www.samajalive.in
Monday, December 15, 2025
14.1 C
Bhubaneswar

ରାଜ୍ୟସଭାରେ ୱାଇଫାଇ ସେବା

ନୂଆଦିଲ୍ଲୀ: ଏଣିକି ରାଜ୍ୟସଭାରେ ୱାଇଫାଇ ସେବା ଆରମ୍ଭ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ଏମ ବେଙ୍କୟା ନାଇଡ଼ୁ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସାଂସଦମାନେ ଏହି ୱାଇଫାଇ ଦ୍ୱାରା ସରକାରୀ ୱେବସାଇଟ ଓ ଲୋକସଭା, ରାଜ୍ୟସଭା ସାଇଟକୁ ଦେଖି ପାରିବେ। ଏହା ବ୍ୟତୀତ ରାଜ୍ୟସଭା ଭିତରକୁ ମୋବାଇଲ, ଲ୍ୟାପଟପ ଓ ଟ୍ୟାବ ନେଇ ପ୍ରବେଶ କରିପାରିବେ। ତେବେ ସଂସଦ ମଧ୍ୟରେ ଏହି ସେବା ପ୍ରଦାନ କରାଯିବ ନାହିଁଁ। କେବଳ ସାଂସଦମାନେ ଲବିରେ ଆଲୋଚନା କରୁଥିବା ସମୟରେ କିମ୍ବା କ୍ୟାଣ୍ଟିନରେ ଏହି ସୁବିଧା ପାଇବେ। ଏପରିକି କେନ୍ଦ୍ର ମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଏହି ସେବା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟସଭା ସାଂସଦଙ୍କୁ ସ୍ୱତନ୍ତ୍ର ପାସୱର୍ଡ଼ ପ୍ରଦାନ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories