www.samajalive.in
Saturday, December 6, 2025
16.1 C
Bhubaneswar

ମା’ଲକ୍ଷ୍ମୀଙ୍କ ପୂଜାରେ ଏହି କାର୍ଯ୍ୟ କରନ୍ତୁ ବଦଳଯିିବ ଭାଗ୍ୟ

ଧନର ଦେବୀ ମା’ଲକ୍ଷ୍ମୀଙ୍କ ପୂଜାରେ ସ୍ୱତନ୍ତ୍ର ଏପରି କିଛି ନିୟମ ଅଛି, ଯାହାକୁ ମାନିବା ଦ୍ୱାରା ଆମର ବହୁ ଉନ୍ନତି ହୋଇଥାଏ।
ଲକ୍ଷ୍ମୀଙ୍କର ମୂର୍ତ୍ତିକୁ ଖଟୁଲିରେ ରଖି ତାହାକୁ ଏକ ସାଲୁ କନା ଦ୍ୱାରା ଘୋଡ଼ାଇବା ଉଚିତ।
ଏହି ଖଟୁଲି ନିକଟରେ ଏକ ଧାନ କେଣ୍ଡା ରଖି ତାହାକୁ ମଧ୍ୟ ନାଲି କପଡ଼ାରେ ଘୋଡ଼ାଇବା ଉଚିତ।
ମା’ଙ୍କ ମୂର୍ତ୍ତି ନିକଟରେ ଏକ ରୂପାର ଟଙ୍କା ରଖି ଏହାକୁ ପୂଜା କଲେ ,ଧନର ବୃଦ୍ଧି ହେବା ସହ ଅଯଥାରେ ଧନ ଖର୍ଚ୍ଚ ହୋଇନଥାଏ।
ଏକ ନାଲି କପଡ଼ାରେ ନଡ଼ିଆକୁ ଗୁଡ଼ାଇ ମା’ଙ୍କ ନିକଟରେ ରଖିଲେ ଘରେ ସର୍ବଦା ସୁଖଶାନ୍ତି ରହିଥାଏ।
ମା’ଙ୍କ ଫଟୋକୁ ସର୍ବଦା ପୋଷାକ ପିନ୍ଧାଇ ରଖିଲେ,ଗୃହରେ କୋଣସି ଦ୍ରବ୍ୟରେ ଅଭାବ ହୁଏ ନାହିଁ।
ମା’ଙ୍କୁ ନିୟମିତ ଏକ ସୁଗନ୍ଧ ଫୁଲ ଅର୍ପଣ କଲେ ,ପରିବାରରେ ସୁଖଶାନ୍ତି ରହିବା ସହ ସଭିଁଙ୍କ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହିଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories