ଆଇପିଏଲ୍ ଖେଳାଳିଙ୍କ କରୋନା ପରୀକ୍ଷା ପାଇଁ ୧୦ କୋଟି ଟଙ୍କା ବଜେଟ୍

ସେପ୍ଟେମବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ସାରଜା, ଦୁବାଇ ଓ ଆବୁଧାବୀରେ ଆଇପିଏଲ୍ ମ୍ୟାଚ୍ ୟୁଏଇ ସ୍ବାସ୍ଥ୍ୟ ସେବା କମ୍ପାନୀ ବିପିଏସ୍ ସହ ବିସିସିଆଇର ଚୁକ୍ତି;  ଖେଳାଳିଙ୍କ ପାଇଁ ୭୫ ସ୍ବାସ୍ଥ୍ୟ କର୍ମୀ ଭାରତୀୟ…
Read More...

ଆଠଗଡର ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ କରୋନା ଆକ୍ରାନ୍ତ

ଆଠଗଡ : ଆଠଗଡର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ କରୋନା ଆକ୍ରାନ୍ତ ହୋଇଥିବା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି। ଗତ ନିର୍ବାଚନରେ ଆଠଗଡର ବିଜେପି…
Read More...

ସିବିଆଇ ତଦନ୍ତର ଦ୍ବାଦଶ ଦିନ: ୮ ଘଣ୍ଟାରେ ରିଆ ବାପା-ମା’ଙ୍କୁ ପଚରାଗଲା ୧୫ ପ୍ରଶ୍ନ

ଗତ ୪ ଦିନରେ ରିୟା ଚକ୍ରବର୍ତୀଙ୍କୁ ସିବିଆଇ ପଚାରିଛି ୩୪ ପ୍ରଶ୍ନ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଆଜି ହେଉଛି ଦ୍ବାଦଶ ଦିନ । ସିବିଆଇ ଆଜି ରିୟାଙ୍କ…
Read More...

ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ଏନଏସି ୱାର୍ଡ ନଂ ୧୦ର ରଥତୈଳାର ଜଣେ ବିବାହିତା ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଜନନୀ ଓରାମ(୨୩)। ସୂଚନା ଅନୁସାରେ, ସେମାବାର ରାତିରେ ଭଳି…
Read More...

ଦେଖନ୍ତୁ ଭିଡ଼ିଓ: ବଗିଚାରେ ଶୋଇଥିବା ବେଳେ ପାଟିବାଟେ ପଶିଗଲା ୪ ଫୁଟ ଲମ୍ବର ସାପ, ଟ୍ୟୁବ ସହାୟତାରେ ବାହାର କଲେ…

ମସ୍କୋ: ରୁଷର ଡ଼େଗୋଷ୍ଟେନର ଜଣେ ମହିଳା ବଗିଚାରେ ଶୋଇଥିବାବେଳେ ତାଙ୍କ ପାଟିବାଟେ ପଶି ଯାଇଥିଲା ୪ ଫୁଟ ଲମ୍ବର ସାପ । ଏ କଥା ମହିଳା ସୁରାକ ସୁଦ୍ଧା ପାଇ ନଥିଲେ । ମାତ୍ର ତାଙ୍କ ପେଟରେଯେତେବେଳେ ଯନ୍ତ୍ରଣା ହେଲା…
Read More...

୧୦୦ ଟ୍ରେନ୍ ଚଳାଇବାକୁ ରେଳବାଇର ପ୍ରସ୍ତୁତି; ବର୍ତମାନ ଚାଲୁଛି ୨୩୦ ସ୍ବତନ୍ତ୍ର ଟ୍ରେନ୍

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ରେଳ ମନ୍ତ୍ରଣାଳୟ ବର୍ତମାନ ଚାଲୁଥିବା ୨୩୦ ସ୍ବତନ୍ତ୍ର ଟ୍ରେନ ସହ ଆଉରି ୧୦୦ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏ ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ…
Read More...

ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର

ପାଟଣା : ପାଟଣା ଥାନା ଅନ୍ତର୍ଗତ ସାହାରପଡା ଏଟିଏମ୍ ନିକଟ ୨୨୦ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଏକ ବାଇକ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌ରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ସାହାରପଡା…
Read More...

ବିପଦ ସଂକେତ ଉପରେ ଦୟା, ଭାର୍ଗବୀ

ପିପିଲି : ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଉଭୟ ନଦୀର ନଦୀବନ୍ଧରେ ବହୁ ଘଳିଆ ସୃଷ୍ଟି ହୋଇଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ…
Read More...

ସୁସ୍ଥ ହେବା ପରେ ମନ୍ତ୍ରୀ ପରିଷଦ ବୈଠକରେ ଯୋଗ ଦେଲେ ଗୃହ ମନ୍ତ୍ରୀ ଅମିତ୍ ଶାହା

ନୂଆଦିଲ୍ଲୀ: ସୁସ୍ଥ ହେବା ପରେ କାର୍ଯ୍ୟକ୍ଷେତ୍ରକୁ ପୁଣି ଫେରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା । ଗତକାଲି ସେ ଚିକିତ୍ସା ପରେ ଏମ୍ସରୁ ଫେରିଥିଲେ । ଆଜି ସେ ମନ୍ତ୍ରୀ ପରିଷଦ ବୈଠକରେ ଯୋଗ ଦେଇଛନ୍ତି ।…
Read More...

ପାରିବାରିକ କଳହ; କୂଅକୁ ଡେଇଁ ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର : ପାରିବାରିକ କଳହ ଯୋଗୁ ୪୦ ଫୁଟ କୂଅ ଭିତରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ ଓ ସ୍ତ୍ରୀ। ହେଲେ ସୌଭାଗ୍ୟବଶତଃ ସେମାନେ ବଞ୍ଚିଯାଇଛନ୍ତି। ଅଗ୍ନିଶମ ବିଭାଗ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…
Read More...

ଆରଏସ୍‍ଏସ୍‍ ତରଫରୁ ବନ୍ୟା ଅଂଚଳରେ ରିଲିଫ ବିତରଣ

ପଟ୍ଟାମୁଣ୍ଡାଇ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ପେଣ୍ଠପାଳ ପଂଚାୟତରେ ବନ୍ୟାବିପନ୍ନଙ୍କୁ ରିଲିଫ ପ୍ରଦାନ କରାଯାଇଛି। ସଂଘ ତରଫରୁ ଅଳପୁଆ ପଂଚାୟତର ଅଳପୁଆ…
Read More...

ପ୍ରସବ ପାଇଁ ଟଙ୍କା ଦେଇ ନ ପାରିବାରୁ ନବଜାତକୁ ନେଇଗଲେ ଡ଼ାକ୍ତର

ଆଗ୍ରା: ଡ଼ାକ୍ତରଙ୍କୁ ଭଗବାନଙ୍କ ଅବତାର ବୋଲି କୁହାଯାଏ । ବର୍ତମାନ କରୋନା ସମୟରେ ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଭଗବାନ ଭାବରେ ଲୋକ ବର୍ଣ୍ଣନା କରୁଛନ୍ତି । ମାତ୍ର ଆଗ୍ରାରେ ଏପରି ଏକ ଘଟଣା ଘଟିଛି ଯେଉଁ ଘଟଣାକୁ…
Read More...

ଖୋର୍ଦ୍ଧାରେ ଭୟଙ୍କର ବନ୍ୟା ପରିସ୍ଥିତି; ବନ୍ୟାଂଚଳ ପରିଦର୍ଶନ କଲେ ଜଟଣୀ ବିଧାୟକ

ଜଟଣୀ : ଖୋର୍ଦ୍ଧାରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି। ତେବେ ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିଭିନ୍ନ ବନ୍ୟାଂଚଳ ପରିଦର୍ଶନ କରିଥିବା ଜଣାପଡ଼ିଛି। ଜଟଣୀ ବ୍ଲକର ତିରିମଲ୍ଲା ଗ୍ରାମ ପଂଚାୟତର…
Read More...

ଚୀନକୁ ତା’ ଭାଷାରେ ଭାରତର ଜବାବ: ଆସନ୍ତା ୧୦ ଦିନ ମଧ୍ୟରେ ହୋଇପାରେ ଦୁଇ ବଡ଼ ବୈଠକ

ନୂଆଦିଲ୍ଲୀ: ସୀମାରେ ଚୀନର ହରକତ ଯେପରି ବଢ଼ିଛି ତାହାର ଜବାବ ଚୀନ ଭାଷାରେ ଦେବାକୁ ଭାରତ ପ୍ରସ୍ତୁତ ହୋଇଛି । ଗତ୩୦ ଓ ୩୧ ତାରିଖ ରାତିରେ ଭାରତୀୟ ସେନା ପେଙ୍ଗାଙ୍ଗ ତ୍ସୋ ଅଞ୍ଚଳରେ ଯେଉଁ ଆଭିମୁଖ୍ୟ ଦେଖାଇଛନ୍ତି,…
Read More...

ସାପ କାମୁଡାରେ ନାବାଳିକାଙ୍କ ମୃତ୍ୟୁ

ଆରଡି : ଆରଡି ଓ ଆଖପାଖ ଅଞ୍ଚଳରେ ଦୀର୍ଘ ୬ଦିନ ହେବ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବହୁ ହିଂସ୍ର ସରିସୃପ ଯାତାୟତ ଯୋଗୁ ଗତ ସୋମବାର ରାତିରେ ମୁଆଁ ଗାଁ ନିକଟସ୍ଥ ଘୋଷରା ନିକଟରେ ବସବାସ କରୁଥିବା ଧୀର ଦାସଙ୍କର ଝିଅ…
Read More...

ବିରୋଧିଦଳ ନେତାଙ୍କ ପିପିଲି ବନ୍ୟାଞ୍ଚଳ ପରିଦର୍ଶନ

ପିପିଲି : ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିବା ଦୟାନଦୀର କଣ୍ଟି ଓ ମାଧିପୁରଠାରେ ଥିବା ଦୁଇଟି ଯାକ କାଜକୁ ବନ୍ଦ କରାଯିବା ପ୍ରସଙ୍ଗ ଆସନ୍ତା ବିଧାନସଭାରେ ଉଠାଇବେ ବୋଲି ବିଧାନସଭାର…
Read More...

ଚୀନ କ୍ଷେତ୍ରରେ ଭାରତ ଯବାନ; ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ଚୀନର ପରାମର୍ଶ

ଭାରତୀୟ ସୀମା କ୍ଷେତ୍ରରେ ଆମେ ଅନୁପ୍ରବେଶ କରିନାହୁଁ: ଚୀନ ବେଜିଂ: ସୀମାରେ ଉସୁକାଇବା ପରି ପଦକ୍ଷେପରୁ ବିରତ ରହିବାକୁ ଭାରତକୁ ପରାମର୍ଶ ଦେଇଛି ଚୀନ । ଏହା ସହ ଭାରତୀୟ ସେନାଙ୍କୁ ତୁରନ୍ତ ବାସ୍ତବିକ ନିୟନ୍ତ୍ରଣ…
Read More...

କମୁଛି ଜଳସ୍ତର; ଥମୁନି ଜଳବନ୍ଦୀଙ୍କ ଦୁର୍ଦ୍ଦଶା

ବାଙ୍କୀ : ମହାନଦୀର ବନ୍ୟା ଜଳ ମଙ୍ଗଳବାର ଅପରାହ୍ନରେ ହ୍ରାସ ପାଇ ଜଳସ୍ତର ବାଙ୍କୀଠାରେ ୭.୫ ମିଟରରେ ବିପଦ ସଂକେତ ତଳେ ପ୍ରଭାବିତ ହେଉଛି। ଜଳସ୍ତର କମିଥିଲେ ମଧ୍ୟ ଶାଖା ନଦୀ ରଣନଦୀରେ ବନ୍ୟାଜଳ ହ୍ରାସ ହୋଇନଥିବା…
Read More...

ଭୁବନେଶ୍ବରରୁ ଆଉ ୩୦୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୫ ଜଣ ରହିଥିବାବେଳେ ୧୭୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାସହିତ…
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ବର୍ଷ ହେଲା ନାହାନ୍ତି ସ୍ଥାୟୀ ଇନଚାର୍ଜ, ସୁପରଭାଇଜରଙ୍କ ନିର୍ଦେଶରେ ଚାଲିଛି…

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବୋତଳମା ପଂଚାୟତର ପାଟଣାଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ଦୀର୍ଘଦିନ ହେବ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବାର ଜଣାପଡିଛି l ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ…
Read More...

‘ରାଇସିନା’ ସଂସ୍କାରକ ପ୍ରଣବ

ଭାରତର ରାଷ୍ଟ୍ରପତି ଭବନ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ପର୍କରେ ଜାଣିବାର ଉତ୍ସୁକତା ରଖୁଥିବା ପ୍ରତ୍ୟେକଙ୍କ ପାଇଁ ଏହା ସ୍ବୀକାର୍ଯ୍ୟ ଯେ ଡଃ ଏପିଜେ ଅବଦୁଲ କଲାମଙ୍କୁ ଜନତାଙ୍କ ରାଷ୍ଟ୍ରପତି କୁହାଯାଉଥିଲା; କିନ୍ତୁ…
Read More...

ବଲାଣି ରେଳ ଷ୍ଟେସନରେ ଘରୋଇ କମ୍ପାନୀର ସାଇଡିଂରେ ମେସିନ ଲୋଡିଂକୁ ନେଇ ବିରୋଧ

ବଲାଣି : କେନ୍ଦୁଝର ଜିଲା ବଲାଣି ରେଳ ଷ୍ଟେସନରେ ଶ୍ରମିକ ଆଶାନ୍ତି ଥମିବାରେ ନା ଧରୁ ନାହିଁ । ସପ୍ତାହରୁ ଅଧିକ ସମୟ ହେଲାଣି ବଲାଣି ରେଳ ସାଇଡିଂ ରେ ପ୍ରଥମେ ଜେ ଏସ୍ ଡବ୍ଲ୍ୟୁ କମ୍ପାନୀର ଖଣିଜ ପଦାର୍ଥ ଲୋଡିଂକୁ ନେଇ…
Read More...

ଚାନ୍ଦନୀମାଲ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରୁ ଚୋରି

ବ୍ରଜରାଜନଗର : ଗତ ଶନିବାର ଝାରସୁଗୁଡ଼ା ତହସିଲ ଅଧିନସ୍ଥ ଚାନ୍ଦନୀମାଲ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜସ୍ୱ ନିରୀକ୍ଷକ ସସ୍ମିତା ନାୟକ ପୁଲିସ ନିକଟରେ ଲିଖିତ ଅଭିଯୋଗ…
Read More...

ଆପୋଷ ଆଲୋଚନାରେ ଘରୋଇ ସ୍କୁଲ ଫି‌ ବୃଦ୍ଧି ସମସ୍ୟାର ସମାଧାନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବ

କଟକ : ରାଜ୍ୟରେ ବେସରକାରୀ ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ହାଇକୋର୍ଟ ତାଙ୍କ ରାୟରେ…
Read More...

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ସାଇକୋ ଲେଡି କିଏ : ମୁହଁ ଖୋଲିଲେ ଆଦିତ୍ୟଙ୍କ ବାପା

ଭୁବନେଶ୍ବର : ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମାନାକୁ ଆସିଛି। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଦିର୍ଘ ଦିନରେ ମୁହଁ ଖୋଲିଛନ୍ତି ତାଙ୍କ ବାପା। ପୁଅର ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ…
Read More...

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆଇଆରଏଡି ବ୍ୟବସ୍ଥା : କେନ୍ଦ୍ରକୁ ପତ୍ର ଲେଖିଲା ପରିବହନ ବିଭାଗ

ଭୁବନେଶ୍ୱର : ଡିଜିଟାଲ ମାଧ୍ୟମରେ ସଡ଼କ ଦୁର୍ଘଟଣାର ତଥ୍ୟ ସଂଗ୍ରହ ପାଇଁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟେଡ୍ ରୋଡ଼ ଆକ୍ସିଡେଣ୍ଟ ଡାଟାବେସ୍ (ଆଇଆରଏଡି) ବ୍ୟବସ୍ଥା ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ବିଧିବଦ୍ଧ…
Read More...

ଚର୍ଚ୍ଚାରେ ଓଡ଼ିଆ ଚଳଚ୍ଚିତ୍ର ନାୟିକା ତମନ୍ନା

ଓଡ଼ିଆ ଚଳଚ୍ଚିତ୍ର ‘ନିଝୁମ୍‌ ରାତିର ସାଥୀ’ରୁ ଓଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ ବ୍ରହ୍ମପୁର ଲଳନା ତମନ୍ନା। ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ଜ୍ୟୋତି। ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବା ସହ…
Read More...

ବଜ୍ରାଘାତରେ ଗଲା ୬ ଜୀବନ: କେନ୍ଦୁଝରରେ ୪ ଓ ବାଲେଶ୍ବରରେ ୨

କେଶଦୁରାପାଳ/ବାଲେଶ୍ବର : ମଙ୍ଗଳବାର ରାଜ୍ୟରେ ବଜ୍ରପାତ ନେଇଛି ୬ ଜୀବନ।  ଆଜି କେନ୍ଦୁଝର ଜିଲାରୁ ବଜ୍ରପାତରେ ୪ ଜଣଙ୍କର  ଜୀବନ ଯାଇଥିବା ବେଳେ ବାଲେଶ୍ବରରୁ ୨ ଜଣଙ୍କର ଜୀବନ ଯାଇଛି। ସୂଚନା ଅନୁସାରେ ବାଲେଶ୍ବର ଜିଲା…
Read More...

ଚୋରା ଚାଲାଣ ବେଳେ ୧୪ ଖଣ୍ଡ ହାତୀ ଦାନ୍ତ ଜବତ, ୩ ଗିରଫ

ଭୁବନେଶ୍ବର : ହାତୀ ଦାନ୍ତ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି କେନ୍ଦୁଝର ଜିଲା ବନ ବିଭାଗ। କେନ୍ଦୁଝର ଜିଲା ଆନନ୍ଦପୁର ଉପକଣ୍ଠରେ ଚଢ଼ାଉ ବେଳେ କେନ୍ଦୁଝର ଜିଲା ବନ ବିଭାଗ ୧୪ ଖଣ୍ଡ ହାତୀ ଦାନ୍ତ ଜବତ କରିଛି।…
Read More...

ଭିଜିଲାନ୍ସ ଜାଲରେ ଡ୍ରଗ୍ସ ମାଫିଆଙ୍କ ଲିଙ୍କରେ ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱରର ନିଲମ୍ବିତ ଆଇଆଇସି ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ଜଳେଶ୍ବର ସରକାରୀ…
Read More...

ରାଜ୍ୟରେ ୫୦୦ ଟପିଲା ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଏହାରି ମଧ୍ୟରେ ରାଜ୍ୟରେ ୫୦୦ ପାର୍‌ କରିଛି କରୋନା ମୃତକଙ୍କ ସଂଖ୍ୟା। ଆଜି ପୁଣି ୧୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।  ଫଳରେ ରାଜ୍ୟରେ ସମୁଦାୟ…
Read More...

ଆଜି ରାଜ୍ୟରୁ ଆଉ ୩୦୨୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ମଙ୍ଗଳବାର ରାଜ୍ୟରୁ ଆଉ ୩୦୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୧୮୧ ଜଣ ସ୍ଥାନୀୟ ଅଞ୍ଚଳରୁ…
Read More...

ଦେଶରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୬୯,୯୨୧ ଆକ୍ରାନ୍ତ ଚିହ୍ନଟ, ୮୧୯ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍‌ ଲାଗୁନି। ଦେଶରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ମଙ୍ଗଳବାର ଦେଶରେ ୬୯ହଜାର ୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ଦେଶର…
Read More...

ରାଜ୍ୟରେ ବଢୁଛି କୋଭିଡ ଟେଷ୍ଟିଂ : ୨୪ ଘଣ୍ଟାରେ ୫୦ହଜାର ୪୨୧ ନମୁନା ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ୨୪ଘଣ୍ଟାରେ ୫୦ହଜାର ୪୨୧ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଗୋଟିଏ ଦିନରେ ହୋଇଥିବା ୫୦ ହଜାର ୪୨୧ ନମୁନା ମଧ୍ୟରୁ ୪୩ ହଜାର ୨୩୨…
Read More...

ହୀରାକୁଦରେ ହ୍ରାସ ପାଉଛି ଜଳ ପତ୍ତନ : ୨୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ତେଣୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଉଛି। ଆଜି ପର୍ଯ୍ୟାୟ କ୍ରମେ ୮ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ବର୍ତ୍ତମାନ ମୋଟ୍ ୨୪ ଟି…
Read More...

ଚେନ୍ନଇ-ମୁମ୍ବଇ ଉଦ୍‍ଘାଟନୀ ମ୍ୟାଚ୍‍କୁ ନେଇ ସନ୍ଦେହ

ଦୁବାଇ : ଆଉ ୧୮ ଦିନ ପରେ ୟୁଏଇରେ ଆଇପିଏଲ୍‍ର ୧୩ଶ ସଂସ୍କରଣ ଆରମ୍ଭହେବ। ଏହାର ଉଦ୍‍ଘାଟନୀ ମ୍ୟାଚ୍‍ ଦୁଇ ତାରକାଖଚିତ ଦଳ ଚେନ୍ନଇ ସୁପର କିଙ୍ଗ୍‍ସ ଓ ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ ମଧ୍ୟରେ ଖେଳାଯିବ ବୋଲି…
Read More...

ଆଜିଠୁ ଜେଇଇ ମେନ୍‍ ପରୀକ୍ଷା

ଭୁବନେଶ୍ୱର: ନ୍ୟାସ୍‍ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‍ଟିଏ) ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‍ ଏପ୍ରିଲ/ସେପ୍ଟେମ୍ବର ସେକ୍ସନ ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ଏହି ପ୍ରବେଶିକା…
Read More...

ହୀରାକୁଦ ଉପରେ ନଜର: ଜଳସ୍ତର ରୁଲ କର୍ଭରୁ ୪ ଫୁଟ ବେଶୀ ଓ ସବୋର୍ଚ୍ଚ ସୀମାରୁ ୪ ଫୁଟ କମ

ସମ୍ବଲପୁର: ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ ସମ୍ବଲପୁରରେ ନିର୍ମିତ ହୀରାକୁଦ ବନ୍ଧ ମୌସୁମୀ ଋତୁରେ ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜେ। ସ୍ୱାଧୀନୋତ୍ତର ଭାରତରେ ଦୀର୍ଘ ଛଅ ଦଶନ୍ଧୀରୁ…
Read More...

ବନ୍ୟା ଯୋଗୁଁ ୧୧ ଯାଏଁ ବଢ଼ିଲା +୨ ଆବେଦନ; ୧୮ରେ ମେଧା ତାଲିକା, ୨୧ରୁ ନାମଲେଖା

ଭୁବନେଶ୍ବର,୩୧ା୮(ନି.ପ୍ର):ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ…
Read More...

ଘୂର୍ଣ୍ଣିବଳୟ ପ୍ରଭାବରେ ତିନିଦିନ ବର୍ଷା

ଭୁବନେଶ୍ବର: ପଶ୍ଚିମବଙ୍ଗ ଉପରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ସେପ୍ଟେମ୍ବର ୨ରେ ଝାଡ଼ଖଣ୍ଡ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଫଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ…
Read More...

ଆଇପିଏଲ୍‌ରୁ ରୈନା ଓହରି ଯିବାକୁ ନେଇ କଳ୍ପନାଜଳ୍ପନା ଜାରି

ନୂଆଦିଲ୍ଲୀ: ୟୁଏଇରୁ ଫେରି ୨ ଦିନ ହେଲା ନିଜ ପରିବାର ସହ ରହୁଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ବ୍ୟାଟ୍‍ସମ୍ୟାନ ସୁରେଶ ରୈନା। ଆଇପିଏଲ୍‍ ଛାଡ଼ି ରୈନା ଏପରି ସ୍ୱଦେଶ ଫେରିଆସିବାକୁ ନେଇ ବହୁତ କଥା ଶୁଣିିବାକୁ…
Read More...

ଟେନିସ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଲେ ଜୋକୋଭିକ୍‌, ବାର୍ଟି

ପ୍ୟାରିସ୍‌: ଅନ୍ତର୍ଜାତୀୟ ପୁରୁଷ (ଏଟିପି) ମାନ୍ୟତାରେ ନୋଭାକ୍‌ ଜୋକୋଭିକ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ମହିଳା (ଡବ୍ଲୁଟିଏ) ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଆସ୍‌ଲେ ବାର୍ଟି। ଏଟିପି ମାନ୍ୟତାରେ…
Read More...

ଓଡ଼ିଶାରେ ବନ୍ୟା ବିତ୍ପାତ: ଦୁର୍ଗତଙ୍କୁ ସାହାଯ୍ୟ ଓ ଉଦ୍ଧାର ତ୍ବରାନ୍ବିତ କର

ଏହି ଅଗ୍ରଲେଖ ଲେଖିବାବେଳକୁ ସୋମବାର ଅପରାହ୍ଣ ସୁଦ୍ଧା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ବନ୍ୟାଜଳ ଉପର ଓ ମଧ୍ୟ ଅବବାହିକାରେ କମିବାରେ ଲାଗିଛି। ଏହା ସତ୍ତ୍ବେ ମହାନଦୀର ତ୍ରିକୋଣ ଭୂମି ଓ ତତ୍‌ସଂଲଗ୍ନ ନିମ୍ନ ଅବବାହିକାରେ…
Read More...

ଦ୍ୱୈତନଗରୀରୁ ଖାଲି କରାଯିବ ସରକାରୀ କ୍ୱାର୍ଟର୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରେ ସରକାରୀ କ୍ୱାର୍ଟର୍ସ ଖଣ୍ଡିଏ କିଭଳି ପାଇହେବ ସେନେଇ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ମଧ୍ୟରେ ବହୁ ଆଶା ରହିଥାଏ। ହେଲେ ସେଥିମଧ୍ୟରୁ କେତେକଙ୍କ ଚାକିରି…
Read More...

ବିଶ୍ବର ସବୁଠୁ ମହଙ୍ଗା ସ୍ୟାଣ୍ଡୱିଚ୍‌

ମହାମାରୀ କବଳରୁ ବିଶ୍ବ ଏ ପର୍ଯ୍ୟନ୍ତ ମୁକ୍ତ ହୋଇପାରିନାହିଁ। ଭୟ ସହ ତାଳ ଦେଇ ଲୋକେ ସେମାନଙ୍କ ଜୀବନଜୀବିକାକୁ ପୁଣି ଆଦରି ନେଇଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବ୍ୟବସାୟୀମାନେ ଭିନ୍ନ ଉପାୟରେ ବ୍ୟବସାୟ…
Read More...

ହୃଦ୍‌‌ରୋଗୀଙ୍କ ନିମନ୍ତେ ହିଲସା ମାଛ

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସପ୍ତାହରେ ଅନ୍ତତଃ ଥରେ କିମ୍ବା ଦୁଇଥର ମାଛ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। ଅନ୍ୟ ଆମିଷ ବ୍ୟଞ୍ଜନ ତୁଳନାରେ ମାଛ ଓ ଅଣ୍ଡାରେ ପୋଷକତତ୍ତ୍ବ ଭରପୂର। ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ସ୍ପଷ୍ଟ…
Read More...

ଦ୍ବୖେତନଗରୀରେ ଶନିବାର କାର୍ଯ୍ୟାଳୟ ବନ୍ଦ ରହିବ

ଭୁବନେଶ୍ବର: ସେପ୍ଟେମ୍ବରରେ ଭୁବନେଶ୍ବର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ସେଗୁଡ଼ିକ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକରେ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଯଥାରୀତି କାର୍ଯ୍ୟ ଚାଲିବ। ଅଫିସ କାର୍ଯ୍ୟ ଯେପରି…
Read More...

ଦିଲ୍ଲୀ ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ, ଆଶାର ରୋଷେଇ

କରୋନା ମହାମାରୀ କାରଣରୁ ସାଧାରଣ ଜନଜୀବନ ଖୁବ୍ ଅଧିକ ପ୍ରଭାବିତ ହୋଇଛି। ମହାନଗରୀ ଦିଲ୍ଲୀରେ ଅଧିକାଂଶ କର୍ମଜୀବୀ ଦମ୍ପତି କାମର ଚାପରେ ରହିବା କାରଣରୁ ଘରେ ରୋଷେୟା ରଖିବାକୁ ଉଚିତ୍ ମଣିଥାନ୍ତି। ହେଲେ ମହାମାରୀ…
Read More...

ଜିଓ ଫାଇବରର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’

ମୁମ୍ବାଇ: ଜିଓ ଫାଇବର୍ ପକ୍ଷରୁ ଏହାର ଟାରିଫ୍ ପ୍ଲାନ୍‌ଗୁଡିକର ପୁନର୍ବିନ୍ୟାସ କରାଯାଇଛି । ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଯେତେବେଳେ ଭରସାଯୋଗ୍ୟ ଇଣ୍ଟରନେଟ୍ ସଂଯୋଗ ଏକ ଆବଶ୍ୟକ ନିୟମରେ ପରିଣତ ହୋଇଛି,…
Read More...

ଚାରିି ମହଲାରୁ ଖସି ଶ୍ରମିକ ମୃତ

ଚନ୍ଦ୍ରଶେଖରପୁର: ଏହି ଥାନା ଅନ୍ତର୍ଗତ ପଦ୍ମାବତୀ ବିହାରରେ ଏକ ନିର୍ମାଣାଧୀନ ଚାରିମହଲା ଛାତରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ରମେଶ ନାୟକ। ଘର ନୟାଗଡ଼ ବାହାଡ଼ଝୋଲାରେ। ପୁଲିସ ମୃତଦେହ ଉଦ୍ଧାର କରି…
Read More...

ଭାରତୀୟ ସେନାକୁ ଅକ୍ଟୋବରରେ ମିଳିବ ଏକେ-୨୦୩ ରାଇଫଲ, ୮୦୦ମିଟର ଦୂର ନିଶାଣକୁ କରିହେବ ଭେଦ

ନୂଆଦିଲ୍ଲୀ: ରୁଷ ନିର୍ମିତ ଏକେ-୨୦୩ କାଲାସନିକୋଭ ରାଇଫଲ ଆସନ୍ତା ଅ​କ୍ଟୋବରରେ ଭାରତୀୟ ସେନା ନିକଟରେ ଉପଲବ୍ଧ ହେବ। ଏହି ସମୟ ସୁଦ୍ଧା ପ୍ରଥମ ବ୍ୟାଚ୍‌ରେ ୨୦ହଜାର ରାଇଫଲ ରୁଷ୍‌ରୁ ଆସି ଭାରତରେ ପହଞ୍ଚିବ ଏବଂ ଅବଶିଷ୍ଟ…
Read More...

ମଙ୍ଗଳବାର ରାଶିଫଳ (୧-୦୯-୨୦୨୦)

ମେଷ: ପାରିବାରିକ ଅର୍ଥ ପ୍ରାପ୍ତ ହେବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।…
Read More...

ଜିଡିପିରେ କରୋନା ମାଡ: ଭାଙ୍ଗିଲା ୪୦ ବର୍ଷର ରେକର୍ଡ ; ପ୍ରଥମ ତ୍ରୈମାସ​‌ରେ​‌ ଅଭିବୃଦ୍ଧି ୨୩.୯% ଖସିଲା

ନୂଆଦିଲ୍ଲୀ : କରୋନା ମହାମାରୀର ବଡ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଛି । ଏଥର ​‌ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ହୋଇଛି କରୋନା ମାଡ। ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ୍‌)ରେ ଦେଶର ଜିଡିପି…
Read More...

ବଦଳିଲେ ୨୫ ବରିଷ୍ଠ ଓଏଏସ୍ ଅଧିକାରୀ; ଦୟାନିଧି ନାୟକ କୃଷି ଓ ମେରୀ ଲାକ୍ରା ଅବକାରୀ ବିଭାଗ ଅତିରିକ୍ତ ସଚିବ

ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୫ ଜଣ ଓଏଏସ ଅଧିକାରୀଙ୍କୁ ଭିନ୍ନଭିନ୍ନ ସ୍ଥାନକୁ ବଦଳି କରିଛନ୍ତି । ଦୟାନିଧି ନାୟକଙ୍କୁ କୃଷି ବିଭାଗ ଅତିରିକ୍ତ ସଚିବ ରୂପେ…
Read More...

ଲଘୁଚାପ ଜନିତ କ୍ଷୟକ୍ଷତି ଆକଳନ ହେଲା ସାହାରା; ଛିଣ୍ଡା ପଲିଥିନ ତଳେ ଆଶ୍ରିତ ୨ଝିଅ ଓ ବାପା ଏବେ ଆଶ୍ୱସ୍ତ

ବଡ଼ସାହି : ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ଚିହ୍ନଟ ପୂର୍ବକ ସେମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ୱାନ…
Read More...

ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣା; ଡ୍ରାଇଭର ସମେତ ୪ ଶ୍ରମିକ ଆହତ, ୨ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ବ୍ରାହ୍ମଣୀଗାଁର ଏକ ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଡ୍ରାଇଭର ସମେତ ୪ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୨ଜଣ ଗୁରୁତ ହୋଇଥିବା ଜଣାପଡିଛି।…
Read More...

ପିନାକ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଭାରତୀୟ କମ୍ପାନୀ ସହ ପ୍ରତିରକ୍ଷା ମନ୍ତ୍ରଣାଳୟର ୨୫୮୦ କୋଟି ଟଙ୍କାର ଚୁକ୍ତି

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଆଜି ତାହାକୁ ଆଉ ଏକ ସାମର୍ଥ୍ୟ ମିଳିଛି ।  ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ବିଭାଗ…
Read More...

କଣିହାଁ ପେଟ୍ରୋଲ ପମ୍ପ ଡକାୟତି ଉଦ୍ୟମ ପଣ୍ଡ; ୭ଡକାୟତକୁ କାବୁ କଲେ ଆଇଆଇସି

କଣିହାଁ : ଅନୁଗୋଳ ଜିଲା କଣିହାଁ ଥାନା ଅଂଚଳରେ ଥିବା ଆଦିତ୍ୟ ଆଶିଷ କେଏସକେ ନାମକ ଏକ ପେଟ୍ରୋଲ ପମ୍ପ ଡକାୟତି କରିବାକୁ ଯୋଜନା କରୁଥିବା ଉଦ୍ୟମ ପଣ୍ଡ ହୋଇଛି। ରାତ୍ରି ପାଟ୍ରୋଲିଂ ବେଳେ କଣିହାଁ ଆଇଆଇସି ପ୍ରଭାତ କୁମାର…
Read More...

ପୁଣି ଭାରତ ସୀମାରେ ପଶିଲା ଚୀନ; ବ୍ରିଗେଡ଼ କମାଣ୍ଡରସ୍ତରୀୟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ପୁଣିଥରେ ଚୀନ ଆରମ୍ଭ କରିଛି ଚାଲବାଜୀ । ଗତ ରବିବାର ରାତିରେ ଭାରତ ସୀମାରେ ଚୀନ ସେନା ପ୍ରବେଶ କରିଥିବା ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛିଯେ ପୂର୍ବ…
Read More...

ବେଣ୍ଟପଦା ଓ ଜେନାପଦାରୁ ୧୪୫ଜଣଙ୍କର ସ୍ୱାବ ସଂଗ୍ରହ

ଆଠଗଡ଼ : ଆଠଗଡ଼ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଣ୍ଟପଦା ଓ ଜେନାପଦାଠାରେ ସୋମବାର ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ୧୪୫ ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ପାଇଁ ସ୍ୱାବ ସଂଗ୍ରହ କରାଯାଇଛି।…
Read More...

ଦେଶର ୩ ରାଜ୍ୟରେ ୪୩% କରୋନା ମାମଲା, ମୋଟ ନମୁନା ପରୀକ୍ଷଣ ଟପିଲା ୪.୨୩ କୋଟି

କୋଭିଡ-୧୯ ନିମନ୍ତେ ଅଧିକରୁ ଅଧିକ ନମୁନା ପରୀକ୍ଷଣ ପାଇଁ ଭାରତର ସଂକଳ୍ପ ଫଳପ୍ରଦ ହୋଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ପୁଣେର ଗୋଟିଏ ପରୀକ୍ଷାଗାରରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହି ମାସରେ ଏହାର ସାମର୍ଥ୍ୟ…
Read More...

ସ୍ୱାୟତ୍ତଶାସନ ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା 

ଆଠଗଡ଼ : ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୋମବାର ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ କାର୍ଯ୍ୟରତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ରୂପେ ସମ୍ବର୍ଦ୍ଧିତ କରାଯାଇଛି। ସ୍ୱାୟତ୍ତଶାସନ ଦିବସ ଉପଲକ୍ଷେ ଆୟୋଜିତ…
Read More...

ଐତିହାସିକ ସିଂହନାଥ ପୀଠ ଭିତରେ ବନ୍ୟାଜଳ, ଠାକୁର ଜଳଶାୟୀ

ବଡ଼ମ୍ବା : ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ମନ୍ଦିର ବନ୍ୟାଜଳରେ ବୁଡ଼ି ରହିଥିବାବେଳେ ଅନ୍ୟତମ ଐତିହାସିକ ପୀଠ ତଥା ଜାତୀୟ ସ୍ମାରକୀ ମାନ୍ୟତା ଲାଭ କରିଥିବା ବଡ଼ମ୍ବାର ବାବା ସିଂହନାଥ ଦେବଙ୍କ ମନ୍ଦିର ବେଢାରେ ମହାନଦୀର…
Read More...

ପୁଣି ଚର୍ଚ୍ଚାରେ ଡଁରା ପଂଚାୟତ : ବଲାଣି ଝରଣା କଟା ଉନ୍ନତିକରଣ କାମରେ ଗୁରୁତର ଅନିୟମିତତା

ଦେବଗଡ଼ : ନିମ୍ନମାନର ନିର୍ମାଣ କାର୍ଯ୍ୟ ଓ ମିଥ୍ୟା ବିଲ୍ ଯୋଗୁଁ ବର୍ଷ ବର୍ଷ ଧରି ଚର୍ଚ୍ଚାରେ ରହି ଆସିଥିବା ଡଁରା ପଂଚାୟତରେ ସଂପ୍ରତି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ତେବେ ଏଥର କିନ୍ତୁ ମନରେଗା କାମ ପାଇଁ ନୁହେଁ। ଏଥର…
Read More...

ମାକାଉଲେଙ୍କ ଠାରୁ ମୋଦୀଙ୍କ ଯାଏଁ – ଜାତୀୟ ଶିକ୍ଷାନୀତି ୨୦୨୦: ଏକ ସଂକ୍ଷିପ୍ତ ବିବରଣୀ

।। ଭାସ୍କର ଗନ୍ତି ।। ୧୮୩୫ ମସିହାରେ ଟି.ବି.ମାକାଉଲେ ଭାରତରେ ମିନିଟ୍ ଫର୍ ଏଜୁକେସନ୍ ବା ଶିକ୍ଷାନୀତି ପ୍ରସ୍ତୁତ କରିଥିଲେ ଯାହା ଭାରତରେ “ମାକାଉଲେଜିମ୍” ସୃଷ୍ଟି କରିଥିଲା ଯାହାର ଏକମାତ୍ର ଲକ୍ଷ୍ୟ…
Read More...

ଦିବ୍ୟାଙ୍ଗଙ୍କୁ ସହାୟତା

ପିପିଲି : କରୋନା ଲକ୍‍ଡାଉନ ଓ ସାମ୍ପ୍ରତିକ ବନ୍ୟା ସମୟରେ ଦିବ୍ୟାଙ୍ଗମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ୫୦ଜଣ ଦିବ୍ୟାଙ୍ଗଙ୍କୁ ସ୍ୱେଛାସେବୀ ସଙ୍ଗଠନ ‘ବିକାଶ’ ଓ ‘କ୍ୟାଥୋଲିକ ହେଲ୍‍ଥ ଅସୋସିଏସନ୍…
Read More...

ରାଣୀପଥର ଘାଟିରେ ଗଛରେ ପିଟି ହେଲା ଟ୍ରଲର, ଡ଼୍ରାଇଭର ମୃତ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୁପଡା ଥାନା ଅନ୍ତର୍ଗତ ରାଣୀପଥର ଘାଟିରେ ଏକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଟ୍ରଲରଟି ବୌଦ୍ଧ ଅଭିମ୍ମୁଖେ ଯାଉଥିବାବେଳେ…
Read More...

୨୦୦ କେଜି ମହୁଲ ଜବତ, ୨ଗିରଫ

ଫୁଲବାଣୀ : ବେଆଇନ ମଦ ରାନ୍ଧିବା ପାଇଁ ୨ କ୍ୟୁଂଟାଲ ମହୁଲ ଚାଲାଣ ବେଳେ ରାଇକିଆ ପୁଲିସ୍‍ ଅଟୋ ସହ ମହୁଲ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ରାଇକିଆ ଥାନା ଅନ୍ତର୍ଗତ କୁମ୍ଭାରଖଡି ଗ୍ରାମର ଅଚ୍ୟୁତାନନ୍ଦ…
Read More...

କାଳ ହେଲା ମଦ ନିଶା; ଦାନାଦାରକୁ ଚାଖଣା ଭାବି ଖାଇ ବୃଦ୍ଧଙ୍କ ମୃତ୍ୟୁ

ଫୁଲବାଣୀ : ମଦ ନିଶାରେ ଚାଖଣା ଭାବି ଦାନାଦାର ଖାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଫୁଲବାଣୀ ସଦରଥାନା ଅନ୍ତର୍ଗତ ଗଞ୍ଜୁଗୁଡା ପଂଚାୟତର କୁଶୁମବଟା ଗ୍ରାମରେ।…
Read More...

ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି  ଚଳାଚଳ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି

ଭୁବନେଶ୍ବର: ଶନିବାର ଓ ରବିବାର ବ୍ୟତୀତ ସପ୍ତାହରେ ପାଞ୍ଚଦିନ ଚଳାଚଳ କରୁଥିବା ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ସେବାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି…
Read More...

ମାଲ୍ୟାଙ୍କୁ ଝଟ୍‌କା: ପୁନଃବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାର ପୁନଃବିଚାର ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି ା ଜଷ୍ଟିସ ଉଦୟ ଉମେଶ ଲଲିତ ଏବଂ ଜଷ୍ଟିସ ଭିନିତ୍‌ ସରଣଙ୍କ ଦ୍ୱାରା ଗଠିତ…
Read More...

ଭିଡିଓ ସିରିଜ୍‌ରେ କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା : ନୋଟବନ୍ଦୀ, ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି, ବିଫଳ ଲକ୍‌ଡାଉନ୍‌…

ନୂଆଦିଲ୍ଲୀ : ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ସାମ୍ପ୍ରତିକ ସ୍ଥିତିରେ ଏବଂ ପୂର୍ବରୁ କେନ୍ଦ୍ର ସରକାର ଗ୍ରହଣ କରିଥିବା କେତେକ ଭୁଲ ନିଷ୍ପତ୍ତି ଅର୍ଥନୀତିକୁ ଏଭଳି ସ୍ଥିତିକୁ ଆଣିଥିବା​‌ କଂଗ୍ରେସର…
Read More...

ଚିନ୍ତା ବଢାଉଛି ଭାର୍ଗବୀ ନଦୀବନ୍ଧର ଘଳିଆ

ପିପିଲି : ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ନଦୀବନ୍ଧରେ ବହୁ ସ୍ଥାନରେ ଘଳିଆ ସୃଷ୍ଟି ହୋଇଛି। ତେବେ ଭାର୍ଗବୀ ନଦୀର ଦକ୍ଷୀଣପାର୍ଶ୍ବ ବନ୍ଧର ମଉଜବେଗ…
Read More...

ନାବାଳିକାକୁ ଅସଦାଚରଣ ଅଭିଯୋଗ; ଅଭିଯୁକ୍ତକୁ କୋର୍ଟ ଚାଲାଣ

ଗଡ଼ମଧୁପୁର : ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟିଆ ପଂଚାୟତ ଗେଙ୍ଗୁଟିଆ ଗ୍ରାମରେ ଦଳିତ ଝିଅକୁ ଅସଦାଚରଣ ଅଭିଯୋଗରେ ଜେନାପୁର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ, ଗତ ୨୮…
Read More...

ଜାତୀୟ ପତାକା ଅର୍ଦ୍ଧନମିତ: ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଶୋକ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା ଶୋକବ୍ୟକ୍ତ କରିଛନ୍ତି ।…
Read More...

ରାଜପଥ ଲୁଟିଆ ଗ୍ୟାଙ୍ଗର ୩ ଗିରଫ; ଅଳଙ୍କାର ଜବତ

ଫୁଲନଖରା : ସଦର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଓ କଟକ ରିଙ୍ଗରୋଡ଼ରୁ ସୁନା ଚେନ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା…
Read More...

କିରାଣୀରୁ ଆରମ୍ଭ ହୋଇଥିଲା ବୃତ୍ତିଗତ ଜୀବନ: ସାମ୍ବାଦିକତା ଓ ଅଧ୍ୟାପନା ପରେ ରାଜନୀତିରେ ଯୋଗ ଦେଇଥିଲେ ପ୍ରଣବ

ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ପଶ୍ଚିମବଙ୍ଗର ବୀରଭୂମି ଜିଲାର ଏକ ଛୋଟ ଗାଁ ମିରାଟିର ବ୍ରାହ୍ମଣ ପରିବାରରେ ହୋଇଥିଲା । ପ୍ରଣବଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ । ୧୯୩୫ରେ ପ୍ରଣବ…
Read More...

ସେପ୍ଟେମ୍ବର ୩୦ ସୁଦ୍ଧା ୟୁ.ଜି. ଏବଂ ପି.ଜି. ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍‍ ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ଏବଂ ପୋଷ୍ଟ୍‍ ଗ୍ରାଜୁଏଟ୍‍ ଶେଷବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ସେପ୍ଟମ୍ବର ୩୦…
Read More...

ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ରାଜକିଶୋରନଗର : କିଆକଟା ଥାନା ପୁଲିସ ସୋମବାର ଦିନ ଓରଡା ନାଳ ନିକଟରୁ ଜନୈକା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। ଯୁବତୀ ଜଣକ କିଶୋରନଗର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଅଚ୍ୟୁତ ନାୟକଙ୍କ ଝିଅ…
Read More...

ବନ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ: କ୍ଷତିଗ୍ରସ୍ତଙ୍କୁ ୫୦ କିଲୋ ଚାଉଳ, ୫୦୦ ଟଙ୍କା ସହାୟତା ଦେବାକୁ ନିର୍ଦେଶ

ଭୁବନେଶ୍ବର: ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ୫ କିଲୋ ଲେଖାଏଁ ଚାଉଳ ଓ ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଆକାଶମାର୍ଗରୁ…
Read More...

ସମ୍ମାନନୀୟ ପ୍ରଣବ: ଦେଶ ବିଦେଶରୁ ମିଳିଥିଲା ଅନେକ ସମ୍ମାନ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । କିନ୍ତୁ ତାଙ୍କୁ ଦେଶ ବିଦେଶରେ ଏତେ ସମ୍ମାନ ମିଳିଥିଲା ତାହା ଅକଳନୀୟ। ସେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦେଶର…
Read More...

ପ୍ରଣବଙ୍କ ଛଅ ଦଶନ୍ଧିର ରାଜନୈତିକ ଯାତ୍ରା: ବିଚକ୍ଷଣ ରାଜ୍ୟସଭା ସାଂସଦରୁ ଦେଶର ରାଷ୍ଟ୍ରପତି

ପ୍ରଣବ ମୁଖାର୍ଜୀ ଥିଲେ ଜଣେ ବିଚକ୍ଷଣ ରାଜନେତା ।  ପ୍ରଣବ ମୁଖାର୍ଜୀଙ୍କ ରାଜନୈତିକ ଜୀବନ  ୧୯୬୯ ମସିହାରେ ଆରମ୍ଭ ହୋଇଥିଲା ।   ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ପ୍ରତିଭାକୁ ସ୍ୱୀକୃତି ଦେଇ…
Read More...

ପରଲୋକରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ; ୭ ଦିନ ଜାତୀୟ ଶୋକ ଘୋଷଣା

ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି । କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ…
Read More...

ଭୁବନେଶ୍ଵରରୁ ଆଉ ୪୦୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ  ଭୁବନେଶ୍ୱରରୁ ସୋମବାର ଆଉ ରେକର୍ଡ ସଂଖ୍ୟକ ୪୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୨୫ରେ ପହଞ୍ଚିଛି। ୨୭୩ଜଣ କରୋନାରୁ ଆରୋଗ୍ୟ ଲାଭ…
Read More...

ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ : ୬ ସାଧାରଣ ନାଗରିକ ଗୁରୁତର

ଜାମ୍ମୁକାଶ୍ମୀର : ଉତ୍ତର କାଶ୍ମୀରର ବାରାମୂଳା ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ରେ ୬ଜଣ ନାଗରିକ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଏକ ସେନା କନଭେନ ଉପରେ…
Read More...

ପୁଣି ବର୍ଷିବ : କାଲିଠୁ ୫ ତାରିଖ ଯାଏଁ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ୩ରୁ ୪ଦିନ ପାଗ ଶୁଖିଲା ଥିବା ବେଳେ ପୁଣି ଆସନ୍ତାକାଲିଠୁ ୫ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କାଲିଠୁ ରାଜ୍ୟର ୮ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ସେହିପରି ୨…
Read More...

ଟିପର ଚକାତଳେ ଚାପିହୋଇ ସାଇକେଲ ଆରୋହୀ ମୃତ; କ୍ଷତିପୁରାଣ ଦାବିରେ ରାସ୍ତା ଅବରୋଧ

ପାତ୍ରପୁର : ଜରଡ଼ା ଥାନା ଖାରିଆଗୁଡା ଗ୍ରାମଠାରେ ଟିପର ଚକା ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିବାପରେ ଲୋକମାନେ କ୍ଷତିପୂରଣ ଦାବୀରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ମୃତକ…
Read More...

ପଶ୍ଚିମବଙ୍ଗରେ ଲକଡାଉନ୍‍ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି

କୋଲକାତା : ପଶ୍ଚିମବଙ୍ଗ ସରକାର ରାଜ୍ୟରେ ତାଲାବନ୍ଦ ଅବଦ୍ଧି ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା…
Read More...

ଜାଣନ୍ତୁ.. ସିନେମା ହଲ୍‌ ଓ ଥିଏଟର ବନ୍ଦ ଥିବା ସମୟରେ ଓଟିଟି ରିଲିଜ୍‌ରୁ କେତେ ଆୟ କରିଛି ବଲିଉଡ୍‌ ସିନେମା

କରୋନା ମହାମାରୀଜନିତ ଲକ୍‌ଡାଉନ ଯୋଗୁଁ ଦେଶର ସବୁ ସିନେମା ହଲ୍‌ ଓ ଥିଏଟର ବନ୍ଦ ରହିଛି। ତେବେ ଡିଜିଟାଲ୍ ବା ଓଟିଟି ମାଧ୍ୟମରେ ଇତିମଧ୍ୟରେ ଅନେକ ବଲିଉଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ଓ କେତେକ ଚଳଚ୍ଚିତ୍ର ଦର୍ଶକଙ୍କ…
Read More...

ହ୍ରାସ ପାଇଛି ବନ୍ୟାଜଳ: ଏବେ ଥଇଥାନର ବେଳ

ଗଡମଧୁପୁର : ବ୍ରାହ୍ମଣୀ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଫଳରେ ଧର୍ମଶାଳା ବ୍ଲକର ଅନେକ ନଦୀକୂଳିଆ ଅଂଚଳ ଓ ନଦୀ ଅବବାହିକାରେ ବାସକରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅନେକ ଲୋକଙ୍କର ବନ୍ୟାଜଳ…
Read More...

ରାଉରକେଲାବାସୀଙ୍କୁ ସର୍ବୋତ୍ତମ ସେବା ଯୋଗାଇଦେବା ଆମ ଲକ୍ଷ୍ୟ : କମିଶନର

ରାଉରକେଲା : ସ୍ୱାୟତ୍ତ ଶାସନ ଦିବସ ରାଉରକେଲା ମହାନଗର ନିଗମ ପକ୍ଷରୁ ସୁଚାରୁ ରୂପେ ପାଳିତ ହୋଇଯାଇଛି। ଆଜି ଭୋରରୁ ନିଗମ ପକ୍ଷରୁ ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ପରେ କମିଶନର…
Read More...

୫ ଦଫା ଦାବୀନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

କଲ୍ୟାଣସିହପୁର :ରାୟଗଡା ଜିଲା କଲ୍ୟାଣସିଂପୁର ବ୍ଲକରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ୫ ଦଫା ଦାବୀ ନେଇ ବିଡ଼ିଓ ଅନୁପ କୁମାର ପଣ୍ଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ…
Read More...

ଭୁବନେଶ୍ବର ଦୁର୍ଗାପୂଜା : ଝଲସିବନି ଆଲୋକମାଳା-ହେବନି ତୋରଣ

ଭୁୁବନେଶ୍ୱର : ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଆଡମ୍ବରଶୁନ୍ୟ ଭାବରେ ପାଳନ ହେବ ଦୁର୍ଗାପୂଜା। ଏହି ବର୍ଷ ଭୁବନେଶ୍ୱରରେ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ…
Read More...

ସେପ୍ଟେମ୍ବରରେ ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୪ ମାସର ଭତ୍ତା

ଭୁବନେଶ୍ବର : ରାଜ୍ୟରେ ମଧୁବାବୁ ପେନ୍‌ସନ ଯୋଜନାରେ ଥିବା ହିତାଧିକାରୀଙ୍କୁ ସେପ୍ଟେମ୍ବର ମାସରେ ଏକକାଳୀନ ୪ ମାସର ଭତ୍ତା ମିଳିବ। ସେପ୍ଟେମ୍ବର ମାସରେ ଏକକାଳୀନ ସେପ୍ଟେମ୍ବର, ଅକ୍ଟୋବର,ନଭେମ୍ବର ଓ ଡିସେମ୍ବର ମାସର…
Read More...

ହୀରାକୁଦ ଜଳ ଭଣ୍ଡାରରେ କମୁଛି ଜଳସ୍ତର, ସ୍ଥିତି ସୁଧୁରିବାକୁ ଲାଗିବ ଆଉ ୪ ଦିନ

ଭୁବନେଶ୍ୱର : ଲଗାଣ ବର୍ଷା ସହ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିର ସୁଧାର ଆସିବାକୁ ଆହୁରି ୪ ଦିନ ଲାଗିବ…
Read More...