www.samajalive.in
Sunday, December 14, 2025
23.1 C
Bhubaneswar

ଭେଙ୍କଟେଶ୍ବରଙ୍କୁ ସାଢ଼େ ୧୩କୋଟି ଦେଲେ ଦୁଇ ପ୍ରବାସୀ ଭାରତୀୟ

ହାଇଦରାବାଦ : ତିରୁପତି ଭେଙ୍କଟେଶ୍ୱର ମନ୍ଦିରକୁ ଦୁଇ ଜଣ ପ୍ରବାସୀ ଭାରତୀୟ ଭକ୍ତ ସାଢ଼େ ୧୩କୋଟି ଟଙ୍କା ଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଇକା ରବି ଓ ଗୁତିକୋଣ୍ଡା ଶ୍ରୀନିବାସ୍‍ ଏହି ପରିମାଣର ଚେକ୍‍ ଶନିବାର ମନ୍ଦିର ପ୍ରାଶସକଙ୍କୁ ପ୍ରଦାନ କରିଛନ୍ତି। ରବି ଆମେରିକାର ବୋଷ୍ଟନଠାରେ ଏକ ଔଷଧ କମ୍ପାନୀର ମାଲିକ। ସେ ୧୦କୋଟି ଟଙ୍କା ଦେଇଥିବାବେଳେ ଫ୍ଲୋରିଡାସ୍ଥିତ ଏକ ସଫ୍ଟଓୟର କମ୍ପାନୀର ମୁଖ୍ୟ ଶ୍ରୀନିବାସ ସାଢ଼େ ୩କୋଟି ଟଙ୍କା ଦେଇଛନ୍ତି। ଏହାକୁ ମିଶାଇଲେ ମନ୍ଦିରର ଆୟ ଚଳିତ ଆର୍ଥିକ ବର୍ଷରେ ୨୮୯୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେବଳ ହୁଣ୍ଡିରୁ ୧୧୫୬କୋଟି ଆଦାୟ ହେବାର ଆଶା ରହିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories