ବାସ୍ତୁଶାସ୍ତ୍ର ଅନୁସାରେ ବେଡରୁମ ରଖିବାର ଉଚିତ ଦିଗ

ବାସ୍ତୁଶାସ୍ତ୍ର ଗୃହ ନିର୍ମାଣରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନୂତନ ଗୃହ ନିର୍ମାଣ କରିବା ବେଳେ ବାସ୍ତୁଶାସ୍ତ୍ର ଅନୁସାରେ କରିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଗୃହ ତିଆରି କରିବା ଦ୍ୱାରା…
Read More...

ସେମିଫାଇନାଲରେ ନାଦାଲ ଓ ଇସ୍‍ନର

ଲଣ୍ଡନ  : ସ୍ପେନର ରାଫେଲ ନାଦାଲ ଓ ଆମେରିକାର ଜନ ଇସନର ୱିମ୍ବଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‍ସ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସର ଏକ…
Read More...

ରଥଯାତ୍ରା ପାଇଁ କଟକରେ ଟ୍ରାଫିକ କଟକଣା

କଟକ  : ଶନିବାର ଅନୁଷ୍ଠିତ ହେବାକୁ ଥିବା ଚାନ୍ଦିନୀଚୌକ,ରାଣୀହାଟ ଓ ଦୋଳମୁଣ୍ଡାଇ ରଥଯାତ୍ରା ପାଇଁ ଜନସମାଗମକୁ ଦୃଷ୍ଟିରେ ରଖି କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।…
Read More...

ଶ୍ରାଦ୍ଧ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି

ମହାନ୍‍ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ଅବସରରେ ‘ସମାଜ’ ତାଙ୍କ ଅକ୍ଷୟ କୀର୍ତ୍ତି ଓ କୃତିକୁ ସ୍ମରଣକରି ତାଙ୍କ ପ୍ରତି ଗଭୀର…
Read More...

ସମସ୍ତ ପ୍ରତୀକ୍ଷା ଶେଷ : ଦିନକ ପରେ ରଥ ଯାତ୍ରା ; ୧୪ରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଉ ଗୋଟିଏ ଦିନ ପରେ ରଥଯାତ୍ରା। ଓଡ଼ିଶାରେ ପାଳନ କରାଯାଉଥିବା ଏହା ହେଉଛି ସବୁଠାରୁ ଭବ୍ୟ ପର୍ବ। ଏହି ବିଶ୍ବ  ବିଖ୍ୟାତ …
Read More...

କର୍ବର-ସେରେନା ଫାଇନାଲ

ଲଣ୍ଡନ : ଜର୍ମାନୀର ଆଞ୍ଜେଲିକ କର୍ବର ଓ ଆମେରିକାର ସେରେନା ୱିଲିମୟ୍‍ସ ଚଳିତବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ୱିମ୍ବଲଡନରେ ମହିଳା ସିଙ୍ଗଲ୍‍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ଖେଳା ଯାଇଥିବା ପ୍ରଥମ…
Read More...

ଦୁଇ ବର୍ଷରେ ଋଣ ଯୋଗାଣ ଦ୍ବିଗୁଣ ଟପିଲା

ଓଡ଼ିଶା ବାୟୋ-ସିଏନ୍‌ଜି ଉତ୍ପାଦନର ନେତୃତ୍ବ ନେଉ: ଧର୍ମେନ୍ଦ୍ର ଭୁବନେଶ୍ୱର : ଓଡିଶାର ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ। ରାଜ୍ୟ ​‌େମ​‌ାଟ ଘରୋଇ ଉତ୍ପାଦ(ଜିଡିପି)ର ସିଂହଭାଗ କୃଷିରୁ…
Read More...

ବିଶ୍ୱ ୨୦ ବର୍ଷରୁ କମ୍‍ ଦୌଡ଼କୁଦ: ହିମାଙ୍କୁ ଐତିହାସିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ସର୍ବପ୍ରଥମ ଭାରତୀୟ ମହିଳା ଆଥ୍‍ଲେଟ୍‍ ଭାବେ ବିଶ୍ୱ ୨୦ ବର୍ଷରୁ କମ୍‍ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ହିମା ଦାସ। ଫିନ୍‍ଲାଣ୍ଡର ଟାମ୍ପିଅରରେ ଚାଲିଥିବା ଏହି ଚମ୍ପିଆନ୍‍ସିପ୍‍ରେ…
Read More...

ନୋ ଫ୍ଲାଇଙ୍ଗ ଜୋନ୍‍ ପ୍ରସ୍ତାବକୁ ନାଁ

ପୁରୀ : ରଥଯାତ୍ରା ସମୟରେ ପୁରୀକୁ ‘ନୋ ଫ୍ଲାଇଙ୍ଗ ଜୋନ୍‍’ ଘୋଷଣା ପ୍ରସ୍ତାବକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ଭୌଗୋଳିକ ସ୍ଥିତି ଅନୁଯାୟୀ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ଉପରେ ବିମାନ…
Read More...

ଅର୍ଥତତ୍ତ୍ୱ ମାମଲା: ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ପୁଅକୁ ସିବିଆଇ ଜେରା

ଭୁବନେଶ୍ୱର : ଚିଟ୍‌ଫଣ୍ଡ୍‌ ସଂସ୍ଥା ଅର୍ଥତତ୍ତ୍ୱ ମାମଲାର ତଦନ୍ତକୁ ଶେଷ କରିବା ଲାଗି ସିବିଆଇ ଏବେ ପୁଣି କିଛି ହୋଟେଲ୍‌ ମାଲିକ, ବିଲ୍‌ଡରଙ୍କୁ ଡାକି ପଚରାଉଚରା କରିଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁତ୍ର…
Read More...

ଆଜି ନବଯୌବନ ଦର୍ଶନ

ପ୍ରତୀକ୍ଷାର ଅନ୍ତ ଘଟିଲା। ଶୁକ୍ରବାର ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ୧୪ଦିନ ପରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଦୁଃଖସୁଖ ଜଣାଇବେ ଶ୍ରଦ୍ଧାଳୁ।…
Read More...

କୁଲଦୀପଙ୍କୁ ୬ ୱିକେଟ ; ଭାରତର ସହଜ ବିଜୟ

ଟ୍ରେଣ୍ଟବ୍ରିଜ୍‍ : ଟ୍ୱେଣ୍ଟି୨୦ ସିରିଜ୍‍ ପରେ ଦିନିକିଆରେ ମଧ୍ୟ ଭାରତ ତା’ର ପାରିଲାପଣିଆ ଦେଖାଇଛି। କୁଲଦୀପ ଯାଦବଙ୍କ ୬ ୱିକେଟ ଦଖଲ ପରେ ରୋହିତ ଶର୍ମାଙ୍କ ଶତକ ବଳରେ ପ୍ରଥମ ଦିନିକିଆ ମ୍ୟାଚ୍‍ରେ ଭାରତ ଘରୋଇ…
Read More...

ଗଠନ ହେଲା ଐତିହ୍ୟ କ୍ୟାବିନେଟ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧିକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଐତିହ୍ୟ କ୍ୟାବିନେଟ ଗଠନ କରାଯାଇଛି । ଏହି କ୍ୟାବିନେଟରେ…
Read More...

ଶୁକ୍ରବାର ରାଶିଫଳ

ମେଷ: ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ନିଷ୍ଠା ବୃଦ୍ଧି ହେବ। ଅକ୍ଲେଶରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। କୌଶଳରେ କାର୍ଯ୍ୟ ସମ୍ପାଦନ କରି କୃତକାର୍ଯ୍ୟ ହେବେ। ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ରର…
Read More...

ବରିଷ୍ଠରେ ଲୋଏଶାରାଣୀ, କନିଷ୍ଠରେ ଶୁଭଲକ୍ଷ୍ମୀ ପ୍ରଥମ

ଆଜି ଶ୍ରାଦ୍ଧୋତ୍ସବରେ ପୁରସ୍କୃତ ହେବେ ୬କୃତୀ ପ୍ରତିଯୋଗୀ କଟକ  : ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ରାଜ୍ୟସ୍ତରୀୟ ଗୋପବନ୍ଧୁ ସ୍ମାରକୀ ତର୍କ ପ୍ରତିଯୋଗିତା ‘ଓଜସ୍ୱିନୀ…
Read More...

ମଣିପୁର ଚମ୍ପିଆନ ; ଓଡ଼ିଶା ରନର୍ସଅପ୍‍

କଟକ : କଟକରେ ଚାଲିଥିବା ଜାତୀୟ ସବ୍‍ଜୁନିୟର ବାଳିକା ଫୁଟ୍‍ବଲ ଚମ୍ପିଆନ୍‍ସିପରେ ମଣିପୁର ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ କଟକରେ ଚାଲିଥିବା ଏହି…
Read More...

କୂଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଦ୍ୱିତୀୟ ପ୍ରତିଜବାବ ଦାଖଲ କରିବ

ଇସଲାମାବାଦ : କୂଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଆନ୍ତର୍ଜାତିକ ଅଦାଲତରେ (ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ବା ଆଇସିଜେ) ଦ୍ୱିତୀୟ ପ୍ରତିଜବାବ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। ଏପ୍ରିଲ ୧୭ରେ ଭାରତ ପକ୍ଷରୁ…
Read More...

ସରଯୁ ନଦୀ କୂଳରେ ସାମୂହିକ ନମାଜ ପାଠକୁ ବାରଣ

ଲକ୍ଷ୍ନୌ : ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍‍ଏସ୍‍) ଅନୁବନ୍ଧିତ ମୁସଲମାନ ସଂଗଠନ ମୁସଲିମ୍‍ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଅଯୋଧ୍ୟାର ସରଯୁ ନଦୀ ନିକଟ ଦାର୍ତି କୂଳରେ କୋରାନ୍‍ ପାଠ ‘ନମା’ ପାଇଁ ଚାଲିଥିବା ଆୟୋଜନକୁ…
Read More...

ଉତ୍ତରପ୍ରଦେଶରେ ସାଧୁ ସନ୍ଥଙ୍କର ପୁଲିସ ଯାଞ୍ଚ ହେବ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସରକାର ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ସାଧୁ ସନ୍ଥଙ୍କର ପୁଲିସ ଯାଞ୍ଚ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ବହୁ ସଂଖ୍ୟକ ଆତ୍ମଘୋଷିତ ବାବା ଓ ମାତାଙ୍କୁ ନେଇ ନାନା…
Read More...

ନୀତୀଶଙ୍କ ମଦ ନିଷେଧ ଆଇନର ସଂଶୋଧନ

ପାଟନା : ରାଜ୍ୟରେ ପ୍ରବର୍ତ୍ତିତ ମଦ ନିଷେଧ ଆଇନର ସଂଶୋଧନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ୨୦୧୬ରେ ପ୍ରବର୍ତ୍ତିତ ଏହି ଐତିହାସିକ ଆଇନରେ ଥିବା କିଛି କଡ଼ା ବ୍ୟବସ୍ଥାକୁ ନେଇ ଅଡ଼ୁଆ ପରିସ୍ଥିତି…
Read More...

ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର : ମୌସୁମି ଓଡ଼ିଶା ଛୁଇଁବାର ମାସେ ବିତିଗଲାଣି। ତଥାପି ଲଘୁଚାପ ନଥିବାରୁ ବଡ଼ ଧରଣର ବର୍ଷା ହୋଇନାହିଁ। ସବୁ ଅଞ୍ଚଳରେ ମୌସୁମି ବର୍ଷା ଠିକଣା ଭାବେ ହୋଇ ନଥିବାରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଏ…
Read More...

ମାଲକାନଗିରିରେ ତିନି ଦଶନ୍ଦି ଧରି ରହୁଛନ୍ତି ଶ୍ରୀଲଙ୍କା ଶରଣାର୍ଥୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ତିନି ଦଶନ୍ଦି ଧରି ଶ୍ରୀଲଙ୍କାରୁ ଆସି ବହୁ ପରିବାର ଶରଣାର୍ଥୀ ଭାବେ ରହିଛନ୍ତି। ସେମାନଙ୍କ ପାଇଁ ରାଜ୍ୟ ସରକାର ଉପଯୁକ୍ତ ଥଇଥାନ ବ୍ୟବସ୍ତା କରିନଥିବା ହେତୁ ସେମାନେ ଅତି…
Read More...

ସିଙ୍ଗାପୁରରେ ମହିଳାଙ୍କୁ ଅସଦାଚରଣ କରି ଭାରତୀୟ ଡାକ୍ତର ଗିରଫ

ସିଙ୍ଗାପୁର : ସିଙ୍ଗାପୁରକୁ ଏକ ସୁଇମିଂ ପୁଲରେ ୪ ଜଣଙ୍କ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଭାରତୀୟ ଡାକ୍ତରଙ୍କୁ ଗିରଫ କରାଯାଇଛି। ତାଙ୍କୁ ସିଙ୍ଗାପୁର ଅଦାଲତ ଦୁଇ ସପ୍ତାହ ଜେଲ ଦଣ୍ଡ ଶୁଣାଇଛନ୍ତି। ସୂଚନା…
Read More...

ବିଦ୍ୟାଳୟରେ ଜଳସଙ୍କଟ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ପାନୀୟଜଳର ସୁବିଧା ନଥିବାରୁ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିକାର ନିମନ୍ତେ ବାରମ୍ବାର ବୈଠକ ବସୁଛି ହେଲେ ସମାଧାନର ସୂତ୍ର ବାହାରିପାରୁ…
Read More...

ସମଲିଙ୍ଗୀ ଯୌନ ସମ୍ପର୍କ ଅସମୀଚୀନ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମ୍ମତି ଭିତ୍ତିକ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୩୭୭ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ କ୍ରମାଗତ ୩ଦିନ ହେଲା ଶୁଣାଣି…
Read More...

ତଳେ ବସି ପିଲାଙ୍କ ସହିତ ମଧ୍ୟାହ୍ନଭୋଜନ ଖାଇଲେ ଉପଜିଲାପାଳ

ବଣାଇ : ବଣାଇ ଉପଜିଲାପାଳ ଭାବେ ନିକଟରେ କାର୍ଯ୍ୟରେ ଯୋଗଦାନ କରିଥିବା ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ୟେଦୁଲ୍ଲା ବିଜୟ ଆଜି ବଣାଇ ବ୍ଲକ ବନେଇକଲା ପଂଚାୟତ ଅନ୍ତର୍ଗତ ବଡଗାଁ ପ୍ରକଳ୍ପ ଉଚ୍ଚବିଦ୍ୟାଳୟ ପରିଦର୍ଶନରେ…
Read More...

ଖଟ୍ଟର ସରକାରଙ୍କ ନିଷ୍ପତ୍ତି : ବଳାତ୍କାର ଅଭିଯୋଗ ଲାଗିଲେ ବନ୍ଦ ହେବ ପେନସନ୍‍, ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ : ହରିୟାଣା ସରକାର ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ବିରୋଧୀ ଅପରାଧରେ ଲଗାମ ଲଗାଇବା ପାଇଁ କିଛି ନୂଆ ପଦକ୍ଷେପ ନେଇଛନ୍ତି। ଏ କ୍ରମରେ ବଳାତ୍କାର ଅପରାଧ କ୍ଷେତ୍ରରେ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବା…
Read More...

ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍‍: ୬ ମୃତ

ହାଇଦରାବାଦ : ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲା ତଡିପାତ୍ରି ଅଞ୍ଚଳର ଏକ ଇସ୍ପାତ କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍‍ ହୋଇ ୬ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୫ଜଣ ଅସୁସ୍ଥ ହୋଇଛନ୍ତି। ମୃତ ଶ୍ରମିକମାନେ…
Read More...

ଟଳି ନାହିଁ ଥାଇଲାଣ୍ଡ ଗୁମ୍ଫା ବିପଦ: ଫସିରହିଛନ୍ତି ୨୦ ଉଦ୍ଧାରକାରୀ

ବ୍ୟାଂକକ୍‍ : ଥାଇଲାଣ୍ଡର ଚିଆଙ୍ଗ ରାଇ ପ୍ରଦେଶର ଥାମ ଲୁଆଙ୍ଗ ଗୁମ୍ଫାରେ ଫସିଥିବା ୧୨ଜଣ ଫୁଟ୍‍ବଲ ଖେଳାଳି ଓ ତାଙ୍କର ପ୍ରଶିକ୍ଷକ (କୋଚ)କୁ ଉଦ୍ଧାର କରାଯିବା ପରେ ଚାରିଆଡେ ଆନନ୍ଦର ଲହରି ଖେଳିଯାଇଛି। ତେବେ…
Read More...

ଆନ୍ଦୋଳନରୁ ଓହରିଲା ମାଲକାନଗିରି କଂଗ୍ରେସ କମିଟି

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଗତ ମଙ୍ଗଳବାରଠାରୁ ଜିଲ୍ଲା କଂଗ୍ରେସ ତରଫରୁ ଦିଆଯାଇଥିବା ଧାରଣା ଗୁରୁବାର ପ୍ରତ୍ୟାହୃତ ହୋଇଛି । ଧାରଣାସ୍ଥଳରେ ଜିଲା କଂଗ୍ରେସ ଏକ ଅସ୍ଥାୟୀ…
Read More...

ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଆପ୍‍ ସରକାରଙ୍କ ସହ କ୍ଷମତା କନ୍ଦଳକୁ ନେଇ ଚର୍ଚ୍ଚାରେ ଥିବା ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ୍‍ ବୈଜଲ୍‍ଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ତୀବ୍ର ଭର୍ତ୍ସନା କରିଛନ୍ତି।…
Read More...

ରେକର୍ଡସ୍ତରରେ ସେନସେକ୍ସ ଏବଂ ନିଫ୍ଟି

ନୂଆଦିଲ୍ଲୀ : ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ) ଗୁରୁବାର କାରବାରରେ ରେକର୍ଡ ସୃଷ୍ଟି କରିଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ) ସେନସେକ୍ସ ୨୮୨.୪୮ ପଏଣ୍ଟ ବୃଦ୍ଧି ପାଇ ସର୍ବୋଚ୍ଚସ୍ତର ୩୬,୨୮୩.୨୫…
Read More...

ଏଣିକି ବିବାହ ଖର୍ଚ୍ଚର ହିସାବ ମାଗିବେ ସରକାର!

ନୂଆଦିଲ୍ଲୀ : ଏଣିକି ବାହାଘରରେ ହେଉଥିବା ଖର୍ଚ୍ଚ ଉପରେ ସରକାରଙ୍କ ଦୃଷ୍ଟି ପଡ଼ିବ। ଯଦି ସବୁକିଛି ନିୟମ ଅନୁସାରେ ଚାଲେ ତେବେ ଖୁବଶୀଘ୍ର ଲୋକଙ୍କୁ ବିବାହରେ ହେଉଥିବା ଖର୍ଚ୍ଚର ହିସାବ ସରକାରଙ୍କୁ ଦେବାକୁ ପଡ଼ିବ।…
Read More...

ଉଚ୍ଚଜାତିର ପୂଜକ ନିମ୍ନଜାତିର ଲୋକଙ୍କ ପାଇଁ ପୂଜାପାଠ କରିବାକୁ ବାଧ୍ୟ : ଉତ୍ତରାଖଣ୍ଡ ହାଇକୋର୍ଟ

ଡେହରାଡୁନ୍‍ : ଉଚ୍ଚଜାତିର ପୂଜକ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସ୍‍ଟି/ଏସ୍‍ସି) ବର୍ଗ ବା ନିମ୍ନଜାତିର ଲୋକଙ୍କ ପାଇଁ ପୂଜାପାଠ କରିବାକୁ ମନା କରିପାରିବେ ନାହିଁ ବୋଲି ଗୁରୁବାର ଉତ୍ତରାଖଣ୍ଡ ହାଇକୋର୍ଟ…
Read More...

ପୁରୁଲିଆରେ ଦୁଇ ବିଜେପି କର୍ମୀଙ୍କୁ ହତ୍ୟା

କଲକାତା : ପଶ୍ଚିମବଙ୍ଗର ପୁରୁଲିଆରେ ଗୁରୁବାର ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଜଣ କର୍ମୀଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ବିଜେପି ଏହି ହତ୍ୟାକାଣ୍ଡ ପଛରେ ତୃଣମୂଳ କଂଗ୍ରେସ (ଟିଏମ୍‍ସି)ର ହାତ ଥିବା…
Read More...

ଢେଙ୍କାନାଳରେ ସମଲିଙ୍ଗୀ ବିବାହ କଲେ ଦୁଇ ଝିଅ

ଢେଙ୍କାନାଳ: ଭାରତୀୟ ଦଣ୍ଡବିଧି ଆଇନ୍‍ର ୩୭୭ ଧାରାରେ ଉଲ୍ଲେଖିତ ସମଲିଙ୍ଗୀ ବିବାହକୁ ଅବୈଧ ଓ ଅପରାଧ ବୋଲି ବିବେଚନା କରିବାକୁ ଦେଶର ସର୍ବୋଚ୍ଚ ଅଦାଲତ ମନା କରିଦେବା ପରେ ଦେଶରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ…
Read More...

ଆକାଶରେ ସାମ୍ନାସାମ୍ନି ହେଲା ଦୁଇ ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଆକାଶରେ ଆଜି ହଠାତ୍‍ ସାମ୍ନାସାମ୍ନି ହୋଇଛନ୍ତି ଦୁଇ ଇଣ୍ଡିଗୋ ବିମାନ। ତେବେ ପାଇଲଟର ତ୍ୱରିତ ପଦକ୍ଷେପ ଫଳରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛି। ମଙ୍ଗଳବାର ଇଣ୍ଡିଗୋର ବିମାନ ନମ୍ବର…
Read More...

ନକଲି ଆକାଉଣ୍ଟଧାରୀଙ୍କୁ ଧରାଇବ ଫେସ୍‍ବୁକ୍‍ର ନୂଆ ଫିଚର

ନୂଆଦିଲ୍ଲୀ : ନକଲି ଆକାଉଣ୍ଟ ଉପରେ ଅଙ୍କୁଶ ଲଗାଇବା ପାଇଁ ଫେସ୍‍ବୁକ୍‍ ଏକ ନୂଆ ଫିଚର ଆଣିବାକୁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି। ଏହାଦ୍ୱାରା ନକଲି ଆକାଉଣ୍ଟଧାରୀଙ୍କ ମେସେଜକୁ ସହଜରେ ଜାଣିହେବ। ମେସେଜ କରୁଥିବା…
Read More...

ସିବିଆଇ ଜାଲରେ ମନ୍ତ୍ରୀଙ୍କ ପୁଅ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ମାମଲାର ଖୋଳତାଡ଼ ବେଳେ ସିବିଆଇ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ପୁଅ। ସିସୋର୍‍ ଚିଟ୍‍ଫଣ୍ଡ୍‍ ମାମଲାରେ ୨ ଜଣ ବରିଷ୍ଠ ଆଇଏଏସ୍‍ଙ୍କୁ ପଚରାଉଚରା କରିବା ପରେ ଏବେ…
Read More...

ଜାଣନ୍ତୁ ଗର୍ଭବତୀଙ୍କ ଉପରେ ସୂର୍ଯ୍ୟପରାଗର ପ୍ରଭାବ

ଶାସ୍ତ୍ର ଅନୁସାରେ ଗର୍ଭବତୀମାନେ ସୂର୍ଯ୍ୟ ପରାଗ ଦେଖିବା ଦ୍ୱାରା ଖରାପ ପ୍ରଭାବ ପଡିଥାଏ। ମାନ୍ୟତା ଅନୁସାରେ ଯେକୌଣସି ସୂର୍ଯ୍ୟ ପରାଗର ପ୍ରଭାବ ୧୦୮ଦିନ ପର୍ଯ୍ୟନ୍ତ ରହିଥାଏ। ଏହାର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ…
Read More...

ବିଜେପି ଜିତିଲେ ହିନ୍ଦୁ ପାକିସ୍ତାନ ସୃଷ୍ଟି ହେବ: ଥରୁର

ତିରୁଭାନନ୍ତପୁରମ୍‍: ୨୦୧୯ ନିର୍ବାଚନରେ ଯଦି ବିଜେପି ବହୁମତ ପାଇ କେନ୍ଦ୍ରରେ ସରକାର ଗଠନ କରିବ ତେବେ ସଂଖ୍ୟାଲଘୁମାନଙ୍କର ଅଧିକାର କ୍ଷୁର୍ଣ୍ଣ ହେବ। ଭାରତ ‘ହିନ୍ଦୁ ପାକିସ୍ତାନ’ରେ ପରିବର୍ତ୍ତିତ ହେବ ବୋଲି ବରିଷ୍ଠ…
Read More...

୨୦ରୋଗୀଙ୍କୁ ବିଷ ଦେଇ ମାରିଦେଲେ ନର୍ସ

ନୂଆଦିଲ୍ଲୀ: ରୋଗୀଙ୍କ ଜୀବନ କେବଳ ଡାକ୍ତରଙ୍କ ହାତରେ କାହିଁକି ନର୍ସଙ୍କ ଉପରେ ମଧ୍ୟ ନିର୍ଭର କରିଥାଏ। କାରଣ କୌଣସି ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଦେବା ଦାୟିତ୍ୱ ଏହି ନର୍ସ ତୁଲାଇ ଥାନ୍ତି। ଯଦି…
Read More...

ଜାଣନ୍ତୁ, ରାଶି ଉପରେ ସୂର୍ଯ୍ୟ ପରାଗର ପ୍ରଭାବ

୧୩ ଜୁଲାଇ ୨୦୧୮ରେ ବର୍ଷର ଦ୍ୱିତୀୟ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ। ଏହା ଓଡିଶାରେ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟ ପରାଗ ସକାଳ ୭.୧୮ମିନିଟରୁ ଆରମ୍ଭ ହୋଇ ୯.୪୩ମିନିଟରେ ସମାପ୍ତ ହେବ।…
Read More...

୧କେଜି ଚିନିରେ ୩ଟଙ୍କା ଟିକସ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଖୁ ଚାଷୀଙ୍କ କ୍ଷତି ଭରଣ କରିବା ନିମନ୍ତେ ଚିନି ଉପରେ ଜିଏସଟି ବ୍ୟତୀତ ୩ପ୍ରତିଶତ ସେସ ଟିକସ ପାଇଁ ଦିଆଯାଇ ଥିବା ପରାମର୍ଶକୁ ଖାରଜ କରି ଦିଆଯାଇଛି। ତେବେ ଆସାମର ବିତ୍ତ…
Read More...

ଜାଣନ୍ତୁ, ଧନିଆ ପତ୍ରର ଔଷଧୀୟ ଗୁଣ

ଧନିଆ ପତ୍ର ଶରୀର ପାଇଁ ଲାଭଦାୟକ ଅଟେ। ଏଥିରେ ଭିଟାମିନ-ଏ ଓ ସି ଥିବାରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଧନିଆ ପତ୍ର ଦ୍ୱାରା ଅନେକ ରୋଗରୁ ମଧ୍ୟ ଉପଶମ ମିଳିଥାଏ। ଧନିଆ ପତ୍ରର ଲାଭ: ଧନିଆ ପତ୍ର ଖାଇବା…
Read More...

ଆନ୍ଧ୍ରମାଛରେ ମିଶୁଛି ବିଷ! ଯାଞ୍ଚ କରିବେ ରାଜ୍ୟ ସରକାର

କଟକ: ଆନ୍ଧ୍ରପ୍ରଦେଶରୁ ମାଛ ଆମଦାନୀ ଉପରେ ଆସାମ ସରକାର କଟକଣା ଲଗାଇବା ପରେ ଓଡିଶାରେ ଉଦବେଗ ପ୍ରକାଶ ପାଇଛି। ଆନ୍ଧ୍ରରୁ ଓଡିଶା ଆସୁଥିବା ମାଛ ନମୁନା ପରୀକ୍ଷା କରାଯିବ ବୋଲି କୃଷି ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ…
Read More...

ଚୀନ-ଆମେରିକାର ବାଣିଜ୍ୟ ଯୁଦ୍ଧରୁ ଭାରତକୁ ଫାଇଦା

ନୂଆଦିଲ୍ଲୀ: ଚୀନ୍‍ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧରେ ଭାରତକୁ ଫାଇଦା ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ଏହି ସୁଯୋଗରେ ଭାରତର ଔଷଧ ଶିଳ୍ପ ସର୍ବାଧିକ ଲାଭବାନ ହେବାକୁ ଯାଉଥିବା ଜଣାପଡ଼ିଛି। ଚୀନ୍‍କୁ…
Read More...

ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିଲାନି:ଫେସବୁକ ଲାଇଭରେ ଆତ୍ମହତ୍ୟା

ଲକ୍ଷ୍ନୌ: ଆଗ୍ରା ଜିଲାର ଜଣେ ଯୁବକ ସେନାରେ ଭର୍ତ୍ତି ହେବାର ସୁଯୋଗ ନମିଳିବାରୁ ଶେଷରେ ଆତ୍ମହତ୍ୟା କରିଛନ୍ତି। ଏଏନଆଇ ଦ୍ୱାରା ମିଳିଥିବା ତଥ୍ୟ ଅନୁଯାୟୀ ମୁନା ନାମକ ଏହି ଯୁବକ ସେନାରେ ଭର୍ତ୍ତି ହେବା ସୁଯୋଗରୁ…
Read More...

ଗର୍ଭାବସ୍ଥାରେ ତୁଳସୀ ଖାଇଲେ ଏହି ୫ଟି ଲାଭ ମିଳେ!

ତୁଳସୀ ପତ୍ର କୌଣସି ଔଷଧ ଠାରୁ କମ୍ ନୁହେଁ। ଏହା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। କୁହାଯାଏ ତୁଳସୀ ପତ୍ର ଗର୍ଭସ୍ଥ ମହିଳାଙ୍କ ପାଇଁ ଏକ ବରଦାନ ଅଟେ। ଗର୍ଭାବସ୍ଥାରେ ଏହାକୁ ନିୟମିତ ଖାଇବା ଦ୍ବାରା ଅନେକ ସୁଫଳ…
Read More...

ଜାଣନ୍ତୁ, ଲେମ୍ବୁର କୁପ୍ରଭାବ

ସାଲାଡ ହେଉ କିମ୍ବା ଚାଟ୍‍ ସେଥିରେ ଲେମ୍ବୁ ରସ ଚିପୁଡିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଯାଏ। ଲେମ୍ବୁ ସ୍ୱାଦ ବଢାଇବା ସହ ଖରାଦିନେ ଶରୀରରେ ଅନେକ ଲାଭ ପହଞ୍ଚାଇ ଥାଏ। ଲେମ୍ବୁ ଶରୀର ପାଇଁ ଉପକାରୀ ଅଟେ ଏହା ତ ସମସ୍ତେ…
Read More...

ଜାଲ୍‍ ଆକାଉଣ୍ଟକୁ ଧରିବ ଫେସ୍‍ବୁକ୍‍

ନୂଆଦିଲ୍ଲୀ: ଏଣିକି କୌଣସି ବ୍ୟକ୍ତି ଫେସ୍‍ବୁକ୍‍ରେ ଜାଲ୍‍ ବା ବେନାମୀ ଆକାଉଣ୍ଟ ଖୋଲି ମେସେଜ୍‍ ପଠାଇଲେ ଧରାପଡ଼ିବେ। ଫେସ୍‍ବୁକ୍‍ କର୍ତ୍ତୃପକ୍ଷ ଏଭଳି ଏକ ସୁବିଧା ଆଣିବା ପାଇଁ ଯୋଜନା କରୁଛନ୍ତି। ଫେସ୍‍ବୁକ୍‍ର…
Read More...

ଡାଇପର ପିନ୍ଧି ରାଫେଲ ବିମାନ ଉଡ଼ାଇବେ ପାଇଲଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବାୟୁସେନା ପାଇଁ ୧୧୦ଟି ରାଫେଲ ବିମାନ କିଣିବାକୁ ଯାଉଛନ୍ତି। ଏହି ବିମାନ କିଣିବା ପୂର୍ବରୁ ସରକାର ଓ ଅନ୍ତଃରାଷ୍ଟ୍ରୀୟ ବିମାନ ନିର୍ମାତା କମ୍ପାନୀ ମଧ୍ୟରେ ହୋଇଥିବା ଇ-ମେଲର ଆଦାନ ପ୍ରଦାନ…
Read More...

ସେନ୍‍ସେକ୍ସରେ ୨୦୦ ପଏଣ୍ଟ ବୃଦ୍ଧି

ମୁମ୍ବଇ: ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ସୂଚକାଙ୍କରେ ରେକର୍ଡ ଅଭିବୃଦ୍ଧି ଘଟିଛି। ଆଜି କାରବାର ଆରମ୍ଭ ହେବା ବେଳେ ସେନ୍‍ସେକ୍ସ ୨୧୨.୮୫ ପଏଣ୍ଟ ବା ୦.୫୯ ପ୍ରତିଶତ ବୃଦ୍ଧି ପାଇ ୩୬,୪୭୮.୭୮ରେ ପହଞ୍ଚିଥିଲା। ସେହି ସମୟରେ…
Read More...

ନୀତିଶଙ୍କୁ ଭେଟିଲେ ଶାହା: ଆସନ ବୁଝାମଣାର ବାଟ ଫିଟିବାକୁ ନେଇ ଆଶାବାଦୀ

ପାଟନା: ୨୦୧୯ସାଧାରଣ ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଅମୀତ ଶାହା ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି। ଏହି ଗସ୍ତ ଅବସରରେ ମୁଖ୍ୟତଃ ଏନଡିଏ ସହଯୋଗୀ ଦଳ ସହ ଆଲୋଚନା ଶାହାଙ୍କ ମୂଳ ଲକ୍ଷ୍ୟ ରହିଛି। ଶାହା ଆଜି…
Read More...

ନଦୀରେ ଭାଇ-ଭଉଣୀ ମୃତ

ରାଇରଙ୍ଗପୁର: ନଦୀରେ ବୁଡି ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଚିଆ ଖଡ଼ଖାଇ ନଦୀରେ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକରୀ ଦଳ ପହଞ୍ଚି ପ୍ରାୟ ଏକ ଘଣ୍ଟା ଧରି…
Read More...

ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର କୁପ୍ରଭାବ

ଚା ଓ କଫି ପାନୀୟ ପ୍ରତି ସଂଖ୍ୟାଧିକ ଲୋକଙ୍କ ଦୁର୍ବଳତା ରହିଛି। ଆଜିକାଲି ତ’ ରାସ୍ତାକଡ଼ ଠେଲାରେ ମଧ୍ୟ ଚା’ ମିଳୁଛି। ତେବେ ଏସବୁ ସ୍ଥାନରେ ଚା’ ପ୍ଲାଷ୍ଟିକ୍ କପ୍‌ରେ ଦିଆଯାଏ। ଜାଣିରଖନ୍ତୁ ଯେ ପ୍ଲାଷ୍ଟିକ୍ କପ୍‌ରେ…
Read More...

ବର୍ଷା ଋତୁରେ ଖାଦ୍ୟପେୟ ପ୍ରତି ସଚେତନତା

ବର୍ଷାର ଆରମ୍ଭ ହେଲେ, ପ୍ରତ୍ୟେକ ବର୍ଗର ଲୋକେ ସଚେତନ ହେବା ଆବଶ୍ୟକ। ବିଶେଷ କରି ବୟସ୍କ ଓ ପିଲାଙ୍କ ନିମନ୍ତେ ପରିବାରଲୋକେ ଯତ୍ନବାନ୍ ହେବା ଉଚିତ। କାରଣ ଏଇ ଦିନେ ସଂକ୍ରମଣ ବ୍ୟାପିବାର ଭୟ ସର୍ବାଧିକ। ଏଣୁ ଘରେ…
Read More...

କେଉଁ ଲୁଣ ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ?

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର ଲୁଣ ଉପଲବ୍ଧ ରହୁଛି। ସାଧାରଣ ବର୍ଗର ଲୋକ ଅନେକ ସମୟରେ କେଉଁ ପ୍ରକାର ଲୁଣ କିଣି ଖାଦ୍ୟରେ ଉପଯୋଗ କରିବେ, ତାହା ଜାଣିପାରୁନାହାନ୍ତି। ଦିଲ୍ଲୀର ନାମୀ…
Read More...

ନିରପରାଧର ତ୍ରାଣକର୍ତ୍ତା

ଘଟଣାକ୍ରମେ କଣ୍ବ ମୁନିଙ୍କ ଆଶ୍ରମରେ ରହିଥାନ୍ତି ଭରତ, ମା’ ଶକୁନ୍ତଳାଙ୍କ ସହ। ସେ ସମୟରେ ଭରତ ମାତ୍ର ୧୧ବର୍ଷର କିଶୋର ଥାଆନ୍ତି। ତାଙ୍କର ମନ୍ତ୍ରଦାତ୍ରୀ, ସିଦ୍ଧି, ସଫଳତାର ପ୍ରତୀକ ଥିଲେ ମା’ ଶକୁନ୍ତଳା। ଶକୁନ୍ତଳା…
Read More...

କୃଷିଋଣ ଛାଡ଼ର ବାଧ୍ୟବାଧକତା

କୃଷିଋଣ ଛାଡ଼ ଦାବି ଏବେ ଓଡ଼ିଶାରେ ଜୋର ଧରିଲାଣି। ବିରୋଧୀ ବିଜେପି ଓ କଂଗ୍ରେସ ଏ ନେଇ ସ୍ବର ଉଠାଇଥିବାବେଳେ ଶାସକ ବିଜେଡ଼ି ପରିସ୍ଥିତି ଓ ପରିବେଶର ଅପେକ୍ଷାରେ ରହିଛି। ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ଉଠାଇବା…
Read More...

ଆନ୍ଧ୍ର ମାଛରେ ବିଷ !

କଟକ/ଗୌହାଟୀ: ଆନ୍ଧ୍ର ମାଛ ଉପରେ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟ ନିର୍ଭର କରୁଥିବା ବେଳେ ଏଥିରେ ବିଷ ମିଶି ରହିଥିବା ଜଣାପଡିଛି। ଏନେଇ ଆସାମ ସରକାର ଅବଗତ ହେବା ପରେ ଆନ୍ଧ୍ର ମାଛ ଆମଦାନୀ ଉପରେ କଟକଣା ଜାରି କରିଛନ୍ତି।…
Read More...

ପ୍ଲାଷ୍ଟିକ ନିଷେଧ ପ୍ରୟାସ

ପ୍ଲାଷ୍ଟିକ ପ୍ରଦୂଷଣ ଆମ ସମୟର ଏକ ବଡ଼ ବିପଦ। ବର୍ଜ୍ୟ ପ୍ଲାଷ୍ଟିକର ଉପଯୁକ୍ତ ପରିଚାଳନାର ଅଭାବରୁ ସଂପ୍ରତି ଏହା ଏକ ମହାବିପଦ ସୃଷ୍ଟି କରିଛି। ଅତଏବ ପ୍ଲାଷ୍ଟିକ ସାମଗ୍ରୀ, ବିଶେଷତଃ ପଲିଥିନ ବ୍ୟବହାର ଉପରେ କଟକଣା ଓ…
Read More...

ପତନ ଅଭିମୁଖେ ‘ଉତ୍‌ଥାନ’

ପ୍ରଫୁଲ୍ଲକୁମାର ଦାଶ ଜୁନ୍ ୨୯ତାରିଖ ଦିନ କାହ୍ନୁର ଅଭିଯୋଗ ଥିଲା ଜେଜେ, ମୁଁ ଆଉ ଏ ସ୍କୁଲରେ ପଢ଼ିବିନି । ମୋତେ ଭଲ ସ୍କୁଲରେ ପଢ଼ାଅ । ମୁଁ ଏହାର କାରଣ ପଚାରିବାରୁ ସେ କହିଲା- ଆମ ସ୍କୁଲରେ କିଛି ପାଠ ପଢ଼ା ହେଉନି ।…
Read More...

ଥାମ୍‌ ଲୁଆଙ୍ଗ୍‌ ଗୁମ୍ଫାରେ ଅଠର ଦିନ

ଅରବିନ୍ଦ ବେହେରା ଜୁଲାଇ ୧୦ ତାରିଖ, ମଙ୍ଗଳବାର ଦିନ ପ୍ରଚାରିତ ହେଲା ଯେ ଥାଇଲାଣ୍ଡର ବାର ଜଣ ତରୁଣ ଫୁଟବଲ୍ ଖେଳାଳି ଓ ସେମାନଙ୍କ କୋଚ୍‌ ଥାମ୍ ଲୁଆଙ୍ଗ୍ ଗୁମ୍ଫାରୁ ଉଦ୍ଧାର କରିବା ପ୍ରକ୍ରିୟା ସଫଳତାର ସହିତ ସମାପ୍ତ…
Read More...

ଗୁରୁବାର ମା’ ଲକ୍ଷ୍ମୀଙ୍କ ବ୍ରତ କରିବାର ପୂଜା ବିଧି

ଗୁରୁବାରରେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନପ୍ରାପ୍ତି ହୋଇଥାଏ। ଏହିଦିନ ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ଯୁଗଳ ଭାବେ ପୂଜା କରିବା ଦ୍ୱାରା ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଗୁରୁବାର ଦିନ ଶ୍ରଦ୍ଧାର ସହ ପୂଜା…
Read More...

ମୋବାଇଲ ଚୋରିରୁ ରକ୍ଷା ପାଇବାକୁ ସତର୍କତା

ନିକଟରେ ଦିଲ୍ଲୀ ପୁଲିସ୍ ନିଜର ନୂତନ ଅଭିଯାନ ଆରମ୍ଭ କରିଛି। ଚୋରି, ଡକାୟତି କେବଳ ଦିଲ୍ଲୀର ସମସ୍ୟା ନୁହେଁ, ବରଂ ଭାରତର ପ୍ରତ୍ୟେକ ପ୍ରାନ୍ତରେ ନିୟମିତ ସଂଖ୍ୟାଧିକ ଚୋରି ହେଉଛି। ହେଲେ ଦିଲ୍ଲୀରେ ଏହା ନିୟନ୍ତ୍ରଣ…
Read More...

ଅସାମାଜିକ ଯୁବକଙ୍କୁ କାବୁ

ବ୍ରହ୍ମପୁର: ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତିକୁ ଧରି ପୁଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ସ୍ଥାନୀୟ ଅଶୋକନଗରରେ ଆତଙ୍କ ସୃଷ୍ଟି କରୁଥିବା ୭ଜଣ ଅସାମାଜିକ ଯୁବକଙ୍କୁ ସ୍ଥାନୀୟ ଲୋକ ମାଡ ମାରିବା ସହ ବୈଦ୍ୟନାଥପୁର…
Read More...

ପନୀର ଟିକା ମସାଲା

ଆବଶ୍ୟକ ସାମଗ୍ରୀ: ପନୀର- ୫୦୦ଗ୍ରାମ୍‍ ଲୁଣ- ସ୍ୱାଦ ଅନୁସାରେ ଲଙ୍କା ଗୁଣ୍ଡ- ୧ଚାମଚ ଅଦା ପେଷ୍ଟ- ୧ଚାମଚ ଧନିଆ ଗୁଣ୍ଡ- ୧/୨ଚାମଚ ଦହି-୧ଚାମଚ ତେଲ- ଆବଶ୍ୟକ ମୁତାବକ ମସଲା ପ୍ରସ୍ତୁତ ପାଇଁ ସାମଗ୍ରୀ:…
Read More...

ଏହି ସବୁ ଗଛ ଘରେ ରହିଲେ ଶୁଭଫଳ ମିଳେ

ଲୋକମାନେ ନିଜ ଘରର ପରିବେଶକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାରର ଗଛ ଲଗାଇଥାନ୍ତି। କିନ୍ତୁ ବେଳେବେଳେ ଅଜାଣତରେ ଏପରି କିିଛି ଲଗାଇ ଦିଅନ୍ତି ଯାହାଦ୍ୱାରା ଅନେକ ପ୍ରକାରର କୁପ୍ରଭାବ ଘରେ ପଡିଥାଏ। ଆସନ୍ତୁ…
Read More...

ଫେଡେରର ପରାସ୍ତ; ସେମିରେ ଜୋକୋଭିକ୍‍ ଓ ଆଣ୍ଡରସନ୍‍

ଲଣ୍ଡନ : ଗ୍ରାଣ୍ଡସ୍ଲାମ୍‍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‍ର ପୁରୁଷ ସିଙ୍ଗଲ୍‍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ନୋଭାକ୍‍ ଜୋକୋଭିକ୍‍ ଓ କେଭିନ୍‍ ଆଣ୍ଡରସନ୍‍। ତେବେ ଚକିକତର ଭାବେ ବିଶ୍ୱରେକର୍ଡ ୨୦…
Read More...

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ଆଜି

ଟ୍ରେଣ୍ଟ ବ୍ରିଜ୍‍ : ବର୍ଷକ ପରେ ଏହି ଇଂଲଣ୍ଡ ମାଟିରେ ବିଶ୍ୱକପ୍‍ ଆୟୋଜନ ହେବ। ଘରୋଇ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ବିଶ୍ୱକପ୍‍ ଲାଗି ଭାରତୀୟ ଦଳର ପ୍ରସ୍ତୁତିର ଅଂଶବିଶେଷ। ଗୁରୁବାର ଏଠାରେ ଭାରତ…
Read More...

ନବନିର୍ମାଣ କୃଷକ ସଂଗଠନର ବିଶାଳ ବିକ୍ଷୋଭ

କଟକ : କୃଷକଙ୍କର ବିଭିନ୍ନ ଦାବି ପୂରଣ ପାଇଁ ବୁଧବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ…
Read More...

ଫାଇନାଲରେ କ୍ରୋଏସିଆ

ମସ୍କୋ : ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର ଫାଇନାଲରେ ଫ୍ରାନ୍‍ସ ଓ କ୍ରୋଏସିଆ ମଧ୍ୟରେ ମୁକାବିଲା ହେବ। ପ୍ରଥମ ସେମିଫାଇନାଲରେ ଜିତି ଫ୍ରାନ୍‍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବୁଧବାର ୨ୟ ସେମିଫାଇନାଲରେ ଅତିରିକ୍ତ…
Read More...

ଶେଷ ହେବ ଅନବସର ଦର୍ଶନ, ବଢୁଛି ଭକ୍ତଙ୍କ ସମାଗମ

ପୁରୀ : ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନେ ଅନବସର ପିଣ୍ଡିରେ ରହି ଗୁପ୍ତସେବା ପାଇବା ପରେ ଏକାଦଶୀ ଦିନ ଖଳିପ୍ରସାଦ ଲାଗି କରାଯାଇଥିଲା। ମଙ୍ଗଳବାର ମହାପ୍ରଭୁ ସୁସ୍ଥ ହେବା ଖବର ଦଇତାପତିମାନେ ଶ୍ରୀନଅରରେ ପହଞ୍ଚାଇଛନ୍ତି।…
Read More...

ସରିଲା ରଥ ନିର୍ମାଣ

ପୁରୀ : ଶେଷହେଲା ରଥ ନିର୍ମାଣ। ଉଠିଲା କଳସ। କନାପକା ଆରମ୍ଭ ହେଲା। ପାର୍ଶ୍ବଦେବଦେବୀଙ୍କୁ ରଥ ଚାରିପଟେ ବିଜେ କରାଗଲା। ଏହାପରେ ତିନିରଥକୁ ଆକର୍ଷଣୀୟ ଫୁଲରେ ସଜ୍ଜିତ କରାଯିବ। ଆଗାମୀ ୧୪ତାରିଖ ଶନିବାର ଦିନ…
Read More...

ପୋଲାଭରମ୍‌ ପ୍ରକଳ୍ପ ବନ୍ଦ ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

ମାଲକାନଗିରି : ପୋଲାଭରମ୍‍ ପ୍ରକଳ୍ପ ବନ୍ଦ ଲାଗି ଓଡ଼ିଶା ସରକାରଙ୍କ ଆବେଦନ ସୁପ୍ରିମକୋର୍ଟରେ କେବଳ ଅଗ୍ରାହ୍ୟ ହୋଇନି; ବରଂ ଇନ୍ଦିରାସାଗରରେ ନିର୍ମାଣାଧୀନ ପୋଲାଭରମ୍‍ ପ୍ରକଳ୍ପ ଏକବର୍ଷ ମଧ୍ୟରେ ସାରିବା ପାଇଁ…
Read More...

ଉତ୍ତରାଖଣ୍ଡରେ ବର୍ଷା: ୭ ମୃତ

ଡେରାଡୁନ : ମୌସୁମୀ ବାୟୁଜନିତ ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଜନଜୀବନ ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଡେରାଡୁନର ସୀମାଦ୍ୱାରରେ ଏକ କୋଠା ଭୁଶୁଡିପଡିବାରୁ ୪ଜଣ ପ୍ରାଣହରାଇଛନ୍ତି।…
Read More...

ଧାରା ୩୭୭ ଏକ ସାମାଜିକ ଘୃଣା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୩୭୭ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ଶୁଣାଣି ଜାରି ରଖିଛନ୍ତି। ବୁଧବାର ଶୁଣାଣି ସମୟରେ…
Read More...

ଇଣ୍ଟରନେଟ୍‍ ସେବା ପ୍ରଦାନରେ ହୋଇପାରିବନି ପାତରଅନ୍ତର

ନୂଆଦିଲ୍ଲୀ : ଇଣ୍ଟରନେଟ୍‍ ସେବା ପ୍ରଦାନରେ ମୋବାଇଲ କମ୍ପାନୀ, ଇଣ୍ଟରନେଟ ଯୋଗାଣକାରୀ ଓ ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡିକ କୌଣସି ପ୍ରକାର ପକ୍ଷପାତିତା ବା ପାତରଅନ୍ତର କରିପାରିବେ ନାହିଁ। ସେହିପରି ଇଣ୍ଟରନେଟ୍‍…
Read More...

ପାକ୍‍ ନିର୍ବାଚନ ଶୋଭାଯାତ୍ରାରେ ବିସ୍ଫୋରଣ

ପେଶୱାର : ପାକିସ୍ତାନର ପେଶୱାର ନିକଟରେ ଆୱାମୀ ନ୍ୟାସନାଲ ପାର୍ଟିର ଏକ ନିର୍ବାଚନ ଶୋଭାଯାତ୍ରାରେ ବିସ୍ଫୋରଣ ଘଟି ଅନ୍ୟୂନ ୧୩ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏହି ପାର୍ଟି ଇସ୍‍ଲାମିକ୍‍…
Read More...

ଇଞ୍ଜିନିୟରକୁ ଫାଶୀ ଦଣ୍ଡାଦେଶ

ଚେନ୍ନଇ : ମାତ୍ର ୭ବର୍ଷର ଶିଶୁକୁ ବଳାତ୍କାର ଓ ହତ୍ୟା ଅପରାଧରେ ମାଡ୍ରାସ ହାଇକୋର୍ଟ ଜଣେ ୨୩ବର୍ଷୀୟ ଇଞ୍ଜିନିୟର ଏସ୍‌. ଦଶୱକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ଫେବୃଆରୀ ମାସରେ ନିମ୍ନ ଅଦାଲତ ଦେଇଥିବା ରାୟକୁ କାଏମ…
Read More...

ଜଲାଲାବାଦରେ ପୁଣି ଆକ୍ରମଣ; ୧୦ମୃତ

ଜଲାଲାବାଦ : ପୁଣି ଆଫଗାନିସ୍ତାନର ଜଲାଲାବାଦରେ ଘଟିଛି ବିସ୍ଫୋରଣ। ବୁଧବାର ସ୍ଥାନୀୟ ଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିସରରେ ହୋଇଥିବା ଏହି ବିସ୍ଫୋରଣରେ ୧୦ଜଣ ପ୍ରାଣ ହରାଇଥିବାବେଳେ ଆହୁରି ପ୍ରାୟ ୧୦ଜଣ ଆହତ ହୋଇଛନ୍ତି।…
Read More...

ନଭେମ୍ବର ୧୪ରୁ ଚାଲିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍‍

ନୂଆଦିଲ୍ଲୀ : ଶ୍ରୀଲଙ୍କାରୁ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍‍ ଟ୍ରେନ୍‍। ଭଗବାନ ଶ୍ରୀରାମଙ୍କ ପ୍ରତ୍ୟେକ ଲୀଳାକ୍ଷେତ୍ରକୁ ଏହି ଟ୍ରେନ୍‍ ସ୍ପର୍ଶ କରିବ। ଏହି ଟ୍ରେନ୍‍ରେ ୮୦୦ ଯାତ୍ରୀ…
Read More...

ଭାରତ ଫେରିବ ନାଟୁଆ ଭାଲୁ ‘ରଙ୍ଗିଲା’

ନୂଆଦିଲ୍ଲୀ : ନେପାଳ ସରକାର ନାଟୁଆ ଭାଲୁ ‘ରଙ୍ଗିଲା’କୁ ଭାରତକୁ ଫେରାଇଦେବେ। ଗତ ଡିସେମ୍ବରରେ ଭାରତ-ନେପାଳ ସୀମାରୁ ୧୯ ବର୍ଷୀୟ ଭାଲୁ ରଙ୍ଗିଲା ଓ ୧୭ବର୍ଷୀୟା ଭାଲୁ ‘ଶ୍ରୀଦେବୀ’କୁ ଚୋରାଇ ନିଆଯାଇଥିଲା। ନେପାଳ ପୁଲିସ…
Read More...

ବଳାତ୍କାର ସମ୍ପର୍କରେ ଟ୍ୱିଟ୍‍ କରି ଅଡ଼ୁଆରେ କାଶ୍ମୀରର ପ୍ରଥମ ଆଇଏଏସ୍‍ ଟପ୍ପର

ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୦୧୦ରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ପ୍ରଥମ ଜାମ୍ମୁ-କାଶ୍ମୀର ପ୍ରାର୍ଥୀ ତଥା ଏହି ପାହ୍ୟାର ଆଇଏଏସ୍‍ ଅଫିସର ସାହା ଫୈଜଲ ଏକ ଟ୍ୱିଟ୍‍କୁ ନେଇ ଅଡ଼ୁଆରେ…
Read More...

ଗୁରୁବାର ରାଶିଫଳ

ମେଷ: ପରୋପକାର କରି ଆତ୍ମ ତୃପ୍ତି ଲାଭ କରିବେ। ଉଚ୍ଚ ସମ୍ମାନ ଲାଭ କରିବେ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବୃଷ:…
Read More...

ସିନ୍ଧୁ, ପ୍ରଣୟ, କଶ୍ୟପ ପ୍ରିକ୍ୱାର୍ଟରରେ

ବ୍ୟାଙ୍ଗ୍‍କକ୍‍ : ବୁଧବାର ଏଠାରେ ଥାଇଲାଣ୍ଡ ଓପନ୍‍ ବ୍ୟାଡ୍‍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହାର ପ୍ରଥମଦିନରେ ଭାରତୀୟ ଖେଳାଳିଙ୍କୁ ଭଲ ସଫଳତା ମିଳିଛି। ୩ ଭାରତୀୟ ଖେଳାଳି ପି.ଭି. ସିନ୍ଧୁ, ପାରୁପଲ୍ଲି…
Read More...

ଟିଟୋ ଅର୍ଥରେ ସିନେମା ; ପୁଲିସ ପୁଅ ହିରୋ

-୩୪ ବ୍ୟାଙ୍କରେ ୫୦ରୁ ଅଧିକ ଆକାଉଣ୍ଟ, -୧୧୦ କୋଟିର ହସ୍ପିଟାଲ୍‍ରେ ଅଂଶୀଦାର,-ବାଲିଘାଟ ତଥ୍ୟ ପାଇଁ ୭ ତହସିଲ୍‍ଦାରଙ୍କୁ ଚିଠି ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀକୁ ରିମାଣ୍ଡରେ ଆଣି…
Read More...

ରାତିରେ ବିମାନ ବାତିଲ ହେବାରୁ ରନ୍‌ଓ୍ୱେରେ ଧାରଣାରେ ବସିଲେ ଯାତ୍ରୀ

ନୂଆଦିଲ୍ଲୀ: ରାତିରେ ବିମାନ ବାତିଲ ହେବାରୁ ଏହାର ଯାତ୍ରୀମାନେ  ରନ୍‌ଓ୍ୱେରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରି ଘଟଣା  ଦିଲ୍ଲୀ  ବିମାନ ବନ୍ଦରରେ ଘଟିଛି । ଜେଟ୍‌ ଏୟାରଓ୍ୱେଜ୍‌ରେ   ୯ଡବ୍ଲୁ୦୯୨ ସଂଖ୍ୟା…
Read More...

କମାଣ୍ଡର ସହ ଦୁଇ ନିହତ ; ଯବାନ ଆହତ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ବୁଧବାର ଭୋର୍‍ରୁ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀଙ୍କ ସହ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସୁକୁମା ଏସ୍‍.ପିଙ୍କ ସୂଚନା ଅନୁଯାୟୀ ଗତକାଲି…
Read More...

ମୁସଲମାନ ବୁଦ୍ଧିଜୀବୀଙ୍କ ସହ ରାହୁଲ ଗାନ୍ଧିଙ୍କ ବୈଠକ

ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଭେଟି ଆଲୋଚନା କରୁଛନ୍ତି। ଏହି କ୍ରମରେ ବୁଧବାର ରାହୁଲ ଗାନ୍ଧି ମୁସଲମାନ ନରମପନ୍ଥୀ…
Read More...

ଚାରିଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ସକ୍ରିୟ ହୋଇଛି। ଓଡ଼ିଶା ଉପରେ ଥିବା ମୌସୁମି ଟ୍ରଫଲାଇନ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ…
Read More...

ଶ୍ରୀଲଙ୍କାରେ ଏବେ ନିଶା କାରବାର କଲେ ମୃତ୍ୟୁ ଦଣ୍ଡ

କଲମ୍ବୋ: ଶ୍ରୀଲଙ୍କାରେ  ଏବେ ନିଶା କାରବାର କଲେ ଶ୍ରୀଲଙ୍କାରେ ମୃତ୍ୟୁ ଦଣ୍ଡ ମିଳିବ । ଶ୍ରୀଲଙ୍କାର କ୍ୟାବିନେଟ ଏହି ପ୍ରସ୍ତାବକୁ  ମଞ୍ଜୁରୀ ପ୍ରଦାନ କରିଛନ୍ତି । ୧୯୭୬ ମସିହାରୁ ଶ୍ରୀଲଙ୍କରେ ଫାଶୀ ଦଣ୍ଡକୁ ନିଷେଧ…
Read More...

ସେମିରେ କର୍ବର-ଓସ୍ତାପେଙ୍କୋ, ଜର୍ଜେସ-ସେରେନା

ଲଣ୍ଡନ : ଜର୍ମାନୀର ଆଞ୍ଜେଲିକ୍‍ କର୍ବର, ଲାଟ୍‍ଭିଆର ଜେଲିନା ଓସ୍ତାପେଙ୍କେ. ଜର୍ମାନୀର ଜୁଲିଆ ଜର୍ଜେଓ ଓ ଆମେରିକାର ସେରେନା ୱିଲିୟମ୍‍ସ ଚଳିତବର୍ଷ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା…
Read More...

ପୁରୁଷ ହକି ଖେଳାଳିଙ୍କୁ ମାସିକ ଅନୁଦାନ

ନୂଆଦିଲ୍ଲୀ : ଏଣିକି ଭାରତୀୟ ପୁରୁଷ ହକି ଦଳର ୧୮ ଜଣ ସଦସ୍ୟ କେନ୍ଦ୍ର ସରକାରଙ୍କଠାରୁ ମାସିକ ୫୦ ହଜାର ଟଙ୍କାର ଅନୁଦାନ ପାଇବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ମିଶନ୍‍ ଅଲିମ୍ପିକ୍‍ ସେଲ୍‍ (ଏମ୍‍ଓସି) ବୁଧବାର ଏହି…
Read More...

ମୃତ୍ୟୁ ପରେ କାନ୍ଦିଲେ ମିଳେ ପଇସା

ସାଧାରଣତଃ ନିଜର କେହି ଜଣେ ମରିଗଲେ ଲୋକ କାନ୍ଦଥାନ୍ତି। ଆତ୍ମୀୟ ସ୍ୱଜନ ଏବଂ ସଂପର୍କୀୟଙ୍କ କାନ୍ଦବୋବାଳିରେ ଦୁଃଖଦ ପରିବେଶ ସୃଷ୍ଟିି ହୋଇଥାଏ। ହେଲେ ଆପଣ ଜାଣିଛନ୍ତି କି କେହି ଜଣେ ମରିଗଲେ ଅନ୍ତିମ ସଂସ୍କାର ସମୟରେ…
Read More...

କଂଗ୍ରେସ ଟି-ସାର୍ଟରେ ବିଜେପିକୁ କଟାକ୍ଷ ‘ଉଡ଼ିଗଲା ବିକାଶର ପକ୍ଷୀ’

ରାୟପୁର : ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଶାସକ ବିଜେପି ବିପକ୍ଷରେ ଏକ ନୂଆ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏହି ପ୍ରଚାର ଅଭିଯାନରେ କଂଗ୍ରେସ ପକ୍ଷରୁ ଲକ୍ଷେ ନୂଆ ଟି-ସାର୍ଟ ପ୍ରସ୍ତୁତ କରାଯାଇ ଯୁବକଙ୍କୁ ବଣ୍ଟା ଯାଉଛି।…
Read More...

କାର୍ଯ୍ୟାଳୟ ପାଇଁ ବିଶ୍ୱର ନବମ ମହଙ୍ଗା ସ୍ଥାନ ଦିଲ୍ଲୀର କନ୍ନୋଟ ପାଲେସ୍‍

ନୂଆଦିଲ୍ଲୀ : ଅଫିସ୍‍ କାର୍ଯ୍ୟାଳୟ ସ୍ଥାପନ ପାଇଁ ନୂଆଦିଲ୍ଲୀସ୍ଥିିତ କନ୍ନୋଟ ପାଲେସ୍‍ ହେଉଛି ବିଶ୍ୱର ନବମ ମହଙ୍ଗା ସ୍ଥାନ। ସମ୍ପତ୍ତି ପରାମର୍ଶଦାତା ସିବିଆରଇ ପକ୍ଷରୁ ବୁଧବାର ପ୍ରକାଶିତ ତାଲିକାରେ କନ୍ନୋଟ ପାଲେସ୍‍…
Read More...

ହ୍ୱାଟସ୍‌ ଆପ୍‌ରେ ଆସିବ ଏହି ନୂଆ ଫିଚର୍‌

ଫେକ୍‌ ନ୍ୟୁଜ୍‌ ବା ମିଛ ଖବର ରୋକିବା ପାଇଁ ହ୍ୱାଟସ୍‌ଆପ୍‌ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏବେ ଏକ ସନ୍ଦେଶ ବା ମେସେଜ୍‌କୁ ଫରଓ୍ୱାର୍ଡ କଲେ ଏଥିରେ ଫରଓ୍ୱାର୍ଡ ଲେବଲ୍‌ ରହିବ । ପିଲାଚୋରୀର ମିଛ ଗୁଜବ…
Read More...

ମଦ ବିରୋଧୀ ଆନ୍ଦୋଳନ : ମଦ ନେଇ ଆସୁଥିବା ଗାଡି ସହ ମଦ ଭାଙ୍ଗିଲେ ମହିଳା

ଧାମରା : ଭଦ୍ରକ ଜିଲ୍ଲା ଧାମରାର ବାଂଶଡା ଥାନା ଅର୍ନ୍ତଗତ କରଣପଲ୍ଲୀ ପଂଚାୟତରେ ମଦ ବିରୋଧୀ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ମେ’ ମାସରେ ଏହି ପଂଚାୟତରେ ଥିବା ସମସ୍ତ ମହିଳା ମଣ୍ଡଳ ଜିଲ୍ଲା ପ୍ରଶାସନ ତଥା ଅବକାରୀ…
Read More...