www.samajalive.in
Sunday, December 14, 2025
19.1 C
Bhubaneswar

ଟେନିସ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଲେ ଜୋକୋଭିକ୍‌, ବାର୍ଟି

ପ୍ୟାରିସ୍‌: ଅନ୍ତର୍ଜାତୀୟ ପୁରୁଷ (ଏଟିପି) ମାନ୍ୟତାରେ ନୋଭାକ୍‌ ଜୋକୋଭିକ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ମହିଳା (ଡବ୍ଲୁଟିଏ) ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଆସ୍‌ଲେ ବାର୍ଟି।

ଏଟିପି ମାନ୍ୟତାରେ ଜୋକୋଭିକ୍‌ ୧୦୮୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ସ୍ପେନର ରାଫେଲ ନାଦାଲ ୨ୟ, ଅଷ୍ଟ୍ରିଆର ଡୋମିନିକ୍‌ ଥିଏମ୍‌ ୩ୟ, ସୁଇଜରଲାଣ୍ଡର ରୋଜର ଫେଡେରର୍‌ ୪ର୍ଥ, ରୁଷିଆର ଡାନିଲ୍‌ ମେଡମେଦେଭ୍‌ ୫ମ, ଜର୍ମାନୀର ଷ୍ଟେଫାନସ୍‌ ସିସିପାସ୍‌ ୬ଷ୍ଠ, ଜର୍ମାନୀର ଆଲେକଜେଣ୍ଡାର ଜେରେଭ୍‌ ୭ମ, ଇଟାଲୀର ବେରେଟିନି ୮ମ, ଫ୍ରାନ୍‌ସର ମନ୍‌
ଫିଲ୍‌ସ ୯ମ ଓ ବେଲ୍‌ଜିୟମର ଡେଭିଡ୍‌ ଗଫିନ୍ ୧୦ମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଡବ୍ଲୁଟିଏ ମ୍ୟାନତାରେ ବାର୍ଟି ୮୭୧୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ରୋମାନିଆର ସିମୋନା ହାଲେପ୍‌ ୨ୟ, ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସକୋଭା ୩ୟ, ଆମେରିକାର କେନିନ୍‌ ୪ର୍ଥ, ୟୁକ୍ରେନ୍‌ର ଭିଟୋଲିନା ୫ମ, କାନାଡ଼ାର ଆ​‌​‌ନ୍ଦ୍ରେସ୍କୁ ୬ଷ୍ଠ, ନେଦରଲାଣ୍ଡର କିକି ବର୍ଟେନ୍‌ସ ୭ମ, ଆମେରିକାର ସେରେନା ୱିଲିୟମ୍‌ସ ୮ମ, ଜାପାନର ନିଓମି ଓସାକା ୯ମ ଓ ସୁଇଜରଲାଣ୍ଡର ବେନ୍‌କିକ୍‌ ୧୦ମ ସ୍ଥାନରେ ରହିଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories