ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରାର୍ଥୀମାନେ ସେମାନଙ୍କ ଫଳାଫଳ ୟୁପିଏସସି ୱେବସାଇଟ୍ରୁ ଜାଣିପାରିବେ। ଜୁନ୍ ୩ରେ ଏହି ପ୍ରାଥମିକ ପରୀକ୍ଷା ହୋଇଥିଲା। ସଫଳ ପ୍ରାର୍ଥୀମାନେ ମୂଳ ପରୀକ୍ଷା ପାଇଁ ଡିଏଏଫ ଫର୍ମ ମାଧ୍ୟମରେ ଆବେଦନ କରିବେ। ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ୨୦୧୮ରେ ପ୍ରକାଶିତ ବିଜ୍ଞପ୍ତିକୁ ସବିଶେଷ ଅନୁଧ୍ୟାନ କରିବା ଦରକାର।
Popular Categories



