ବିଜୟ ମାଲ୍ୟାଙ୍କୁ ଝଟକା, ପୁନର୍ବିଚାର ପିଟିସନ୍‌କୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶ ଛାଡ଼ି ଫେରାର୍ ହୋଇଥିବା ଲିକର ବାରୁନ୍ ବିଜୟ ମାଲ୍ୟାଙ୍କୁ ଲାଗିଛି ଝଟକା । କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ବ୍ୟାଙ୍କ ଋଣ ନ ସୁଝି ତାଙ୍କ…
Read More...

ଘରକୁ ନାହିଁ ବିଦ୍ୟୁତ ସଂଯୋଗ କିନ୍ତୁ ଆସୁଛି ବିଲ୍‌

ବରଗଡ଼  : ବରଗଡ଼ ଜିଲାର ବରଡୋଲ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ଗ୍ରାମର ନଦୀପଡ଼ାରେ ବିଦ୍ୟୁତ ସଂଯୋଗ ନଥାଇ ଗ୍ରାହକ ମାନଙ୍କ ନାମରେ ଆସୁଛି ବିଦ୍ୟୁତ ବିଲ । ସେଥିପାଇଁ ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଅଶାନ୍ତି ଦେଖିବାକୁ…
Read More...

ଅଦାଲତ ଅବମାନନା ମାମଲା: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ । ସୋମବାର ଏପରି ଦଣ୍ଡବିଧାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ସେ ଯଦି ସେପ୍ଟେମ୍ବର…
Read More...

ବନ୍ୟା ଜଳରେ ହୀରାକୁଦ ଜଳ ଭଣ୍ଡାରକୁ ଉପରମୁଣ୍ଡରୁ ଭାସି ଆସିଲା ଏକ ଗାଁ, ଦେଖନ୍ତୁ ଭିଡିଓ…

ହୀରାକୁଦ : ରାଜ୍ୟରେ ଲଗୁଚାପ ଜନିତ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଥିଲା। ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାରର ୪୬ ଟି ଗେଟ୍‌ ଖୋଲା…
Read More...

ରାଜ୍ୟରୁ ଆଉ ୧୦ ଜୀବନ ନେଲା ମହାମାରୀ କରୋନା, ୪୯୨ରେ ପହଞ୍ଚିଲା ମୋଟ୍‌ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରୁ ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ସୋମବାର ମୃତ୍ୟୁ ବରଣ କରିଥିବା ୧୦ ମୃତକଙ୍କୁ ମିଶାଇ ରାଜ୍ୟର ମୋଟ୍‌ ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ଆଜି ରାଜ୍ୟରୁ ଆଉ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୦୪୧ ଜଣ ସ୍ଥାନୀୟ ଅଞ୍ଚଳରୁ…
Read More...

ଷ୍ଟାର୍ଟ ଅପ୍‌ରେ ଚାଇନା ନିବେଶର ହେବ ଯାଞ୍ଚ : ବ୍ୟବସାୟୀ ମହାସଂଘ ଦେଲା ୧୪୧ ଷ୍ଟାର୍ଟ ଅପ୍‌ର ତାଲିକା

ନୂଆଦିଲ୍ଲୀ : ଅନେକ ଭାରତୀୟ ଷ୍ଟାର୍ଟ ଅପ୍‌ଗୁଡିକରେ ଚାଇନା କମ୍ପାନୀଗୁଡିକ ବହୁ ମାତ୍ରାରେ ଅର୍ଥ ନିବେଶ କରିଛନ୍ତି । ଚାଇନା କମ୍ପାନୀର ଏହି ନିବେଶକୁ ନେଇ ଏବେ ପ୍ରଶ୍ନ ଉଠାଇଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ…
Read More...

କୋଭିଡ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କର ସୁନାଗହଣା ଗାୟବ : ଟାଉନ ଥାନାରେ ଅଭିଯୋଗ

ସମ୍ବଲପୁର :  ସମ୍ବଲପୁରର କୋଭିଡ – ୧୯ ହସ୍ପିଟାଲରେ ବାରମ୍ବାର ପରିଚାଳନାଗତ ତ୍ରୃଟିର ଅଭିଯୋଗ ହେଉଛି। ଏହା ସହିତ ସହିତ ରୋଗୀ ମାନଙ୍କର ଚିକିତ୍ସାରେ ମଧ୍ୟ ଗୁରୁତର ଅବହେଳା କରାଯାଉଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି…
Read More...

ଖଜୁରୀପଦା ଡବଲ୍‍ ମର୍ଡର ଘଟଣା-ଗିରଫ ଆସାମୀ ପ୍ରଭାତ ସିଂହଙ୍କ ମୃତ୍ୟୁ

ବାଙ୍କୀ : ବାଙ୍କୀ ଅଞ୍ଚଳର ବହୁ ଚର୍ଚ୍ଚିତ ଖଜୁରୀପଦା ଡବଲ୍‍ ମର୍ଡର ଘଟଣାରେ ଶୁକ୍ରବାର ଦିନ ଫେରାର ଆସାମୀ ପ୍ରଭାତ ସିଂହ(୭୦)ଙ୍କୁ ସମ୍ବଲପୁର ବରଗଡ ଅଞ୍ଚଳରୁ ପୋଲିସ ଧରି ଆଣି ବାଙ୍କୀ ଉପଖଣ୍ଡ କାରାଗାରରେ ରଖିଥିଲା।…
Read More...

ଯାଜପୁର ଜିଲାରେ ୨୬ ଘାଇ, କେବଳ ବ୍ରାହ୍ମଣୀରେ ୨୧: ସୋମବାର ସୁଦ୍ଧା ସୁଧୁରିବ ପରିସ୍ଥିତି

ବନ୍ୟାରେ ଯାଜପୁର ଜିଲା ସର୍ବାଧିକ କ୍ଷତିଗ୍ରସ୍ତ କମୁଛି ମହାନଦୀ, ରେଙ୍ଗାଲିର ସବୁ ଫାଟକ ବନ୍ଦ ବିପଦସଙ୍କେତ ତଳେ ବୈତରଣୀ, ସୁବର୍ଣ୍ଣରେଖା ଭୁବନେଶ୍ୱର: ରବିବାର  ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ…
Read More...

ଅସହାୟ ରାଧିକାକୁ ସହାୟ ହେଲା ମହାକାଳପଡା ୟୁଥ ଗ୍ରୁପ

ବୃଦ୍ଧା ଅବସ୍ଥାରେ ଏକାକୀ ଅଭାବ ଅନଟନ ରେ ବାର ପିଣ୍ଡା ବୁଲି ଦିନ କାଟୁ ଥିବା କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ବାରଡାଙ୍ଗ ଗ୍ରାମର ରାଧିକା ବେଓ୍ଵା କୁ ସହଯୋଗର ହାତ ବଢାଇଲା ମହାକାଳପଡା ୟୁଥ ଗ୍ରୁପ । କରୋନା…
Read More...

ଜଳସମ୍ପଦ ମନ୍ତ୍ରୀଙ୍କ ମୁଣ୍ଡଳୀ ବ୍ୟାରେଜ୍‍ ପରିଦର୍ଶନ

ଭୁବନେଶ୍ବର: ରବିବାର ଅପରାହ୍ଣରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ  ରଘୁନନ୍ଦନ ଦାସ କଟକ ସ୍ଥିତ ମୁଣ୍ଡୁଳୀ ବ୍ୟାରେଜ ପରିଦର୍ଶନ କରି ମହାନଦୀରେ ଜଳ ପ୍ରବାହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀ…
Read More...

ବିଦାହେବେ ଦୁର୍ନୀତିଗ୍ରସ୍ତ ଓ ଅପାରଗ କର୍ମଚାରୀ; ସର୍ଭିସ ରେକର୍ଡ଼ ଯାଞ୍ଚ ଲାଗି କେନ୍ଦ୍ରର ନିର୍ଦେଶ

ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ ଓ କାର୍ଯ୍ୟକ୍ଷେତ୍ରରେ ଅପରାଗମାନଙ୍କୁ ବିଦା କରିବେ କେନ୍ଦ୍ର ସରକାର । ଏଥିଲାଗି ୩୦ ବର୍ଷରୁ ଉର୍ଧ୍ବ ସମୟ କାର୍ଯ୍ୟ କରିଥିବା…
Read More...

ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି : ଆଜି ଗୋଟିଏ ଦିନରେ ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ସୁସ୍ଥ ହେଲେ ୧୦୪…

ଭୁବନେଶ୍ବର : ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି। ଆଜି ଗୋଟିଏ ଦିନରେ ରାଜ୍ୟରୁ ସୁସ୍ଥ ହୋଇଥିବା ୨୫୧୯ ଜଣଙ୍କ ମଧ୍ୟରୁ ୧୦୪ ଜଣ କରୋନା ଆକ୍ରାନ୍ତ ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ…
Read More...

କିନ୍ନର ପତ୍ନୀଙ୍କୁ ଛାଡ଼ିଲେ ୧୪ ସ୍ବାମୀ : ବର୍ଷେ ବି ତିଷ୍ଠିଲା ନାହିଁ ‘ଗୋଲଡ଼େନ ବୁକ୍ ଅଫ୍ ୱାର୍ଲଡ଼ ରେକର୍ଡ଼’…

ଭିଲାଇ: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ବୈଧ ଘୋଷଣା ପରେ ଦେଶରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା କିନ୍ନରଙ୍କ ସାମୂହିକ ବିବାହ । ଛତିଶଗଡ଼ର ରାୟପୁରରେ ଗତବର୍ଷ ମାର୍ଚ ୩୧ ତାରିଖରେ ଏହି ବିବାହ ଉତ୍ସବ…
Read More...

ଆସନ୍ତାକାଲି ଆକାଶ ମାର୍ଗରୁ ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତାକାଲି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଏନେଇ ଅଧିକାରୀଙ୍କ…
Read More...

ରହସ୍ୟ ଘେରରେ ଏକ ଉଦୀୟମାନ ତାରକାର ଅପମୃତ୍ୟୁ

ଉଦୀୟମାନ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁଘଟଣା ଧୀରେଧୀରେ ବଲିଉଡ଼ ସିନେମାର କୌଣସି ଥ୍ରୀଲର୍‌ ଭଳି ରହସ୍ୟମୟ ହେଉଛି। ସିବିଆଇ ତଦନ୍ତ କ’ଣ ସେହି ରହସ୍ୟର ଉନ୍ମୋଚନ କରିପାରିବ? ସୁଶାନ୍ତ ସିଂହ ରାଜପୁତ।…
Read More...

ବନ୍ୟା ବିଭୀଷିକା : ପିପିଲି-ଜଟଣୀ ରାସ୍ତାରେ ଯାତାୟତ ବନ୍ଦ, ନଦୀବନ୍ଧ ଉପରେ ଆଶ୍ରୟ ନେଲେ ୧୪ ପରିବାର

ପିପିଲି : ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନଦୀ ଉପକୂଳବର୍ତ୍ତି ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି। ଦୟାନଦୀର…
Read More...

କଟକ ଜିଲାପାଳଙ୍କ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶନ

ବାଙ୍କୀ : ରବିବାର ଅପରାହ୍ନରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ବାଙ୍କୀ ଗସ୍ତରେ ଆସି ଡମପଡା ବ୍ଲକ,ବାଙ୍କୀ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଜନସାଧାରଣ,ସ୍ଥାନୀୟ ପଞ୍ଚାୟତରାଜ ପ୍ରତିନିଧି ଏବଂ ଉପସ୍ଥିତ…
Read More...

ଭାସିଯାଇଥିବା ମହିଳାଙ୍କ ଗଳିତ ଶବ ଉଦ୍ଧାର

ବଡ଼ସାହି : ବୁଧବାର ଗଙ୍ଗାହାର ନଦୀର ବନ୍ୟା ଜଳରେ ଭାସି ନିଖୋଜ ଥିବା ଭୀମଦା ପଞ୍ଚାୟତର ଜଣେ ମହିଳା (୬୫)ଙ୍କୁ ୩କିମି ତଳମୁଣ୍ଡରୁ ରବିବାର ସକାଳେ ଠାବ କରାଯାଇ କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ସତ୍କାର କରାଯାଇଛି। ମହିଳା…
Read More...

ଆଉ ୬ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇପାରେ ଅକ୍ସଫୋର୍ଡ଼ର କରୋନା ଟୀକା

ଲଣ୍ଡନ: ଭାରତ ସମେତ ବିଶ୍ବରେ କରୋନା ଥମିବାର ନାଁ ନେଉନାହିଁ । ହାରାହାରି ପ୍ରତି ୩ ଦିନରେ ଭାରତରେ ୨ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଲୋକଙ୍କ ମଧ୍ୟରେ କରୋନା ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି ।…
Read More...

ଭାଦ୍ରବ ମାସ ରବିବାର : ଖୁଦୁରୁକୁଣୀ ଓଷା ଶେଷପାଳି

ବୋଲଗଡ : ବାର ମାସରେ ତେର ପରବ। ସନାତନ ଧର୍ମ ଜଗନ୍ନାଥ ସଂସ୍କୃତିର ବିଜୟ ଧ୍ୱାଜାକୁ ପାଥେୟ କରି ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ…
Read More...

ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୭୩ ହଜାର ୨୩୩କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ରବିବାର ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୭୩ ହଜାର ୨୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

କୃଷ୍ଣ ସାଗରରେ ଆକାଶରେ ଆମେରିକାର ବି-୫୨ ଓ ରୁଷର ସୁଖୋଇ-୨୭ ମୁହାଁମୁହିଁ

ବ୍ରିଟେନ୍: ଦିନକ ତଳେ ରୁଷର ସୁଖୋଇ ୨୭ ଲଢ଼ୁଆ ଯୁଦ୍ଧ ବିମାନ ପୂର୍ବ ୟୁରୋପ ନିକଟସ୍ଥ କୃଷ୍ଣ ସାଗର ଉପରେ ଆମେରିକାର ପରମାଣୁ ବୋମବର୍ଷୀ ବିମାନ ବି-୫୨କୁ ଅତ୍ୟନ୍ତ ବିପଜ୍ଜନକ ଭାବରେ ଘେରିବା ଓ ବିଶ୍ବର ଦୁଇ ଶୀର୍ଷ…
Read More...

କରୋନାରେ ଦୁଇ ଶିଶୁ ଆକ୍ରାନ୍ତ ପରେ ୪୮ ଘଣ୍ଟା ପାଇଁ କଲମପୁର ଓ ପାତ୍ରବସା ନିଷିଦ୍ଧାଞ୍ଚଳ ଘୋଷଣା

କଲମପୁର : କଲମପୁର ଅଂଚଳରେ ନିତି ପ୍ରତି ଦିନ ଚିହ୍ନଟ ହଉଛନ୍ତି କରୋନା ସଂକ୍ରମିତ। ଶନିବାର ୩ ଜଣ ଚିହ୍ନଟ ହେଇଥିବା ବେଳେ ରବିବାର ପୁଣି ଦୁଇ ଶିଶୁ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହେଇଥିବା ଜଣା ପଡିଛି। ଦୁଇ…
Read More...

୫ ଜିଲାରେ ୩୨ ଘାଇ; ୧.୬୮ ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ

ଭୁବନେଶ୍ବର: ଚଳିତ ବର୍ଷ ବନ୍ୟା ଓଡ଼ିଶା ପାଇଁ ଆଣିଛି ବିଭୀଷିକା । ବନ୍ୟାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜିଲାର ୧୧୨ଟି ବ୍ଲକ୍ ପ୍ରଭାବିତ ହୋଇଛି । ୫ଟି ଜିଲାର ବିିଭିନ୍ନ ନଦୀବନ୍ଧରେ ୩୨ଟି ଘାଇ ସୃଷ୍ଟି ହେବା…
Read More...

ମହାନଦୀ ବନ୍ୟାରେ ହରଭଙ୍ଗା ଜଳମଗ୍ନ- ଉଜୁଡିଲା ଧାନ ଚାଷ, ରିଲିଫ ପ୍ରଦାନରେ ବିଳମ୍ବ

ହରଭଙ୍ଗା : ଲଗାଣବର୍ଷା ସାଙ୍ଗକୁ ହୀରାକୁଦର ବନ୍ୟାଜଳ ନିଷ୍କାସନରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ମହାନଦୀ ବନ୍ୟାରେ ହରଭଙ୍ଗା ତହସିଲର ୫୫ରୁ ଅଧିକ ନଦୀକୂଳିଆ ଗାଁ ଦୀର୍ଘ ୭ଦିନହେଲା ଜଳମଗ୍ନ ହୋଇରହିଛି।…
Read More...

ଦୁଃଖ ଦେଉଛି ବୈତରଣୀ- ଜଳବନ୍ଦୀରେ ଆରଡିର ଆଖଣ୍ଡଳମଣିପୀଠ

ଆରଡି : ଦୀର୍ଘ ୯ବର୍ଷ ପରେ ପୂଣ୍ୟତୋୟା ବୈତରଣୀ ନଦୀ ଦେଖାଇଛି ତାର କରାଳ ରୂପ। ଯାହାର ତାଣ୍ଡବରେ ଆରଡି ସମେତ ଆଖପାଖ ୨୧ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ୨୦୧୧ ମସିହାରେ ବୈତରଣୀ ନଦୀର ନଦୀବନ୍ଧ ଭାଙ୍ଗିବା…
Read More...

ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର : ବଡମ୍ବା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା…
Read More...

+୨ ଅନ୍‍ଲାଇନ୍‍ ଆବେଦନ ଅବଧି ବୃଦ୍ଧି ପାଇଁ ଏ.ଆଇ.ଏସ୍‍.ଏଫ୍‍. ପକ୍ଷରୁ ଦାବି

ଭୁବନେଶ୍ୱର : ଯୁକ୍ତ ୨ ଅନ୍‍ଲାଇନ୍‍ ଫର୍ମ ଦାଖଲର ଶେଷ ତାରିଖ ପରିବର୍ଦ୍ଧନ ପାଇଁ ଏ.ଆଇ.ଏସ୍‍.ଏଫ୍‍. ପକ୍ଷରୁ ଦାବି କରାଯାଇଛି। ଚଳିତମାସ ୨୧ତାରିଖରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଛାତ୍ରଛାତ୍ରୀମାନେ…
Read More...

କରୋନା ସଂକ୍ରମଣ ପରେ ଓଭରବ୍ରିଜରୁ ଡ଼େଇଁ ସମାଜବାଦୀ ପାର୍ଟି ନେତାଙ୍କ ଆତ୍ମହତ୍ୟା

ବରେଲି: କରୋନା ସଂକ୍ରମିତ ହୋଇ ବରେଲିର ଏସଆରଏମଏସ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟି ନେତା ରମଣ ଚୌଧୁରୀ ଦିଲ୍ଲୀ-ବରେଲି-ନୈନିତାଲ ରାଜପଥର ଏକ ଓଭରବ୍ରିଜରୁ ତଳକୁ ଡ଼େଇଁ ଆତ୍ମହତ୍ୟା…
Read More...

ଇମ୍ରାନ ଖାଁଙ୍କୁ ଭାରତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ପାଲଟା ଜବାବ- ଅନ୍ୟ ଇସାରାରେ ଆପଣ କାମ କରୁଛନ୍ତି, ଆମେ…

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଦେଇଛନ୍ତି କଡ଼ା ଜବାବ । ଇମ୍ରାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆପଣ ଅନ୍ୟମାନଙ୍କ ଇସାରାରେ କାମ କରୁଛନ୍ତି,…
Read More...

ଚୀନ ପାଇଁ ଶିରପୀଡ଼ା: ଦକ୍ଷିଣ ଚୀନ ସାଗରରେ ଭାରତୀୟ ଓ ଆମେରିକୀୟ ଯୁଦ୍ଧପୋତ

ନୂଆଦିଲ୍ଲୀ: ପୂର୍ବ ଲାଦାଖର ଗଲୱାନ ଘାଟିରେ ଜୁନ୍ ୧୫ ତାରିଖରେ ଚୀନ ସହ ହିଂସ୍ର ଲଢ଼େଇ ପରେ ଭାରତ ଅତ୍ୟନ୍ତ ଗୋପନରେ ଆରମ୍ଭ କରିଛି ନିଜ ଅଭିଯାନ । ଚୀନ ଦାବି କରୁଥିବା ଦକ୍ଷିଣ ଚୀନ ସାଗରରେ ଭାରତୀୟ ନୌସେନାର ଅଗ୍ରଣୀ…
Read More...

କରୋନା ସମୟରେ ଗରିବ ଓ ଅସହାୟଙ୍କ ପାଇଁ ବରଦାନ ସଦୃଶ ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା : ଧର୍ମେନ୍ଦ୍ର…

 କରୋନାର ମୁକାବିଲା ପାଇଁ ସମାଜର ସବୁ ବର୍ଗର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହାୟତା  ପ୍ରଧାନମନ୍ତ୍ରୀଙ୍କ “କେହି ଭୋକିଲାରେ ନରୁହନ୍ତୁ” ଆହ୍ୱାନକୁ ସୁନିଶ୍ଚିତ କରିଛି ଗରିବ କଲ୍ୟାଣ ଅନ୍ନ ଯୋଜନା  ଏହି…
Read More...

ଲଘୁଚାପ ଜନିତ ବର୍ଷାରେ ଧୋଇଗଲା ରାସ୍ତା,୨୦ ଫୁଟ୍‍ର ଗାତ ସୃଷ୍ଟି

ତାଳପଦର  : ବରଗଡ଼ ବିଜେପୁର ଅର୍ନ୍ତଗତ ତାଳପ୍‍ଦର ଗ୍ରା.ପ. ର ତାଳପଦର ଲିମିଟିକିରା ରାସ୍ତା ରେ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବର୍ଷେ ଆଗରୁ ତିଆରି ହୋଇଥିବା କଂଚା ମୁରୁମ ରାସ୍ତା ୨୦ଫୁଟ୍‍ ଓସାରର ଘାଇ ସୃଷ୍ଟି ହୋଇଛି।…
Read More...

ବର୍ଷାରେ ଭାଙ୍ଗିଲା ଘରଦ୍ୱାର- ବିଭାଗୀୟ ଅଧିକାରୀଙ୍କ ପରିଦର୍ଶନ

ତାଳପଦର : ବରଗଡ଼ ଜିଲ୍ଲା ବିଜେପୁର ଅର୍ନ୍ତଗତ ତାଳପଦର ଗ୍ରା.ପ. ର କନପୁରୀ, ଖ.ନୂଆଁପାଲି ଏବଂ ତାଳପଦର ଗ୍ରାମରେ ଲଘୁଚାପ ଜନିତ ବର୍ଷା ଫଳରେ ପ୍ରାୟ ଶତାଧିକ ଘର ଭାଙ୍ଗିଯାଇଥିବା ଦ୍ୱାରା ଲୋକେ ବାସହରା ହୋଇ ଅନ୍ୟତ୍ର…
Read More...

ସରକାରୀ ସହାୟତା ଅପେକ୍ଷାରେ ପକ୍ଷଘାତ ରୋଗୀ ଛାମରଥ

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ଅର୍ନ୍ତଗତ ନୂଆପଡା ଗ୍ରାମର ବାସିନ୍ଦା ଛାମରଥ ନାଏକ(୫୫)। ଦୀର୍ଘ ୫ ବର୍ଷ ହେଲା ସେ ପକ୍ଷଘାତ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ…
Read More...

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ତାତ୍ସଲ୍ୟ : ‘ଛାତ୍ରଛାତ୍ରୀ ଚାହୁଁଥିଲେ ପରୀକ୍ଷା ​‌ପେ ​‌ଚର୍ଚ୍ଚା କିନ୍ତୁ ମୋଦୀ କଲେ…

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ ପରେ ମୋଦୀଙ୍କ ତାତ୍ସଲ୍ୟ କରିଛନ୍ତି। ଆଜିର ମନ୍‌ କି ବାତ୍​‌ରେ ପ୍ରଧାନମନ୍ତ୍ରୀଙ୍କ ଖେଳଣା ଉପରେ ଚର୍ଚ୍ଚାକୁ ନେଇ ମୋଦୀଙ୍କ…
Read More...

ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଜେଇଇ ଓ ନିଟ୍ ପରୀକ୍ଷାର ସୁପରିଚାଳନା ପାଇଁ ଭୁବନେଶ୍ୱର ମହାନଗର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୮ଟି ସ୍ଥାନରେ ପିଲାମାନେ ରହିବା ପାଇଁ…
Read More...

ଇନରହ୍ୱିଲ୍‍ କ୍ଲବ୍‍ର ପରିବେଶ ସୁରକ୍ଷା ସଚେତନତା ଓ ବୃକ୍ଷରୋପଣ

ଆଠଗଡ: ଆଠଗଡ ଇନରହ୍ୱିଲ୍‍ କ୍ଲବ ଓ କଟକ ସେଣ୍ଟାଲ ଇନରହ୍ୱିଲ୍‍ କ୍ଲବର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଆଠଗଡଠାରେ ଏକ ପରିବେଶ ସୁରକ୍ଷା ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଇନରହ୍ୱିଲ…
Read More...

ମନ୍ତ୍ରୀଙ୍କ ଦ୍ୱାରା ନୂନତ ସ୍କୁଲ ଗୃହ ପାଇଁ ଶିଳାନ୍ୟାସ

ଆଠଗଡ: ଆଠଗଡ ବ୍ଲକରେ ଗତବର୍ଷ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ଦ୍ୱାରା କ୍ଷତିଗ୍ରସ୍ତ ୧୮ଟି ସ୍କୁଲ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଛି। ଶୁକ୍ରବାର ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ…
Read More...

ସର୍ପେଶ୍ୱର ପୋଲ ଉପରେ ବନ୍ୟାଜଳ, ଯାତାୟତ ବାଧାପ୍ରାପ୍ତ

ଆଠଗଡ: ମହାନଦୀରେ ବନ୍ୟାଜଳ ହୁ ହୁ ହୋଇ ବଢୁଥିବାବେଳେ ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ସର୍ପେଶ୍ୱର ମନ୍ଦିର ନିକଟସ୍ଥ ସାପୁଆ ପୋଲ ଉପରେ ଶନିବାର ସନ୍ଧ୍ୟା ସୁଦ୍ଧା ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ…
Read More...

ପରୀକ୍ଷା ଦେଉଥିବା ସବୁ ପିଲା ଆମ ପରିବାରର, ସେମାନଙ୍କ ସାଥୀରେ ରୁହ: ଦଳୀୟ ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ବିଜୁ ଜନତା ଦଳ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭରଚ୍ୟୁଆଲ ପରାମର୍ଶ ଭୁବନେଶ୍ଵର: ବିଜୁଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ରବିବାର ଦଳର ସମସ୍ତ ବିଧାୟକଙ୍କ ସହ ଭର୍ଚ୍ୟୁଆଲ ବୈଠକରେ ଆଲୋଚନା କରିଛନ୍ତି । କରୋନା…
Read More...

ମୁଣ୍ଡଳିରେ ୧୦ଲକ୍ଷ କ୍ୟୁସେକରୁ ବେଶି ବଢିବନି –ଏସଆରସି

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ପାଣି ଆସିବା କମି ଯାଇଛି। ଆଉ ଭୟଭୀତ ହେବାର ନାହିଁ । ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହ କାଲି ସକାଳ ଯାଏ ବଳବତ୍ତର ରହିବ। କାଲି ସକାଳ ପରେ ମୁଣ୍ଡଳିରେ ଜଳ…
Read More...

କରୋନା ଯୋଗୁ ଓଡ଼ିଶାର ହାରାହାରି ମୁଣ୍ଡପିଛା ଆର୍ଥିକ କ୍ଷତି ୧୪୭୪୫ ଟଙ୍କା

ଓଡ଼ିଶାର ମୋଟ କ୍ଷତି ପରିମାଣ ୬୩୪୦୩ କୋଟି ଟଙ୍କା ଦେଶର ପ୍ରତ୍ୟେକ ଲୋକଙ୍କ ହାରାହାରି କ୍ଷତି ୨୭ ହଜାର ଟଙ୍କା  ମହାରାଷ୍ଟ୍ରର ସାମଗ୍ରିକ କ୍ଷତି ପାଖାପାଖି ୫.୩୯ ଲକ୍ଷ କୋଟି ଟଙ୍କା ଗୋଆରେ ମୁଣ୍ଡପିଛା କ୍ଷତି…
Read More...

ବିପଦ ସଙ୍କେତ ଉପରେ ଭାର୍ଗବୀ ; ବନ୍ୟାଜଳ ନିଷ୍କାସନରେ ଗବକୁଣ୍ଡ କଟ୍ ବରଦାନ ସାଜିଛି

ସୁଆଣ୍ଡୋ: ପୁରୀ ଜିଲାରେ ଭାର୍ଗବୀନଦୀର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଗବକୁଣ୍ଡ କଟରେ ଭାର୍ଗବୀନଦୀର ଦୁଇତୃତୀୟାଂଶ ବନ୍ୟାଜଳ ଖଲାସ ହେଉଥିବା ଦେଖିବାକୁ ମିଳୁଛି। ବଳଙ୍ଗା ଠାରେ ଜଳସ୍ତର…
Read More...

ମହଙ୍ଗା ପଡିଲା ଲାଞ୍ଚ ମାଗିବା, ଏଏସଆଇ ଓ ହୋମଗାର୍ଡ ଗିରିଫ

ମାଲକାନଗିରି: ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିବା ଅଭିଯୋଗରେ ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନାର ଜଣେ ଏଏସଆଇ ଓ ୨ ହୋମଗାର୍ଡଙ୍କୁ ଗିରଫ କରାଯାଇଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମାଲକାନଗିରି ଏସପି…
Read More...

ରାଜ୍ୟରେ କରୋନା ନେଲା ଆଉ ୧୨ ଜୀବନ, ସର୍ବାଧିକ ଗଞ୍ଜାମରୁ ୪ ମୃତ

ଭୁବନେଶ୍ବର : ରାଜ୍ୟରେ ରବିବାର ଆଉ ୧୨ ଜଣଙ୍କ ଜୀବନ ନେଇଛି କରୋନା। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ହୋଇଛି। ଆଜି ୧୨ ଜଣ ପ୍ରାଣ ହରାଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜା ଜିଲାରୁ ସର୍ବାଧିକ…
Read More...

ଶୋଇବା ଘରୁ ୭ ଫୁଟ୍ ଲମ୍ବର ବୋଡା ସାପ ଉଦ୍ଧାର

ପାଟଣା:  କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଅସନବାହାଳି ଗ୍ରାମରେ ରିବାର ସକାଳ ସମୟରେ ଏକ ବିରାଟକାୟ ବୋଡା ସାପ ପାଟଣା ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି ।…
Read More...

ବନ୍ୟା ଜଳରେ ଭାସି ଆସି ପୋଲରେ ଲାଗିଲା ଅଜଣା ମୃତଦେହ

ଦୋବଲ: ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ଜୁନ କରଦା ଭାଟିଆସାହି ପୋଲ ପାଖରେ ରବିବାର ଗୋଟିଏ ଅଜଣା ମୃତଦେହ ଲାଗିଛି। ଶବଟି ପଚି ଯାଇଥିବା ଦେଖିବାକୁ ମିଳିଛି। ବୈତରଣୀ ବନ୍ୟାରେ ଯାଜପୁର କିମ୍ବା ଭଣ୍ଡାରିପୋଖରୀ ଅଞ୍ଚଳରୁ…
Read More...

ଦେଶରେ ୨୪ ଘଣ୍ଟାରେ ୭୮ ହଜାର ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୯୪୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୭୮ ହଜାର ୭୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫…
Read More...

ପୁଣି ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତ୍ରରେ ଜମ୍ମୁ-କଶ୍ମୀରର ଶ୍ରୀନଗର ପନ୍ଥା ଚୌକ୍ ଅଞ୍ଚଳରେ ଆତଙ୍କବାଦୀ ଓ ସିଆରପିଏଫ, ପୁଲିସ ବାହିନୀ ମଧ୍ୟରେ ଗୁଳିବିନିମୟ ଘଟି ୩ଜଣ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ଜମ୍ମୁ-କାଶ୍ମୀର…
Read More...

ପୁଣି ୩ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ ଲ୍ୟାବ : ସଂକ୍ରମିତ ହେଲେ ଲ୍ୟାବ୍‍ ଟେକ୍ନିସିଆନ

ବୁର୍ଲା: ବୁର୍ଲା ଭିମସାରରେ କରୋନା ସ୍ଥିତି ଜଟିଳ ହେବାକୁ ବସିଲାଣି। ବୁର୍ଲା ଭିମସାରର ଡ଼ାକ୍ତର, ସେବିକା, କର୍ମଚାରୀ ଏବଂ ତାଙ୍କ ପରିବାର ବର୍ଗ କରୋନା ସଂକ୍ରମିତ ହେବା ପ୍ରକ୍ରିୟା ଜାରି ରହିଛି। ସେପଟେ ପୁଣି ବୁର୍ଲା…
Read More...

ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମୁଛି- ଏସଆରସି

ଭୁବନେଶ୍ୱର : ଗତକାଲି ଠାରୁ ହୀରାକୁଦ ଡ୍ୟାମର ୪୬ଟି ଗେଟ୍ ଖୋଲା ଯାଇଥିବା ବେଳେ ସ୍ବତନ୍ତ୍ର ରିଲିଫ କମିଶନର (ଏଆରସି) ପ୍ରଦୀପ ଜେନା ଆଶ୍ବସ୍ତିକର ସୂଚନା ଟ୍ବିଟ କରି ଜଣାଇଛନ୍ତି। ଆଜି ଭୋର ୪ଟା ବେଳୁ ହୀରାକୁଦ ଡ୍ୟାମକୁ…
Read More...

ଫେସବୁକ୍‍-ବିଜେପି ସମ୍ପର୍କକୁ ନେଇ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ : ଫେସବୁକ୍‍ ସହିତ ବିଜେପିର ସମ୍ପର୍କକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଟାଇମ୍‍ ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ ରାହୁଲ କହିଛନ୍ତି…
Read More...

ରାମ ମନ୍ଦିର ନକ୍ସା ଅନୁମୋଦନ ପାଇଁ ଆବେଦନ

ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ନକ୍ସାକୁ ଅନୁମୋଦନ ନିମନ୍ତେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମନ୍ଦିର ନକ୍ସାକୁ…
Read More...

ଆସିପାରିଲାନି ଡଙ୍ଗା କି ଆମ୍ବୁଲାନ୍ସ ବନ୍ୟା ପାଣିରେ ୫ କିମି ବାଉଁଶରେ କାନ୍ଧେଇ ଆଣିଲେ ଶବ

ଧାମନଗର : ଭଦ୍ରକ ଜିଲା ଧାମନଗର ଥାନା ଖଡିପଦା ପଞ୍ଚାୟତ ଦକ୍ଷିଣକୁରୁଆ ଗାଁର ଜଣେ ଯୁବକ ଶୁକ୍ରବାର ବନ୍ୟା ସ୍ରୋତରେ ଭାସି ନିଖୋଜ ଥିଲେ। ୨୪ ଘଣ୍ଟା ପରେ ଶନିବାର ସମ୍ପୃକ୍ତ ଯୁବକଙ୍କ ମୃତଦେହ ସ୍ଥାନୀୟ ଲୋକ ଉଦ୍ଧାର…
Read More...

ରୁଷ୍‍ ସହ ସମରାଭ୍ୟାସରୁ ଓହରିଲା ଭାରତ

ନୂଆଦିଲ୍ଲୀ : ଆସନ୍ତା ମାସରେ ରୁଷରେ ହେବାକୁ ଥିବା ସମରାଭ୍ୟାସରେ ଭାରତ ସାମିଲ ହେବ ନାହିଁ। ସେପ୍ଟେମ୍ବର ୧୫ ଓ ୨୬ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ରୁଷର ଅସ୍ତ୍ରଖନ ଅଞ୍ଚଳରେ ହେବାକୁ ଥିବା ସମରାଭ୍ୟାସରେ ଭାରତ ଓ ରୁଷ୍‍…
Read More...

ବିପନ୍ନଙ୍କ ପାଖରେ ପହଞ୍ଚିଲା ‘ସମାଜ’ ରିଲିଫ

ରସୁଲପୁର : ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲା ‘ସମାଜ’ ରିଲିଫ୍‌ ଟିମ୍‌। ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମଖଣ୍ଡ ପଞ୍ଚାୟତର ଚକଗୋପାଳପୁର ଗ୍ରାମଠାରେ ବ୍ରାହ୍ମଣୀ ନଦୀବନ୍ଧରେ ହୋଇଥିବା ଘାଇଦ୍ୱାରା ବହୁ ବିପନ୍ନଙ୍କ…
Read More...

ଚିନ୍ତା ବଢ଼ାଇଲେ ସାଇବର୍‌ ଠକ : କଲେଜ ଅଧ୍ୟକ୍ଷଙ୍କ ଜମାଖାତାରୁ ନେଇଗଲେ ୬ଲକ୍ଷ

ଭୁବନେଶ୍ୱର : ରାଜଧାନୀରେ ସାଇବର ଠକ ଚିନ୍ତା ବଢ଼ାଇଲେଣି। ଦିନକୁ ଦିନ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସହରରେ ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ବଡ଼ ଧରଣର ଟଙ୍କା ଠକି ନେଇଛନ୍ତି। ଜଣେ ଅଧ୍ୟକ୍ଷଙ୍କ ଠାରୁ ୬…
Read More...

ଦିଲ୍ଲୀ ଢ଼ାଞ୍ଚାରେ ଜମ୍ମୁ ଓ କଶ୍ମୀର ଶାସନ ବ୍ୟବସ୍ଥା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବର୍ଷକ ପୂର୍ବେ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଢ଼ାଞ୍ଚାରେ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଏହି ଅନୁସାରେ ଅପେକ୍ଷା ଉପରାଜ୍ୟପାଳଙ୍କ…
Read More...

ରେଳବାଇ ଅଧିକାରୀଙ୍କ ପତ୍ନୀ ଓ ପୁଅଙ୍କୁ ହତ୍ୟା

ଲକ୍ଷ୍ନୌ : ସ୍ଥାନୀୟ ଗୌତମପଲ୍ଲୀ ରେଳବାଇ କଲୋନୀରେ ଜଣେ ରେଳବାଇ ଅଧିକାରୀଙ୍କ ପତ୍ନୀ ଓ ପୁଅଙ୍କୁ ନିଜ ଘରେ ଗୁଳି ମାରି ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାମ ମାଳିନୀ ବାଜପେୟୀ (୪୯) ଏବଂ ପୁଅ ଶରଦ(୨୨) ବୋଲି ପୁଲିସ…
Read More...

ମାନସରୋବରକୁ ଯୁଦ୍ଧ କ୍ଷେତ୍ର କରୁଛି ଚୀନ

ନୂଆଦିଲ୍ଲୀ : ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ପବିତ୍ର ​କୈଳାସ ପର୍ବତ ତଥା ମାନସରୋବର ହ୍ରଦ ଅଞ୍ଚଳକୁ ଚୀନ ଯୁଦ୍ଧକ୍ଷେତ୍ରରେ ପରିଣତ କରିବା ଉଦ୍ୟମ ଚଳାଇଛି। କୈଳାସ ପର୍ବତ ସମେତ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ…
Read More...

ଅର୍ଜୁନ ପୁରସ୍କାରରେ ପୁରସ୍କୃତ ଦୂତୀ ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦ୍ରୁତତମ ଧାବିକା ଓଡ଼ିଆ ଝିଅ ଦୂତୀ ଚାନ୍ଦ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଠାରୁ ଭିଡିଓ କନଫରେନ୍ସ ଜରିଆରେ ଅର୍ଜୁନ ପୁରସ୍କାରରେ ପୁରସ୍କୃତ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ…
Read More...

କୀର୍ତ୍ତିଭାଇ ଅନନ୍ୟ କର୍ତ୍ତବ୍ୟନିଷ୍ଠ ଓ ସମର୍ପିତ ବ୍ୟକ୍ତିତ୍ବ

କଟକ : ଲୋକସେବକ ମଣ୍ଡଳର ଉପ-ସଭାପତି ତଥା ବିଶିଷ୍ଟ ସର୍ବୋଦୟ ନେତା କୀର୍ତ୍ତିଭାଇ ପାଣ୍ଡ୍ୟା ଜଣେ ଅନନ୍ୟ କର୍ତ୍ତବ୍ୟନିଷ୍ଠ ଓ ସମର୍ପିତ ବ୍ୟକ୍ତିତ୍ବ। ସମାଜସେବା କ୍ଷେତ୍ରରେ ସେ ଯେଉଁ ଉଲ୍ଳେଖନୀୟ କାର୍ଯ୍ୟ…
Read More...

ରବିବାର ରାଶିଫଳ(୩୦ ଅଗଷ୍ଟ ୨୦୨୦)

ମେଷ: ମନ ପ୍ରସନ୍ନ ରହିବ। କୁଳପ୍ରଦୀପ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟୀ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ। ରାଜକୃପା ମିଳିବ। ବୃଷ:…
Read More...

ଆଇପିଏଲ୍‍ ଖେଳସୂଚୀ ଘୋଷଣା ସ୍ଥଗିତ

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇର ୩ଟି ସହରରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ବିସିସିଆଇ ଶନିବାର ଘୋଷଣା କରିବାର ଥିଲା। ତେବେ ଆଇପିଏଲ୍‍…
Read More...

ଆଇପିଏଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ରେ ପହଞ୍ଚିଲା : ଦୀପକ ଚହରଙ୍କ ପରେ ସିଏସକେର ଋତୁରାଜଙ୍କୁ କରୋନା

ଦୁବାଇ : ଶୁକ୍ରବାର ସନ୍ଧ୍ୟାରେ ଜଣା ପଡ଼ିଥିଲା ଯେ ଭାରତୀୟ କ୍ରିକେଟ୍‍ ଦଳର ଜଣେ ଖେଳାଳିଙ୍କ ସହ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସକେ)ର ମୋଟ ୧୦ ଜଣ କରୋନାରେ ସଂକ୍ରମିତ ହୋଇଥିଲା। ଏହି ଖବର ସିଏସ୍‍କେ ଦଳ ମ୍ୟାନେଜମେଣ୍ଟ…
Read More...

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ପ୍ରସଙ୍ଗ : ସାକ୍ଷୀ ହେଲେ ଅଭିଯୁକ୍ତ

ସୁନ୍ଦରଗଡ଼ : ବେଶ କିଛି ଦିନର ବ୍ୟବଧାନ ପରେ ଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ହୋମଗାର୍ଡ଼ଙ୍କୁ ଗିରଫ କରି ସ୍ୱତନ୍ତ୍ର ପକସୋ ଅଦାଲତରେ ହାଜର କରାଇଛନ୍ତି। ପକ୍‍ସୋ…
Read More...

ଶାଳଗାଁ ଦୁଇ ରାସ୍ତାର ପୋଲ ବିପଦ ସଙ୍କୁଳ, ଜରୁରୀକାଳୀନ ସ୍ଥିତି ପାଇଁ ଏବେ ବଚ୍ଛିନ୍ନ ପଞ୍ଚାୟତ ମୁଖ୍ୟାଳୟ

ବଡ଼ସାହି : ମୟୂରଭଞ୍ଜ ଜିଲା ତଥା ବଡ଼ସାହି ବ୍ଲକର ସର୍ବାଧିକ ବନ୍ୟାପ୍ରବଣ ପଞ୍ଚାୟତ ଶାଳଗାଁ ଚଳିତ ବନ୍ୟାରେ ପୂର୍ବ ଭଳି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବୁଢ଼ାବଳଙ୍ଗ ନଦୀ ଓ ଗଙ୍ଗାହାର ନଦୀର ମଧ୍ୟସ୍ଥଳରେ ଅବସ୍ଥିତ…
Read More...

ବୋଲଗଡ-ବେଗୁନିଆ ବ୍ଲକ ଦୁଇଟିରେ ଅଫିସର ପଦବୀ ଶୂନ୍ୟ : ଜିଲାପାଳଙ୍କୁ ବିଜେପି ପକ୍ଷରୁ ଦାବୀପତ୍ର

ବୋଲଗଡ : କରୋନା ମହାମାରୀ ସମୟରେ ଖୋର୍ଦ୍ଧା ଜିଲାରେ ବୋଲଗଡ ବ୍ଲକ ଓ ବେଗୁନିଆ ବ୍ଲକ ପ୍ରମୁଖ ସରକାରୀ ପଦାଧିକାରୀମାନଙ୍କ ପଦବୀ ବହୁଦିନ ଧରି ଖାଲିପଡିଛି। ଯାହାଫଳରେ ପ୍ରଶାସନିକ କାର୍ଯ୍ୟ ସହିତ ଭିତ୍ତିଭୂମୀର ବିକାଶପାଇଁ…
Read More...

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶାସନର ମାଗଣା ବସ୍‍ ବ୍ୟବସ୍ଥା

ଫୁଲବାଣୀ :ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଜେଇଇ ପ୍ରବେଶିକା ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ମାଗଣା ବସ୍‍ ବ୍ୟବସ୍ଥା କରିଛି। ଏଥିପାଇଁ ଫୁଲବାଣୀ ଆଇଟିଆଇର ଅଧ୍ୟକ୍ଷ ନୋଡାଲ ଅଧିକାରୀ ଭାବେ…
Read More...

ବିଗତ ୨୦ବର୍ଷ ପରେ ଓଡ଼ିଶା ପାଇଁ ରାଜ୍ୟ ସରକାର ଗୋଟିଏ ଭଲ ନିଷ୍ପତି ନେଇଛନ୍ତି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ବିଗତ ୨୦ବର୍ଷ ଭିତରେ ଓଡ଼ିଶାର ସ୍ୱାର୍ଥ ନେଇ ଓଡ଼ିଶା ସରକାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେଭଳି କିଛି ବଡ଼ ନିଷ୍ପତି ନେଇନାହାନ୍ତି । ଏବେ ଓପିଜିସିକୁ ସଂପୂର୍ଣ୍ଣଭାବେ ଅଧିକାର କରିବା ସରକାରଙ୍କ…
Read More...

ବେଲଗୁଡା ଗାଁକୁ ନାହିଁ ରାସ୍ତା, ଭାରରେ ୨ କିଲୋମିଟର ବୁହା ହେଲେ ରୋଗୀ

ଲମତାପୁଟ: ଗାଁରେ ଭଲ ରାସ୍ତା ଖଣ୍ଡେ ନାହିଁ । ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭାରରେ ବୋହି ନେବାକୁ ହୁଏ । ଗାଁ ରେ ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ନ ଆସିବାରୁ ଗାଁ ଲୋକେ ଜଣେ ରୋଗୀଙ୍କୁ ଭାରରେ ବୋହି ନେଉଥିବା…
Read More...

ବାଙ୍କୀରେ ବିପଦ ସଙ୍କେତ ଉପରେ ମହାନଦୀ : ଆତଙ୍କିତ କୂଳବାସୀ, ମୁକାବିଲା ପାଇଁ ପ୍ରସ୍ତୁତ ଜଳସମ୍ପଦ ବିଭାଗ

ବାଙ୍କୀ : ବାଙ୍କୀ ଠାରେ ମହାନଦୀର ଜଳ ସ୍ତର ବୃଦ୍ଧି ପାଇ ୮.୦୪ମିଟରରେ ପହଞ୍ଚି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳ ସମ୍ପଦ ବିଭାଗର ସୂଚନା କ୍ରମରେ ହୀରାକୁଦରୁ ୪୬ଗେଟ ଦେଇ ମହାନଦୀରେ ବନ୍ୟା ଜଳ ପ୍ରବାହିତ…
Read More...

ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ

ଯାଜପୁର : ବିଂଝାରପୁର ବ୍ଳକ କଲ୍ୟାଣପୁର ଓ ରଣପୁର ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଛି। ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର…
Read More...

ସମଲେଶ୍ୱରୀ ଆଖଡ଼ା ଉସ୍ତାଦଙ୍କ ପରଲୋକ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ସମଲେଶ୍ୱରୀ ଆଖଡ଼ା ମଣ୍ଡଳର ଉସ୍ତାଦ ପୀତାମ୍ବର ରାୟ (୬୮) ଙ୍କ ଶନିବାର ପୂର୍ବାହ୍ଣରେ ସମ୍ବଲପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…
Read More...

ନଦୀବନ୍ଧରେ ପଡିଥିବା ଘଳିଆକୁ ଅନୁଧ୍ୟାନ କଲେ ବିଜେପି ନେତା

ପିପିଲି : ଭାର୍ଗବୀ ନଦୀବନ୍ଧର ବିଭିନ୍ନ ସ୍ଥାନରେ ସୃଷ୍ଟିହୋଇଥିବା ଏକାଧିକ ଘଳିଆକୁ ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଆଜି ଅନୁଧ୍ୟାନ କରିବା ସହ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ସଂପର୍କରେ…
Read More...

ଦୟା ଓ ଭାର୍ଗବୀ ନଦୀବନ୍ଧର ସ୍ଥିତି ପରଖିଲେ ଜିଲାପାଳ ଓ ଏସ୍‍ପି

ପିପିଲି : ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁଁ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ…
Read More...

ଜଳଘେରରେ ତିଗିରିଆ ଅଞ୍ଚଳର ୧୭ ଟି ଗାଁର ପ୍ରାୟ ୨୦ ହଜାର ଜନସାଧାରଣ

ତିଗିରିଆ : ହୀରାକୁଦ ଜଳଭଣ୍ଡାରରୁ କ୍ରମାଗତ ଭାବେ ‘ଫାଟକ ଖୋଲି ଜଳ ନିଷ୍କାସନ ଜାରି ରହିଥିବାରୁ ମହାନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହେବାକୁ ଯାଉଛି। ପ୍ରଭାବରେ ତିଗିରିଆ ବ୍ଲକରେ ବନ୍ୟାସ୍ଥିତି ବୃଦ୍ଧି ପାଇବାରେ…
Read More...

ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଠାରେ ୫ଫୁଟ ଉଚ୍ଚ ବନ୍ୟାଜଳ ପ୍ରବାହିତ : ଆଠଗଡକୁ ଗମନାଗମନ ବନ୍ଦ

ଗୁରୁଡିଝାଟିଆ : ହୀରାକୁଦ ଅଧିକ ସଂଖ୍ୟକ ଗେଟ ଖୋଲିବା ଦ୍ୱାରା ମହାନଦୀ ଫୁଲିଉଠିଛି। ନଦୀ କୂଳିଆ ଗାଁଗୁଡିକ ର ଜନସାଧାରଣ ଏକ ପ୍ରକାର ଭୟଭୀତ ସ୍ଥିତିରେ ଅଛନ୍ତି। ବନ୍ୟାଜଳ ଅଧିକ ହେଉଥିବାରୁ ପୁରୁଣା କଟକ-ସମ୍ବଲପୁୂର…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ତିନି ଶେଷ ବର୍ଷ ରେଗୁଲାର ଏବଂ ବ୍ୟାକ୍‌ ପରୀକ୍ଷା ଫଳ ପ୍ରକାଶିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ଯୁକ୍ତ ତିନି ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗ ର ଷଷ୍ଠ ସେମିଷ୍ଟାର ତଥା ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ପ୍ରକାଶିତ ପରୀକ୍ଷା ଫଳ…
Read More...

ଜୟନ୍ତୀ ବେହେରା ଓ ଦୀପଗ୍ରେସ୍ ଏକ୍କାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : କରୋନା କଟକଣା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି।…
Read More...

ବିହାର ନିର୍ବାଚନ ପୂର୍ବରୁ ନୀତିଶ ସରକାରଙ୍କ ବଡ ଘୋଷଣା, ଶିକ୍ଷକଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି

ବିହାର : ବିହାର ନିର୍ବାଚନ ପୂର୍ବରୁ ନୀତିଶ କୁମାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ଶିକ୍ଷକଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୀତିଶ…
Read More...

ସୁସ୍ଥ ହେଲେ ଅମିତ ଶାହା, ଖୁବ୍‌ ଶିଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

ନୂଆଦିଲ୍ଲୀ : ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଖୁର୍ବଶିଘ୍ର ଦିଲ୍ଲୀ ଏମସ୍‌ ହସ୍ପିଟାଲରୁ ଶାହା ଡିସଚାର୍ଜ ହେବାର ସମ୍ଭାବନା ରହିଛି। ତାଙ୍କୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ନୂଆଦିଲ୍ଲୀର ଏମ୍ସରେ…
Read More...

ଆଇପିଏଲ୍‌ ପୂର୍ବରୁ ଚେନ୍ନଇ ସୁପର କିଙ୍ଗସ୍‌କୁ ଆଉ ଏକ ଝଟକା : ଆଇପିଏଲରୁ ଓହରିଲେ ସୁରେଶ ରୈନା

ନୂଆଦିଲ୍ଲୀ : ଆଇପିଏଲ୍‌ ପୂର୍ବରୁ ୩ ଥର ଆଇପିଏଲ୍‌ ଚମ୍ପିଆନ ଚେନ୍ନଇ ସୁପର କିଙ୍ଗସ୍‌କୁ ଲାଗିଛି ଆଉ ଏକ ଝଟକା। ଆଇପିଏଲ୍‌ ପୂର୍ବରୁ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ସୁରେଶ ରୈନା ଦଳରୁ ଓହରି ଯାଇଛନ୍ତି। ନିଜର…
Read More...

ଜାତୀୟ କ୍ରୀଡା ଦିବସରେ ଦୂତି ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ : ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡ଼ା ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଆଦି ପୁରସ୍କାର ପ୍ରଦାନ କରାଯାଇଛି। କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା…
Read More...

ସମାଜସେବୀଙ୍କ ବଦାନ୍ୟତା, ଅସହାୟ ବୃଦ୍ଧାଙ୍କୁ ଯୋଗାଇଲେ ରାସନ ସାମଗ୍ରୀ

ମାଲକାନଗିରି:  ମାଲକାନଗିରି ଜିଲାରେ କରୋନା ଛାଟ ସାଙ୍ଗକୁ ବନ୍ୟା ପରିସ୍ଥିତି ପରେ ବର୍ତ୍ତମାନ ଜିଲ୍ଲାର ଗ୍ରାମାଞ୍ଚଳର ପରିସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥା ହୋଇ ପଡ଼ିଛିା ଦୋକାନ ବଜାର ସହ ସମସ୍ତ ସଂସ୍ଥାନ ବନ୍ଦ…
Read More...

ବନ୍ଧନ ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କଠୁ ଲୁଟ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଅଞ୍ଚଳରେ ବନ୍ଧନ ବ୍ୟଙ୍କର ଜଣେ ମହିଳା କର୍ମଚାରୀଙ୍କ ଠାରୁ ୯୪ ହଜାରା ଟଙ୍କା ଲୁଟ ଘଟଣାରେ ପୁଲିସ ଶନିବାର ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ସମୟରେ ପୁଲିସ ସେମାନଙ୍କ…
Read More...

ପ୍ରସୂତୀ ମହିଳାଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ ଯବାନ

ଭଦ୍ରକ: ଭଦ୍ରକ ଜିଲା ଧମାନଗର ବ୍ଲକ ବାୟାଗିଡିହି ପଞ୍ଚାୟତ ଅନ୍ତର୍ଗତ ଗୋଠିଣା ଗ୍ରାମର ଜଣେ ପ୍ରସୂତୀ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ।  ହିମାଂଶୁ ରାଉତଙ୍କ ସ୍ତ୍ରୀ ଆଶା ରାଣୀ ରାଉତ…
Read More...

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୨ଟି ଗେଟ୍, ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦ : ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲିଲା। ଏବେ ମୋଟ ୪୬ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି।ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ଏବେ ଜଳ ପତନ ୬୨୬.୮୯ ରହିଛି। ଡ୍ୟାମ୍ ଭିତରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଗଜପତି ଫେରିଲେ ଜଗପତି କାର୍ଯୀ

ରାୟଗଡ଼: ଦୀର୍ଘ ୩୫ ବର୍ଷ ପରେ ଗଜପତି ଫେରିଲେ ଜଗପତି କାର୍ଯୀ । ତାଙ୍କ ପ୍ରକୃତ ନାମ ହେଉଛି ଦୟା ଭୂୟାଁ । ରାୟଗଡ଼ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ପଞ୍ଚାୟତର ଆବରସିଙ୍ଗ ଗ୍ରାମର ସ୍ବର୍ଗତ ମାଗତା ଭୂୟାଁଙ୍କ ପ୍ରଥମ ପୁଅ।…
Read More...

ବନ୍ୟା ମୁକାବିଲା ପାଇଁ ୬ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ୬ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି। ଯେପରି ଭାବେ ମମ୍ଭାବ୍ୟ ବନ୍ୟ ପ୍ରଭାବରେ ସାଧାରଣଲୋକଙ୍କ ଧନଜୀବନ ନଷ୍ଟ ନ ହେବ ସେ ଦିଗକୁ ଗୁରୁତ୍ବ…
Read More...

ଆଜି ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ବର:ରାଜ୍ୟରେ ଶନିବାର କରୋନାରେ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୭୦କୁ ବୃଦ୍ଧି ହୋଇଛି।  ବାଲେଶ୍ବର, ଖୋର୍ଦ୍ଧା, ମାଲକାନଗିରି, କଟକ ଓ ଜଗସିଂହପୁର ଜିଲାରୁ ୨ ଜଣ…
Read More...

ଭବାନୀପାଟଣାର ୩୬ ଟି ପଞ୍ଚାୟତରେ ଘରଘର ବୁଲି କରୋନା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭବାନୀପାଟଣା: ଭବାନୀପାଟଣା ବ୍ଲକ ୩୬ ଟି ପଞ୍ଚାୟତରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ସେମାନଙ୍କ ଠାରୁ ନମୂନା ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ଘରକୁ ଘର ବୁଲି ସର୍ଭେ କରାଯିବା ପାଇଁ ଅଙ୍ଗନବାଡି,…
Read More...

ଜେଇଇ ମେନ୍ ଏବଂ ନିଟ ପରୀକ୍ଷା ହେବାକୁ ଥିବା ସହରରେ ଲାଗୁ ହେବନି ସଟଡାଉନ, ଲକଡାଉନ

ଭୁବନେଶ୍ୱର: ରାଜ୍ୟରେ ଜେଇଇ ମେନ୍ ଏବଂ ନିଟ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ସହରରେ ଲକଡାଉନ କିମ୍ବା ଶଟଉନ୍ ଲାଗୁ କରାଯିବ ନାହିଁ। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।…
Read More...

୨୪ ଘଣ୍ଟାରେ ଦେଶରେ ୭୬ ହଜାର ୪୭୨ କରୋନା ଆକ୍ରାନ୍ତ; ୧,୦୨୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୭୬ ହଜାର ୪୭୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪…
Read More...

ସେନା ଗୁଳିରେ ୩ ଆତଙ୍କୀ ନିହତ

ନୂଆଦିଲ୍ଲୀ : ଗତକିଛି ଦିନ ହେଲା ଘାଟିରେ ଆତଙ୍କବାଦୀ ବିରୋଧରେ ସେନାର ଲଢେଇ ଜାରି ରହିଛି। ପୁଣି ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ତିନି…
Read More...