିଦ୍ଧି ଅନୁପାତରେ ୧୬ ରଥ ରକ୍ଷକ-…
Read More...

ମିଥ୍ୟା ଖବର ପ୍ରସାରଣ ଅଭିଯୋଗ ଆଣିଲେ ଟ୍ରମ୍ପ

ଲଣ୍ଡନ : ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ବ୍ରେକ୍ସିଟ୍‍ (ବ୍ରିଟେନ୍‍ ୟୁରୋପୀୟ ସଂଘ ତ୍ୟାଗ କରିବା) ଯୋଜନାକୁ ସର୍ବସାଧାରଣରେ ସମାଲୋଚନା କରିବା ସହ ଏହା…
Read More...

ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ

ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ ରଥର ଅନ୍ୟ ନାମ- ଦର୍ପଦଳନ ଏବଂ ପଦ୍ମଧ୍ବଜ(କମଳ ଧ୍ବଜ) ରଥର ଉଚ୍ଚତା- ୪୪ ଫୁଟ୍ ୬ ଇଞ୍ଚ (ପୂର୍ବ ଉଚ୍ଚତା ୨୧ ହାତ) ରଥାଧିପ- ଜୟଦୁର୍ଗା ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୧୧ ଖଣ୍ଡ…
Read More...

ପିଲା ଚୋରି ସନ୍ଦେହରେ ଜଣଙ୍କୁ ହତ୍ୟା

ପାଟନା : ବିହାରର ଅଉରାଦ ତାଲୁକା ଅନ୍ତର୍ଗତ ମୁର୍କିଠାରେ ପିଲାଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ମହମ୍ମଦ ଆଜମ, ତଲା ଇସ୍‍ମାଇଲ୍‍…
Read More...

ଉନ୍ମତ୍ତ ପ୍ରେମିକଙ୍କ ଫାଶୀଦଣ୍ଡ ଦାବି କଲେ ଯୁବତୀ

ଭୋପାଳ : ମଧ୍ୟପ୍ରଦେଶର ଭୋପାଳଠାରେ ଉନ୍ମତ୍ତ ଯୁବକଙ୍କ କବଳରୁ କୌଶଳକରି ଖସିଆସିବାରେ ସକ୍ଷମ ହୋଇଥିବା ଜଣେ ଇଞ୍ଜିନିୟରିଂ ଡିଗ୍ରୀଧାରୀ ମଡେଲ୍‍ ଶନିବାର ନିଜର ସ୍ୱର ବଦଳାଇଛନ୍ତି। ତାଙ୍କୁ ଅପହରଣ କରି ଦୀର୍ଘ ୧୨ ଘଣ୍ଟା…
Read More...

ରାହୁଲଙ୍କୁ ମୋଦୀଙ୍କ ପ୍ରଶ୍ନ; କଂଗ୍ରେସ ମୁସଲମାନ ମହିଳାଙ୍କ ଦଳ ନୁହେଁ କି ?

ନୂଆଦିଲ୍ଲୀ : ମୁସଲମାନ ମହିଳାଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ତିନି ତଲାକ୍‍ ବିଲ୍‍ ସଂସଦରେ ପାରିତ ହେବାରେ ସହଯୋଗ କରୁ ନ ଥିବାରୁ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଗୁଡିକୁ…
Read More...

‘ହିନ୍ଦୁ ପାକିସ୍ତାନ’ ମନ୍ତବ୍ୟକୁ ନେଇ ଆଇନ ଜାଲରେ ଥରୁର୍‍

ନୂଆଦିଲ୍ଲୀ : ‘ହିନ୍ଦୁ ପାକିସ୍ତାନ’ ମନ୍ତବ୍ୟ ପାଇଁ କଂଗ୍ରେସ୍‍ ସାଂସଦ ଶଶି ଥରୁର୍‍ ଏବେ ଆଇନ ଜାଲରେ ଛନ୍ଦି ହୋଇପଡିଛନ୍ତି। ଏ ନେଇ କଲିକତାର ଏକ କୋର୍ଟ ତାଙ୍କୁ ଶନିବାର ସମନ ଜାରି କରିଛନ୍ତି। ବିଜେପି ପୁନର୍ବାର…
Read More...

ମିଥ୍ୟା ଖବର ଉପରେ ଅଙ୍କୁଶ ସମ୍ଭବ!

ନୂଆଦିଲ୍ଲୀ : ଶାସ୍ତ୍ରରେ ଲେଖାଅଛି, ‘ତିନି ତୁଣ୍ଡରେ ଛେଳି କୁକୁର।’ ଜର୍ମାନୀର ବିଶିଷ୍ଟ ଦାର୍ଶନିକ ଯୋଶେଫ୍‍ ଗୋଏବଲ୍ସ ମଧ୍ୟ ଏହି ଉକ୍ତିର ଯଥାର୍ଥତା ଦର୍ଶାଇବାକୁ ଯାଇ ‘ବିଗ୍‍ ଲାଏ ଥିଓରି’ ବା ‘ସବୁଠୁ ବଡ଼ ମିଛ…
Read More...

ତାଳଧ୍ୱଜ ରଥର ସମ୍ପୂର୍ଣ୍ଣ ବର୍ଣ୍ଣନା

ଶ୍ରୀବଳଭଦ୍ରଙ୍କ ରଥ: ତାଳଧ୍ବଜ ରଥର ଅନ୍ୟ ନାମ- ଲଙ୍ଗଳଧ୍ବଜ ବା ହଳଧ୍ବଜ ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୩୧ ରଥର ଉଚ୍ଚତା- ୪୫ ଫୁଟ୍(ପୂର୍ବ ଉଚ୍ଚତା ୨୨ ହାତ) ରଥର ଚକ ସଂଖ୍ୟା- ୧୪ ରଥର ଆବରଣ- ରକ୍ତ ଓ ନୀଳବର୍ଣ୍ଣ…
Read More...

ଡଙ୍ଗା ବୁଡ଼ି ୧୦ ନିଖୋଜ

ଅମରାବତି: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲା ଦେଇ ପ୍ରବାହିତ ହେଉଥିବା ଗୌତମୀ ନଦୀରେ ଶନିବାର ଅପରାହ୍ନରେ ଏକ ଡ଼ଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଏହି ଡଙ୍ଗାରେ ୪୦ ଜଣ ଲୋକ ଯାତ୍ରା କରୁଥିଲେ।…
Read More...

ଶରଧାବାଲିରେ ତାଳଧ୍ୱଜ ଓ ଦର୍ପଦଳନ, ବଳଗଣ୍ଡି ଛକରେ ନନ୍ଦିଘୋଷ

ପୁରୀ : ଶ୍ରୀମନ୍ଦିର ସେବାନୀତିକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜ୍ଜୁ ହେବା ପରେ ଚଳିତ ରଥଯାତ୍ରାରେ ଏହାର ପ୍ରଭାବ ପଡ଼ିବା ନେଇ ଭକ୍ତଙ୍କ ମଧ୍ୟରେ ଆଶଙ୍କା ଜାତ ହୋଇଥିଲା; କିନ୍ତୁ ସବୁ ଆଶଙ୍କାର ପରିସମାପ୍ତି ଘଟାଇ…
Read More...

ଚଳିତ ବର୍ଷ କ୍ୟାମ୍ପସ ପାଇନାହାନ୍ତି ୫୮% ଇଂଜିନିୟରିଂ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଇଂଜିନିୟରିଂ ପଢୁଥିବା ବେଳେ କ୍ୟାମ୍ପସ ଚୟନରେ ଚାକିରି ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚଳିତ ବର୍ଷ ୨% ବୃଦ୍ଧି ଘଟିଛି। ଗତ ୫ ବର୍ଷ ଧରି କ୍ୟାମ୍ପସ ଚୟନରେ ୪୦%…
Read More...

ମାଦ୍ରାସାରେ ତାଲା ନୁହେଁ ତାଲିମ ଚାହାନ୍ତି ସରକାର : ନକବୀ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ମାଦ୍ରାସାରେ ତାଲା ନୁହେଁ ତାଲିମ ଚାହୁଁଛନ୍ତି ବୋଲି ଶନିବାର କେନ୍ଦ୍ରୀୟ ସଂଖ୍ୟାଲଘୁ ମନ୍ତ୍ରୀ ମୁଖ୍‍ତାର ଆବାସ ନକବୀ କହିଛନ୍ତି। ଏହାସହ ସେ ସୂଚନା…
Read More...

ଚୋରି ଅଭିଯୋଗରେ କୋଟିପତି ଗିରଫ

ନୂଆଦିଲ୍ଲୀ : ଚୋରି ଅଭିଯୋଗରେ ଦିଲ୍ଲୀ ପୁଲିସ୍‍ ଜଣେ ୫୪ ବର୍ଷିୟ କୋଟିପତିଙ୍କୁ ଗିରଫ କରିଛି। ସେ ଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟରୁ ପ୍ରସ୍ତରକାଳର ଏକ କଳାକୃତିକୁ ଚୋରି କରି ଧରାପଡିଛନ୍ତି। ସୂଚନା ଅନୁସାରେ ଜୁନ୍‍…
Read More...

ବିଜେପିରେ ମିଶିଲେ ଶଙ୍କର ସିଂହ ଭାଘେଲାଙ୍କ ପୁଅ

ଗାନ୍ଧିନଗର : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଗୁଜରାଟ ବିଜେପି ନିଜକୁ ମଜଭୁତ କରିବାରେ ଲାଗିଛି। ଏ କ୍ରମରେ ଜୁଲାଇ ୩ରେ ଗୁଜରାଟ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା (ପଛୁଆ ବର୍ଗ) କୁଅଁରଜୀ ବଭାଲିଆ ଦଳତ୍ୟାଗ କରି…
Read More...

ପିଆଜ ଓ ରସୁଣ ପାଇଁ ପତି ନାମରେ ଏତଲା ଦେଲେ ପତ୍ନୀ

ଗାନ୍ଧିନଗର : ପିଆଜ ଓ ରସୁଣ ଖାଇବାକୁ ଦିଆଯିବାରୁ ଜଣେ ମହିଳା ନିଜ ସ୍ୱାମୀ ଏବଂ ଶ।।ଶୂଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଶୁଣିବାକୁ ଅଜବ ଲାଗୁଥିଲେ ବି ଏଭଳି ଏକ ଘଟଣା ଗୁଜରାତ ମେହସାଣା ଜିଲାର ଘଟିଛି। ପୁଲିସ୍‍…
Read More...

ପାକିସ୍ତାନ ଆତ୍ମଘାତି ବିସ୍ଫୋରଣରେ ୧୨୦ମୃତ

ଲାହୋର: ପାକିସ୍ତାନ ଇତିହାରେ ଏକ ବଡ଼ ଧରଣର ଆତ୍ମଘାତି ଆକ୍ରମଣ ଘଟିଛି। ଏହି ଆକ୍ରମଣରେ ୧୨୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଊଦ୍ଧ୍ୱର୍ ଗୁରୁତର ହୋଇଛନ୍ତି। ବାଲୁଚିସ୍ଥାନର ମାସଟାଂଠାରେ ଅନୁଷ୍ଠିତ ଏକ ନିର୍ବାଚନୀ…
Read More...

ଗୁଣ୍ଡିଚା ନିକଟରେ ତାଳଧ୍ବଜ, ଦେବଦଳନ ଅଧାବାଟରେ ନନ୍ଦିଘୋଷ

ପୁରୀ: ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି କାଳିଆ ସାଆନ୍ତ । ତାଳଧ୍ୱଜ ଓ ଦର୍ପଦଳନ ରଥ ପରେ ବଡଦାଣ୍ଡରେ ନନ୍ଦିଘୋଷ ରଥ ଗଡିଛି। ତାଳଧ୍ୱଜ ଓ  ଦର୍ପଦଳନ  ରଥ…
Read More...

ଏଣିକି ସବୁ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିବେ ସରକାର

ନୂଆଦିଲ୍ଲୀ : ସରକାର ଏଣିକି ସମସ୍ତ ପ୍ରକାର ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିବେ। ଏଥି ନିମନ୍ତେ ନିତି ଆୟୋଗ ଏକ ନୀତି ପ୍ରସ୍ତୁତ କରୁଛି ଓ ଖୁବଶୀଘ୍ର ସମସ୍ତ ପ୍ରକାର ଔଷଧର ମୂଲ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ…
Read More...

ଲଘୁଚାପ ପ୍ରଭାବରେ ୧୦ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାରେ…
Read More...

ରାସ୍ତା କାମ ବେଳେ ମିଳିଲା ଦ୍ୱାଦଶ ଶତାବ୍ଦୀର ସ୍ୱର୍ଣ୍ଣମୁଦ୍ରା

ନୂଆଦିଲ୍ଲୀ: ରାସ୍ତାକାମ ବେଳେ ଶ୍ରମିକମାନେ ମାଟି ତଳୁ ସ୍ୱର୍ଣ୍ଣମୁଦ୍ରା ପାଇଛନ୍ତି। ପରୀକ୍ଷା ପରେ ସେଗୁଡ଼ିକ ଦ୍ୱାଦଶ ଶତାବ୍ଦୀର ବୋଲି ଜଣାପଡ଼ିଛି। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର କୋରକୋଟି ଓ ବେଦ୍‍ମା ଗ୍ରାମରେ ଜୁଲାଇ…
Read More...

ଭାରତୀୟ ଛାତ୍ରଙ୍କ ସର୍ବକନିଷ୍ଠ ଉପଗ୍ରହକୁ ଉତକ୍ଷେପଣ କରିବ ନାସା

ମୁମ୍ବଇ: ହିନ୍ଦୁସ୍ଥାନ ଇନଷ୍ଟିଚ୍ୟୁଟ୍‍ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ଚେନ୍ନଇର ୪ଜଣ ଛାତ୍ର ବିଶ୍ୱର ସବୁଠାରୁ ଛୋଟ ଓ ହାଲୁଆ ଉପଗ୍ରହ ନିର୍ମାଣ କରିଛନ୍ତି। ଏହି ଉପଗ୍ରହକୁ ନାସା ପକ୍ଷରୁ ଅଗଷ୍ଟ ମାସରେ ଉତକ୍ଷେପଣ…
Read More...

ଆଇଟି ନଜରରେ ନିରବ ମୋଦୀଙ୍କ ୫୦ ଗ୍ରାହକ

ନୂଆଦିଲ୍ଲୀ: ନିରବ ମୋଦିଙ୍କ ସଂସ୍ଥାରୁ ହୀରା ଗହଣା କିଣିଥିବା ୫୦ ଧନୀ ବ୍ୟକ୍ତିଙ୍କ ଆଇଟି ରିଟର୍ଣ୍ଣ ଫର୍ମକୁ ଆୟକର ଅଧିକାରୀମାନେ ପୁଣି ଥରେ ଯାଞ୍ଚ କରିବେ। ସେହି ମୂଲ୍ୟବାନ ହୀରା କିଣିବା ପାଇଁ ସୋମନେ କେଉଁ ସୂତ୍ରରୁ…
Read More...

ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରିବ ମେସିନ: ୨ହଜାର ଷ୍ଟେସନରେ ମେସିଲ ଖଞ୍ଜିବ ରେଳବାଇ

ନୂଆଦିଲ୍ଲୀ: ପ୍ଲାଷ୍ଟିକ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟାରେ ସାମିଲ୍‍ ହୋଇଛି ରେଳବାଇ। ଦେଶର ବିଭିନ୍ନ ସ୍ଥାନର ୨ହଜାର ରେଳ ଷ୍ଟେସନରେ ପ୍ଲାଷ୍ଟିକ ବୋତଲ ନଷ୍ଟ କରିବା ମେସିନ ଖଞ୍ଜିବା ପାଇଁ ରେଳବାଇ ଯୋଜନା…
Read More...

ରାୱଲପିଣ୍ଡିର ଆଦିୟାଲା ଜେଲ ନୱାଜଙ୍କ ନୂଆ ଠିକଣା

ନୂଆଦିଲ୍ଲୀ: ପାକିସ୍ତାନର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମରିୟମଙ୍କ ନୂଆ ଠିକଣା ପାଲଟିଛି ରାୱଲପିଣ୍ଡିର ଆଦିୟାଲା ଜେଲ। କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ପରିଚିତ ଆଦିୟାଲା ଜେଲରେ ଉଭୟେ ପ୍ରଥମ…
Read More...

ଘୋଷଯାତ୍ରାରେ ରଥରେ ଯୋଚା ଯାଉଥିବା ଅଶ୍ୱ, ଶୁକ ଓ ସର୍ପ ନାମଧାରୀ ରଜ୍ଜୁଙ୍କ ନାମ

ପୁରୀ: ରଥ ଯାତ୍ରାର ରହିଛି ଅନେକ ସ୍ୱତନ୍ତ୍ରତା । ଏଥିରେ ଆମ ସଂସ୍କୃତି ଓ ପରମ୍ପରାର ଛାପ ଦେଖିବାକୁ ମିଳେ ।  ଭାଇ ,ଭଉଣୀଙ୍କର ସ୍ନେହ, ଭକ୍ତ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ । ପତି ଓ ପତ୍ନୀଙ୍କ ମଧ୍ୟରେ ଥିବା…
Read More...

ଈଶ୍ବର ପ୍ରାପ୍ତିର ପଥ

ଏକଦାରାମକୃଷ୍ଣ ପରମହଂସ ଆପଣା ଶିଷ୍ୟମାନଙ୍କସହ ନାବରେ ଯାତ୍ରା କରୁଥାନ୍ତି। ନାବଟି ଆଗକୁଆଗକୁ ଯାଉଥାଏ। କୂଳରୁ ବେଶ କିଛି ବାଟ ଯିବା ପରେ ଜନୈକ ଶିଷ୍ୟ ପ୍ରଶ୍ନ କଲେ ଗୁରୁଦେବ! ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି…
Read More...

 ଇଣ୍ଡିଗୋ କାର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ  

ଝାରସୁଗୁଡା: ଝାରସୁଗୁଡା ସରକାହାଲ ବାଇପାସ ଛକରେ ଆଜି ସକାଳେ ଏକ ଇଣ୍ଡିଗୋ କାର ଧକ୍କାରେ ଜଣେ ସାଇକେଲ ଅରୋହୀଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତଲୋକ ରାସ୍ତା ଅବରୋଧ…
Read More...