ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୭୩ ହଜାର ୨୩୩କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ରବିବାର ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୭୩ ହଜାର ୨୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି
Another 2519 #COVID19 patients have recovered and are being discharged on 30.08.2020
419 from Khordha
216 from Ganjam
210 from Puri
205 from Rayagada
169 from Koraput
150 from Mayurbhanj
129 from Cuttack
100 from Baleswar
95 from Nayagarh
85 from Sambalpur
84 from Malkangiri— H & FW Dept Odisha (@HFWOdisha) August 30, 2020
ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୯, ଗଞ୍ଜାମରୁ ୨୧୬, ପୁରୀରୁ ୨୧୦, ରାୟଗଡ଼ାରୁ ୨୦୫, କୋରାପୁଟରୁ ୧୬୯, ମୟୁରଭଞ୍ଜରୁ ୧୫୦, କଟକରୁ ୧୨୯, ବାଲେଶ୍ୱରରୁ ୧୦୦, ନୟାଗଡ଼ରୁ ୯୫, ସମ୍ବଲପୁରରୁ ୮୫ ରହିଛନ୍ତି।
ସେହିପରି ମାଲକାନଗିରିରୁ ୮୪, ଭଦ୍ରକରୁ ୭୭, ଢ଼େଙ୍କାନାଳରୁ ୭୬, ନବରଙ୍ଗପୁରରୁ ୫୮, କନ୍ଧମାଳରୁ ୪୮, ବଲାଙ୍ଗୀରରୁ ୪୫, ସୁନ୍ଦରଗଡ଼ରୁ ୪୨, ଗଜପତିରୁ ୪୦, କେନ୍ଦ୍ରାପଡ଼ାରୁ ୩୯, ଝାରସୁଗୁଡ଼ାରୁ ୩୮, କେନ୍ଦୁଝରରୁ ୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
12 from Jajapur
7 from Deogarh
4 from Boudh
1 from AnugulThe total recovered cases of Odisha now stand at 73233
— H & FW Dept Odisha (@HFWOdisha) August 30, 2020
ଅନ୍ୟପକ୍ଷେ ସୋନପୁରରୁ ୩୩, ନୂଆପଡ଼ାରୁ ୨୮, ଜଗତସିଂହପୁରରୁ ୨୭, ବରଗଡ଼ରୁ ୨୫, କଳାହାଣ୍ଡିରୁ ୧୯, ଯାଜପୁରରୁ ୧୨, ଦେଓଗଡ଼ରୁ ୭, ବୌଦ୍ଧରୁ ୪ ଓ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Comments are closed.