ଅଙ୍ଗୁର ଖାଆନ୍ତୁ ଅବସାଦରୁ ମୁକ୍ତି ପାଆନ୍ତୁ

0

ନ୍ୟୁୟର୍କ : ଯଦି ଆପଣ ଅବସାଦ ଭଳି ରୋଗର ଶିକାର ହେବାକୁ ଚାହୁନାହାନ୍ତି ତେବେ ପ୍ରତିଦିନ ଅଙ୍ଗୁର ଖାଆନ୍ତୁ। ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଅଙ୍ଗୁର ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଥାଏ। ଅଙ୍ଗୁରରୁୁ ମିଳୁଥିବା ପୋଷଣ (ନ୍ୟୁଟ୍ରିସନ) ଆପଣଙ୍କ ଶରୀରକୁ ଦୁର୍ବଳ ହେବାରୁ ରକ୍ଷା କରିଥାଏ। ଅଙ୍ଗୁରରୁ ମିଳୁଥିବା ବାୟୋଆକ୍ଟିଭ ଡାୟଟରି ପୋଲିଫିନାଲ ନିରାଶା ଏବଂ ଚିନ୍ତାଗ୍ରସ୍ତ ଲୋକଙ୍କୁ ଅବସାଦରୁ ରକ୍ଷା କରିଥାଏ। ବିଶେଷଜ୍ଞ ମାନେ ଏକ ମୂଷା ଉପରେ ଏହା ପରୀକ୍ଷା କରିଥିଲେ, ସେଥିିରୁ ଏହି ସକରାତ୍ମକ ଫଳ ମିଳିଥିଲା।

kalyan agarbati
Leave A Reply