www.samajalive.in
Tuesday, December 9, 2025
16.1 C
Bhubaneswar

ପିସିସି ସମନ୍ବୟ କମିଟି ଗଠିତ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମନ୍ନୟ କମିଟି ଗଠନ କରାଯାଇଛି। କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କୋଡିନେସନ କମିଟିରେ ୩୧ ଜଣ ସଦସ୍ୟ ଅଛନ୍ତି। କମିଟିରେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ସଂଯୋଜକ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୁଶୀଳା ତିରିଆ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ଜି ରୁଦ୍ର ରାଜୁ, ଅନିଲ କୁମାର ଚୌଧୁରୀ, ମସ୍ତାନ ଅଲ୍ଲୀ, ଆଦିତ୍ୟ ଶର୍ମା, ଚିରଞ୍ଜିବୀ ବିଶ୍ୱାଳ, ନବ ଦାସ, ପ୍ରଦୀପ ମାଝୀ, ତାରା ବାହିନୀପତି, ଭକ୍ତ ଚରଣ ଦାସ, ହେମାନନ୍ଦ ବିଶ୍ୱାଳ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, କାହ୍ନୁ ଚରଣ ଲେଙ୍କା, କାମାକ୍ଷା ପ୍ରସାଦ ସିଂଦେଓ, ଶରତ ପଟ୍ଟନାୟକ, ବିଶ୍ୱ ରଞ୍ଜନ ମହାନ୍ତି, କିଶୋର ଚନ୍ଦ୍ର ପଟେଲ, ସେକ ମତୁଲବ ଅଲ୍ଲୀ, ଶିବାନନ୍ଦ ରାୟ, ସମୀର ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ମହମ୍ମଦ ମୋକିମ ଓ ଶ୍ୟାମସୁନ୍ଦର ହାଁସଦାଙ୍କୁ ସଦସ୍ୟ ଭାବେ ନିଆଯାଇଛି। ପୂର୍ବରୁ କମିଟିର ଅଧ୍ୟକ୍ଷ ଏବଂ ସଂଯୋଜକଙ୍କ ନାମ ଏଆଇସିସି ତରଫରୁ ଘୋଷଣା କରାଯାଇଥିଲା।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories