ଆରଡି : ଆରଡି ଓ ଆଖପାଖ ଅଞ୍ଚଳରେ ଦୀର୍ଘ ୬ଦିନ ହେବ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବହୁ ହିଂସ୍ର ସରିସୃପ ଯାତାୟତ ଯୋଗୁ ଗତ ସୋମବାର ରାତିରେ ମୁଆଁ ଗାଁ ନିକଟସ୍ଥ ଘୋଷରା ନିକଟରେ ବସବାସ କରୁଥିବା ଧୀର ଦାସଙ୍କର ଝିଅ ପୂଜା ଦାସ(୧୭)ଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ସେଠୁ ପରିବାର ଲୋକ ଏକ ଦେଶୀଡଙ୍ଗା ଭଡା କରି ନିକଟସ୍ଥ ଆରଡି ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
Popular Categories



